ବାଲିଯାତ୍ରା ସାଂସ୍କୃତିକ ମଞ୍ଚରେ ବିଜୁ ଛାତ୍ର ଜନତା ଦଳ ରାଜ୍ୟ ସାଧାରଣ ସମ୍ପାଦକ ତଥା କଳାହାଣ୍ଡି ଜିଲ୍ଲା ପର୍ଯ୍ୟବେକ୍ଷକ ଅବିନାଶ ମହାନ୍ତି ନବୀନ ବାବୁ ଫ୍ୟାନ ଗୀତ ଗାଇଛନ୍ତି। ଏହା ଏକ ସାଂସ୍କୃତିକ ମଞ୍ଚରେ କିଭଳି ଦଳୀୟ ଗୀତ ଗାଇଲେ ସେନେଇ ବିରୋଧୀ ଦଳ ପ୍ରଶ୍ନ କରିଛନ୍ତି। ସୋସିଆଲ ମିଡିଆରେ ଗୀତ ହେଇଛି ଭାଇରାଲ।
#Viral_Song #baliyatra #naveenfan
ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଛାତ୍ରଛାତ୍ରୀ ଓ କୁଳପତିଙ୍କ ମଧ୍ୟରେ ବଢୁଛି ବିବାଦ। କୁଳପତିଙ୍କ ଏକପାଖିଆ ନିଷ୍ପତ୍ତି ବିରୋଧରେ ଏକାଠି ହୋଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଛାତ୍ରଛାତ୍ରୀ। ଦୀର୍ଘ ଦିନ ପରେ ନ୍ୟାର୍ଯ୍ୟ ଦାବି ସହ ନ୍ୟାୟ ପାଇଁ କ୍ୟାମ୍ପସ ପରିକ୍ରମା ଓ ଧାରଣା।
#ravenshawuniversity #StudentProtests
ରାଜ୍ୟରେ ହଟିଲା ଠିକା ନିଯୁକ୍ତି। ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
ବାଙ୍କୀ ମହୋତ୍ସବରେ ରାପର ଭାର୍ଗବ ଝାଙ୍କ ରାପରେ କମ୍ପିଲା ମଞ୍ଚ।
ସହକାରୀ ନିର୍ଦେଶକ ମାନସ ରଞ୍ଜନ ସାମଲଙ୍କ କଟକ ଘରେ ଭିଜିଲାନ୍ସ ଚଢ଼ାଉ।
ବିକାଟଳିଆ ପେଙ୍କାଳି ବଜାଇ ଶବ୍ଦ ପ୍ରଦୂଷଣ କରୁଥିବା ଦୁଇ ଯୁବକଙ୍କୁ ପୋଲିସର ଅଭିନବ ଦଣ୍ଡ।
#Viral_video
ଭୁବନେଶ୍ୱରର ଝାରପଡା ଦୁର୍ଗାପୂଜା ମଣ୍ଡପରେ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ଗାଇଲେ ଭଜନ
ସରିଲା ରାଜ୍ୟ କ୍ୟାବିନେଟ ବୈଠକ। ୮ ପ୍ରସ୍ତାବ ହେଲା ପାରିତ। ସୂଚନା ଦେଲେ ରାଜ୍ୟ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର।
ଦିନକୁ ଦିନ ବଢୁଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତା। ଗୁଜୁରାଟର ସୁରଟରେ ମୋଦିଙ୍କ ଅଭିଭାଷଣ।
#pm #Modi #Gujurat
ଆମ ଦଳ ସର୍ବଦା ଦେଶ ହିତରେ କାମକରେ । ଆମେ ସବୁବେଳେ ଲୋକଙ୍କ ସହ ରହି ଗ୍ରାଉଣ୍ଡରେ କାମ କରୁ କୌଣସି ଦ୍ଵିତୀୟ ମହଲା କି ତୃତୀୟ ମହଲାରେ ବସିକି ନୁହେଁ:ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା
ଶାରଦୀୟ ଦୁର୍ଗାପୂଜା ଉପଲକ୍ଷେ କଟକ ଚୌଦ୍ୱାର ଯୁବ ବିଧାୟକ ସୌଭିକ ବିଶ୍ୱାଳ ଗାଇଲେ ସମସ୍ତଙ୍କୁ ମୋର ଶାରଦୀୟ ଅଭିନନ୍ଦନ।
Souvic Biswal #Ctc_MLA #Song
୧୨୦ ଓଡ଼ିଶାରେ ଫୁଟିବନି କି କିଛି ଉଠିବନି। କେବଳ ବାଜିବ ଶଙ୍ଖ:ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକ।
#bjd #Pramila_Mallick
ମାଟିରେ ମିଶିଲା ଉତ୍ତରପ୍ରଦେଶ ନୋଏଡ଼ାର ବୃହତ୍ତମ ଅଟାଳିକା ଟୁଇନ ଟାୱାର । ବେଆଇନ ନିର୍ମାଣ ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶରେ ଭଙ୍ଗା ଗଲା।
ବ୍ରହ୍ମପୁର ବିବାହ ବିବାଦ ଘଟଣା । ଡା. ସୁମିତ ସାହୁଙ୍କ ଘରର ଗ୍ରୀଲ ଭାଭାଙ୍ଗିଲେ କିଛି ସ୍ଥାନୀୟ ମହିଳା