The Utkala News

The Utkala News ଜନତାଙ୍କ ଖବର, ଉତ୍କଳର ନଜର
𝐋𝐢𝐤𝐞 𝐚𝐧𝐝 𝐅𝐨

 #ସୋସିଆଲ_ଟକ୍ ୟୁଟ୍ୟୁବର  #ପ୍ରୀତି_ପ୍ରକାଶ_ନାୟକ ଗିରଫ: ସାମାଜିକ ଗଣମାଧ୍ୟମରେ ସୋସିଆଲ୍ ଟକ୍ ନାମକ ଏକ ଆଇଡ଼ିର ୟୁଟ୍ୟୁବରକୁ ଆଜି ଚନ୍ଦ୍ରଶେଖ...
24/03/2023

#ସୋସିଆଲ_ଟକ୍ ୟୁଟ୍ୟୁବର #ପ୍ରୀତି_ପ୍ରକାଶ_ନାୟକ ଗିରଫ
: ସାମାଜିକ ଗଣମାଧ୍ୟମରେ ସୋସିଆଲ୍ ଟକ୍ ନାମକ ଏକ ଆଇଡ଼ିର ୟୁଟ୍ୟୁବରକୁ ଆଜି ଚନ୍ଦ୍ରଶେଖରପୁର ଥାନା ପୁଲିସ୍ ଗିରଫକରି କୋର୍ଟ ଚାଲଣକରିଛି। ଗିରଫ ୟୁଟ୍ୟୁବର ଜଣଙ୍କ ନାମ ପ୍ରୀତି ପ୍ରକାଶ ନାୟକ(୨୬)। ସେ ସ୍ଥାନୀୟ ଅଞ୍ଚଳର ଜଣେ ଯୁବତୀଙ୍କ ସୋସିଆଲ ମିଡ଼ିଆ ଆକାଉଣ୍ଟରୁ ଏକ ଭିଡ଼ିଓକୁ ଡ଼ାଉନଲୋଡ଼କରି ଏଡ଼ିଟିଂ ମାଧ୍ୟମରେ ସ୍ବର ବଦଳାଇ ତାଙ୍କ ଅସଲ ମତକୁ ପରିବର୍ତନ କରି ଅଶାଳିନ ମନ୍ତବ୍ୟ ପ୍ରଦାନ କରିଥିଲେ। ପରେ ସେହି ଫେକ୍ ଭିଡ଼ିଓକୁ ୟ୍ୟୁଟୁବର ଜଣଙ୍କ ନିଜ ଆଇଡ଼ିରେ ଅପଲୋଡ଼କରି ନିଜର ଏକପାଖିଆ ମତାମତ ରଖିଥିଲେ। ଫଳରେ ସେହି ଫେକ୍ ଭିଡ଼ିଓରେ ଶତାଧିକ ଲୋକ ଯୁବତୀ ଜଣଙ୍କୁ ଭରାପ କମେଣ୍ଟ ଦେଇଥିଲେ। ଏବଂ ଯୋଗାଯୋକରି ଏପରି ହେବାଦ୍ବାରା ତାଙ୍କ ମାନହାନୀ ହେଉଛିବୋଲି ଯୁବତୀ ଜଣଙ୍କ ଶୁଭେଚ୍ଛୁମାନେ ଜଣାଇଥିଲେ। ଯାହାନେଇ ଯୁବତୀ ଜଣଙ୍କ ଅଭିଯୁକ୍ତ ପ୍ରୀତି ପ୍ରକାଶଙ୍କ ନାମରେ ଗତକାଲି ଅଭିଯୋଗ କରିଥିଲେ। ପୁଲିସ୍ ଘଟଣାର ତଦନ୍ତ କରି ଜାଣିବାକୁ ପାଇଥିଲା ଏଡ଼ିଟିଂ ହୋଇଥିବା ଭିଡ଼ିଓ ଏବଂ ଅସଲି ଭିଡ଼ିଓ ଦୁଇଟି ଅଲଗା। ଏନେଇ ଅଭିଯୁକ୍ତ ଜଣଙ୍କୁ ଆଜି ପୁଲିସ୍ ତାଙ୍କ ବାସଭବନ ନୀଳାଦ୍ରିବିହାର ସେକ୍ଟର ୨ରୁ ଗିରଫକରି ଥାନାକୁ ଆଣିଥିଲା। ମଧ୍ୟାହ୍ନରେ ଘଟଣାର ତଦନ୍ତ କରିବାପରେ ସଂଧ୍ୟାରେ ଅଭିଯୁକ୍ତକୁ କୋର୍ଟ ଚାଲଣକରିଦିଆଯାଇଛି।
୍କଳ_ନ୍ୟୁଜ

ଆକାଶରେ ବିରଳ ଦୃଶ୍ୟ  । ଏକାଠି ନଜର ଆସିଲେ ଚନ୍ଦ୍ର ଓ ଶୁକ୍ର  ।       ୍କଳ_ନ୍ୟୁଜ
24/03/2023

ଆକାଶରେ ବିରଳ ଦୃଶ୍ୟ । ଏକାଠି ନଜର ଆସିଲେ ଚନ୍ଦ୍ର ଓ ଶୁକ୍ର ।
୍କଳ_ନ୍ୟୁଜ

ଆସନ୍ତା ୩ ମାସ ମଧ୍ୟରେ ପୂରଣ ହେବ ଡ୍ରାଇଭର ଏକତା ମହାସଂଘର ଦାବି । ମୁଖ୍ୟ ଶାସନ ସଚିବଙ୍କ ସହିତ ଆଲୋଚନା ପରେ ନିଆଯାଇଛି ଗୁରୁତ୍ବପୂର୍ଣ୍ଣ ନିଷ୍...
16/03/2023

ଆସନ୍ତା ୩ ମାସ ମଧ୍ୟରେ ପୂରଣ ହେବ ଡ୍ରାଇଭର ଏକତା ମହାସଂଘର ଦାବି । ମୁଖ୍ୟ ଶାସନ ସଚିବଙ୍କ ସହିତ ଆଲୋଚନା ପରେ ନିଆଯାଇଛି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ।
୍କଳ_ନ୍ୟୁଜ

ଶ୍ରୀରାଧାକୃଷ୍ଣଙ୍କ ଅପୂର୍ବ ପର୍ବ ଦୋଳ ପୂର୍ଣ୍ଣିମା ଉପଲକ୍ଷେ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ। ଶ୍ରୀରାଧାକୃଷ୍ଣ ସମସ୍ତଙ୍କୁ ଆଶୀର୍ବାଦ କରିବ...
07/03/2023

ଶ୍ରୀରାଧାକୃଷ୍ଣଙ୍କ ଅପୂର୍ବ ପର୍ବ ଦୋଳ ପୂର୍ଣ୍ଣିମା ଉପଲକ୍ଷେ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ। ଶ୍ରୀରାଧାକୃଷ୍ଣ ସମସ୍ତଙ୍କୁ ଆଶୀର୍ବାଦ କରିବା ସହ ସୁଖ, ଶାନ୍ତି ଓ ସମୃଦ୍ଧି
ପ୍ରଦାନ କରନ୍ତୁ। 🙏🏻
୍କଳ_ନ୍ୟୁଜ

ଭୁବନେଶ୍ୱରରୁ ରଙ୍ଗେଇଲୁଣ୍ଡାକୁ ଉଡ଼ିଲା ବିମାନ, ଗଂଜାମ ଜିଲ୍ଲାବାସୀଙ୍କ ପ୍ରତୀକ୍ଷାର ଅନ୍ତ ଘଟିଲା । ପଞ୍ଚାୟତିରାଜ ଦିବସ ଅବସରରେ ଭୁବନେଶ୍ବର-ର...
05/03/2023

ଭୁବନେଶ୍ୱରରୁ ରଙ୍ଗେଇଲୁଣ୍ଡାକୁ ଉଡ଼ିଲା ବିମାନ, ଗଂଜାମ ଜିଲ୍ଲାବାସୀଙ୍କ ପ୍ରତୀକ୍ଷାର ଅନ୍ତ ଘଟିଲା । ପଞ୍ଚାୟତିରାଜ ଦିବସ ଅବସରରେ ଭୁବନେଶ୍ବର-ରଙ୍ଗେଇଲୁଣ୍ଡା-ଭୁବନେଶ୍ବର ବିମାନ ଉଡ଼ାଣକୁ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆରମ୍ଭ ହେଲା ସ୍ୱତନ୍ତ୍ର ଚାର୍ଟର ବିମାନସେବା । ସପ୍ତାହକୁ ୨ ଦିନ ଭୁବନେଶ୍ୱରରୁ ରଙ୍ଗେଇଲୁଣ୍ଡା ଚଳାଚଳ କରିବ ବିମାନ ।
CMO Odisha ୍କଳ_ନ୍ୟୁଜ

ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ‘ଡାକୋଟା’ ବିମାନ ଲୋକାର୍ପିତ, ଭୁବନେଶ୍ୱର ବିମାନବନ୍ଦର ପରିସରରେ ‘ଡାକୋଟା’କୁ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ ନବ...
05/03/2023

ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ‘ଡାକୋଟା’ ବିମାନ ଲୋକାର୍ପିତ, ଭୁବନେଶ୍ୱର ବିମାନବନ୍ଦର ପରିସରରେ ‘ଡାକୋଟା’କୁ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ | ବିଜୁବାବୁଙ୍କ ସାହସ ଓ ବୀରତ୍ବର ପ୍ରତୀକ ‘ଡାକୋଟା’ ।
Naveen Patnaik Biju Janata Dal Odisha

ବିଧାୟକ ଙ୍କ ଘରୁ ମିଳିଲା ଛ କୋଟି ନଗଦ କ୍ୟାସ,  #ବେଙ୍ଗାଲୁର ବିଧାୟକ ଙ୍କ ପୁଅ କୁ ଗିରଫ କଲା ପୋଲିସଗିରଫ ହେଲେ  #ବିଜେପି ବିଧାୟକ ମଦଲ ବିରୁପା...
03/03/2023

ବିଧାୟକ ଙ୍କ ଘରୁ ମିଳିଲା ଛ କୋଟି ନଗଦ କ୍ୟାସ, #ବେଙ୍ଗାଲୁର ବିଧାୟକ ଙ୍କ ପୁଅ କୁ ଗିରଫ କଲା ପୋଲିସ
ଗିରଫ ହେଲେ #ବିଜେପି ବିଧାୟକ ମଦଲ ବିରୁପାକ୍ଷପ୍ପାଙ୍କ ପୁଅ ପ୍ରଶାନ୍ତ। ଏହାପରେ ସନ୍ଦେହ କରି ତାଙ୍କ ଘରେ ଚଢ଼ାଉ କରିବାରୁ କୋଟି କୋଟି ଟଙ୍କା ଜବତ ହୋଇଛି। ବେଆଇନ ଟଙ୍କା ଜବତ ହେବା ପରେ ଶୁକ୍ରବାର ସକାଳୁ ପୁଲିସ ତାଙ୍କୁ ଗିରଫ କରିଛି। ୍କଳ_ନ୍ୟୁଜ

 #ଚାଲିଗଲେ_ପିଣ୍ଟୁ_ନନ୍ଦଆଉ ଫେରିବେନି ପିଣ୍ଟୁ। ସବୁ ଦିନ ପାଇଁ ଚାଲିଗଲେ ସଭିଙ୍କ ଅନନ୍ତା  ।  ଅଭିନୟରେ ମସଗୁଲ କରୁଥିବା ପ୍ରିୟ କଳାକାର ପିଣ୍ଟ...
02/03/2023

#ଚାଲିଗଲେ_ପିଣ୍ଟୁ_ନନ୍ଦ
ଆଉ ଫେରିବେନି ପିଣ୍ଟୁ। ସବୁ ଦିନ ପାଇଁ ଚାଲିଗଲେ ସଭିଙ୍କ ଅନନ୍ତା । ଅଭିନୟରେ ମସଗୁଲ କରୁଥିବା ପ୍ରିୟ କଳାକାର ପିଣ୍ଟୁ ନନ୍ଦ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ହାଇଦ୍ରାବାଦର ଏକ ଘରୋଇ ମେଡ଼ିକାଲରେ ବୁଧବାର ରାତି ୧୧ ଟା ୨୫ ମିନିଟରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ଧଳା - କଳା ପରଦାରେ ସଭିଙ୍କ ମନରେ ରାଣ୍ଡି ପୁଅ ଅନନ୍ତା ଚରିତ୍ରରେ ଲେଖିଥିଲେ ଭିନ୍ନ ଏକ ପରିଚୟ । 🙏
୍କଳ_ନ୍ୟୁଜ

କ୍ରୀଡା ପ୍ରୋତ୍ସାହନ କ୍ଷେତ୍ରରେ ଓଡିଶାକୁ ଶ୍ରେଷ୍ଠ ରାଜ୍ୟ ଭାବେ ପୁରସ୍କାର ମିଳିଛି । ପ୍ରସିଦ୍ଧ କ୍ରୀଡା ପତ୍ରିକା ସ୍ପୋର୍ଟସ ଷ୍ଟାର ପକ୍ଷରୁ ଏ...
28/02/2023

କ୍ରୀଡା ପ୍ରୋତ୍ସାହନ କ୍ଷେତ୍ରରେ ଓଡିଶାକୁ ଶ୍ରେଷ୍ଠ ରାଜ୍ୟ ଭାବେ ପୁରସ୍କାର ମିଳିଛି । ପ୍ରସିଦ୍ଧ କ୍ରୀଡା ପତ୍ରିକା ସ୍ପୋର୍ଟସ ଷ୍ଟାର ପକ୍ଷରୁ ଏହି ପୁରସ୍କାର ଦିଆଯାଇଛି। ଆଜି ମୁମ୍ବାଇରେ ଆୟୋଜିତ ‘Sportstar Aces-2023 Awards’ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏହି ପୁରସ୍କାର “Best State for Promotion of Sports” ଗ୍ରହଣ କରିଛନ୍ତି।
Naveen Patnaik Biju Janata Dal Odisha
୍କଳ_ନ୍ୟୁଜ

 #ବିବାହ_ବନ୍ଧନରେ_ବାନ୍ଧି_ହେଲେ_ଦିବ୍ୟଶଙ୍କର ସରିଲା ବିଜେଡି ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କ ବିବାହ । ସପ୍ଟଓ୍ବେୟାର ଇଞ୍ଜିନିୟର ପ୍...
27/02/2023

#ବିବାହ_ବନ୍ଧନରେ_ବାନ୍ଧି_ହେଲେ_ଦିବ୍ୟଶଙ୍କର
ସରିଲା ବିଜେଡି ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କ ବିବାହ । ସପ୍ଟଓ୍ବେୟାର ଇଞ୍ଜିନିୟର ପ୍ରିୟଙ୍କା ଅଗସ୍ତିଙ୍କ ସହ କଲେ ଦ୍ବିତୀୟ ବିବାହ ।

୍କଳ_ନ୍ୟୁଜ

 #ହାଇଦ୍ରାବାଦରେ_ପିଣ୍ଟୁ_ନନ୍ଦହାଇଦ୍ରାବାଦର ଯଶୋଦା ହସ୍ପିଟାଲ ବେଡରେ ଅଭିନେତା ପିଣ୍ଟୁ ନନ୍ଦ । ଓଡ଼ିଶବାସୀଙ୍କୁ ଅନୁରୋଧ ସମସ୍ତେ ପିଣ୍ଟୁଙ୍କ ପ...
26/02/2023

#ହାଇଦ୍ରାବାଦରେ_ପିଣ୍ଟୁ_ନନ୍ଦ
ହାଇଦ୍ରାବାଦର ଯଶୋଦା ହସ୍ପିଟାଲ ବେଡରେ ଅଭିନେତା ପିଣ୍ଟୁ ନନ୍ଦ । ଓଡ଼ିଶବାସୀଙ୍କୁ ଅନୁରୋଧ ସମସ୍ତେ ପିଣ୍ଟୁଙ୍କ ପାଇଁ ପ୍ରାର୍ଥନା କରନ୍ତୁ ସେ ଖୁବ ଶୀଘ୍ର ସୁସ୍ଥ ହୋଇ ଘରକୁ ଫେରନ୍ତୁ ।

୍କଳ_ନ୍ୟୁଜ

   : ମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ ବିଧାନସଭାରେ ବିବୃତି ରଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ମୁଖ୍ୟମନ୍ତ୍ରୀ କହିଛନ୍ତି; ତଦନ୍ତ ପାଇଁ ...
22/02/2023

: ମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ ବିଧାନସଭାରେ ବିବୃତି ରଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ମୁଖ୍ୟମନ୍ତ୍ରୀ କହିଛନ୍ତି; ତଦନ୍ତ ପାଇଁ କ୍ରାଇମବ୍ରାଞ୍ଚ ଆମେରିକାର ତଦନ୍ତକାରୀ ସଂସ୍ଥା FBIର ସହାୟତା ମାଗିଛି, ତଦନ୍ତର କୌଣସି ଦିଗକୁ ବି ଛଡ଼ା ଯାଉନାହିଁ, ତେବେ ଘଟଣାକୁ ନେଇ ଯେମିତି ରାଜନୀତିକରଣ କରାଯାଇଛି ତାହା ଆଶ୍ଚର୍ଯ୍ୟ ଲାଗୁଛି, ରାଜନୀତିକରଣ କରାଯିବା ଓଡ଼ିଶାବାସୀଙ୍କୁ ଓ ମୋତେ ଆଘାତ ଦେଇଛି, ଆସୁଥିବା ଅଭିଯୋଗ ଭିତ୍ତିହୀନ ଓ କପୋଳକଳ୍ପିତ ବୋଲି ନବୀନ କହିଛନ୍ତି ୍କଳ_ନ୍ୟୁଜ

ଶ୍ରୀମତୀ ପୂଜା ସିଂନାମକ ଜଣେ ସ୍ୱେଚ୍ଛା ସାଥୀ ଅଳିଆ ଆବର୍ଜନା ସଫା କରୁଥିବା ସମୟରେ   କେନ୍ଦ୍ରରେ ଏକ ସୁନା ଚେନ୍ ପାଇଥିଲେ । ଏହାକୁ ମୂଳ ମାଲିକ...
21/02/2023

ଶ୍ରୀମତୀ ପୂଜା ସିଂନାମକ ଜଣେ ସ୍ୱେଚ୍ଛା ସାଥୀ ଅଳିଆ ଆବର୍ଜନା ସଫା କରୁଥିବା ସମୟରେ କେନ୍ଦ୍ରରେ ଏକ ସୁନା ଚେନ୍ ପାଇଥିଲେ । ଏହାକୁ ମୂଳ ମାଲିକଙ୍କ ନିକଟକୁ ଫେରାଇ ଦେଇ ଆଜି ସମାଜ ପାଇଁ ପ୍ରେରଣା ସାଜିଛନ୍ତି। ୍କଳ_ନ୍ୟୁଜ
Bhubaneswar Municipal Corporation
Sulochana Das

ଜାଣନ୍ତୁ କାହାକୁ ବିବାହ କରିବେ କ୍ଯାପଟେନ ଦିବ୍ଯଶଙ୍କର ମିଶ୍ର । ବିଜେଡି ନେତା ବିଧାୟକ କ୍ଯାପଟେନ ଦିବ୍ଯଶଙ୍କର ମିଶ୍ର କରିବେ ଦ୍ୱିତୀୟ ବିବାହ ...
21/02/2023

ଜାଣନ୍ତୁ କାହାକୁ ବିବାହ କରିବେ କ୍ଯାପଟେନ ଦିବ୍ଯଶଙ୍କର ମିଶ୍ର ।

ବିଜେଡି ନେତା ବିଧାୟକ କ୍ଯାପଟେନ ଦିବ୍ଯଶଙ୍କର ମିଶ୍ର କରିବେ ଦ୍ୱିତୀୟ ବିବାହ । ଜୁନାଗଡ଼ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ନିଜ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଗୋଲାମୁଣ୍ଡା ବ୍ଲକ ଦେକୋଟ ଗାଁର ଇଞ୍ଜିନିୟର ଯୁବତୀଙ୍କୁ ଦ୍ୱିତୀୟ ବିବାହ କରିବାକୁ ଯାଉଛନ୍ତି । ବେଙ୍ଗାଲୁରୁରେ ସପ୍ଟୱେର ଇଞ୍ଜିନିୟର ଥିବା ଦେକୋଟ ଗ୍ରାମର ଭବାନୀ ଅଗସ୍ତିଙ୍କ ଝିଅ ପ୍ରିୟଙ୍କା ଅଗସ୍ତି ଛଦ୍ନନାମ ପିନାଙ୍କୁ ବିବାହ କରିବେ ଦିବ୍ୟଶଙ୍କର ।

ଆସନ୍ତା ୨୫ ତାରିଖରେ ପୁରୀର ଏକ ଶିବ ମନ୍ଦିରରେ ବିବାହ ଉତ୍ସବର ଆୟୋଜନ କରାଯାଉଛି । ପ୍ରିୟଙ୍କା ପୂର୍ବରୁ ଧର୍ମଗଡ଼ର ଜଣଙ୍କୁ ବିବାହ କରିଥିଲେ । ୨ବର୍ଷ ପୂର୍ବରୁ ତାଙ୍କର ଛାଡପତ୍ର ହୋଇଥିଲା ।

ଦିବ୍ୟଶଙ୍କର ମଧ୍ୟ ଜୟପାଟଣାର ଜଣଙ୍କୁ ବିବାହ କରିଥିଲେ । କୌଣସି କାରଣରୁ ସେମାନେ ପରସ୍ପରକୁ ଛାଡପତ୍ର ଦେଇଥିଲେ । ବିଧାୟକ କ୍ୟାପଟେନ ଦିବ୍ୟଶଙ୍କରଙ୍କ ଗୋଟିଏ ପୁଅ ଅଛନ୍ତି ।

୍କଳ_ନ୍ୟୁଜ

ପ୍ରଭୁ ଲିଙ୍ଗରାଜଙ୍କୁ ଦର୍ଶନ କଲେ ରାଷ୍ଟ୍ରପତି । ଜଳାଭିଷେକ, କ୍ଷୀର ଅଭିଷେକ, ବେଲପତ୍ର ଓ ଫୁଲ ବରଣ ସହ ପୂଜାର୍ଚ୍ଚନା କଲେ ଦ୍ରୌପଦୀ ମୁର୍ମୁ । ...
11/02/2023

ପ୍ରଭୁ ଲିଙ୍ଗରାଜଙ୍କୁ ଦର୍ଶନ କଲେ ରାଷ୍ଟ୍ରପତି । ଜଳାଭିଷେକ, କ୍ଷୀର ଅଭିଷେକ, ବେଲପତ୍ର ଓ ଫୁଲ ବରଣ ସହ ପୂଜାର୍ଚ୍ଚନା କଲେ ଦ୍ରୌପଦୀ ମୁର୍ମୁ । ଏବଂ ଶେଷରେ ସେବାୟତଙ୍କ ସହ ଫଟୋ ଉଠାଇଲେ ।
Droupadi Murmu President of India

ଚିର ନିଦ୍ରାରେ ସାରସ୍ୱତ ସାଧିକା ଶ୍ରୀମତୀ  #ନିର୍ମଳପ୍ରଭାବିଶିଷ୍ଟ ସାରସ୍ୱତ ସାଧିକା ଶ୍ରୀମତୀ ନିର୍ମଳପ୍ରଭା ନାୟକଙ୍କର ଆଜି ଡାକ୍ତରଖାନାରେ ପର...
06/02/2023

ଚିର ନିଦ୍ରାରେ ସାରସ୍ୱତ ସାଧିକା ଶ୍ରୀମତୀ #ନିର୍ମଳପ୍ରଭା
ବିଶିଷ୍ଟ ସାରସ୍ୱତ ସାଧିକା ଶ୍ରୀମତୀ ନିର୍ମଳପ୍ରଭା ନାୟକଙ୍କର ଆଜି ଡାକ୍ତରଖାନାରେ ପରଲୋକ ହୋଇଯାଇଛି । ତାଙ୍କ ମୃତ୍ୟୁରେ ସାହିତ୍ୟ, ରାଜନୀତି ଓ ସମାଜସେବା ସହ ଜଡିତ ବିଭିନ୍ନ ମହଲରେ ଗଭୀର ଶୋକ ପ୍ରକାଶ ପାଇଛି ।

ଶ୍ରୀମତୀ ନାୟକ ପାଟକୁରା ଗାନ୍ଧୀ ଭାବେ ପରିଚିତ ରାଜକିଶୋର ନାୟକଙ୍କର ପତ୍ନୀ ଥିଲେ । ବିବାହ ପରେ ନିଜ ଚେଷ୍ଟାରେ ପାଠ ପଢି ସେ ଶିକ୍ଷୟତ୍ରୀ ଭାବେ ୩୫ବର୍ଷରୁ ଅଧିକ ସମୟ କାର୍ଯ୍ୟକରି ଅବସର ଗ୍ରହଣ କରିଥିଲେ । ତାଙ୍କ ଲିଖିତ ସାୟାହ୍ନର ସ୍ମୃତି ପୁସ୍ତକ ସାହିତ୍ୟ ଏକାଡେମୀ ପୁରସ୍କାର ପାଇଛି । ଏଥିଲାଗି ଏକାଡେମୀ କର୍ତ୍ତୃପକ୍ଷ ସମ୍ମାନ ବାବଦରେ ତାଙ୍କୁ ପ୍ରଦାନ କରିଥିବା ଲକ୍ଷାଧିକ ଟଙ୍କା ସେ ଓଡିଶା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ପ୍ରଦାନ କରିଦେଇଥିଲେ ।

ଏଠାରେ ଉଲ୍ଲେଖନୀୟ ଯେ ସାୟାହ୍ନର ସ୍ମୃତି ପୁସ୍ତକଟି ତ୍ରିପୁରାର ପୂର୍ବତନ ମୁଖ୍ୟମନ୍ତ୍ରୀ ମାନିକ୍‍ ସରକାରଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା । ପରବର୍ତ୍ତୀ ସମୟ ଏହି ପୁସ୍ତକଟି ପାଠକୀୟ ଆଦୃତି ଲାଭ କରିବା ଯୋଗୁଁ ତାହାର ଅନେକ ସଂସ୍କରଣ ପ୍ରକାଶ ପାଇଛି । ଏମିତିକି ଏହାର ଇଂରାଜୀ ଅନୁବାଦ ‘ଟୁଇଲାଇଟ୍‍ ମେମୋରିଜ୍‍’ ମଧ୍ୟ ଇତି ମଧ୍ୟରେ ବେଶ୍‍ ଚର୍ଚ୍ଚିତ ହୋଇଛି ।
ଶ୍ରୀମତୀ ନାୟକଙ୍କର ଅନେକ ପୁସ୍ତକ ଇତି ମଧ୍ୟରେ ପ୍ରକାଶ ପାଇଛି । ଏହାଛଡା ବିଭିନ୍ନ ପତ୍ର ପତ୍ରିକା ପାଇଁ ସେ ନିୟମିତ ଭାବେ ଲେଖା ଲେଖୁଥିଲେ ।

ଅସୁରେଶ୍ୱର ଗୋରକ୍ଷଣୀ ସହିତ ସେ ଜଡିତ ଥିଲେ । ସେଠାରେ ଅର୍କମଣ୍ୟ ଗୋମାତାମାନଙ୍କ ସେବାରେ ନିଜ ପେନ୍‍ସନ ପଇସା ସମ୍ପୂର୍ଣ୍ଣ ଭାବେ ବ୍ୟୟ କରୁଥିଲେ । ଏହାଛଡା ବିଭିନ୍ନ ପ୍ରାକୃତିକ ଦୁର୍ବିପାକ ଓ ଅନ୍ୟ ସମୟରେ ମଧ୍ୟ ଶ୍ରୀମତୀ ନାୟକ ତାଙ୍କ ସେବା କାର୍ଯ୍ୟର ପରାକାଷ୍ଠା ପ୍ରଦର୍ଶନ କରିଯାଇଛନ୍ତି ।

ସର୍ବୋଦୟ ନେତ୍ରୀ ମା ରମାଦେବୀ, ଅନ୍ନପୂର୍ଣ୍ଣା ମହାରଣା ଇତ୍ୟାଦିଙ୍କ ନିକଟ ବଳୟରେ ସେ କାମ କରିବା ସହ ୱର୍ଦ୍ଧା ଓ ସେବାଗ୍ରାମ ଆଶ୍ରମରେ ମଧ୍ୟ ତାଲିମ ନେଇଥିଲେ । ତାଙ୍କ ସ୍ୱାମୀ ସ୍ୱର୍ଗତ ରାଜକିଶୋର ନାୟକ ଦୁଇ ଦୁଇଥର ବିଧାୟକ ଓ ରାଜ୍ୟ ଖଦିବୋର୍ଡର ଅଧ୍ୟକ୍ଷ ଥିଲେ ମଧ୍ୟ ଶ୍ରୀମତୀ ନାୟକ କେବେହେଲେ ଦିନକ ପାଇଁ ଖଦିବୋର୍ଡ ଗାଡି ବ୍ୟବହାର କରିନଥିଲେ ।

ଗାନ୍ଧୀ ଆଦର୍ଶରେ ପ୍ରଭାବିତ ହେବା ସହ ଶ୍ରୀମତୀ ନାୟକ ଠାକୁର ନିଗମାନନ୍ଦଙ୍କ ଆଧ୍ୟାତ୍ମିକ ମାର୍ଗରେ ଆକର୍ଷିତା ହୋଇଥିଲେ । ତାଙ୍କର ଦୁଇ ପୁଅ ଓ ତିନି ଝିଅ ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ । ସାନ ପୁଅ ଶ୍ରୀ ଅତନୁ ସବ୍ୟସାଚୀ ନାୟକ ଏବେ ରାଜ୍ୟ ମନ୍ତ୍ରୀମଣ୍ଡଳର ଅନ୍ୟତମ ସଦସ୍ୟ ରହିଛନ୍ତି ।

ଶ୍ରୀମତୀ ନିର୍ମଳପ୍ରଭା ନାୟକ କିଛି ଦିନ ଧରି ବାର୍ଦ୍ଧକ୍ୟଜନିତ ସମସ୍ୟା ଭୋଗୁଥିଲେ ଏବଂ ଚାରି ଦିନ ତଳେ ତାଙ୍କ ସ୍ୱାସ୍ଥ୍ୟରୋ ଅବନତି ହେବାରୁ ତାଙ୍କୁ ରାଜଧାନୀର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସା କରାଯାଉଥିଲା । ଚିକିତ୍ସାଧିନ ଅବସ୍ଥାରେ ଆଜି ରାତି ପ୍ରାୟ ସାଢେ ୯ଟା ବେଳେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ।
ଭଗବାନ ଆପଣଙ୍କ ଅମର ଆତ୍ମାକୁ ସଦଗତି ଦିଅନ୍ତୁ, ଜଗତର ନାଥ ଜଗନ୍ନାଥଙ୍କ ନିକଟରେ ଏତିକି ପ୍ରାର୍ଥନା 🙏ଓମ୍ ଶାନ୍ତି 🙏
Naveen Patnaik CMO Odisha
Biju Janata Dal Odisha Atanu Sabyasachi Nayak

ଗାନ୍ଧୀବାଦି ନେତା ତଥା  #ପାଟକୁରାର ପୂର୍ବତନ ବିଧାୟକ ୰ ରାଜକିଶୋର ନାୟକଙ୍କ ସହ ଧର୍ମିଣୀ ତଥା ଓଡିଶା ସରକାରଙ୍କ ଖାଦ୍ୟ ଯୋଗାଣ ମନ୍ତ୍ରୀ ଅତନୁ ...
06/02/2023

ଗାନ୍ଧୀବାଦି ନେତା ତଥା #ପାଟକୁରାର ପୂର୍ବତନ ବିଧାୟକ ୰ ରାଜକିଶୋର ନାୟକଙ୍କ ସହ ଧର୍ମିଣୀ ତଥା ଓଡିଶା ସରକାରଙ୍କ
ଖାଦ୍ୟ ଯୋଗାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ମା ଓ ବରିଷ୍ଠ ସାହିତ୍ୟିକା ନିର୍ମଳପ୍ରଭା ନାୟକଙ୍କ ପରଲୋକ l
ଓଁ ଶାନ୍ତି 💐🙏
Atanu Sabyasachi Nayak

ସମସ୍ତଙ୍କ ସହଯୋଗ ଲୋଡ଼ିଲେ  #ପିଣ୍ଟୁ_ନନ୍ଦ ।ଆପଣ ମାନଙ୍କର ଆଶୀର୍ବାଦ ଓ କିଛି ଟଙ୍କାର ସାହାର୍ଯ୍ୟ ସହଯୋଗ ଦରକାର ମୋ ଚିକିତ୍ସା ପାଈଁ।ମୁଁ ପୁଣି...
03/02/2023

ସମସ୍ତଙ୍କ ସହଯୋଗ ଲୋଡ଼ିଲେ #ପିଣ୍ଟୁ_ନନ୍ଦ ।

ଆପଣ ମାନଙ୍କର ଆଶୀର୍ବାଦ ଓ କିଛି ଟଙ୍କାର ସାହାର୍ଯ୍ୟ ସହଯୋଗ ଦରକାର ମୋ ଚିକିତ୍ସା ପାଈଁ।ମୁଁ ପୁଣି ଫେରିବି ଅଭିନୟ ଦୁନିଆ କୁ କଥା ଦଉଛି ମୁଁ ପିଣ୍ଟୁ ନନ୍ଦ।ବାସ ମୋ ସଫଳ ଚିକିତ୍ସାରେ ସହଯୋଗ ଓ ପ୍ରାଥନା କରନ୍ତୁ -: #ପିଣ୍ଟୁ_ନନ୍ଦ( ଅଭିନେତା)

Abhiram Nanda
Punjab National Bank
A/c No- 0614010065447.
IFSC code- PUNB0061420.
Google Pay -
9861131854
୍କଳ_ନ୍ୟୁଜ
#ପିଣ୍ଟୁ_ନନ୍ଦ #ବଡ଼_ଖବର

ଜୟପୁର ବିକ୍ରମଦେବ ସ୍ୱୟଂଶାସିତ ମହାବିଦ୍ୟାଳୟକୁ ମିଳିଲା ବିଶ୍ବବିଦ୍ୟାଳୟର ମାନ୍ୟତା , ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନଭୁବନେଶ୍ବର: ଜୟପୁରର ପ୍ରସିଦ...
02/02/2023

ଜୟପୁର ବିକ୍ରମଦେବ ସ୍ୱୟଂଶାସିତ ମହାବିଦ୍ୟାଳୟକୁ ମିଳିଲା ବିଶ୍ବବିଦ୍ୟାଳୟର ମାନ୍ୟତା , ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

ଭୁବନେଶ୍ବର: ଜୟପୁରର ପ୍ରସିଦ୍ଧ ଉଚ୍ଚଶିକ୍ଷାନୁଷ୍ଠାନ ବିକ୍ରମଦେବ ସ୍ବୟଂଶାସିତ ମହାବିଦ୍ୟାଳୟକୁ ବିଶ୍ବବିଦ୍ୟାଳୟ ମାନ୍ୟତା ପ୍ରଦାନ ସଂକ୍ରାନ୍ତୀୟ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି। ଅବିଭକ୍ତ କୋରାପୁଟ ଜିଲ୍ଲାର ବୁଦ୍ଧିଜୀବୀ ତଥା ଛାତ୍ରଛାତ୍ରୀମାନଙ୍କର ବହୁ ଦିନର ଦାବି ଆଜି ପୂରଣ ହୋଇଛି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ ଖୁସି ବ୍ୟକ୍ତ କରିଛନ୍ତି। ୍କଳ_ନ୍ୟୁଜ

ଓଡ଼ିଆ ଅଭିନେତା  #ପିଣ୍ଟୁ_ନନ୍ଦ ଅସୁସ୍ଥ ଓଡ଼ିଆ ଚଳଚ୍ଚିତ୍ରରେ କମେଡି ଓ ଖଳନାୟକ ଭୂମିକାରେ ଅଭିନୟ କରି ଦର୍ଶକଙ୍କ ହୃଦୟ ଜିତିଥିବା ପିଣ୍ଟୁ ଲିଭର...
01/02/2023

ଓଡ଼ିଆ ଅଭିନେତା #ପିଣ୍ଟୁ_ନନ୍ଦ ଅସୁସ୍ଥ

ଓଡ଼ିଆ ଚଳଚ୍ଚିତ୍ରରେ କମେଡି ଓ ଖଳନାୟକ ଭୂମିକାରେ ଅଭିନୟ କରି ଦର୍ଶକଙ୍କ ହୃଦୟ ଜିତିଥିବା ପିଣ୍ଟୁ ଲିଭର୍‌ (Liver Cirrhosis) ରୋଗରେ ପୀଡ଼ିତ ଅଛନ୍ତି।
ଆକ୍ୟୁଟ୍‌ ହେପାଟାଇଟିସ୍‌ ଯୋଗୁ ସେ ଲିଭର୍‌ ସିରୋସିସ୍‌ ରୋଗରେ ପୀଡ଼ିତ ଥିବା ଜଣାପଡ଼ିଛି।
ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲ୍‌ରେ ଚାଲିଛି ଚିକିତ୍ସା । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ତାଙ୍କର ଆଶୁ ଆରୋଗ୍ୟ କାମନା କରୁଛୁ, ଜୟ ଜଗନ୍ନାଥ🙏🙏
୍କଳ_ନ୍ୟୁଜ

ଭୁତପୂର୍ବ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗୁଳିମାଡ କରିଥିବା ଏଏସଆଇ ଗୋପାଳ ଦାସଙ୍କ ବିଷୟରେ କିଛି ରୋଚକ ତଥ୍ୟ * ସେ ତାଙ୍କ ୨୮ ବର୍ଷର ଚାକିରୀ...
30/01/2023

ଭୁତପୂର୍ବ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗୁଳିମାଡ କରିଥିବା ଏଏସଆଇ ଗୋପାଳ ଦାସଙ୍କ ବିଷୟରେ କିଛି ରୋଚକ ତଥ୍ୟ

* ସେ ତାଙ୍କ ୨୮ ବର୍ଷର ଚାକିରୀ କାଳରେ ଭଲ କାମ ପାଇଁ ୧୨ ଥର ପୁରସ୍କାର ପାଇଥିବା ବେଳେ ସଠିକ ତଦନ୍ତ ପ୍ରକ୍ରିୟା ପାଇଁ ୧୮ଟି ମେଡାଲ ସହ ୮ଥର ତାଙ୍କୁ ଆର୍ଥିକ ସହାୟତା ସହ ପୁରସ୍କାର ପ୍ରାପ୍ତ ହୋଇଛନ୍ତି ।
* ତାଙ୍କ ସର୍ଭିସ ବୁକରେ ଗୋପାଳ ଗୁଡ୍ ବୋଲି ଦର୍ଶିତ ହୋଇଛି
* ୮ଜୁଲାଇ ୧୯୯୨ରେ ପ୍ରଥମେ ଗଞ୍ଜାମରୁ ସେ କନଷ୍ଟେବଳ ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ ।
* ସେପ୍ଟେମ୍ବର ୯, ୨୦୦୯ରେ ବରିଷ୍ଠ ହାବିଲଦାରରୁ ଏଏସଆଇକୁ ପଦୋନ୍ନତି ମିଳିଥିଲା ।
* ଏବେ ବ୍ରଜରାଜନଗର ଗାନ୍ଧୀଛକ ଫାଣ୍ଡିର ଦାୟିତ୍ୱରେ ନିଯୁକ୍ତ ଥିଲେ ।
* ତାଙ୍କ ସର୍ଭିସ ବୁକ୍ କହୁଛି ଭଲ କାମ ପାଇଁ ସେ ୧୨ ଥର ପୁରସ୍କାର ପାଇଛନ୍ତି ।
* ସଠିକ ତଦନ୍ତ ପ୍ରକ୍ରିୟା ପାଇଁ ୧୮ଟି ମେଡାଲ ପାଇଛନ୍ତି ।
୍କଳ_ନ୍ୟୁଜ
* ୮ଥର ତାଙ୍କୁ ଆର୍ଥିକ ସହାୟତା ସହ ପୁରସ୍କାର ପାଇଛନ୍ତି ।
* ଚାକିରୀ କାଳ ଭିତରେ ଥରେ ମାତ୍ର ଛୋଟିଆ ଭୁଲ ପାଇଁ ଚେତାବନୀ ପାଇଥିଲେ ।
-କିନ୍ତୁ ସେ ମାନସିକ ରୋଗରେ ପୀଡିତ ଥିବାର କୌଣସି ସ୍ଥାନରେ ତାଙ୍କ ସର୍ଭିସ ବୁକରେ ଉଲ୍ଲେଖ ନାହିଁ ।

ନବ ଦାସଙ୍କ ବିୟୋଗରେ ରାଜ୍ୟରେ ୩ ଦିନିଆ ଶୋକ ଘୋଷିତ ରାଜ୍ୟ ସରକାର ୩ ଦିନିଆ ଶୋକ ଘୋଷଣା କରିଛନ୍ତି। ଆଜିଠାରୁ ୩୧ ତାରିଖ ପର୍ଯ୍ୟନ୍ତ ରାଜ୍...
29/01/2023

ନବ ଦାସଙ୍କ ବିୟୋଗରେ ରାଜ୍ୟରେ ୩ ଦିନିଆ ଶୋକ ଘୋଷିତ

ରାଜ୍ୟ ସରକାର ୩ ଦିନିଆ ଶୋକ ଘୋଷଣା କରିଛନ୍ତି। ଆଜିଠାରୁ ୩୧ ତାରିଖ ପର୍ଯ୍ୟନ୍ତ ରାଜ୍ୟ ବ୍ୟାପୀ ଶୋକ ପାଳନ କରାଯିବ ବୋଲି କୁହାଯାଇଛି। ଆସନ୍ତା ୩ ଦିନ ପର୍ଯ୍ୟନ୍ତ ସରକାରୀ ମନୋରଂଜନ କାର୍ଯ୍ୟକ୍ରମକୁ ବାତିଲ କରାଯାଇଛି। ନବଙ୍କ ସମ୍ମାନରେ ୨ ଦିନ ଅଦ୍ଧନମିତ ହେବ ଜାତୀୟ ପତାକା। ସୋମବାର ଶେଷକୃତ୍ୟ ସମ୍ପନ୍ନ କରାଯିବ। ଶେଷକୃତ୍ୟ ସ୍ଥଳରେ ବି ଅର୍ଦ୍ଧନମିତ ରହିବ ଜାତୀୟ ପତାକା ବୋଲି କୁହାଯାଇଛି।
୍କଳ_ନ୍ୟୁଜ #ବଡ଼_ଖବର #ସ୍ବାସ୍ଥ୍ୟମନ୍ତ୍ରୀ_ନବଦାସଙ୍କୁ_ଗୁଳିମାଡ଼

 #ବଡ଼_ଖବରସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ପରଲୋକ- ଚିକିତ୍ସାଧୀନ ଅବସ୍ଥାରେ ପରଲୋକ - 61 ବର୍ଷ ବୟସରେ ପରଲୋକ- ଆପୋଲୋ ହସ୍ପିଟାଲରେ ଚିକିତ୍ସାଧୀ...
29/01/2023

#ବଡ଼_ଖବର
ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ପରଲୋକ
- ଚିକିତ୍ସାଧୀନ ଅବସ୍ଥାରେ ପରଲୋକ
- 61 ବର୍ଷ ବୟସରେ ପରଲୋକ
- ଆପୋଲୋ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ

୍କଳ_ନ୍ୟୁଜ

 #ସ୍ବାସ୍ଥ୍ୟମନ୍ତ୍ରୀ_ନବଦାସଙ୍କୁ_ଗୁଳିମାଡ଼ ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କୁ ଗୁଳିମାଡ଼ । ବ୍ରଜରାଜନଗରର ଗାନ୍ଧୀ ଛକରେ ନବ ଦାସଙ୍କୁ ଗୁଳିମାଡ...
29/01/2023

#ସ୍ବାସ୍ଥ୍ୟମନ୍ତ୍ରୀ_ନବଦାସଙ୍କୁ_ଗୁଳିମାଡ଼
ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କୁ ଗୁଳିମାଡ଼ । ବ୍ରଜରାଜନଗରର ଗାନ୍ଧୀ ଛକରେ ନବ ଦାସଙ୍କୁ ଗୁଳିମାଡ଼ । ଏକ ସାଧାରଣ ସଭାରେ ଯୋଗଦେବାକୁ ଯାଇଥିବା ବେଳେ ଅଘଟଣ । ଅଚେତ ଅବସ୍ଥାରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରଯାଇଛି .
Naba Kisore Das ୍କଳ_ନ୍ୟୁଜ
Biju Janata Dal Odisha

 #ଅଭିନେତା_ମିହିର_ଦାସଙ୍କ_ସାନ_ପୁଅ_ଅକ୍ଳାନ୍ତ_ଦାସଙ୍କ_ପରଲୋକମାତ୍ର 26 ବର୍ଷ ବୟସରେ ପରଲୋକ ଘଟିଛି । ଅକ୍ଳାନ୍ତ ଏକ ମାସ ହେବ ଲିଭର ଜନିତ ରୋଗର...
25/01/2023

#ଅଭିନେତା_ମିହିର_ଦାସଙ୍କ_ସାନ_ପୁଅ_ଅକ୍ଳାନ୍ତ_ଦାସଙ୍କ_ପରଲୋକ
ମାତ୍ର 26 ବର୍ଷ ବୟସରେ ପରଲୋକ ଘଟିଛି । ଅକ୍ଳାନ୍ତ ଏକ ମାସ ହେବ ଲିଭର ଜନିତ ରୋଗରେ ପିଡିତ ହୋଇ ଭୁବନେଶ୍ବର ଏଏମସ୍ ରେ ଚିକିତ୍ସିତ ହେଉଥିଲେ। ଗତକାଲି ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ଘଟିଥିଲା ।
୍କଳ_ନ୍ୟୁଜ

22/01/2023

ବିଜେପି ନେତା ମନମୋହନ ସାମଲ ଜଣେ ଦିବ୍ୟାଙ୍ଗ ଦମ୍ପତିଙ୍କୁ ଶାରୀରିକ ଏବଂ ମାନସିକ ନିର୍ଯାତନା ଦେବା ସହ ସେମାନଙ୍କର ଜଣେ ସମ୍ପର୍କୀୟଙ୍କ ସହ ଶାରୀରିକ ସମ୍ପର୍କ ରଖୁଥିଲେ । (ଭାଇରାଲ ହେଉଛି ଭିଡ଼ିଓ)

ବିଜେପି ନେତା ମନମୋହନ ସାମଲଙ୍କ ନାମରେ ଆସିଲା ସାଙ୍ଘାତିକ ଅଭିଯୋଗ। ଏ ନେଇ ସମ୍ପର୍କୀୟ ଜଣଙ୍କ କହୁଛନ୍ତି ଆସନ୍ତୁ ଶୁଣିବା...

ବିଜେପିର ଚିତ୍ର ଓ ଚରିତ୍ର ଦେଖନ୍ତୁ...
BJP Odisha

 #ସ୍ୱାମୀ_ହ୍ୟୁମାନଙ୍କ_ବିରୁଦ୍ଧରେ_ସଙ୍ଗିନୀ_ଅଭିଯୋଗ #ଆଣିଲେ_ପତ୍ନୀ.ସ୍ବାମୀ ହ୍ୟୁମାନ ସାଗର ମଦ ପିଇ ମୋତେ ମାଡ ମାରନ୍ତି, ମୋ ଦେହରେ ବହୁ ଚିହ୍...
22/01/2023

#ସ୍ୱାମୀ_ହ୍ୟୁମାନଙ୍କ_ବିରୁଦ୍ଧରେ_ସଙ୍ଗିନୀ_ଅଭିଯୋଗ
#ଆଣିଲେ_ପତ୍ନୀ.

ସ୍ବାମୀ ହ୍ୟୁମାନ ସାଗର ମଦ ପିଇ ମୋତେ ମାଡ ମାରନ୍ତି, ମୋ ଦେହରେ ବହୁ ଚିହ୍ନ ଅଛି, ଲୁଚାଇବାକୁ ଟାଟୁ ବି କରିଛି - ଶ୍ରୀୟା , ଗାୟକ ହ୍ୟୁମାନ ସାଗର ଓ ଶ୍ରୀୟା ପାରିବାରିକ ବିବାଦ ମାମଲା, ପ୍ରେସମିଟ୍ କରି ହ୍ୟୁମାନଙ୍କ ଉପରେ ବର୍ଷିଲେ ପତ୍ନୀ ଶ୍ରୀୟା ମିଶ୍ର, କହିଛନ୍ତି; ମଦ ପିଇବାକୁ ବାରଣ କଲେ ପିଟନ୍ତି ହ୍ୟୁମାନ ସାଗର, ଝିଅ ଜନ୍ମ ହେବା ପରେ ନିର୍ଯାତନା ବଢ଼ିଥିଲା, ନିଶା ଛାଡ଼ିବା ପରେ ମାରପିଟ୍ ପାଇଁ ଭୁଲ ମାଗନ୍ତି, ସମାଧାନ ପାଇଁ ଏଯାଏ ମୋ ସହ କେହି କଥା ହୋଇନାହାନ୍ତି, ସମ୍ପର୍କରେ ତିକ୍ତତା ପଛରେ ତୃତୀୟ ଲୋକର ହାତ ଅଛି, ନିର୍ଯାତନା ଅସହ୍ୟ ହେବାରୁ ଏବେ ମୁଁ ମୁଁହ ଖୋଲିଲି, ସମ୍ମାନ ରକ୍ଷା କରି ମୁଁ ଆଗରୁ ଚୁପ୍ ଥିଲି କହୁନଥିଲି ବୋଲି କହିଛନ୍ତି ଶ୍ରୀୟା.

୍କଳ_ନ୍ୟୁଜ

📌 ଡାକୋଟା ବିମାନକୁ ପୁଷ୍ପାଞ୍ଜଳି ଦେଇ ସ୍ବାଗତ କଲେ ମାନ୍ୟବର ମୁଖ୍ୟମନ୍ତ୍ରୀ Naveen Patnaik 📌 ଏହି ବିମାନରେ ବିଜୁ ବାବୁ ତାଙ୍କ ସାହସିକତାର ...
18/01/2023

📌 ଡାକୋଟା ବିମାନକୁ ପୁଷ୍ପାଞ୍ଜଳି ଦେଇ ସ୍ବାଗତ କଲେ ମାନ୍ୟବର ମୁଖ୍ୟମନ୍ତ୍ରୀ Naveen Patnaik
📌 ଏହି ବିମାନରେ ବିଜୁ ବାବୁ ତାଙ୍କ ସାହସିକତାର ଶ୍ରେଷ୍ଠତ୍ଵ ପ୍ରତିପାଦନ କରିଥିଲେ
📌 ଇଣ୍ଡୋନେସିଆର ସ୍ଵାଧୀନତା ସଂଗ୍ରାମୀଙ୍କୁ, ଡଚ୍ ମାନଙ୍କ କବଜାରୁ ମୁକ୍ତ କରିବାର ଅପାର ସଫଳତାର ଗାଥା ବହନ କରୁଛି

Naveen Patnaik

 #ବିଜୟରୁ_ଭାରତର_ବିଶ୍ୱକପ_ଅଭିଯାନ  "ବିଜୟ ର ସାକ୍ଷୀ ରହିଲା ରାଉରକେଲା ବିର୍ସା ମୁଣ୍ଡା ଷ୍ଟାଡିୟମ "ଆରମ୍ଭ ହୋଇଛି ପୁରୁଷ ହକି ବିଶ୍ଵକପ ୨୦୨୩,...
13/01/2023

#ବିଜୟରୁ_ଭାରତର_ବିଶ୍ୱକପ_ଅଭିଯାନ

"ବିଜୟ ର ସାକ୍ଷୀ ରହିଲା ରାଉରକେଲା ବିର୍ସା ମୁଣ୍ଡା ଷ୍ଟାଡିୟମ "
ଆରମ୍ଭ ହୋଇଛି ପୁରୁଷ ହକି ବିଶ୍ଵକପ ୨୦୨୩, ବିଶ୍ୱକପ ଅଭିଯାନକୁ 2-0 ବିଜୟ ସହ ଆରମ୍ଭ କରିଥିବା ଭାରତୀୟ ହକି ଟିମକୁ ଅଭିନନ୍ଦନ। ରଉରକେଲା ସ୍ଥିତ ବିର୍ସା ମୁଣ୍ଡା ଷ୍ଟାଡିୟମରେ ଉତ୍ସାହୀ ଜନତା,ଭାରତର ପ୍ରଥମ ମ୍ୟାଚକୁ ସ୍ମରଣୀୟ କରିଛନ୍ତି।
୍କଳ_ନ୍ୟୁଜ

Address

Kendrapara
754134

Alerts

Be the first to know and let us send you an email when The Utkala News posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to The Utkala News:

Videos

Share


Other News & Media Websites in Kendrapara

Show All

You may also like