Mu Odia

Mu Odia If you are ଓଡ଼ିଆ Please Like our page
▌│█│║▌║││█║▌│║█║▌ © Official Facebook™ page � Help us for Gr

 #ହେ_ଶନିଦେବ ିଦେବହେ ଗ୍ରହରାଜ ଶନିଦେବ, ଜୟ ଶନିଦେବ...
09/12/2023

#ହେ_ଶନିଦେବ
ିଦେବ
ହେ ଗ୍ରହରାଜ ଶନିଦେବ, ଜୟ ଶନିଦେବ...

ନବୀନ ସରକାରରେ ଓଡ଼ିଶା ଗରିବ କିନ୍ତୁ ମଦ ବ୍ୟବସାୟୀଙ୍କ ଘରେ ଟଙ୍କାର ପାହାଡ଼
09/12/2023

ନବୀନ ସରକାରରେ ଓଡ଼ିଶା ଗରିବ କିନ୍ତୁ ମଦ ବ୍ୟବସାୟୀଙ୍କ ଘରେ ଟଙ୍କାର ପାହାଡ଼

08/12/2023
ଭଗବାନ ବୁଦ୍ଧ ଙ୍କ ବାଳର ରହସ୍ୟ ଜାଣନ୍ତୁ
07/12/2023

ଭଗବାନ ବୁଦ୍ଧ ଙ୍କ ବାଳର ରହସ୍ୟ ଜାଣନ୍ତୁ

Welcome to our channel, Dibya Gyana. 🧠We share inspiring stories from the teachings of Lord Krishna and Buddha that have changed lives. Explore narratives t...

07/12/2023

Attempting to eat just a handful of loaded fries alone? Mission impossible.

Take a look at these 2 delicious Bombs 💥

Order from Zomato/Swiggy or Call/WhatsApp +91 7008531423 to place an order now!

ବିଡା ବିଡା ଟଙ୍କାରେ ଆଲମିରା ଭର୍ତ୍ତି । ୨୦୦ ଓ ୫୦୦ ଟଙ୍କିଆ ନୋଟ ବିଡା ଦେଖି ଅଧିକାରୀ ତାଜୁବ, ମଦ ବ୍ୟବସାୟୀଙ୍କ ଘରେ ଚାଲିଛି ରେଡ୍ ।
07/12/2023

ବିଡା ବିଡା ଟଙ୍କାରେ ଆଲମିରା ଭର୍ତ୍ତି । ୨୦୦ ଓ ୫୦୦ ଟଙ୍କିଆ ନୋଟ ବିଡା ଦେଖି ଅଧିକାରୀ ତାଜୁବ, ମଦ ବ୍ୟବସାୟୀଙ୍କ ଘରେ ଚାଲିଛି ରେଡ୍ ।

JAY MAA LAXMI DEVI.
07/12/2023

JAY MAA LAXMI DEVI.

କାହାର ବି ମନ ପଢ଼ି ନିଅ ମାତ୍ର ୧ ମିନିଟ ରେ | ବହୁତ ସରଳ ଭାବରେ ଭିଡ଼ିଓରେ କୁହାଯାଇଛି ଲିଙ୍କ ଉପରେ କ୍ଲିକ କରି ଦେଖନ୍ତୁ - https://www.yout...
06/12/2023

କାହାର ବି ମନ ପଢ଼ି ନିଅ ମାତ୍ର ୧ ମିନିଟ ରେ | ବହୁତ ସରଳ ଭାବରେ ଭିଡ଼ିଓରେ କୁହାଯାଇଛି ଲିଙ୍କ ଉପରେ କ୍ଲିକ କରି ଦେଖନ୍ତୁ - https://www.youtube.com/watch?v=Nl3RhW6YeD4 🙏

ଜୟ ବାବା ଗୋରଖନାଥ 🙏
06/12/2023

ଜୟ ବାବା ଗୋରଖନାଥ 🙏

05/12/2023

ଦେଖନ୍ତୁ ଆମ ବିଲୁପ୍ତ ପ୍ରାୟ ସଂସ୍କୃତି ପରମ୍ପରା ର ଏକ ଝଲକ ଏବେ ଆଉ ଗାଁ ଗହଳିରେ ଦେଖିବାକୁ ମିଳୁନି

କାହାର ବି ମନ ପଢ଼ି ନିଅ ମାତ୍ର ୧ ମିନିଟ ରେ | ବହୁତ ସରଳ ଭାବରେ ଭିଡ଼ିଓରେ କୁହାଯାଇଛି ଲିଙ୍କ ଉପରେ କ୍ଲିକ କରି ଦେଖନ୍ତୁ | ଭିଡିଓ ଭଲ ଲାଗିଲେ ...
05/12/2023

କାହାର ବି ମନ ପଢ଼ି ନିଅ ମାତ୍ର ୧ ମିନିଟ ରେ | ବହୁତ ସରଳ ଭାବରେ ଭିଡ଼ିଓରେ କୁହାଯାଇଛି ଲିଙ୍କ ଉପରେ କ୍ଲିକ କରି ଦେଖନ୍ତୁ | ଭିଡିଓ ଭଲ ଲାଗିଲେ ଚ୍ୟାନେଲକୁ ଶବସକ୍ରାଇବ କରିବାକୁ ଭୁଲିବେ ନାହିଁ 🙏 -

Kahara Bi Mana Padhi Nia Matra 1 Minute re | କାହାର ବି ମନ ପଢ଼ି ନିଅ ମାତ୍ର ୧ ମିନିଟ ରେ ନିଜ ଭାଇ କୁ ସବସ୍କ୍ରାଇବ କରିବାକୁ ଭୁଲିବେ ନାହିଁ ଆମ ଚ୍ୟାନେଲକୁ ସ୍ୱ...

ସୁପ୍ରଭାତ। ଆପଣମାନଙ୍କୁ ପ୍ରଥମାଷ୍ଟମୀର ଅନେକ ଅନେକ ଅଭିନନ୍ଦନ ଓ ଶୁଭେଚ୍ଛା । ଆପଣମାନଙ୍କର ଆଜିର ଦିନ ଭଲରେ କଟୁ । ଜୟ ଜଗନ୍ନାଥ। 🙏
05/12/2023

ସୁପ୍ରଭାତ। ଆପଣମାନଙ୍କୁ ପ୍ରଥମାଷ୍ଟମୀର ଅନେକ ଅନେକ ଅଭିନନ୍ଦନ ଓ ଶୁଭେଚ୍ଛା । ଆପଣମାନଙ୍କର ଆଜିର ଦିନ ଭଲରେ କଟୁ । ଜୟ ଜଗନ୍ନାଥ। 🙏

ପ୍ରିୟ ଭାଇ ଓ ଭଉଣୀ ମନେ ଯଦି ଆମ ଏ ପେଜ୍ ଆପଣମାନଙ୍କୁ ଭଲ ଲାଗୁଛି ତାହଲେ ଦୟାକରି ଆମ ନୂଆ Youtube ଚ୍ୟାନେଲ କୁ ସବସକ୍ରାଇବ କରନ୍ତୁ 👇🙏 https...
03/12/2023

ପ୍ରିୟ ଭାଇ ଓ ଭଉଣୀ ମନେ ଯଦି ଆମ ଏ ପେଜ୍ ଆପଣମାନଙ୍କୁ ଭଲ ଲାଗୁଛି ତାହଲେ ଦୟାକରି ଆମ ନୂଆ Youtube ଚ୍ୟାନେଲ କୁ ସବସକ୍ରାଇବ କରନ୍ତୁ 👇🙏 https://youtube.com/

Welcome to our channel, Dibya Gyana. Our platform is devoted to sharing inspirational and motivational stories centered around the transformative teachings o...

ଜୟ ଜଗନ୍ନାଥ ସ୍ୱାମୀ ନୟନପଥଗାମୀ ଭବତୁମେ! 🙏
02/12/2023

ଜୟ ଜଗନ୍ନାଥ ସ୍ୱାମୀ ନୟନପଥଗାମୀ ଭବତୁମେ! 🙏

ଜୟ ସନିଦେଵ🙏
02/12/2023

ଜୟ ସନିଦେଵ🙏

01/12/2023

ବାଲିଯାତ୍ରା ର ମୁଖ୍ୟ ଆକର୍ଷଣ👇

ସୁପ୍ରଭାତ। ଆପଣମାନଙ୍କୁ ପବିତ୍ର ମାଣବସା ଓ ମାର୍ଗଶୀର ପ୍ରଥମ ଗୁରବାରର ଅନେକ ଅନେକ ଅଭିନନ୍ଦନ ଓ ଶୁଭେଚ୍ଛା ।ଆପଣମାନଙ୍କର ଆଜିର ଦିନ ଭଲରେ କଟୁ ...
30/11/2023

ସୁପ୍ରଭାତ। ଆପଣମାନଙ୍କୁ ପବିତ୍ର ମାଣବସା ଓ ମାର୍ଗଶୀର ପ୍ରଥମ ଗୁରବାରର ଅନେକ ଅନେକ ଅଭିନନ୍ଦନ ଓ ଶୁଭେଚ୍ଛା ।ଆପଣମାନଙ୍କର ଆଜିର ଦିନ ଭଲରେ କଟୁ । ଜୟ ମା ଲକ୍ଷ୍ମୀ 🙏

ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବ ତୁମେ🙏Today's Best Photo❤️❤️❤️❤️❤️❤️
30/11/2023

ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବ ତୁମେ🙏
Today's Best Photo
❤️❤️❤️❤️❤️❤️









-ଓଡ଼ିଶା ଜଙ୍ଗଲରେ ପୁଣି ଦେଖିବାକୁ ମିଳିଲା କଳା ବାଘ-କ୍ୟାମେରା ଟ୍ରାପ୍‌ରେ କଏଦ୍‌ କଳା ରଙ୍ଗର କଲରା ପତରିଆ ବାଘ-କଲରା ପତରିଆ ବାଘ ମିଳିଥିବା ଟ...
29/11/2023

-ଓଡ଼ିଶା ଜଙ୍ଗଲରେ ପୁଣି ଦେଖିବାକୁ ମିଳିଲା କଳା ବାଘ
-କ୍ୟାମେରା ଟ୍ରାପ୍‌ରେ କଏଦ୍‌ କଳା ରଙ୍ଗର କଲରା ପତରିଆ ବାଘ
-କଲରା ପତରିଆ ବାଘ ମିଳିଥିବା ଟୁଇଟ୍ କଲେ ପିସିସିଏଫ୍‌
-ରାଜ୍ୟରେ ଚାଲିଥିବା ବାଘ ଗଣନା ବେଳେ ଦେଖିବାକୁ ମିଳିଲା
-କେନ୍ଦ୍ରୀୟ ଓଡ଼ିଶାର ଏକ ନିର୍ଦ୍ଦିଷ୍ଟ ଜଙ୍ଗଲରେ ଦେଖାଯାଇଥିବା ସୂଚନା

ସେକ୍ୟୁଲାରିଜିମ୍ କୁ ଚୋବେଇ ଖାଉଥିବା ବାଉଁଆ ବିଶେଷଜ୍ଞ ମାନଙ୍କର ଏହି ଫଟୋ ତ ହଜମ ହେବନାହିଁ !!ଅଷ୍ଟ୍ରେଲିଆର ଟନେଲିଂ ବିଶେଷଜ୍ଞ , #ଆର୍ନୋଲ୍ଡ_...
29/11/2023

ସେକ୍ୟୁଲାରିଜିମ୍ କୁ ଚୋବେଇ ଖାଉଥିବା ବାଉଁଆ ବିଶେଷଜ୍ଞ ମାନଙ୍କର ଏହି ଫଟୋ ତ ହଜମ ହେବନାହିଁ !!
ଅଷ୍ଟ୍ରେଲିଆର ଟନେଲିଂ ବିଶେଷଜ୍ଞ , #ଆର୍ନୋଲ୍ଡ_ଡିକ୍ସ ,ବାବା ବୌଖ ନାଗ ମନ୍ଦିରରେ ସମସ୍ତ ଶ୍ରମିକ ମାନଙ୍କୁ ବାହାର କଲା ପରେ ପ୍ରଣାମ କରୁଛନ୍ତି ...

ସେହି #ଅଧା_ଅଧୁଆ_ହିନ୍ଦୁମାନଙ୍କୁ ସମର୍ପିତ !!

29/11/2023

*କାଲି ଓ ଆଜି*

ଭିଡ଼.. ପ୍ରବଳ ଭିଡ଼...
କାଲି ମନ୍ଦିରରେ, ଆଉ ଆଜି
ଆଇଁସ ହାଟରେ।

କାଲି ଭଜନ କୀର୍ତନ
ଚିତା ଚୈତନ୍ୟ
ହୁଳହୁଳି ହରିବୋଲ
ଆଜି, ମାଛ ମାଂସ ଖିଆ ପିଆ,
ମଜା ତାମ୍ସା,
ନିଶାରେ ଚୁର, ମସଗୁଲ...

କାଲି କହୁଥିଲେ ନଡ଼ିଆ ନେ
କଦଳୀ ନେ,ଧୂପ ଦୀପ ନେ,
ଫୁଲ ଫଳ ନେ...
ହେ ପ୍ରଭୁ ସବୁ ନେଇ
ମୋତେ ବୁଦ୍ଧି ଦେ, ଜ୍ଞାନ ଦେ,
ଧନ ଦେ, ମାନ ଦେ,
ସୁଖ ଦେ, ଶାନ୍ତି ଦେ...

ଆଜି କହୁଛନ୍ତି
ଅଧ କିଲେ ଦେ, କିଲେ ଦେ
କଲିଜା ରୁ ଟିକେ ଦେ
ଆଗ ଫଡ଼ିଆରୁ ଦେ
ଗର୍ଧନ୍ ଦେ, ଗୁରଦା ଦେ
ଚର୍ବି କମ୍ ଦେ
କିଛି ନାହିଁ ଯଦି..
ଗୋଡ଼ ପୁଣ୍ଟି ଯାହା ଅଛି ଦେ
ଯେତେ ନେବୁ ପଛେ ନେ....

କାଲି ନଦୀ ପୋଖରୀରେ ଡଙ୍ଗା ଭାସିଲା
ଆଜି ମାଂସ ମଦ ନଦୀରେ ସଂସାର।

କାଲି ଘରେ କହୁଥିଲେ
ଏ ମନ୍ଦିର ଯିବା, ସେ ମନ୍ଦିର ଯିବା
ଏଠି ଭୋଗଦେବା,ସେଠି ପ୍ରସାଦ ଖାଇବା,
ପାଦୁକା ଟିକେ ଆଣିବା,
ଆଜି ଭୋର୍ ରୁ ଡାକିଲେ..
ହେ, ଜଲଦି ଉଠ, ଛକକୁ ଯାଅ
ପିଆଜ ରସୁଣ ଆଣ,
ଲଙ୍କା ଅଦା ଆଣ,
ମଟନ୍ ମସଲା, ଗରମ୍ ମସଲା ଆଣ
ଦିନରେ ଝୋଳ ହେବ
ରାତି ପାଇଁ କସା ରଖାହବ
ଦେଖିକି ଟିକିଏ ଅଧିକା ଆଣିବ।

କାଲି ଘଣ୍ଟ ଘଣ୍ଟି
ପାହାନ୍ତାରୁ ମନ୍ଦିର ଖୋଲା
ଆଜି କାହାର ଦେଖା ଦର୍ଶନ ନାହିଁ
ସୂର୍ଜ୍ୟୋଦୟ ଯାଏଁ ଦୁଆରେ ତାଲା

କାଲି ଭଗବାନକହୁଥିଲେ
"ମଣିଷ ଦେହେ ଦିବ୍ୟ ଜ୍ଞାନ
ଦେଖି ସନ୍ତୋଷ ଭଗବାନ।"
ଆଜି କହୁଛନ୍ତି
"ମଣିଷ ଦେହେ ନାହିଁ ଜ୍ଞାନ
ଶରୀର କଲାଣି ଶ୍ମଶାନ।"

ବେଙ୍ଗ କହେ ବେଙ୍ଗୁଲି ଲୋ
ଏ ପୃଥି କ୍ଷଣ କ୍ଷଣ କେ ଆନ।
😁

Address

Bhubaneswar

Telephone

+919861457643

Website

Alerts

Be the first to know and let us send you an email when Mu Odia posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Mu Odia:

Videos

Share


Other News & Media Websites in Bhubaneswar

Show All