Kakatpur Khabar

Kakatpur Khabar Local News / Odisha Entertainment / Awaraness /
No Political Page / Quote
(2)

   ଓଡିଶା ପୋଲିସର ନୂତନ ଆରକ୍ଷୀ ମହାନିର୍ଦ୍ଦେଶକ ଭାବେ ଶ୍ରୀ ଅରୁଣ କୁମାର ଷଡଙ୍ଗୀ, ଆଇ.ପି.ଏସ  ଆଜି ଅପରାହ୍ନରେ କଟକସ୍ଥିତ ରାଜ୍ୟ ପୋଲିସ ମୁଖ୍...
31/12/2023


ଓଡିଶା ପୋଲିସର ନୂତନ ଆରକ୍ଷୀ ମହାନିର୍ଦ୍ଦେଶକ ଭାବେ ଶ୍ରୀ ଅରୁଣ କୁମାର ଷଡଙ୍ଗୀ, ଆଇ.ପି.ଏସ ଆଜି ଅପରାହ୍ନରେ କଟକସ୍ଥିତ ରାଜ୍ୟ ପୋଲିସ ମୁଖ୍ୟ କାର୍ଯ୍ୟାଳୟଠାରେ ପୂର୍ବତନ ଡି.ଜି.ପି ଶ୍ରୀ ସୁନୀଲ କୁମାର ବଂସଲଙ୍କ ଠାରୁ ଅତିରିକ୍ତ ଦାୟିତ୍ୱ ଗ୍ରହଣ କରିଛନ୍ତି।

ମା'ମଙ୍ଗଳାଙ୍କ ପରିଦର୍ଶନ ରେ ମହାମହିମ ରାଜ୍ୟପାଳ 🚩
30/12/2023

ମା'ମଙ୍ଗଳାଙ୍କ ପରିଦର୍ଶନ ରେ ମହାମହିମ ରାଜ୍ୟପାଳ 🚩

ଆମ ସଂକଳ୍ପ, ବିକଶିତ ଭାରତ
17/12/2023

ଆମ ସଂକଳ୍ପ, ବିକଶିତ ଭାରତ

ପବିତ୍ର ଧନୁ ସଂକ୍ରାନ୍ତି 🚩🙏  #ମା_ମଙ୍ଗଳା  ଆଜିଠାରୁ ଶ୍ରୀ ଶ୍ରୀ ମଙ୍ଗଳା ଠାକୁରାଣୀଙ୍କର ପହିଲି ଭୋଗ ଆରମ୍ଭ ହୋଇ ମକର ସଂକ୍ରାନ୍ତି ପର୍ଯ୍ୟନ୍ତ...
16/12/2023

ପବିତ୍ର ଧନୁ ସଂକ୍ରାନ୍ତି 🚩🙏 #ମା_ମଙ୍ଗଳା
ଆଜିଠାରୁ ଶ୍ରୀ ଶ୍ରୀ ମଙ୍ଗଳା ଠାକୁରାଣୀଙ୍କର ପହିଲି ଭୋଗ ଆରମ୍ଭ ହୋଇ ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ଚାଲେ। ଏହି ସମୟରେ ଦୈନନ୍ଦିନ ନୀତି ପରି ସମସ୍ତ ନୀତି କରାଯାଏ। ମାତ୍ର ସକାଳ ୮ ଘଟିକା ସୁଦ୍ଧା ସୂର୍ଯ୍ୟପୂଜା, ବଲ୍ଲଭ ଓ ସକାଳଧୂପ ସମାପ୍ତ ହୋଇଥାଏ।

ସକାଳ ଧୂପ ପରେ ଠାକୁରାଣୀଙ୍କ ମୁଖଶାଳା ରେ ମନ୍ଦିର ପୁରୋହିତ ଙ୍କ ଦ୍ବାରା ସଂକ୍ରାନ୍ତି ହୋମ ଅନୁଷ୍ଠିତ କରାଯାଏ ।

ସକାଳ ଧୂପରେ ଖେଚୁଡି, ଡାଲି, ଭଜା ଓ ତରକାରୀ ସହ ଅଧିକ ଭାବେ ଏକ ଥାଳି ଘିଅ ଖେଚୁଡ଼ି ଛାମୁରେ ବଢାଯାଇ ପୂଜା କରାଯାଏ। ଏହି ସମୟରେ ମା'ଙ୍କର ସଂଧ୍ୟା ଆଳତି ବଢିବା ପରେ ମୁଆଁ ଭୋଗ ସମର୍ପଣ କରାଯାଏ ।

ଜୟ ମା ମଙ୍ଗଳା 🌺🌺🌺

ମା' ମଙ୍ଗଳା ଙ୍କର ଦୁର୍ଲ୍ଲଭ ବେଶ 🌺ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ଦଧିସିଙ୍ଗା ଗ୍ରାମ ରେ ପୂଜା ପାଉଥିବା ମା' ମଙ୍ଗଳା ଙ୍କର ଲକ୍ଷ୍ମୀବେଶ । ପ...
15/12/2023

ମା' ମଙ୍ଗଳା ଙ୍କର ଦୁର୍ଲ୍ଲଭ ବେଶ 🌺

ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ଦଧିସିଙ୍ଗା ଗ୍ରାମ ରେ ପୂଜା ପାଉଥିବା ମା' ମଙ୍ଗଳା ଙ୍କର ଲକ୍ଷ୍ମୀବେଶ । ପବିତ୍ର ମାର୍ଗଶିର ଗୁରୁବାର ଉପଲକ୍ଷେ ଏହି ବେଶରେ ପୂଜା ପାଉଛନ୍ତି ମା'

ଜୟ ମା ମଙ୍ଗଳା 🚩 🕉️
12/11/2023

ଜୟ ମା ମଙ୍ଗଳା 🚩 🕉️

ଶହସ୍ର କୁମ୍ଭାଭିଷେକ ପରେ ମା ମଙ୍ଗଳାଙ୍କ ଦିବ୍ୟ ଦର୍ଶନ🙏🏻 🚩
06/10/2023

ଶହସ୍ର କୁମ୍ଭାଭିଷେକ ପରେ ମା ମଙ୍ଗଳାଙ୍କ ଦିବ୍ୟ ଦର୍ଶନ🙏🏻 🚩

30/06/2023

ମହାପ୍ରଭୁଙ୍କ ନନ୍ଦିଘୋଷରେ ଭାଙ୍ଗିଲା ଅଧରପଣା ହାଣ୍ଡି 😍🚩❣️🙏🏻

27/06/2023
21/06/2023

20/06/2023

Foreigner Devotee

ଅତନୁ ସବ୍ୟସାଚୀଙ୍କୁ ଦିଆଗଲା ଉଚ୍ଚଶିକ୍ଷା ବିଭାଗ ଦାୟିତ୍ୱ
09/06/2023

ଅତନୁ ସବ୍ୟସାଚୀଙ୍କୁ ଦିଆଗଲା ଉଚ୍ଚଶିକ୍ଷା ବିଭାଗ ଦାୟିତ୍ୱ

ବାହାନଗାଠାରେ ମର୍ମନ୍ତୁଦ ଭୟାବହ ଟ୍ରେନ ଦୁର୍ଘଟଣାରେ ମୃତ ବ୍ୟକ୍ତିମାନଙ୍କ ସମ୍ମାନରେ ତଥା ସେମାନଙ୍କ ଅମର ଆତ୍ମାର ସଦଗତି କାମନା ନିମନ୍ତେ ସନ୍ଧ...
04/06/2023

ବାହାନଗାଠାରେ ମର୍ମନ୍ତୁଦ ଭୟାବହ ଟ୍ରେନ ଦୁର୍ଘଟଣାରେ ମୃତ ବ୍ୟକ୍ତିମାନଙ୍କ ସମ୍ମାନରେ ତଥା ସେମାନଙ୍କ ଅମର ଆତ୍ମାର ସଦଗତି କାମନା ନିମନ୍ତେ ସନ୍ଧ୍ୟାରେ ବିଜୁ ଜନତା ଦଳ ପକ୍ଷରୁ କ୍ୟାଣ୍ଡେଲ ଶୋଭାଯାତ୍ରା । ପ୍ରଦର୍ଶନୀ ପଡ଼ିଆରୁ ରାମ ମନ୍ଦିର ପର୍ଯ୍ୟନ୍ତ ଯାଇ ସେଠାରେ ସମୂହ ଦୀପ ଦାନ ଓ ନିରବ ପ୍ରାର୍ଥନା ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଦଳର ବହୁ କର୍ମକର୍ତ୍ତା, ବିଧାୟକ, ମନ୍ତ୍ରୀ, କର୍ପୋରେଟର ଓ ସମର୍ଥକମାନେ ଏକାଠି ସାମିଲ ହୋଇ ,ଏ ଦୁଃଖଦ ସମୟରେ ପୀଡ଼ିତ ପରିବାରର ସଦସ୍ୟ ଓ ସମ୍ପର୍କୀୟଙ୍କୁ ଭଗବାନ ଧୈର୍ଯ୍ୟ ଓ ସାହାସ ଦିଅନ୍ତୁ ବୋଲି କାମନା କରିଛନ୍ତି

ଅଖିଳ ଭାରତୀୟ ବିଦ୍ୟାର୍ଥୀପରିଷଦ ସୋର, ବାଲେଶ୍ଵର ଶାଖା ପକ୍ଷରୁ ବହାନଗା ଠାରେ ଘଟିଥିବା ରେଳ ଦୁର୍ଘଟଣାରେ ଆହତ ହୋଇଥିବା ଲୋକ ଓ ସେମାନଙ୍କ ପ୍ରି...
04/06/2023

ଅଖିଳ ଭାରତୀୟ ବିଦ୍ୟାର୍ଥୀପରିଷଦ ସୋର, ବାଲେଶ୍ଵର ଶାଖା ପକ୍ଷରୁ ବହାନଗା ଠାରେ ଘଟିଥିବା ରେଳ ଦୁର୍ଘଟଣାରେ ଆହତ ହୋଇଥିବା ଲୋକ ଓ ସେମାନଙ୍କ ପ୍ରିୟଜନ ଏବଂ ସେବା କାର୍ଯ୍ୟରେ ଲାଗିଥିବା ଲୋକମାନଙ୍କୁ ରନ୍ଧାଖାଦ୍ୟ କ୍ଷୀର ଓ କଦଳୀ ବଣ୍ଟନ

ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଅବସରରେ ଅଗଣିତ ଜଗନ୍ନାଥ ପ୍ରେମୀ ଭକ୍ତ ମାନଙ୍କୁ ଅନେକ୍ ଅନେକ୍ ଶୁଭେଚ୍ଛା ଓ ଅଭିନନ୍ଦନ
04/06/2023

ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଅବସରରେ ଅଗଣିତ ଜଗନ୍ନାଥ ପ୍ରେମୀ ଭକ୍ତ ମାନଙ୍କୁ ଅନେକ୍ ଅନେକ୍ ଶୁଭେଚ୍ଛା ଓ ଅଭିନନ୍ଦନ

ଲୋକଙ୍କ ସହିତ ଅଧିକାରୀ ବସିଲେ ତଳେ ।ଧାରଣାରେ ବସିଥିବା ମହିଳା ମାନଙ୍କୁ ତଳେ ବସି ସେମାନଙ୍କ ଦାବୀ ଶୁଣିବା ସହ ତୁରନ୍ତ ସମାଧାନ ପାଇଁ ଅଧିକାରୀଙ...
30/05/2023

ଲୋକଙ୍କ ସହିତ ଅଧିକାରୀ ବସିଲେ ତଳେ ।
ଧାରଣାରେ ବସିଥିବା ମହିଳା ମାନଙ୍କୁ ତଳେ ବସି ସେମାନଙ୍କ ଦାବୀ ଶୁଣିବା ସହ ତୁରନ୍ତ ସମାଧାନ ପାଇଁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଲେ ଯାଜପୁର ଜିଲ୍ଲାର PD ଅଶୋକ ବେହୁରିଆ

29/05/2023

ଅନୁରୋଧ ଭିଡିଓ ଟିକୁ ବହୁ ସଂଖ୍ୟାରେ ସେୟାର୍ କରି ଏହି ବୃଦ୍ଧ ମାଆଙ୍କୁ ତାଙ୍କ ପରିବାର ପାଖରେ ପହଞ୍ଚାଇବା ପାଇଁ ସହଯୋଗ କରନ୍ତୁ ।
ମାଆ ଙ୍କୁ ଅନୁଗୁଳ ରୁ ଉଦ୍ଧାର କରି Jay Jagannath Group Odisha ର #ଶ୍ରୀମନ୍ଦିର_ସେବାଶ୍ରମ କୁ ନେଉଅଛି ।

ଯୋଗାଯୋଗ ନଂ ୮୦୫୦୯୬୫୨୯୨

ଓଡ଼ିଆ ନବବର୍ଷ ଏବଂ ମହା ବିଷୁବ ସଂକ୍ରାନ୍ତି (ପଣା ସଂକ୍ରାନ୍ତି) ଅବସରରେ ସମସ୍ତ ଓଡ଼ିଶାବାସୀଙ୍କୁ ଅନେକ ଅନେକ ଶୁଭେଚ୍ଛା ଏବଂ ଅଭିନନ୍ଦନ । ଇଶ୍...
14/04/2023

ଓଡ଼ିଆ ନବବର୍ଷ ଏବଂ ମହା ବିଷୁବ ସଂକ୍ରାନ୍ତି (ପଣା ସଂକ୍ରାନ୍ତି) ଅବସରରେ ସମସ୍ତ ଓଡ଼ିଶାବାସୀଙ୍କୁ ଅନେକ ଅନେକ ଶୁଭେଚ୍ଛା ଏବଂ ଅଭିନନ୍ଦନ । ଇଶ୍ୱରଙ୍କ ଆଶୀର୍ବାଦରୁ ସମସ୍ତଙ୍କ ଜୀବନ ସୁଖ, ଶାନ୍ତି ଏବଂ ସମୃଦ୍ଧିରେ ଭରିଯାଉ

ଆଜିର ଦର୍ଶନ 🚩🙏 ା_ମଙ୍ଗଳାଆଜି ଚୈତ୍ର ମାସ ୪ର୍ଥ ପାଳି ଜାତ  #ମା  ୀ
04/04/2023

ଆଜିର ଦର୍ଶନ 🚩🙏
ା_ମଙ୍ଗଳା
ଆଜି ଚୈତ୍ର ମାସ ୪ର୍ଥ ପାଳି ଜାତ #ମା ୀ

 ା_ମଙ୍ଗଳାଆଜିର ଦର୍ଶନ 🙏🏻ଶିବାୟୈ ନମଃ 🌺
12/03/2023

ା_ମଙ୍ଗଳା
ଆଜିର ଦର୍ଶନ 🙏🏻
ଶିବାୟୈ ନମଃ 🌺

05/03/2023

୨୦୨୩ ଓଡିଶା ବଜେଟ

05/03/2023

ଶ୍ରୀ ଶ୍ରୀ ଅଚ୍ୟୁତାନନ୍ଦ ମହାପୁରୁଷ, ପଦ୍ମବନ ପୀଠ, ନେମାଳ

05/03/2023

ଭୁବନେଶ୍ୱର ଉପକଣ୍ଠରେ ୬(6) ଏକର ଜମିରେ ବିଭିନ୍ନ ପ୍ରକାରର ଫୁଲ, ପନିପରିବା ଚାଷ କରି ସଫଳତା ପାଇଛନ୍ତି ଶ୍ରୀ ରବୀନ୍ଦ୍ର କୁମାର ପ୍ରଧାନ। ନୂତନ ଜ୍ଞାନକୌଶଳ ଓ ଆଧୁନିକ କୃଷି ପ୍ରଣାଳୀ ବ୍ୟବହାର କରି ସେ ଆର୍ଥିକ ସ୍ୱାବଲମ୍ବୀ ହେବା ସହ ଅନ୍ୟ ମାନଙ୍କୁ ନିଯୁକ୍ତି ଦେଇ ପାଲଟିଛନ୍ତି ଏକ ଅନନ୍ୟ ଉଦାହରଣ। #ସଫଳଚାଷୀ #କୃଷିକ୍ଷେତ୍ରରେଜ୍ଞାନକୌଶଳ
CMO Odisha Ranendra Pratap Swain Information & Public Relations Department, Government of Odisha Fisheries & ARD Department

ନୂଆ ରୂପରେ ଉତ୍କଳ ମାଟିର ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ଡାକୋଟା ବିମାନ । ରାଜଧାନୀ ଭୁବନେଶ୍ୱର ବିମାନ ବନ୍ଦର ନିକଟରେ ରଖା ଯାଇଥିବା ଡାକୋଟା ବ...
04/03/2023

ନୂଆ ରୂପରେ ଉତ୍କଳ ମାଟିର ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ଡାକୋଟା ବିମାନ । ରାଜଧାନୀ ଭୁବନେଶ୍ୱର ବିମାନ ବନ୍ଦର ନିକଟରେ ରଖା ଯାଇଥିବା ଡାକୋଟା ବିମାନକୁ ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରିବେ ଲୋକାର୍ପଣ ।

ମାର୍ଚ୍ଚ ୫ ତାରିଖ ମହାନ୍ ଜନନାୟକ ପ୍ରବାଦ ପୁରୁଷ ବିଜୁବାବୁଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ତଥା ଲୋକସେବା ଦିବସ ପାଳନ କରାଯାଉଛି। ଏହି ଅବସରରେ ଜୟଦେ...
04/03/2023

ମାର୍ଚ୍ଚ ୫ ତାରିଖ ମହାନ୍ ଜନନାୟକ ପ୍ରବାଦ ପୁରୁଷ ବିଜୁବାବୁଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ତଥା ଲୋକସେବା ଦିବସ ପାଳନ କରାଯାଉଛି। ଏହି ଅବସରରେ ଜୟଦେବ ଭବନ ପରିସରରେ ସନ୍ଧ୍ୟା ୬ଟାରେ ବିଜୁବାବୁଙ୍କ ଉପରେ ଆଧାରିତ ଫଟୋ ପ୍ରଦର୍ଶନୀ ଏବଂ ସାଧାରଣ ସଭା ଅନୁଷ୍ଠିତ ହେବ। ଏଥିରେ ବିଭାଗୀୟ ମନ୍ତ୍ରୀଙ୍କ ସମେତ ବହୁ ବିଶିଷ୍ଟ ଅତିଥି ଯୋଗଦାନ କରିବେ

24/02/2023
ପିପିଲି ତହସିଲ ରେକର୍ଡ କିପର ଡାକରେ ପଟା ନ ପଠାଇ ନିଜ ଭଡାଘରେ ପଟା ଗୁଡିକ ରଖି ପଟା ପିଛା ୧୦୦୦ଟଙ୍କା ଆଦାୟ କରୁଥିବା ଅଭିଯୋଗ ନେଇ ସ୍ଥାନୀୟ ଜନ...
23/02/2023

ପିପିଲି ତହସିଲ ରେକର୍ଡ କିପର ଡାକରେ ପଟା ନ ପଠାଇ ନିଜ ଭଡାଘରେ ପଟା ଗୁଡିକ ରଖି ପଟା ପିଛା ୧୦୦୦ଟଙ୍କା ଆଦାୟ କରୁଥିବା ଅଭିଯୋଗ ନେଇ ସ୍ଥାନୀୟ ଜନସାଧାରଣ ପୁରୀର ଅତିରିକ୍ତ ଜିଲ୍ଲାପାଳ ଶ୍ରୀ କୈଳାସଚନ୍ଦ୍ର ନାୟକଙ୍କୁ ଭେଟି ନିଜ ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି।

ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ସୁଆଣ୍ଡୋରେ ପଣ୍ଡିତ ଗୋପବନ୍ଧୁଙ୍କ ରୂପାନ୍ତରିତ ଜନ୍ମପୀଠକୁ ଲୋକାର୍ପିତ କରିଛନ୍ତି। ଗୋପବନ୍...
23/02/2023

ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ସୁଆଣ୍ଡୋରେ ପଣ୍ଡିତ ଗୋପବନ୍ଧୁଙ୍କ ରୂପାନ୍ତରିତ ଜନ୍ମପୀଠକୁ ଲୋକାର୍ପିତ କରିଛନ୍ତି। ଗୋପବନ୍ଧୁଙ୍କ ଏକ ୧୫ ଫୁଟ ଉଚ୍ଚ ପୂର୍ଣ୍ଣ ଅବୟେବ ପ୍ରତିମୂର୍ତ୍ତୀ ଉନ୍ମୋଚନ କରିବା ସହିତ ବିକଶିତ ଶିବ ମନ୍ଦିର, ପୋଖରୀ, ମ୍ୟୁଜିୟମ ଓ ପୈତୃକ ବାସଗୃହର ଉଦ୍‌ଘାଟନ କରିଛନ୍ତି। ଏହାସହିତ ଜନ୍ମପୀଠକୁ ରାସ୍ତା, ପରିକ୍ରମା ରାସ୍ତା ଓ ଏକ ସୂଚନାକେନ୍ଦ୍ର ମଧ୍ୟ କରାଯାଇଛି।

ଏହି ଅବସରରେ ଉପସ୍ଥିତ ଜନସାଧାରଣଙ୍କୁ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଗୋପବନ୍ଧୁ ଥିଲେ ଜଣେ ଯୁଗପୁରୁଷ। ଓଡିଆ ଜାତି ତାଙ୍କ ନିକଟରେ ସବୁବେଳେ ଋଣୀ। ତାଙ୍କ ସ୍ମୃତି ରକ୍ଷା ପାଇଁ ଯେତେ ଯାହା କଲେ ବି, କମ୍‌ ହେବ। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ୫-ଟି ଉପକ୍ରମରେ ଓଡିଶାର ବରପୁତ୍ର ମାନଙ୍କ ଜନ୍ମପୀଠର ବିକାଶ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ବୈଠକରେ ଉତ୍କଳମଣିଙ୍କ ସଂପର୍କରେ ଏକ ବୃତଚିତ୍ର ପ୍ରଦାର୍ଶିତ ହୋଇଥିଲା। ମୁଖ୍ୟମନ୍ତ୍ରୀ ଗୋପବନ୍ଧୁଙ୍କ ୭ ଜଣ ନାତିଙ୍କୁ ସମ୍ବର୍ଦ୍ଧିତ କରିଥିଲେ

ଜୟ ମା ଘଟଗାଁ ତାରିଣୀ 🌺🙏🏻
23/02/2023

ଜୟ ମା ଘଟଗାଁ ତାରିଣୀ 🌺🙏🏻


Address

Kakatpur
Puri
752108

Website

Alerts

Be the first to know and let us send you an email when Kakatpur Khabar posts news and promotions. Your email address will not be used for any other purpose, and you can unsubscribe at any time.

Videos

Share

Nearby media companies