Gadajat News

Gadajat News When You See a People Without a Smile Give Them Yours
(1)

07/04/2024

By - Sadashiba Panda 10:15 am ଗଡ଼ଜାତ ବ୍ୟୁରୋ ୦୭/୦୪ : ବିଜେପିରୁ ଇସ୍ତଫା ଦେଲେ ବିଜେପି ରାଜ୍ୟ ଉପସଭାପତି ଲେଖାଶ୍ରୀ ସାମନ୍ତସିଂହାର ।। ରାଜ୍ୟ ବ...

06/04/2024

୦୫ ଏପ୍ରିଲ ଶୁକ୍ରବାର ବଡ଼ମ୍ବା ନିର୍ବାଚନ ମଣ୍ଡଳୀରେ ଅଭିମାନପୁର ଠାରୁ ଭଟ୍ଟାରିକା ଓ ମହାରାଜା ପୀଠ ପର୍ଯ୍ୟନ୍ତ ରୋଡ଼ ସୋ କରି ଲୋକଙ୍କ ସହ ମିଶିଥିଲେ କଟକ ଲୋକସଭା ପ୍ରାର୍ଥୀ ସଂତୃପ୍ତ ମିଶ୍ର । ଏଥିରେ ବିଧାୟକ ଦେବୀ ପ୍ରସାଦ ମିଶ୍ରଙ୍କ ସମେତ ବହୁ ସଂଖ୍ୟାରେ ନେତା ଏବଂ କର୍ମୀମାନେ ଯୋଗଦେଇ ସାଂସଦ ପ୍ରାର୍ଥୀଙ୍କୁ ସ୍ବାଗତ କରିଥିଲେ ।।

04/04/2024
04/04/2024

Please Like Follow and Subscribe Gadajat News

youtube.com/gadajatnews
facebook.com/gadajatnews
twitter.com/gadajatnews
gadajatnews.blogspot.com

04/04/2024

ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ନେତା ସଞ୍ଜୟ ସିଂଙ୍କୁ ମିଳିଲା ଜାମିନ !! By - Sadashiba Panda , 01:15 pm ଭୁବନେଶ୍ୱର,୪/୪ (ଗଡ଼ଜାତ ବ୍ୟୁରୋ) :: ଦିଲ୍ଲୀ ମଦ ....

03/04/2024

ବଡ଼ମ୍ବା ବିଜେଡ଼ି ପକ୍ଷରୁ ମୁଗଗହୀର ପଞ୍ଚାୟତରେ ଜନଜାଗରଣ କାର୍ଯ୍ୟକ୍ରମ

https://youtu.be/1B40tDlx3oY?si=TmzXec6RMJrbOgg2

ଗଡ଼ଜାତ ବ୍ୟୁରୋ : ବଡମ୍ବା ବ୍ଲକ ମୁଗଗହୀର ପଞ୍ଚାୟତରେ ଆୟୋଜିତ ଜଣଜାଗରଣ ପଦଯାତ୍ରାରେ ସାମିଲ ହେଲେ ବିଧାୟକ
ଆଜିର ଏହି ଜନଜାଗରଣ ଗାଁକୁ ଚାଲ ପଦଯାତ୍ରାରେ ବଡମ୍ବା ନରସିଂହପୁର ବିଧାୟକ , ପୂର୍ବତନ ମନ୍ତ୍ରୀ ତଥା ବିଜେଡ଼ି ଉପସଭାପତି ଦେବୀପ୍ରସାଦ ମିଶ୍ର ଯୋଗଦେଇ ଶତାଧିକ କର୍ମୀଙ୍କ ସହ ମୁଗଗହୀର ପଞ୍ଚାୟତର ପ୍ରତ୍ୟେକ ଗ୍ରାମକୁ ଯାଇ ଘର ଘର ବୁଲି ବିଜେଡ଼ି ସରକାରରେ ନିରନ୍ତର ବିକାଶ , ଗାଁର ଉନ୍ନତି ଓ ମହିଳା ଶସକ୍ତିକରଣ ଉପରେ ଲୋକମାନଙ୍କୁ ସଚେତନ କରାଇଥିଲେ । ଏହି କାର୍ଯ୍ୟକ୍ରମ ବ୍ଲକ ବିଜେଡ଼ି ସଭାପତି ରବୀନ୍ଦ୍ର କୁମାର ସାହୁଙ୍କ ତତ୍ୱାବଧାନରେ ଆୟୋଜନ କରାଯାଇଥିବା ବେଳେ ଯୁବନେତା ଆଶିଷ ସାହୁ, ବ୍ଲକ ଅଧକ୍ଷ ରଘୁପତି ମହାନ୍ତି, ମୁଗଗହୀର ପଞ୍ଚାୟତର ସରପଞ୍ଚ କଳ୍ପନା ଚୌଧୁରୀ, ସମିତିସଭ୍ୟା ସୁନିତା ଚୌଧୁରୀ, ବ୍ଲକ ବିଜେଡ଼ି ସଂଯୋଜକ ସଦାନନ୍ଦ ସ୍ୱାଇଁ, ଉପାଧ୍ୟାକ୍ଷାଙ୍କ ପ୍ରତିନିଧି ସୁଶାନ୍ତ ଜେନା, ଶଙ୍ଖାମେରୀ ସରପଞ୍ଚ ପ୍ରତିନିଧି ମାନସ ମୁଦୁଲିଙ୍କ ସମେତ ମୁଗଗହୀର ପଞ୍ଚାୟତର ଶତାଧିକ ମହିଳା, ପୁରୁଷ କର୍ମୀ ଏବଂ ଦଳୀୟ ନେତା ଯୋଗଦେଇଥିଲେ । ସାତକୋଡିଆ ଗ୍ରାମର ରାମଚଣ୍ଡୀ ମନ୍ଦିରରେ ପୂଜାର୍ଚ୍ଚନା କରି ଶୋଭାଯାତ୍ରାରେ ବାହାରି ତୁଣପୁର ମୁଗଗହୀର ଶାତକୋଡିଆ ଗାଁର ବିଭିନ୍ନ ସାହି ପରିକ୍ରମା କରିଥିଲେ । ଶେଷରେ ଏକ ସାଧାରଣ ସଭାରେ ଉଦବୋଧନ ଦେଇ ସପ୍ତମ ଥର ପାଇଁ ବିଧାୟକ ପ୍ରାର୍ଥୀ ହେବା ପରେ ବିପୁଳ ଜନସମର୍ଥନ ପାଇଁ ପଞ୍ଚାୟତ ବାସୀଙ୍କୁ ଧନ୍ୟବାଦ ଦେଇଥିଲେ ବିଧାୟକ ।।

ଭୁଲ୍ କଲା ବିଜେପି , ଫାଇଦା ନେବେ ଦେବୀ  !!!ଗଡ଼ଜାତ ବ୍ୟୁରୋ :  ବଡ଼ମ୍ବା-ନରସିଂହପୁର ବିଧାନସଭା ଆସନରୁ ଲଗାତାର ଭାବେ ସପ୍ତମ ଥର ପାଇଁ ବିଜେଡ଼...
02/04/2024

ଭୁଲ୍ କଲା ବିଜେପି , ଫାଇଦା ନେବେ ଦେବୀ !!!
ଗଡ଼ଜାତ ବ୍ୟୁରୋ : ବଡ଼ମ୍ବା-ନରସିଂହପୁର ବିଧାନସଭା ଆସନରୁ ଲଗାତାର ଭାବେ ସପ୍ତମ ଥର ପାଇଁ ବିଜେଡ଼ିରୁ ବିଧାୟକ ପ୍ରାର୍ଥୀ ହୋଇଛନ୍ତି ବରିଷ୍ଠ ନେତା ତଥା ଦଳୀୟ ଉପସଭାପତି ଦେବୀ ପ୍ରସାଦ ମିଶ୍ର । ତାଙ୍କ ବିପକ୍ଷରେ ବିଜେପି ପ୍ରାର୍ଥୀ ଭାବେ ନୂଆ ମୁହଁ ସମ୍ବିତ ତ୍ରିପାଠୀଙ୍କୁ ମୈଦାନକୁ ଆଣିଛି ଦଳ । ଆଜି ବିଜେପି ପ୍ରାର୍ଥୀ ତାଲିକା ଘୋଷଣା କରିବା ପରଠୁ ଯାହା ଚର୍ଚ୍ଚା ଆଲୋଚନା ଚାଲିଛି ତାକୁ ଅନୁଧ୍ୟାନ କଲେ ସ୍ପଷ୍ଟ ଜଣାପଡ଼ୁଛି ଯେ , ୨୦୦୯ ନିର୍ବାଚନ ଭୋଟ ହାରଠୁ ଯଥେଷ୍ଟ ଅଧିକ ବ୍ୟବଧାନରେ ଜିତିବେ ଓଡ଼ିଶା ରାଜନୀତିର ଚାଣକ୍ୟ କୁହାଯାଉଥିବା ଦେବୀ ବାବୁ । କାରଣ ବିଜେପି ନେତା ହିସାବରେ ବିଜୟ ଦଳବେହେରାଙ୍କୁ ଆପଣେଇ ନେଇଥିଲେ ଅଞ୍ଚଳବାସୀ । ହଠାତ୍ ଅଳ୍ପ କେଇଟା ଦିନ ଆଗରୁ ରାଜନୀତି ମଇଦାନକୁ ଆସି କିଛି ସଂଖ୍ୟକ ହାତଗଣତି ଲୋକଙ୍କୁ ଧରି ସଂଗଠନ ଆରମ୍ଭ କରୁଥିବା ଏବଂ ପୂର୍ବରୁ ଧର୍ମେନ୍ଦ୍ର ପ୍ରଧାନଙ୍କ ଅଫିସରେ ଚାକିରୀ କରୁଥିଲେ ବୋଲି ସମ୍ବିତ ଟିକେଟ ହାତେଇବାରେ ସଫଳ ହୋଇଥିବା ଏବେ ବଡ଼ମ୍ବା-ନରସିଂହପୁର ସବୁଆଡ଼େ ଜୋରଦାର ଚର୍ଚ୍ଚା ଆଲୋଚନା ଚାଲିଛି । ସେପଟେ ପଛକୁ ହଟିବା/ସାଲିସ୍ ନକରି ୨୪ ନିର୍ବାଚନ ଲଢ଼ିବା ନେଇ ଏକପ୍ରକାର ସଙ୍କେତ ଦେଇଛନ୍ତି ବିଜୟ ଦଳବେହେରା ।।

ପୁଣି ବଦଳିଲେ କଟକ ଜିଲ୍ଲାପାଳ ତିନିଥର ଭରଦ୍ୱାଜନିର୍ବାଚନ ଦାୟିତ୍ବରୁ ବାଦ୍ ଦେଇ ଅନ୍ୟ ସରକାରୀ ପଦବୀରେ ନିଯୁକ୍ତ କରିବା ପାଇଁ ନିର୍ଦ୍ଦେଶ ଦେଲେ...
02/04/2024

ପୁଣି ବଦଳିଲେ କଟକ ଜିଲ୍ଲାପାଳ ତିନିଥର ଭରଦ୍ୱାଜ
ନିର୍ବାଚନ ଦାୟିତ୍ବରୁ ବାଦ୍ ଦେଇ ଅନ୍ୟ ସରକାରୀ ପଦବୀରେ ନିଯୁକ୍ତ କରିବା ପାଇଁ ନିର୍ଦ୍ଦେଶ ଦେଲେ ନିର୍ବାଚନ କମିଶନ ।।

ଗଡ଼ଜାତ ବ୍ୟୁରୋ :  ୧୧୨ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେପି । ବଡ଼ମ୍ବାରୁ ଲଢ଼ିବେ ସମ୍ବିତ ତ୍ରିପାଠୀ ଆଠଗଡ଼ରୁ ଅଭୟ ବ...
02/04/2024

ଗଡ଼ଜାତ ବ୍ୟୁରୋ : ୧୧୨ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେପି । ବଡ଼ମ୍ବାରୁ ଲଢ଼ିବେ ସମ୍ବିତ ତ୍ରିପାଠୀ ଆଠଗଡ଼ରୁ ଅଭୟ ବାରିକ ।।

02/04/2024

https://www.youtube.com/

ଭଦ୍ରକ - ୧୬ ନଂ ଜାତୀୟ ରାଜପଥ ନଳାଙ୍ଗ ସାଇ ମନ୍ଦିର ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଦୁର୍ଘଟଣାରେ ୦୨ ମୃତ ୦୪ ଆହତ । ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଟ୍ରକକୁ ପଛରୁ ପିଟିଲା ସ୍କର୍ପିଓ । ପଶ୍ଚିମବଙ୍ଗରୁ ପୁରୀ ଆସୁଥିବା ବେଳେ ଦୁର୍ଘଟଣା ଘଟିଥିବା ସୁଚନା ମିଳିଛି ।।

Please Like Share and Subscribe Our YouTube Channel Gadajat News

01/04/2024

ଗଡ଼ଜାତ ବ୍ୟୁରୋ : ନିର୍ବାଚନ ପାଇଁ ଆରମ୍ଭ ହେଲା ପ୍ରସ୍ତୁତି
https://www.youtube.com/
ଲଗାତାର ସପ୍ତମ ଥର ପାଇଁ ବିଜେଡ଼ିରୁ ବିଧାୟକ ପ୍ରାର୍ଥୀ ଘୋଷଣା ହେବା ପରେ ବରିଷ୍ଠ ନେତା ଦେବୀ ପ୍ରସାଦ ମିଶ୍ର ଆଜି ବଡମ୍ବାର ଆରାଧ୍ୟ ଦେବୀ ମାଆ ଭଟ୍ଟାରିକାଙ୍କ ଦର୍ଶନ କରିବା କରି ଜନଜାଗରଣ ପଦଯାତ୍ରା / ଗାଁ'କୁ ଚାଲ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି । ଏଥିରେ ବଡ଼ମ୍ବା ବ୍ଳକ ଅଧ୍ୟକ୍ଷ ରଘୁପତି ମହାନ୍ତି , ବ୍ଳକ ବିଜେଡ଼ି ସଭାପତି ରବିନ୍ଦ୍ର ସାହୁ , ବିଜେଡ଼ି ନେତା ସଦାନନ୍ଦ ସ୍ବାଇଁ , ସୁଶାନ୍ତ ଜେନାଙ୍କ ସମେତ ଶତାଧିକ ମହିଳା ପୁରୁଷ ଏବଂ ଦଳୀୟ କର୍ମୀ ଯୋଗଦେଇଥିଲେ । ୨୦୧୯ ନିର୍ବାଚନରେ ୫୨.୦୮ ପ୍ରତିଶତ ଭୋଟ୍ ପାଇ ସନ୍ତୁଷ୍ଟ ଥିବା ବିଜେଡ଼ି ଉପସଭାପତି ତଥା ବରିଷ୍ଠ ରାଜନେତା ଦେବୀ ବାବୁ ଏଥର ବହୁମତ ବ୍ୟବଧାନରେ ଜିତିବା ପାଇଁ ଯଥେଷ୍ଟ ତତ୍ପର ଥିବା ଅନୁମାନ କରାଯାଉଛି । ସୁଚନା ଥାଉ କି , ଆସନ୍ତା ମେ ମାସ ୦୬ ତାରିଖ ନୋମିନେଶନର ଶେଷ ତାରିଖ ଥିବା ବେଳେ ୦୯ ମେ ରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର , ୨୫ ମେ ରେ ଭୋଟ୍ ଗ୍ରହଣ ଏବଂ ୦୪ ଜୁନରେ ଘୋଷଣା ହେବ ଫଳାଫଳ ।।

01/04/2024

ଲଗାତାର ଭାବେ ସପ୍ତମ ଥର ପାଇଁ ବିଜେଡ଼ି ବିଧାୟକ ପ୍ରାର୍ଥୀ ଘୋଷଣା ହେବା ପରେ ବରିଷ୍ଠ ନେତା ଦେବୀ ପ୍ରସାଦ ମିଶ୍ର ଆଜି ବଡମ୍ବାର ଆରାଧ୍ୟ ଦେବୀ ମାଆ ଭଟ୍ଟାରିକାଙ୍କ ଦର୍ଶନ କରିବା ପରେ ଜନଜାଗରଣ ପଦଯାତ୍ରା ତଥା ଗାଁ କୁ ଚାଲ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି । ଏଥିରେ ବଡ଼ମ୍ବା ବ୍ଳକ ଅଧ୍ୟକ୍ଷ ରଘୁପତି ମହାନ୍ତି , ବ୍ଳକ ବିଜେଡ଼ି ସଭାପତି ରବି ସାହୁ , ବିଜେଡ଼ି ନେତା ସଦାନନ୍ଦ ସ୍ବାଇଁ , ଉପାଧ୍ୟକ୍ଷା ସ୍ବର୍ଣ୍ଣଲତା ବେହେରାଙ୍କ ସମେତ ଶତାଧିକ ମହିଳା ପୁରୁଷ ଏବଂ ଦଳୀୟ କର୍ମୀ ଯୋଗଦେଇଥିଲେ ।।

ବଡମ୍ବାରୁ ଦେବୀଙ୍କ ପ୍ରତିଦ୍ବନ୍ଦି କିଏ !! ବିଜୟ 'ନା' ସମ୍ବିତ ?ଗଡ଼ଜାତ ବ୍ୟୁରୋ : ବଡ଼ମ୍ବା ବିଧାନସଭା ନିର୍ବାଚନ ଲଢେଇରେ ଏଥର କିଏ ହେବେ ମୁହା...
01/04/2024

ବଡମ୍ବାରୁ ଦେବୀଙ୍କ ପ୍ରତିଦ୍ବନ୍ଦି କିଏ !! ବିଜୟ 'ନା' ସମ୍ବିତ ?
ଗଡ଼ଜାତ ବ୍ୟୁରୋ : ବଡ଼ମ୍ବା ବିଧାନସଭା ନିର୍ବାଚନ ଲଢେଇରେ ଏଥର କିଏ ହେବେ ମୁହାଁମୁହିଁ ? ‌ଗୋଟିଏ ପଟେ ବିଜେଡିର ବିଧାୟକ ପ୍ରାର୍ଥୀ ଭାବେ ଲଗାତାର ସପ୍ତମ ଥର ଲାଗି ଦଳ ଦେବୀ ମିଶ୍ରଙ୍କ ନାମ ଘୋଷଣା କରିସାରିଥିବା ବେଳେ ଏପର୍ଯ୍ୟନ୍ତ ବିଜେପି ପ୍ରାର୍ଥୀ କିଏ ହେବେ ତାକୁ ନେଇ ଲାଗିରହିଛି ଦ୍ବନ୍ଦ । ବିଜେପି ଓ କଂଗ୍ରେସ ଶିବିରରେ କିନ୍ତୁ ଏଯାଏ କୌଣସି ସ୍ପଷ୍ଟ ଚିତ୍ର ସାମ୍‌ନାକୁ ଆସି ପାରୁନାହିଁ । ବଡ଼ମ୍ବାରୁ ଦେବୀ ମିଶ୍ର ଏଯାଏ ଲଗାତାର ଭାବେ ୦୬ ଥର ଜିତି ସାରିଲେଣି । ଦୀର୍ଘ ବର୍ଷର ଅଭିଜ୍ଞତା ଓ ଦଳୀୟ କର୍ମୀମାନଙ୍କ ସହଯୋଗରେ ନିର୍ବାଚନ ଜିତିବା ପାଇଁ ଜୋରଦାର ପ୍ରସ୍ତୁତି କରୁଛନ୍ତି ଦେବୀ ବାବୁ ।।

ମାତ୍ର , ଇତିମଧ୍ୟ‌ରେ ନିର୍ବାଚନ ତାରିଖ ଘୋଷଣା ସରିଥିବା ଏବଂ ସମୟ ନିକଟ ହେଉଥିବା ବେଳେ ଏଯାଏ ଦେବୀଙ୍କ ପ୍ରତିଦ୍ବନ୍ଦ୍ବୀ ଭାବେ କିଏ ଉଭା ହେବେ ତାହା ସ୍ପଷ୍ଟ ହୋଇନାହିଁ । ଗତ ନିର୍ବାଚନରେ କଂଗ୍ରେସରୁ ବବି ମହାନ୍ତି ପ୍ରାର୍ଥୀ ହୋଇଥିଲେ ମଧ୍ୟ ତାଙ୍କୁ ଆଉ ଦଳୀୟ କାର୍ଯ୍ୟକ୍ରମରେ ଦେଖିବାକୁ ମିଳୁନାହିଁ । ସେ ବିଜେପିରୁ ଟିକେଟ୍‌ ପାଇଁ ଆଶାୟୀ ଥିବା କୁହାଯାଉଛି । ଅନ୍ୟପକ୍ଷରେ , ଗତ ନିର୍ବାଚନରେ ଆଖିଦୃଶିଆ ଭୋଟ ହାତେଇଥିବା ବିଜୟ ଦଳବେହେରା ଟିକେଟ ପାଇବେ କିମ୍ବ‌ା ପ୍ରଶାସନିକ ସେବାରୁ ସ୍ବେଚ୍ଛାକୃତ ଅବସର ନେଇ ରାଜନୀତିରେ ପାଦ ଥାପିଥିବା ଆୟକର କମିଶନର ସମ୍ବିତ ତ୍ରିପାଠୀ ବିଜେପିର ପ୍ରାର୍ଥୀ‌ହେବେ ବୋଲି ଶୁଣିବାକୁ ମିଳୁଛି । ତେବେ, ଏନେଇ ଏପର୍ଯ୍ୟନ୍ତ ଦଳ ପକ୍ଷରୁ କୌଣସି ସ୍ପଷ୍ଟ ଚିତ୍ର ଜଣାପଡ଼ିନାହିଁ ।।

ଉଲ୍ଲେଖଯୋଗ୍ୟ ଯେ ଗତ ନିର୍ବାଚନରେ ଦେବୀ ପ୍ରସାଦ ମିଶ୍ର ୯୦ ହଜାର ୫୬୪ ଭୋଟ ପାଇ ବିଜୟୀ ହୋଇଥିଲେ । ତାଙ୍କୁ ୫୨ ପ୍ରତିଶତ ଭୋଟ ମିଳିଥିଲା । ବିଜେପିର ବିଜୟ ଦଳବେହେରା ୭୨ ହଜାର ୫୪୫ ‌ଖଣ୍ଡ ଭୋଟ ପାଇ ୨ୟ ସ୍ଥାନରେ ରହିଥିଲେ । ତାଙ୍କର ଭୋଟ ପ୍ରତିଶତ ୪୨ ପ୍ରତିଶତ ରହିଥିଲା । ଅନ୍ୟପକ୍ଷରେ କଂଗ୍ରେସର ବବି ମହାନ୍ତି ୬୨୨୪ ଭୋଟ ଅର୍ଥାତ୍‌ ମାତ୍ର ୦୪ ପ୍ରତିଶତ ଭୋଟ ପାଇବା ସହିତ ଅମାନତ ହରାଇଥିଲେ ।।

01/04/2024
http://gadajatnews.blogspot.com/2024/04/blog-post.html
01/04/2024

http://gadajatnews.blogspot.com/2024/04/blog-post.html

ଗଡ଼ଜାତ ବ୍ୟୁରୋ : ୧୯୩୬ ମସିହା ଆଜିର ଦିନରେ ଭାଷା ଭିତ୍ତିରେ ଆମ ଉତ୍କଳ ଜନନୀ ଏକ ସ୍ବତନ୍ତ୍ର ପ୍ରଦେଶ ଭାବେ ଜନ୍ମଲାଭ କରିଥିଲା । ବିଭି....

http://gadajatnews.blogspot.com/2024/03/blog-post_87.html
31/03/2024

http://gadajatnews.blogspot.com/2024/03/blog-post_87.html

ଗଡ଼ଜାତ ବ୍ୟୁରୋ : ମେ' ୦୬ ରୁ ସ୍କୁଲରେ ଖରା ଛୁଟି । ଆସିଲା ୨୦୨୪-୨୫ ଶିକ୍ଷାବର୍ଷ କ୍ୟାଲେଣ୍ଡର । ୨୦୨୪ ଶିକ୍ଷାବର୍ଷ ପାଇଁ ପ୍ରକାଶିତ କ.....

http://gadajatnews.blogspot.com/2024/03/blog-post_30.html
30/03/2024

http://gadajatnews.blogspot.com/2024/03/blog-post_30.html

ଗଡ଼ଜାତ ନ୍ୟୁଜ ବ୍ୟୁରୋ : ଏପ୍ରିଲ ୦୨ ରୁ ସକାଳୁଆ ସ୍କୁଲ । ରାଜ୍ୟରେ ଏପ୍ରିଲ ୦୨ ରୁ ସକାଳୁଆ ସ୍କୁଲ ହେବ । ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିର...

http://gadajatnews.blogspot.com/2024/03/ilo.html
29/03/2024

http://gadajatnews.blogspot.com/2024/03/ilo.html

ଭାରତରେ ବେକାରୀ ଚିତ୍ର ଅତ୍ୟନ୍ତ ଚିନ୍ତାଜନକ । ସବୁଠାରୁ ବଡ଼ କଥା ହେଉଛି ମୋଟ ବେକାରି ସଂଖ୍ୟାରେ ସବୁଠୁ ଅଧିକ ହେଉଛନ୍ତି ଯୁବପିଢ଼ି । ଅ...

25/03/2024

ଦୋଳେ ଚ ଦୋଳଗୋବିନ୍ଦ
ଚାପେ ଚ ମଧୂସୁଦନମ୍
ରଥେ ତ୍ବଂ ବାମନ ଦୃଷ୍ଟ୍ବା
ପୂନଃଜନ୍ମ ନ ବିଦ୍ୟତେ ।।

http://gadajatnews.blogspot.com/2024/03/blog-post_35.html
24/03/2024

http://gadajatnews.blogspot.com/2024/03/blog-post_35.html

ବ୍ୟୁରୋ ରିପୋର୍ଟ (ଗଡ଼ଜାତ ନ୍ୟୁଜ) : ୨୦୨୪ ସାଧାରଣ ନିର୍ବାଚନ ପାଇଁ ଆଜି ବିଜେପି ପକ୍ଷରୁ ପ୍ରଥମ ପର୍ଯ୍ୟାୟ ଲୋକସଭା ପ୍ରାର୍ଥୀ ତାଲିକ.....

http://gadajatnews.blogspot.com/2024/03/blog-post_24.html
24/03/2024

http://gadajatnews.blogspot.com/2024/03/blog-post_24.html

ହୋଲି ପାଇଁ ରଙ୍ଗ ବଜାର ସରଗରମ । ବଡ଼ମ୍ବା ବଜାରରେ ଜମିଲାଣି ରଙ୍ଗର ପସରା... ହୋଲି ପାଇଁ ରଙ୍ଗ ବଜାର ସରଗରମ । ବଡ଼ମ୍ବା ବଜାରରେ ଜମିଲାଣ.....

http://gadajatnews.blogspot.com/2024/03/blog-post_94.html
24/03/2024

http://gadajatnews.blogspot.com/2024/03/blog-post_94.html

ଗଡ଼ଜାତ ଅଞ୍ଚଳ ନରସିଂହପୁରର ପ୍ରାଚୀନ ବିରଳ ପରମ୍ପରା ଭାବେ ଅଷ୍ଟଶମ୍ଭୁ ମେଲଣ ପ୍ରାୟ ଦୁଇ ଶହ ବର୍ଷ ହେବ ନରସିଂହପୁର ଅଞ୍ଚଳରେ ପାଳିତ ....

http://gadajatnews.blogspot.com/2024/03/blog-post_11.html
23/03/2024

http://gadajatnews.blogspot.com/2024/03/blog-post_11.html

କଟକ ( ଗଡ଼ଜାତ ନ୍ୟୁଜ ବ୍ୟୁରୋ ) : ଗତକାଲି ବିଜେଡ଼ି ଦଳରୁ ଇସ୍ତଫା ଦେଇଥିବା ଭର୍ତ୍ତୃହରି ମହତାବ ଖୁବଶୀଘ୍ର ବିଜେପିରେ ସାମିଲ ହୋଇ କଟକ .....

http://gadajatnews.blogspot.com/2024/03/blog-post_21.html
22/03/2024

http://gadajatnews.blogspot.com/2024/03/blog-post_21.html

ବଡ଼ ଖବର ଭୁବନେଶ୍ୱର (ଗଡ଼ଜାତ ନ୍ୟୁଜ ବ୍ୟୁରୋ) : ପରଲୋକରେ ବରିଷ୍ଠ ବିଜେଡି ନେତା ଦାମୋଦର ରାଉତ । ଏନେଇ ସୂଚନା ଦେଇଛନ୍ତି ପୁଅ ସମ୍ବିତ .....

22/03/2024

#

କିଛି ସମୟ ପୁର୍ବରୁ ନରସିଂହପୁର ବ୍ଲକ ସ୍ଥିତ ସୀତାରାମପୁର ଠାରୁ ନଖପଡ଼ା ମଧ୍ୟରେ ଏକ ଅଜଣା ଗାଡିରେ ଧକ୍କା ହୋଇଥିବା ନଖପଡ଼ା ଗ୍ରାମର ରୋହିତ କୁମ...
18/03/2024

କିଛି ସମୟ ପୁର୍ବରୁ ନରସିଂହପୁର ବ୍ଲକ ସ୍ଥିତ ସୀତାରାମପୁର ଠାରୁ ନଖପଡ଼ା ମଧ୍ୟରେ ଏକ ଅଜଣା ଗାଡିରେ ଧକ୍କା ହୋଇଥିବା ନଖପଡ଼ା ଗ୍ରାମର ରୋହିତ କୁମାର ସାମଲ (ବୟସ-୩୨ବର୍ଷ) ଙ୍କ ନରସିଂହପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ମୃତ୍ୟୁ ଘଟିଛି ।
ଗ୍ରାମବାସୀ ଅଜଣା ଗାଡ଼ିକୁ ଧରି ଯୋଡୁମ୍ ଥାନାକୁ ହସ୍ତାନ୍ତର କରିଥିବା ସୁଚନା ମିଳିଛି । ଗାଡ଼ି ଧକ୍କାରେ ଦୁଇଜଣ ବ୍ୟକ୍ତି ଆହତ ହୋଇଥିଲେ । ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଯଥାସମ୍ଭବ ସହଯୋଗ କରିଥିଲେ ସମିତି ସଭ୍ୟ ତଥା ଉଦୀୟମାନ ଯୁବ ନେତା ଶକ୍ତି କୁମାର ମିଶ୍ର ।।

Address

Badamba, Odisha
Cuttack
754031

Telephone

+919778930154

Website

https://gadajatnews.blogspot.com/, https://www.twitter.com/gadajatnews

Alerts

Be the first to know and let us send you an email when Gadajat News posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Gadajat News:

Videos

Share


Other News & Media Websites in Cuttack

Show All