Utkala Odisha

  • Home
  • Utkala Odisha

Utkala Odisha Contact information, map and directions, contact form, opening hours, services, ratings, photos, videos and announcements from Utkala Odisha, News & Media Website, .

09/10/2024

#ଦଶହରାର_ସବୁ_ସିନେମାରେ_ଗୀତ_ଗାଇଛି
#ସ୍ଵୟମ୍_ନୁହେଁ_ସମସ୍ତଙ୍କ_ସହ_ଗୀତ_ଗାଇବାକୁ_ପସନ୍ଦ_କରେ

04/10/2024

ଦଶହରା ପୂର୍ବରୁ ରାଜଧାନୀରେ ଅସମ୍ଭାଳ ଭିଡ଼। ଭିଡ଼ ଭିତରେ ହନ୍ତସନ୍ତ ଯାତ୍ରୀ। ସନ୍ଧ୍ୟା ୭ ଟା ପୂର୍ବରୁ ଭିଡ଼ ଦେଖିଲେ ଉଡ଼ିଯିବ ହୋସ୍। ଯଦି ଆପଣ କୌଣସି ଗୁରୁତ୍ଵପୂର୍ଣ୍ଣ କାର୍ଯ୍ୟରେ ଯାଉଛନ୍ତି ତେବେ ୨ ଘଣ୍ଟା ପୂର୍ବରୁ ଆସନ୍ତୁ, ନହେଲେ ପଡ଼ିଯିବେ ହଇରାଣରେ।

28/09/2024

ାହାଣୀ_ଥିଲେ_ଫିଲ୍ମ_ସୁପରହିଟ_ହେଉଛି
#ଓଡ଼ିଆ_ଫିଲ୍ମ_ଭଲ_ବ୍ୟବସାୟ_କରୁନି

27/08/2024

#ରତ୍ନଭଣ୍ଡାର_ଚୋରି_କରିନାହାଁନ୍ତି_ତ_ସରକାର_? କୋଉଠୁ ଆସିଲା ବିମାନ ବନ୍ଦରକୁ ଏତେ ସୁନା ? #ସୁଲତା_ଦେଓ ଙ୍କ ବିସ୍ପୋରକ ବୟାନ।

02/08/2024

#ୟୂପି_ରୁ_ଆଳୁ_ଆସିଲେ_କଣ_ହେବ_ଓଡ଼ିଶାର_ଅବସ୍ଥା ?

09/06/2024

#ପାଣ୍ଡିଆନ୍_ଛାଡ଼ିଲେ_ରାଜନୀତି//ଏବେ କରିବେ କଣ ?

07/06/2024

#ବିଜେଡ଼ି_ପରାଜୟ_ପଛରେ_ରହିଛି_କେଉଁ_କାରଣ ? କେବଳ ପାଣ୍ଡିଆନ୍ ନୁହଁନ୍ତି,ଏଇ ଅଫିସର୍ ବି ଅଛନ୍ତି ସାମିଲ୍ !

03/06/2024

ଓଡ଼ିଶା ଦେଖିବ ନୂଆ ସରକାର ! ଚମକାଇଲା ଏକଜିଟ୍ଟ ପୋଲ୍।

30/05/2024

#କାହିଁ_ଖୋଲୁନି_ମହାବାହୁଙ୍କ_ରତ୍ନଭଣ୍ଡାର ? ରହିଛି ଏହି ରହସ୍ୟ......

29/05/2024

#ପରିବର୍ତ୍ତନର_ନାରାରେ_କିଏ_ହାତେଇବ_ହାଇପ୍ରୋଫାଇଲ୍_ମାହାଙ୍ଗା_ଆସନ ?

24/05/2024

େ_କିଏ_ମାରିବ_ବାଜି ?।। େବ_କି_ପରିବର୍ତ୍ତନ ?

24/05/2024

#କିଏ_ହାତେଇବ_ସାଲେପୁର_ଆସନ ? #ବିଜେଡିକୁ_ଲାଗିବ_କି_ଝଟକା ?

20/05/2024

#ନିର୍ବାଚନ_ସମୟରେ_ଓଡ଼ିଶାରେ_ବାତ୍ୟା_ଆଶଙ୍କା।। କଣ ରହିବ ସମ୍ଭାବ୍ୟ ସାମୁଦ୍ରିକ ଝଡ଼ର ଗତିପଥ ?

20/05/2024

#ଜଗନ୍ନାଥ_ମୋଦୀଙ୍କ_ଭକ୍ତ।।ଚର୍ଚ୍ଚା ବଢ଼ାଇଲା ପୁରୀ ସାଂସଦ ପ୍ରାର୍ଥୀ ସମ୍ବିତ ପାତ୍ରଙ୍କ ବୟାନ।।

08/05/2024

ଉତ୍କଳ ବିଶ୍ୱବିଦ୍ୟାଳୟ କୁଳପତିଙ୍କୁ ଘେରିଲେ ଛାତ୍ରଛାତ୍ରୀ। କେବେ ସୁଧୁରିବ ବିଶ୍ଵବିଦ୍ୟାଳୟ ସ୍ଥିତି ?

08/05/2024

ଗୋଳିଆ ପାଣି ପିଉଛନ୍ତି ଉତ୍କଳ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀ। କେବେ ସୁଧୁରିବ ବ୍ୟବସ୍ଥା।

07/04/2024

ଅଭିଳାଷ ହିଁ ବିକଳ୍ପ,ଖଣ୍ଡପଡ଼ା ଟିକେଟ ହେବ ପୁନର୍ବିଚାର।।

07/04/2024

ସାଲେପୁରରେ ପ୍ରଶାନ୍ତଙ୍କ ଲୋକପ୍ରିୟତା ଆଗରେ ହିମାଂଶୁଙ୍କ କ୍ରେଜ ଫିକା। ସ୍ୱାଧୀନ ଲଢ଼ିବେ ହିମାଂଶୁ !

Address


Telephone

+919938543306

Website

Alerts

Be the first to know and let us send you an email when Utkala Odisha posts news and promotions. Your email address will not be used for any other purpose, and you can unsubscribe at any time.

Videos

Shortcuts

  • Address
  • Telephone
  • Alerts
  • Videos
  • Claim ownership or report listing
  • Want your business to be the top-listed Media Company?

Share