Bike thief aprehended at attabira
ସ୍କୁଲରେ ଢାଲାପକାଇଲେ ଛାତ୍ରଛାତ୍ରୀ ଓ ଅଭିଭାବକ ।
ନୁଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ଉରୁଆମୁଣ୍ଡା ଗ୍ରା, ପ,ତାଲପଦର ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଙ୍କ ଅବହେଲା ଯୋଗୁଁ ଛୁଆଙ୍କ ମଧ୍ୟାହ୍ନ ଭୋଜନ ପରେ ତାଲା ବନ୍ଦ କରିଥିଲେ।
ଅଭିଭାବକଙ୍କ କହିବା ଅନୁସାରେ ପ୍ରଧାନଶିକ୍ଷକ ଠିକ ସମୟରେ ସ୍କୁଲକୁ ଆସୁନାହାନ୍ତି, ସରକାରି ମେନୁ ଅନୁଯାୟୀ ଖାଦ୍ୟ ଦିଆ ଜାଉନାହିଁ, ଓ କରୋନା ସମୟରେ ମଧ୍ୟାହ୍ନ ଭୋଜନ ବାବଦକୁ ସରକାର ଯେଉଁ ଅର୍ଥ ଛାତ୍ରଛାତ୍ରୀଙ୍କ ପାଇ ପ୍ରଦାନ କରିଥିଲେ । ସେହି ଅର୍ଥ ଅନ୍ୟ ସ୍କୁଲ ର ଛାତ୍ରଛାତ୍ରୀ ପାଇସାରିଲେଣି କିନ୍ତୁ ଆମ ତାଲପଦର ସ୍କୁଲର ଛାତ୍ରା ଛାତ୍ରୀ ପାଇନାହାନ୍ତି। ଓ ପ୍ରଧାନଶିକ୍ଷକ ସ୍କୁଲକୁ ଢ଼େରିଲେ ଆସୁଛନ୍ତି ହେଲେ ପାଠ ପଢ଼ାଇବା ବଦଳରେ ସ୍କୁଲ ଆଫିସ କୋଠ ରିରେ ଆରାମରେ ଶୋଇ ପଢୁଛନ୍ତି।
ଏଭଲି ଗୁରୁତର ଅଭିଯୋଗ କରିଛନ୍ତି ।
ନୂଆପଡ଼ା ଜିଲ୍ଲା ପ୍ରତିନିଧି ସତିସଯୋଶି
ଭିସୁଟର ବିକାଶ ପାଇଁ ହଜାରେ କୋଟି, ୮୦ ଏକର ଜମି
ସମ୍ବଲପୁର : ୨୫-୮ (ନି.ପ୍ର.) ଭିସୁଟର ବିକାଶ ପାଇଁ ହଜାରେ କୋଟି । ଉନ୍ନୟନ ମୂଳକ କାର୍ଯ୍ୟ ପାଇଁ ଭିସୁଟକୁ ଏକ ହଜାର କୋଟି ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏ ନେଇ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଆଜି ସମ୍ବଲପୁର ଗସ୍ତରେ ଆସି ସୂଚନା ଦେଇଛନ୍ତି ।
ସେହିପରି ଆଗାମୀ ଦିନରେ ଭିସୁଟକୁ ସେଣ୍ଟର ଅଫ ଏକ୍ସିଲେନ୍ସରେ ପରିଣତ କରାଯିବ । ଛାତ୍ରଛାତ୍ରୀଙ୍କ ସଂଖ୍ୟା ୫୦୦୦ ରୁ ୧୦୦୦୦ କୁ ବୃଦ୍ଧି ପାଇଁ ଯୋଜନା କରାଯାଉଛି । ତେବେ କ୍ୟାମ୍ପସ ସଂପ୍ରସାରଣ ପାଇଁ ଆହୁରି ୮୦ ଏକର ଜମି ଭିସୁଟକୁ ମିଳିବ ଓ ସ୍ଥାୟୀ ପଟ୍ଟା ଦିଆଯିବ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି ।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ସମଲେଇ ମନ୍ଦିରର ଖୁବ ଶୀଘ୍ର ଉନ୍ନୟନମୂଳକ କାର୍ଯ୍ୟ ଆରମ୍ଭ ହେବ । ଉଚ୍ଛେଦ ହେଉଥିବା ଆଉ କିଛି ଘର ସ୍ଥାନାନ୍ତର ବାକି ରହିଛି । ଏହା ମଧ୍ୟ ଜଲଦି ସରିଯିବ । ସେହିପରି ହୀରାକୁଦ ବନ୍ଧରେ ଫାଟ ଉପରେ ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟ ଶାସନ ସଚିବ । ସର୍ଭେ ଏକ ର
ଆମ ଆଦମୀ ପାର୍ଟି ଓଡ଼ିଶାର ରାଜ୍ୟ କାର୍ଯ୍ୟକର୍ତା ସମ୍ମିଳନୀ
ପଞ୍ଚମ ଶ୍ରେଣୀର ନାବାଳିକା ଙ୍କୁ ଦୁଷ୍କର୍ମ ଅଭିଯୋଗ ।
ବୌଦ୍ଧ: ବୌଦ୍ଧ ଜିଲ୍ଲାରେ ଏକ
ଅଭାବନୀୟ ଘଟଣା ଘଟିଯାଇଛି। ପଞ୍ଚମ ଶ୍ରେଣୀର ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ । ବୌଦ୍ଧ ଜିଲ୍ଲାର ବାଉଁଶୁଣି ଥାନା ବହିରା ପଂଚାୟତ ଅନ୍ତର୍ଗତ ତାଳପଡା ଗ୍ରାମରେ ପଞ୍ଚମ ଶ୍ରେଣୀର ନାବାଳିକାଙ୍କୁ ଦୁଷ୍କର୍ମ ନେଇ ବାଉଁଶୁଣି ଥାନାରେ ଅଭିଯୋଗ ।ସୂଚନା ଅନୁଯାୟୀ ଗତକାଲି 6ଘଣ୍ଟା ସମୟରେ ଘରେ ବାପା ମା ବିଲକୁ କାମ କରି ପାଇଁ ଯାଇଥିବା ବେଳେ ଘରେ କେହି ନ ଥିବାର ସୁଯୋଗ ନେଇ ସେହି ଗ୍ରାମର 21ବର୍ଷୀୟ ଅଭିଯୁକ୍ତ ସରୋଜ ରଣବିଡା ଝିଅକୁ ଦୁଷ୍କର୍ମ କରି କାହାକୁ ନକହିବା କୁ ଝିଅ କୁ କହିଥିଲେ। ଯଦି କହିବୁ ଜୀବନରେ ମାରିଦେବି ବୋଲି ଝିଅକୁ ଧମକ ଦେଇଥିଲେ ।ଏହାପରେ ଝିଅ ବାପାମାଙ୍କୁ ନ କହି ଚୁପ ଥିଲା ଦେହ ଅସୁସ୍ଥ ହେବାରୁ ଆଜି ସବୁକଥା ବାପା ମାଙ୍କୁ ଝିଅ କହିଲା। ଏହାପରେ ଆଜି ନାବାଳିକା ଝିଅକୁ ଧରି ପ୍ରଥମେ ବାଉଁଶୁଣି ମେଡ଼ିକାଲ କୁ ନେଇଥିଲେ ।ହେଲେ ବାଉଁଶୁଣି ମେଡ଼ିକାଲରେ ପୋଲିସ ନ ଆସିଲେ ଟିଟମେଂଣ୍ଟ କରିବାକୁ ମନା କରିଦେଇଥିଲେ।
ସମ୍ବଲପୁର ନ୍ୟୁ କଲୋନୀ ସ୍ଥିତ ଆନନ୍ଦ ମାର୍ଗ ପ୍ରଚାର ସଂଘ ଆଶ୍ରମରେ ଜୁଲାଇ 15,16,17 ତାରିଖ ତିନିଦିନ ଧରି ପୂର୍ଣ୍ଣାଙ୍ଗ ଜୀବନ ଦର୍ଶନ ଉପରେ ସେମିନାର ଅନୁଷ୍ଠିତ ହୋଇଯାଇଛି। ଏଥିରେ 17 ଟି ଜିଲ୍ଲାରୁ ପ୍ରାୟ 300 ଆନନ୍ଦ ମାର୍ଗୀ ଯୋଗ ଦାନ କରିଛନ୍ତି। ଏଥିରେ ଆନନ୍ଦ ମାର୍ଗର ମୁଖ୍ୟ ପ୍ରଶିକ୍ଷକ ଆଚାର୍ଯ୍ୟ ସିଦ୍ଧ ବିଦ୍ୟାନନ୍ଦ, ଆଚାର୍ଯ୍ୟ ନବାରୁଣାନନ୍ଦ ଅବଧୂତ, ଦେବଗଡ଼ କଲେଜ ର ପୂର୍ବତନ ଅଧ୍ୟକ୍ଷ ଲୋକନାଥ ପ୍ରଧାନ,ଆଚାର୍ଯ୍ୟ କୃଷ୍ଣଶ୍ରୟନନ୍ଦ ଅବଧୂତ, କୋଶଲ ସମାଜ ର ସମ୍ପାଦକ ଦିଲୀପ ପଣ୍ଡା ପ୍ରମୁଖ ଆଲୋଚନା କାର୍ଯ୍ୟକ୍ରମ ମାନଙ୍କରେ ଅଂଶ ଗ୍ରହଣ କରିଥିଲେ। (ଜନମୁଖ)
ଖବର ସାଙ୍ଗେ ସାଙ୍ଗେ
ହାଇବା ଧକ୍କାରେ ଜଳି ଗଲା ସ୍କୁଟି, 2 ଛାତ୍ର ଅଳ୍ପକେ ବର୍ତିଲେ
(ହୃଷିକେଶ ଖମାରୀଙ୍କ ଠାରୁ)
16/07: ଆଜି ଦିନ ପରେ 10ଟା ବେଳେ ଗୋଡ଼ଭଗା ତୁରୁମ 54 ନ ରାଜ୍ୟ ରାଜପଥରେ ଏକ ହାଇବା ଧକ୍କାରେ ଏକ ସ୍କୁଟି ସମ୍ପୂର୍ଣ୍ଣ ଜଳି ଯାଇଛି। ଦେଖନ୍ତୁ। ସ୍କୁଟିରେ ଆସୁଥିବା ଦୁଇ ଛାତ୍ର ଛିଟିକି ପଡି ସାମାନ୍ୟ ଆହତ ହୋଇଛନ୍ତି। ଟ୍ରକ ଡ୍ରାଇଭର ଫେରାର ହୋଇଯାଇଛି।
ଶ୍ରୀଅରବିନ୍ଦ ଅତିମାନସ ଜାଗରଣ ଯାତ୍ରା
ଜହ୍ନାପ ଡ଼ା ଶ୍ରୀଜଗନ୍ନାଥ ମାଉସୀ ଘରେ