News12 Odisha

News12 Odisha This is a odia news portal or channel in odisha. Here are posted news daily. All OTT Platform available . Ltd. Company

All India News Channel And International,

Glavish & Glory Network Pvt.

ନ୍ୟୁଜ ୧୨ ଓଡିଶା ଆଗକୁ ନୁଆଁ କରି ସାଟେଲାଇଟରେ ପାଦ ଦେବାକୁ ଯାଉଛି । ଏଥିପାଇଁ ମାରକେଟିଙ୍ଗ ମ୍ୟାନେଜରର ଆବଶ୍ୟକ‌ତା ଅଛି | Contact Numbe - ...
16/03/2024

ନ୍ୟୁଜ ୧୨ ଓଡିଶା ଆଗକୁ ନୁଆଁ କରି ସାଟେଲାଇଟରେ ପାଦ ଦେବାକୁ ଯାଉଛି । ଏଥିପାଇଁ ମାରକେଟିଙ୍ଗ ମ୍ୟାନେଜରର ଆବଶ୍ୟକ‌ତା ଅଛି | Contact Numbe - 076838 69409 WhatsApp - 8260594923

📰 Stay updated with the latest news in Odisha on News12! From local events to global updates, we've got you covered.    ...
17/01/2024

📰 Stay updated with the latest news in Odisha on News12! From local events to global updates, we've got you covered. 🌐

27/08/2023

ମାହାଙ୍ଗା ରେ ଆଇନ ଶୃଙ୍ଖଳା ବିପର୍ଯ୍ୟାସ୍ତ !‎

27/08/2023

କଲେଜ ଛାତ୍ରୀ ଙ୍କୁ ଅପହରଣ !

27/08/2023

ମଲା ମାଛ ଦେଇ ହଡପ 29ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ! News12 Odisha

27/08/2023

ଆଦିବାସୀଙ୍କ ମୁଣ୍ଡରେ ଅଠା ! News12 Odisha

17/06/2023

Lunching very soon News12 Channel in Andhra Pradesh and Telangana our State Head Mr. G Devudu .
Heartly Congratulations to Mr. G Devudu Odisha

ଜିଲ୍ଲାପାଳଙ୍କ ଜନଶୁଣାଣୀ ଶିବିର ଦେବଗଡ ତା  12/06/ 2023ବାରକୋଟ ବ୍ଲକ  ସମ୍ମିଳନୀ କକ୍ଷ ଠାରେ  ଯୁଗ୍ମ ଅଭିଯୋଗ ଶୁଣାଣି  ଶିବିର ଅନୁଷ୍ଠିତ ହୋ...
12/06/2023

ଜିଲ୍ଲାପାଳଙ୍କ ଜନଶୁଣାଣୀ ଶିବିର
ଦେବଗଡ ତା 12/06/ 2023
ବାରକୋଟ ବ୍ଲକ ସମ୍ମିଳନୀ କକ୍ଷ ଠାରେ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି।ଏହି ଶିବିର ରେ ଜିଲ୍ଲାପରିଷଦ ମୂଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଲୁକାସ୍ ପ୍ରଧାନ ଯୋଗ ଦେଇ 26ଟି ଅଭିଯୋଗ ଶୁଣାଣି କରି ଏହା ଉପରେ ଆବଶ୍ୟକ ପଦକ୍ଷେପ ପାଇଁ ସଂପୃକ୍ତ ଅଧିକାରୀ ମାନଙ୍କୁ ତୁରନ୍ତ ସମାଧାନ କରିବାପାଇଁ ନିର୍ଦ୍ଦେଶ ଦେଇଥିଲେ। ଶିବିର ରେ ବ୍ୟକ୍ତିଗତ 14ଟି , ସାମୁହିକ 12ଟି ସମସ୍ୟା ଉପରେ ଆଧାରିତ ଥିଲା। ଶିବିର ରେ ବିଭିନ୍ନ ସମସ୍ୟା ଯଥା ରାସ୍ତାଘାଟ, ନଳକୂପ, ଇଲେକ୍ଟି,ପାନୀୟଜଳ,0.04 ଜମିର ପଟ୍ଟା, ଓ ସ୍କୁଲ ଘର ନିର୍ମାଣ, ଜମି ଜମା ଚିହ୍ନଟ, ଓ କଳାକାର ଭତା, ଉପରେ ଜିଲ୍ଲାପରିଷଦ ମୂଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଦୃଷ୍ଟି ଆକର୍ଷଣ କରିଥିଲେ। ଜିଲ୍ଲା ପରିଷଦ ମୂଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ପ୍ରଧାନ ଏହାର ପ୍ରତିକାର ପାଇଁ ବିଭିନ୍ନ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇ ଥିଲେ।ଏହି ଶିବିର ରେ ଉପ ଜିଲ୍ଲାପାଳ ବ୍ରଜବନ୍ଧୁ ଭୋଇ, ଡେପୁଟି କଲେକ୍ଟର ଲୀଳାବତୀ ନାୟକ, ଗୋଷ୍ଟି ଉନ୍ୟାୟନ ଅଧିକାରୀ ବିଜୟ କୁମାର ସଏ , ତାହେସିଲଦାର ଓ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ।

12/06/2023

ସାତ ଦିନ ହେବ ଯୁବକ ନିଖୋଜ ! News12 Odisha

12/06/2023

ବିଜୁ ଜନତା ଦଳର ସାଙ୍ଗଠନିକ ବୈଠକ ଓ ବନ୍ଧୁ ମିଳନ ଉତ୍ସବ ପାଳିତ! News12 Odisha

12/06/2023

ଙ୍କଡା ହାଡ଼ ବ୍ଲକ ଠାରେ ମିଶନ ଶକ୍ତି ଗୃହ ର ଶୁଭ ଉଦଘାଟନ ! News12 Odisha

12/06/2023

ମହାନଦୀ ଚିତ୍ରୋତ୍ପଳା ଦ୍ବି୍ପାଞ୍ଚଳ ର କଳମିଶ୍ରି ପଞ୍ଚାୟତ କାର୍ଯାଳୟ ପରିସରରେ ଏକ ମେଗା ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା,ପରାମର୍ଶ ଶିବିର ଅନୁଷ୍ଠିତ ହୋଇଯାଇଛି ! News12 Odisha

12/06/2023

କଟକ ଜିଲ୍ଲା ବିଜୁ ଜନତା ଦଳର କାର୍ଯ୍ୟ କାରିଣୀ ବୈଠକ ଅନୁଷ୍ଠିତ ! News12 Odisha

12/06/2023

କାଶୀନଗର ରେ ଚୋର ମାନଙ୍କ ଉପଦ୍ରବ ବଢୁଛି ପୋଲିସ ନିରବ ସାଜିଛି ! News12 Odisha

12/06/2023

ରାଜ୍ୟ ସ୍ତରୀୟ ସାମାଜିକ କର୍ମୀ ସମ୍ମିଳନୀ ଅନୁଷ୍ଠିତ ! News12 Odisha

12/06/2023

ଲୋଧଣୀ ହାଇସ୍କୁଲ ର ସୁବର୍ଣ୍ଣ ଜୟନ୍ତୀ ପାଇଁ ପ୍ରସ୍ତୁତି ବୈଠକ ! News12 Odisha

12/06/2023

ମା ତାରାତାରିଣୀଙ୍କ ପୀଠରେ ଦୁଇ ଦିନ ଧରି ବଢେଇ ଭାଇ ମାନଙ୍କୁ ନେଇ ଦକ୍ଷିଣ ଓଡ଼ିଶା ବିଶ୍ଵକର୍ମା ସମାଜ ( ବଢେଇ କୁଳ) ସଙ୍ଗଠନ ପକ୍ଷରୁ ମହାସଭା ଆୟୋଜନ କରାଯାଇଥିଲା ।! News12 Odisha

12/06/2023

ବିଡିଓ ଙ୍କ ମନମୁଖୀ କାର୍ଯ୍ୟରେ ଅସନ୍ତୁଷ୍ଟ ସମସ୍ତ ପଞ୍ଚାୟତ ପ୍ରତିନିଧି ! News12 Odisha

12/06/2023

ମାହାଙ୍ଗା ଉପନିବନ୍ଧକ କାର୍ଯ୍ୟାଳୟ ର ଶିଳାନ୍ୟାସ କଲେ ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା
ବିକାଶ ପଥର ନାୟକ ପ୍ରତାପ ଜେନା ! News12 Odisha

12/06/2023

ଆଜି ଅପରାହ୍ନ ରେ ତେଲକୋଇ ଅଞ୍ଚଳରେ କାଳବୈଶାଖୀର ପ୍ରଭାବ ଦେଖିବାକୁ ମିଳିଥିଲା ! News12 Odisha

ବିଶ୍ୱ ଶିଶୁଶ୍ରମିକ ନିଷେଧ ଦିବସ କୁହାଯାଏ ଆଜିର ଶିଶୁ କାଲିର ଭବିଷ୍ୟତ| ଥରେ ଭାବି ଦେଖିଲେ ଖେଳିବା,ବୁଲିବା ବୟସରେ ଯଦି ପିଲାଙ୍କୁ ପରିସ୍ଥିତି ...
12/06/2023

ବିଶ୍ୱ ଶିଶୁଶ୍ରମିକ ନିଷେଧ ଦିବସ

କୁହାଯାଏ ଆଜିର ଶିଶୁ କାଲିର ଭବିଷ୍ୟତ| ଥରେ ଭାବି ଦେଖିଲେ ଖେଳିବା,ବୁଲିବା ବୟସରେ ଯଦି ପିଲାଙ୍କୁ ପରିସ୍ଥିତି ଦିନ ମଜୁରିକରିବାକୁ ବାଧ୍ୟ କରେ ତେବେ ତାଙ୍କ ଭବିଷ୍ୟତ କଣ ହେବ? ତେବେ ଶିଶୁଶ୍ରମିକ କହିଲେ ଆମେ ସାଧାରଣ ଅର୍ଥରେ କଣ ବୁଝୁ? କମ ବର୍ଷ ବୟସର ପୁଅଝିଅ ମାନଙ୍କୁ ଶ୍ରମିକ ରୂପେ ନିୟୋଜିତ କରିବାକୁ ଶିଶୁଶ୍ରମିକ ର ଆଖ୍ୟା ଦିଆଯାଇଥାଏ| ଏହି ଦାଦନ କାର୍ଯ୍ୟ କରିବା ଦ୍ୱାରା ଗୋଟେ ଶିଶୁର ପାଠପଢା ସହିତ ଶାରୀରିକ ଓ ମାନସିକ ବିକାଶରେ ବାଧା ସୃଷ୍ଟି ହୋଇଥାଏ| ଏଣୁ ଶିଶୁଶ୍ରମିକ ପରି ଏକ ନିନ୍ଦନୀୟ ସମସ୍ୟା ଉପରେ ସ୍ୱର ଉତ୍ତଳନ କରିବା ପାଇଁ ମିଳିତ ଜାତିସଂଘର ଅନ୍ତରାଷ୍ଟ୍ରୀୟ ଶ୍ରମ ସଂଗଠନର ଆହ୍ୱାନ କ୍ରମେ 2002 ମସିହାଠାରୁ ଏହି ଦିବସ ପାଳିତ ହୋଇ ଆସୁଅଛି| ଦାରିଦ୍ର୍ୟ,ତୃଟିପୁର୍ଣ୍ଣ ଶିକ୍ଷା ଓ ପାରିବାରିକ ଆସନ୍ତି ଆଦି ଶିଶୁଶ୍ରମିକ ସମସ୍ୟା ର ପ୍ରମୁଖ କାରଣ ଅଟେ| ସୂଚନା ଅନୁଯାୟୀ 2020 ମସିହାରେ ବିଶ୍ୱରେ ଶିଶୁଶ୍ରମିକଙ୍କ ସଂଖ୍ୟା 160 ମିଲିଅନ୍ ଥିବାବେଳେ 2011ର ଜନଗଣନା ଅନୁସାରେ ଭାରତରେ ଶିଶୁଶ୍ରମିକଙ୍କ ସଂଖ୍ୟା ଥିଲା 10.1| ଶିଶୁଶ୍ରମିକ ସମସ୍ୟା ସମଗ୍ର ବିଶ୍ୱ ପାଇଁ ଏକ କଳଙ୍କ ଓ ଏହାର ଦୂରୀକରଣ ପାଇଁ ସମସ୍ତ ଙ୍କ ମିଳିତ ସହଯୋଗ ର ଅବଶ୍ୟକତା ରହିଛି| ତେବେ ପ୍ରତିବର୍ଷ ଜୁନ୍ 5 ତାରିଖକୁ 100 ରୁ ଅଧିକା ଦେଶରେ ଶିଶୁଶ୍ରମିକ ନିଷେଧ ଦିବସ ପାଳନ କରାଯାଏ| ତେବେ ଆମକୁ ବୁଝିବା ଦରକାର ଯେ ଏହି ନିରୀହ ଶିଶୁ ମାନଙ୍କ ଭବିଷ୍ୟତର ସୁରକ୍ଷା ପ୍ରତ୍ୟକ ନାଗରିକର କର୍ତବ୍ୟ ଅଟେ| by sonali panigrah

10/06/2023

ମନମର୍ଜୀ ରେ ଚାଲିଛି ସମସରପୁର ଅଙ୍ଗନୱାଡ଼ି ! News12 Odisha

ନୃତ୍ୟରେ ଜୀବନ ଓ ନୃତ୍ୟରେ ମୃତ୍ୟୁ ମଞ୍ଚ ଉପରେ ଟଳି ପଡିଲେ ନୃତ୍ୟଗୁରୁ ଗଣେଶନ| ଗତ କାଲି ରାତିରେ ଭୁବନେଶ୍ୱରର ଭଞ୍ଜକଳା ମଣ୍ଡପରେ ଆୟୋଜିତ ଶ୍ରୀ...
10/06/2023

ନୃତ୍ୟରେ ଜୀବନ ଓ ନୃତ୍ୟରେ ମୃତ୍ୟୁ

ମଞ୍ଚ ଉପରେ ଟଳି ପଡିଲେ ନୃତ୍ୟଗୁରୁ ଗଣେଶନ| ଗତ କାଲି ରାତିରେ ଭୁବନେଶ୍ୱରର ଭଞ୍ଜକଳା ମଣ୍ଡପରେ ଆୟୋଜିତ ଶ୍ରୀ ଜୟଦେବ ରାଷ୍ଟ୍ରୀୟ ସମାରୋହ ଓ ନବୀନ କଳାକାର ସାଂସ୍କୃତିକ କାର୍ଯ୍ୟକ୍ରମରେ ଏହି ଅଭାବନିୟ ଘଟଣା ଘଟିଛି| ନୃତ୍ୟ ପରିବେଷଣ ସହ ଶ୍ରୀ ଜୟଦେବ ଅନ୍ତର୍ଜାତୀୟ ପୁରସ୍କାର ଗ୍ରହଣ କରିବାକୁ ସୁଦୂର ମାଲେସିଆରୁ ଓଡିଶା ଆସିଥିଲେ ନୃତ୍ୟଶିଳ୍ପୀ ଶ୍ରୀ ଗଣେଶନ| ପ୍ରଦୀପ ପ୍ରଜ୍ବଳନ ପରେ ନୃତ୍ୟ ପରିବେଷଣ କଲାବେଳେ ଦର୍ଶକଙ୍କ ସାମ୍ନାରେ ମଞ୍ଚ ଉପରେ ହିଁ ଟଳିପଡିଥିଲେ ନୃତ୍ୟଗୁରୁ| by sonali panigrahi

THE REAL SUCCESS ''There are no secrets to success. It is the result of preparation, hard work, and learning from failur...
10/06/2023

THE REAL SUCCESS

''There are no secrets to success. It is the result of preparation, hard work, and learning from failures''- Colin Powell. The word 'success' is associated with all of us. According to our society, having wealth, collection of cars, number of houses, wearing expensive garments and having social power. In short, having a luxurious life is called success. Each and every member of our society wants to be a successful person which is not at all a problem, but the actual problem lies in misunderstanding the real meaning of success. Therefore, they all are running behind the unrealistic success. But the real success lies in some facts which are happiness, freedom and satisfaction. Can you even imagine a life without happiness? without freedom and satisfaction? I am sure the answer will be a big ''NO''. But in this contemporary world you have to be happy as well as wealthy at the same time to fulfil your necessities. For today's youth it has turned into a burden. But it is not that difficult as it looks. So, to become a successful person you have to follow certain things. Such as, first you have to get out of your comfort zone. Not just to get success but to explore new things in life. Secondly you have to read atleast 10 pages a day to enhance your knowledge and creativity. The last but not the least the most important is self-belief. Because if you can't believe in yourself, you can't be able to achieve anything in your life. But above all, remember that your inner happiness and mental peace matters the most.
by sonali panigrahi

10/06/2023

ରେଡ଼ିଓ ବସୁଧା ର ଲୋକାର୍ପଣ ଉତ୍ସବ ! News12 Odisha

Address

Bhubaneswar

Alerts

Be the first to know and let us send you an email when News12 Odisha posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to News12 Odisha:

Videos

Share


Other Bhubaneswar media companies

Show All