Shree Mandir &Shree Jagannath &Srikhetra

  • Home
  • Shree Mandir &Shree Jagannath &Srikhetra

Shree Mandir &Shree Jagannath &Srikhetra ଜୟ ଶ୍ରୀଜଗନ୍ନାଥ🙏

16/01/2025

ଗତକାଲି ଶ୍ରୀ ମନ୍ଦିରରେ ସ୍ଵତନ୍ତ୍ର ନୀତି ହେତୁ ଶ୍ରୀ ଜୀଉ ମାନଙ୍କ ପହୁଡ଼ ନୀତି ହୋଇପାରି ନାହିଁ, ଏଣୁ ଦ୍ଵାରଫିଟା ନୀତି ନ ହୋଇ ପତିତପାବନ ଶ୍ରୀଜଗନ୍ନାଥଙ୍କ ମଙ୍ଗଳ ଆରତୀ ନୀତି ପୂଜା ପଣ୍ଡା ସେବାୟତଙ୍କ ଦ୍ଵାରା ସକାଳ୦୫:୫୧ରେ ସମାପ୍ତ ହେଲା
#ଜୟଜଗନ୍ନାଥସ୍ୱାମୀ #ପୁରୀ #ଜୟଜଗନ୍ନାଥ Shree Mandir &Shree Jagannath &Srikhetra

13/01/2025

ସିଂହଦ୍ୱାର ଫିଟା ନୀତି ଭିତରଛ ମହାପାତ୍ର ଙ୍କ ଦ୍ୱାରା 03.24 AM ରେ ସମାପ୍ତ ହେଲା
ଦର୍ଶନ କରନ୍ତୁ ମହାପ୍ରଭୁ ଙ୍କ ଦିବ୍ୟ ମଙ୍ଗଳ ଆଳତି
#ପୁରୀ #ଜୟଜଗନ୍ନାଥସ୍ୱାମୀ #ଜୟଜଗନ୍ନାଥ Shree Mandir &Shree Jagannath &Srikhetra

08/01/2025

ସିଂହଦ୍ୱାର ଫିଟା ନୀତି ଭିତରଛ ମହାପାତ୍ର ଙ୍କ ଦ୍ୱାରା 03.18 AM ରେ ସମାପ୍ତ ହେଲା
ଦର୍ଶନ କରନ୍ତୁ ମହାପ୍ରଭୁ ଙ୍କ ଦିବ୍ୟ ମଙ୍ଗଳ ଆଳତି
#ପୁରୀ #ଜୟଜଗନ୍ନାଥସ୍ୱାମୀ #ଜୟଜଗନ୍ନାଥ Shree Mandir &Shree Jagannath &Srikhetra

22/12/2024

ସକାଳୁ ଦର୍ଶନ କରନ୍ତୁ ପତିତପାବନ ଙ୍କ ଦିବ୍ୟ ଦୁର୍ଲଭ ମଙ୍ଗଳ ଆଳତି ଓ ସିଂହଦ୍ୱାର ଫିଟା ନୀତି #ଜୟଜଗନ୍ନାଥସ୍ୱାମୀ #ଜୟଜଗନ୍ନାଥ #ପୁରୀ Shree Mandir &Shree Jagannath &Srikhetra

14/12/2024

ଦୁଇ ଆଖି କୁ କିଛି ଦିଶୁନାହିଁ କିନ୍ତୁ ମୁଁହରେ ସବୁବେଳେ ଶ୍ରୀଜଗନ୍ନାଥ ଙ୍କ ଭଜନ...

29/10/2024

ପବିତ୍ର ମହାକାର୍ତିକ ପୁଣ୍ୟ ମାସ ମଙ୍ଗଳବାର ରେ ସକାଳୁ ଦର୍ଶନ କରନ୍ତୁ ପତିତପାବନ ଙ୍କ ଦିବ୍ୟ ଦୁର୍ଲଭ ମଙ୍ଗଳ ଆଳତି ଓ ସିଂହଦ୍ୱାର ଫିଟା ନୀତି #ଜୟଜଗନ୍ନାଥସ୍ୱାମୀ #ଜୟଜଗନ୍ନାଥ #ପୁରୀ Shree Mandir &Shree Jagannath &Srikhetra

24/10/2024

ପବିତ୍ର ମହାକାର୍ତିକ ମାସ ର ଗୁରୁବାର ରେ ସକାଳୁ ଦର୍ଶନ କରନ୍ତୁ ପତିତପାବନ ଙ୍କ ଦିବ୍ୟ ଦୁର୍ଲଭ ମଙ୍ଗଳ ଆଳତି ଓ ସିଂହଦ୍ୱାର ଫିଟା ନୀତି #ଜୟଜଗନ୍ନାଥସ୍ୱାମୀ #ଜୟଜଗନ୍ନାଥ #ପୁରୀ Shree Mandir &Shree Jagannath &Srikhetra

21/10/2024

ପବିତ୍ର ମହାକାର୍ତିକ ମାସ ର ସୋମବାର ସକାଳୁ ଦର୍ଶନ କରନ୍ତୁ ପତିତପାବନ ଙ୍କ ଦିବ୍ୟ ଦୁର୍ଲଭ ମଙ୍ଗଳ ଆଳତି ଓ ସିଂହଦ୍ୱାର ଫିଟା ନୀତି #ଜୟଜଗନ୍ନାଥସ୍ୱାମୀ #ଜୟଜଗନ୍ନାଥ #ପୁରୀ Shree Mandir &Shree Jagannath &Srikhetra

18/10/2024

ଗତକାଲି ଶ୍ରୀ ମନ୍ଦିରରେ ସ୍ଵତନ୍ତ୍ର ନୀତି ହେତୁ ଶ୍ରୀ ଜୀଉ ମାନଙ୍କ ପହୁଡ଼ ନୀତି ହୋଇପାରି ନାହିଁ।
ପବିତ୍ର କାର୍ତ୍ତିକ ମାସ ର ପ୍ରଥମ ଦିନ ରେ ଦର୍ଶନ କରନ୍ତୁ ପତିତପାବନ ଙ୍କ ଦିବ୍ୟ ଦୁର୍ଲଭ ମଙ୍ଗଳ ଆଳତି #ଜୟଜଗନ୍ନାଥସ୍ୱାମୀ #ଜୟଜଗନ୍ନାଥ #ପୁରୀ Shree Mandir &Shree Jagannath &Srikhetra

ଦର୍ଶନ କରନ୍ତୁ ମା' ବନଦୂର୍ଗା ଙ୍କ ଶ୍ରୀମୁଖ 🙏ମା' ବନଦୂର୍ଗା, ମଣିକର୍ଣିକା ସାହି, ପୁରୀ
10/10/2024

ଦର୍ଶନ କରନ୍ତୁ ମା' ବନଦୂର୍ଗା ଙ୍କ ଶ୍ରୀମୁଖ 🙏
ମା' ବନଦୂର୍ଗା, ମଣିକର୍ଣିକା ସାହି, ପୁରୀ

10/10/2024

#ଇତିହାସ ରୁ ପଦେ...
ଉତ୍କଳ ର ମହାରାଣୀ ଶ୍ରୀ ଶ୍ରୀ ବିମଳା ସାଆନ୍ତାଣୀ ଙ୍କ ପାଖରେ ଚାଲିଥିବା ଶାରଦୀୟ ଷୋଳପୂଜା ର ଆଜି ମହାସପ୍ତମୀ ତିଥି ର ସେହି ମୁହୂର୍ତ୍ତ। ଯେଉଁଠି ମା ବିମଳା ଙ୍କୁ ତନ୍ତ୍ରୋକ୍ତ କୌଳାଚାର ରେ ପୂଜା କରାଯାଇ ମା ବିମଳା ସମେତ ଆବାହନ ହୋଇଥିବା ଚଣ୍ଡୀ ଚାମୁଣ୍ଡା ଅଷ୍ଟମାତ୍ରୁକା ଚଉଷଠୀ ଯୋଗିନୀ ଗଣ ଙ୍କୁ ସନ୍ତୁଷ୍ଟ କରାଯାଏ। ବଡ଼ଦେଉଳ ମହାସପ୍ତମୀ, ମହାଷ୍ଟମୀ ଓ ମହାନବମୀ ଦିନ ଶ୍ରୀ ମହାପ୍ରଭୁ ଜଗନ୍ନାଥ ଙ୍କ ରାତ୍ର ପହୁଡ଼ ପରେ ବଡ଼ଦେଉଳ ସଂପୂର୍ଣ ସୋଧ କରାଯାଇ ଶ୍ରୀ ବିମଳା ଦେବୀ ଙ୍କ ମହାସପ୍ତମୀ ର ମହାପୂଜା ପାଇଁ ବରଣ ହୋଇଥିବା ବ୍ରାହ୍ମଣ ବ୍ୟତୀତ ଅନ୍ୟକେହି ମଧ୍ଯ ଶ୍ରୀମନ୍ଦିର ପରିସର ରେ ରହନ୍ତି ନାହିଁ। ମହାସପ୍ତମୀ ର ଅର୍ଦ୍ଧରାତ୍ରି ରେ ମା ଙ୍କ ମହାପୂଜା ଆରମ୍ଭ ହୁଏ। ମା ଙ୍କ ମନ୍ଦିର ସଂପୂର୍ଣ୍ଣ ଅନ୍ଧକାର କରାଯାଇ ଗର୍ଭଗୃହ ଓ ନାଟମଣ୍ଡପ ରେ କେଇଟା ଦୀପ ଛଡ଼ା ଅନ୍ୟ ଆଲୋକ ବ୍ୟବସ୍ଥା ନଥାଏ। ବରଣ ହୋଇଥିବା ବ୍ରାହ୍ମଣ ଏହିଦିନ ରେ କଳ୍ପ ପରିବର୍ତ୍ତନ କରି ଭଗବତୀ ଙ୍କ ତନ୍ତ୍ର ପୂଜା ଆରମ୍ଭ କରନ୍ତି। ଏହି ସମୟ ରେ ବିମଳା ଦେବୀ ଙ୍କୁ କୌଣସି ମହାପ୍ରଭୁ ଙ୍କ ମହାପ୍ରସାଦ ମାଳ ମାହାର୍ଦ ଲାଗି ହୋଇନଥାଏ ଏବଂ ବିମଳା ମନ୍ଦିର ମଧ୍ଯରେ କୌଣସି ସ୍ଥାନରେ ମହାପ୍ରସାଦ ମାହାର୍ଦ ରହିନଥାଏ। ବର୍ଷତମାମ ପରମବୈଷ୍ଣବୀ ରୂପେ ପୂଜା ପାଉଥିବା ମା ବିମଳା ଏହି ତିନି ଦିନ ମଧ୍ଯରାତ୍ରି ରେ ସଂପୂର୍ଣ୍ଣ ତାମସିକ କୌଳାଚାର ରେ ପୂଜା ପାଆନ୍ତି। ମା ଙ୍କୁ ଘେରି ନବକୋଟି କାତ୍ୟାୟନୀ, ଅଷ୍ଟମାତ୍ରୁକା, ଚଉଷଠୀ ଯୋଗିନୀ ମଧ୍ଯ ପୂଜା ପାଉଥାନ୍ତି। ଏହିଦିନ ମହାପୂଜା ସମୟରେ ମା ଙ୍କୁ ସ୍ବତନ୍ତ୍ର ଶଙ୍ଖୁଡ଼ି ଭୋଗ ଲାଗି କରାଯାଏ, ସେଥିପାଇଁ ବିମଳା ମନ୍ଦିର ନିକଟରେ ଏକ ଅସ୍ଥାୟୀ ରୋଷଶାଳା ନିର୍ମାଣ କରାଯାଇଥାଏ ସେଥିରେ ମାଛ ବେସର ତିଆରି କରାଯାଏ। ଏବଂ ରାତ୍ରିର ଶେଷ ପ୍ରହର ରେ ଶ୍ରୀ ମନ୍ଦିର ରେ ମା ଙ୍କ ସହ ଆବାହନ ହୋଇଥିବା ଯୋଗିନୀ, ଚଣ୍ଡୀ ଚାମୁଣ୍ଡା ଙ୍କ ଉଦ୍ଦେଶ୍ଯ ରେ ସ୍ବତନ୍ତ୍ର ରୂପେ ବଳି ନିଃସର୍ଗ କରାଯାଇ ସନ୍ତୁଷ୍ଟ କରାଯାଏ।
ମହାପୂଜା ଅନ୍ତେ ମହାଦେବୀ ଙ୍କୁ ମହାସ୍ନାନ କରାଯାଇ ଦେଉଳ ରେ ଚୂନପାଣି ପଡ଼ି ମାର୍ଜନା ହୁଏ। ମା ଙ୍କ ନୀତି ସଂପୂର୍ଣ୍ଣ ହେଲେ ପରଦିନ ମହାପ୍ରଭୁ ଙ୍କ ସିଂହଦ୍ଵାର ଫିଟାହୁଏ। ଏହିପରି ତିନିଦିନ ନିଷାର୍ଦ୍ଧ ରେ ମା ଙ୍କ ମହାପୂଜା ଯଥାବିଧି ସଂପୂର୍ଣ୍ଣ କରାଯାଏ। ବୈଷ୍ଣବ କ୍ଷେତ୍ର ରେ ମହାମାୟା ଙ୍କ ଏପରି ସମ୍ମାନ ଓ ଲୀଳା ବୋଧହୁଏ ଅନ୍ୟତ୍ର ଦେଖିବାକୁ ମିଳେ ନାହିଁ।

ମା' ବିମଳା ଙ୍କ ପ୍ରତିନିଧି ମା' କାକୁଡ଼ିଖାଇ 🙏
10/10/2024

ମା' ବିମଳା ଙ୍କ ପ୍ରତିନିଧି ମା' କାକୁଡ଼ିଖାଇ 🙏

ମା' ଯମକୋଟ 🙏ଗୁଡ଼ିଆ ସାହି, ପୁରୀ
10/10/2024

ମା' ଯମକୋଟ 🙏
ଗୁଡ଼ିଆ ସାହି, ପୁରୀ

08/10/2024

ସକାଳୁ ଦର୍ଶନ କରନ୍ତୁ ପତିତପାବନ ଙ୍କ ଦିବ୍ୟ ଦୁର୍ଲଭ ମଙ୍ଗଳ ଆଳତି ଓ ସିଂହଦ୍ୱାର ଫିଟା ନୀତି #ଜୟଜଗନ୍ନାଥସ୍ୱାମୀ #ଜୟଜଗନ୍ନାଥ #ପୁରୀ Shree Mandir &Shree Jagannath &Srikhetra

07/10/2024

ସୋମବାର ସକାଳୁ ଦର୍ଶନ କରନ୍ତୁ ପତିତପାବନ ଙ୍କ ଦିବ୍ୟ ଦୁର୍ଲଭ ମଙ୍ଗଳ ଆଳତି ଓ ସିଂହଦ୍ୱାର ଫିଟା ନୀତି #ଜୟଜଗନ୍ନାଥସ୍ୱାମୀ #ଜୟଜଗନ୍ନାଥ #ପୁରୀ Shree Mandir &Shree Jagannath &Srikhetra

Address

Puri

752002

Website

Alerts

Be the first to know and let us send you an email when Shree Mandir &Shree Jagannath &Srikhetra posts news and promotions. Your email address will not be used for any other purpose, and you can unsubscribe at any time.

Videos

Shortcuts

  • Address
  • Alerts
  • Videos
  • Claim ownership or report listing
  • Want your business to be the top-listed Media Company?

Share