ATH Rocks Paribar News

ATH Rocks Paribar News At - Solapur, Po - Ganeswarpur , PS - Gop , Puri 752110

ଏଟିଏଚ ରକ୍ସ ପରିବାର, ଓଡ଼ିଶା ତରଫରୁ ପରିବାରର ଉପ ସଭାପତି Aditya Narayan Mishra ଙ୍କୁ ଶୁଭ ଜନ୍ମଦିନର ଅଭିନନ୍ଦନ, ପ୍ରଭୁ ଜଗନ୍ନାଥ, ମା ସମ...
07/09/2024

ଏଟିଏଚ ରକ୍ସ ପରିବାର, ଓଡ଼ିଶା ତରଫରୁ ପରିବାରର ଉପ ସଭାପତି Aditya Narayan Mishra ଙ୍କୁ ଶୁଭ ଜନ୍ମଦିନର ଅଭିନନ୍ଦନ, ପ୍ରଭୁ ଜଗନ୍ନାଥ, ମା ସମଲେଶ୍ୱରୀ ଓ ମା ମଝିଗୌରୀ ଙ୍କ କୃପାରୁ ଦିନ ଟି ମଙ୍ଗଳମୟ ହେଉ

ସୌଜନ୍ୟ - ଏଟିଏଚ ରକ୍ସ ପରିବାର ଓଡ଼ିଶା

ଏଟିଏଚ ରକ୍ସ ପରିବାର, ଓଡ଼ିଶାର ପୁରୀ ଜିଲ୍ଲା ସକ୍ରିୟ ସଦସ୍ୟ ଅଞ୍ଜନେୟଙ୍କ ଶୁଭ ଜନ୍ମଦିନ ଉପଲକ୍ଷେ ରାଜଧାନୀ ଭୁବନେଶ୍ୱର ଉପକଣ୍ଠ ନୂଆଗାଁ ଠାରେ ...
07/09/2024

ଏଟିଏଚ ରକ୍ସ ପରିବାର, ଓଡ଼ିଶାର ପୁରୀ ଜିଲ୍ଲା ସକ୍ରିୟ ସଦସ୍ୟ ଅଞ୍ଜନେୟଙ୍କ ଶୁଭ ଜନ୍ମଦିନ ଉପଲକ୍ଷେ ରାଜଧାନୀ ଭୁବନେଶ୍ୱର ଉପକଣ୍ଠ ନୂଆଗାଁ ଠାରେ ଅବସ୍ଥିତ ଦୃଷ୍ଟିହୀନ ସେବା ଆଶ୍ରମରେ ରାସନ ସାମଗ୍ରୀ ସହ କିଛି ମୁହୂର୍ତ୍ତ ପାଳନ କରାଗଲା

ସୌଜନ୍ୟ - ଏଟିଏଚ ରକ୍ସ ପରିବାର ଓଡ଼ିଶା

ଉତ୍କଳୀୟମ ଫାଉଣ୍ଡେସନ ଟ୍ରଷ୍ଟ ତରଫରୁ  ଆମ ଏଟିଏଚ ରକ୍ସ ପରିବାର, ଓଡ଼ିଶା କୁ "ରାଜ୍ୟସ୍ତରୀୟ ସାମାଜିକ କର୍ମୀ ସମ୍ମିଳନୀ" ଓ "ସନ୍ଥ ଭକ୍ତଚରଣ ପ୍...
02/09/2024

ଉତ୍କଳୀୟମ ଫାଉଣ୍ଡେସନ ଟ୍ରଷ୍ଟ ତରଫରୁ ଆମ ଏଟିଏଚ ରକ୍ସ ପରିବାର, ଓଡ଼ିଶା କୁ "ରାଜ୍ୟସ୍ତରୀୟ ସାମାଜିକ କର୍ମୀ ସମ୍ମିଳନୀ" ଓ "ସନ୍ଥ ଭକ୍ତଚରଣ ପ୍ରତିଭା ସାମ୍ମନ -୨୦୨୪"ରେ ସମ୍ମାନୀତ କରିଥିବାରୁ ଉତ୍କଳୀୟମ ଫାଉଣ୍ଡେସନ ଟ୍ରଷ୍ଟକୁ ହୃଦୟରୁ କୃତଜ୍ଞତା ଜ୍ଞାପନ କରୁଛୁ

ସୌଜନ୍ୟ - ଏଟିଏଚ ରକ୍ସ ପରିବାର ଓଡ଼ିଶା

ଏଟିଏଚ ରକ୍ସ ପରିବାର, ଓଡ଼ିଶା ପୁରୀ ଶାଖା ତରଫରୁ ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ ସ୍ଥିତ ସିଦ୍ଧେଶ୍ୱର ମହାଦେବ ମନ୍ଦିର ପ୍ରାଗଣରେ ଆଗାମୀ ସମ୍ବର୍...
01/09/2024

ଏଟିଏଚ ରକ୍ସ ପରିବାର, ଓଡ଼ିଶା ପୁରୀ ଶାଖା ତରଫରୁ ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ ସ୍ଥିତ ସିଦ୍ଧେଶ୍ୱର ମହାଦେବ ମନ୍ଦିର ପ୍ରାଗଣରେ ଆଗାମୀ ସମ୍ବର୍ଦ୍ଧନା ଉତ୍ସବ - ସେପ୍ଟେମ୍ବର - 29, ପାଳନ ବିଷୟରେ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା

ସୌଜନ୍ୟ - ଏଟିଏଚ ରକ୍ସ ପରିବାର ଓଡ଼ିଶା

ଏଟିଏଚ ରକ୍ସ ପରିବାର, ଓଡ଼ିଶା ତରଫରୁ ପୁରୀ ଜିଲ୍ଲା ଗୋପ ବ୍ଲକରେ ଅବସ୍ଥିତ ଆସ୍ଥା ମାନସିକ ଅନଗ୍ରସର ବିଦ୍ୟାଳୟରେ ଦକ୍ଷିଣ କୋରିଆ ଦେଶର କୋଡା ସଂ...
30/08/2024

ଏଟିଏଚ ରକ୍ସ ପରିବାର, ଓଡ଼ିଶା ତରଫରୁ ପୁରୀ ଜିଲ୍ଲା ଗୋପ ବ୍ଲକରେ ଅବସ୍ଥିତ ଆସ୍ଥା ମାନସିକ ଅନଗ୍ରସର ବିଦ୍ୟାଳୟରେ ଦକ୍ଷିଣ କୋରିଆ ଦେଶର କୋଡା ସଂସ୍ଥା ସହଯୋଗରେ କୁନି କୁନି ପିଲାମାନଙ୍କୁ ଜୀବନ ଶିକ୍ଷା ପ୍ରଦାନ କରାଗଲା

ସୌଜନ୍ୟ - ଏଟିଏଚ ରକ୍ସ ପରିବାର ଓଡ଼ିଶା

ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଉପଖଣ୍ଡ ଚିକିତ୍ସାଳୟ ଠାରେ ଜରୁରୀକାଳୀନ ଭିତ୍ତିରେ ଏକ B+ ରକ୍ତର ଆବଶ୍ୟକତା ଥିଲା, ଆମ ଏଟିଏଚ ରକ୍ସ ପରିବାର, ଓଡ଼...
29/08/2024

ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଉପଖଣ୍ଡ ଚିକିତ୍ସାଳୟ ଠାରେ ଜରୁରୀକାଳୀନ ଭିତ୍ତିରେ ଏକ B+ ରକ୍ତର ଆବଶ୍ୟକତା ଥିଲା, ଆମ ଏଟିଏଚ ରକ୍ସ ପରିବାର, ଓଡ଼ିଶା ସମ୍ବଲପୁର ଶାଖାର ସକ୍ରିୟ ସଦସ୍ୟ ଗାର୍ଗବ ବେହେରା ଘଟଣା ଟିକୁ ଗୁରୁତର ସହ ନେଇ ସ୍ୱଳ୍ପ ସମୟ ମଧ୍ୟରେ ଏକ ୟୁନିଟ ରକ୍ତଦାନ କରି ମୂଲ୍ୟବାନ ଜୀବନ ବଞ୍ଚେଇ ଥିଲେ, ତାଙ୍କର ଏପରି ଏତାଦୃଶ୍ୟ କାର୍ଯ୍ୟ ସହ ସମାଜ କଲ୍ୟାଣରେ ନିଜକୁ ନିୟୋଜିତ କରିଥିବାରୁ ପରିବାର ତରଫରୁ ହୃଦୟରୁ କୃତଜ୍ଞତା ଜଣାଉଛୁ

ସୌଜନ୍ୟ - ଏଟିଏଚ ରକ୍ସ ପରିବାର ଓଡ଼ିଶା

ନୂଆପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଠାରେ ଜରୁରୀକାଳୀନ ଭିତ୍ତିରେ ଏକ O + ରକ୍ତର ଆବଶ୍ୟକତା ଥିଲା, ଆମ ଏଟିଏଚ ରକ୍ସ ପରିବାର, ଓଡ଼ିଶା ନୂଆପଡା ...
29/08/2024

ନୂଆପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଠାରେ ଜରୁରୀକାଳୀନ ଭିତ୍ତିରେ ଏକ O + ରକ୍ତର ଆବଶ୍ୟକତା ଥିଲା, ଆମ ଏଟିଏଚ ରକ୍ସ ପରିବାର, ଓଡ଼ିଶା ନୂଆପଡା ଶାଖାର ସକ୍ରିୟ ସଦସ୍ୟ ଡାକ୍ତର ସୁନାନୀ ଘଟଣା ଟିକୁ ଗୁରୁତର ସହ ନେଇ ସ୍ୱଳ୍ପ ସମୟ ମଧ୍ୟରେ ଏକ ୟୁନିଟ ରକ୍ତଦାନ କରି ମୂଲ୍ୟବାନ ଜୀବନ ବଞ୍ଚେଇ ଥିଲେ, ତାଙ୍କର ଏପରି ଏତାଦୃଶ୍ୟ କାର୍ଯ୍ୟ ସହ ସମାଜ କଲ୍ୟାଣରେ ନିଜକୁ ନିୟୋଜିତ କରିଥିବାରୁ ପରିବାର ତରଫରୁ ହୃଦୟରୁ କୃତଜ୍ଞତା ଜଣାଉଛୁ

ସୌଜନ୍ୟ - ଏଟିଏଚ ରକ୍ସ ପରିବାର ଓଡ଼ିଶା

ପରବାସି କୁଟୁମ୍ ତରଫୁଁ ଆମ କୁଁ ନିଉତା ଦେଇ ଥିବାରୁ, ପରବାସି କୁଟୁମ୍ କେ ଧନ୍ୟବାଦ, ଆସୁନ୍ ଇ ମହାନ୍ ଲୋକ୍‌ତିହାର୍‌ଥି ତାଙ୍କର ସାଥେ ସାମିଲ୍‌ ...
29/08/2024

ପରବାସି କୁଟୁମ୍ ତରଫୁଁ ଆମ କୁଁ ନିଉତା ଦେଇ ଥିବାରୁ, ପରବାସି କୁଟୁମ୍ କେ ଧନ୍ୟବାଦ, ଆସୁନ୍ ଇ ମହାନ୍ ଲୋକ୍‌ତିହାର୍‌ଥି ତାଙ୍କର ସାଥେ ସାମିଲ୍‌ ହେମା, ନୂଆଁ ଖାଏମା ଆର୍ ଭାବର୍ ଭେଟ୍‌ଟେ ହେମା, ଭାଷା ସାହିତ୍ୟର ରଂଗଢଙ୍ଗ ସାଁଗେ ଦିନ୍‌ଟେ ବିତାମା,
ଠାନ୍ : ପଡ଼ା, ବିଜେପୁର, ବରଗଡ଼
ତାରିଖ : ୦୯.୦୯.୨୦୨୪(ସମାର୍)

କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଉପଖଣ୍ଡ ସ୍ୱାସ୍ଥ୍ୟକେନ୍ଦ୍ରରେ ଜରୁରୀକାଳୀନ ଭିତ୍ତିରେ ଏକ A+ ରକ୍ତର ଆବଶ୍ୟକତା ଥିଲା, ଆମ ଏଟିଏଚ ରକ୍ସ ପରିବାର, ...
29/08/2024

କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଉପଖଣ୍ଡ ସ୍ୱାସ୍ଥ୍ୟକେନ୍ଦ୍ରରେ ଜରୁରୀକାଳୀନ ଭିତ୍ତିରେ ଏକ A+ ରକ୍ତର ଆବଶ୍ୟକତା ଥିଲା, ଆମ ଏଟିଏଚ ରକ୍ସ ପରିବାର, ଓଡ଼ିଶା ଧର୍ମଗଡ଼ ଶାଖାର ସକ୍ରିୟ ସଦସ୍ୟ ମଙ୍ଗରାଜ ଘଟଣା ଟିକୁ ଗୁରୁତର ସହ ନେଇ ସ୍ୱଳ୍ପ ସମୟ ମଧ୍ୟରେ ଏକ ୟୁନିଟ ରକ୍ତ ଯୋଗାଡ଼ କରି ମୂଲ୍ୟବାନ ଜୀବନ ବଞ୍ଚେଇ ଥିଲେ, ତାଙ୍କର ଏପରି ଏତାଦୃଶ୍ୟ କାର୍ଯ୍ୟ ସହ ସମାଜ କଲ୍ୟାଣରେ ନିଜକୁ ନିୟୋଜିତ କରିଥିବାରୁ ପରିବାର ତରଫରୁ ତାଙ୍କୁ ଓ ରକ୍ତଦାତା ଙ୍କୁ ହୃଦୟରୁ କୃତଜ୍ଞତା ଜଣାଉଛୁ

ସୌଜନ୍ୟ - ଏଟିଏଚ ରକ୍ସ ପରିବାର ଓଡ଼ିଶା

ନୂଆପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଠାରେ ଜରୁରୀକାଳୀନ ଭିତ୍ତିରେ ଏକ B+ ରକ୍ତର ଆବଶ୍ୟକତା ଥିଲା, ଆମ ଏଟିଏଚ ରକ୍ସ ପରିବାର, ଓଡ଼ିଶା ନୂଆପଡା ଶ...
29/08/2024

ନୂଆପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଠାରେ ଜରୁରୀକାଳୀନ ଭିତ୍ତିରେ ଏକ B+ ରକ୍ତର ଆବଶ୍ୟକତା ଥିଲା, ଆମ ଏଟିଏଚ ରକ୍ସ ପରିବାର, ଓଡ଼ିଶା ନୂଆପଡା ଶାଖାର ସକ୍ରିୟ ସଦସ୍ୟ ଅମୀୟ ନାୟକ ଘଟଣା ଟିକୁ ଗୁରୁତର ସହ ନେଇ ସ୍ୱଳ୍ପ ସମୟ ମଧ୍ୟରେ ଏକ ୟୁନିଟ ରକ୍ତଦାନ କରି ମୂଲ୍ୟବାନ ଜୀବନ ବଞ୍ଚେଇ ଥିଲେ, ତାଙ୍କର ଏପରି ଏତାଦୃଶ୍ୟ କାର୍ଯ୍ୟ ସହ ସମାଜ କଲ୍ୟାଣରେ ନିଜକୁ ନିୟୋଜିତ କରିଥିବାରୁ ପରିବାର ତରଫରୁ ହୃଦୟରୁ କୃତଜ୍ଞତା ଜଣାଉଛୁ

ସୌଜନ୍ୟ - ଏଟିଏଚ ରକ୍ସ ପରିବାର ଓଡ଼ିଶା

ଜନ୍ମଦିନର ଅଭିନନ୍ଦନ Ashok Samal ଭାଇ , ପ୍ରଭୁ ଜଗନ୍ନାଥ ଓ ମା ସମଲେଶ୍ୱରୀ ସର୍ବଦା ତୁମକୁ ସହାୟ ହୁଅନ୍ତୁ 🎂🎂🎂🎂
27/08/2024

ଜନ୍ମଦିନର ଅଭିନନ୍ଦନ Ashok Samal ଭାଇ , ପ୍ରଭୁ ଜଗନ୍ନାଥ ଓ ମା ସମଲେଶ୍ୱରୀ ସର୍ବଦା ତୁମକୁ ସହାୟ ହୁଅନ୍ତୁ 🎂🎂🎂🎂

ଜନ୍ମଦିନର ଅଭିନନ୍ଦନ ଜ୍ଞାନ, ପ୍ରଭୁ ଜଗନ୍ନାଥ ଓ ମା ସମଲେଶ୍ୱରୀ ସର୍ବଦା ତୁମକୁ ସହାୟ ହୁଅନ୍ତୁ 🎂🎂🎂🎂
27/08/2024

ଜନ୍ମଦିନର ଅଭିନନ୍ଦନ ଜ୍ଞାନ, ପ୍ରଭୁ ଜଗନ୍ନାଥ ଓ ମା ସମଲେଶ୍ୱରୀ ସର୍ବଦା ତୁମକୁ ସହାୟ ହୁଅନ୍ତୁ 🎂🎂🎂🎂

ନୂଆପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଠାରେ ଜରୁରୀକାଳୀନ ଭିତ୍ତିରେ ଏକ B+ ରକ୍ତର ଆବଶ୍ୟକତା ଥିଲା, ଆମ ଏଟିଏଚ ରକ୍ସ ପରିବାର, ଓଡ଼ିଶା ନୂଆପଡା ଶ...
26/08/2024

ନୂଆପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଠାରେ ଜରୁରୀକାଳୀନ ଭିତ୍ତିରେ ଏକ B+ ରକ୍ତର ଆବଶ୍ୟକତା ଥିଲା, ଆମ ଏଟିଏଚ ରକ୍ସ ପରିବାର, ଓଡ଼ିଶା ନୂଆପଡା ଶାଖାର ସକ୍ରିୟ ସଦସ୍ୟ କିଶୋର କେଉଟ ଘଟଣା ଟିକୁ ଗୁରୁତର ସହ ନେଇ ସ୍ୱଳ୍ପ ସମୟ ମଧ୍ୟରେ ଏକ ୟୁନିଟ ରକ୍ତଦାନ କରି ମୂଲ୍ୟବାନ ଜୀବନ ବଞ୍ଚେଇ ଥିଲେ, ତାଙ୍କର ଏପରି ଏତାଦୃଶ୍ୟ କାର୍ଯ୍ୟ ସହ ସମାଜ କଲ୍ୟାଣରେ ନିଜକୁ ନିୟୋଜିତ କରିଥିବାରୁ ପରିବାର ତରଫରୁ ହୃଦୟରୁ କୃତଜ୍ଞତା ଜଣାଉଛୁ

ସୌଜନ୍ୟ - ଏଟିଏଚ ରକ୍ସ ପରିବାର ଓଡ଼ିଶା

ନୂଆପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଠାରେ ଜରୁରୀକାଳୀନ ଭିତ୍ତିରେ ଏକ B+ ରକ୍ତର ଆବଶ୍ୟକତା ଥିଲା, ଆମ ଏଟିଏଚ ରକ୍ସ ପରିବାର, ଓଡ଼ିଶା ନୂଆପଡା ଶ...
26/08/2024

ନୂଆପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଠାରେ ଜରୁରୀକାଳୀନ ଭିତ୍ତିରେ ଏକ B+ ରକ୍ତର ଆବଶ୍ୟକତା ଥିଲା, ଆମ ଏଟିଏଚ ରକ୍ସ ପରିବାର, ଓଡ଼ିଶା ନୂଆପଡା ଶାଖାର ସକ୍ରିୟ ସଦସ୍ୟ କିଶୋର କେଉଟ ଘଟଣା ଟିକୁ ଗୁରୁତର ସହ ନେଇ ସ୍ୱଳ୍ପ ସମୟ ମଧ୍ୟରେ ଏକ ୟୁନିଟ ରକ୍ତଦାନ କରି ମୂଲ୍ୟବାନ ଜୀବନ ବଞ୍ଚେଇ ଥିଲେ, ତାଙ୍କର ଏପରି ଏତାଦୃଶ୍ୟ କାର୍ଯ୍ୟ ସହ ସମାଜ କଲ୍ୟାଣରେ ନିଜକୁ ନିୟୋଜିତ କରିଥିବାରୁ ପରିବାର ତରଫରୁ ହୃଦୟରୁ କୃତଜ୍ଞତା ଜଣାଉଛୁ

ସୌଜନ୍ୟ - ଏଟିଏଚ ରକ୍ସ ପରିବାର ଓଡ଼ିଶା

ଏଟିଏଚ ରକ୍ସ ପରିବାର, ଓଡ଼ିଶା କୋରାପୁଟ ଜିଲ୍ଲା ପ୍ରତିନିଧି ଯୋଗେଶ ଗୁଣ୍ଠ ଙ୍କ ମହାନତା, ଏକ ମାନସିକ ବିକୃତ ଅସହାୟ ମହିଳା ରାସ୍ତାରେ ବୁଲୁଥିବା...
26/08/2024

ଏଟିଏଚ ରକ୍ସ ପରିବାର, ଓଡ଼ିଶା କୋରାପୁଟ ଜିଲ୍ଲା ପ୍ରତିନିଧି ଯୋଗେଶ ଗୁଣ୍ଠ ଙ୍କ ମହାନତା, ଏକ ମାନସିକ ବିକୃତ ଅସହାୟ ମହିଳା ରାସ୍ତାରେ ବୁଲୁଥିବା ଦେଖି ପୋଲିସ କୁ ସୂଚନା ଦେବା ସହ ଆଖ ପାଖ ଅଞ୍ଚଳରେ ପ୍ରଚାର ପ୍ରସାର କରିଥିଲେ, କିଛି ସମୟ ପରେ ତାଙ୍କ ପରିବାର ଲୋକ ଆସିବାରୁ ତାଙ୍କୁ ହସ୍ତାନ୍ତର କଲେ

ସୌଜନ୍ୟ - ଏଟିଏଚ ରକ୍ସ ପରିବାର ଓଡ଼ିଶା

କଟକ ଜିଲ୍ଲା ନିଆଳି ସ୍ଥିତ ଏକ ଘରୋଇ ହସ୍ପିଟାଲ ଠାରେ ଜରୁରୀକାଳୀନ ଭିତ୍ତିରେ ଏକ O+ ରକ୍ତର ଆବଶ୍ୟକତା ଥିଲା, ଆମ ଏଟିଏଚ ରକ୍ସ ପରିବାର, ଓଡ଼ିଶା...
20/08/2024

କଟକ ଜିଲ୍ଲା ନିଆଳି ସ୍ଥିତ ଏକ ଘରୋଇ ହସ୍ପିଟାଲ ଠାରେ ଜରୁରୀକାଳୀନ ଭିତ୍ତିରେ ଏକ O+ ରକ୍ତର ଆବଶ୍ୟକତା ଥିଲା, ଆମ ଏଟିଏଚ ରକ୍ସ ପରିବାର, ଓଡ଼ିଶା କଟକ ଶାଖାର ସକ୍ରିୟ ସଦସ୍ୟ ରାଧାକାନ୍ତ ପ୍ରଧାନ ଘଟଣା ଟିକୁ ଗୁରୁତର ସହ ନେଇ ସ୍ୱଳ୍ପ ସମୟ ମଧ୍ୟରେ ଏକ ୟୁନିଟ ରକ୍ତଦାନ କରି ମୂଲ୍ୟବାନ ଜୀବନ ବଞ୍ଚେଇ ଥିଲେ, ତାଙ୍କର ଏପରି ଏତାଦୃଶ୍ୟ କାର୍ଯ୍ୟ ସହ ସମାଜ କଲ୍ୟାଣରେ ନିଜକୁ ନିୟୋଜିତ କରିଥିବାରୁ ପରିବାର ତରଫରୁ ହୃଦୟରୁ କୃତଜ୍ଞତା ଜଣାଉଛୁ

ସୌଜନ୍ୟ - ଏଟିଏଚ ରକ୍ସ ପରିବାର ଓଡ଼ିଶା

ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ଯୋଖିପାଲି ଗ୍ରାମର ହରି ସାହୁଙ୍କ ଝିଅଟିଏ ଜନ୍ମ ହୋଇଛି। ଝିଅଟିର ଓଜନ ହେଉଛି ୭୫୦ ଗ୍ରାମ । ସେ ଶିଶୁଟି ଦୀର୍ଘ 28...
19/08/2024

ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ଯୋଖିପାଲି ଗ୍ରାମର ହରି ସାହୁଙ୍କ ଝିଅଟିଏ ଜନ୍ମ ହୋଇଛି। ଝିଅଟିର ଓଜନ ହେଉଛି ୭୫୦ ଗ୍ରାମ । ସେ ଶିଶୁଟି ଦୀର୍ଘ 28 ଦିନ ହେବ ସମ୍ବଲପୁର ସ୍ଥିତ ବୁର୍ଲା ଡ଼ାକ୍ତରଖାନାରେ ମୃତ୍ୟୁ ସହିତ ସଙ୍ଘର୍ଷ କରୁଛି । ତାଙ୍କୁ ଆମ ଏଟିଏଚ ରକ୍ସ ପରିବାର, ଓଡ଼ିଶା ତରଫରୁ ସ୍ୱଳ୍ପ ସହାୟତା ରାଶି ପ୍ରଦାନ କରାଗଲା, ଆପଣ ମାନେ ଚାହିଁଲେ ଵି ଦୁଃଖ ସନ୍ତପ୍ତ ପରିବାର ପାଖରେ ପହଞ୍ଚି ପାରିବେ, ଶିଶୁଟିର ପିତାଙ୍କ ଯୋଗାଯୋଗ ନମ୍ବର - 7735676659 🙏🏻🙏🏻

ସୌଜନ୍ୟ - ଏଟିଏଚ ରକ୍ସ ପରିବାର ଓଡ଼ିଶା

କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପ ସ୍ୱାସ୍ଥ୍ୟ କେନ୍ଦ୍ର ଚିକିତ୍ସାଳୟ ଠାରେ ଜରୁରୀକାଳୀନ ଭିତ୍ତିରେ ଏକ B+  ରକ୍ତର ଆବଶ୍ୟକତା ଥିଲା, ଆମ ଏଟିଏଚ ର...
16/08/2024

କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପ ସ୍ୱାସ୍ଥ୍ୟ କେନ୍ଦ୍ର ଚିକିତ୍ସାଳୟ ଠାରେ ଜରୁରୀକାଳୀନ ଭିତ୍ତିରେ ଏକ B+ ରକ୍ତର ଆବଶ୍ୟକତା ଥିଲା, ଆମ ଏଟିଏଚ ରକ୍ସ ପରିବାର, ଓଡ଼ିଶା କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଶାଖାର ସକ୍ରିୟ ସଦସ୍ୟ Bhagirathi N ଘଟଣା ଟିକୁ ଗୁରୁତର ସହ ନେଇ ସ୍ୱଳ୍ପ ସମୟ ମଧ୍ୟରେ ଏକ ୟୁନିଟ ରକ୍ତଦାନ କରି ମୂଲ୍ୟବାନ ଜୀବନ ବଞ୍ଚେଇ ଥିଲେ, ତାଙ୍କର ଏପରି ଏତାଦୃଶ୍ୟ କାର୍ଯ୍ୟ ସହ ସମାଜ କଲ୍ୟାଣରେ ନିଜକୁ ନିୟୋଜିତ କରିଥିବାରୁ ପରିବାର ତରଫରୁ ହୃଦୟରୁ କୃତଜ୍ଞତା ଜଣାଉଛୁ

ସୌଜନ୍ୟ - ଏଟିଏଚ ରକ୍ସ ପରିବାର ଓଡ଼ିଶା Natia Highlights

ନୂଆପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଠାରେ ଜରୁରୀକାଳୀନ ଭିତ୍ତିରେ ଏକ B+  ରକ୍ତର ଆବଶ୍ୟକତା ଥିଲା, ଆମ ଏଟିଏଚ ରକ୍ସ ପରିବାର, ଓଡ଼ିଶା ବରଗଡ଼ ଶ...
16/08/2024

ନୂଆପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଠାରେ ଜରୁରୀକାଳୀନ ଭିତ୍ତିରେ ଏକ B+ ରକ୍ତର ଆବଶ୍ୟକତା ଥିଲା, ଆମ ଏଟିଏଚ ରକ୍ସ ପରିବାର, ଓଡ଼ିଶା ବରଗଡ଼ ଶାଖାର ସକ୍ରିୟ ପ୍ରତିନିଧି Er Sashi Kanta Pradhan ଘଟଣା ଟିକୁ ଗୁରୁତର ସହ ନେଇ ସ୍ୱଳ୍ପ ସମୟ ମଧ୍ୟରେ ଏକ ୟୁନିଟ ରକ୍ତଦାନ କରି ମୂଲ୍ୟବାନ ଜୀବନ ବଞ୍ଚେଇ ଥିଲେ, ତାଙ୍କର ଏପରି ଏତାଦୃଶ୍ୟ କାର୍ଯ୍ୟ ସହ ସମାଜ କଲ୍ୟାଣରେ ନିଜକୁ ନିୟୋଜିତ କରିଥିବାରୁ ପରିବାର ତରଫରୁ ହୃଦୟରୁ କୃତଜ୍ଞତା ଜଣାଉଛୁ

ସୌଜନ୍ୟ - ଏଟିଏଚ ରକ୍ସ ପରିବାର ଓଡ଼ିଶା

ଏଟିଏଚ ରକ୍ସ ପରିବାର, ଓଡ଼ିଶା ସଦସ୍ୟ / ସଦସ୍ୟା ଙ୍କ ମହାନତା, ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଆସିଲା ହୃଦୟସ୍ପଶୀ ଚିତ୍ର, ପବିତ୍ର ସ୍ୱାଧୀନତା ଦିବ...
15/08/2024

ଏଟିଏଚ ରକ୍ସ ପରିବାର, ଓଡ଼ିଶା ସଦସ୍ୟ / ସଦସ୍ୟା ଙ୍କ ମହାନତା, ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଆସିଲା ହୃଦୟସ୍ପଶୀ ଚିତ୍ର, ପବିତ୍ର ସ୍ୱାଧୀନତା ଦିବସ ଉପଲକ୍ଷେ କେନ୍ଦୁଝରରେ ରକ୍ତଦାନ, ନୂଆପଡା ଜିଲ୍ଲାରେ ରକ୍ତଦାନ, କୋରାପୁଟ ରେ ବୃକ୍ଷ ରୋପଣ, ମୟୁରଭଞ୍ଜ ରେ ପ୍ରେସ କ୍ଳବରେ ଯୋଗଦାନ, ପୁରୀ ରେ ଡ୍ରାଇଭର ମହାସଂଘ ଭାଇ ଙ୍କ କାର୍ଯ୍ୟକ୍ରମ ରେ ଯୋଗଦାନ, ପୁରୀ ରେ ଅସହାୟ ମୁହଁରେ ହସ, ନୟାଗଡ଼ ରେ କୁନି କୁନି ଛୁଆଙ୍କ ମୁହଁରେ ଖୁସି ଭରି ଦେଇଛନ୍ତି, ଏଥିପାଇଁ ପରିବାର ତରଫରୁ ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରୁଛୁ

ସୌଜନ୍ୟ - ଏଟିଏଚ ରକ୍ସ ପରିବାର ଓଡ଼ିଶା

ଏଟିଏଚ ରକ୍ସ ପରିବାର, ଓଡ଼ିଶା ତରଫରୁ ମୟୁରଭଞ୍ଜ ଜିଲ୍ଲାରେ ନୂତନ ଭାବେ ଯୋଗ ଦେଇ ଥିବା ଜିଲ୍ଲାପାଳ ଶ୍ରୀଯୁକ୍ତ ହେମକାନ୍ତ ସୟ ଙ୍କୁ ମୟୁରଭଞ୍ଜ ଜ...
14/08/2024

ଏଟିଏଚ ରକ୍ସ ପରିବାର, ଓଡ଼ିଶା ତରଫରୁ ମୟୁରଭଞ୍ଜ ଜିଲ୍ଲାରେ ନୂତନ ଭାବେ ଯୋଗ ଦେଇ ଥିବା ଜିଲ୍ଲାପାଳ ଶ୍ରୀଯୁକ୍ତ ହେମକାନ୍ତ ସୟ ଙ୍କୁ ମୟୁରଭଞ୍ଜ ଜିଲ୍ଲା ଶାଖା ତରଫରୁ ସ୍ୱାଗତ କରାଗଲା ଓ ଜିଲ୍ଲାର ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟକ୍ରମରେ ସାମାଜିକ ସଂଘଠନ ମାନେ କିପରି ଯୋଗ ଦେଇ କାର୍ଯ୍ୟକ୍ରମ ମାନ କରି ପାରିବେ ଆଲୋଚନା କରାଗଲା

ସୌଜନ୍ୟ - ଏଟିଏଚ ରକ୍ସ ପରିବାର ଓଡ଼ିଶା

ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଠାରେ ଜରୁରୀକାଳୀନ ଭିତ୍ତିରେ ଏକ O+  ରକ୍ତର ଆବଶ୍ୟକତା ଥିଲା, ଆମ ଏଟିଏଚ ରକ୍ସ ପରିବାର, ଓଡ଼ିଶା ଦେବଗଡ଼ ...
13/08/2024

ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଠାରେ ଜରୁରୀକାଳୀନ ଭିତ୍ତିରେ ଏକ O+ ରକ୍ତର ଆବଶ୍ୟକତା ଥିଲା, ଆମ ଏଟିଏଚ ରକ୍ସ ପରିବାର, ଓଡ଼ିଶା ଦେବଗଡ଼ ଶାଖାର ସକ୍ରିୟ ସଦସ୍ୟ Papu Sahu ଘଟଣା ଟିକୁ ଗୁରୁତର ସହ ନେଇ ସ୍ୱଳ୍ପ ସମୟ ମଧ୍ୟରେ ଏକ ୟୁନିଟ ରକ୍ତଦାନ କରି ମୂଲ୍ୟବାନ ଜୀବନ ବଞ୍ଚେଇ ଥିଲେ, ତାଙ୍କର ଏପରି ଏତାଦୃଶ୍ୟ କାର୍ଯ୍ୟ ସହ ସମାଜ କଲ୍ୟାଣରେ ନିଜକୁ ନିୟୋଜିତ କରିଥିବାରୁ ପରିବାର ତରଫରୁ ହୃଦୟରୁ କୃତଜ୍ଞତା ଜଣାଉଛୁ

ସୌଜନ୍ୟ - ଏଟିଏଚ ରକ୍ସ ପରିବାର ଓଡ଼ିଶା

326 ନମ୍ବର ଜାତୀୟ ରାଜପଥ ରେ ସଡ଼କ ଦୁର୍ଘଟଣା 3 ଗୁରୁତର ଗୁରୁତର ଆହାତ ଙ୍କୁ ବ୍ରହ୍ମପୁର ସ୍ଥାନାନ୍ତରିତ l ଆଜି ସଂଧ୍ୟା 7 ଟା ସମୟ ରେ ରାୟଗଡ଼ା...
13/08/2024

326 ନମ୍ବର ଜାତୀୟ ରାଜପଥ ରେ ସଡ଼କ ଦୁର୍ଘଟଣା 3 ଗୁରୁତର ଗୁରୁତର ଆହାତ ଙ୍କୁ ବ୍ରହ୍ମପୁର ସ୍ଥାନାନ୍ତରିତ l ଆଜି ସଂଧ୍ୟା 7 ଟା ସମୟ ରେ ରାୟଗଡ଼ା ଜିଲ୍ଲା ରମନଗୁଡ଼ା ଦେଉଲା ରୁ ବାଇକ୍ ଯୋଗେ ପଦ୍ମପୁର ଆସୁଥିବା ଜିତୁ ଲିମା ବିପରୀତ ଦିଗରୁ ଆସୁଥିବା ରାଜେନ୍ଦ୍ର ଶବର ଓ ତାଙ୍କ ବାପା ବସୁ ଶବର ନିଜ ଦେହ ଖରାପ ଥିବା ହେତୁ ମେଡିକାଲ ରୁ ଚିକିତ୍ସା ହେଇ ଫେରୁଥିଲେ, ସେ ସମୟ ରେ 2 ବାଇକ ସାମ୍ନାରୁ ଧକା ହେବା ଫଳରେ 3 ଜଣ ଗୁରୁତର ଆହତ ହୋଇ ରାସ୍ତା ରେ ପ୍ରାୟ 45 ମିନିଟ ପଡ଼ିରହି ଥିଲେ, ସେହି ସମୟ ରେ ଏଟିଏଚ ରକ୍ସ ପରିବାର, ଓଡ଼ିଶା ର ରାଜ୍ୟ ଉପ ସଭାପତି Aditya Narayan Mishra ଓ ତାଙ୍କ ସହଯୋଗୀ ଙ୍କ ମିଳିତ ଉଦ୍ୟୋଗ ରେ ପ୍ରଥମେ ପଦ୍ମପୁର ଗୋଷ୍ଠୀ କେନ୍ଦ୍ର ରେ ଭର୍ତ୍ତି କରିଥିଲେ ଓ ପରେ ସ୍ଥିତି ସଂକଟପନ୍ନ ଥିବା ହେତୁ ବ୍ରହ୍ମପୁର କୁ ସ୍ଥାନାନ୍ତରିତ କରିଥିଲେ l ଏପରି ମହାନ୍ କାର୍ଯ୍ୟ ପାଇଁ ସାରା ଅଞ୍ଚଳ ବାସୀ ଶ୍ରୀ ମିଶ୍ର ଙ୍କୁ ଓ ଏଟିଏଚ ରକ୍ସ ଟ୍ରଷ୍ଟ ଟିମ୍ ଙ୍କୁ ସାଧୁବାଦ ଜଣେଇଛନ୍ତି

ସୌଜନ୍ୟ - ଏଟିଏଚ ରକ୍ସ ପରିବାର ଓଡ଼ିଶା

ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଠାରେ ଜରୁରୀକାଳୀନ ଭିତ୍ତିରେ ଏକ A+  ରକ୍ତର ଆବଶ୍ୟକତା ଥିଲା, ଆମ ଏଟିଏଚ ରକ୍ସ ପରିବାର, ଓଡ଼ିଶା ବରଗଡ଼ ଶା...
13/08/2024

ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଠାରେ ଜରୁରୀକାଳୀନ ଭିତ୍ତିରେ ଏକ A+ ରକ୍ତର ଆବଶ୍ୟକତା ଥିଲା, ଆମ ଏଟିଏଚ ରକ୍ସ ପରିବାର, ଓଡ଼ିଶା ବରଗଡ଼ ଶାଖାର ସକ୍ରିୟ ସଦସ୍ୟ Dhabaleswar Meher ଘଟଣା ଟିକୁ ଗୁରୁତର ସହ ନେଇ ସ୍ୱଳ୍ପ ସମୟ ମଧ୍ୟରେ ଏକ ୟୁନିଟ ରକ୍ତଦାନ କରି ମୂଲ୍ୟବାନ ଜୀବନ ବଞ୍ଚେଇ ଥିଲେ, ତାଙ୍କର ଏପରି ଏତାଦୃଶ୍ୟ କାର୍ଯ୍ୟ ସହ ସମାଜ କଲ୍ୟାଣରେ ନିଜକୁ ନିୟୋଜିତ କରିଥିବାରୁ ପରିବାର ତରଫରୁ ହୃଦୟରୁ କୃତଜ୍ଞତା ଜଣାଉଛୁ

ସୌଜନ୍ୟ - ଏଟିଏଚ ରକ୍ସ ପରିବାର ଓଡ଼ିଶା

ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଠାରେ ଜରୁରୀକାଳୀନ ଭିତ୍ତିରେ ଏକ O+  ରକ୍ତର ଆବଶ୍ୟକତା ଥିଲା, ଆମ ଏଟିଏଚ ରକ୍ସ ପରିବାର, ଓଡ଼ିଶା ବରଗଡ଼ ଶା...
13/08/2024

ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଠାରେ ଜରୁରୀକାଳୀନ ଭିତ୍ତିରେ ଏକ O+ ରକ୍ତର ଆବଶ୍ୟକତା ଥିଲା, ଆମ ଏଟିଏଚ ରକ୍ସ ପରିବାର, ଓଡ଼ିଶା ବରଗଡ଼ ଶାଖାର ଯୁଗ୍ମ ପ୍ରତିନିଧି ଶ୍ରୀ ନୋବେଲ ଅଗ୍ରୱାଲ ଘଟଣା ଟିକୁ ଗୁରୁତର ସହ ନେଇ ସ୍ୱଳ୍ପ ସମୟ ମଧ୍ୟରେ ଏକ ୟୁନିଟ ରକ୍ତଦାନ କରି ମୂଲ୍ୟବାନ ଜୀବନ ବଞ୍ଚେଇ ଥିଲେ, ତାଙ୍କର ଏପରି ଏତାଦୃଶ୍ୟ କାର୍ଯ୍ୟ ସହ ସମାଜ କଲ୍ୟାଣରେ ନିଜକୁ ନିୟୋଜିତ କରିଥିବାରୁ ପରିବାର ତରଫରୁ ହୃଦୟରୁ କୃତଜ୍ଞତା ଜଣାଉଛୁ

ସୌଜନ୍ୟ - ଏଟିଏଚ ରକ୍ସ ପରିବାର ଓଡ଼ିଶା

ରାଜଧାନୀ ଭୁବନେଶ୍ୱର କ୍ୟାପିଟାଲ ଚିକିତ୍ସାଳୟ ଠାରେ ଜରୁରୀକାଳୀନ ଭିତ୍ତିରେ ଏକ O+ ରକ୍ତର ଆବଶ୍ୟକତା ଥିଲା, ଆମ ଏଟିଏଚ ରକ୍ସ ପରିବାର, ଓଡ଼ିଶା ...
11/08/2024

ରାଜଧାନୀ ଭୁବନେଶ୍ୱର କ୍ୟାପିଟାଲ ଚିକିତ୍ସାଳୟ ଠାରେ ଜରୁରୀକାଳୀନ ଭିତ୍ତିରେ ଏକ O+ ରକ୍ତର ଆବଶ୍ୟକତା ଥିଲା, ଆମ ଏଟିଏଚ ରକ୍ସ ପରିବାର, ଓଡ଼ିଶା ପୁରୀ ଶାଖାର ସକ୍ରିୟ ସଦସ୍ୟ ଶ୍ରୀ ରାକେଶ ନାୟକ ଘଟଣା ଟିକୁ ଗୁରୁତର ସହ ନେଇ ସ୍ୱଳ୍ପ ସମୟ ମଧ୍ୟରେ ଏକ ୟୁନିଟ ରକ୍ତଦାନ କରି ମୂଲ୍ୟବାନ ଜୀବନ ବଞ୍ଚେଇ ଥିଲେ, ତାଙ୍କର ଏପରି ଏତାଦୃଶ୍ୟ କାର୍ଯ୍ୟ ସହ ସମାଜ କଲ୍ୟାଣରେ ନିଜକୁ ନିୟୋଜିତ କରିଥିବାରୁ ପରିବାର ତରଫରୁ ହୃଦୟରୁ କୃତଜ୍ଞତା ଜଣାଉଛୁ

ସୌଜନ୍ୟ - ଏଟିଏଚ ରକ୍ସ ପରିବାର ଓଡ଼ିଶା

ବଲାଙ୍ଗୀର ଜିଲ୍ଲା ଭୀମ ଭୋଇ ଭେଷଜ ଚିକିତ୍ସାଳୟ ଓ ମହାବିଦ୍ୟାଳୟ ଠାରେ ଜରୁରୀକାଳୀନ ଭିତ୍ତିରେ ଏକ O+ ରକ୍ତର ଆବଶ୍ୟକତା ଥିଲା, ଆମ ଏଟିଏଚ ରକ୍ସ ...
11/08/2024

ବଲାଙ୍ଗୀର ଜିଲ୍ଲା ଭୀମ ଭୋଇ ଭେଷଜ ଚିକିତ୍ସାଳୟ ଓ ମହାବିଦ୍ୟାଳୟ ଠାରେ ଜରୁରୀକାଳୀନ ଭିତ୍ତିରେ ଏକ O+ ରକ୍ତର ଆବଶ୍ୟକତା ଥିଲା, ଆମ ଏଟିଏଚ ରକ୍ସ ପରିବାର, ଓଡ଼ିଶା ବଲାଙ୍ଗୀର ଶାଖାର ସକ୍ରିୟ ସଦସ୍ୟ ଶ୍ରୀ ସରୋଜ କୁମାର ମେଣ୍ଡିଲି ଘଟଣା ଟିକୁ ଗୁରୁତର ସହ ନେଇ ସ୍ୱଳ୍ପ ସମୟ ମଧ୍ୟରେ ଏକ ୟୁନିଟ ରକ୍ତଦାନ କରି ମୂଲ୍ୟବାନ ଜୀବନ ବଞ୍ଚେଇ ଥିଲେ, ତାଙ୍କର ଏପରି ଏତାଦୃଶ୍ୟ କାର୍ଯ୍ୟ ସହ ସମାଜ କଲ୍ୟାଣରେ ନିଜକୁ ନିୟୋଜିତ କରିଥିବାରୁ ପରିବାର ତରଫରୁ ହୃଦୟରୁ କୃତଜ୍ଞତା ଜଣାଉଛୁ

ସୌଜନ୍ୟ - ଏଟିଏଚ ରକ୍ସ ପରିବାର ଓଡ଼ିଶା

ରାୟଗଡା ଜିଲ୍ଲା ଗୁଣୁପୁର ଉପଖଣ୍ଡ ସ୍ୱାସ୍ଥ୍ୟକେନ୍ଦ୍ର ଠାରେ ଜରୁରୀକାଳୀନ ଭିତ୍ତିରେ ଏକ A+ ରକ୍ତର ଆବଶ୍ୟକତା ଥିଲା, ଆମ ଏଟିଏଚ ରକ୍ସ ପରିବାର, ...
11/08/2024

ରାୟଗଡା ଜିଲ୍ଲା ଗୁଣୁପୁର ଉପଖଣ୍ଡ ସ୍ୱାସ୍ଥ୍ୟକେନ୍ଦ୍ର ଠାରେ ଜରୁରୀକାଳୀନ ଭିତ୍ତିରେ ଏକ A+ ରକ୍ତର ଆବଶ୍ୟକତା ଥିଲା, ଆମ ଏଟିଏଚ ରକ୍ସ ପରିବାର, ଓଡ଼ିଶା ରାୟଗଡା ଶାଖାର ସକ୍ରିୟ ସଦସ୍ୟ ଶ୍ରୀ ମନୋଜ କୁମାର ପାଲକା ଘଟଣା ଟିକୁ ଗୁରୁତର ସହ ନେଇ ସ୍ୱଳ୍ପ ସମୟ ମଧ୍ୟରେ ଏକ ୟୁନିଟ ରକ୍ତଦାନ କରି ମୂଲ୍ୟବାନ ଜୀବନ ବଞ୍ଚେଇ ଥିଲେ, ତାଙ୍କର ଏପରି ଏତାଦୃଶ୍ୟ କାର୍ଯ୍ୟ ସହ ସମାଜ କଲ୍ୟାଣରେ ନିଜକୁ ନିୟୋଜିତ କରିଥିବାରୁ ପରିବାର ତରଫରୁ ହୃଦୟରୁ କୃତଜ୍ଞତା ଜଣାଉଛୁ

ସୌଜନ୍ୟ - ଏଟିଏଚ ରକ୍ସ ପରିବାର ଓଡ଼ିଶା

କଟକ ଜିଲ୍ଲା ଶ୍ରୀରାମ ଚନ୍ଦ୍ର ଭଞ୍ଜ ଭେଷଜ ଚିକିତ୍ସାଳୟ ଓ ମହାବିଦ୍ୟାଳୟ ଠାରେ ଜରୁରୀକାଳୀନ ଭିତ୍ତିରେ ଏକ B+ ରକ୍ତର ଆବଶ୍ୟକତା ଥିଲା, ଆମ ଏଟିଏ...
11/08/2024

କଟକ ଜିଲ୍ଲା ଶ୍ରୀରାମ ଚନ୍ଦ୍ର ଭଞ୍ଜ ଭେଷଜ ଚିକିତ୍ସାଳୟ ଓ ମହାବିଦ୍ୟାଳୟ ଠାରେ ଜରୁରୀକାଳୀନ ଭିତ୍ତିରେ ଏକ B+ ରକ୍ତର ଆବଶ୍ୟକତା ଥିଲା, ଆମ ଏଟିଏଚ ରକ୍ସ ପରିବାର, ଓଡ଼ିଶା କଟକ ଶାଖାର ସକ୍ରିୟ ସଦସ୍ୟ ଶ୍ରୀ ସତ୍ୟ ରଞ୍ଜନ ପଣ୍ଡା ଘଟଣା ଟିକୁ ଗୁରୁତର ସହ ନେଇ ସ୍ୱଳ୍ପ ସମୟ ମଧ୍ୟରେ ଏକ ୟୁନିଟ ରକ୍ତଦାନ କରି ମୂଲ୍ୟବାନ ଜୀବନ ବଞ୍ଚେଇ ଥିଲେ, ତାଙ୍କର ଏପରି ଏତାଦୃଶ୍ୟ କାର୍ଯ୍ୟ ସହ ସମାଜ କଲ୍ୟାଣରେ ନିଜକୁ ନିୟୋଜିତ କରିଥିବାରୁ ପରିବାର ତରଫରୁ ହୃଦୟରୁ କୃତଜ୍ଞତା ଜଣାଉଛୁ

ସୌଜନ୍ୟ - ଏଟିଏଚ ରକ୍ସ ପରିବାର ଓଡ଼ିଶା

ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସ୍ଥିତ ମହାରାଜ କୃଷ୍ଣଚନ୍ଦ୍ର ଗଜପତି ଭେଷଜ ଚିକିତ୍ସଳୟ ଓ ମହାବିଦ୍ୟାଳୟ ଠାରେ ଜରୁରୀକାଳୀନ ଭିତ୍ତିରେ ଏକ A+  ରକ୍ତ...
11/08/2024

ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସ୍ଥିତ ମହାରାଜ କୃଷ୍ଣଚନ୍ଦ୍ର ଗଜପତି ଭେଷଜ ଚିକିତ୍ସଳୟ ଓ ମହାବିଦ୍ୟାଳୟ ଠାରେ ଜରୁରୀକାଳୀନ ଭିତ୍ତିରେ ଏକ A+ ରକ୍ତର ଆବଶ୍ୟକତା ଥିଲା, ଆମ ଏଟିଏଚ ରକ୍ସ ପରିବାର, ଓଡ଼ିଶା କନ୍ଧମାଳ ଶାଖାର ସକ୍ରିୟ ସଦସ୍ୟ ଶ୍ରୀ ଗଣେଶ୍ୱର କେତକୀଙ୍କ ଠାରୁ ଖବର ପାଇ ଆମ ଧର୍ମଗଡ଼ ପ୍ରତିନିଧି ଶ୍ରୀ ସଚିନ କୁମାର ବେହେରା ଘଟଣା ଟିକୁ ଗୁରୁତର ସହ ନେଇ ସ୍ୱଳ୍ପ ସମୟ ମଧ୍ୟରେ ଏକ ୟୁନିଟ ରକ୍ତଦାନ କରି ମୂଲ୍ୟବାନ ଜୀବନ ବଞ୍ଚେଇ ଥିଲେ, ତାଙ୍କର ଏପରି ଏତାଦୃଶ୍ୟ କାର୍ଯ୍ୟ ସହ ସମାଜ କଲ୍ୟାଣରେ ନିଜକୁ ନିୟୋଜିତ କରିଥିବାରୁ ପରିବାର ତରଫରୁ ହୃଦୟରୁ କୃତଜ୍ଞତା ଜଣାଉଛୁ

ସୌଜନ୍ୟ - ଏଟିଏଚ ରକ୍ସ ପରିବାର ଓଡ଼ିଶା

Address

Solapur
Puri
752110

Opening Hours

Monday 9am - 5pm
Tuesday 9am - 5pm
Wednesday 9am - 5pm
Thursday 9am - 5pm
Friday 9am - 5pm
Saturday 9am - 5pm

Telephone

+919337261650

Website

Alerts

Be the first to know and let us send you an email when ATH Rocks Paribar News posts news and promotions. Your email address will not be used for any other purpose, and you can unsubscribe at any time.

Share