ANGUL LIVE

ANGUL LIVE Contact information, map and directions, contact form, opening hours, services, ratings, photos, videos and announcements from ANGUL LIVE, Media/News Company, Angul, Odisha.
(1)

12/06/2024

ସାମ୍ବାଦିକ ସମ୍ମିଳନୀ ଡାକି ଜିଲ୍ଲା କଂଗ୍ରେସ ଓବିସି ସେଲ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ପ୍ରବୋଧ ସ୍ଵାଇଁ । LIVE

11/06/2024
11/06/2024

Live streaming of Angul Liveକଂଗ୍ରେସର ଅନୁଗୁଳ ଓବିସି ସେଲ୍ ସଭାପତି ପ୍ରବୋଧ କୁମାର ସ୍ବାଇଁ ଙ୍କ ସାମ୍ବାଦିକ ସମ୍ମିଳନୀ।

11/06/2024

ମଦ ଦୋକାନ ବନ୍ଦ୍ ନହେଲେ ରାଜ ରାସ୍ତାକୁ ଓଲ୍ହେଇବେ ବୋଲି ଚେତାବନୀ ଦେଇଛନ୍ତି ବଡବାହାଳ ଗ୍ରାମର ମହିଳା। LIVE.ANGUL

06/06/2024

ଅନୁଗୁଳ ସୁନାଘର କିନ୍ନର ସଂଘ ପକ୍ଷରୁ ଶିମିଳିପଡା ଠାରେ ସାବିତ୍ରୀ ବ୍ରତ ପାଳନ। LIVE

 #ଇସ୍ତଫା_ଦେଲେ_ନବୀନ ରାଜ୍ୟପାଳ ରଘୁବର ଦାସଙ୍କୁ ଭେଟି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ନବୀନ ପଟ୍ଟନାୟକ ।  LIVE
05/06/2024

#ଇସ୍ତଫା_ଦେଲେ_ନବୀନ
ରାଜ୍ୟପାଳ ରଘୁବର ଦାସଙ୍କୁ ଭେଟି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ନବୀନ ପଟ୍ଟନାୟକ । LIVE

17/05/2024

Live streaming of Angul Live ବିଜେପି ଜିଲ୍ଲା କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ।

17/05/2024

Live streaming of Angul Live

13/05/2024

Live streaming of Angul Live. ଅନୁଗୁଳ ରେ ଭି.କେ. ପାଣ୍ଡିଆନଙ୍କ ରୋଡ଼ ସୋ ବେଳେ ହୁଲୁରିସିଂହା ଛକ ନିକଟରେ ଲୋକଙ୍କ ଭିଡ଼ ।

13/05/2024

ଅନୁଗୁଳ ରେ ଭି.କେ. ପାଣ୍ଡିଆନଙ୍କ ରୋଡ଼ ସୋ ବେଳେ ହୁଲୁରିସିଂହା ଛକ ନିକଟର ଦୃଶ୍ୟ।

13/05/2024

ଅନୁଗୁଳ ରେ ବିଜେଡି ପ୍ରାର୍ଥୀଙ୍କ ପାଇଁ ଭି.କେ. ପାଣ୍ଡିଆନଙ୍କ ରୋଡ଼ ସୋ ।

11/05/2024

ବଲାସିଙ୍ଗା ବାଲିସାହି ରେ ଅଘଟଣ, ଗଛମୂଳେ ଶନି ପୁଜା କରୁଥିବା ବେଳେ ବଜ୍ରପାତରେ ୮ ମହିଳା ଗୁରୁତର । LIVE

05/05/2024

ଛେଣ୍ଡିପଦା ନିର୍ବାଚନ ମଣ୍ଡଳୀ ଜାମୁନାଳି ପଞ୍ଚାୟତ ଇମ୍ଫା କଲୋନୀ ଠାରେ କର୍ମୀ ସମ୍ମିଳନୀ ଅନୁଷ୍ଠିତ l Angul LIVE.ANGUL

05/05/2024

ବିଜେଡି ପକ୍ଷରୁ କୁଇଓ ଯାମୁନାଳୀ ପଞ୍ଚାୟତରେ କର୍ମୀସମ୍ମିଳନୀ

02/05/2024

ବନ୍ତଳାଠାରେ ବିଜେଡିର ଆଶୀର୍ବାଦ ସମାବେଶରେ ପ୍ରତିକ୍ରିୟା ରଖିଲେ ଲୋକସଭା ସାଂସଦ ପ୍ରାର୍ଥୀ । LIVE

17/04/2024

ସବୁ କଳ୍ପନା ଜଳ୍ପନାପରେ ଅନୁଗୁଳ ବିଜୁଜନତାଦଳର ପ୍ରାର୍ଥୀଘୋଷଣା ସରିଛି, ପ୍ରାର୍ଥୀନୀହେଲେ ସଂଯୁକ୍ତା ସିଂହ। LIVE

14/04/2024

ଯଦୁନାଥ ସଂସ୍କୃତ ମହାବିଦ୍ୟାଳୟ ସମ୍ମୁଖରେ ଥିବା ଦୋକାନ ମଧ୍ୟରୁ ଜଣେ ଯୁବକର ମୃତ ଦେହ ଉଦ୍ଧାର ହୋଇଛି। ଦୋକାନ ଭିତରକୁ ପଶିବା ପାଇଁ ଉଦ୍ୟମ କଲାବେଳେ ବିଦ୍ୟୁତ୍ ଆଘାତରେ ଆସି ମୃତ୍ୟୁ ହୋଇଥ‌ିବା ସନ୍ଦେହ କରାଯାଉଛି।ଯୁବକ ଜଣକର ପରିଚୟ ମିଳିପାରି ନଥିବା ବେଳେ ଉକ୍ତ ମୃତ ଯୁବକ ଜଣକ ଯାଯାବର ସଂପ୍ରଦାୟର ବୋଲି ଅନୁମାନ କରାଯାଉଛି । ପୋଲିସ ପହଁଞ୍ଚି ଘଟଣା ର ତଦନ୍ତକରିବା ସହ ଶବ ବ୍ୟବଚ୍ଛେଦ ପାଇଁ ଅନୁଗୁଳ ମେଡ଼ିକାଲ ପଠାଇଦେଇଛି। LIVE

09/04/2024

ମେଡିକାଲର ଏକ ବର୍ଜ୍ୟବସ୍ତୁ ଭ୍ୟାନ ଗଛରେ ପିଟି ହୋଇ ଦୁର୍ଘଟଣା । ଅଳ୍ପକେ ବର୍ତ୍ତିଲେ ଦୁଇଜଣ । LIVE.ANGUL

08/04/2024

ପୁରୀ ପୀଠ ପରିଷଦ ଅନ୍ତର୍ଗତ ଆଦିତ୍ୟ ବାହିନୀ ଓ ଆନନ୍ଦ ବାହିନୀ ଆନୁକୂଲ୍ୟରେ ଅନୁଗୁଳଠାରେ ରାଷ୍ଟ୍ରୀୟ ନବ ବର୍ଷ ପାଳନ ଆୟୋଜନ ନିମନ୍ତେ ଅନୁଗୁଳ ଜଗନ୍ନାଥ ମନ୍ଦିର ସଦଭାବନା ଗୃହ ଠାରେ ସାମ୍ବାଦିକ ସମ୍ମିଳନୀ । LIVE.ANGUL

03/04/2024

ଅନୁଗୁଳ ଜିଲ୍ଲା ତଳମୁଳ ଗ୍ରାମରେ ଅଘଟଣ ,ଘରେ ମାଛ ଭାଜୁଥିବା ବେଳେ ଗ୍ୟାସ ଲିକ୍ ହୋଇ ଲାଗିଲା ନିଆଁ, ଘଟଣାରେ ପାଞ୍ଚଜଣ ଗୁରୁତର ।

Address

Angul
Odisha
759122

Alerts

Be the first to know and let us send you an email when ANGUL LIVE posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to ANGUL LIVE:

Videos

Share


Other Odisha media companies

Show All