Kosal Express

Kosal Express ପଶ୍ଚିମ ଓଡିଶାର୍ ନିରପେକ୍ଷ ୱେବ୍ ମିଡିଆ

ଶପଥ ନେବାରକେ ଥିବା ବିଜେପି ସରକାର ର ମଂତ୍ରୀ ମାନକର ତାଲିକା
12/06/2024

ଶପଥ ନେବାରକେ ଥିବା ବିଜେପି ସରକାର ର ମଂତ୍ରୀ ମାନକର ତାଲିକା

12/06/2024

୧୨) ଗୋକୁଳାନନ୍ଦ ମଲ୍ଲିକ
୧୩) ଲକ୍ଷ୍ମଣ ବାଗ
୧୪) କୃଷ୍ଣଚନ୍ଦ୍ର ମହାପାତ୍ର

12/06/2024

୯) ସମ୍ପଦ ସ୍ବାଇଁ
୧୦) ରବି ନାୟକ
୧୧) ସୁରମା ପାଢୀ

12/06/2024

୭) ଗଣେଶ ରାମ ଖୁଣ୍ଟିଆ
୮) ନିତ୍ୟାନନ୍ଦ ଗୋଣ୍ଡ

12/06/2024

ଓଡିଶା ନ ନୁଆ ସରକାର ବନାବାର ଲାଗି ମଂତ୍ରୀ ମଣ୍ଡଳ ଥି ସାମିଲ ହେବାର ଲାଗି ବିଧାୟକ ମାନଂକର ନିକେ ଫୋନ ଜାଉଛେ
୧) ମୁକେଶ ମହାଲିଂଗ
୨) ସୁରଜ ସୂର୍ଯ୍ୟବଂଶୀ
୩) ପୃଥ୍ୱୀରାଜ ହରିଚନ୍ଦନ
୪) ବିଭୁତି ଭୁଷଣ ଜେନା
୫) ପ୍ରଦୀପ ବଳ ସାମନ୍ତ
୬) କୃଷ୍ଣଚନ୍ଦ୍ର ପାତ୍ର

ଆଘୋର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୁ ଭେଟଲେ ନୁଆ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
12/06/2024

ଆଘୋର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୁ ଭେଟଲେ ନୁଆ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ରାଜ୍ୟପାଲକେ ଭେଟି ନୂଆଁ ସରକାର ଗଠନ ର ଦାବୀ କଲେ ବିଜେପି ର ମୋହନ ମାଝୀ
11/06/2024

ରାଜ୍ୟପାଲକେ ଭେଟି ନୂଆଁ ସରକାର ଗଠନ ର ଦାବୀ କଲେ ବିଜେପି ର ମୋହନ ମାଝୀ

କନକବର୍ଦ୍ଧନ ସିଂହଦେଓ ଆର ପ୍ରଭାତୀ ପରିଡା ଉପମୁଖ୍ୟମଂତ୍ରୀ ହେବେ
11/06/2024

କନକବର୍ଦ୍ଧନ ସିଂହଦେଓ ଆର ପ୍ରଭାତୀ ପରିଡା ଉପମୁଖ୍ୟମଂତ୍ରୀ ହେବେ

ନୂଆ ମୁଖ୍ୟମନ୍ତ୍ରୀ ହିସାବେ ମୋହନ ଚରଣ ମାଝୀ କାଲକେ ଶପଥ ନେବେ।
11/06/2024

ନୂଆ ମୁଖ୍ୟମନ୍ତ୍ରୀ ହିସାବେ ମୋହନ ଚରଣ ମାଝୀ କାଲକେ ଶପଥ ନେବେ।

10/06/2024

ସବୁନୁ କମ, ୩୭ ଭୋଟ ର ମାର୍ଜୀନରେ ଭୁବନେଶ୍ଵର ମଝା ର ବିଜେଡି ପ୍ରାର୍ଥୀ ଅନନ୍ତ ନାରାୟଣ ଜେନା ଜିତିଛନ

10/06/2024

୫୦୦୦ରୁ କମ୍ ଭୋଟରେ ୧୮ BJP ପ୍ରାର୍ଥୀ ହାରିଛନ

10/06/2024

୫୦୦୦ରୁ କମ୍ ଭୋଟରେ ୧୫ BJD ପ୍ରାର୍ଥୀ ହାରିଛନ

10/06/2024

ପଶ୍ଚିମ ଓଡିଶାରୁ ୨୩ ବିଜେପି ବିଧାୟକ ଜିତିଛନ

10/06/2024

ଧର୍ମେନ୍ଦ୍ର ପ୍ରଧାନ କୁ କାଏଁଜେ ମୁଖ୍ୟମନ୍ତ୍ରୀ ବନା ନି ହେଲା

10/06/2024

ପାଣ୍ଡିଆନ ବଏଲେ ଆପଣକର ମନ ଭିତରେ ଘୃଣା ଆର ରାଗ ବାହାରୁଥିବା ଇହାଦେ। ପହେଲା ଥର କେନ ଦିନୁ ପାଣ୍ଡିଆନ ବଏଲେ ଆପଣକର ମନ ଭିତରେ ଡର ପଶିଥିଲା?

10/06/2024

କାଣା ପାଣ୍ଡିଆନ ସତେ ରାଜନୀତି ରୁ ସନ୍ୟାସ ନେଲେ କି ଲୋକର ରାଗ ଥମିଲ କରବାର ଲାଗି ଭିଡିଓ ଟେ ଜାରି କରିଛନ। ଆପଣକର ମତ କାଣା

10/06/2024

ଆପଣ ମୁଖ୍ୟ ମନ୍ତ୍ରୀ ହେଲେ କେନ ସମସ୍ୟା ର ସମାଧାନ ପହେଲା କରବେ

10/06/2024

ଆପଣକର ହିସାବେ ଓଡ଼ିଶାର ମୁଖ୍ୟମନ୍ତ୍ରୀ କିଏ ହେବାର କଥା

10/06/2024

ଆପଣ ରାଜନୀତି କେ କେରିଅର କରବାର ଚାହୁଁଛନ । କାଣା ଆପଣଙ୍କର ସୋସିଆଲ ମିଡିଆ ର ପୋଷ୍ଟ ସବୁ ଆପଣଙ୍କର ନିର୍ବାଚନ ମଣ୍ଡଳୀର ଲୋକକୁ ଜୁଡବାର ଲାଗି ସହାୟକ ହଉଛେ ? ଆପଣଙ୍କର ସୋସିଆଲ ମିଡ଼ିଆ ହେଣ୍ଡେଲ ଆପଣଙ୍କର କେରିଅର ଗୋଲ କେ ସହାୟକ ହଉଛେ? କାଣା ପୋଷ୍ଟ କରବେ କାଣା ନାଇଁ କରବେ। ଦିନକ କେତେଟା ଭିଡିଓ କେତେଟା ଫଟୁ ପୋଷ୍ଟ କରବେ ଆମେ ସହଜୋଗ କରମୁ WhatsApp 9937822442

09/06/2024

ଜେନ ମାନେ ଇଥର ଭୋଟ ଲଢିଥିଲେ ହେଲେ ସଫଲ ନି ହେଇପାରି, ସେମାନକର ତରଫରୁ ଆମେ କାମ କରିବାର ଚାହୁଁଛୁ। ସେମାନେ କାଏଁଜେ ସଫଲ ନି ହେଲେ, କାରଣ ଵତାମୁଁ। କାଣା କଲେ ସଫଲ ହେବେ ଉପାଏ ବତାମୁ । Client ର ସବୁ କାମ ଏକଦମ confidential ହେବା । Contact: WhatsApp 9937822442

09/06/2024

ଜେନମାନେ MLA MP ହେବାର ଚାହୁଁଛନ, ରାଜନୀତି କେ career କରବାର ଚାହୁଁଛନ, ଆପଣକୁ ଆପଣଙ୍କର ଠାନର ଲୋକ ସଭା ସମିତି କେ ଡାଖୁଛନ ହେଲେ ଆପଣ ପାଟି ଟିକେଟ ପାଇ ନି ପାରବାର। ଟିକେଟ ବେଲାକେ ନାଁ କଟି ଜଉଛେ, ସେମାନଙ୍କର ଲାଗି ବି ଆମେ କାମ କରମୁ। ରାଜନୀତି ରେ ସଫଲ ହେବାର ଉପାୟ ବତାମୁ, ଖାଲି ଉପାୟ ନି, ସଫଲ କରାଇବାର କେ ସହଯୋଗ କରମୁ। WhatsApp 9937822442

09/06/2024

ଲୋକର ଖବର ଅଫିସ ଲାଗି ୧) ଗୁଟେ ରଂଧନିଆଁ
୨) ମାର୍କେଟିଂ ଏକ୍ଜିକ୍ୟୁଟିଭ ଦରକାର
ଠାନ - ବରଗଡ଼
ଯୋଗାଯୋଗ 9937822442

29/04/2024

କଁଟାବାଂଜି ଠାନେ ବିଜୁ ଜନତା ଦଲ୍‌ର ମିଶ୍ରଣ ପର୍ବ ବେଲାକେ ଝମେଲା

28/04/2024

ବିଜେପି ଥି ମିଶଲେ ରୀନା ତନ୍ତି ଆର ମୋତିଲାଲ ତନ୍ତି । ମୋତିଲାଲ ତନ୍ତି ବିଜେଡି ସମ୍ବଲପୁରର ଏସ୍‌ଟିଏସ୍‌ସି ସେଲ୍ ସଭାପତି ଥିଲେ ।

5 ଜି ଭୋଟ୍ କବି ଦେବେନ୍ଦ୍ର ସାହୁ

ରାସେଶ୍ୱରୀଂକୁ ଭେଟ୍‌ଲେ ଧମେନ୍ଦ୍ର
28/04/2024

ରାସେଶ୍ୱରୀଂକୁ ଭେଟ୍‌ଲେ ଧମେନ୍ଦ୍ର

ବିଜେଡି ଛାଡ୍‌ଲେ ରିନା ତନ୍ତି ଆର୍ ମୋତିଲାଲ ତନ୍ତି । ରିନା ଗଲା ଥରର ରେଂଗାଲି ବିଧାଇକା ପ୍ରାର୍ଥି ଥିଲେ
28/04/2024

ବିଜେଡି ଛାଡ୍‌ଲେ ରିନା ତନ୍ତି ଆର୍ ମୋତିଲାଲ ତନ୍ତି । ରିନା ଗଲା ଥରର ରେଂଗାଲି ବିଧାଇକା ପ୍ରାର୍ଥି ଥିଲେ

27/04/2024

ନବୀନ, ଟୁକୁନିର୍ ପୁତ୍‌ଲା ଫୁକ୍‌ଲେ ପଦମପୁରିଏ

Address

Bargarh
768028

Alerts

Be the first to know and let us send you an email when Kosal Express posts news and promotions. Your email address will not be used for any other purpose, and you can unsubscribe at any time.

Videos

Share

Nearby media companies