News Odisha

News Odisha Local News / Odisha Entertainment / Awaraness /
No Political Page / Quote www.utkalodia.co.in

କିଛି ହେବାର ଅଛି ତ ବନବାସ ଭୋଗିବାକୁ ପଡ଼ିବ ଆଜ୍ଞା କାରଣ ଘରର ସୁଖ ସୁବିଧା ଭିତରେ ଆପଣ କେବେ ଶ୍ରୀରାମ ହୋଇ ପାରିବେ ନାହିଁ
12/01/2025

କିଛି ହେବାର ଅଛି ତ ବନବାସ ଭୋଗିବାକୁ ପଡ଼ିବ ଆଜ୍ଞା କାରଣ ଘରର ସୁଖ ସୁବିଧା ଭିତରେ ଆପଣ କେବେ ଶ୍ରୀରାମ ହୋଇ ପାରିବେ ନାହିଁ

12/01/2025

ପାଣ୍ଡିଆ ମୋହନ ହଳି। ଆଗକୁ ଜନତା ପଡିବେ ବଳି।
କର୍ମୀ ଦେଉଛନ୍ତି ହୁଳହୁଳି #ପୁରୀ

15/12/2024

ମା ମଙ୍ଗଳାଙ୍କ ଆଳତି ଦର୍ଶନ କରନ୍ତୁ #କାକଟପୁର #ପୁରୀ

ସ୍ଵତନ୍ତ୍ର ରିଲିଫ୍ କମିଶନରଙ୍କ କାର୍ଯ୍ୟାଳୟରେ ମାନନୀୟ ମୁଖ୍ୟମନ୍ତ୍ରୀ ଶ୍ରୀ Mohan Charan Majhi ଜୀ ସମ୍ଭାବ୍ୟ ବାତ୍ୟା ' #ଦାନା' ମୁକାବିଲା...
24/10/2024

ସ୍ଵତନ୍ତ୍ର ରିଲିଫ୍ କମିଶନରଙ୍କ କାର୍ଯ୍ୟାଳୟରେ ମାନନୀୟ ମୁଖ୍ୟମନ୍ତ୍ରୀ ଶ୍ରୀ Mohan Charan Majhi ଜୀ ସମ୍ଭାବ୍ୟ ବାତ୍ୟା ' #ଦାନା' ମୁକାବିଲା ପାଇଁ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି । ଏହି ଅବସରରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ Suresh Pujari ଓ ଅନ୍ୟାନ୍ୟ ଉଚ୍ଚସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ ।

ପବିତ୍ର ଗଣେଶ ଚତୁର୍ଥୀର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। ପ୍ରଭୁ ବିଘ୍ନବିନାଶକ ଶ୍ରୀଗଣେଶ ସମସ୍ତଙ୍କ ବିଦ୍ୟା ତଥା ବୁଦ୍ଧିର ଭଣ୍ଡାରକୁ ପରିପ...
07/09/2024

ପବିତ୍ର ଗଣେଶ ଚତୁର୍ଥୀର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। ପ୍ରଭୁ ବିଘ୍ନବିନାଶକ ଶ୍ରୀଗଣେଶ ସମସ୍ତଙ୍କ ବିଦ୍ୟା ତଥା ବୁଦ୍ଧିର ଭଣ୍ଡାରକୁ ପରିପୂର୍ଣ୍ଣ କରନ୍ତୁ।

ପୁରୀ ଶରଧାବାଲି ଠାରେ ପୁରୀ ସଦର ବ୍ଲକ 30 ଗୋଟି ପଞ୍ଚାୟତର ପ୍ରତିଭା ମାନଙ୍କୁ ନେଇ ଆୟୋଜିତ ଶ୍ରୀକ୍ଷେତ୍ର ଲକ୍ଷ୍ମୀ ମହୋତ୍ସବ ଉଦଯାପନୀ ସନ୍ଧ୍ୟା...
11/02/2024

ପୁରୀ ଶରଧାବାଲି ଠାରେ ପୁରୀ ସଦର ବ୍ଲକ 30 ଗୋଟି ପଞ୍ଚାୟତର ପ୍ରତିଭା ମାନଙ୍କୁ ନେଇ ଆୟୋଜିତ ଶ୍ରୀକ୍ଷେତ୍ର ଲକ୍ଷ୍ମୀ ମହୋତ୍ସବ ଉଦଯାପନୀ ସନ୍ଧ୍ୟା
Naveen Patnaik Biju Janata Dal Odisha CMO Odisha

ନୟା ସବେରା ନିମାପଡା ୟୁଥ ଟ୍ରଷ୍ଟ ଦ୍ୱାରା ଜାତୀୟ ସଡ଼କ ସୁରକ୍ଷା ସପ୍ତାହ ପାଳନ କରାଯାଇଛି
14/01/2024

ନୟା ସବେରା ନିମାପଡା ୟୁଥ ଟ୍ରଷ୍ଟ ଦ୍ୱାରା ଜାତୀୟ ସଡ଼କ ସୁରକ୍ଷା ସପ୍ତାହ ପାଳନ କରାଯାଇଛି

ଜଗନ୍ନାଥଙ୍କ ଉପରେ ଗାଡି ଚଢ଼େଇ ଚାଉଳ ଗୁଆ ସଂଗ୍ରହ ଚାଲିଛି, ଧନ୍ୟ ଏ ଓଡ଼ିଆ ଜାତି କଳାପାହାଡ଼ ଆକ୍ରମଣ ପରେ ଏମିତି ଅପମାନ ତାମିଲ୍ ନେତୃତ୍ବରେ ବ...
13/01/2024

ଜଗନ୍ନାଥଙ୍କ ଉପରେ ଗାଡି ଚଢ଼େଇ ଚାଉଳ ଗୁଆ ସଂଗ୍ରହ ଚାଲିଛି, ଧନ୍ୟ ଏ ଓଡ଼ିଆ ଜାତି କଳାପାହାଡ଼ ଆକ୍ରମଣ ପରେ ଏମିତି ଅପମାନ ତାମିଲ୍ ନେତୃତ୍ବରେ ବୋଧେ ଦ୍ଵିତୀୟ ଥର ହେଉଛି , ତାହା ବି ଓଡ଼ିଆଙ୍କ ଦ୍ୱାରା ..

   ଓଡିଶା ପୋଲିସର ନୂତନ ଆରକ୍ଷୀ ମହାନିର୍ଦ୍ଦେଶକ ଭାବେ ଶ୍ରୀ ଅରୁଣ କୁମାର ଷଡଙ୍ଗୀ, ଆଇ.ପି.ଏସ  ଆଜି ଅପରାହ୍ନରେ କଟକସ୍ଥିତ ରାଜ୍ୟ ପୋଲିସ ମୁଖ୍...
31/12/2023


ଓଡିଶା ପୋଲିସର ନୂତନ ଆରକ୍ଷୀ ମହାନିର୍ଦ୍ଦେଶକ ଭାବେ ଶ୍ରୀ ଅରୁଣ କୁମାର ଷଡଙ୍ଗୀ, ଆଇ.ପି.ଏସ ଆଜି ଅପରାହ୍ନରେ କଟକସ୍ଥିତ ରାଜ୍ୟ ପୋଲିସ ମୁଖ୍ୟ କାର୍ଯ୍ୟାଳୟଠାରେ ପୂର୍ବତନ ଡି.ଜି.ପି ଶ୍ରୀ ସୁନୀଲ କୁମାର ବଂସଲଙ୍କ ଠାରୁ ଅତିରିକ୍ତ ଦାୟିତ୍ୱ ଗ୍ରହଣ କରିଛନ୍ତି।

ମା'ମଙ୍ଗଳାଙ୍କ ପରିଦର୍ଶନ ରେ ମହାମହିମ ରାଜ୍ୟପାଳ 🚩
30/12/2023

ମା'ମଙ୍ଗଳାଙ୍କ ପରିଦର୍ଶନ ରେ ମହାମହିମ ରାଜ୍ୟପାଳ 🚩

ଆମ ସଂକଳ୍ପ, ବିକଶିତ ଭାରତ
17/12/2023

ଆମ ସଂକଳ୍ପ, ବିକଶିତ ଭାରତ

ପବିତ୍ର ଧନୁ ସଂକ୍ରାନ୍ତି 🚩🙏  #ମା_ମଙ୍ଗଳା  ଆଜିଠାରୁ ଶ୍ରୀ ଶ୍ରୀ ମଙ୍ଗଳା ଠାକୁରାଣୀଙ୍କର ପହିଲି ଭୋଗ ଆରମ୍ଭ ହୋଇ ମକର ସଂକ୍ରାନ୍ତି ପର୍ଯ୍ୟନ୍ତ...
16/12/2023

ପବିତ୍ର ଧନୁ ସଂକ୍ରାନ୍ତି 🚩🙏 #ମା_ମଙ୍ଗଳା
ଆଜିଠାରୁ ଶ୍ରୀ ଶ୍ରୀ ମଙ୍ଗଳା ଠାକୁରାଣୀଙ୍କର ପହିଲି ଭୋଗ ଆରମ୍ଭ ହୋଇ ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ଚାଲେ। ଏହି ସମୟରେ ଦୈନନ୍ଦିନ ନୀତି ପରି ସମସ୍ତ ନୀତି କରାଯାଏ। ମାତ୍ର ସକାଳ ୮ ଘଟିକା ସୁଦ୍ଧା ସୂର୍ଯ୍ୟପୂଜା, ବଲ୍ଲଭ ଓ ସକାଳଧୂପ ସମାପ୍ତ ହୋଇଥାଏ।

ସକାଳ ଧୂପ ପରେ ଠାକୁରାଣୀଙ୍କ ମୁଖଶାଳା ରେ ମନ୍ଦିର ପୁରୋହିତ ଙ୍କ ଦ୍ବାରା ସଂକ୍ରାନ୍ତି ହୋମ ଅନୁଷ୍ଠିତ କରାଯାଏ ।

ସକାଳ ଧୂପରେ ଖେଚୁଡି, ଡାଲି, ଭଜା ଓ ତରକାରୀ ସହ ଅଧିକ ଭାବେ ଏକ ଥାଳି ଘିଅ ଖେଚୁଡ଼ି ଛାମୁରେ ବଢାଯାଇ ପୂଜା କରାଯାଏ। ଏହି ସମୟରେ ମା'ଙ୍କର ସଂଧ୍ୟା ଆଳତି ବଢିବା ପରେ ମୁଆଁ ଭୋଗ ସମର୍ପଣ କରାଯାଏ ।

ଜୟ ମା ମଙ୍ଗଳା 🌺🌺🌺

ମା' ମଙ୍ଗଳା ଙ୍କର ଦୁର୍ଲ୍ଲଭ ବେଶ 🌺ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ଦଧିସିଙ୍ଗା ଗ୍ରାମ ରେ ପୂଜା ପାଉଥିବା ମା' ମଙ୍ଗଳା ଙ୍କର ଲକ୍ଷ୍ମୀବେଶ । ପ...
15/12/2023

ମା' ମଙ୍ଗଳା ଙ୍କର ଦୁର୍ଲ୍ଲଭ ବେଶ 🌺

ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ଦଧିସିଙ୍ଗା ଗ୍ରାମ ରେ ପୂଜା ପାଉଥିବା ମା' ମଙ୍ଗଳା ଙ୍କର ଲକ୍ଷ୍ମୀବେଶ । ପବିତ୍ର ମାର୍ଗଶିର ଗୁରୁବାର ଉପଲକ୍ଷେ ଏହି ବେଶରେ ପୂଜା ପାଉଛନ୍ତି ମା'

ଜୟ ମା ମଙ୍ଗଳା 🚩 🕉️
12/11/2023

ଜୟ ମା ମଙ୍ଗଳା 🚩 🕉️

ଶହସ୍ର କୁମ୍ଭାଭିଷେକ ପରେ ମା ମଙ୍ଗଳାଙ୍କ ଦିବ୍ୟ ଦର୍ଶନ🙏🏻 🚩
06/10/2023

ଶହସ୍ର କୁମ୍ଭାଭିଷେକ ପରେ ମା ମଙ୍ଗଳାଙ୍କ ଦିବ୍ୟ ଦର୍ଶନ🙏🏻 🚩

Address

Rasulgarh
Bhubaneswar
751009

Website

Alerts

Be the first to know and let us send you an email when News Odisha posts news and promotions. Your email address will not be used for any other purpose, and you can unsubscribe at any time.

Videos

Share