Sambalpuri Editz

Sambalpuri Editz ସମୂଲପୁରୀ comedy ...

23/01/2025

ଶ୍ରୀଚରଣ ମହାନ୍ତି ଭଜନ ସଂଧ୍ୟା
ଭଜନ :- ମତେ ବାନ୍ଧି ନେବ ବାନ୍ଧି ନେବ ରେ ଯମ ଦଉଡ଼ି

22/01/2025

ଜୟ ଶ୍ରୀ ରାମ
ଆଜି ଗୁଟେ ଖୁସିର ଦିନ Dt- 22/01/2024 କେ ଗୁଟେ ବରଷ ହେଇଗଲା ଅଯୋଧ୍ୟା ର ଶ୍ରୀ ରାମ ଲାଲା ଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ
Viral ଶ୍ରୀରାମ ଭଜନ :- ଭାରତ କା ବଚ୍ଚା ବଚ୍ଚା ଜୟ ଜୟ ଶ୍ରୀ ରାମ ବୋଲେଗା
Singer -
ସଭେ Comment ରେ ଲେଖମା Jay Shree Ram

20/01/2025

ଜୟ ଜଗନ୍ନାଥ ଜୟ ଜଗନ୍ନାଥ
ନିଳାଚଳ ଧାମ ଯାଇ ମୁ ପାରୁନି ଏଇଠି କରୁଛି ଦଣ୍ଡବତ ଓଡ଼ିଆ ଭଜନ Viral Papular ଗୀତ ର Original Singer- ଶ୍ରୀଚରଣ ମହାନ୍ତି ଙ୍କ ଭଜନ ସନ୍ଧ୍ୟାରେ
At - Andharipali (Bargarh)


#2025

31/12/2024

Maa Narayani Mandir Prtisata ra 3numbar Barshik ustav re vet padma Niuta rahela Aasun 04-01-2025 Time - 5pm At - Andharipali (Larmbha), Bargarh
Aapan manku hasbar lagi Malmalia Rupesh & Comedy Team Sange Comedian Niramal Singh Aasuchan
#2025

29/12/2024

ଆମର ଗାଁ ବୁଲେଇ ନେମି ତତେ ଗୀତ ସଂଚାର ର ତାଲେ କେନତା ଲାଗୁଛେ

19/12/2024

ଯେନ ସମ୍ବଲପୁରୀ Folk song 100M views ହେଇଛେ "ରସ ଜାମୁଡାଲି" ଗୀତ ଆଧୁନିକ କୃଷ୍ଣଗୁରୁ ରେ

18/12/2024

ପୁଷ୍ଠା ମେହେର ତଲାବିରା ଆଧୁନିକ କୃଷ୍ଣ ଗୁରୁ ରେ ଗାଏଲେ ଭାଇରାଲ ସମ୍ବଲପୁରୀ Sad ଗୀତ ""କଲଙ୍କ""

17/12/2024

Viral Sambalpuri Song:- କାଲା କାଲା ତିଲ
Singer - Umakant Barik & Archana Padhi

16/12/2024

ଛୁଆ ମାନକ ର ନାଚ କେନତା ଲାଗୁଛେ Sure Comment କରିବେ
ସାମ୍ବଲପୁରୀ ଗୀତ :- ଜାଲି ଖୁପା

15/12/2024

Old is God
ପୁରନା ଗୀତ ହେଲେ ବି ଶୁନବାର କେ ମନ ଲାଗସି
ଗୀତ :- ଇ ବଏସେ ଧରିଅଛେ କାଏଁ ବେମାର

14/12/2024

ପଦ୍ମଶ୍ରୀ ଜିତେନ୍ଦ୍ର ହରିପାଲ ଙ୍କ Papular ଗୀତ ମହୁଲ ଝାରେ ବରଷିଲା ପାନି
ଷ୍ଟେଜ ରେ ବସିଥିଲେ ଗୀତ ର ବଜା ଶୁନିକରି ନାଚି ପକାଲେ

14/12/2024

ଭାଇରାଲ ନାଟକ ସେଇ ଗୋଟିଏ ଭୁଲ ପାଇଁ କୋଣାର୍କ ଗଣନାଟ୍ୟ ର
ଡେଢଶାଶୁ କହି ନଳିନୀ ଙ୍କ ସହିତ ଜବରଦସ୍ତ ସିନ ରତିକାନ୍ତ ପରିଢା ନାଟକ ରେ

13/12/2024

ଭାଇରାଲ ସମ୍ବଲପୁରୀ ଗୀତ ମନର ମଏନା ର Original Singer
ପ୍ରଥମ କୁମ୍ଭାର ରାଧେ ମେଲୋଡି ରେ

09/12/2024

ଲୁକି ଯାଉଥିବାର ଆଉ ଗୁଟେ ନାଚ "ଘୋଡାନାଚ" ଯେନୁ ମାଁ ତାରିଣୀ କେ ମୁଡିଆ ମାରି ମୁଲ ନାଚ ଗୀତ କଥାନି Kolabira (Jharasuguda) ର ଛାତ୍ରୀ ମାନକର ମନ ଘିନା ନାଚ

07/12/2024

ଜୟ ମାଁ ସମଲେଇ ଦୁନିଆଁ କେ ରଖ ମାଁ ସମ୍ଭଲେଇ
ଥରେ ଦେଖୁନ୍ ରଘୁନାଥ ପାଲି ବଏଲ ଯାତ୍ରା ରେ ମାଁ ସମଲେଇ ର ଲିଲା

29/11/2024

ପହେଲା ଚୁମା
ସମ୍ବଲପୁରୀ ଗୀତ ଦୁନିଆ ଥ ଶହ ଶହ ଗୀତ ଗାଇ କରି ନାଁ କରିଥିବାର Famle Singer ସଞ୍ଜୁ ମହାନ୍ତି ଭାଇରାଲ ଗୀତ "କାଲି ସକାଲେ ଭେଟ ପଡମା ଗୋ ହେଟା ପହେଲା ଚୁମା " ଗୀତ ମେଲୋଡି ରେ

29/11/2024

ଯାତ୍ରା ରଙ୍ଗ ତରଙ୍ଗ
ଧନ ତମେ ପାଡ଼ି ଦେଉଛ ଭାଇରାଲ କମେଡି ର କମେଡିଏନ୍ କାଳିଆ ନୂଆ କରି ବାହାରି ଥିବା ବିଗ୍ ବଜେଟ୍ ଯାତ୍ରା ରଙ୍ଗ ତରଙ୍ଗ ମଞ୍ଚ ରେ ପାଡି ଦେଉଛ ଡାଇଲଗ



Address

Sambalpur

Alerts

Be the first to know and let us send you an email when Sambalpuri Editz posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Sambalpuri Editz:

Videos

Share

Category