#କୁନି_ଝିଅର_ସାମୀ_ନାଚ ...
ଦେଖନ୍ତୁ କୁନି ଝିଅଟି କେମିତି ସାମୀ ଗୀତର ନାଚରେ ମଜ୍ଜି ଯାଇଛି... ଯାହା ସୋସିଆଲ ମିଡ଼ିଆରେ ହେଉଛି ଭାଇରାଲ ...
ଯାହାର ନୃତ୍ୟ ଦେଖି ଅଭିନେତ୍ରୀ ରଶ୍ମୀକା ମନ୍ଦନା ଟ୍ବିଟ କରି ଏଇ କୁନି ଝିଅ ସହିତ ଦେଖା କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି |
#SaamiSaami #puspa #PushpaTheRise #RashmikaMandanna #AlluArjun #Tollywood #Varisu #Viral #Trending #thebreakingnews24
#ଥାନାରେ_ପଶି_ପୋଲିସଙ୍କୁ_ଗୋଡ଼େଇ_ଗୋଡ଼େଇ_ପିଟିଲେ:
ଥାନା ଆଗରେ ବସିଲେ। ତା ପରେ ଗେଟ୍ ଖୋଲି ପଶିଲେ। ପୋଲିସ୍ ଅଫିସରଙ୍କୁ ଟାଣି ଟାଣି ନିର୍ଘାତିଆ ମାଡ ମାରିଲେ ଗ୍ରାମବାସୀ #AdabaPoliceStation #Gajapati #thebreakingnews24
#ନିଜ_ବୟଫ୍ରେଣ୍ଡ_କୁ_ଅନ୍ୟ_ଝିଅ_ସହିତମେଳା_ରେ_ଦେଖି_ଆରମ୍ଭ_ହେଲା_ମାଡ଼ପିଟ !!!!
ଝାଡ଼ଖଣ୍ଡ ର ପଲାମୁ ରେ ମେଳା ଲାଗିଥିବା ବେଳେ ଘଟିଲା ଏହି ଅଘଟଣ .
Viral dance
#ସରିଲା_ମାଟ୍ରିକ_ପରୀକ୍ଷା_ଉଜ୍ଜ୍ଵଳ_ଭବିଷ୍ୟତ_ପାଇଁ_ଉପବାସ_ରଖୁବାପରେ_ଆଜି_ନାଚ
ଗୀତ ରେ ବ୍ରତ ଭାଙ୍ଗିଲେ ପିଲାଏ!
ଶୁଣିବାକୁ ମିଳୁଛି ଗଞ୍ଜାମ ଦିଗପହଣ୍ଡି ବ୍ଲକ ବୋମକାଇ ଅଂଚଳର ଶିବାନନ୍ଦ ହାଇସ୍କୁଲର ଏ ନାଚ ଟା ପରୀକ୍ଷା ସରିବା ପରେ ଡିଜେ ଆସିଥିଲା ପିଲା ମାନେ ଡ୍ୟାନ୍ସ ଆରମ୍ଭ କରିଥିଲେ .
ମୁଖ୍ୟ ରାସ୍ତାରେ ୟୁନିଫର୍ମ ବାହାର କରି ବଲମ ପିତା ଗୀତରେ ଧୂଳିଉଡା ଡ୍ୟାନ୍ସ କରିଥିଲେ
#motivationalvideos
ଧନୀ ପଇସା ରେ ନୁହଁ ହୃଦୟ ରୁ ହେବା ଦରକାର ....
ଖୋଲିଲା ପ୍ରାଥମିକ ବିଦ୍ୟଳୟ
#ଚନ୍ଦନ_ଲଗାଇ_ମାସ୍କ_ଦେଇ_ଛୋଟଛୁଆ_ଙ୍କୁ_ଅଭିନବ_ଉପାୟ_ରେ_ସ୍ୱାଗତ !!!
ବହୁଦିନ ପରେ ଖୋଲିଚି ପ୍ରାଥମିକ ବିଦ୍ୟାଳୟ ,ଆଉ ଏଥିରେ ଖୁସି ଅଛନ୍ତି ଉଭୟ ଶିକ୍ଷକ ଶିକ୍ଷୟତ୍ରୀ ଏବଂ ଛୋଟ ଛୁଆ ,ଭାରତୀୟ ସଂସ୍କୃତି ର ସଂଜ୍ଞା ସ୍ୱରୂପ ପିଲା ମାନଙ୍କୁ ଚନ୍ଦନ ଲଗାଇ ସ୍ୱାଗତ କରୁଛନ୍ତି ଖଲିକୋଟ ସ୍ଥିତ ଲକ୍ଷ୍ମୀନାରାୟଣ ସ୍କୁଲ ର ଶିକ୍ଷୟତ୍ରୀ ଗଣ !!!
ଶିକ୍ଷକ ଏବଂ ଶିକ୍ଷୟିତ୍ରୀ ଙ୍କ ର ପିଲାଙ୍କ ପ୍ରତି ଥିବା ସ୍ନେହ ଏବଂ ଭଲପାଇବା ପ୍ରକୃତ ରେ ଆଜିର ସମୟ ରେ ଏକ ସୁନ୍ଦର ଉଦାହରଣ ସୃଷ୍ଟି କରୁଥିବା ର ଚର୍ଚ୍ଚା ଅଭିଭାବକ ମହଲ ରେ ଜୋର ଧରିଛି .
#thebreakingnews24 #ganjam #khalikot
ବିରୋଧୀ ନ୍କ ମୁହଁ ରେ କଡା ଜବାବ ଦେଲେ ମୁଖ୍ୟମନ୍ତ୍ରୀ ,ମିଡ଼ିଆ ଙ୍କୁ କହିଲେ ,"ମୁଁ ସମ୍ପୂର୍ଣ୍ଣ ସୁସ୍ଥ ଅଛି "....
#thebreakingnews24