Odia Express

Odia Express Odia Express is a dynamic news channel dedicated to providing comprehensive coverage of events, stories, and developments from Odisha, India, and beyond.

With a commitment to journalistic excellence and a focus on delivering news that matters

18/01/2025

ମୁଁ ଆଜି ଯାଏ ଖରା ରେ ସୁଟିଂ କରିନାହିଁ,ସବୁବେଳେ ଛାଇ ରେ ମୁଁ ରହି ଆସୁଛି,ବର୍ଷା ସହିତ ମୋ ଯୋଡି ଭଲ ଜମିଛି

17/01/2025

ବୋହୁ କେବେ ଘର ଭାଙ୍ଗେନି ପୁଅ କେବେ ବୋହୁ କଥାରେ ଚାଲି ଯାଏନି,ଗାଁ ଗହଳି ରେ ଭଉଣୀ କେବେ ଜମିରୁ ଭାଗ ନିଏନି କିନ୍ତୁ ସହର ରେ ଭଉଣୀ ଭାଗ ନିଏ

17/01/2025

ଲୋକଙ୍କ ପାଖରେ ଓଡ଼ିଆ ଫିଲ୍ମ ପହଞ୍ଚି ପାରୁନି,ଭଲ ଫିଲ୍ମ ଏବେ ହେଉଛି

17/01/2025

ବାଘ ନାଚ ରେ କାହିଁକି କେବଳ ପୁଅମାନେ ନାଚିବେ,ଝିଅମାନେ ମଧ୍ୟ ବାଘନାଚ ନାଚିପାରିବେ ବୋଲି ରଙ୍ଗସୁର ଫିଲ୍ମ ଜରିଆରେ ଆମେ ଦେଖେଇଛୁ

17/01/2025

ଯୁଗ ଯୁଗରୁ ନାରୀ ପୁରୁଷ ଏକାଠି ହେଲେ ଶକ୍ତିଶାଳୀ ହେଇପାରିବେ
ରଙ୍ଗସୁର ଫିଲ୍ମ ଦେଖିବା ପରେ ଆପଣ ମଧ୍ୟ ଖୁସି ହେଇଯିବେ,ଗଞ୍ଜାମ ର ଲୋକନୃତ୍ୟ କୁ ନେଇ ବାଘନାଚ କରାଯାଇଛି,ସମସ୍ତଙ୍କୁ ପ୍ରଶଂସା କଲେ ଅଭନେତ୍ରୀ ଶୀତଳ ପାତ୍ର

17/01/2025

ପୁରୁଣା ଫିଲ୍ମ କାବେରୀ,ସ୍ୱପ୍ନ ସାଗର ଫିଲ୍ମ ଭଳି ରଙ୍ଗସୁର ଫିଲ୍ମ ବହୁତ ବଢିଆ ହେଇଚି,ଲୋକ ନିଜସ୍ୱ ଉଦ୍ୟମ କଲେ ଫିଲ୍ମ ଇଣ୍ଡଷ୍ଟ୍ରି ଆଗକୁ ବଢିବ,ଏ ଫିଲ୍ମ ଦେଖିଲେ ତେଲୁଗୁ ଫିଲ୍ମ ଭଳିଆ ଲାଗିବ

17/01/2025

କାମନା ଭାବ ସବୁ ଲୋକଙ୍କ ମନ ଭିତରେ ରହିଛି,ଏବେ ନିଜ ଘରକୁ ନିଜେ ଭାଙ୍ଗୁଛନ୍ତି,ମୋ ବୟସରେ ମୁଁ ଜଣେ ଯୁବତୀ କନ୍ୟା କୁ ବିବାହ କରିପାରିବିନି

17/01/2025

ଭୁବନେଶ୍ୱର ରେ ରହିକି ମଧ୍ୟ ଆମେ ୨୦୦ ଏକର ଜମିରେ ଧାନ ଚାଷ କରିଛୁ

17/01/2025

ସୂର୍ଯ୍ୟମୟୀ ଯେଉଁ କାମ କରିଛନ୍ତି ସେଭଳି କାମ ତାଙ୍କ ସମସାମୟିକ ହିରୋଇନ ମାନେ କରିବେ ନାହିଁ

16/01/2025

ଲିଙ୍ଗରାଜ ମନ୍ଦିରରେ ଆଉ ଲିଙ୍ଗରାଜ ନାହାନ୍ତି,ଆଉ ଲିଙ୍ଗରାଜ ମନ୍ଦିର କେହି ଯିବା ଉଚିତ ନୁହଁ,ତମକୁ ସେବା କରିବାକୁ ଏତେ ବଡ଼ ଦାୟିତ୍ୱ ଦେଇଛନ୍ତି ଲିଙ୍ଗରାଜଙ୍କ ସେବା କରିବାକୁ କିନ୍ତୁ ତୁମେ କାହିଁକି ନୀତି କରୁନାହଁ

16/01/2025

ଧାନ ମଣ୍ଡି ରେ ଖଣ୍ଡିଆ ବସ୍ତା କାହିଁକି ଦିଆ ଯାଉଛି,ମଣ୍ଡି ରେ ୪ କେଜି ଧାନ କାଟିଦିଅଯାଉଛି କାହିଁକି
ଭୁବନେଶ୍ୱର ଆଇଗିଣିଆରେ ୫୦ରୁ ଉର୍ଦ୍ଧ୍ବ ଚାଷୀ ଓ ଡିଲରଙ୍କଉ ପସ୍ଥିତରେ ଧାନ ମଣ୍ଡିର ଶୁଭାରମ୍ଭ କଲେ ଜଟଣୀର ପୁର୍ବତନ ବିଧାୟକ କଂଗ୍ରେସ୍ ଦଳର ବରିଷ୍ଟ ନେତା ସୁରେଶ ରାଉତରାୟ

16/01/2025

#ଲିଙ୍ଗରାଜ_ମନ୍ଦିର_ସାମ୍ନାରେ_ଖୁସିରେ_ନାଚିଲେ_ରୁଷିଆ_ବିଦେଶୀ
ଭୁବନେଶ୍ୱର ଗୋଟିଏ ବଢିଆ ସହର,ଯେଉଁଠି ମହାଦେବ ରୁହନ୍ତି,କହିଲେ ଆମେ ସବୁ ବର୍ଷ ଭକ୍ତିରେ ଓଡିଶା ଆସୁ,ଭାରତୀୟ ଡ୍ରେସ ପିନ୍ଧିଲେ ବହୁତ ଖୁସି ଲାଗୁଚି

16/01/2025

ଶସ୍ତା ପବ୍ଲିସିଟି କରିକି କାହାର ମଧ୍ୟ ଲାଭ ହେଉନାହିଁ,ଆମେ ମଜୁରୀ କରିବାକୁ ଗଲେ କଷ୍ଟ ହେବ କିନ୍ତୁ ସୁବିଧା ରେ ରୋଜଗାର କରିହେଉଛି

16/01/2025

ସେବାୟତ ମନକୁ ଅନୁରୋଧ ଲିଙ୍ଗରାଜ ଙ୍କ ନୀତିକାନ୍ତି ଠିକ କରନ୍ତୁ,ସେବାୟତ ନିଜେ ନଜକୁ କଣ ଭାବୁଛନ୍ତି କି,ସେମାନେ ସେବା କରିବା ପାଇଁ ସୁଯୋଗ ପାଇଛନ୍ତି

16/01/2025

ନେତାମାନେ ବସିକି ବଡ଼ ବଡ଼ ଭାଷଣ ମାରୁଛନ୍ତି ଆଉ ସାମ୍ବାଦିକ ସେ ସବୁ ଶୁଣୁଛନ୍ତି,ଗାଲୁଆମୀ କଲେ ବିକାଶ ହେବନାହିଁ

16/01/2025

ଲିଙ୍ଗରାଜ ମନ୍ଦିର ସେବାୟତ ଡବଲ କାମ କରନ୍ତି,୧୨ ଘଣ୍ଟା ରୁ ଅଧିକା କାମ କରନ୍ତି କି କିଛି ମିଳୁନି ଆମେ ସେବା କରୁଚୁ ହେଲେ କିଛି ମିଳୁନାହିଁ

16/01/2025

ବାଡ଼ ଯଦି ଫସଲ ଖାଇବ ତେବେ କାହାକୁ କହିବା,ରାଜ୍ୟ ସରକାରଙ୍କୁ ଟାର୍ଗଟେ କଲେ ଲେଲିନ୍ ମହାନ୍ତି

16/01/2025

#ଶଙ୍ଖ_ଭବନରେ_ପାଣ୍ଡିଆନ_ବୁଟ_ଡାଲି_ରୋଷେଇ_କରୁଛନ୍ତି
ପାଣ୍ଡିଆନ କହିଲେ ଶଙ୍ଖ ଭବନ ରେ ଇଟିଲି ଦୋସା ଚଟଣି ତିଆରି କରୁଛି,ଶଙ୍ଖ ଭବନ ରେ ଶସ୍ତା ରେ ଖାଇବା ମିଳୁଛି

Address

Patia, Bhubaneswar
Odisha
751024

Alerts

Be the first to know and let us send you an email when Odia Express posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Odia Express:

Videos

Share