RP News Odia

RP News Odia RP NEWS ODIA ସବୁବେଳେ ଆପଣଙ୍କ ସାଥିରେ
(4)

15/06/2024

ଚରମ୍ପା ବରାଳପୋଖରୀ ରେ ଖୁବ୍ ଧୁମଧାମରେ ପାଳନ ହେଉଛି ରଜ ପର୍ବ...

15/06/2024

ପରକ୍ରିୟା ପ୍ରୀତି ପାଇଁ କୁନି ର ଜୀବନ ଗଲା....

15/06/2024

ପହିଲି ରଜରେ ଦୁର୍ଘଟଣା...
ଟ୍ରକକୁ ପିଟିଲା ବାଇକ ଜଣେ ମୃତ ୨ ଗୁରୁତର। ୧୬ ନମ୍ବର ଜାତୀୟ ରାଜପଥ ଚରମ୍ପା ସ୍ଥିତ ଅସୁରା ନିକଟରେ ଘଟିଛି ଏହି ଦୁର୍ଘଟଣା। ଦୁର୍ଘଟଣା ହୋଇଥିବା ବ୍ୟକ୍ତି ଙ୍କ ଘର ବାଲିଖଣ୍ଡ ବୋଲି ସୂଚନା ମିଳିଛି.....

13/06/2024

ପ୍ରଥମ ପ୍ରତିଶ୍ରୁତି ପୂରଣ କଲା ବିଜେପି" ଖୋଲିଲା ବଡ ଦେଉଳର ଚାରି ଦ୍ଵାର, ପ୍ରଭୂଙ୍କ ଦର୍ଶନ ଲାଗି ହଜାର ହଜାର ଭକ୍ତଙ୍କ ସମାଗମ......

12/06/2024

ରଜ ପର୍ବକୁ ଖୁବ ବେଶ୍ ଧୁମ୍ ଧାମରେ ପାଳନ କରିବେ ଭଦ୍ରକ ଚରମ୍ପା ବରାଳ ପୋଖରୀ ବାସୀ...

12/06/2024

ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ ସମ୍ପନ ହେଲା ଦେବ ଦମ୍ପତିଙ୍କ ବିଭାହ ଉତ୍ସବ.....

ମୋହନ ମାଝୀ ମୁଖ୍ୟମନ୍ତ୍ରୀ,କେ ଭି ସିଂଦେଓ  ଉପ ମୁଖ୍ୟମନ୍ତ୍ରୀ,ପ୍ରଭାତୀ ପରିଡା ଉପ ମୁଖ୍ୟମନ୍ତ୍ରୀ....
11/06/2024

ମୋହନ ମାଝୀ ମୁଖ୍ୟମନ୍ତ୍ରୀ,
କେ ଭି ସିଂଦେଓ ଉପ ମୁଖ୍ୟମନ୍ତ୍ରୀ,
ପ୍ରଭାତୀ ପରିଡା ଉପ ମୁଖ୍ୟମନ୍ତ୍ରୀ....

କେଉଁଝର ବିଧାୟକ ମୋହନ ମାଝି ହେଲେ ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ..
11/06/2024

କେଉଁଝର ବିଧାୟକ ମୋହନ ମାଝି ହେଲେ ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ..

10/06/2024

ବିଧାୟକ ହେଲା ପରେ, ନା ଅଛି ଗର୍ବ" ନା ଅଛି ଅହଂକାର" ନା ଭୁଲିଛନ୍ତି ନିଜର ସଙ୍ଗଠନକୁ ନା ଭୁଲିଛନ୍ତି ନିଜର କର୍ତ୍ତବ୍ୟକୁ" ସାବରଙ୍ଗ ପଞ୍ଚାୟତ ଅଧିନ ଆଟୋ ଗ୍ରାମର ସୂର୍ଯ୍ୟମଣି ନାଥଙ୍କ ଘରପୋଡ଼ି ଖବର ପାଇ ସହୀଦ ଭଗତ ସେନାର ଆବାହକ ତଥା ଭଦ୍ରକ ବିଧାୟକ ଶୀତାଂଶୁ ଶେଖର ମହାପାତ୍ର ପହଞ୍ଚି ସାହାଯ୍ୟ ହାତ ବଢ଼ାଇଛି।

10/06/2024

ଧଉଳି ଏକ୍ସପ୍ରେସ ଡାଉନ୍ ଟ୍ରେନରେ ଅଗ୍ନିକାଣ୍ଡ ଯାତ୍ରୀ ଭୟଭୀତ। ତିନୋଟି ବୋଗିରେ ଧୁଆଁ ବାହାରୁଥିବା ଥିବା ସୁଚନା....

10/06/2024

ବାବା ଆଖଣ୍ଡଳମଣିଙ୍କ ଶିବ ବିବାହ ପାଇଁ ଚଳଚଞ୍ଚଳ ଆରଡ଼ି ପୀଠ, ଆଜି ମଙ୍ଗନ କାଲି ଶିବ ବିଭାହ..

09/06/2024

ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଲେ ନରେନ୍ଦ୍ର ମୋଦୀ....

09/06/2024

ରାଜନୀତିରୁ ସନ୍ୟାସ ନେଲେ ପାଣ୍ଡିଆନ....
ଅନେକ ବାଦ ପ୍ରତିବାଦ ପରେ ମୁହଁ ଖୋଲିଛନ୍ତି ପାଣ୍ଡିଆନ। ରାଜନୀତିରୁ ଦୂରେଇ ଯିବା ସହ ପରାଜୟ ପାଇଁ ବିଜୁ ଜନତା ଦଳର କର୍ମୀ ମାନଙ୍କୁ କ୍ଷମା ମାଗିଛନ୍ତି...

06/06/2024

ଭିନ୍ନ ଢଙ୍ଗରେ ଭଦ୍ରକ ଚରମ୍ପା ଆଞ୍ଚଳରେ କିନ୍ନର ମାନେ ସଧବା ଭେସରେ ପାଳିଲେ ସାବିତ୍ରୀ ବତ୍ର .....

04/06/2024

ଭଣ୍ଡାରିପୋଖରୀରୁ ବିଧାୟକ ଭାବେ ବିଜୟ ଲାଭ ପରେ ସଞ୍ଜୀବ ମଲ୍ଲିକଙ୍କ ପ୍ରତିକ୍ରିୟା

04/06/2024

1990 ମସିହାରୁ ବିଜେପି କାର୍ଯ୍ୟକର୍ତ୍ତା ଭାବରେ କାର୍ଯ୍ୟ କରିଆସିଥିଲୁ ହେଲେ ବିଜୟୀ ର ସ୍ଵାଦ ଚାଖି ନ ଥିଲୁ, ଶିତାଂଶୁ ଶେଖର ମହାପାତ୍ରଙ୍କ ବିଜୟ ଏକ ଐତିହାସିକ ବିଜୟ ବୋଲି କହିଲେ ବିଜେପି କାର୍ଯ୍ୟକର୍ତ୍ତା..

04/06/2024

ମାଆ ଭଦ୍ରାକାଳୀ ମୋ ଡାକ ଶୁଣିଛନ୍ତି.....
ମୋ ଜ୍ବାଇଁ ଜିତିଲେ" ଭଦ୍ରକ ବିଧାୟକ ଭାବେ ଶିତାଂଶୁ ଶେଖର ମହାପାତ୍ର ବିଜୟ ଲାଭ ପରେ କ'ଣ କହୁଛନ୍ତି ତାଙ୍କ ଶାଶୁ ମାଆ ଶୁଣନ୍ତୁ....

04/06/2024

ଭଦ୍ରକ ସାଂସଦ ଭାବେ ଅଭିମନ୍ୟୁ ସେଠୀ ବିଜୟ ଲାଭ ପରେ କିଛି ଏପରି ରଖିଲେ ପ୍ରତିକ୍ରିୟା..

04/06/2024

ସିତାଂଶୁ ଶେଖର ମହାପାତ୍ରଙ୍କ ବିଜୟ ପରେ ଲୁହ ଭରା କଣ୍ଠରେ ପ୍ରତିକ୍ରିୟା...

03/06/2024

କଥା କଟା କଟିରୁ ହିଂସାକାଣ୍ଡ" ସାମ୍ବାଦିକଙ୍କୁ ମାରଣାସ୍ତ୍ରରେ ଆକ୍ରମଣ..

31/05/2024

ପ୍ରଚାର ସମୟ ସରିବା ପରେ ପ୍ରଚାର କରୁଛନ୍ତି ଭଣ୍ଡାରିପୋଖରୀ ନିର୍ବାଚନମଣ୍ଡଳୀର କଂଗ୍ରେସ ପ୍ରାର୍ଥୀ ନିରଞ୍ଜନ ପଟନାୟକ, ଅଭିଯୋଗ ଆଣିଲା ବନ୍ତ ବ୍ଲକର ଯୁବ ବିଜେଡି....

31/05/2024

ରାତି ପାଇଲେ ନିର୍ବାଚନ, ବୁଥରେ ପହଁଚିଲେ ପୋଲିଙ୍ଗ ଦଳ...

31/05/2024

ଚାନ୍ଦବାଲି ରେ ବିଜେପି ରାଜ୍ୟ ଯୁବ ମୋର୍ଚା ସଭାପତି ଅଭିଳାଷ ପଣ୍ଡାଙ୍କୁ ଆକ୍ରମଣ ପରେ ରାଜ୍ୟ ସଭାପତି ମନମୋହନ ସାମଲ ଙ୍କ ପ୍ରତିକ୍ରିୟା..

31/05/2024

ଚାନ୍ଦବାଲି ବ୍ଲକ କରଞ୍ଜମାଳରେ ରାଜନୌତିକ ହିଂଶା.....
ରାଜ୍ୟ ବିଜେପି ଯୁବ ମୋର୍ଚ୍ଚା ସଭାପତି ଅଭିଳାଷ ପଣ୍ଡାଙ୍କ ସହ ସାଥୀ ମାନଙ୍କୁ ଆକ୍ରମଣ ଅଭିଯୋଗ ବାସୁଦେବପୁର ମେଡିକାଲ ପ୍ରାଥମିକ ଚିକିତ୍ସା ପରେ କଟକ ସ୍ଥାନାନ୍ତର ସୂଚନା

30/05/2024

ଭଦ୍ରକରେ ନିର୍ବାଚନ ପ୍ରଚାର ମୋଇଦାନରେ କଂଗ୍ରେସର ହେବି୍ୱେଟ ନେତା AICC ଉପାଧ୍ୟକ୍ଷ ରାହୁଲ ଗାନ୍ଧୀ.…

29/05/2024

ବିଜେଡି ରେ ସାମିଲ ହେବା ପରେ ଜିଲ୍ଳା ବିଜେଡି କାର୍ଯ୍ୟଳୟ ରେ ହରପ୍ରିୟା ସାହୁଙ୍କୁ ସ୍ୱାଗତ କଲେ ବିଜେଡି ମହିଳା ଦଳ....

27/05/2024

ଭଦ୍ରକରେ ରୋଡ଼ ଶୋ କରି ପ୍ରଚାର କଲେ ଭି. କେ. ପାଣ୍ଡିଆନ" ଦେଖନ୍ତୁ ସିଧା ପ୍ରସାରଣ...

27/05/2024

ଭଣ୍ଡାରିପୋଖରୀରେ ସଂଜୀବ ମଲ୍ଲିକଙ୍କ ପାଇଁ ପ୍ରଚାର କରୁଛନ୍ତି ସିନେତାରକା ବାବୁସାନ ମହାନ୍ତି ଓ ଶୀତଳ....

27/05/2024

ଭଣ୍ଡାରିପୋଖରୀ ବିଜେଡ଼ି ପ୍ରାର୍ଥୀ ସଂଜୀବ ମଲ୍ଲିକଙ୍କ ପାଇଁ ପ୍ରଚାର କଲେ ସିନେତାରକା ପୁନମ ମିଶ୍ର...

27/05/2024

ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀ ନେରଡ଼ା ପଞ୍ଚାୟତର ପୂର୍ବତନ କଂଗ୍ରେସ ସରପଞ୍ଚ ତପନ କୁମାର ସେଠୀ ଓ ଗୋବିନ୍ଦପୁର ପଞ୍ଚାୟତର ପୂର୍ବତନ ବିଜେପି ସରପଞ୍ଚ ପାର୍ଥି ସୁବ୍ରତ ରାଉତ ଙ୍କ ସମେତ ଅନେକ କର୍ମୀ ଆଜି କଂଗ୍ରେସ ଓ ବିଜେପି ଛାଡି ବିଜୁ ଜନତା ଦଳରେ ସାମିଲ ହେଲେ....

Address

Odisha
Odisha

Telephone

+919040317707

Website

Alerts

Be the first to know and let us send you an email when RP News Odia posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to RP News Odia:

Videos

Share


Other News & Media Websites in Odisha

Show All