Lokabhasa

Lokabhasa newe and general interest of the local people's Democracy is the road to socialism.

24/12/2023

ଅଗରପଡା ମହାବିଦ୍ୟାଳୟ ରେ " ନବୀନ ଓଡିଶା " କାର୍ଯ୍ୟକ୍ରମ ରେ ବିଧର୍ମୀମାନେ ହିନୁ ଦେବା ଦେବୀଙ୍କୁ ବ୍ୟଙ୍ଗାତ୍ମକ ଭାବରେ ପରିବେଷଣ କରିବା କୁ ନେଇ ଧର୍ମ ରକ୍ଷା ସମିତି ରାଜରାସ୍ତାକୁ ଉଲ୍ଲାଇବ!

24/12/2023

ଧାମନଗର ନିର୍ବାଚନ ମଣ୍ଡଳୀ ବିଜୁ ଯୁବ ଜନତା ଦଳ ପକ୍ଷରୁ ବିଶାଳ ରକ୍ତଦାନ ଶିବିର ଅନୁଷ୍ଠିତ!

24/12/2023

ପୁରୀ ମନ୍ଦିରରେ ଗୋ - ମାଂସ ଭକ୍ଷଣକାରୀ ୟୁ - ଟ୍ୟୁବର କାମିୟା ଯାନୀ ପ୍ରବେଶକୁ ନେଇ ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ!

24/12/2023

ସମ୍ବିଧାନ ପ୍ରଣେତା ଭାରତରତ୍ନ ଡ଼. ବାବା ସାହେବଙ୍କ ସ୍ମୁତି ଚାରଣ ସଭା ଓ଼ ସମ୍ବିଧାନ ସୁରକ୍ଷା ଆଲୋଚନା ଚକ୍ର ଅନୁଷ୍ଠିତ!

24/12/2023

ମୁଁ ଖେଳରୁ ଆସିଛି....ଭଦ୍ରକରେ ଖେଳିବା ପାଇଁ ଭିତ୍ତିଭୂମି ସୁଦୃଢ ହେଲେ କ୍ରିକେଟ ଏକାଡେମୀ ସମ୍ଭବ!

24/12/2023

ବନ୍ତ : ବିଜେଡି ବାଲା ଆମ ଘର ଭାଙ୍ଗି ଦେଲେ.....

23/12/2023

ସାବରଙ୍ଗ : ଚୋରି ମାମଲାରେ ସାବରଙ୍ଗ ପୋଲିସ କୁ ବିପୁଳ ସଫଳତା! ୬ ଗିରଫ ସହିତ ମୋବାଇଲ, ଟଙ୍କା, ଅଳଙ୍କାର, ମରଣାସ୍ତ୍ର ସମେତ ୩ ମଟରସାଇକେଲ ଜବତ!

23/12/2023

ଖୋର୍ଦ୍ଧା ପରିଚ୍ଛଳ ଦୟାନନ୍ଦ ଆଦର୍ଶ ଗୁରୁକୁଳର ଚତୁର୍ଥ ବାର୍ଷିକ ଉତ୍ସବ ଓ ମହର୍ଷି ଦୟାନନ୍ଦ ସରସ୍ବତୀଙ୍କ ଦ୍ବିଶତତମ ଜନ୍ମବାର୍ଷିକୀ ପାଳନ ।

23/12/2023

ସାବରଙ୍ଗ ଥାନା ଅଂଚଳରେ ଚୋରି, ରାହାଜାନି ମାମଲାରେ 6 ଅଭିଯୁକ୍ତ ଗିରଫ ସହିତ ସୁନା, ଟଙ୍କା, ୩ ଟି ମଟର ସାଇକେଲ, ବିପୁଳ ମରଣାସ୍ତ୍ର ଜବତ କଲା ସାବରଙ୍ଗ ପୋଲିସ!

23/12/2023

ଶ୍ରୀଜଗନ୍ନାଥ ମନ୍ଦିରରେ ଗୋମାଂସ ଖାଇ ପଶିବା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନୀରବ କାହିଁକି?: ଅନିଲ ବିଶ୍ୱାଳ

କାମିଆ ଜାନି ନିଜର ଅନେକ ଭିଡିଓରେ ଗୋମାଂସ ଖାଇବା କଥା ଘୋଷଣା କରିଥିବାବେଳେ ତାଙ୍କୁ ଡାକି କାହିଁକି ପବିତ୍ର ଜଗନ୍ନାଥ ମନ୍ଦିର ଭିତରେ ପ୍ରବେଶ କରିବା ପାଇଁ ବ୍ୟବସ୍ଥା କରାଯାଇଥିଲା?

କାମିଆ ଜାନି ପୁରୀ ଗସ୍ତ ଓ ପାଣ୍ଡିଆନଙ୍କ ପ୍ରୋମସନରେ ସରକାରଙ୍କ କେତେ କୋଟି ଟଙ୍କା ଖର୍ଚ୍ଚ ହୋଇଛି ?

ବିଜୁ ଜନତା ଦଳ ଓ ଶ୍ରୀମନ୍ଦିର ପ୍ରଶାସନ ସ୍ପଷ୍ଟ କରନ୍ତୁ କାମିଆ ଜାନି ଶ୍ରୀମନ୍ଦିର ଯାଇଥିଲେ ନା ନାହିଁ?

ତାମିଲନାଡୁର ଉଦୟନାଥ ଷ୍ଟାଲିନଙ୍କର ସନାତନ ବିରୋଧୀ ମାନସିକତା ଭଳି ଚିନ୍ତାଧାରାକୁ ଓଡ଼ିଶାରେ ଥୋପିବା ପାଇଁ କିଛି ବ୍ୟକ୍ତି ଚେଷ୍ଟିତ ଅଛନ୍ତି

22/12/2023

ଡାକ୍ତର ରଘୁନାଥ ପାଢ଼ୀଙ୍କ ଆକ୍ରମଣକାରୀ ଙ୍କୁ କଠୋର ଦଣ୍ଡ ଦିଆଯାଉ!

22/12/2023

ଡାକ୍ତରଙ୍କୁ ଆକ୍ରମଣ ପାରେ ସୁରକ୍ଷା ପାଇଁ ଜିଲ୍ଲା ପୋଲିସକୁ ଦାବିପତ୍ର ପ୍ରଦାନ କଲେ IMA ଓ଼ ଭଦ୍ରକ ଜିଲ୍ଲା ବରିଷ୍ଠ ନାଗରିକ କାମିଟି!

22/12/2023

ଶିଶୁ ବିଜ୍ଞାନ କଂଗ୍ରେସ ର କୁନି ବୈଜ୍ଞାନିକଙ୍କ ବଡ ପ୍ରକଳ୍ପ!

22/12/2023

ମା ପର ପୁରୁଷ ସାଙ୍ଗରେ ଚାଲିଗଲା ପାରେ ନାତିର ଆଖି ଭଲ କରିଦେବା ପାଇଁ ବୁଢ଼ୀ ମା " ର ଜିଲ୍ଲାପାଳ ଙ୍କୁ ଆକୁଳ ନିବେଦନ!

22/12/2023

କଂଗ୍ରେସ ସ୍ୱାଧୀନତା ଆଣିଛି... ଏଥର ଯୁଦ୍ଧ କରି ସରକାର କରିବ!

22/12/2023

ତିହିଡି ଠାରେ ଜିଲ୍ଲା ସ୍ତରୀୟ ଶିଶୁ ବିଜ୍ଞାନ କଂଗ୍ରେସ ଅନୁଷ୍ଠିତ!

22/12/2023

ଡାକ୍ତର ରଘୁନାଥ ପାଢ଼ୀ ଙ୍କୁ ଅମାନୁଷିକ ଭାବରେ ଆକ୍ରମଣ ଯୋଗୁଁ ଭଦ୍ରକ ଜିଲ୍ଲରେ ବରିଷ୍ଠ ନାଗରିକ ଙ୍କ ସୁରକ୍ଷା ପାଇଁ ଜିଲ୍ଲା ପୋଲିସ କୁ ଦାବିପତ୍ର ପ୍ରଦାନ!

22/12/2023

ବିଭିନ୍ନ ସମସ୍ୟା ନେଇ ଭଦ୍ରକ ଜିଲ୍ଲା 108 ଆମ୍ବୁଲାନ୍ସ କର୍ମଚାରୀ ମହାସଂଘ ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ!

22/12/2023

ପରିବହନ କାର୍ଯ୍ୟରେ ନିୟୋଜିତ ଚାଳକ ମାନଙ୍କୁ ନିଦ୍ରା ଆସୁଥିବା ସମୟରେ ଚାହା ଦେବା କୁରାସ୍ତା କଡର ହୋଟେଲ ମାନଙ୍କୁ ନିର୍ଦେଶ ଦେଲେ ପରିବହନ ମନ୍ତ୍ରୀ : ଟୁକୁନି ସାହୁ!

22/12/2023

କାଦବରଙ୍ଗ ସ୍କୁଲର ମେଧାବୀ ଛାତ୍ର ଛାତ୍ରୀଙ୍କୁ ରବୀନ୍ଦ୍ର ନାଥ ପଣ୍ଡା ପୁରସ୍କାର ପ୍ରଦାନ!

22/12/2023

ତିହିଡି : ଭଦ୍ରକ ଜିଲ୍ଲାସ୍ତରୀୟ ଶିଶୁ ବିଜ୍ଞାନ କଂଗ୍ରେସ ଅନୁଷ୍ଠିତ!

22/12/2023

ଡାକ୍ତର ରଘୁନାଥ ପାଢ଼ୀଙ୍କ ଉପରେ ହୋଇଥିବା ଆକ୍ରମଣ ଘଟଣାରେ ନିନ୍ଦା କଲେ ସଭାପତି ଡାକ୍ତର ହରେକୃଷ୍ଣ ନାୟକ!

22/12/2023

ଯାଜପୁର ଜିଲ୍ଲା ମେଡିକାଲର ପୂର୍ବତନ ମୁଖ୍ୟ ଚିକିତ୍ସାଧିକାରୀ ଶିଶୁ ଡାକ୍ତର ରଘୁନାଥ ପାଢ଼ୀ ଙ୍କୁ ନିଜ ଘର ଚାରିଘରିଆ ( ବନ୍ତ ଛଜ ) ନିକଟରେ ଛୁରା ମାଡ ! ଭଦ୍ରକ ମୁଖ୍ୟ ଚିକିତ୍ସାଳୟ ରେ ଗୁରୁତର ଅବସ୍ଥାରେ ଭର୍ତ୍ତି!

22/12/2023

ଗେଲପୁର ନିକଟ ଜାତୀୟ ରାଜପଥ ରେ ଓଲଟି ପଡିଲା ମାଲ ବୋଝେଇ ଟ୍ରକ

21/12/2023

କାମିୟା ଯାନୀ ଓ଼ ଭିକେ ପାଣ୍ଡିଆନ କୁ ଆରେଷ୍ଟ କରାଯାଉ : ବିଜେପି

21/12/2023

ଭାରତ ବର୍ଷ ଗୋଟିଏ... ହିମାଳୟ ରୁ କନ୍ୟାକୁମାରୀ...

21/12/2023

ଓଡିଶାରେ ଆୟୋଜନ ହେବ ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ!

21/12/2023

ଦେଖନ୍ତୁଆଜି ସିଂହଦ୍ଵାର ଫିଟା ନୀତି...

20/12/2023

ଭଣ୍ଡାରିପୋଖରୀ କଂଗ୍ରେସ ପକ୍ଷରୁ ଜନଜାଗରଣ ସମାବେଶ ଅନୁଷ୍ଠିତ!

20/12/2023

ଭଣ୍ଡାରିପୋଖରୀ କୁ ଚରମ ଅବହେଳା କରାଯାଇଛି : ନିରଞ୍ଜନ ପଟ୍ଟନାୟକ!

20/12/2023

ମୁଁ ଇନ୍ଦ୍ରମହଲ ଝିଅ ରେଶମା.....ମୋ ବାପା ଙ୍କୁ ଗୋଟେ ଫୋନ କରିବିତ......

19/12/2023

ମୋ ପରିବାରକୁ କିଛି ଲୋକ ନିର୍ଯାତନା ଦେଉଛନ୍ତି... ମୋର ଦିବ୍ୟାଙ୍ଗ ଝିଅଟିଏ, ଆମେ ବଞ୍ଚିବୁ କେମିତି.... ମୋ ଗୁହାରି ଶୁଣନ୍ତୁ ଜିଲ୍ଲାପାଳ ମହାଶୟ!

19/12/2023

ବଣିଆ ଗ୍ରାମପଂଚାୟତ ସରଗଡିଆ ଗ୍ରାମରେ BLO ଙ୍କ ହୀନ ଚକ୍ରାନ୍ତରେ ପେଶୀହୋଇ ଭୋଟ ଦେବାରୁ ବଞ୍ଚିତ ହେଲେ ଅନେକ ଜନତା! ଭୋଟ ଲିଷ୍ଟରେ ନାମ ସଂଯୋଗ ପାଇଁ ଜିଲ୍ଲା ପ୍ରଶାସନକୁ କଲେ ଗୁହାରି କଲେ ବୈଲୋଚ ନାୟକ! #ଭଦ୍ରକ

19/12/2023

ମୋ ଝିଅ ଦିବ୍ୟାଙ୍ଗ, ମୋ ଜମି ବାଡ଼ି ସବୁ ନେଇଗଲେ..... ମୁଁ ଅସହାୟ.... ମୋତେ ଉଦ୍ଧାର କରନ୍ତୁ କଲେକ୍ଟର ବାବୁ....

19/12/2023

ଭଦ୍ରକ ଜିଲ୍ଲା ରିଟେଲର ସଂଘର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ!

19/12/2023

ନରେନ୍ଦ୍ର ମୋଦୀ ଦୁର୍ନୀତି କରି ଏରୋଡ୍ରମ, ବନ୍ଦର ବିକ୍ରି କରିଛି..
ଘୋର ପାପ.... #ଭଦ୍ରକ

19/12/2023

ଆଜି ଶ୍ରୀମନ୍ଦିରରେ ଦେଖନ୍ତୁ ଦୁଆର ଫିଟା ନୀତି...

18/12/2023

ବନ୍ତ ବ୍ଳକ ସେଣ୍ଢତିରା ଗ୍ରାମପଞ୍ଚାୟରେ ବିଜେପି ପକ୍ଷରୁ ମୋଦୀ ସରକାରଙ୍କ ବିକଶିତ ରଥକୁ ପଞ୍ଚାୟତବାସୀଙ୍କ ପକ୍ଷରୁ ସ୍ଵାଗତ ସମ୍ବର୍ଦ୍ଧନା ଅନୁଷ୍ଠିତ! #ଭଦ୍ରକ

18/12/2023

ନିର୍ବାଚନ ସମୟ କେତେ ମିଶାଣ... ଫେଡ଼ାଣ ହେବ.. ଦେଖ..

18/12/2023

ଚରମ୍ପା ମହାବିଦ୍ୟାଳୟ ପରିସରରେ ଅଣ ଛାତ୍ର ମାନଙ୍କ ଦୌରାମ୍ୟ!

Address

Gopabandhu Pur , Gel Pur , Bhadrak
Odisha

Alerts

Be the first to know and let us send you an email when Lokabhasa posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Lokabhasa:

Videos

Share


Other Media/News Companies in Odisha

Show All