Headlines Odisha

Headlines Odisha This channel Established in 2017, Headlines odisha TV has fast emerged as the No 1 General Entertain

25/06/2024

ଛାତ୍ର ଛାତ୍ରୀଙ୍କ ଭବିଷ୍ୟତ ସହ ଖେଳ ଖେଳୁଛନ୍ତି ଆଦର୍ଶ ବିଦ୍ୟାଳୟ # # # # odisha tv

20/06/2024

ଗତ କାଲି ପ୍ରାୟ ୫. ୩0 ସମୟରେ ଗଞ୍ଜାମ ଜିଲା ଆର୍ଯ୍ୟପଲ୍ଲୀ ଗ୍ରାମର ଜଣେ ଯୁବକ ସମୁଦ୍ରରେ ବୁଡ଼ି ନିଖୋଜ l # # # odisha tv.

20/06/2024
20/06/2024

ଶେରଗଡ଼ରେ ରାମୁନି ସହି ରେ ମା' ଠାକୁରାଣୀଙ୍କ ଯାତ୍ରା ପାଳନ। # # # odisha tv.

20/06/2024

ଗଞ୍ଜାମ ଜିଲ୍ଲା ରେ ବିଶ୍ବ ସିକିଲ୍‌ସେଲ୍‌ ଏନିମିଆ ମୁକ୍ତ ଦିବସ ପାଳିତ # # # odisha tv.

19/06/2024

ବିଜେଡି ବିଧାୟକ ଦଳ ବୈଠକରେ ନିଷ୍ପତ୍ତି ନବୀନ ପଟ୍ଟନାୟକ ହେଲେ ବିରୋଧୀ ଦଳ ନେତା। # # # odisha tv.

19/06/2024

ଜୁଲାଇ ୮ ରେ ଖୋଲାଯିବ ଶ୍ରୀମନ୍ଦିର ରତ୍ନ ଭଣ୍ଡାର Asi ସୂପରିଟେଣ୍ଡେଣ୍ଟ ଡି ବି ଗଡନାୟକଙ୍କ ସୂଚନା। # # # # odisha tv.

18/06/2024

ଭୁବନେଶ୍ଵର ୟୁନିଟ୍ ୩ ମୁକୁଳା ଡ୍ରେନ ରେ ଭାସି ଯାଇଥିବା ନାବାଳକ କୁ ମୃତ ଘୋଷଣା କଲେ ଡକ୍ଟର। # # # odisha tv

18/06/2024

କୋଣାର୍କ ଦେଵୀ ନଦୀରେ ଗାଧୋଇବା ବେଳେ ଭାସି ଯାଇ ୩ ଜଣ ବାଳକ ମୃତ। # # odisha tv.

17/06/2024

ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କୁ ବିପୁଳ ସମ୍ବର୍ଦ୍ଧନା, ମନ୍ତ୍ରୀ ପଦ ପାଇଲା ପରେ ନିଜ ଜନ୍ମଦାତ୍ରି ମା ଙ୍କ ଅଶ୍ରିବାଦ ନେଲେ # # # # odisha tv.

17/06/2024

ପାଗ ଠିକ୍ ଥିଲେ ସେହି ଜିଲ୍ଲାର ଜିଲ୍ଲାପାଳ ନେବେ ସ୍କୁଲ ଖୋଲିବା ନିଷ୍ପତି # # # odisha tv .

17/06/2024

ଆଉ ୩ ଦିନ ବଢିଲା ସମସ୍ତ ସ୍କୁଲ୍ ଛୁଟି।ପ୍ରବଳ ଗ୍ରୀଷ୍ମ ପ୍ରବାହ କୁ ଦେଖି ଆଉ ୩ ଦିନ ବଢିଲା ସ୍କୁଲ ଛୁଟି ଆବଧି।ପାଗ ବଦଳିଲେ ଜିଲ୍ଲାପାଳ ନେବେ ନିଷ୍ପତି। # # # odisha tv.

16/06/2024
15/06/2024

କୋଉ ମନ୍ତ୍ରୀମାନେ ପାଇଲେ କୋଉ ବିଭାଗ # # # odisha tv.

15/06/2024

କିଏ ପାଇଲେ କୋଉ ବିଭାଗ ।

15/06/2024

ଜଗନ୍ନାଥ ସେନା ଦେଲେ ଆହ୍ବାନ ଜଲଦୀ ଗିରଫ କରାଯାଉ ସେ ତାମିଲ ପାଣ୍ଡିୟ୍ୟାନ # # # odisha tv.

15/06/2024

ରାଜ୍ୟର ଆଇନ ଶୃଙ୍ଖଳାକୁ ନେଇ ଆଜି ମୁଖ୍ୟମନ୍ତ୍ରୀ ଙ୍କର ଗୁରୁତ୍ଵପୂର୍ଣ୍ଣ ବୈଠକ ।ବୈଠକ ରେ ବହୁ ବରିଷ୍ଠ ପୋଲିସ୍ ଅଧିକାରୀ ଉପସ୍ଥିତ। # # # # odisha tv.

13/06/2024

ବହୁତ ଦିନର ପ୍ରତୀକ୍ଷାର ଅନ୍ତ ଘଟିଲା ଶେଷରେ ମୂଖ୍ୟମନ୍ତ୍ରୀ ଓ ଆଉ ସବୁ ମନ୍ତ୍ରୀଙ୍କ ଉପସ୍ଥିତିରେ ଖୋଲିଲା ଶ୍ରୀମନ୍ଦିର ୪ ଦ୍ଵାର। # # # odisha tv

12/06/2024

କାଲି ସକାଳେ ମଙ୍ଗଳ ଆଳତୀ ସମୟରେ ଖୋଲିବ ଶ୍ରୀମନ୍ଦିର ୪ ଦ୍ଵାର। # # # odisha tv

12/06/2024

ସୁରମା ପାଢ଼ୀ ହେବେ ବାଚସ୍ପତି, ରଣପୁର ବିଧାୟିକା ସୁରମା ପାଢ଼ୀ # # # odisha tv .

12/06/2024

ଆସିଲା ଫୋନ କଲ୍ ଏଇମନେ ହେବେ ନୂଆ ମନ୍ତ୍ରୀ # # # odisha tv .

12/06/2024

ଭୁବନେଶ୍ବରରେ ଆସି ପହଞ୍ଚିଲେ ପ୍ରଧାନମନ୍ତ୍ରୀ ଆଉ ୯ ମୂଖ୍ୟମନ୍ତ୍ରୀ # # # # odisha tv.

11/06/2024

ଆଉ କିଛି ସମୟରେ ଜଣାପଡ଼ିବ କିଏ ହେବେ ମୂଖ୍ୟମନ୍ତ୍ରୀ। ଓଡ଼ିଶାରେ ଆସି ପହଞ୍ଚିଲେ ଦୁଇ କେନ୍ଦ୍ର ମନ୍ତ୍ରୀ

09/06/2024

କଥା ଦେଇ କଥା ରଖିଲେ vk ପାଣ୍ଡିଆନ। କହି ଥିଲେ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ନହେଲେ ରାଜନୀତିରୁ ସନ୍ନ୍ୟାସ ନେବି।ଆଜି କରିକି ଦେଖେଇଲେ। Headlines odisha tv.

08/06/2024

ଜଣେ ସ୍କୁଲ ଛାତ୍ରୀଙ୍କୁ ଅସଦାଚରଣ କରିଥିବା ଏକ ଘରୋଇ ସ୍କୁଲର ପ୍ରିନ୍ସିପାଲଙ୍କୁ ବଡ଼ବଜାର ଥାନା ପୋଲିସ ଗିରଫ କରିବା ବଦଳରେ ଘଣ୍ଟ ଘୋଡାଇ ଥିବା ଅଭିଯୋଗ # # # odisha tv .

08/06/2024

ପଦ୍ମ ଧରିଲେ ପ୍ରସନ୍ନ ପାଟଶାଣୀ

08/06/2024

ରାଉରକେଲା ବ୍ରାହ୍ମଣୀ ନଦୀର ବୁଡି ଯାଇ ଦୁଇ ଛାତ୍ର ମୃତ ଜଣେ ପିପିଲି ର ଥିବା ବେଳେ ଆଉ ଜଣେ ଜଳେଶ୍ଵର ବୋଲି ସୂଚନା।୬ ଜଣ ଗାଧୋଇବାକୁ ଯାଇ ଥିଲେ ୪ ଜଣ ଉଦ୍ଧାର।

08/06/2024

ଆସିଲା ମେଡିକାଲ ରିପୋର୍ଟ ଆଶିଷ ସିଂ ସମ୍ପୂର୍ଣ୍ଣ ସୁସ୍ଥ # # # odisha tv.

05/06/2024

ବ୍ରହ୍ମପୁର ବିଧାନସଭା ରେ ବିଜୟ ଲାଭ କଲାପରେ କେ ଅନିଲ କୁମାର ଙ୍କ ପ୍ରତିକ୍ରିୟା # # odisha tv.

Address

Pipil . Puri Odisha
Bhubaneswar
752104

Alerts

Be the first to know and let us send you an email when Headlines Odisha posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Headlines Odisha:

Videos

Share


Other News & Media Websites in Bhubaneswar

Show All