ରାଏଜ୍ କୋଶଲ୍ - Raij koshal

ରାଏଜ୍ କୋଶଲ୍ - Raij koshal jay koshal jay maa samlei

ରକତ୍ ଦେଇ ମୁନୁସ୍ ବଞ୍ଚାବାର୍ ନିଷ୍ଠା କରିଛେ ଯେନ୍ ପରିବାର୍, ସେ ହେଉଛେ ବରଗଡ଼ ଜିଲ୍ଲାର୍ ନିଷ୍ଠା ପରିବାର୍ !  ଆଝିର୍ ସେ ନିଷ୍ଠା ପରିବାର ର ...
14/06/2024

ରକତ୍ ଦେଇ ମୁନୁସ୍ ବଞ୍ଚାବାର୍ ନିଷ୍ଠା କରିଛେ ଯେନ୍ ପରିବାର୍, ସେ ହେଉଛେ ବରଗଡ଼ ଜିଲ୍ଲାର୍ ନିଷ୍ଠା ପରିବାର୍ !
ଆଝିର୍ ସେ ନିଷ୍ଠା ପରିବାର ର ୧୫ ତମ ପ୍ରତିଷ୍ଠା ଦିବସ୍ ଉଧେଁ ପରିବାର୍ ର ସବୁ ରକ୍ତଦାତା ମାନ୍ କୁଁ କୋଶଲ୍ ସେନା ଗୁର୍ଦୁଟେ ଶୁଭେଚ୍ଛା ତଥା ଅଭିନନ୍ଦନ୍ ଜଣାବାର୍ ସାଙ୍ଗେ ସମ୍ କିରର୍ ଉତ୍ତମ୍ ଆଉ ସୁନ୍ଦର୍ ସ୍ୱାସ୍ଥ୍ୟର ପ୍ରାର୍ଥନା କରୁଛୁଁ 💐
🩸
🩸Donate blood Save life❤️
🚩JAY KOSHAL 🚩
🐆

 ୁନ୍_ବିଶ୍ଵ_ରକ୍ତଦାତା_ଦିବସ୍🩸ଆଝିର୍ ଦିନେ ସବୁ ରକ୍ତଦାତା ମାନ୍ ଙ୍କୁ ଗୁର୍ଦୁଟେ ଶୁଭେଚ୍ଛା ଆଉ ଶୁଭ୍ କାମନା ଏ  💐 କାରଣ୍ ମୁନୁସ୍ ରକତ୍ ର ବିକ...
14/06/2024

ୁନ୍_ବିଶ୍ଵ_ରକ୍ତଦାତା_ଦିବସ୍🩸
ଆଝିର୍ ଦିନେ ସବୁ ରକ୍ତଦାତା ମାନ୍ ଙ୍କୁ ଗୁର୍ଦୁଟେ ଶୁଭେଚ୍ଛା ଆଉ ଶୁଭ୍ କାମନା ଏ 💐 କାରଣ୍ ମୁନୁସ୍ ରକତ୍ ର ବିକଳ୍ପ କିଛି ନାଇଁ ନ ଗୁଟେ ମୁନୁସ୍ ହିଁ ରକତ୍ ଦେଇ ଅଲଗା ମୁନୁସ୍ କେ ବଞ୍ଚେଇ ପାର୍ସି ❤️
ରକତ୍ ଅଭାବ୍ ନୁ କାହାରିର୍ ଜୀବନ୍ ନାଇଁ ଯାଉ ବୋଲି ଆସୁନ ସଭେ ମିଶିକରି ଶପଥ୍ କର୍ମା, ନିଜେ ରକତ୍ ଦେମାଁ ଆଉ ଦେଲା ଲୋକ୍ କର୍ ଉତ୍ସାହ ବଢ଼ାମାଁ 💐🙏
🩸 ❤️
🚩JAY KOSHAL🚩

Narendra Modi Laxman Bag Yadav Irasis Acharya Nihar Ranjan Mahanand Ashwini Sarangi Tankadhar Tripathy Suresh Pujari San...
06/06/2024

Narendra Modi Laxman Bag Yadav Irasis Acharya Nihar Ranjan Mahanand Ashwini Sarangi Tankadhar Tripathy Suresh Pujari Sanat Kumar Gartia Pradeep Purohit Dharmendra Pradhan Manmohan Samal Dr. Mukesh Mahaling Sangeeta Singh Deo Kanak Vardhan Singh Deo Jaya Narayan Mishra

ଜଏ କୋଶଲ୍...
06/06/2024

ଜଏ କୋଶଲ୍...

ବୀର ସୁରେନ୍ଦ୍ର ସାଏ ଙ୍କର ଭାଇ ଉଜ୍ବଳ ସାଏ  ଙ୍କୁ  ଆଝିର୍ ଦିନ୍ ୧୮୫୮ ଜୁନ ୧ ତାରିକ୍ ସମ୍ବଲପୁର ଜେଲ୍ ରେ ଫାଶୀ ଦିଆ ହେଇଥିଲା..ଆମର  କୋଟି କୋ...
01/06/2024

ବୀର ସୁରେନ୍ଦ୍ର ସାଏ ଙ୍କର ଭାଇ
ଉଜ୍ବଳ ସାଏ ଙ୍କୁ ଆଝିର୍ ଦିନ୍ ୧୮୫୮ ଜୁନ ୧ ତାରିକ୍ ସମ୍ବଲପୁର ଜେଲ୍ ରେ ଫାଶୀ ଦିଆ ହେଇଥିଲା..ଆମର କୋଟି କୋଟି ନମନ🙏🙏

ଜଏ କୋଶଲ

ଆଝିର୍  #ଶ୍ରମିକ୍_ଦିବସ୍ ଦିନେ ସବୁ ଶ୍ରମିକ୍ ଭେ ବୁହେନ୍ ମାନ୍ ଙ୍କୁ ଗୁର୍ଦୁଟେ ଶୁଭେଚ୍ଛା ଆଉ ଶୁଭ୍ କାମନା  💐🙏💐ଆପଣ୍ ମାନ୍ ଙ୍କର୍ ତ୍ୟାଗ୍ ପର...
01/05/2024

ଆଝିର୍ #ଶ୍ରମିକ୍_ଦିବସ୍ ଦିନେ ସବୁ ଶ୍ରମିକ୍ ଭେ ବୁହେନ୍ ମାନ୍ ଙ୍କୁ ଗୁର୍ଦୁଟେ ଶୁଭେଚ୍ଛା ଆଉ ଶୁଭ୍ କାମନା 💐🙏💐
ଆପଣ୍ ମାନ୍ ଙ୍କର୍ ତ୍ୟାଗ୍ ପରିଶ୍ରମ୍ ଆଉ ବଳିଦାନ୍ ଭାରତ୍ ନିର୍ମାଣ୍ ଲାଗି ଇତିହାସ୍ ହେଇ ରହିଛେ ଆଉ ରହେବା !
ଶ୍ରମିକ୍ ମାନ୍ ଙ୍କୁ ସବୁ ପ୍ରକାର୍ ସୁବିଧା ସୁଯୋଗ୍, ଉଚିତ୍ ସମ୍ମାନ୍, ଉଚିତ୍ ଦାମ୍ ଦେବାର୍ ସାଙ୍ଗେ ଦାଦନ୍ ସମସ୍ୟା କେ ଦୂର୍ କରି ଶୋଷଣ ମୁକ୍ତ ଆଉ ଦାଦନ୍ ମୁକ୍ତ ଦେଶ୍ ବନାବାର୍ ଲାଗି ଉଚିତ୍ ପଦକ୍ଷେପ୍ ମାନେ ନେଉନ୍ ବୋଲି ଆମେ ସର୍କାର୍ କେ ଅନୁରୋଧ୍ କରୁଛୁଁ ! 🙏
✊ #ଶ୍ରମିକ୍_ଏକତା_ଜିନ୍ଦାବାଦ୍✊
🎉
🚩

26/04/2024

*ବିନ୍ଧ୍ୟବାସିନୀ ପାହାଡ଼ ଆଉ ପପଙ୍ଗା ପାହାଡ଼ ନୁ କୋଶଲ ସେନା ର ମାହାଳିଆ ଯୋଜନା*
ଗଲା ତା 23 ଏପ୍ରିଲ୍ 2024 ମଙ୍ଗଳବାର ଦିନ "ଚଇତ ପୁନି "ଦିନ ବରଗଡ଼ ଜିଲ୍ଲା ଭେଡେନ ବ୍ଲକ ର ସଂକ୍ରିଡ଼ା ଗାଁ ଠାନେ ମା ବିନ୍ଧ୍ୟବାସିନୀ ଙ୍କର୍ ପୂଜା/ ଯାତ୍ରା ଯାକ୍ ଯମକ୍ ରେ ହେଇ ଥିଲା l
ଇ ଅଞ୍ଚଳ ର ହେନ୍ତା ଆଉ ଗୁଟେ ପଯ୍ୟଟନ ସ୍ଥଳୀ ହେଉଛେ ପପଙ୍ଗା ପାହାଡ଼ l ଇ ଥାନେ ପୂଜା ପାଉଥିବାର " ବୁଢାରଜା କ୍ଷେତ୍ରପାଲ" ଙ୍କର୍ ବାର୍ଷିକ ପୂଜା ମହୋତ୍ସବ ତା ୨୫ ଏପ୍ରିଲ ୨0୨୪ ଗୁରୁବାର ଦିନ ଧୂମ୍ ଧାମ୍ ରେ ଶାନ୍ତି ଶୃଙ୍ଖଳl ର୍ ସହିତ୍ ପାଳନ୍ ହେଇ ଥିଲା l
ଇ ଦୁହି ଜାଗା କେ ଲକ୍ଷ ଲକ୍ଷ ଭକ୍ତ ଙ୍କର ସମାଗମ ହେଇ ଥିଲା l ଖରା, ଅଂଶୁଘାତ ଥି କାହାରୀର ଜୀବନ ନାଇଁ ଯାଉ ବଳି ପିଇବାର୍ ଲାଗି ORS ପାଏନ୍, ଥଣ୍ଡା ପାଏନ, ଆମ୍ ପାଏନ୍ ସାଙ୍ଗେ ଦହି ପାଏନ୍ ବାଣ୍ଟି ଥିଲା ତାର ସାଙ୍ଗେ ପାହାଡ୍ ତଳେ ଆଉ ପୁରା ଉପରେ ନାରା, ବେନର, ପୋଷ୍ଟର ମାଧ୍ୟମ୍ ରେ ଲୋକ୍ କୁ ସଚେତନ କରିଥିଲା *କୋଶଲ ସେନା*
ହେଲେ ବହୁତ ଦୁଃଖର କଥା ପର୍ଯ୍ୟଟନ ସ୍ଥଳୀ ଭାବେ ନାଁ ପାଇଥିବାର ଇ ଦୁହି ଜାଗା ନୁ କିଛି ସୁବିଧା ନାଇଁ ନ l
ଏବ୍ ତକ ଭଲ୍ ରାସ୍ତା ଟେ ହେଇ ନାଇଁ ପାରଲ୍l ଯେନଥିର ଲାଗି କି ଯାତ୍ରା ସମିଆ କେ ଟ୍ରାଫିକ୍ ସମସ୍ୟା ଦେଖାଯାଉଛେ, ପରିସ୍ରାଗାର, ପାଇଖାନା କି ଅଗ୍ନିଶମ ବିଭାଗ ନାଇଁ ନ,ରୋପ ଉଏ ବ୍ୟବସ୍ଥା ନାଇଁ ନ, ଇନ୍ତା କି କୋଶଲ ମାଟିର୍ ସ୍ୱାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏ ଙ୍କର ପ୍ରତିମୂର୍ତ୍ତି ଜେନୁ ଅଛେ ସେନୁ ଲାଇଟ ର ସୁବିଧା ନାଇଁ ନ ଓଡିଶା ପ୍ରଶାସନ ଖାଲି କାଠ ପୁତୁଳି ସାଜିଛେ l ଆଏବାର ଦିନେ ଇତାର ସମାଧାନ ଯଦି ନାଇଁ ହୁଏ ବେଳେ କୋଶଲ ସେନା ସରକାର ସାଙ୍ଗେ ବିରାଟ ଲଢେଇ କରବା ଯେନଟା କି ପ୍ରଶାସନ କେ ବହୁତ ମହଙ୍ଗା ପଡବା l
ଆମର ଇ ମାହାଳିଆ କାଯ୍ୟକ୍ରମ କେ ଯେନ ମାନେ ଆର୍ଥିକ, ଶାରୀରିକ ହିସାବେ ସାହାଯ୍ୟ ସହଯୋଗ କରିଛନ ସମକୁ କୋଶଲ ସେନା ଆଡୁ ଗୁର୍ଦୁ ଟେ ଧନ୍ୟବାଦ ସାଙ୍ଗେ ମାହେଶ୍ୱରୀ ସେନା ଆମର ଭାଇ ଚାରା ର ପରିଚୟ ଦେଇ ସାଥ ଦେଇ ଥିବାର ଲାଗି ବହୁତ ବହୁତ ଧନ୍ୟବାଦ.. ଆଗ କେ ଆମର ସାଙ୍ଗେ ଜୁଡ଼ି ରହୁନ ମା ମାଟିର ସେବା କାମ ସାଙ୍ଗେ ଅଲଗା କୋଶଲ ରାଜ୍ୟ
ଲାଗି ସଂଗ୍ରାମ ଜାରି ରହେବା.. l
🙏 ଜୟ ମା ବିନ୍ଧ୍ୟବାସିନୀ...🙏

🙏ଜୟ ବୁଢାରଜା କ୍ଷେତ୍ରପାଳ...🙏
🚩ଜୟ କୋଶଲ 🚩
🇮🇳ଜୟ ଭାରତ 🇮🇳
sena
Office number -9861313272

କୋଶଲ୍ ବାଲ୍ମିକୀ  #ହେମଚନ୍ଦ୍ର_ଆଚାର୍ଯ୍ୟ ଆଜ୍ଞା ଙ୍କର୍ ଆଝିର୍ ଜନମ୍ ଦିନ୍ ରେ ତାହାଙ୍କୁ ସୋର୍ କରି ଭାବର୍ ଶ୍ରଦ୍ଧାଞ୍ଜଳି ଦେବାର୍ ସାଙ୍ଗେ ତା...
20/04/2024

କୋଶଲ୍ ବାଲ୍ମିକୀ #ହେମଚନ୍ଦ୍ର_ଆଚାର୍ଯ୍ୟ ଆଜ୍ଞା ଙ୍କର୍ ଆଝିର୍ ଜନମ୍ ଦିନ୍ ରେ ତାହାଙ୍କୁ ସୋର୍ କରି ଭାବର୍ ଶ୍ରଦ୍ଧାଞ୍ଜଳି ଦେବାର୍ ସାଙ୍ଗେ ତାହାଙ୍କୁ କୁଟି ଜୁହାର୍ କରୁଛେ କୋଶଲ୍ ସେନା 🙏
🚩ଜଏ କୋଶଲ୍🚩

Demand Koshal State ✊

କୋଶଲାଞ୍ଚଳ ର ଭଞ୍ଜା ପ୍ରଭୁ  ଶ୍ରୀରାମ  ନବମୀ ଦିନେ ମର୍ଯ୍ୟାଦା ପୁରୁଷୋତ୍ତମ୍ ପ୍ରଭୁ ଶ୍ରୀରାମ୍ ଆପଣଙ୍କୁ ଆର୍ ଆପଣଙ୍କର୍ ପରିବାର୍ କେ ସୁଖ୍ ଶା...
17/04/2024

କୋଶଲାଞ୍ଚଳ ର ଭଞ୍ଜା ପ୍ରଭୁ ଶ୍ରୀରାମ ନବମୀ ଦିନେ ମର୍ଯ୍ୟାଦା ପୁରୁଷୋତ୍ତମ୍ ପ୍ରଭୁ ଶ୍ରୀରାମ୍ ଆପଣଙ୍କୁ ଆର୍ ଆପଣଙ୍କର୍ ପରିବାର୍ କେ ସୁଖ୍ ଶାନ୍ତି ସମୃଦ୍ଧି ପ୍ରଦାନ୍ କରୁନ୍ । 🙏
🚩ଜଏ ଶ୍ରୀରାମ..🚩
🚩ଜଏ କୋଶଲ୍...🚩

୧୩ ଏପ୍ରିଲ ୧୯୧୯ ରେ ଭାରତ ର୍ ପଞ୍ଜାବର ଅମୃତସରର ଜଲିଆନୱାଲା ବାଗ ଠାନେ ଘଟିଥିବା ଜଘନ୍ୟ ହତ୍ୟାକାଣ୍ଡ ରେ ସହୀଦ ହେଇଥିବାର ଲୋକଙ୍କୁ କ୍ରାନ୍ତିକ...
13/04/2024

୧୩ ଏପ୍ରିଲ ୧୯୧୯ ରେ ଭାରତ ର୍ ପଞ୍ଜାବର ଅମୃତସରର ଜଲିଆନୱାଲା ବାଗ ଠାନେ ଘଟିଥିବା ଜଘନ୍ୟ ହତ୍ୟାକାଣ୍ଡ ରେ ସହୀଦ ହେଇଥିବାର ଲୋକଙ୍କୁ କ୍ରାନ୍ତିକାରୀ ସଲାମ୍ ଜନଉଛେ କୋଶଲ୍ ସେନା..

ଜଏ କୋଶଲ୍..
ଜଏ ଭାରତ୍...

12/04/2024
ହିନ୍ଦୁ ନବ ବର୍ଷ ର୍ ହାର୍ଦ୍ଧିକ ଅଭିନନ୍ଦନ ତଥା ଶୁବେଛା ଜଣାଉଛେ କୋଶଲ୍ ସେନା...ଭଗବାନ ଆପଣ ଙ୍କର ମଙ୍ଗଲ୍ କରୁନ..ଜଏ କୋଶଲ୍ଜଏ ଭାରତ୍
09/04/2024

ହିନ୍ଦୁ ନବ ବର୍ଷ ର୍ ହାର୍ଦ୍ଧିକ ଅଭିନନ୍ଦନ ତଥା ଶୁବେଛା ଜଣାଉଛେ କୋଶଲ୍ ସେନା...ଭଗବାନ ଆପଣ ଙ୍କର ମଙ୍ଗଲ୍ କରୁନ..

ଜଏ କୋଶଲ୍
ଜଏ ଭାରତ୍

𝐕𝐞𝐞𝐫 𝐦𝐚𝐧𝐠𝐚𝐥 𝐩𝐚𝐧𝐝𝐞𝐲 𝐚𝐦𝐚𝐫 𝐫𝐚𝐡𝐞Ek chingari badi se badi chizon ko jala sakti haiMangal pandey ish tathy k prakhyat praman h...
08/04/2024

𝐕𝐞𝐞𝐫 𝐦𝐚𝐧𝐠𝐚𝐥 𝐩𝐚𝐧𝐝𝐞𝐲 𝐚𝐦𝐚𝐫 𝐫𝐚𝐡𝐞
Ek chingari badi se badi chizon ko jala sakti hai
Mangal pandey ish tathy k prakhyat praman hai
Jay hind 🇮🇳🇮🇳🇮🇳
Jay koshal🚩🚩🚩

ଜନମ୍ ଦିନର୍ ବହୁତ୍ ବହୁତ୍ ଶୁଭେଚ୍ଛା ଅଭିନନ୍ଦନ୍ ଆଉ ଶୁଭ୍ କାମନା କୋଶଲ୍ ସେନାର୍ ଲଢୁଆ ସଂଗ୍ରାମି ତଥା କେନ୍ଦ୍ରିୟ କମିଟିର୍ ରାଜ୍ୟ ସମ୍ପାଦକ୍ ...
05/04/2024

ଜନମ୍ ଦିନର୍ ବହୁତ୍ ବହୁତ୍ ଶୁଭେଚ୍ଛା ଅଭିନନ୍ଦନ୍ ଆଉ ଶୁଭ୍ କାମନା କୋଶଲ୍ ସେନାର୍ ଲଢୁଆ ସଂଗ୍ରାମି ତଥା କେନ୍ଦ୍ରିୟ କମିଟିର୍ ରାଜ୍ୟ ସମ୍ପାଦକ୍ ବୀର୍ବଳ୍ ମହାକୁର୍ ଦାଦା ଆଉ ଆନ୍ଦୋଳନ୍ କେ ଆଗ୍ କେ ନେବାର୍ ଲାଗି ଭଲ୍ ବାଟ୍ ଦେଖେଉଥିବାର୍ ପରାମର୍ଶ୍ ଦାତା ଜଟାଧାରୀ ପ୍ରଧାନ୍ ଆଜ୍ଞା !
💐Happy Birthday ଦୁହିଁ ଝନ୍ ଙ୍କୁ 🎂
ଦୁର୍ନତୀ ଶୋଷଣ୍ ବିରୋଧରେ ଆୱାଜ୍ ତଥା ମାଁ ମାଟିର୍ ମୁକ୍ତିର୍ ଲଢ଼େଇ ରେ ତମର୍ ମାନ୍ ଙ୍କର୍ ନେତୃତ୍ୱ ଆଉ ଆଶୀର୍ବାଦ୍ ଏନ୍ତା ସବୁବେଳେ କାଏମ୍ ଥାଉ ଦିହି ପାହା ସୁସ୍ଥ୍ ସବଳ୍ ନିରୋଗ୍ ରହି କରି ଆନ୍ଦୋଳନ ଲାଗିଁ ତମ୍ କୁ ଆଉ ଷାଠେ ଷଣ୍ଢର୍ ବଫୁ ମିଳୁ ବୋଲି ଆମେ ପ୍ରାର୍ଥନା କରୁଛୁଁ 🙏
🚩ଜଏ କୋଶଲ୍ 🚩
🐆

*ମାତୃଭୂମି ମାତୃଭାଷା ରେ ମମତା ଯା ହୃଦେ ଜନମି ନାହିଁ ତାକୁ ଯଦି ଜ୍ଞାନୀ ଗଣରେ ଗଣିବା ଅଜ୍ଞାନ ରହିବେ କାହିଁ*ଆମର୍ ଅଞ୍ଚଳ୍ ର କବି ଭାଷା ସାହିତ...
04/04/2024

*ମାତୃଭୂମି ମାତୃଭାଷା ରେ ମମତା ଯା ହୃଦେ ଜନମି ନାହିଁ ତାକୁ ଯଦି ଜ୍ଞାନୀ ଗଣରେ ଗଣିବା ଅଜ୍ଞାନ ରହିବେ କାହିଁ*
ଆମର୍ ଅଞ୍ଚଳ୍ ର କବି ଭାଷା ସାହିତ୍ୟର୍ ଭର୍ ପୁର୍ ଜ୍ଞାନ୍ ଥିବାର୍ ସ୍ଵଭାବ୍ କବି *ଗଙ୍ଗାଧର୍ ମେହେର୍* ଙ୍କର୍ ଆଝିର୍ ପୁଇନ୍ ତିଥି ଦିନେଁ ତାହାକୁଁ କୁଟି କୁଟି ଜୁହାର୍ କରୁଛେ କୋଶଲ୍ ସେନା🙏
ତାଙ୍କର୍ ସୁମଧୁର୍ କାବ୍ୟ କବିତାର୍ ଲାଗିଁ ଆଝିର୍ ସେ ସବୁଦିନର୍ ଲାଗିଁ ଅମର୍ ହେଇ ଯାଇଛନ୍ 🪔
🚩ଜଏ କୋଶଲ୍ 🚩
🐆


*ଏପ୍ରିଲ୍ ୧ କଲା ଦିବସ୍*ଇ ଦିନ୍ ଆମର୍ ସାରା କୋଶଲାଞ୍ଚଲ୍ ଲାଗି ଗୁଟେ ଠକ୍ ଦିନ୍ ଗୁଟେ କଲା ଦିନ୍ ଆଏ ! ୧୯୩୬ ଏପ୍ରିଲ୍ ୧ ତାରିଖ୍ ରେ ଜୋର୍ ଯବର...
31/03/2024

*ଏପ୍ରିଲ୍ ୧ କଲା ଦିବସ୍*
ଇ ଦିନ୍ ଆମର୍ ସାରା କୋଶଲାଞ୍ଚଲ୍ ଲାଗି ଗୁଟେ ଠକ୍ ଦିନ୍ ଗୁଟେ କଲା ଦିନ୍ ଆଏ ! ୧୯୩୬ ଏପ୍ରିଲ୍ ୧ ତାରିଖ୍ ରେ ଜୋର୍ ଯବର୍ ଦସ୍ତ୍ ଓଡିଶା ସାଙ୍ଗେ ଆମ୍ କୁ ତଥା ଆମର୍ କୋଶଲ୍ ପ୍ରଦେଶ୍ କେ ମିଶେଇ କରି ଆମର୍ ସ୍ୱାଭିମାନ୍ ଆଉ ଆମର୍ ଇତିହାସ୍ କେ ଲୁକେଇ ଦିଆଗଲା ! ବାଧ୍ୟତାମୂଳକ୍ ଭାବେଁ ଆମ୍ କୁଁ ଉତ୍କଳ୍ ର ଜୟଗାନ୍ ଗୁଆଗଲା ! କୋଶଲ୍ କଳିଙ୍ଗ ଆଉ ଉତ୍କଲ୍ କେ ନେଇକରି ଗଠନ୍ ହେଇଥିବା ଓଡ଼ିଶା ରେ... ଉତ୍କଳ୍ ଦିବସ୍ କାଁ କରି ଆଉ କେବଳ୍ ଉତ୍କଳ୍ ର ଜୟଗାନ୍ କାଁ କରି...?
ତାର୍ ବିରୋଧରେ *ଏପ୍ରିଲ ୧ ତାରିଖ୍ କେ କଲା ଦିବସ୍* ଭାବେ ପାଳନ୍ କରି ବନ୍ଦେ ଉତ୍କଳ ଜନନୀ କେ ଜୋର୍ଦାର୍ ବିରୋଧ୍ କର୍ମୁ ! କୋଶଲାଞ୍ଚଲ୍ ରେ ଉତ୍କଲ୍ ଫୁତ୍କଲ୍ ନାଇଁ ଚଳେ ❌
No Utkal Futkal, Only KOSHAL✊
🚩ଜଏ କୋଶଲ୍ 🚩


Demand_Koshal_State

ସମଲ୍ ପୁରି /କୋଶଲି ଭାଷା ସାହିତ୍ୟ କେ ବିଶ୍ଵ ଦର୍ବାର୍ ରେ ଠିଆ କରିଥିବାର୍ ଆମର୍ କୋଶଲାଞ୍ଚଲ୍ ର ଗରବ୍ ଆଉ ଗୌରବ୍ ବରଗଡ଼ ଜିଲ୍ଲା ବୀର୍ ମାଏଟ୍ ...
31/03/2024

ସମଲ୍ ପୁରି /କୋଶଲି ଭାଷା ସାହିତ୍ୟ କେ ବିଶ୍ଵ ଦର୍ବାର୍ ରେ ଠିଆ କରିଥିବାର୍ ଆମର୍ କୋଶଲାଞ୍ଚଲ୍ ର ଗରବ୍ ଆଉ ଗୌରବ୍ ବରଗଡ଼ ଜିଲ୍ଲା ବୀର୍ ମାଏଟ୍ ଘେଁସ୍ ଗାଁର୍ ଲୋକ କବି ରତ୍ନ *ପଦ୍ମଶ୍ରୀ ଡଃ ହଳଧର୍ ନାଗ୍* ଆଜ୍ଞା ଙ୍କର୍ ଆଝିର୍ ଜନମ୍ ଦିନ୍ ରେ ତାହାକୁଁ କୁଟି କୁଟି ଶୁଭେଚ୍ଛା ଜନେଇ ତାଙ୍କର୍ ଦୀର୍ଘାୟୁ ଆଉ ମଙ୍ଗଲ୍ କାମନା କରୁଛେ କୋଶଲ୍ ସେନା...
🎂

31/03/2024

ସମଲ୍ ପୁରି /କୋଶଲି ଭାଷା ସାହିତ୍ୟ କେ ବିଶ୍ଵ ଦର୍ବାର୍ ରେ ଠିଆ କରିଥିବାର୍ ଆମର୍ କୋଶଲାଞ୍ଚଲ୍ ର ଗରବ୍ ଆଉ ଗୌରବ୍ ବରଗଡ଼ ଜିଲ୍ଲା ବୀର୍ ମାଏଟ୍ ଘେଁସ୍ ଗାଁର୍ ଲୋକ କବି ରତ୍ନ *ପଦ୍ମଶ୍ରୀ ଡଃ ହଳଧର୍ ନାଗ୍* ଆଜ୍ଞା ଙ୍କର୍ ଆଝିର୍ ଜନମ୍ ଦିନ୍ ରେ ତାହାକୁଁ କୁଟି କୁଟି ଶୁଭେଚ୍ଛା ଜନେଇ ତାଙ୍କର୍ ଦୀର୍ଘାୟୁ ଆଉ ମଙ୍ଗଲ୍ କାମନା କରୁଛେ କୋଶଲ୍ ସେନା...
🎂

ସ୍ଵାଧୀନତା ଆନ୍ଦୋଳନ୍ ର କୋରାପୁଟ୍ ର ଝନେ ମହାନ୍ ଯୋଦ୍ଧା, ଆଦିବାସୀମାନଙ୍କ ର୍ ଲୋକପ୍ରିୟ ନାୟକ୍ ଶହୀଦ୍ ଲକ୍ଷ୍ମଣ୍ ନାୟକ୍ ଙ୍କ ଆଝିର୍ (୨୯ ମାର...
29/03/2024

ସ୍ଵାଧୀନତା ଆନ୍ଦୋଳନ୍ ର କୋରାପୁଟ୍ ର ଝନେ ମହାନ୍ ଯୋଦ୍ଧା, ଆଦିବାସୀମାନଙ୍କ ର୍ ଲୋକପ୍ରିୟ ନାୟକ୍ ଶହୀଦ୍ ଲକ୍ଷ୍ମଣ୍ ନାୟକ୍ ଙ୍କ ଆଝିର୍ (୨୯ ମାର୍ଚ୍ଚ) ଫାଶୀ ଦିବସ୍ ରେ ଭାବ୍ ସର୍ ସର୍ ଶ୍ରଦ୍ଧାଞ୍ଜଳି । ସ୍ଵାଧୀନତା ଓ ଗଣତନ୍ତ୍ର ଲାଗି ଦେଶ୍ କେ ସାମ୍ରାଜ୍ୟବାଦୀ ଶୋଷଣ୍ ନୁ ମୁକ୍ତ୍ କର୍ବାର୍ କେ ତାଙ୍କର୍ ଐତିହାସିକ୍ ସଂଗ୍ରାମ୍ ଆଉ ବଳିଦାନ୍ ସବୁବେଳେ ଆମକୁ ଆଗ୍ କେ ପ୍ରେରଣା ଯୋଗାବା....
ଶହୀଦ୍ ଲକ୍ଷ୍ମଣ୍ ନାୟକ୍.. ଆମର୍ ରହେ.. 🙏🙏
# Koshalsena

ଜବାବ୍ ମାଗେ କୋଶଲ୍ ସେନା...
16/03/2024

ଜବାବ୍ ମାଗେ କୋଶଲ୍ ସେନା...

04/02/2024

ବରଗଡ଼ ଜମୂର୍ଡ଼ା ରେ ଆଏଜ୍ ଛାତ୍ର ମାନକର୍ ଦ୍ଵାରା #ନୂଆଓ_ଫେଷ୍ଟ୍_କାର୍ଯକ୍ରମ୍_ରେ_ଜୟ_କୋଶଲ୍_ନାରା 🚩

କେଁ ବିଜେଡ଼ି ଆର୍ କେଁ ବିଜେପି ର ସାମବେଶ୍, ଛାତ୍ର ନୁ ଯୁବକ୍ ସମକର୍ ମୁହେଁ ଗୁଟେ ନାରା, କେନସି ପାର୍ଟି ର ନୁହେଁ ମା ମାଟିର୍ ଜୟଗାନ୍ ୋଶଲ୍ । ଆର୍ କେହି ଭକୁଆ ନେ ନ, ଯେନ୍ ସରକାରୀ କର୍ମଚାରୀ ମାନେ ଗଲା କାଏଲ୍ ଉତ୍କଳ ବନ୍ଦନା କରିଛ, ଇ ଛୁଆ ମାନକର୍ ନୁ କିଛି ଶିଖ । ମାଟିଦ୍ରୋହି ବଲି ତୁମର୍ ଛୁଆ ମାନେ କାଲି ନେ କହୁନ୍ । 🚩
ଜୟ ଜୟ କୋଶଲ୍ । 🙏


କୋଶଲାଞ୍ଚଲ୍ ର ମଦର୍ ଟେରେସା ତଥା ଜନାସୁନାଁ ଲଢୁଆ ନାରୀ ସଂଗ୍ରାମି *ପାର୍ବତୀ ଗିରି* ଙ୍କର୍ ଆଝିର୍ ଜନମ୍ ଦିନ୍ ରେ ତାହାକୁଁ କୁଟି କୁଟି ଜୁହାର...
19/01/2024

କୋଶଲାଞ୍ଚଲ୍ ର ମଦର୍ ଟେରେସା ତଥା ଜନାସୁନାଁ ଲଢୁଆ ନାରୀ ସଂଗ୍ରାମି *ପାର୍ବତୀ ଗିରି* ଙ୍କର୍ ଆଝିର୍ ଜନମ୍ ଦିନ୍ ରେ ତାହାକୁଁ କୁଟି କୁଟି ଜୁହାର୍ ଆଉ ସଲାମ୍ କରୁଛେ
*କୋଶଲ୍ ସେନା* 🙏
ଆମର୍ ଅଞ୍ଚଳ୍ ପ୍ରତି ସେବା ଅଭାବ୍ ତଥା ବୈମାତୃକ୍ ମନୋଭାବ୍ ରଖୁଥିବାର୍ ଲାଗିଁ ଅଲଗ୍ ରାଏଜ୍ ଆନ୍ଦୋଳନ୍ ରେ ସଭେ ନାରୀ ମାନେ ଯୋଗ୍ ଦେଉନ୍ ବୋଲି ଅନୁରୋଧ୍ କରୁଛୁଁ 🙏
*ନାରୀ ସଂଗ୍ରାମି ପାର୍ବତୀ ଗିରି ଅମର୍ ରହେ* 💐
ଜଏ କୋଶଲ୍ 🚩
🐆

18/01/2024

18/01/2024

ଆଏବା ଜାନୁଆରୀ ୨୩ ତାରିଖ୍ କୋଶଲ୍ ମାଟିର୍ ପୁଓ ବୀର୍ ସୁରେନ୍ଦ୍ର ସାଏ ଙ୍କର୍ ଜନମ୍ ମାଏଟ୍ ଖିଣ୍ଡା ଗାଁ ନୁ କୋଶଲ୍ ରଥ ବାହାରିବା । ସେଥ....

ଆଏବା ଜାନୁଆରୀ ୨୩ ତାରିଖ୍ କୋଶଲ୍ ମାଟିର୍ ପୁଓ ବୀର୍ ସୁରେନ୍ଦ୍ର ସାଏ ଙ୍କର୍ ଜନମ୍ ମାଏଟ୍ ଖିଣ୍ଡା ଗାଁ ନୁ କୋଶଲ୍ ରଥ ବାହାରିବା । ସେଥିର୍ ଲାଗ...
18/01/2024

ଆଏବା ଜାନୁଆରୀ ୨୩ ତାରିଖ୍ କୋଶଲ୍ ମାଟିର୍ ପୁଓ ବୀର୍ ସୁରେନ୍ଦ୍ର ସାଏ ଙ୍କର୍ ଜନମ୍ ମାଏଟ୍ ଖିଣ୍ଡା ଗାଁ ନୁ କୋଶଲ୍ ରଥ ବାହାରିବା । ସେଥିର୍ ଲାଗି କୋଶଲାଞ୍ଚଲ୍ ର ପ୍ରସିଦ୍ଧ୍ ପିଠ୍ ନୃସିଂହନାଥ୍ ନୁ ନୃସିଂହ ମାହାପୁରୁ କୁ ପହେଲା ନିଉତା ଦେଲା କୋଶଲ୍ ସେନା !

17/01/2024

କୋଶଲ୍ ବାସୀ ଙ୍କୁ ଚେତାବାର୍ ଲାଗି ତଥା ୨ କୁଟି ଲୋକ୍ କୁ ଏକ୍ ଜୁଟ୍ କର୍ବାର୍ ଲାଗି ବୀର୍ ମାଟିର୍ ବୀର୍ ପୂଓ ବୀର୍ ସୁରେନ୍ଦ୍ର ସାଏ ଙ୍କ...

କୋଶଲ୍ ବାସୀ ଙ୍କୁ ଚେତାବାର୍ ଲାଗି ତଥା ୨ କୁଟି ଲୋକ୍ କୁ ଏକ୍ ଜୁଟ୍ କର୍ବାର୍ ଲାଗି ବୀର୍ ମାଟିର୍ ବୀର୍ ପୂଓ ବୀର୍ ସୁରେନ୍ଦ୍ର ସାଏ ଙ୍କର୍ ଜନମ...
17/01/2024

କୋଶଲ୍ ବାସୀ ଙ୍କୁ ଚେତାବାର୍ ଲାଗି ତଥା ୨ କୁଟି ଲୋକ୍ କୁ ଏକ୍ ଜୁଟ୍ କର୍ବାର୍ ଲାଗି ବୀର୍ ମାଟିର୍ ବୀର୍ ପୂଓ ବୀର୍ ସୁରେନ୍ଦ୍ର ସାଏ ଙ୍କର୍ ଜନମ୍ ଦିନ୍ (୨୩ ଜାନୁଆରୀ) ରେ ତାଙ୍କର୍ ଜନମ୍ ମାଏଟ୍ ଖିଣ୍ଡା ନୁ କୋଶଲ୍ ରଥ ବାହାରବାର୍ କେ ଯାଉଛେ !
ନିଉତା ରହେଲା ସଭେ ଆସି ରଥରେ ସାମିଲ୍ ହେମା ଆଉ ମିଳିମିଶି କରି କୋଶଲ୍ ର ବାର୍ତ୍ତା ଘରେ ଘରେ ପହଞ୍ଚାମାଁ 🙏
ଆୟୋଜକ୍
ସହଯୋଗୀ Gyanendra Behera
🚩ଜଏ କୋଶଲ୍ 🚩


07/01/2024

Jay koshal sena

*କୋଶଲ ନାରା ରେ କମ୍ପଲା ବକଟି ଗାଁ*  ଗଲା କାଏଲ୍ ତାରିକ୍ 24 ଡିସେମ୍ବର 2023 ରଏବାର ଦିନ ଭେଡେନ ବ୍ଲକ ବକଟି ଗାଁ  ନୁ ଲକ୍ଷ୍ମୀ ପୂଜା ଉଧେଁ ଚା...
25/12/2023

*କୋଶଲ ନାରା ରେ କମ୍ପଲା ବକଟି ଗାଁ*
ଗଲା କାଏଲ୍ ତାରିକ୍ 24 ଡିସେମ୍ବର 2023 ରଏବାର ଦିନ ଭେଡେନ ବ୍ଲକ ବକଟି ଗାଁ ନୁ ଲକ୍ଷ୍ମୀ ପୂଜା ଉଧେଁ ଚାଲିଥିବାର ଜଳନ୍ଧର ବଧ କାଯ୍ୟକ୍ରମ କେ ରାଜ ଅଥିତି ଭାବେ ଡାକି କୋଶଲ ବାବଦ ରେ ଲୋକ କୁ ସଚେତନ କରବାର ସୁଯୋଗ ଦେବାର ସାଙ୍ଗେ ଆମକୁ ସମ୍ମାନିତ କରି ଆମର ତହକଁ ବଢ଼ାଇ ଥିବାର ଲାଗି ଲକ୍ଷ୍ମୀ ପୂଜା କମିଟି ତଥା ଅଞ୍ଚଳ ବାସୀ କେ କୋଶଲ ସେନା ତରଫରୁ ବହୁତ ବହୁତ ଧନ୍ୟବାଦ..
ଆଶା କରୁଛୁ ଆଗ କେ ଆମକୁ ଇନ୍ତା ଭଲ୍ ପାଇବାର ଦେବାର ସାଙ୍ଗେ ମା ମାଟିର୍ ଉଲଗୁଲାନ୍ ରେ ସାମିଲ ହେଇ କରି କୋଶଲ୍ ରାଏଜ୍ ଗଠନ କରବାର ରେ ସହାୟକ୍ ହେବେ...
🙏ଜୟ ମା ଲକ୍ଷ୍ମୀ 🙏
🚩ଜୟ କୋଶଲ 🚩
🚩ଜୟ କୋଶଲ ସେନା 🚩

Address

Bargarh

Website

Alerts

Be the first to know and let us send you an email when ରାଏଜ୍ କୋଶଲ୍ - Raij koshal posts news and promotions. Your email address will not be used for any other purpose, and you can unsubscribe at any time.

Videos

Share


Other Media/News Companies in Bargarh

Show All