ମାନବ ସେବାହିଁ ମାଧବ ସେବାର ଅଧକ୍ଷ ନିରଞ୍ଜନ ସ୍ୱାଇଁ ଙ୍କ ଆଜି ଭିନ୍ନ ଏକ ପ୍ରୟାସ ।
SocialTalk Rajnandini Panda #newsupantakhabar #newsupantakhabar #neurologicalproblem #news #newsupantaodisha #odiabhutagapa #coronaupdate #newsodia #coronavirus #coronavirus #newstatus #2023HappyNewYear
ଆପଣ ମାନଙ୍କ ର ସାମାନ୍ୟ ଗୋଟିଏ ସେୟାର ହୁଏତ କାହା ଜୀବନ ବଞ୍ଚେଇ ଦେଇ ପାରେ ଓ ଗୋଟିଏ ଗରିବ ପରିବାର ର ମେରୁଦଣ୍ଡ ବା ପରିବାର ର ଏକ ମାତ୍ର ରୋଜଗାରିଆ ଲୋକ ଅସୁବିଧା ରେ ଯେବେ ପଡେ ପୁରା ପରିବାର ଭାଙ୍ଗି ପଡିଥାଏ ସେହି ସମୟ ରେ ଆପଣ ମାନଙ୍କ ସହଯୋଗ ଆବଶ୍ୟକ ପଡିଥାଏ ଆପଣ ମାନେ କିଛି ନଦେଇ ପାରନ୍ତି କିନ୍ତୁ ଟିକେ ତ ଆଶ୍ରିବାଦ କରିପାରିବେ ଓ ତାଙ୍କ ର ସେହି ଛୋଟିଆ ଭିଡ଼ିଓ ଟିକୁ ଶେୟାର କରିପାରିବେ ସେହି ଟିକକ ତାଙ୍କ ପାଇଁ ଆଶ୍ରିବାଦ ହୋଇ ରହିବ ଓ ତାଙ୍କ ପରିବାର ପୁଣି ହସି ଉଠିବ ନିଁଛିତ ଧନ୍ୟବାଦ
..
..
#ଜଣେ ଆଶା ଭଉଣୀ ଆପଣଙ୍କୁ ସାହାଯ୍ୟ ମାଗୁଛି #pleasehelp 🙏🙏ଭିଡ଼ିଓ ଟିକୁ ବହୁମାତ୍ରା ରେ ସେୟାର କରନ୍ତୁ 🙏ଯେମିତି ସବୁ ଆଶା ଭଉଣୀ ଙ୍କ ପାଖରେ ପହଞ୍ଚିବ 🙏ଦେଖିବା ଆଶା ଭଉଣୀ ଙ୍କ ଏକତା 🙏ଜୟ ଜଗନ୍ନାଥ 🙏
#SharePost
ଆପଣ ମାନଙ୍କ ର ସାମାନ୍ୟ ଗୋଟିଏ ସେୟାର ହୁଏତ କାହା ଜୀବନ ବଞ୍ଚେଇ ଦେଇ ପାରେ ଓ ଗୋଟିଏ ଗରିବ ପରିବାର ର ମେରୁଦଣ୍ଡ ବା ପରିବାର ର ଏକ ମାତ୍ର ରୋଜଗାରିଆ ଲୋକ ଅସୁବିଧା ରେ ଯେବେ ପଡେ ପୁରା ପରିବାର ଭାଙ୍ଗି ପଡିଥାଏ ସେହି ସମୟ ରେ ଆପଣ ମାନଙ୍କ ସହଯୋଗ ଆବଶ୍ୟକ ପଡିଥାଏ ଆପଣ ମାନେ କିଛି ନଦେଇ ପାରନ୍ତି କିନ୍ତୁ ଟିକେ ତ ଆଶ୍ରିବାଦ କରିପାରିବେ ଓ ତାଙ୍କ ର ସେହି ଛୋଟିଆ ଭିଡ଼ିଓ ଟିକୁ ଶେୟାର କରିପାରିବେ ସେହି ଟିକକ ତାଙ୍କ ପାଇଁ ଆଶ୍ରିବାଦ ହୋଇ ରହିବ ଓ ତାଙ୍କ ପରିବାର ପୁଣି ହସି ଉଠିବ ନିଁଛିତ ଧନ୍ୟବାଦ🙏♥️
..
.. #savelife
.. #Odisha
.. #socialworker
.. SocialTalk
.. Rajnandini Panda
ଏହି ଭିଡିଓ ଟି ପୁରୀ ଜିଲ୍ଲା ସାକ୍ଷୀଗୋପାଳ ବିସିନାଥ ପୁର ଗ୍ରାମ ର ଭିଡ଼ିଓ ଆମ ଗ୍ରୁପ ତରଫରୁ କିଛି ସାହାଯ୍ୟ କରନ୍ତୁ 🙏
#ସାକ୍ଷୀଗୋପାଳ #ବିସିନାଥପୁର 🙏ମାନବ ସେବାହିଁ ମାଧବ ସେବା💗 Debendra Subudhi Radio Choklate 104 FM Dhum Mitha
ବୁଢ଼ୀ ମାକୁ ମାଡ ମାରି ଘରୁ ବିଦା କରିଦେଲେ ପୁଅ ବୋହୁ
ଘରକୁ ବୁଢ଼ୀ ଅଡ଼ୁଆ କରିଲା ପୁଅକୁ ଆଉ ବୋହୂକୁ
ସେଇଥି ପାଇଁ ଘରୁ ମାଡ ମାରି ତଡି ଦେଇଛି ଜନ୍ମ କଲା ପୁଅ
ଏଭଳି ଅଭାବନିୟ ଘଟଣା ଘଟିଛି ଯାଜପୁର ଜିଲ୍ଲା ଚମ୍ପୁଆ ଗ୍ରାମରେ
ଟିକେ ସୁନିନିଆନ୍ତି କଣ କହୁଛନ୍ତି ବିଧବା ବୁଢୀ ମା ଜଣଙ୍କ
ଶୁଣିଲେତ ଦର୍ଶକ ବନ୍ଧୁ,
ଯୋଉ ମା ଗୋଟିଏ ପୁଅ କୁ କେତେ ପୂଜା ପାଠ କରି ପାଇଥିଲା
କେତେ କଷ୍ଟ ସାହି ପିଲାଟିକୁ ବଡ ମଣିଷ କରିଥିଲା
ଆଜି ସେହି ପୁଅ ତା ସ୍ତ୍ରୀ କଥାରେ ପଡ଼ି ଆଜି ମାଡ ମାରି ଘରୁ ତଡ଼ି ଦେଇଛି
ବିଚାରି ବୁଢୀ ମାଉସୀ ଜଣଙ୍କ ଆଶ୍ର ନପାଇ ପୁରୀ ବଡ଼ଦାଣ୍ଡ ରେ ଆସି ପହଞ୍ଚି ଜାଗାକୁ ତାଙ୍କ ଦୁଃଖ ଜଣାଇଥିଲେ
କାଳିଆ ର ଅପାର କରୁଣାରୁ ବୁଢ଼ୀ ମାଉସୀ ଙ୍କୁ ସାହାଯ୍ୟର ହାତ ବଢ଼ାଇଥିଲେ ମାନବ ସେବା ହିଁ ମାଧବ ସେବା ର କର୍ମ କର୍ତ୍ତା
ଯେଉଁ ମାନେ କି ଏବେ ମାଉସୀଙ୍କୁ ସୁରକ୍ଷିତ ସହିତ ନେଇ ବୃଢ଼ ଶ୍ରମ ରେ ଛାଡ଼ି ଥିଲେ