ମୋ ଅସ୍ତରଙ୍ଗ ମୋ ଗର୍ବ

  • Home
  • India
  • Puri
  • ମୋ ଅସ୍ତରଙ୍ଗ ମୋ ଗର୍ବ

ମୋ ଅସ୍ତରଙ୍ଗ ମୋ ଗର୍ବ ମୋ ଅସ୍ତରଙ୍ଗ ମୋ ଗର୍ବ

Thank you   Sir 🙏
05/05/2024

Thank you Sir 🙏

18/02/2024

ୋହିବ_ମ୍ୟାନଗ୍ରୁଭ୍_ରିଟ୍ରିଟ୍
ପ୍ରକୃତି କୋଳରେ ଅତ୍ୟାଧୁନିକ ସୁବିଧା l ସୁନ୍ଦର କଟେଜ ସାଙ୍ଗକୁ ଖାଦ୍ୟ ଓ ଖେଳକୁଦର ମଜା l ପୁରୀ ଜିଲ୍ଲା ଅସ୍ତରଙ୍ଗ ଗଙ୍ଗାଦେବୀ ବେଳାଭୂମିରେ ଏବେ ର୍ନିମାଣ ହୋଇଛି ମ୍ୟାନଗ୍ରୁଭ୍ ରିଟ୍ରିଟ୍ ll ମା'ଙ୍କ ଝୁଣାଧୂପ ପାଇଲେ ଦୂର ହୁଏ ଅସାଧ୍ୟ ରୋଗ,ଜାଣନ୍ତୁ ଅସ୍ତରଙ୍ଗର ମା' ଉକୁଳେଇ ଠାକୁରାଣୀଙ୍କ ମହିମା ll

#ମୋ_ଅସ୍ତରଙ୍ଗ_ମୋ_ଗର୍ବ

16/02/2024

େ_ବି_ଶିକ୍ଷାଦାନରେ_ବ୍ରତୀ_କାଳନ୍ଦୀ_ସାର୍
ଚାକିରିରୁ ଅବସର ନେବା ପରେ ବି ଚଳଚଞ୍ଚଳ l ଯୁବ ସୁଲଭ ଉଦ୍ଦୀପନାରେ ପିଲାଙ୍କୁ ପଢ଼ାଉଛନ୍ତି ପାଠ l ତାହା ପୁଣି ଅବୈତନିକ ଭାବରେ l ସେଭଳି ଜଣେ ଶିକ୍ଷକ ହେଉଛନ୍ତି କାଳନ୍ଦୀ ସାର୍ l ପୁରୀ ଅସ୍ତରଙ୍ଗ କାକଟପୁର ଅଂଚଳରେ ଏକ ଜଣାଶୁଣା ନାଁ କାଳନ୍ଦୀ ସାର ll

#ମୋ_ଅସ୍ତରଙ୍ଗ_ମୋ_ଗର୍ବ

29/01/2024

ମା'ଙ୍କ ଝୁଣାଧୂପ ପାଇଲେ ଦୂର ହୁଏ ଅସାଧ୍ୟ ରୋଗ,ଜାଣନ୍ତୁ ଅସ୍ତରଙ୍ଗର ମା' ଉକୁଳେଇ ଠାକୁରାଣୀଙ୍କ ମହିମା ll

#ମୋ_ଅସ୍ତରଙ୍ଗ_ମୋ_ଗର୍ବ

24/01/2024

ମା ଙ୍କ ନିକଟରେ କୁଲା ଭୋଗେଇ ବାନ୍ଧିଲେ ଭଲ ହୁଏ ଚର୍ମ ରୋଗ ସହ ବିଇଞ୍ଚି ରୋଗ,ବିଶ୍ୱାସ ରହିଛି....."ମା ବିରଞ୍ଚି ନାରାୟଣୀ ପୀଠ" ll

#ମୋ_ଅସ୍ତରଙ୍ଗ_ମୋ_ଗର୍ବ

23/01/2024

ଅସ୍ତରଙ୍ଗ ବ୍ଲକ୍ ରତନପୁର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ନୂତନ ବର୍ହିବିଭାଗର ଶୁଭ ଉଦଘାଟନ ll
#ମୋ_ଅସ୍ତରଙ୍ଗ_ମୋ_ଗର୍ବ

18/01/2024

#ଗାଁରେ_ସହରର_ମଜା
କର୍ମମୟ ଜୀବନ ସାଙ୍ଗକୁ ଧାଁ ଦୌଡରୁ ବାହାରି ନିଜର ସ୍ବାସ୍ଥ୍ୟର ଯତ୍ନ ନେଉଛନ୍ତି ଗ୍ରାମବାସୀ l ପୁରୀ ଅସ୍ତରଙ୍ଗ ମାଣ୍ଡୁକି ପଞ୍ଚାୟତ ଗ୍ରାମୀଣ ଉଦ୍ୟାନରେ ଲାଗୁଛି ଲୋକଙ୍କ ଭିଡ l ଉଦ୍ୟାନରେ ଶୋଭା ପାଉଛି ଭଳିକି ଭଳି ଫୁଲ ଗଛ ସହ ଘାସ ଗାଲିଚା,କୁନି ପିଲାଙ୍କୁ ଆକୃଷ୍ଠ କରୁଛି ପଶୁପକ୍ଷୀଙ୍କ ପ୍ରତିମୂର୍ତ୍ତି l କିଏ ସେଲଫି ନେଉଛି ତ ଆଉ କିଏ ପାର୍କର ମଜା ଉଠାଉଛି ll


#ମୋ_ଅସ୍ତରଙ୍ଗ_ମୋ_ଗର୍ବ

16/01/2024

ଆନନ୍ଦ,ଭକ୍ତି ଓ ସମର୍ପଣ ଭାବ ସହ ପାଳନ କରିବା ଶ୍ରୀମନ୍ଦିର ପରିକ୍ରମା ଲୋକାର୍ପଣ ଉତ୍ସବ l ବିଶ୍ବର କୋଣ ଅନୁକୋଣରେ ମହାପ୍ରଭୁଙ୍କ ଅନନ୍ୟ ଦିବସ ପାଳନ କରିବାକୁ ନିବେଦନ କରିଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ll

ଜୟ ଜଗନ୍ନାଥ 🙏
🙏💚

02/01/2024

ପିକ୍‌ନିକ୍ ପାଳନ ପୂର୍ବରୁ ପ୍ରକୃତିର ସୁରକ୍ଷା ପାଇଁ ଆଗୁଆ ପଦକ୍ଷେପ ଗ୍ରହଣ କରନ୍ତୁ l ପ୍ଲାଷ୍ଟିକ୍ ମୁକ୍ତ ପିକନିକ ଅଭିଯାନରେ ସାମିଲ ହୋଇ ପ୍ରାକୃତିକ ପରିବେଶକୁ ସୁରକ୍ଷିତ ରଖିବାରେ ନିଜେ ଚେଷ୍ଟା କରିବା ସହ ଅନ୍ୟକୁ ସଚେତନ କରନ୍ତୁ l ପକୃତିର ସୁରକ୍ଷା ଆମ ସମସ୍ତଙ୍କ ପରମ କର୍ତ୍ତବ୍ଯ ଅଟେ ll

#ମୋ_ଅସ୍ତରଙ୍ଗ_ମୋ_ଗର୍ବ

01/01/2024

ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଆଶୀର୍ବାଦରୁ ଏହି ଇଂରାଜୀ ନବବର୍ଷ ୨୦୨୪ ଆପଣ ଓ ଆପଣଙ୍କ ପରିବାର ପାଇଁ ସୁଖ, ଶାନ୍ତି ଓ ସମୃଦ୍ଧିର ବର୍ଷ ହେଉ,ଏତିକି ଆମର ମହାପ୍ରଭୁଙ୍କ ପାଖରେ ପ୍ରାର୍ଥନା ll 🙏🏻💐
#ନୂତନବର୍ଷରଅଭିନନ୍ଦନ୨୦୨୪

28/12/2023

🙏💚

28/12/2023

ଶ୍ରୀମନ୍ଦିର ପରିକ୍ରମା ଲୋକାର୍ପଣ ଉତ୍ସବ

ଅସ୍ତରଙ୍ଗ ମାଳଦା ୧୯୯୬ ମସିହାର ମା ସୁଭଦ୍ରାଙ୍କ ମହାଦାରୁ ସ୍ମୃତିପୀଠକୁ ନିମନ୍ତ୍ରଣ ll

#ମୋ_ଅସ୍ତରଙ୍ଗ_ମୋ_ଗର୍ବ

27/12/2023

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉପଲକ୍ଷେ #ଅସ୍ତରଙ୍ଗ ବ୍ଳକ୍ #ମାଳଦା ଗାଁର ମା ସୁଭଦ୍ରାଙ୍କ ଦାରୁ ସ୍ମୃତି ପୀଠରେ ପହଞ୍ଚିଲା ନିମନ୍ତ୍ରଣ ପତ୍ର ll #ମୋ_ଅସ୍ତରଙ୍ଗ_ମୋ_ଗର୍ବ

27/12/2023

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉପଲକ୍ଷେ #ଅସ୍ତରଙ୍ଗ ବ୍ଳକ୍ #ମାଳଦା ଗାଁର ମା ସୁଭଦ୍ରାଙ୍କ ଦାରୁ ସ୍ମୃତି ପୀଠରେ ପହଞ୍ଚିଲା ନିମନ୍ତ୍ରଣ ପତ୍ର ll #ମୋ_ଅସ୍ତରଙ୍ଗ_ମୋ_ଗର୍ବ

25/12/2023

ଅସ୍ତରଙ୍ଗରେ ରହିଛି ଅନେକ ପର୍ଯ୍ୟଟନସ୍ଥଳ l ଦେବୀ ନଦୀ ମୁହାଣରେ ଥିବା ବୋଟିଂ,ହେନ୍ତାଳ ବଣ,ନାଲି କଙ୍କଡ଼ା ପର୍ଯ୍ୟଟକଙ୍କୁ ଏଠାକୁ ଆକୃଷ୍ଟ କରୁଛି ll #ମୋ_ଅସ୍ତରଙ୍ଗ_ମୋ_ଗର୍ବ

20/12/2023

ପୁରୀ ଜିଲ୍ଲା ଅସ୍ତରଙ୍ଗ ଗଙ୍ଗାଦେବୀରେ ଜମୁଛି ପର୍ଯ୍ୟଟକଙ୍କ ଭିଡ଼,ଦୁଇ ପଟେ ହେନ୍ତାଳ ବଣ,୩ ରୁ ୪ କିଲୋମିଟର ପର୍ଯ୍ୟନ୍ତ ଦେବୀ ନଦୀରେ ବୋଟିଙ୍ଗ ମଜା,ପୁଣି ନଦୀ ଓ ସମୁଦ୍ର ମୁହାଁଣ ସ୍ଥାନରେ ନାଲି କଙ୍କଡାଙ୍କ ନିର୍ଭୟ ବିଚରଣ ପ୍ରକୃତିର ଅପରୂପ ସୌନ୍ଦର୍ଯ୍ୟ ସାଙ୍ଗକୁ ନଦୀର ନୀଳ ଜଳରାଶି ସହ ଦେଶ ବିଦେଶ ପକ୍ଷୀଙ୍କ ଆଗମନ ll #ମୋ_ଅସ୍ତରଙ୍ଗ_ମୋ_ଗର୍ବ

10/12/2023

ଅସ୍ତରଙ୍ଗର କୁନି ବୈଜ୍ଞାନିକ ତିଆରି କଲେ ନିଆରା ହେଲମେଟ,ଗାଡି ସ୍ପିଡ ହେବା କ୍ଷଣି ବାଜିବ ବଜର ll #ମୋ_ଅସ୍ତରଙ୍ଗ_ମୋ_ଗର୍ବ

ଗଙ୍ଗା ଦେବୀ,ଧୀବର ମାନଙ୍କ ଦେବୀ llପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଅନ୍ତର୍ଗତ ସହନ ଗ୍ରାମର ଧୀବର ସମ୍ପ୍ରଦାୟ ତଥା ମତ୍ସ୍ୟଜୀବୀ ମାନେ ଦେବୀ ନଦୀ ...
05/12/2023

ଗଙ୍ଗା ଦେବୀ,ଧୀବର ମାନଙ୍କ ଦେବୀ ll
ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଅନ୍ତର୍ଗତ ସହନ ଗ୍ରାମର ଧୀବର ସମ୍ପ୍ରଦାୟ ତଥା ମତ୍ସ୍ୟଜୀବୀ ମାନେ ଦେବୀ ନଦୀ ଓ ବଙ୍ଗୋସାଗର କୁ ମତ୍ସ୍ୟ ଧରିବାକୁ ଯିବା ସମୟରେ ମାଙ୍କୁ ପୂଜା କରି ସେମାନଙ୍କୁ ରକ୍ଷା କରିବାକୁ ପ୍ରାର୍ଥନା କରିଥାନ୍ତି ll


ଧୀବର ମାନଙ୍କୁ ମାଛ ଧରିବା ସମୟରେ ନଦୀ ଓ ସମୁଦ୍ର ଭିତରେ ସୁରକ୍ଷା ଦେବା ଓ ସୁରକ୍ଷିତ ଭାବେ ଫେରିଆସିବା ପଇଁ ନଦୀ କୁଳରେ ଅବସ୍ଥିତ ଦେବୀଙ୍କୁ ପୂଜା କରିଥାନ୍ତି l ନଦୀ ଓ ସମୁଦ୍ରକୁ ଗଙ୍ଗା ମାତା ଭାବେ ହିନ୍ଦୁ ଧର୍ମରେ ବିଶ୍ଵାସ କରାଯାଏ। ତେଣୁ ଏହି ଅନୁସାରେ ଦେବୀଙ୍କ ନାମ #ଗଙ୍ଗାଦେବୀ ଭାବେ ପ୍ରସିଦ୍ଧ l ମୂର୍ତ୍ତି ପ୍ରତିମାରୁ ଏହା କାକଟପୁର ବାସିନୀ ମା ମଙ୍ଗଳା ଙ୍କ ପରି ଓ ସେହି ସମୟର ବୋଲିି ଅନୁମାନ କରାଯାଉଛି l ଏଠାରେ ସୁନ୍ଦର ମନ୍ଦୀର ସହିତ ଆକର୍ଷଣୀୟ ପରିବେଶ, ବୃକ୍ଷରାଜି, ସ୍ବଚ୍ଛ ନଦୀ, ସମୁଦ୍ର ବେଳାଭୂମି ସହିତ ପ୍ରାକୃତିକ ସୌନ୍ଦର୍ଯୟମୟ ହେନ୍ତାଳ ବଣ, ଝାଉଁ ବଣ,ଗୁଡୁକଙ୍କ,ନାଲି କଙ୍କଡ଼ା,ଡଲଫିନ,ଅଲିଭ ରିଡଲେ, ବିିଭିନ୍ନ ପ୍ରଜାତିର ପକ୍ଷୀ,ହରିଣ,ଠେକୁଆ ସହ ଅନେକ ବନ୍ୟଜନ୍ତୁ ଦେଖିବାର ମଜା ନେଇ ପାରିବେ l
ପରିବେଶ ପ୍ରେମୀ ମାନେ ନିଶ୍ଚିନ୍ତ ଥରୁଟିଏ ବୁଲିଯିବା ପାଇଁ ଚିନ୍ତା କରନ୍ତୁ ll

#ଗଙ୍ଗାଦେବୀ

#ମୋ_ଅସ୍ତରଙ୍ଗ_ମୋ_ଗର୍ବ

 #ମୋ_ଅସ୍ତରଙ୍ଗ_ମୋ_ଗର୍ବ #ଗଙ୍ଗାଦେବୀ
05/12/2023

#ମୋ_ଅସ୍ତରଙ୍ଗ_ମୋ_ଗର୍ବ

#ଗଙ୍ଗାଦେବୀ

ଅସ୍ତରଙ୍ଗ ପୀର ଜାହାନିଆଁ ବେଳାଭୁମି ସଫେଇ କାର୍ଯ୍ୟକ୍ରମ ll #ମୋ_ଅସ୍ତରଙ୍ଗ_ମୋ_ଗର୍ବ
03/12/2023

ଅସ୍ତରଙ୍ଗ ପୀର ଜାହାନିଆଁ ବେଳାଭୁମି ସଫେଇ କାର୍ଯ୍ୟକ୍ରମ ll

#ମୋ_ଅସ୍ତରଙ୍ଗ_ମୋ_ଗର୍ବ

03/12/2023

ମୁଁ ଓଡ଼ିଆ ବୋଲି ଗର୍ବ କରେ ll

୍ନାଥ 🙏

#ମୋ_ଅସ୍ତରଙ୍ଗ_ମୋ_ଗର୍ବ

30/11/2023

#ମୁଁ_ଅସ୍ତରଙ୍ଗ

ଅସ୍ତରଙ୍ଗ ବେଳାଭୂମି ମହୋତ୍ସବ-୨୦୨୩

#ମୋ_ଅସ୍ତରଙ୍ଗ_ମୋ_ଗର୍ବ

ଅସ୍ତରଙ୍ଗ ବ୍ଲକ୍ ଅନ୍ତର୍ଗତ ନଇଗୁଆଁ ଗ୍ରାମର ଶତାୟୁ ଅନୁଷ୍ଠାନ, ବିଘ୍ନ ବିନାସନ ଯୁବକ ସଂଘ ଆନୁକୂଲ୍ୟରେ ଅନୁଷ୍ଠିତ ସାଂସ୍କୃତିକ କାର୍ଯ୍ୟକ୍ରମରେ...
30/11/2023

ଅସ୍ତରଙ୍ଗ ବ୍ଲକ୍ ଅନ୍ତର୍ଗତ ନଇଗୁଆଁ ଗ୍ରାମର ଶତାୟୁ ଅନୁଷ୍ଠାନ, ବିଘ୍ନ ବିନାସନ ଯୁବକ ସଂଘ ଆନୁକୂଲ୍ୟରେ ଅନୁଷ୍ଠିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି #ବିଜୁ_ଜନତା_ଦଳ ର ସମର୍ଥ ଯୁବନେତା ଶ୍ରୀ #ସୁବ୍ରତ_କୁମାର_ଛାଟୋଇ ।

ଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିବା ସହିତ ସଂସ୍କୃତି ସଂରକ୍ଷଣ
ପ୍ରତି ବିଶେଷ ଧ୍ୟାନ ଦେବାପାଇଁ ନିଜ ଅଭିଭାଷଣ ମାଧ୍ୟମରେ ସମସ୍ତଙ୍କୁ ଆହ୍ବାନ କରିଛନ୍ତି #ସୁବ୍ରତ_ଭାଇ ।

#ମୋ_ଅସ୍ତରଙ୍ଗ_ମୋ_ଗର୍ବ


29/11/2023

ଆଖି ଝଲସାଉସୁଛି ଅସ୍ତରଙ୍ଗ ବେଳାଭୂମି ମହୋତ୍ସବ...

#ମୋ_ଅସ୍ତରଙ୍ଗ_ମୋ_ଗର୍ବ

29/11/2023

#ଅସ୍ତରଙ୍ଗ_ବେଳାଭୂମି_ମହୋତ୍ସବ_ଶୁଭାରମ୍ଭ
ମନମୋହିଲା ଅସ୍ତରଙ୍ଗ ବେଳାଭୂମି ମହୋତ୍ସବ l ଉଦଯାପନୀ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡେଇ,ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା ଯୋଗଦେଇ କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିଲେ ll

Address

Astaranga
Puri
752109

Website

Alerts

Be the first to know and let us send you an email when ମୋ ଅସ୍ତରଙ୍ଗ ମୋ ଗର୍ବ posts news and promotions. Your email address will not be used for any other purpose, and you can unsubscribe at any time.

Videos

Share