Ajira Sambad

Ajira Sambad we are provide fresh and current news as soon as to our viewers

12/12/2023

ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମ ପରିସରରେ ଭାରତର ସର୍ବବୃହତ କ୍ରୀଡ଼ା ବିଜ୍ଞାନକେନ୍ଦ୍ର ଉଦ୍‌ଘାଟିତ।

29/11/2023

ଗ୍ରାମାଞ୍ଚଳରେ ବ୍ୟାଙ୍କ ସେବାର ନୂଆ ଅଧ୍ୟାୟ। 'ଆମ ବ୍ୟାଙ୍କ’ ଯୋଜନାରେ ରାଜ୍ୟର ୪,୩୦୦ରୁ ଅଧିକ ପଞ୍ଚାୟତରେ ଲୋକଙ୍କୁ ମିଳିବ ବ୍ୟାଙ୍କିଙ୍ଗ ସୁବିଧା। ଲୋକଙ୍କ ଆର୍ଥିକ ସଶକ୍ତିକରଣ ଦିଗରେ ବଳିଷ୍ଠ ପଦକ୍ଷେପ, ଓଡ଼ିଶା ସାଜିଛି ଦେଶର ପ୍ରଥମ ରାଜ୍ୟ।

29/11/2023

SVKM Trust has signed an agreement with Odisha Govt for establishment of NMIMS University (NMIMS Global). It is part of vision of CM Naveen Patnaik to bring the best of the institutes of the country to for the benefit of the students of the state.

NMIMS University to be set up at Gaudakashipur in Jatni will reserve 30% of the total seats for meritorious students from . The institute will have courses from KG to PG Education which will give further boost to quality education in the state.

28/11/2023

India's best and top Narsee Monsee Institute Coming to Odisha
ବିକାଶ ର ଅନନ୍ୟ ଉଦାହରଣ ଶିକ୍ଷା ର ପାହାଚ




Be ready for one of the largest open trade fair in India between 27 to Dec 4, 2023 called   . Tag us with your Baliyatra...
26/11/2023

Be ready for one of the largest open trade fair in India between 27 to Dec 4, 2023 called . Tag us with your Baliyatra old photos.

26/11/2023

ବିଜୟ ପରେ ପରେ ନାଚ ଗୀତରେ ବିଭୋର ଓଡ଼ିଶା ସେକ୍ରେଟାରିଏଟ୍ ମହିଳା ହକି ଦଳ। 🏑

21/11/2023

PM Modi Meet The Team India After Losing The World Cup 2023
#

21/11/2023

ଅହିଂସାର ଆଦର୍ଶ ସାଜିଛି ଓଡ଼ିଶାରେ ପ୍ରସ୍ତୁତ ' #କରୁଣାସିଲ୍କ'। ଏଣ୍ଡି ପୋକକୁ ନ ମାରି ତାର ଖୋସାରୁ ପ୍ରସ୍ତୁତ ସାତ୍ତ୍ଵିକ ସୂତା ବା କରୁଣା ସିଲ୍କରୁ ମହାପ୍ରଭୁଙ୍କ ଖଣ୍ଡୁଆ ପାଟ ତିଆରି ହେଉଛି। ନୂଆଦିଲ୍ଲୀ ପ୍ରଗତି ମଇଦାନରେ ଆୟୋଜିତ ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ଥିବା ଓଡ଼ିଶା ପାଭେଲିଅନରେ ଏହା ସମସ୍ତଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ଅଭିନବ ଉପାୟରେ ପ୍ରସ୍ତୁତ ଏହି କରୁଣା ସିଲ୍କ ବୟନ ଶିଳ୍ପ ମାନଚିତ୍ରରେ ଓଡ଼ିଶାକୁ ନୂଆ ପରିଚୟ ଦେଇଛି।

18/11/2023

ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ୩୪୯ଟି ନୂଆ ଆମ୍ବୁଲାନ୍ସ ଲୋକାର୍ପିତ।
୪୮.୪୫ କୋଟି ଟଙ୍କା ବିନିଯୋଗ, ୨୭୯ଟି ନୂଆ ୧୦୮ ଆମ୍ବୁଲାନ୍ସ ସାମିଲ।

ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତକଲେ ଜର୍ମାନୀ ବାଣିଜ୍ୟ ଦୂତ ବାରବରା ଭସ୍।   #
18/11/2023

ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତକଲେ ଜର୍ମାନୀ ବାଣିଜ୍ୟ ଦୂତ ବାରବରା ଭସ୍।
#

 ୁଖ୍ୟ_ପରାମର୍ଶଦାତା_ସୁରେଶ_ମହାପାତ୍ର ସୁରେଶ ମହାପାତ୍ର ହେଲେ ସିଏମଓର ମୁଖ୍ୟ ପରାମର୍ଶଦାତା । ଓଇଆରସି ଅଧ୍ୟକ୍ଷ ପଦରୁ ସୁରେଶଙ୍କୁ ଦିଆଗଲା ଅବ୍...
17/11/2023

ୁଖ୍ୟ_ପରାମର୍ଶଦାତା_ସୁରେଶ_ମହାପାତ୍ର
ସୁରେଶ ମହାପାତ୍ର ହେଲେ ସିଏମଓର ମୁଖ୍ୟ ପରାମର୍ଶଦାତା । ଓଇଆରସି ଅଧ୍ୟକ୍ଷ ପଦରୁ ସୁରେଶଙ୍କୁ ଦିଆଗଲା ଅବ୍ୟାହତି ।
#

13/11/2023

ବ୍ରେକିଙ୍ଗ୍ : ରାଉରକେଲା କୋଏଲ ନଗର A 315 ରେ ଭୟଙ୍କର ଅଗ୍ନିକାଣ୍ଡ । ନିମିଷକେ ଜଳିଗଲା ଲକ୍ଷାଧିକ ଟଙ୍କାର ସମ୍ପତ୍ତି । ନିଆଁ ର କାରଣ ଅସ୍ପଷ୍ଟ । ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ଟିମ୍ ।

11/11/2023

ଦୀପାବଳୀ ଉପଲକ୍ଷେ ଟାଙ୍ଗୀ-ଚୌଦ୍ୱାର ବ୍ଲକ୍ ତଥା ନପଙ୍ଗ ଗ୍ରାମ ପଞ୍ଚାୟତ ବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ-: ସନାତନ ସ୍ୱାଇଁ, ପୂର୍ବତନ ସରପଞ୍ଚ।

11/11/2023

ପବିତ୍ର ଦୀପାବଳୀ ଉପଲକ୍ଷେ ଟାଙ୍ଗୀ-ସାଲେପୁର ଅଞ୍ଚଳବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ-: ହିମାଂଶୁ କୁମାର ମହାନ୍ତି, ବିଜେଡି ସଙ୍ଗଠକ।

11/11/2023

ପବିତ୍ର ଦୀପାବଳୀ ଉପଲକ୍ଷେ ଟାଙ୍ଗୀ-ଚୌଦ୍ୱାର ବ୍ଲକ୍ ଅଞ୍ଚଳବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ-: ଧୀରେନ୍ଦ୍ର ଜେଠୀ, ବିଜେଡି ସଭାପତି,ଟାଙ୍ଗୀ-ଚୌଦ୍ୱାର ବ୍ଲକ୍।

11/11/2023

ପବିତ୍ର ଦୀପାବଳୀ ଉପଲକ୍ଷେ ଟାଙ୍ଗୀ-ସାଲେପୁର ଅଞ୍ଚଳବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ-: ଶାରଦା ପ୍ରସନ୍ନ ମହାନ୍ତି, କେନ୍ଦ୍ରାପଡା ସାଂସଦଙ୍କ ପ୍ରତିନିଧି।

11/11/2023

ପବିତ୍ର ଦୀପାବଳୀ ଉପଲକ୍ଷେ ଗରୁଡ଼ଗାଁ ଗ୍ରାମ ପଞ୍ଚାୟତ ତଥା ଟାଙ୍ଗୀ-ସାଲେପୁର ଅଞ୍ଚଳ ବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ-: ସୁବୋଧ କୁମାର ସାମଲ ପୂର୍ବତନ ସରପଞ୍ଚ ଗରୁଡ଼ଗାଁ।

11/11/2023

ପବିତ୍ର ଦୀପାବଳୀ ଉପଲକ୍ଷେ ସଫା ଗ୍ରାମ ପଞ୍ଚାୟତ ତଥା ଟାଙ୍ଗୀ-ସାଲେପୁର ଅଞ୍ଚଳ ବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ-: ନିବାସ ଚନ୍ଦ୍ର ପାଣ୍ଡବ, ସରପଞ୍ଚ ସଫା।

11/11/2023

ପବିତ୍ର ଦୀପାବଳୀ ଉପଲକ୍ଷେ ଗରୁଡ଼ଗାଁ ଗ୍ରାମ ପଞ୍ଚାୟତ ତଥା ଟାଙ୍ଗୀ- ସାଲେପୁର ଅଞ୍ଚଳ ବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ-: ଦୀପ୍ତିମୟୀ ବେହେରା, ସରପଞ୍ଚ ଗରୁଡ଼ଗାଁ।

10/11/2023

ପବିତ୍ର ଦୀପାବଳୀ ଉପଲକ୍ଷେ ଟାଙ୍ଗୀ- ସାଲେପୁର ଅଞ୍ଚଳ ବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ-: ଅଶୋକ କୁମାର ବାଇ, ସମାଜସେବୀ, ମାଗୁରା ଧାନମଣ୍ଡଳ ଗ୍ରା.ପ।

10/11/2023

ନବୀନ ନିବାସ ରେ ମୁଖ୍ୟମନ୍ତ୍ରୀଙ୍କୁ ସୌଜନ୍ୟ ମୂଳକ ସାକ୍ଷାତ କଲେ ରାଜ୍ୟପାଳ ରଘୁବର ଦାସ୍।
Raghubar Das today paid a courtesy visit to CM Naveen Pattnaik at Naveen Nivas.

07/11/2023
ପୂର୍ବତନ ବାଚସ୍ପତି ମହେଶ୍ୱର ମହାନ୍ତିଙ୍କ ପରଲୋକ l ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭୋର ୩ଟା ୨୫ରେ ଶେଷ ନିଶ୍ୱାସ ତ୍ୟାଗ କଲେ ମହେଶ୍ୱର l ଗ...
07/11/2023

ପୂର୍ବତନ ବାଚସ୍ପତି ମହେଶ୍ୱର ମହାନ୍ତିଙ୍କ ପରଲୋକ l ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭୋର ୩ଟା ୨୫ରେ ଶେଷ ନିଶ୍ୱାସ ତ୍ୟାଗ କଲେ ମହେଶ୍ୱର l ଗତ ୩୧ ତାରିଖରୁ ଚିକିତ୍ସାଧୀନ ଥିଲେ ମହେଶ୍ୱର ମହାନ୍ତି l
#

୧୦ ଯାଏଁ ଦିଲ୍ଲୀରେ ସ୍କୁଲ ବନ୍ଦ୍ଉଦବେଗଜନକ ସ୍ଥିତିରେ ଦିଲ୍ଲୀରେ ବାୟୁ ପ୍ରଦୂଷଣ। ୧୦ ତାରିଖ ଯାଏଁ ଦିଲ୍ଲୀରେ ପ୍ରାଥମିକ ବିଦ୍ୟାଳୟ ବନ୍ଦ୍। ଷଷ୍...
05/11/2023

୧୦ ଯାଏଁ ଦିଲ୍ଲୀରେ ସ୍କୁଲ ବନ୍ଦ୍

ଉଦବେଗଜନକ ସ୍ଥିତିରେ ଦିଲ୍ଲୀରେ ବାୟୁ ପ୍ରଦୂଷଣ। ୧୦ ତାରିଖ ଯାଏଁ ଦିଲ୍ଲୀରେ ପ୍ରାଥମିକ ବିଦ୍ୟାଳୟ ବନ୍ଦ୍। ଷଷ୍ଠରୁ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ବିକଳ୍ପ ବ୍ୟବସ୍ଥା। ଅନଲାଇନ୍ ପାଠପଢ଼ା ପାଇଁ ଛାତ୍ରଛାତ୍ରୀଙ୍କୁ ବିକଳ୍ପ ବ୍ୟବସ୍ଥା!

ପରୀକ୍ଷା ଖାତାରେ ଛାତ୍ର ଉଠାଇଲେ ଶିକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ । ଉତ୍ତର ଖାତାରେ ଲେଖିଲେ, ଆମର ଶିକ୍ଷକ ନାହାନ୍ତି, ଅଧିକ ଆଶା କରନି .….
05/11/2023

ପରୀକ୍ଷା ଖାତାରେ ଛାତ୍ର ଉଠାଇଲେ ଶିକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ । ଉତ୍ତର ଖାତାରେ ଲେଖିଲେ, ଆମର ଶିକ୍ଷକ ନାହାନ୍ତି, ଅଧିକ ଆଶା କରନି .….

ସାମ୍ବାଦିକା ଙ୍କୁ ମାଡ଼ ମାରିବା ଅଭିଯୋଗ ହେବା ପରେ ପ୍ରଯୋଜକ ଟୁଟୁ ନାୟକଙ୍କୁ ଗିରଫ୍ କଲା  ଖାରବେଳନଗର ଥାନା ପୋଲିସ୍।
04/11/2023

ସାମ୍ବାଦିକା ଙ୍କୁ ମାଡ଼ ମାରିବା ଅଭିଯୋଗ ହେବା ପରେ ପ୍ରଯୋଜକ ଟୁଟୁ ନାୟକଙ୍କୁ ଗିରଫ୍ କଲା ଖାରବେଳନଗର ଥାନା ପୋଲିସ୍।

03/11/2023

ଗୋରୁ ଚୋରା ଚାଲାଣ ବେଳେ ଦୁର୍ଘଟଣା ହୋଇ ଓଲଟିଲା
ପିକଅପ୍ ଭ୍ୟାନ୍, ୪ ଗୋରୁ ମୃତ। ଜେନାପଦା-ଇଚ୍ଛାପୁର ରାସ୍ତାର ସାପୁଆ ସେତୁ ନିକଟରେ ଘଟିଲା ଦୃଘଟଣା।

ବିଜେପିରେ ମିଶିଲେ କଟକର ପୂର୍ବତନ କଂଗ୍ରେସ ନେତା ସନ୍ତୋଷ କୁମାର ମହାନ୍ତି।
30/10/2023

ବିଜେପିରେ ମିଶିଲେ କଟକର ପୂର୍ବତନ କଂଗ୍ରେସ ନେତା ସନ୍ତୋଷ କୁମାର ମହାନ୍ତି।

30/10/2023

ରାଜଭବନରେ ନୂତନ ରାଜ୍ୟପାଳ ରଘୁବର ଦାସଙ୍କୁ ସ୍ବାଗତ । ମୁଖ୍ୟମନ୍ତ୍ରୀଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ପହଞ୍ଚି ମହାମହିମ ରାଜ୍ୟପାଳଙ୍କୁ କରିଛନ୍ତି ସ୍ବାଗତ।

  ବିଶାଖାପାଟଣା-ପଲାସାକୁ ପିଟିଲା ବିଶାଖାପାଟଣା-ରାୟଗଡା ଟ୍ରେନ୍ପଲାସା ପାସେଞ୍ଜରକୁ ପଛପଟୁ ଧକ୍କା ଦେଲା ରାୟଗଡା ପାସେଞ୍ଜରପଲାସା ପାସେଞ୍ଜରର ୨...
29/10/2023


ବିଶାଖାପାଟଣା-ପଲାସାକୁ ପିଟିଲା ବିଶାଖାପାଟଣା-ରାୟଗଡା ଟ୍ରେନ୍
ପଲାସା ପାସେଞ୍ଜରକୁ ପଛପଟୁ ଧକ୍କା ଦେଲା ରାୟଗଡା ପାସେଞ୍ଜର
ପଲାସା ପାସେଞ୍ଜରର ୨ଟି ବଗି ପ୍ରଭାବିତ
ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି
ସିଗନାଲ ତ୍ରୁଟି ହୋଇଛି କି ନାହିଁ ତଦନ୍ତ ହେବ
ଇଷ୍ଟକୋଷ୍ଟ ରେଲୱେ ସିପିଆରଓଙ୍କ ସୂଚନା

ଦେଶ ଓ ମାଟି ପାଇଁ ବଳିଦାନ ଦେଇଥିବା ବୀର ଓଡ଼ିଆ, ମହାନ ସ୍ବାଧୀନତା ସଂଗ୍ରାମୀ ଜୟୀ ରାଜଗୁରୁଙ୍କ ଜନ୍ମ ଜୟନ୍ତୀରେ ବିନମ୍ର ଶ୍ରଦ୍ଧାଞ୍ଜଳି ।
29/10/2023

ଦେଶ ଓ ମାଟି ପାଇଁ ବଳିଦାନ ଦେଇଥିବା ବୀର ଓଡ଼ିଆ, ମହାନ ସ୍ବାଧୀନତା ସଂଗ୍ରାମୀ ଜୟୀ ରାଜଗୁରୁଙ୍କ ଜନ୍ମ ଜୟନ୍ତୀରେ ବିନମ୍ର ଶ୍ରଦ୍ଧାଞ୍ଜଳି ।

28/10/2023

ଇଂରାଜୀ ରେ ଚଣ୍ଡୀ ପାଠ, ଶୁଣନ୍ତୁ ସମବେତ କଣ୍ଠରେ ଚଣ୍ଡୀ ପାଠ।

28/10/2023

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମ ସମୀକ୍ଷା ନୂଆ ଦାୟିତ୍ଵ ଗ୍ରହଣ ପରେ ପୁରୀରୁ ପ୍ରଥମ ସମୀକ୍ଷା। ଡିସେମ୍ବର ୧୫ ସୁଦ୍ଧା କାମ ସମ୍ପୂର୍ଣ୍ଣ କରିବାକୁ 5T ଓ ନବୀନ ଓଡିଶା ଅଧ୍ୟକ୍ଷ ଶ୍ରୀ ପାଣ୍ଡିଆନ୍ ଙ୍କ ନିର୍ଦ୍ଦେଶ।

ପବିତ୍ର କୁମାର ପୂର୍ଣ୍ଣିମା ଓ ଗଜଲକ୍ଷ୍ମୀ ପୂଜା ଉପଲକ୍ଷେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ।
28/10/2023

ପବିତ୍ର କୁମାର ପୂର୍ଣ୍ଣିମା ଓ ଗଜଲକ୍ଷ୍ମୀ ପୂଜା ଉପଲକ୍ଷେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ।

ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ସ୍ଵରୂପ ନାୟକଙ୍କ ବିୟୋଗ।ଓଡ଼ିଆ ସିନେମା ଜଗତର ସଙ୍ଗୀତ ନିର୍ଦ୍ଦେଶନା କ୍ଷେତ୍ରରେ ତାଙ୍କର ଅବଦାନ ଅତୁଳନୀୟ ।
27/10/2023

ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ସ୍ଵରୂପ ନାୟକଙ୍କ ବିୟୋଗ।
ଓଡ଼ିଆ ସିନେମା ଜଗତର ସଙ୍ଗୀତ ନିର୍ଦ୍ଦେଶନା କ୍ଷେତ୍ରରେ ତାଙ୍କର ଅବଦାନ ଅତୁଳନୀୟ ।

ସିରିଆରେ ଆମେରିକାର ଏୟାରଷ୍ଟ୍ରାଇକ । ଛାରଖାର ହୋଇଗଲା ଇରାନ ସମର୍ଥିତ ଆତଙ୍କବାଦୀଙ୍କ ଆଡ୍ଡା, ଆମେରିକା କହିଲା ଆତ୍ମରକ୍ଷା ପାଇଁ କରିଛୁ ଆକ୍ରମଣ...
27/10/2023

ସିରିଆରେ ଆମେରିକାର ଏୟାରଷ୍ଟ୍ରାଇକ । ଛାରଖାର ହୋଇଗଲା ଇରାନ ସମର୍ଥିତ ଆତଙ୍କବାଦୀଙ୍କ ଆଡ୍ଡା, ଆମେରିକା କହିଲା ଆତ୍ମରକ୍ଷା ପାଇଁ କରିଛୁ ଆକ୍ରମଣ ।

ଦାଇତ୍ୱ ନେଲେ କଟକର ନୃତନ ଜିଲ୍ଲାପାଳ ନରହରି ସେଠୀ💐
26/10/2023

ଦାଇତ୍ୱ ନେଲେ କଟକର ନୃତନ ଜିଲ୍ଲାପାଳ ନରହରି ସେଠୀ💐

24/10/2023

"ଶାରଦୀୟ ଅଭିନନ୍ଦ" ଶ୍ରୀଯୁକ୍ତ ବିଶେଶ୍ୱର ସ୍ୱାଇଁ
(ଅଧ୍ୟକ୍ଷ, ଟାଙ୍ଗୀ-ସାଲେପୁର ବିକାଶ ମଞ୍ଚ)

Address

Cuttack
Odisha

Alerts

Be the first to know and let us send you an email when Ajira Sambad posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Ajira Sambad:

Videos

Share


Other News & Media Websites in Odisha

Show All