Cfi samachar

Cfi samachar NEWS11 ଓଡ଼ିଆ ହେଉଛି CFI ସମାଚାର ଏକ ସ୍ବତନ୍ତ୍ର ଓଡ଼ିଆ ନିୟୁସ ଚାଁନେଲ

ବିରାଟ କୋହଲି  Vs ବାଵର ଆଜମ || ପାକିସ୍ତାନ ଜଣ ସାଧାରଙ୍କ ପ୍ରତିକ୍ରିୟା
21/10/2023

ବିରାଟ କୋହଲି Vs ବାଵର ଆଜମ || ପାକିସ୍ତାନ ଜଣ ସାଧାରଙ୍କ ପ୍ରତିକ୍ରିୟା

NEWS11 ଓଡ଼ିଆ ହେଉଛି ଏକ ସ୍ବତନ୍ତ୍ର ଓଡ଼ିଆ ନିୟୁସ ଚାଁନେଲ| ଏହି ଚାଁନେଲ ରେ ଆମେ କେବଳ ଓଡ଼ିଆ ଭାଷାରେ ସ୍ଥାନୀୟ, ଜାତୀୟ, ଅନ୍ତର୍ଜାତୀୟ ଏବ...

କଙ୍ଗାରୁ କୋର୍ଟ ରେ ସାମ୍ବାଦିକଙ୍କୁ ଗୋଡ ଧରାଇ ଭୁଲ ମଗାଇଲେ ସରପଂଚ
26/07/2023

କଙ୍ଗାରୁ କୋର୍ଟ ରେ ସାମ୍ବାଦିକଙ୍କୁ ଗୋଡ ଧରାଇ ଭୁଲ ମଗାଇଲେ ସରପଂଚ

ବରଗଡ଼: ନିଚ୍ଛକ, ନିର୍ଭିକ, ନିରପେକ୍ଷ ସମ୍ବାଦ ପରିବେଷଣ କରି ଆମ ଜିଲ୍ଲା ପ୍ରତିନିଧି ଆଜି ସମାଜରେ ଅପମାନିତ ହୋଇଛନ୍ତି. ସରପଂଚଙ୍କ ଗୋ.....

ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ଖଣ୍ଡା ଓ ଭୁଜାଲିରେ ଅତର୍କିତ ପ୍ରାଣାନ୍ତକ ଆକ୍ରମଣ
08/07/2023

ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ଖଣ୍ଡା ଓ ଭୁଜାଲିରେ ଅତର୍କିତ ପ୍ରାଣାନ୍ତକ ଆକ୍ରମଣ

ବାଲିଆପାଳ ଥାନା କିଳିକା ପୁର ଗ୍ରାମରେ ଯୁବକଙ୍କୁ ହାଣିଲେ ଦୁର୍ବୃତ୍ତ । ଗୁରୁତର ଯୁବକଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତ....

ସମ୍ବଲପୁରୀ ଦିନ୍ -୨୦୨୩ ପାଇଁ ମହାମହିମ ରାଜ୍ଯପାଳ ଙ୍କୁ ନିୟୁତା ଦେଲା ପଶ୍ଚିମାଞ୍ଚଲ୍  -ଏକତା ମଞ୍ଚ
07/07/2023

ସମ୍ବଲପୁରୀ ଦିନ୍ -୨୦୨୩ ପାଇଁ ମହାମହିମ ରାଜ୍ଯପାଳ ଙ୍କୁ ନିୟୁତା ଦେଲା ପଶ୍ଚିମାଞ୍ଚଲ୍ -ଏକତା ମଞ୍ଚ

ସମ୍ବଲପୁର (ପ୍ରକାଶ ପୃଷ୍ଟି) – ସମ୍ବଲପୁରୀ ସଂସ୍କୃତି ର ପୁରୋଧା ଗୁରୁଶ୍ରୀ ସତ୍ଯ ନାରାୟଣ ବହିଦାର ଙ୍କର ଜନ୍ମଦିନ କୁ ୨୦୧୩ ସାଲ ରୁ ସମ....

ଡ଼ିସେମ୍ବର ସୁଦ୍ଧା ରେଙ୍ଗାଲି ବ୍ଲକ୍ ରେ ପାନୀୟ ଜଳ ଯୋଗାଣ କର୍ଯ୍ୟ ସମ୍ପୂର୍ଣ୍ଣ – ନାଉରୀ ନାୟକ
07/07/2023

ଡ଼ିସେମ୍ବର ସୁଦ୍ଧା ରେଙ୍ଗାଲି ବ୍ଲକ୍ ରେ ପାନୀୟ ଜଳ ଯୋଗାଣ କର୍ଯ୍ୟ ସମ୍ପୂର୍ଣ୍ଣ – ନାଉରୀ ନାୟକ

ରେଙ୍ଗାଲି (ପ୍ରକାଶ ପୃଷ୍ଟି) – ରେଙ୍ଗାଲି ନିର୍ବାଚନ ମଣ୍ଡଳୀର ସପ୍ନେ ଠାରେ ନିର୍ମାଣାଧୀନ ବୃହତ୍ ପାନୀୟ ଜଳ ଯୋଗାଣ ପ୍ରକଳ୍ପର ସ୍ଥିତ....

ବେଆଇନ୍ ମିଲ୍ ର ଫଟୋ ଉଠେଇବାକୁ ନେଇ ଗୋବିନ୍ଦପୁର ମିଲ୍ ମାଲିକ ରାତି ଅଧରେ ସାମ୍ବାଦିକଙ୍କୁ ଫୋନରେ ଦେଲେ ଧମକ୍।
05/07/2023

ବେଆଇନ୍ ମିଲ୍ ର ଫଟୋ ଉଠେଇବାକୁ ନେଇ ଗୋବିନ୍ଦପୁର ମିଲ୍ ମାଲିକ ରାତି ଅଧରେ ସାମ୍ବାଦିକଙ୍କୁ ଫୋନରେ ଦେଲେ ଧମକ୍।

NEWS11 ଓଡ଼ିଆ ହେଉଛି ଏକ ସ୍ବତନ୍ତ୍ର ଓଡ଼ିଆ ନିୟୁସ ଚାଁନେଲ| ଏହି ଚାଁନେଲ ରେ ଆମେ କେବଳ ଓଡ଼ିଆ ଭାଷାରେ ସ୍ଥାନୀୟ, ଜାତୀୟ, ଅନ୍ତର୍ଜାତୀୟ ଏବ...

  ନିର୍ବାଚନ ଆଜି ପ୍ରାର୍ଥିପତ୍ର ଦାଖଲ
24/06/2023

ନିର୍ବାଚନ ଆଜି ପ୍ରାର୍ଥିପତ୍ର ଦାଖଲ

ଆସୋସିଏସନରେ କୋଷାଧ୍ୟକ୍ଷ ଓ ଜଣେ କାଉନ୍ସିଲ ମେମ୍ବର ପାଇଁ ନିର୍ବାଚନ

ଓରତ ଗ୍ରାମର ହରିଜନ ସାହି ରେ ଆଜି ଦିନ ୩ଘଟିକା ସମୟରେ
23/06/2023

ଓରତ ଗ୍ରାମର ହରିଜନ ସାହି ରେ ଆଜି ଦିନ ୩ଘଟିକା ସମୟରେ

ଅଗ୍ନିଶମ ବାହିନୀ ଦ୍ୱାରା ନିଆଁ କୁ ଆୟତ୍ତ କରାଯାଇଛି ।

ମହିଳା ଓ୍ୱାର୍ଡରେ ଖସିଲା ଛାତର ସିଲିଂ,
22/06/2023

ମହିଳା ଓ୍ୱାର୍ଡରେ ଖସିଲା ଛାତର ସିଲିଂ,

ଅନ୍ୟ ଓ୍ୱାର୍ଡକୁ ରୋଗୀଙ୍କୁ ସ୍ଥାନାନ୍ତର

ଆହତ ଅବସ୍ଥାରେ ପରିବାରର ୩ ସଦସ୍ୟ ମେଡିକାଲରେ ଭର୍ତ୍ତି
22/06/2023

ଆହତ ଅବସ୍ଥାରେ ପରିବାରର ୩ ସଦସ୍ୟ ମେଡିକାଲରେ ଭର୍ତ୍ତି

ବାପା, ମାଆ, ପିଲା ଆହତ, ରାସ୍ତାରେ ବିନା ସିଗନାଲରେ

ଦ୍ୱାଦଶ ଶ୍ରେଣୀ NCERT ଇତିହାସ ବହିରୁ ମୋଗଲ ବିଷୟ ବାଦ୍ ଚର୍ଚ୍ଚା ପ୍ରସଙ୍ଗ
22/06/2023

ଦ୍ୱାଦଶ ଶ୍ରେଣୀ NCERT ଇତିହାସ ବହିରୁ ମୋଗଲ ବିଷୟ ବାଦ୍ ଚର୍ଚ୍ଚା ପ୍ରସଙ୍ଗ

ସେମାନେ ବହି ଯାଞ୍ଚ କରିନିଅନ୍ତୁ ବୋଲି କହିଲେ

ଲୋକସେବା ଭବନ ଆଗରେ ଫିନାଇଲ ପିଇଲେ ବୃଦ୍ଧ
22/06/2023

ଲୋକସେବା ଭବନ ଆଗରେ ଫିନାଇଲ ପିଇଲେ ବୃଦ୍ଧ

ତେବେ ପୋଲିସ ଏତଲା ରଖୁନଥିବା ଅଭିଯୋଗ କରି ଫିନାଇଲ ପିଇଲେ

ଭୂମିକମ୍ପର ୫ ଦିନ ପରେ ଉଦ୍ଧାର ହେଲା ନବଜାତ ଶିଶୁ
22/06/2023

ଭୂମିକମ୍ପର ୫ ଦିନ ପରେ ଉଦ୍ଧାର ହେଲା ନବଜାତ ଶିଶୁ

ରଖେ ହରି ତ ମାରେ କିଏ;

ଓଡି଼ଶା ଗସ୍ତରେ ଆସୁଛନ୍ତି   ପ୍ରତିନିଧି ଦଳ ।
21/06/2023

ଓଡି଼ଶା ଗସ୍ତରେ ଆସୁଛନ୍ତି ପ୍ରତିନିଧି ଦଳ ।

ଶିଳ୍ପ ଓ ପର୍ଯ୍ୟଟନ ସ୍ଥଳ ବୁଲି ଦେଖିବେ l

ସିକିମରେ ହିମସ୍ଖଳନ ଘଟି ୬ ପର୍ଯ୍ୟଟକଙ୍କ ଶୋଚନୀୟ ମୃତ୍ୟୁ
21/06/2023

ସିକିମରେ ହିମସ୍ଖଳନ ଘଟି ୬ ପର୍ଯ୍ୟଟକଙ୍କ ଶୋଚନୀୟ ମୃତ୍ୟୁ

ହିମସ୍ଖଳନ ଯୋଗୁଁ ୮୦ରୁ ଅଧିକ ପର୍ଯ୍ୟଟକ ଫସି ରହିଥିବା ସୂଚନା

ମଝି ଚିଲିକାରେ ଫସିଲା ଯାତ୍ରୀବାହୀ ଡଙ୍ଗା,ଜହ୍ନିକୁଦାରୁ ସାତପଡ଼ା ମଝିରେ ଫସିଲା
21/06/2023

ମଝି ଚିଲିକାରେ ଫସିଲା ଯାତ୍ରୀବାହୀ ଡଙ୍ଗା,ଜହ୍ନିକୁଦାରୁ ସାତପଡ଼ା ମଝିରେ ଫସିଲା

ଡଙ୍ଗାରେ ୫୦ ଯାତ୍ରୀ, ୩୦ରୁ ଅଧିକ ବାଇକ ରହିଥିବା ସୂଚନା

ରତ୍ନଭଣ୍ଡାର ସ୍ଥିତି ଭଲ ନାହିଁ.
21/06/2023

ରତ୍ନଭଣ୍ଡାର ସ୍ଥିତି ଭଲ ନାହିଁ.

ରତ୍ନଭଣ୍ଡାର ସ୍ଥିତି ଭଲ ନାହିଁ ବୋଲି ମାନିଲେ ଆମିକସ କ୍ୟୁରୀ ।

କର୍ଣ୍ଣାଟକ ଓ ମହାରାଷ୍ଟ୍ର ସୀମା ବିବାଦରେ ହସ୍ତକ୍ଷେପ କଲେ ଅମିତ ଶାହା
21/06/2023

କର୍ଣ୍ଣାଟକ ଓ ମହାରାଷ୍ଟ୍ର ସୀମା ବିବାଦରେ ହସ୍ତକ୍ଷେପ କଲେ ଅମିତ ଶାହା

ସୀମା ବିବାଦକୁ ରାଜନୀତିକରଣ ନକରିବାକୁ କହିଲେ ଅମିତ ଶାହା

+୨ ପରୀକ୍ଷା ପରିଚାଳନାରେ ଭାଗ ନେବେ ୬୬୨ ବର୍ଗ ଅଧ୍ୟାପକ
20/06/2023

+୨ ପରୀକ୍ଷା ପରିଚାଳନାରେ ଭାଗ ନେବେ ୬୬୨ ବର୍ଗ ଅଧ୍ୟାପକ

ମନ୍ତ୍ରୀସ୍ତରୀୟ କମିଟି ସହ ଆଲୋଚନା ପରେ ଅଧ୍ୟାପକ ସଂଘ ଏହି ନିଷ୍ପତ୍ତି ନେଇଛି

ସାହିତ୍ୟିକ ଡ.ଗାୟତ୍ରୀ ବାଳାଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ
20/06/2023

ସାହିତ୍ୟିକ ଡ.ଗାୟତ୍ରୀ ବାଳାଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

ଜଣାଇବା ସହ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ରୁଷିଆ ଯୁଦ୍ଧ ବନ୍ଦ କରି ୟୁକ୍ରେନ ଛାଡ଼ିବାକୁ UNGAରେ ପ୍ରସ୍ତାବ ପାରିତ
20/06/2023

ରୁଷିଆ ଯୁଦ୍ଧ ବନ୍ଦ କରି ୟୁକ୍ରେନ ଛାଡ଼ିବାକୁ UNGAରେ ପ୍ରସ୍ତାବ ପାରିତ

UNGAରେ ଯୁଦ୍ଧ ବନ୍ଦ ପ୍ରସ୍ତାବ ପାରିତରୁଷିଆ ଯୁଦ୍ଧ ବନ୍ଦ କରି ୟୁକ୍ରେନ ଛାଡ଼ିବାକୁ UNGAରେ ପ୍ରସ୍ତାବ ପାରିତଭାରତ, ଚୀନ୍‌ ସମେତ ୩୨ ରାଷ୍.....

ରୁଷିଆର ଆକ୍ରମଣ ତୀବ୍ର ପରେ ଭାରତୀୟ ଦୂତାବାସର ଆଡଭାଇଜରି.
20/06/2023

ରୁଷିଆର ଆକ୍ରମଣ ତୀବ୍ର ପରେ ଭାରତୀୟ ଦୂତାବାସର ଆଡଭାଇଜରି.

ୟୁକ୍ରେନ ଛାଡ଼ି ଚାଲି ଆସିବାକୁ ଓ ସେଠାକୁ ନ ଯିବାକୁ ଭାରତୀୟଙ୍କୁ ପରାମର୍ଶ

ବିଜେଡିରେ ଯୋଗଦେଲେ ମିନତୀ ପଟ୍ଟନାୟକ
20/06/2023

ବିଜେଡିରେ ଯୋଗଦେଲେ ମିନତୀ ପଟ୍ଟନାୟକ

କଟକ ସୂତାହାଟ ଅଞ୍ଚଳର ମହିଳା ମିନତୀ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେଡିରେ ମ...

ଅଭିଯୁକ୍ତ ଗୋପାଳ ଦାସର ସୁରକ୍ଷା ପାଇଁ ହାଇକୋର୍ଟରେ ଆବେଦନ,
19/06/2023

ଅଭିଯୁକ୍ତ ଗୋପାଳ ଦାସର ସୁରକ୍ଷା ପାଇଁ ହାଇକୋର୍ଟରେ ଆବେଦନ,

ଗୋପାଳର ପରିବାରକୁ ମଧ୍ୟ ସୁରକ୍ଷା ଯୋଗାଇଦେବାକୁ ଆବେଦନ

ଏବେ ଭିକ୍ଷା ମାଗୁଛନ୍ତି ଲୋକପ୍ରିୟ ଅଭିନେତ୍ରୀ ନୂପୁର ଅଲଙ୍କାର ।
19/06/2023

ଏବେ ଭିକ୍ଷା ମାଗୁଛନ୍ତି ଲୋକପ୍ରିୟ ଅଭିନେତ୍ରୀ ନୂପୁର ଅଲଙ୍କାର ।

ଏବେ ନିୟମ ଅନୁସାରେ ଭିକ୍ଷା ମାଗୁଛନ୍ତି ଏହି ଲୋକପ୍ରିୟ ଅଭିନେତ୍ରୀ ।

ବିବାହ ବନ୍ଧନରେ ବାନ୍ଧିହେଲେ ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ
19/06/2023

ବିବାହ ବନ୍ଧନରେ ବାନ୍ଧିହେଲେ ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ

ବିବାହ ବନ୍ଧନରେ ବାନ୍ଧିହେଲେ ପଞ୍ଜାବ ର ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ । ଚଣ୍ଡୀଗଡ଼ରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ସିଏମ୍ ମାନ ଡଃ ଗ...

ଲୁଟ୍ ପାଇଁ ସ୍ୱାମୀକୁ ହତ୍ୟା, ସ୍ତ୍ରୀ ଗୁରୁତର ।
19/06/2023

ଲୁଟ୍ ପାଇଁ ସ୍ୱାମୀକୁ ହତ୍ୟା, ସ୍ତ୍ରୀ ଗୁରୁତର ।

ରାତିରେ କବାଟ ବାଡ଼େଇଥିଲେ, ଖୋଲିବା ପରେ ଆକ୍ରମଣ କରି ଲୁଟିନେଲେ ।

ଭାରତୀୟ ବାୟୁସୀମା ଭିତରେ ବୋମା
18/06/2023

ଭାରତୀୟ ବାୟୁସୀମା ଭିତରେ ବୋମା

ନୂଆଦିଲ୍ଲୀ ଆଡ଼କୁ ଆସିବା ବେଳେ ପିଛା କଲା ଭାରତୀୟ ବାୟୁସେନା

ବ୍ଲାକମେଲର ଦମ୍ପତି ଅର୍ଚ୍ଚନା-ଜଗବନ୍ଧୁ ଗିରଫ ଘଟଣା
18/06/2023

ବ୍ଲାକମେଲର ଦମ୍ପତି ଅର୍ଚ୍ଚନା-ଜଗବନ୍ଧୁ ଗିରଫ ଘଟଣା

ତଦନ୍ତ କରିବା ନେଇ ଇଡି ଅଫିସରୁ ମିଳିଛି ସୂଚନା

Address

Bhubaneswar
751019

Alerts

Be the first to know and let us send you an email when Cfi samachar posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Cfi samachar:

Videos

Share

Nearby media companies


Other News & Media Websites in Bhubaneswar

Show All