Kanak News

Kanak News Kanak News is Odisha's leading 24x7 news and current affairs TV channel from Eastern Media Limited.

Odisha's largest media house that also publishes the daily 'Sambad'.

01/09/2024

ବେଳାଭୂମିରେ ଖୋଲିବ ବିଚ ସାକ । ପର୍ଯ୍ୟଟକ ନେଇପାରିବେ ମଦର ମଜା । ଗୋଆ ଭଳି ରାଜ୍ୟର ବିଭିନ୍ନ ବେଳାଭୂମିରେ ପର୍ଯ୍ୟଟକ ନେଇପାରିବେ ମଦର ମଜା

01/09/2024

#ଶ୍ରୀମନ୍ଦିର_ଜଗିବେ_ସେନାନିବୃତ୍ତ_ଅଧିକାରୀ
ପୂର୍ବରୁ ସୀମା ଜଗୁଥିଲେ ଆଜି ଶ୍ରୀମନ୍ଦିର ଜଗିବେ ସେନାନିବୃତ୍ତ ଅଧିକାରୀ। ଆନନ୍ଦବଜାରରେ ଆଜିଠୁ ନିୟୋଜିତ ହୋଇଛନ୍ତି ଅବସରପ୍ରାପ୍ତ ସେନାଧିକାରୀ

01/09/2024

#ବର୍ଷାରେ_ବେହାଲ_ଆନ୍ଧ୍ର_ତେଲେଙ୍ଗାନା
ଗୋଟିଏ ପରେ ଗୋଟିଏ ରାଜ୍ୟରେ ଜଳପ୍ରଳୟ। ଗୁଜରାଟ ପରେ ଏବେ ଆନ୍ଧ୍ର ଓ ତେଲେଙ୍ଗାନାରେ ବନ୍ୟାର ତାଣ୍ଡବ। ଲଗାଣବର୍ଷାରେ ଉଭୟ ରାଜ୍ୟବାସୀ ହନ୍ତସନ୍ତ।

01/09/2024

#ଦିବ୍ୟାଙ୍ଗଙ୍କ_ଫ୍ୟାସନ_ସୋ
ଅକ୍ଷମ ନୁହନ୍ତି ଏମାନେ ବରଂ ସକ୍ଷମ । ପ୍ରଥମଥର ପାଇଁ ସୁନ୍ଦରଗଡ଼ରେ ଆୟୋଜିତ ହେଲା ଦିବ୍ୟାଙ୍ଗଙ୍କ ପାଇଁ ଫ୍ୟାସନ ସୋ'

01/09/2024

#ବ୍ରାଉନସୁଗାର_ବେପାରରେ_କଲେଜ_ଛାତ୍ରଛାତ୍ରୀ
ରାଜଧାନୀରୁ ୨୭ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ ହୋଇଛି

01/09/2024

#ଯାଦୁ_ଦେଖାଇବା_ବେଳେ_କଟିଗଲା_ବେକ
ଯାଦୁ ଦେଖାଇବା ବେଳେ ଆସବଧାନତା ଯୋଗୁଁ କଟିଗଲା ଛାତ୍ରଙ୍କ ବେକ । ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ସାନମାଟିକଣା ପ୍ରାଥମିକ ଆବାସିକ ବିଦ୍ୟାଳୟରେ ଏହି ଅଘଟଣ ଘଟିଛି

01/09/2024

#ଟ୍ରକ_ସହ_ବାଇକ_ଧକ୍କା
ବ୍ରହ୍ମପୁର ଲାଞ୍ଜିପଲ୍ଲୀ ଜାତୀୟ ରାଜପଥରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଟ୍ରକ ସହ ବାଇକ ଧକ୍କା ହେବାରୁ ଦମ୍ପତିଙ୍କ ମୃତ୍ୟୁ

01/09/2024

#ଜେଲରେ_ମାଡ଼_ତଦନ୍ତ_ନିର୍ଦ୍ଦେଶ
ଝାରପଡ଼ା ଜେଲରେ କଏଦୀଙ୍କୁ ମାଡ଼ ମରା ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଲେ ଏଡିଜି ଅମିତାଭ ଠାକୁର। ଘଟଣାର ତଦନ୍ତ କରିବେ ଜେଲ ବିଭାଗ ଡିଆଇଜି ଅନସୂୟା ଜେନା

01/09/2024

#ମାଛ_ଚାଷ_କରି_ସ୍ୱାବଲମ୍ବୀ
ମାଛ ଚାଷ କରି ସଫଳ ହୋଇଛନ୍ତି ଗ୍ରାମାଞ୍ଚଳର ଏସଏଚଜି ମହିଳା। ମତ୍ସ୍ୟ ବିଭାଗର ସହାୟତାରେ ସ୍ବୟଂ ସହାୟକ ଗୋଷ୍ଠୀର ମହିଳା ମାନେ ଆରମ୍ଭ କରିଛନ୍ତି ମାଛ ଚାଷ ।

01/09/2024

#ଛତୁ_ଚାଷ_ଖର୍ଚ୍ଚ_କମ୍_ଲାଭ_ଅନେକ
ଝାରସୁଗୁଡ଼ା ଦଲକୀ ଗାଁ ମହିଳାଙ୍କ ଛତୁ ଚାଷ । ଦିନକୁ ଉତ୍ପାଦନ ହେଉଛି ୧୫ରୁ ୨୦ କିଲୋ ଛତୁ । ମାସକୁ ୫୦ରୁ ୬୦ ହଜାର ଟଙ୍କା ରୋଜଗାର । ସହାୟତାର ହାତ ବଢ଼ାଇଛି ଓଡ଼ିଶା ଜୀବିକା ମିଶନ

01/09/2024

ଏହି ମୁହୂର୍ତ୍ତରେ ଓଡ଼ିଶାର ମୁଖ୍ୟ ଖବର

ଝାରପଡ଼ା ଜେଲରେ ଗୁଣ୍ଡାଗର୍ଦ୍ଦି : କନକ ନ୍ୟୁଜରେ ଖବର ପ୍ରସାରଣ ପରେ ରିପୋର୍ଟ ମାଗିଲେ ଏଡିଜି  ।
01/09/2024

ଝାରପଡ଼ା ଜେଲରେ ଗୁଣ୍ଡାଗର୍ଦ୍ଦି : କନକ ନ୍ୟୁଜରେ ଖବର ପ୍ରସାରଣ ପରେ ରିପୋର୍ଟ ମାଗିଲେ ଏଡିଜି ।

ଜେଲ୍ ଭିତରେ କଣ ଚାଲିଛି ସେନେଇ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ଏଡିଜି ଅମିତାଭ ଠାକୁର। ଗ୍ୟାଙ୍ଗଷ୍ଟରର ପୁଅ ମୁନା ଓ ତାର ସହ....

01/09/2024

#ଗୋପାଳନ_ଗୃହିଣୀ_ବନିଲେ_ଉଦ୍ୟୋଗୀ
ଗୋପାଳନ କରି ଭଲ ରୋଜଗାର କରୁଛନ୍ତି କେନ୍ଦ୍ରାପଡା ଜୟଚନ୍ଦ୍ରପୁର ଗାଁର ନିରୁପମା । ଦିନକୁ ଉତ୍ପାଦନ ହେଉଛି ୧୨୦ ଲିଟର କ୍ଷୀର । ବାର୍ଷିକ ରୋଜଗାର କରୁଛନ୍ତି ଲକ୍ଷାଧିକ ଟଙ୍କା । ଅନ୍ୟମାନଙ୍କ ପାଇଁ ପାଲଟିଛନ୍ତି ପ୍ରେରଣା

ପରିବାର ପୋଷୁଛି ଦେଶୀ କୁକୁଡ଼ା । ରୋଜଗାରକ୍ଷମ ହେଉଛନ୍ତି ମହିଳା ।
01/09/2024

ପରିବାର ପୋଷୁଛି ଦେଶୀ କୁକୁଡ଼ା । ରୋଜଗାରକ୍ଷମ ହେଉଛନ୍ତି ମହିଳା ।

କଲିକତାରୁ କୁକୁଡ଼ା ଚିଆଁ ଆଣି ଲିଜ ଜମିରେ କରିଛନ୍ତି ଫାର୍ମ । ବ୍ରହ୍ମପୁର ସମେତ ରାଜ୍ୟର ବିଭିନ୍ନ ଜିଲ୍ଲାରେ କରୁଛନ୍ତି ବିକ୍ରି

01/09/2024

#ଚାଷଜମିରେ_ବିରାଟକାୟ_ଅଜଗର
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ବରାଡ଼ଙ୍ଗା ପଞ୍ଚାୟତ କର୍ଲାପଡ଼ା ଏକ ଚାଷଜମିରୁ ଉଦ୍ଧାର ହେଲା ୬ ଫୁଟ ଲମ୍ବର ଏକ ଅଜଗର ସାପ

ଗୃହିଣୀଙ୍କ ଗୋ-ପାଳନ । ଦିନକୁ ଉତ୍ପାଦନ ହେଉଛି ୧୨୦ ଲିଟର କ୍ଷୀର ।
01/09/2024

ଗୃହିଣୀଙ୍କ ଗୋ-ପାଳନ । ଦିନକୁ ଉତ୍ପାଦନ ହେଉଛି ୧୨୦ ଲିଟର କ୍ଷୀର ।

ଗୋ-ପାଳନ କରି ଭଲ ରୋଜଗାର କରୁଛନ୍ତି କେନ୍ଦ୍ରାପଡା ଜୟଚନ୍ଦ୍ରପୁର ଗାଁର ନିରୁପମା । ଦିନକୁ ଉତ୍ପାଦନ ହେଉଛି ୧୨୦ ଲିଟର କ୍ଷୀର । ବାର୍ଷ...

01/09/2024

#ରାଷ୍ଟ୍ରପତିଙ୍କ_ଉଦବେଗ
କୋର୍ଟରେ ପଡ଼ିରହିଥିବା ଦୁଷ୍କର୍ମ ମାମଲାକୁ ନେଇ ଉଦବେଗ ପ୍ରକାଶ କଲେ ରାଷ୍ଟ୍ରପତି । କହିଲେ, ବିଚାର ଓ ଶୁଣାଣିରେ ବିଳମ୍ବ ହେଉଥିବା ମାମଲା ନ୍ୟାୟପାଳିକା ପାଇଁ ବଡ଼ ଚ୍ୟାଲେଞ୍ଜ

01/09/2024

#ଡେଲାଙ୍ଗ_ନିମାପଡ଼ାରେ_ବାର୍ଡ_ଫ୍ଲୁ
ପୁରୀ ଜିଲ୍ଲା ଡେଲାଙ୍ଗ ଓ ନିମାପଡ଼ାରେ ଅଞ୍ଚଳରୁ ସଂକ୍ରମିତ କୁକୁଡ଼ା ଝାଡ଼ଖଣ୍ତ ରପ୍ତାନୀ ବେଳେ ମାଡି ବସିଲା ପୋଲିସ

01/09/2024

#ଅନ୍ଧକାରରେ_୮୦_ଛାତ୍ରଛାତ୍ରୀଙ୍କ_ଜୀବନ
ନାହିଁ ନାହିଁରେ ଚାଲିଛି ସ୍କୁଲ । ୨ଜଣ ଅବସରପ୍ରାପ୍ତ ଶିକ୍ଷକଙ୍କ ଭରଷାରେ ପାଠ ପଢୁଛନ୍ତି ୮୦ ଜଣ ଛାତ୍ରଛାତ୍ରୀ । ୬୦ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ ହୋଇ ୫ଟି ଯୋଜନାରେ ପ୍ରସ୍ତୁତ ହୋଇଛି ସୁଉଚ୍ଚ କୋଠା । ହେଲେ ପାଠ ପଢାଇବାକୁ ନାହାନ୍ତି ଶିକ୍ଷକ । ଆଶା ଆଶାଙ୍କାରେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ । ବାଲେଶ୍ୱର ଜିଲ୍ଲା ନୀଳଗିରିରେ ଦେଖିବାକୁ ମିଳିଛି ଏମିତି ଦୃଶ୍ୟ

01/09/2024

#ଜେଲରେ_ଦାଦାଗିରି
ଜେଲର ୪ କାନ୍ଥ ଭିତରେ ମାଡ ମାରି କଏଦୀ ସୌମ୍ୟକାନ୍ତ ମହାନ୍ତିଙ୍କ ମୁଣ୍ଡ ଫଟାଇ ଦେଇଛନ୍ତି ମୁନ୍ନା ଓ ତାଙ୍କ ଗ୍ୟାଙ୍ଗ। ଆହତ କଏଦୀଙ୍କୁ କ୍ୟାପିଟାଲ ହସ୍ପିଟାଲ ଆଣି ଚିକିତ୍ସା କରିଛି ଜେଲ ବିଭାଗ

01/09/2024

#ଜେଲ_ଭିତରି_କଥା_କହିବା_ପଡ଼ିଲା_ମହଙ୍ଗା
ଝାରପଡା ଜେଲରେ ଦାଦାଗିରି । ଜେଲର ଭିତିରି କଥା ଡିଏଲଏସଏକୁ ଜଣାଇବା ପଡିଲା ମହଙ୍ଗା । କଏଦୀକୁ ମାଡ ମାରି ମୁଣ୍ଡ ଫଟାଇଦେଲେ ଗ୍ୟାଙ୍ଗଷ୍ଟର ହାଇଦରର ପୁଅ ଓ ତା ଗ୍ୟାଙ୍ଗ

ସହାୟତାର ହାତ ବଢ଼ାଇଛି ଓଡ଼ିଶା ଜୀବିକା ମିଶନ । ମାସକୁ ୫୦ରୁ ୬୦ ହଜାର ଟଙ୍କା ରୋଜଗାର ।
01/09/2024

ସହାୟତାର ହାତ ବଢ଼ାଇଛି ଓଡ଼ିଶା ଜୀବିକା ମିଶନ । ମାସକୁ ୫୦ରୁ ୬୦ ହଜାର ଟଙ୍କା ରୋଜଗାର ।

ଝାରସୁଗୁଡ଼ା ଦଲକୀ ଗାଁ ମହିଳାଙ୍କ ଛତୁ ଚାଷ । ଦିନକୁ ଉତ୍ପାଦନ ହେଉଛି ୧୫ରୁ ୨୦ କିଲୋ ଛତୁ ।

01/09/2024

#ରାସ୍ତା_ମଝିରେ_ମାତାଲ
ରାସ୍ତାମଝିରେ ମଦ୍ୟପଙ୍କ ଅଜବ କାରନାମା । ନିଶାସକ୍ତ ଅବସ୍ଥାରେ କଲେ ଅଜବ କାମ..ଦେଖନ୍ତୁ ଦୃଶ୍ୟ

01/09/2024

#ଉବୁଟୁବୁ_ବିଜୟୱାଡ଼ା
ଆନ୍ଧ୍ରପ୍ରଦେଶ ବିଜୟୱାଡ଼ାରେ ଜଳବନ୍ଦୀ ସମସ୍ୟା । ଚାରିଆଡ଼େ ଖାଲି ପାଣି ଆଉ ପାଣି

01/09/2024

' #ଜଗନ୍ନାଥ_ଯାହା_କରନ୍ତି_ଭଲ_ପାଇଁ_ହିଁ_କରନ୍ତି'
'ଭାରତ କା ଅମୃତ କଳଶ' ରିୟାଲିଟି ସୋ'ରେ ଦ୍ୱିତୀୟ ରନର୍ସଅପ୍ ହୋଇଛନ୍ତି ଓଡ଼ିଆ ଝିଅ ବର୍ଣ୍ଣାଳୀ ହୋତା । ସେ କହିଛନ୍ତି, ଆଶାଥିଲା ମୁଁ ଫାଇନାଲ ଜିତିବି କିନ୍ତୁ ଦ୍ୱିତୀୟ ରନର୍ସଅପ୍ ହୋଇ ବି ମୁଁ ବହୁତ ଖୁସି ।

01/09/2024

#ନଦୀରୁ_ଉଦ୍ଧାର_ହେଲା_କାର
ଗୋଆରେ ନଦୀରେ ଫସିଲା କାର । ଭାରତୀୟ ନୌସେନା ଓ ଅଗ୍ନିଶମ ବିଭାଗ ଦ୍ୱାରା ନଦୀରେ ଭାସିଯାଉଥିବା କାରକୁ ଉଦ୍ଧାର କରାଯାଇଛି

ଦୃଢ ଇଚ୍ଛାଶକ୍ତିରୁ ସଫଳତାର ଉଦାହରଣ । ମାସକୁ ୭୦ ହଜାର ରୋଜଗାର ।
01/09/2024

ଦୃଢ ଇଚ୍ଛାଶକ୍ତିରୁ ସଫଳତାର ଉଦାହରଣ । ମାସକୁ ୭୦ ହଜାର ରୋଜଗାର ।

ସୋରିଷ ତେଲ ୟୁନିଟ୍ ବସାଇ ସ୍ବାବଲମ୍ବୀ ହୋଇଛନ୍ତି ମହିଳା । ଶକ୍ତିର ୩୦ ଜଣ ମହିଳା ଏହି କାମ କରି ମାସକୁ ରୋଜଗାର କରୁଛନ୍ତି ୬୦ରୁ ୭୦ ହଜ....

01/09/2024

#ଗଣେଶ_ମୂର୍ତ୍ତିର_ଗାଁ
ମୂର୍ତ୍ତି ଗଢିବାରେ ବ୍ୟସ୍ତ କାରିଗର । ଗଣେଶ ମୂର୍ତ୍ତି ତିଆରି କରି ରୋଜଗାର ଆଶାରେ କଟକ ମାହାଳପଡା ଗ୍ରାମବାସୀ ।

01/09/2024

' #ରେଭେନ୍ସାରେ_ପଢ଼ିବା_ସ୍ୱପ୍ନ_ଥିଲା'
'ରେଭେନ୍ସା ହେଉଛି ଭାବନା । ବହୁ ବୁଦ୍ଧିଜୀବୀ ଏହି କଲେଜରୁ ବାହାରିଛନ୍ତି । ପିଲାବେଳୁ ମୋର ବି ସ୍ୱପ୍ନ ଥିଲା ରେଭେନ୍ସାରେ ପଢ଼ିବା । ତେଣୁ ଏହାର ନାଁ ପରିବର୍ତ୍ତନ ଦିଗରେ ମତାମତ ନିଆଯାଉ ଏବଂ ଏହାକୁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ମାନ୍ୟତା ଦିଆଯାଉ'

01/09/2024

ଓଡ଼ିଆ ଗାୟିକା ବର୍ଣ୍ଣାଳୀ ହୋତାଙ୍କ କଣ୍ଠରୁ ମହାପ୍ରଭୁଙ୍କ ସୁନ୍ଦର ଗୀତ..ଶୁଣନ୍ତୁ..

Address

Rasulgarh Industrial Estate, Industrial Area Estate, Rasulgarh, , Odisha
Bhubanes
751010

Alerts

Be the first to know and let us send you an email when Kanak News posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Kanak News:

Videos

Share

Category

Nearby media companies