Sahitya Pharda

Sahitya Pharda କେବଳ ସାହିତ୍ୟକୁ ନେଇ ଉଚ୍ଚାଙ୍ଗ ସାହିତ୍ୟ ?
(1)

ଭବାନୀ ଶଙ୍କର ମାଇତିଙ୍କଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କ ଜୀବନୀ ଆଧାରିତ ପୁସ୍ତକ'ଯୁଗ ସାରଥି' ଏବେ ଆମାଜନରେ ଉପଲବ୍ଧ
13/08/2023

ଭବାନୀ ଶଙ୍କର ମାଇତିଙ୍କ
ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କ ଜୀବନୀ ଆଧାରିତ ପୁସ୍ତକ
'ଯୁଗ ସାରଥି' ଏବେ ଆମାଜନରେ ଉପଲବ୍ଧ

Sri Sri Thakuranka Mahajeebanara Keteka Ghatanabali Upare Adharita JUGA SARATHI

'ସାହିତ୍ୟ ଫର୍ଦ୍ଦ' ମାର୍ଚ୍ଚ ସଂଖ୍ୟାରେ...............................................ପତ୍ରିକା 'ପଞ୍ଚବଟୀ', ଯୁବ ଗାଳ୍ପିକ ଲଳିତ କୁମା...
20/04/2022

'ସାହିତ୍ୟ ଫର୍ଦ୍ଦ' ମାର୍ଚ୍ଚ ସଂଖ୍ୟାରେ...............................................
ପତ୍ରିକା 'ପଞ୍ଚବଟୀ',
ଯୁବ ଗାଳ୍ପିକ ଲଳିତ କୁମାର ସ୍ଵାଇଁଙ୍କ ବହି 'ପାପୁଲି ରେଖା'
ବିଶିଷ୍ଟ କବୀ ଗିରିବାଳା ମହାନ୍ତିଙ୍କ କବିତା ବହି ସ୍ତ୍ରୀଲୋକର ସମୀକ୍ଷା...............................................

ସାହିତ୍ୟ ଫର୍ଦ୍ଦ' ମାର୍ଚ୍ଚ ସଂଖ୍ୟାର 'କବି ପୃଷ୍ଠା'ରେ କବି ବିପିନ ମହାନ୍ତିଙ୍କ ୪ଟି ହୃଦୟଜିଣା କବିତା[ କବି ବିପିନ ମହାନ୍ତିଙ୍କ କବିତାର ଶୈଳୀ...
19/04/2022

ସାହିତ୍ୟ ଫର୍ଦ୍ଦ' ମାର୍ଚ୍ଚ ସଂଖ୍ୟାର
'କବି ପୃଷ୍ଠା'ରେ କବି ବିପିନ ମହାନ୍ତିଙ୍କ ୪ଟି ହୃଦୟଜିଣା କବିତା

[ କବି ବିପିନ ମହାନ୍ତିଙ୍କ କବିତାର ଶୈଳୀ ଅନେକଙ୍କୁ ଆକୃଷ୍ଟ କରେ, ତାଙ୍କ କବିତା ପ୍ରେମ ପାଇଁ ଯେତିକି ଛଳଛଳ, ପ୍ରକୃତି ପାଇଁ ବି ସେତିକି ଢଳଢଳ ତାଙ୍କ ପ୍ରକାଶିତ ପୁସ୍ତକ ଗୁଡିକ ଆମ ସାହିତ୍ୟ ଭଣ୍ଡାର ପାଇଁ ଅମୂଲ୍ୟ ସମ୍ପଦ ନିଶ୍ଚୟ ]

ସାହିତ୍ୟ ଫର୍ଦ୍ଦ ' ଜାନୁଆରୀ-ଫେବୃଆରୀ ୨୦୨୨............................................ବର୍ଷ ସାରା ଘରେ ରହି ବାର୍ଷିକ ଗ୍ରାହକ ହୋଇ ପା...
25/02/2022

ସାହିତ୍ୟ ଫର୍ଦ୍ଦ ' ଜାନୁଆରୀ-ଫେବୃଆରୀ ୨୦୨୨............................................
ବର୍ଷ ସାରା ଘରେ ରହି ବାର୍ଷିକ ଗ୍ରାହକ ହୋଇ ପାଇ ପାରିବେ............................................
କିଛି ପୃଷ୍ଠାର ଝଲକ ଦେଖନ୍ତୁ ତ !

'ସାହିତ୍ୟ ଫର୍ଦ୍ଦ'ନିୟମିତ ଡାକ ଯୋଗେ ପାଇବାକୁ ଚାହୁଁଥିଲେ ●●●
18/02/2022

'ସାହିତ୍ୟ ଫର୍ଦ୍ଦ'
ନିୟମିତ ଡାକ ଯୋଗେ ପାଇବାକୁ ଚାହୁଁଥିଲେ ●●●

14/02/2022
'ସାହିତ୍ୟ ଫର୍ଦ୍ଦ' ନୂଆ ସଂଖ୍ୟା ଏବେ ଭୁବନେଶ୍ୱରରେ ଉପଲବ୍ଧ ।
09/02/2022

'ସାହିତ୍ୟ ଫର୍ଦ୍ଦ' ନୂଆ ସଂଖ୍ୟା ଏବେ ଭୁବନେଶ୍ୱରରେ ଉପଲବ୍ଧ ।

ପ୍ରକାଶ ପାଇଲାଆପଣଙ୍କ ପ୍ରିୟ ପତ୍ରିକା 'ସାହିତ୍ୟ ଫର୍ଦ୍ଦ' ଜାନୁଆରୀ-ଫେବୃଆରୀ ସଂଖ୍ୟା
07/02/2022

ପ୍ରକାଶ ପାଇଲା
ଆପଣଙ୍କ ପ୍ରିୟ ପତ୍ରିକା 'ସାହିତ୍ୟ ଫର୍ଦ୍ଦ' ଜାନୁଆରୀ-ଫେବୃଆରୀ ସଂଖ୍ୟା

ସାହିତ୍ୟ ଫର୍ଦ୍ଦ (ଅକ୍ଟୋବର-ନଭେମ୍ବର) ସଂଖ୍ୟା
14/01/2022

ସାହିତ୍ୟ ଫର୍ଦ୍ଦ (ଅକ୍ଟୋବର-ନଭେମ୍ବର) ସଂଖ୍ୟା

କଟକରୁ ମୁଦ୍ରିତ ଓ କେନ୍ଦ୍ରାପଡ଼ାରୁ ପ୍ରକାଶିତ 'ରାଜଭୂମି'ର ସାହିତ୍ୟ ଫର୍ଦ୍ଦ ରେ ଏ ମାସର ଥିମ ' ବାତ୍ୟା ' ସଂସ୍କରଣ : ୧ରେ...................
09/01/2022

କଟକରୁ ମୁଦ୍ରିତ ଓ କେନ୍ଦ୍ରାପଡ଼ାରୁ ପ୍ରକାଶିତ 'ରାଜଭୂମି'ର ସାହିତ୍ୟ ଫର୍ଦ୍ଦ ରେ ଏ ମାସର ଥିମ ' ବାତ୍ୟା ' ସଂସ୍କରଣ : ୧ରେ.................................................
ପ୍ରେମାନନ୍ଦ ଖଣ୍ଡୁଆଳ, ପ୍ରକାଶ ମହାପାତ୍ର, ହରେରାମ ପଣ୍ଡାଙ୍କ ଗପ ଓ ଆଶୁତୋଷ ମେହେର, ସୁଶୀଲ କୁମାର ପାଣିଗ୍ରାହୀ, ସୁରେନ୍ଦ୍ର କୁମାର ମଲ୍ଲିକ, ରଂଜିତା ଦାଶ, ବାଉରିବନ୍ଧୁ ଲେଙ୍କା, ଧର୍ମେନ୍ଦ୍ର ଚୁହାନ, ବିଶ୍ଵଜିତ ଆର୍ଯ୍ୟଙ୍କ କବିତା..................................................
ବାତ୍ୟାକୁ ନେଇ ଆମ ପାଖରେ ଅନେକ ଲେଖା ପହଞ୍ଚି ଥିଲା, କିଛି ଲେଖାକୁ ସ୍ଥାନ ଦେଇଛୁ, ଆଉ କିଛି ଲେଖାକୁ ଆଗାମୀ ସଂଖ୍ୟା ପାଇଁ ରଖିଛୁ । - ସମ୍ପାଦକ

ପ୍ରକାଶ ପାଇଲାଅକ୍ଟୋବର-ନଭେମ୍ବର ସଂଖ୍ୟା 'ସାହିତ୍ୟ ଫର୍ଦ୍ଦ'ଏଥର ୧୨ ପୃଷ୍ଠା
13/11/2021

ପ୍ରକାଶ ପାଇଲା
ଅକ୍ଟୋବର-ନଭେମ୍ବର ସଂଖ୍ୟା 'ସାହିତ୍ୟ ଫର୍ଦ୍ଦ'

ଏଥର ୧୨ ପୃଷ୍ଠା

୨୦୨୦ ବର୍ଷ ପାଇଁ ସନ୍ତୋଷ କୁମାର ମେହେର ପାଇଲେ ସାହିତ୍ୟ ଫର୍ଦ୍ଦ ସମ୍ମାନ
31/10/2021

୨୦୨୦ ବର୍ଷ ପାଇଁ ସନ୍ତୋଷ କୁମାର ମେହେର ପାଇଲେ ସାହିତ୍ୟ ଫର୍ଦ୍ଦ ସମ୍ମାନ

ଝାରସୁଗୁଡ଼ା ବସ ଷ୍ଟାଣ୍ଡରେ ସାହିତ୍ୟ ଫର୍ଦ୍ଦ ଉପଲବ୍ଧ
23/10/2021

ଝାରସୁଗୁଡ଼ା ବସ ଷ୍ଟାଣ୍ଡରେ ସାହିତ୍ୟ ଫର୍ଦ୍ଦ ଉପଲବ୍ଧ

ଢେଙ୍କାନାଳ ବସଷ୍ଟାଣ୍ଡରେ 'ସାହିତ୍ୟ ଫର୍ଦ୍ଦ' ଉପଲବ୍ଧ
03/10/2021

ଢେଙ୍କାନାଳ ବସଷ୍ଟାଣ୍ଡରେ 'ସାହିତ୍ୟ ଫର୍ଦ୍ଦ' ଉପଲବ୍ଧ

ସାହିତ୍ୟ ଫର୍ଦ୍ଦ ନିୟମିତ ଡାକ ଯୋଗେ ମଗାନ୍ତି ଓ ପଢ଼ନ୍ତିକଟକ ସାଲେପୁର କଲେଜର ପ୍ରାଧ୍ୟାପକ ଚିନ୍ମୟ କୁମାର ବେହେରା
02/10/2021

ସାହିତ୍ୟ ଫର୍ଦ୍ଦ ନିୟମିତ ଡାକ ଯୋଗେ ମଗାନ୍ତି ଓ ପଢ଼ନ୍ତି
କଟକ ସାଲେପୁର କଲେଜର ପ୍ରାଧ୍ୟାପକ ଚିନ୍ମୟ କୁମାର ବେହେରା

ଭୁବନେଶ୍ୱରରେ ''ସାହିତ୍ୟ ଫର୍ଦ୍ଦ'' ଉପଲବ୍ଧ
29/09/2021

ଭୁବନେଶ୍ୱରରେ ''ସାହିତ୍ୟ ଫର୍ଦ୍ଦ'' ଉପଲବ୍ଧ

କେବଳ କଣ ଏତିକି, ମାତ୍ର ୮ ପୃଷ୍ଠା ଭିତରେ ରହିଛି ଆହୁରି କେତେ କଣ ...ପ୍ରକାଶ ପାଇଲା ସେପ୍ଟେମ୍ବର 'ସାହିତ୍ୟ ଫର୍ଦ୍ଦ'
20/09/2021

କେବଳ କଣ ଏତିକି, ମାତ୍ର ୮ ପୃଷ୍ଠା ଭିତରେ ରହିଛି ଆହୁରି କେତେ କଣ ...

ପ୍ରକାଶ ପାଇଲା ସେପ୍ଟେମ୍ବର 'ସାହିତ୍ୟ ଫର୍ଦ୍ଦ'

ସାହିତ୍ୟ ଫର୍ଦ୍ଦ ପ୍ରତି ମାସରେ ବିଳମ୍ବରେ ଆସିବସଂଗ୍ରହଣୀୟ ଓ ସୁସମ୍ପାଦିତ ହୋଇ ଆସିବ
09/09/2021

ସାହିତ୍ୟ ଫର୍ଦ୍ଦ ପ୍ରତି ମାସରେ ବିଳମ୍ବରେ ଆସିବ

ସଂଗ୍ରହଣୀୟ ଓ ସୁସମ୍ପାଦିତ ହୋଇ ଆସିବ

ସାହିତ୍ୟ ଫର୍ଦ୍ଦ' ଜୁନ ସଂଖ୍ୟାରେସବିତା ଜିତଙ୍କ ଚିଠି ଅରୁଣ ଖିଲାରଙ୍କୁ
17/07/2021

ସାହିତ୍ୟ ଫର୍ଦ୍ଦ' ଜୁନ ସଂଖ୍ୟାରେ

ସବିତା ଜିତଙ୍କ ଚିଠି ଅରୁଣ ଖିଲାରଙ୍କୁ

ସାହିତ୍ୟ ଫର୍ଦ୍ଦ' ଜୁନ ସଂଖ୍ୟାରେ 'କ୍ୟାମ୍ପସ ସାହିତ୍ୟ' ବିଭାଗରେ...........................................................ରେଭେନ୍...
16/07/2021

ସାହିତ୍ୟ ଫର୍ଦ୍ଦ' ଜୁନ ସଂଖ୍ୟାରେ 'କ୍ୟାମ୍ପସ ସାହିତ୍ୟ' ବିଭାଗରେ...........................................................
ରେଭେନ୍ସାରେ ପଢୁଥିବା ପଦ୍ମଲୋଚନଙ୍କ ଗପ

ବାଣୀବିହାରରେ ପଢ଼ୁଥିବା ଶୁଭଶ୍ରୀ ଓ ବଲାଙ୍ଗୀର ସରକାରୀ ମହାବିଦ୍ୟାଳୟରେ ପଢ଼ୁଥିବା ମଧୁସୂଦନଙ୍କ କବିତା

ପ୍ରକାଶ ପାଇଛି ' ସାହିତ୍ୟ ଫର୍ଦ୍ଦ ' ଜୁନ ସଂଖ୍ୟା...................................................ଏଥର ବି ଅନେକ ବିଭାଗ ନୂଆ
06/07/2021

ପ୍ରକାଶ ପାଇଛି ' ସାହିତ୍ୟ ଫର୍ଦ୍ଦ ' ଜୁନ ସଂଖ୍ୟା...................................................
ଏଥର ବି ଅନେକ ବିଭାଗ ନୂଆ

ସାହିତ୍ୟ ଫର୍ଦ୍ଦ' ମେ ସଂଖ୍ୟାରେ ବିଦେଶୀ ନାୟକଙ୍କପ୍ରଥମ ବହିର କଥା
27/05/2021

ସାହିତ୍ୟ ଫର୍ଦ୍ଦ' ମେ ସଂଖ୍ୟାରେ ବିଦେଶୀ ନାୟକଙ୍କ
ପ୍ରଥମ ବହିର କଥା

ସହିତ୍ୟ ଫର୍ଦ୍ଦ ଫେବୃଆରୀ ସଂଖ୍ୟାରେସୁପ୍ରଭା ସାମଲଙ୍କ ପ୍ରଶ୍ନର ଉତ୍ତର ରଖିଥିଲେଆମ ସମୟର ଛଅ ସୃଜନଶିଳ୍ପୀ ( ପଲ୍ଲବୀ ନାୟକ, ଲଷ୍ମୀପ୍ରିୟା ପୃଷ୍...
27/03/2021

ସହିତ୍ୟ ଫର୍ଦ୍ଦ ଫେବୃଆରୀ ସଂଖ୍ୟାରେ

ସୁପ୍ରଭା ସାମଲଙ୍କ ପ୍ରଶ୍ନର ଉତ୍ତର ରଖିଥିଲେ

ଆମ ସମୟର ଛଅ ସୃଜନଶିଳ୍ପୀ ( ପଲ୍ଲବୀ ନାୟକ, ଲଷ୍ମୀପ୍ରିୟା ପୃଷ୍ଟି, ଜୟଶ୍ରୀ ଦାଶ, ରଶ୍ମିତା ଦୀକ୍ଷିତ, ଯାଜ୍ଞସିନୀ ହୋତା, ମିତା ପଟ୍ଟନାୟକ )

ବୃତ୍ତିଗତ ବ୍ୟସ୍ତତା କେତେ ମାତ୍ରାରେ ପ୍ରବାହିତ କରିଥାଏ ଆପଣଙ୍କ ସୃଜନଶୀଳତାକୁ ?

ସହିତ୍ୟ ଫର୍ଦ୍ଦ ପଢୁଛନ୍ତି ଜଣେ ସାହିତ୍ୟ ପ୍ରିୟ ପାଠକ
14/03/2021

ସହିତ୍ୟ ଫର୍ଦ୍ଦ ପଢୁଛନ୍ତି ଜଣେ ସାହିତ୍ୟ ପ୍ରିୟ ପାଠକ

ସାଲେପୁର ସ୍ୱୟଂଶାସିତ ମହାବିଦ୍ୟାଳୟର ଛାତ୍ରୀ କରିସ୍ମିତା କରନିୟମିତ ଡାକ ଯୋଗେ ମଗାଉଛନ୍ତିସହିତ୍ୟ ଫର୍ଦ୍ଦ
14/03/2021

ସାଲେପୁର ସ୍ୱୟଂଶାସିତ ମହାବିଦ୍ୟାଳୟର ଛାତ୍ରୀ କରିସ୍ମିତା କର
ନିୟମିତ ଡାକ ଯୋଗେ ମଗାଉଛନ୍ତି

ସହିତ୍ୟ ଫର୍ଦ୍ଦ

Address

Bhubaneswar

Alerts

Be the first to know and let us send you an email when Sahitya Pharda posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Sahitya Pharda:

Share

Category



You may also like