Socialtalk News

Socialtalk News jay Shreeram 🚩
(6)

31/03/2024

ବିଜେପି ଜିତିଲେ ମୋଦି ପ୍ରଧାନମନ୍ତ୍ରୀ ହେବେ 🙋🏼‍♂️କିନ୍ତୁ bjd ଜିତିଲେ କଣ ହେବ 🤔 .... ପାଣ୍ଡୁ ର ଟେଣ୍ଟ୍ ବନ୍ଧା କାମ ହେବ 🙋🏼‍♂️.....

28/03/2024

ଶକୁନି ପାଣ୍ଡୁ ନିଜ ସ୍ବାର୍ଥ ପାଇଁ ଆଜି BJD ଟାକୁବଳି ପକେଇ ଦେଲା🙋🏼‍♂️ ପାଣ୍ଡୁ ପାଇଁ ଆଜି BJD ଭାଗ ଭାଗ 😂....
ଜୟ ଶ୍ରୀରାମ 🙏🚩.....

28/03/2024

ଓଡିଶା ବାସୀ ମନ ବଳେଇ ସାରିଲେଣି ଏଥର ପରିବର୍ତ୍ତନ 🙋🏼‍♂️
ଜୟ ଶ୍ରୀରାମ 🙏🚩......

ରଙ୍ଗ ର ପର୍ବ ହୋଲି 🥰 ରେ ବହୁତ୍ ସାରା ଶୁଭେଚ୍ଛା 🤗.....Happy Holi 🤗
26/03/2024

ରଙ୍ଗ ର ପର୍ବ ହୋଲି 🥰 ରେ ବହୁତ୍ ସାରା ଶୁଭେଚ୍ଛା 🤗.....
Happy Holi 🤗

24/03/2024

ଓଡ଼ିଶା ବାସୀ ଠିକ୍ କହିଲିତ 🙋🏼‍♂️....
ନା ଆଉ କଣ ଛାଡ଼ିଦେଲି 🤔......
କେମିତି ଲଢ଼ିଲେ ପାଣ୍ଡୁ ହଟିବ 🙋🏼‍♂️.....

23/03/2024

ଯିଏ ନିର୍ମମ ଭାବେ ଦୁଇ ନିରୀହ ଛୁଆ ଙ୍କୁ ହତ୍ୟା କଲା ତା କୁ ତୁମେ ସମର୍ଥନ କରୁଛ 🤔.....
ଆଜି କଣ ପାଇଁ ଚୁପ୍ ଅଛ 🙋🏼‍♂️

23/03/2024

କଣ ସବୁ ଘଟୁଛି ଏ ଦେଶରେ 🤔.....
TMC ନେତାଙ୍କ କଥା ରେ କଣ ଜବାବ୍ ଦେଉଛନ୍ତି ନବୀନ ବାବୁ ଦେଖିବାକୁ ବାକି ରହିଲା 🙏.....
ଜୟ ଜଗନ୍ନାଥ 🙏🚩.....

22/03/2024

Electoral bond scam 🙋🏼‍♂️
ମାଷ୍ଟର ମାଇଣ୍ଡ ବିଜେଡି ନୁହଁ ତ 950 କୋଟି କିଏ ଦେଲା 🫣...





20/03/2024

ଭାରତ ଏମିତି ଏକ ଦେଶ ଯୋଉଠି ବୋହୁସଂକ୍ଷକ ସବୁ ବେଳେ ଅଳ୍ପସଂକ୍ଷକ ଙ୍କ ଦ୍ଵାରା ପ୍ରତାଡିତ ହୁଅନ୍ତି 🙋🏼‍♂️ ....

18/03/2024

ରୋହିଜ୍ଞା ବାଂଲାଦେଶୀ ଙ୍କୁ ଓଡ଼ିଶା ରୁ ବିଦା କରିବା ସମୟ ଆସିଗଲା 🙋🏼‍♂️.... ସଚେତନ ହୁଅ ମୋର ଓଡ଼ିଶା ବାସି 🙏.....

17/03/2024

ବବି ବାବୁ ଆଉ କେତେ ବଳିଦାନ ଦେବେ ଏ ତାମିଲ ପାଣ୍ଡୁ ପାଇଁ 🤔..

15/03/2024

ସଞ୍ଜୟ ଭାଇ ଙ୍କୁ ଆକ୍ରମଣ କରିବା ପାଇଁ ଆଜି ବାଂଲାଦେଶୀ ରିହିଜ୍ଞା ଆସିଥିଲେ 🙋🏼‍♂️ ବହୁତ୍ ସାହସ ବଢ଼ି ଗଲାଣି ଏଥର ଇଲାଜ୍ କରିବାକୁ ପଡ଼ିବ 🙋🏼‍♂️ ....
ଜୟ ଶ୍ରୀରାମ 🙏🚩....

11/03/2024

କାହିଁକି ମୋଦି ଜି BJD ସହ ମେଣ୍ଟ ପ୍ରସ୍ତାବକୁ ସମର୍ଥନ ଦେଉଛନ୍ତି 🙋🏼‍♂️ କଣ ସେ ରାଷ୍ଟ୍ରହିତର ନିଷ୍ପତ୍ତି କି ମୋଦି ଜି 2024 ର କାର୍ଯ୍ୟକାଳ ରେ ନେଇ ପାରନ୍ତି ବୋଲି ଚର୍ଚ୍ଚା ହଉଛି 🙋🏼‍♂️....

10/03/2024

ସ୍ଵାଭିମାନୀ ଓଡିଆ ଙ୍କ ପରିଶ୍ରମ ବୃଥା ଜୀବନୀ🙋🏼‍♂️.....

09/03/2024

🔴Live ......
ଜୟ ଶ୍ରୀରାମ 🙏🚩.......

09/03/2024

ମହାଶିବରାତ୍ରୀ ରେ ମହାଦେବ ଙ୍କ ବେଶ ଧାରଣ କରି ଜଣେ ଯୁବକଙ୍କର ହିନ୍ଦୁ ସମାଜ କୁ କଣ ବାର୍ତ୍ତା ଦେଲେ 🙋🏼‍♂️....

07/03/2024

ଗୋ ହତ୍ୟାକାରୀ ଙ୍କୁ କେବେ ଛଡ଼ା ଯିବନି 🙋🏼‍♂️ ...
କଟକ DG office ଘେରାଉ 🙏 ...
ଧନ୍ୟବାଦ ଦେବି ସମସ୍ତ ହିନ୍ଦୁ ଭାଇ ଭଊଣି ମାନଙ୍କୁ କାଲି ଆସି ଯୋଗ ଦେଇ ଥିବାରୁ 🙏......

03/03/2024

ନବୀନ ବାବୁ ପରେ BJD ଖତମ୍ ହେଇଯିବନିତ 🙋🏼‍♂️ ...

03/03/2024

ନବିନ ବାବୁ ମଲେ ତାଙ୍କ ମୁହଁରେ ପାଣି ଦେବାକୁ କେହି ନାହାଁନ୍ତି 🙋🏼‍♂️ ।।ତ ତାଙ୍କୁ ଆଉଥରେ ମୁଖିଆ ବନେଇ ଦେବା 🤔 ....।।

02/03/2024

କଂଗ୍ରେସ ରେ ରହି ରହି ସୁର ବୁଢ଼ା ମୁଣ୍ଡ ରେ ରାମ ବିରୋଧି ବନିଯାଇଛି ||🙋🏼‍♂️
raut controversy ||odisha letast news

01/03/2024

ସୁର ବୁଢ଼ା କଥାର ଜବାବ ଦେଲେ ସାଧୁ 🙋🏼‍♂️...
ହିନ୍ଦୁ ଆଉ ଚୁପ୍ ନୁହଁ ଯେ ଯିଏ ଯାହା ମନ ଇଚ୍ଛା ଗପି ଦେଇ ଯିବ 🙏
ଜୟ ଶ୍ରୀରାମ 🙏🚩....

29/02/2024

୬୦୦ ଏକର ରେ ପଶୁ ଚିକିତ୍ସାଳୟ || vantara || World's Largest Animal Rescue Facility

27/02/2024

ଏଥର ଓଡ଼ିଶା ରେ କାହା ଶାସନ 🙋🏼‍♂️...

24/02/2024

ମେରୁଦଣ୍ଡ ବିହୀନ ଶାସନ ଆମକୁ ଦରକାର ନାହିଁ 🙋🏼‍♂️....

23/02/2024

ବିଜେପି Washing Machine vs ବିଜେଡ଼ି Washing Machine 🙋🏼‍♂️......
ପ୍ରଦୀପ ପାଣିଗ୍ରାହୀ ଙ୍କୁ ଏତେ ଡର କଣ ପାଇ bjd ର 😂.......

୍ରୀରାମ

21/02/2024

ୟେ କଣ ସବୁ ସତ କଥା 🤔....





20/02/2024

🔴 #କୂରୁଡୁ_ଗୋଶାଳା🙏 ଏମିତି ଗୋଶାଳା ଆପଣ କେବେ ଦେଖି ନଥିବେ 🙋🏼‍♂️......
କେତେ କଷ୍ଟ ରେ ଗୋଶାଳା ଚାଲିଛି 🙏🤗...
ପ୍ରକୃତିକୋଳରେ ଏକ ସୁନ୍ଦର ଗୋଶାଳା 🙏🚩....

18/02/2024

ବିଜେଡ଼ି ନେତା କର୍ମୀ ମାନେ ଭୁଲି ନ ଯାଆନ୍ତୁ ଏ କ୍ଷମତା ସବୁ ଦିନ ପାଇଁ ନଥିବ 🙋🏼‍♂️.....
ନେତା କୋଳା କୋଳି କର୍ମୀ ମାlରା ମରି 😂.......





17/02/2024

ପାଣ୍ଡୁ ୫ ବର୍ଷ ଲୁଟିବା ପାଇଁ ଯୋଜନା କରିଦେଲା 🙋🏼‍♂️....
ଓଡ଼ିଶା ବାସୀ ସଚେତନ ହୁଅ 🙏....

16/02/2024

ପାଣ୍ଡୁ କହିଲା ଓଡ଼ିଶା ରେ ବିଜେପି ସରକାର 🤔🙋🏼‍♂️.....
କଣ କଲୁରେ ପାଣ୍ଡୁ ତୁ 🥹କଣ କରିବେ ସବୁ କ୍ରୀତଦାସ 🤔......





Address

Odisha
Bhubaneswar
750017

Alerts

Be the first to know and let us send you an email when Socialtalk News posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Socialtalk News:

Videos

Share


Other Media/News Companies in Bhubaneswar

Show All