Dharitri
- Home
- India
- Bhubaneswar
- Dharitri
Dharitri is an Odia daily newspaper published from Bhubaneswar, Odisha, India. The newspaper was fou
(73)
Address
B-15, Rasulgarh Industrial Estate
Bhubaneswar
751010
Telephone
Website
Alerts
Be the first to know and let us send you an email when Dharitri posts news and promotions. Your email address will not be used for any other purpose, and you can unsubscribe at any time.
Contact The Business
Send a message to Dharitri:
Videos
ରୋଗୀଙ୍କଠୁ ହଡପ କରୁଥିଲେ ଟଙ୍କା
#ରୋଗୀଙ୍କଠୁ_ହଡପ_କରୁଥିଲେ_ଟଙ୍କା ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ସିିନିୟର ରେଡିଓଲୋଜିଷ୍ଟ ଭାବେ କାମ କରୁଥିଲେ କଟକ ୪୨ ମୌଜା ଥାନା ଅନ୍ତର୍ଗତ ଶିଶୁଆ ଗ୍ରାମର ନାରାୟଣ ବେହେରା । ରୋଗୀମାନଙ୍କଠୁ ଫି’ ଭାବେ ଟଙ୍କା ଆଣୁଥିଲେ । କିନ୍ତୁ ହସ୍ପିଟାଲରେ ଡିପୋଜିଟ୍ ନକରି ଟଙ୍କା ନିଜେ ହଡପ କରୁଥିଲେ । ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ଅଭିଯୋଗ ପରେ ସତ ସାମ୍ନାକୁ ଆସିଥିଲା । ତାଙ୍କ ଠାରୁ ୩୪ ହଜାର ଟଙ୍କା ଜବତ କରିଛି ପୋଲିସ । #Bharatpur #PrivateHospitals #DharitriLive #Bhubaneswar #Odisha #Odishanews #Dharitri
ଖେଳନା ବନ୍ଧୁକରେ ଖେଳାଇଲେ ଆତଙ୍କ
#ଖେଳନା_ବନ୍ଧୁକରେ_ଖେଳାଇଲେ_ଆତଙ୍କ ଆଜି ଏୟାରଫିଲ୍ଡ ଥାନା ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି । ସେ ଖେଳନା ବନ୍ଧୁକ ବ୍ୟବହାର କରି ଏକ ଆପାର୍ଟମେଣ୍ଟରେ ଲୋକଙ୍କୁ ଭୟଭୀତ କରି ୫୦ ହଜାର ଟଙ୍କା ଛଡାଇବାକୁ ଚେଷ୍ଟା କରିଥିଲେ । #airfieldpolicestation #Bhubaneswar #DharitriLive #Odisha #Odishanews #Dharitri
କୋଣାର୍କ ସୁର୍ଯ୍ୟ ମନ୍ଦିର ସମ୍ମୁଖରେ କୋଣାର୍କ ସୁରକ୍ଷା ସମିତିର ଗଣଧାରଣା
#କୋଣାର୍କ_ସୁର୍ଯ୍ୟ_ମନ୍ଦିର_ସମ୍ମୁଖରେ_କୋଣାର୍କ_ସୁରକ୍ଷା_ସମିତିର_ଗଣଧାରଣା ବିଶ୍ୱ ପ୍ରସିଦ୍ଧ ପର୍ଯ୍ୟଟନ କେନ୍ଦ୍ର କୋଣାର୍କ ସୁର୍ଯ୍ୟ ମନ୍ଦିର ସମ୍ମୁଖରେ ଶୁକ୍ରବାର ଗଣଧାରଣା ଦେଇଛି କୋଣାର୍କ ସୁରକ୍ଷା ସମିତି । ପ୍ରତି ଶନିବାର ପ୍ରବେଶ ଶୁଳ୍କ ଛାଡ଼ ସହ ସୁର୍ଯ୍ୟ ମନ୍ଦିର ସଂରକ୍ଷଣ, ନବଗ୍ରହଙ୍କର ଏକ ଭବ୍ୟ ମନ୍ଦିର ନିର୍ମାଣ ଓ ଅନ୍ୟାନ୍ୟ ଦାବି ନେଇ ଏହି ଗଣଧାରଣା ଦିଆଯାଇଥିଲା । #Konark #Puri #Suntemple #DharitriLive #Odisha #Odishanews #Dharitri
ବିଶ୍ୱକପ ଫାଇନାଲ ପାଇଁ ବାଲୁକା କଳାରେ ଶୁଭେଚ୍ଛା ବାର୍ତ୍ତା
#ବିଶ୍ୱକପ_ଫାଇନାଲ_ପାଇଁ_ବାଲୁକା_କଳାରେ_ଶୁଭେଚ୍ଛା_ବାର୍ତ୍ତା ଚଳିତ ମାସ ୧୯ ତାରିଖ ରବିବାର ଦିନ ଅନୁଷ୍ଠିତ ହେବ ବିଶ୍ୱକପ ୨୦୨୩ ପାଇଁ ମହାସମର । ଭାରତ ଓ ଅଷ୍ଟ୍ରେଲି ଆ ମଧ୍ୟରେ ଖେଳାଯିବ ଫାଇନାଲ କ୍ରିକେଟ ମ୍ୟାଚ । ଫାଇନାଲ ମ୍ୟାଚର ଶୁଭେଚ୍ଛା ବାର୍ତ୍ତା ଦେବା ପାଇଁ ବାଲିରେ ୫୦ ଫୁଟ ଉଚ୍ଚତାର ଏକ ବିଶ୍ୱକପ ଆଙ୍କିଛନ୍ତି ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ। #WorldcupFinal #SandArt #DharitriLive #Odisha #Dharitri #Puri
ନୂଆବର୍ଷରୁ ଶ୍ରୀମନ୍ଦିରକୁ ପାନ ଗୁଟଖା ମନା
#ନୂଆବର୍ଷରୁ_ଶ୍ରୀମନ୍ଦିରକୁ_ପାନ_ଗୁଟଖା_ମନା ଶ୍ରୀମନ୍ଦିରରେ କଡ଼ାକଡ଼ି ଭାବେ ପାନ ଓ ଗୁଟଖା ବ୍ୟାନ୍ ହେବ । ଭକ୍ତ କିମ୍ବା ସେବାୟତ କେହି ପାନ ଓ ଗୁଟଖା ସେବନ କରି ଶ୍ରୀମନ୍ଦିରକୁ ଯାଇପାରିବେନି । ଜାନୁଆରୀ ୧ରୁ ନିୟମକୁ କଡାକଡି ପାଳନ କରାହେବ । ନ ମାନିଲେ କଲେ କଡ଼ା କାର୍ୟ୍ୟାନୁଷ୍ଠାନ ଗ୍ରହଣ ହେବ । #Srimandir #Puri #DharitriLive #Odisha #Odishanews #Dharitri
ମରଣଯନ୍ତା ପାଲଟିଛି ୫୭ନଂ ଜାତୀୟ ରାଜପଥ
#ମରଣଯନ୍ତା_ପାଲଟିଛି_୫୭ନଂ_ଜାତୀୟ_ରାଜପଥ ଖୋର୍ଦ୍ଧା- ବଲାଙ୍ଗୀରକୁ ସଂଯୋଗ କରୁଥିବା ରାଜପଥରେ ଯାତ୍ରା ଅସୁରକ୍ଷିତ ହୋଇପଡିଛି। ରାତି ପାହିଲେ ଦୃର୍ଘଟଣା ଘଟୁଛି। ଜୀବନ ଯାଉଛି ହେଲେ ଚେତୁନି ପ୍ରଶାସନ । ଦୁର୍ଘଟଣାରେ ଶିକାର ରୋଗୀଙ୍କୁ ମେଡିକାଲ ନେବା ପାଇଁ ଆମ୍ବୁଲାନ୍ସ ବ୍ୟବସ୍ଥା ନଥିବାରୁ ଲୋକଙ୍କ ଜୀବନ ଯାଉଛି। #NH57 #Accident #DharitriLive #Khordha #Dharitri #Odisha
ତ୍ରିପୁରାରେ କାର୍ଯ୍ୟରତ ଓଡ଼ିଆ ବିଏସଏଫ ଯବାନ ସହିଦ
#ତ୍ରିପୁରାରେ_କାର୍ଯ୍ୟରତ_ଓଡ଼ିଆ_ବିଏସଏଫ_ଯବାନ_ସହିଦ ତ୍ରିପୁରାରେ କାର୍ଯ୍ୟରତ ଓଡ଼ିଆ ବିଏସଏଫ ଯବାନ ଇଶ୍ୱର ଚନ୍ଦ୍ର ଦୋରା ମାଓବାଦୀଙ୍କ ଗୁଳିରେ ସହିଦ ହୋଇଛନ୍ତି। ଇଶ୍ୱର ଦୋରାଙ୍କ ଘର କଳାହାଣ୍ଡି ଜିଲା କେସିଙ୍ଗା ଥାନା ଅନ୍ତର୍ଗତ ବେଲଖଣ୍ଡି ଗାଁରେ । ଏ ଖବର ପାଇ ସହିଦଙ୍କ ପରିବାରରେ ଦୁଃଖର ଲହରୀ ଖେଳିଯାଇଛି । #Kalahandi #DharitriLive #Odisha #OdishaNews #Dharitri
ବିଧାନସଭା ପୂର୍ବରୁ ମତ ରଖିଲେ ବିଧାୟକ ନରସିଂହ ମିଶ୍ର
#ବିଧାନସଭା_ପୂର୍ବରୁ_ମତ_ରଖିଲେ_ବିଧାୟକ_ନରସିଂହ_ମିଶ୍ର ବିଧାନସଭା ପୂର୍ବରୁ ମତ ରଖିଲେ ବିଧାୟକ ନରସିଂହ ମିଶ୍ର । କହିଲେ ବିଧାନସଭାରେ ଉଠିବ ପଶ୍ଚିମ ଓଡ଼ିଶା ଆଞ୍ଚଳିକ ବୈଷମ୍ୟ ପ୍ରସଙ୍ଗ । ୧୮ ତାରିଖ କୋଶଳ ମହାବନ୍ଦକୁ ସମର୍ଥନ ଘୋଷଣା କଲେ ବିଧାୟକ । ଏହାଛଡ଼ା ପଶ୍ଚିମ ଓଡ଼ିଶାର ଜନସାଧାରଣଙ୍କ ପ୍ରତି ହୋଇଛି ଅବିଚାର । ସରକାର ସତର୍କ ନହେଲେ ରାଜ୍ୟ ଦୁଇଫାଳ ହେବ ବୋଲି କହିଲେ ବିଧାୟକ ନରସିଂହ ମିଶ୍ର । #NarasinghaMishra #Bolangir #Odisha #LegislativeAssembly #OdishaNews #Dharitri #DharitriLive
ଗିରଫ ହେଲେ କ୍ରିପ୍ଟୋ ପୋଞ୍ଜି ସ୍କାମର ମୁଖ୍ୟ
#ଗିରଫ_ହେଲେ_କ୍ରିପ୍ଟୋ_ପୋଞ୍ଜି_ସ୍କାମର_ମୁଖ୍ୟ ଗିରଫ ହେଲେ କ୍ରିପ୍ଟୋ ପୋଞ୍ଜି ସ୍କାମର ମୁଖ୍ୟ ସନ୍ଦୀପ ଚୌଧୁରୀ । ଜାରି ହୋଇଥିଲା ଲୁକ ଆଉଟ ସର୍କୁଲାର । ଦୁବାଇ ଫେରାର ହେବାକୁ ଚେଷ୍ଟା କରୁଥିବା ସମୟରେ ଧରିଲା ଇଓଡବ୍ଲୁ । #crypto #EW #DharitriLive #arrested #Dharitri
ଅନୁଷ୍ଠିତ ହେବ ଗୋପାଷ୍ଟମୀ ଉତ୍ସବ ଏବଂ ଗୋ ମେଳା
#ଅନୁଷ୍ଠିତ_ହେବ_ଗୋପାଷ୍ଟମୀ_ଉତ୍ସବ_ଏବଂ_ଗୋ_ମେଳା କଟକର ସର୍ବପୁରାତନ ଗୋଶାଳା ଭାବରେ ବିବେଚିତ ନୁଆବଜାର ସ୍ଥିତ ଶ୍ରୀ ଗୋପାଳ କୃଷ୍ଣ ଗୋଶାଳା ପକ୍ଷରୁ ପ୍ରତିବର୍ଷ ଭଳି ଚଳିତ ବର୍ଷ ଗୋପାଷ୍ଟମୀ ଉତ୍ସବ ଏବଂ ଗୋ ମେଳା ଅନୁଷ୍ଠିତ ହେବ। ଏଥି ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଯାଇଛି ବୋଲି ଗୋପାଳ କୃଷ୍ଣ ଗୋଶାଳାର ସଚିବ ତଥା ବିଶିଷ୍ଟ ଶିଳ୍ପ ଦ୍ୟୋଗି ଗଣେଶ ପ୍ରସାଦ କାଣ୍ଡୋଇ ପ୍ରକାଶ କରିଛନ୍ତି। #Cuttack #DharitriLive #Odisha #Odishanews #Dharitri
ଲଭର୍ସ ପଏଣ୍ଟର ମଜା ନେଉଛନ୍ତି ପର୍ଯ୍ୟଟକ
#ଲଭର୍ସ_ପଏଣ୍ଟର_ମଜା_ନେଉଛନ୍ତି_ପର୍ଯ୍ୟଟକ ଓଡିଶାର କାଶ୍ମୀର କୁହାଯାଉଥିବା କନ୍ଧମାଳ ଜିଲ୍ଲାରେ ଅନେକ ପର୍ଯ୍ୟଟନକ୍ଷେତ୍ର ରହିଛି । ଭୌଗଳିକ ସ୍ଥିତି ଓ ଚାରିଆଡେ ପାହାଡ଼, ଝରଣା ଘେରା ଦାରିଙ୍ଗବାଡିକୁ ଉପଭୋଗ କରିବାକୁ ଆସୁଥିବା ପର୍ଯ୍ୟଟକ ଅଧିକା ଜଳ ପ୍ରପାତକୁ ପସନ୍ଦ କରିଥାନ୍ତି । ବିଶେଷ କରି କିରିକୁଟି ପଞ୍ଚାୟତ ଅଞ୍ଚଳରେ ରହିଥିବା ଲଭର୍ସ ପଏଣ୍ଟକୁ ପର୍ଯ୍ୟଟକମାନେ ଅଧିକ ପସନ୍ଦ କରିଥାନ୍ତି । #Loverspoint #DARINGIBADI #Kandhamala #DharitriLive #Odisha #Odishanews #Dharitri
ବ୍ଲକ ଘେରାଓ କଲେ ଭାଜପା କର୍ମୀ
#ବ୍ଲକ_ଘେରାଓ ବଲାଙ୍ଗୀର ସଦର ବ୍ଲକ କାର୍ଯ୍ୟାଳୟ ଘେରାଓ କଲେ ଭାଜପା କର୍ମୀ #DharitriLive #Bolangir #Dharitri #BJP #Odisha #Odishanews #Dharitri
ଜିଲ୍ଲାସ୍ତରୀୟ ମତ୍ସ୍ୟ ଓ ପ୍ରାଣିସମ୍ପଦ ମେଳା ଉଦଘାଟିତ
#ମତ୍ସ୍ୟ_ଓ_ପ୍ରାଣିସମ୍ପଦ_ମେଳା ବଲାଙ୍ଗୀରରେ ଜିଲ୍ଲା ସ୍ତରୀୟ ମତ୍ସ୍ୟ ଓ ପ୍ରାଣିସମ୍ପଦ ମେଳା ସ୍ଥାନୀୟ କୋଶଳ କଳାମଣ୍ଡଳ ପଡିଆ ଠାରେ ଉଦ୍ଘାଟନ ହୋଇଯାଇଛି । ମେଳାରେ ମତ୍ସ୍ୟ,ପ୍ରାଣିସମ୍ପଦ ଓ ଅନ୍ୟାନ୍ୟ ବିଭାଗର ପ୍ରଦର୍ଶନୀ ଅୟୋଜନ କରାଯିବା ସହ ଜୀବନ୍ତ ପ୍ରଣୀ ଓ ମତ୍ସ୍ୟ ସମ୍ପଦ ପ୍ରଦର୍ଶନ କରାଯାଇଅଛି । #Bolangir #Odisha #OdishaNews #DharitriLive #Dharitri
ବାଲିଯାତ୍ରା ପଡିଆରେ ସ୍ୱାସ୍ଥ୍ୟକର ପରିବେଶ ଉପରେ ଗୁରୁତ୍ବ
#ବାଲିଯାତ୍ରା_ପଡିଆ #ସ୍ୱାସ୍ଥ୍ୟକର_ପରିବେଶ_ଉପରେ_ଗୁରୁତ୍ବ ଦିନ କେଇଟା ପରେ ଆରମ୍ଭ ହେବ କଟକ ପ୍ରସିଦ୍ଧ ବାଲିଯାତ୍ରା। ଲକ୍ଷ ଲକ୍ଷ ଲୋକଙ୍କର ହେବ ସମାଗମ। ବାଲିଯାତ୍ରା ସମୟରେ ବାଲିଯାତ୍ରା ପଡିଆରେ ଏକ ସ୍ୱାସ୍ଥ୍ୟକର ପରିବେଶ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରେ। ତେଣୁ ବାଲିଯାତ୍ରା ପୂର୍ବ ପ୍ରସ୍ତୁତି ସମୟରେ ସାନିଟେଶନ ଉପରେ ଗୁରୁତ୍ବ ଦେଇଛି କଟକ ମହାନଗର ନିଗମ। #BaliYatra2023 #Cuttack #BaliYatra #CMC #BaliJatra #Odisha #OdishaNews #DharitriLive #Dharitri
କେବଳ ୫୦ ବର୍ଷ ନୁହଁ ଆଗକୁ ଏମିତି ସବୁବେଳେ ଥାଉ ଧରିତ୍ରୀ | Bhoomika Dash
#କେବଳ_୫୦_ବର୍ଷ_ନୁହଁ #ଏମିତି_ସବୁବେଳେ_ଥାଉ_ଧରିତ୍ରୀ 'କେବଳ ୫୦ ବର୍ଷ ନୁହଁ ଆଗକୁ ଏମିତି ସବୁବେଳେ ଥାଉ ଧରିତ୍ରୀ । ଆଉ ସବୁବେଳେ ସତର୍କ ଏବଂ ଠିକ ନ୍ୟୁଜ ଆଣି ଆମ ପାଖରେ ପହଞ୍ଚାଉଥାନ୍ତୁ।' - ଭୂମିକା Bhoomika Dash #DharitriAt50 #Bhoomika #Ollywood #BhoomikaDash #Dharitri #50YearsOfDharitri #DharitriLive #Odisha #OdiaCineIndustry #Actress
ପିସି କାରବାରକୁ ନେଇ ବାରଙ୍ଗ ବ୍ଲକ ଘେରିଲେ ଭାଜପା କର୍ମୀ
#ପିସି_କାରବାର #ବାରଙ୍ଗ_ବ୍ଲକ_ଘେରାଓ ସରକାରୀ ଯୋଜନାରେ ପିସି କାରବାରକୁ ନେଇ ବାରଙ୍ଗ ବ୍ଲକକୁ ଘେରିଲେ ହଜାରରୁ ଉର୍ଦ୍ଧ୍ବ ଭାଜପା କର୍ମୀ। ଯାହାର ନେତୃତ୍ୱ ନେଇଥିଲେ ଭାଜପାର ଯୁବନେତା ତଥା ବାରଙ୍ଗ ବ୍ଲକ ୩୨ନମ୍ବର ଜୋନ୍ ଜିଲ୍ଲା ପରିଷଦ। #Barang #Protest #BJP #Cuttack #Odisha #OdishaNews #DharitriLive #Dharitri
ମନ ଛୁଇଁଲା ଏଇ ଆକାଶ ତଳେ
#ମନ_ଛୁଇଁଲା #ଏଇ_ଆକାଶ_ତଳେ ରିଲିଜ ହେଲା ନିର୍ଦ୍ଦେଶକ ସୁଭେନ୍ଦୁ ବିଶ୍ୱାଳଙ୍କ ଓଡ଼ିଆ ଚଳଚିତ୍ର ‘ଏଇ ଆକାଶ ତଳେ’। ଏହି ଓଡ଼ିଆ ଫିଲ୍ମିଟି ଦେଖି ମନ୍ତ୍ରମୁଗ୍ଧ ହୋଇଥିଲେ ଦର୍ଶକ। ଏହି ଚଳଚ୍ଚିତ୍ରରେ ଓଡ଼ିଶାର ବିଭିନ୍ନ ସ୍ଥାନର ସୌନ୍ଦର୍ଯ୍ୟ, କଳା, ସଂସ୍କୃତି ସହ ମହିଳା ସଶକ୍ତିକରଣ ସହ ସ୍ଥାନୀୟ କଳା ସଂସ୍କୃତି ଓ ହସ୍ତଶିଳ୍ପକୁ କିପରି ବିଶ୍ୱ ବଜାରରେ ପ୍ରତିଷ୍ଠିତ କରିହେବ ତାହା ପ୍ରଦର୍ଶିତ ହୋଇଛି। ରିଲିଜ ପୂର୍ବରୁ ମଧ୍ୟ ଏହି ଚଳଚ୍ଚିତ୍ର ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ପାଲଟିଥିଲା। #FilmReview #OdiaMovie #EiAakashaTale #MovieReview #Ollywood #Odisha #OdishaNews #Dharitri #DharitriLive
'ସତ୍ୟ ଘଟଣା ପ୍ରକାଶ କରି ଆଜି ଲୋକପ୍ରିୟ ହୋଇଛି ଧରିତ୍ରୀ' | Sarat Pattanayak
‘ସଦା ସର୍ବଦା ଧରିତ୍ରୀ ସତ୍ୟ ଓ ଗରିବ ଲୋକମାନଙ୍କର ବାର୍ତ୍ତାକୁ ପ୍ରକାଶ କରୁଥିବାରୁ ସାରା ଓଡ଼ିଶାରେ ଆଜି ବହୁତ ଲୋକପ୍ରିୟ ହୋଇପାରିଛି ଧରିତ୍ରୀ’ - ଶରତ ପଟ୍ଟନାୟକ Sarat Patnaik #DharitriAt50 #SaratPattanayak #OPCCPresident #Dharitri #50YearsOfDharitri #DharitriLive #Odisha #Congress #OPCC #wishesbyte #Odisha #DharitriLive
ଜିଲା ସ୍ତରୀୟ ପ୍ରେସ ଦିବସ ପାଳିତ
#ପ୍ରେସ_ଦିବସ_ପାଳିତ ଗଞ୍ଜାମ ଜିଲା ପ୍ରଶାସନ ଓ ଛତ୍ରପୁର ପ୍ରେସ କ୍ଲବ ମିଳିତ ସହଯୋଗକ୍ରମେ ଛତ୍ରପୁର ପ୍ରେସ କ୍ଲବ ପରିସରରେ ଜିଲା ସ୍ତରୀୟ ପ୍ରେସ୍ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। #NationalPressDay #Ganjam #Odisha #OdishaNews #DharitriLive #Dharitri
Dharitri Youth Conclave 2023 - Climate Change : The Path Ahead.
Dharitri Youth Conclave 2023 - Climate Change : The Path Ahead. Let’s get together and work towards Climate Action Now. Sonu Sood | Ricky Kej | Jadav Payeng: The Forest Man Of India | Arun Krishnamurthy Efi | Richard Mahapatra #ClimateAction #DharitriYouthConclave2023 #Dharitri #ClimateActionNow #Bhubaneswar #DharitriYouthConclave #Odisha
ଗଣମାଧ୍ୟମ ହେଉଛି ସମାଜର ଦର୍ପଣ ସଦୃଶ୍ୟ
#ଗଣମାଧ୍ୟମ_ହେଉଛି_ସମାଜର_ଦର୍ପଣ ଗଣମାଧ୍ୟମ ହେଉଛି ସମାଜର ଦର୍ପଣ ସଦୃଶ୍ୟ। ଆମ ଚାରିପାଖରେ ଘଟୁଥିବା ସମସ୍ତ ଗଟଣା ଦୁର୍ଘଟଣା,ରାଜନୈତିକ ବିଷୟ ବସ୍ତୁ,ଶିକ୍ଷା,ସ୍ବାସ୍ଥ୍ୟ,ମନୋରଞ୍ଜନ,ପ୍ରଭୁତିର ପ୍ରତିଫଳନ ଏହି ଗଣମାଧ୍ୟମ ଜରିଆରେ ହୋଇଥାଏ। ତେବେ ଗଣମାଧ୍ୟମର ପରିଭାଷା ଦିନକୁ ଦିନ ବଦଳିବା ସହିତ ଯାନ୍ତ୍ରିକ ଭାବରେ ଗଣମାଧ୍ୟମର ବିକାଶ ଯଥେଷ୍ଟ ହୋଇଛି। #NationalPressDay #Cuttack #Odisha #OdishaNews #DharitriLive #Dharitri
ଶିକ୍ଷକ ବିଳମ୍ବରେ ଆସିବାକୁ ନେଇ ସ୍କୁଲରେ ତାଲା
#ଶିକ୍ଷକ_ବିଳମ୍ବରେ_ଆସିବାକୁ_ନେଇ_ସ୍କୁଲରେ_ତାଲା କାକଟପୁର ବ୍ଳକ ଅଧିନ କୁରୁଜଙ୍ଗ ପଞ୍ଚାୟତ ସରକାରୀ ଭାଣପୁର ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ବିଳମ୍ବରେ ଆସିବାକୁ ନେଇ ଗ୍ରାମବାସୀଙ୍କ ଦ୍ଵାରା ସ୍କୁଲରେ ପଡିଛି ତାଲା। ଫଳରେ ଛାତ୍ରଛାତ୍ରୀ ଏବେ ବାରଣ୍ଡାରେ ବସିଥିବା ବେଳେ ପାଠ ପଢା ବନ୍ଦ ହୋଇଥିବା ଦେଖିବାକୁ ମିଳିଛି। #Kakatpur #Puri #Dharitri #Konark #DharitriLive #Odisha #Odishanews
ଜୀବନ ମରଣ ସହ ଲଢୁଛନ୍ତି ଗଜେନ୍ଦ୍ର
#ଜୀବନ_ମରଣ_ସହ_ଲଢୁଛନ୍ତି_ଗଜେନ୍ଦ୍ର ହସ ଖୁସିର ସଂସାରରେ ଲାଗିଗଲା ନଜର । ଚାଷ ବାଷ କରି ବେଶ୍ ଦୁଇ ପଇସା କମାଉଥିଲେ ଗଜେନ୍ଦ୍ର । କିନ୍ତୁ ଅଚାନକ ସ୍ନାୟୁ ରୋଗ ତାଙ୍କୁ କରିଦେଲା ଅକାମୀ । ଏବେ କାନ୍ଦି କାନ୍ଦି ପରିବାର ଲୋକଙ୍କ ଆଖିରୁ ଲୁହ ଶୁଖୁନି । ହସ୍ପିଟାଲ ଦୌଡି ଦୌଡି ବଡଦାଣ୍ଡର ଭିକାରୀ ପାଲଟିଗଲେଣି ସ୍ତ୍ରୀ ପିଲା, ତଥାପି ସୁଧୁରୁନି ସ୍ୱାସ୍ଥ୍ୟାବସ୍ଥା । #Balasore #Jaleswar #DharitriLive #Odisha #Odishanews #Dharitri
ଲଗାତର ବଢୁଛି ଦିଲ୍ଲୀର ବାୟୁ ପ୍ରଦୂଷଣ
#ଲଗାତର_ବଢୁଛି_ଦିଲ୍ଲୀର_ବାୟୁ_ପ୍ରଦୂଷଣ ବଢିବାରେ ଲାଗିଛି ଦିଲ୍ଲୀର ବାୟୁ ପ୍ରଦୂଷଣ । ଗୁରୁବାର ବାୟୁର ଗୁଣବତ୍ତା ବହୁତ ଖରାପ ସ୍ଥିତିରେ ପହଞ୍ଚିଛି । ଯଦି ଏବେଠୁ ପ୍ରଦୂଷଣକୁ ରୋକା ନଯାଏ ତେବେ ଦିଲ୍ଲୀବାସୀଙ୍କ ପାଇଁ ଆଗକୁ ପରିସ୍ଥିତି ଅଧିକ ଖରାପ ହୋଇପାରେ ବୋଲି ବିଶେଷଜ୍ଞମାନେ ମତ ଦେଉଛନ୍ତି । #Delhi #Airpollutions #DharitriLive #Odisha #Dharitri
ପ୍ରଥମ ସୁବର୍ଣ୍ଣ ସମ୍ବଳ ଦେଉଳଝରୀ ମହୋତ୍ସବ
#ପ୍ରଥମ_ସୁବର୍ଣ୍ଣ_ସମ୍ବଳ_ଦେଉଳଝରୀ_ମହୋତ୍ସବ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର - ରେଢାଖୋଲ ସିମାବର୍ତ୍ତି କୁନ୍ଦପାଲ ନିକଟରେ ଥିବା ଦେଉଳଝରି ପାହାଡରେ ପ୍ରଥମ ସୁବର୍ଣ୍ଣ - ସମ୍ବଳ ଦେଉଳଝରୀ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। #Subarapur #DharitriLive #Odisha #Odishanews #Dharitri
ଅଜଣା ଗାଡି ଧକ୍କାରେ ଜଣେ ମୃତ ଜଣେ ଗୁରୁତର
#ଅଜଣା_ଗାଡି_ଧକ୍କାରେ_ଜଣେ_ମୃତ_ଜଣେ_ଗୁରୁତର ବାଲେଶ୍ବର ଜିଲା ସିଂଲା ଥାନା ଅନ୍ତର୍ଗତ ଜାମଶୁଳୀ ଛକ ନିକଟରେ ଘଟିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା । ଅଜଣା ଗାଡି ଧକ୍କାରେ ଜଣେ ମୃତ ଜଣେ ଗୁରୁତର ହୋଇଛନ୍ତି । #Balasore #DharitriLive #Odisha #Odishanews #Dharitri #RoadAccident
ନିର୍ଦ୍ଦୋଷଙ୍କୁ ଛାଡ଼ିବା ଦାବିରେ ଥାନା ଘେରିଲେ ସ୍ଵୟଂ ସହାୟିକା ଗୋଷ୍ଠୀର ମହିଳା
#ନିର୍ଦ୍ଦୋଷଙ୍କୁ_ଛାଡ଼ିବା_ଦାବିରେ_ଥାନା_ଘେରିଲେ_ସ୍ଵୟଂ_ସହାୟିକା_ଗୋଷ୍ଠୀର_ମହିଳା ଜଣେ ନିର୍ଦ୍ଦୋଷ ଯୁବକଙ୍କୁ ବିନା କାରଣରେ ତୁରୁମୁଙ୍ଗା ପୋଲିସ ଉଠାଇ ଆଣିବାରୁ ସ୍ଵୟଂ ସହାୟିକା ଗୋଷ୍ଠୀର ମହିଳା ମାନେ ପ୍ରତିବାଦ କରି ବୁଧବାର ଅପରାହ୍ନରେ ତୁରୁମୁଙ୍ଗା ଥାନା ଘେରିଛନ୍ତି। #SSH #Keonjhar #DharitriLive #Odisha #Odishanews #Dharitri
ଛାତିକୁ ଛୁଇଁଲା ଭଳି ଖବର ପ୍ରକାଶ କରୁଛି ଧରିତ୍ରୀ
#ଛାତିକୁ_ଛୁଇଁଲା_ଭଳି_ଖବର_ପ୍ରକାଶ_କରୁଛି_ଧରିତ୍ରୀ ଗୋଟିଏ ସ୍ୱାଭିମାନୀ କାଗଜ ଭାବରେ ଅସତ୍ୟ ଖବର ଠାରୁ ଦୂରରେ ରହି ସ୍ୱାଭିମାନର ସହ ବାଟ ଚାଲୁଛି ଧରିତ୍ରୀ । #50YearsOfDharitri #KunaTripathy #OllywoodActor #DharitriLive #Dharitrinews #Dharitri #DharitriAt50 #Bhubaneswar #Odisha
ଜଟଣୀ ପ୍ରେସ କ୍ଳବ ପକ୍ଷରୁ ଜାତୀୟ ପ୍ରେସ ଦିବସ ପାଳିତ
#ଜଟଣୀ_ପ୍ରେସ_କ୍ଳବ_ପକ୍ଷରୁ_ଜାତୀୟ_ପ୍ରେସ_ଦିବସ_ପାଳିତ ଆଜି ଜଟଣୀ ପ୍ରେସ କ୍ଳବ ପକ୍ଷରୁ ଜାତୀୟ ପ୍ରେସ ଦିବସ ପାଳିତ ହୋଇଯାଇଛି । ପ୍ରେସ କ୍ଳବ ପରିସରରେ ପ୍ରେସ କ୍ଳବ ସଭାପତି ଏମ.ଡି.ଇସମାଇଲ ଅଲିଙ୍କ ସଭାପତିତ୍ୱରେ ଆୟୋଜିତ ପ୍ରେସ ଦିବସରେ ଉପଦେଷ୍ଟା ହେମନ୍ତ କୁମାର ସୁନ୍ଦରାୟ ଯୋଗ ଦେଇ ସମସ୍ତଙ୍କୁ ଶୁଭେଛା ଜଣାଇବା ସହିତ ବର୍ତ୍ତମାନ ପରିବର୍ତ୍ତିତ ସମାଜରେ ଖବର ଓ ଖବରଦାତାଙ୍କ ଭୂମିକା ଉପରେ ଆଲୋକପାତ କରିଥିଲେ । #NationalPressDay #Jatani #Pressclub #DharitriLive #OdishaNews #Odisha #Dharitri
ଏଇ ଆକାଶ ତଳେ ରୁ ମୁଁ ବହୁତ କିଛି ଶିଖିଛି
#ଏଇ_ଆକାଶ_ତଳେ_ରୁ_ମୁଁ_ବହୁତ_କିଛି_ଶିଖିଛି ନିକଟରେ ମୁକ୍ତିଲାଭ କରିବାକୁ ଯାଉଛି ନୂଆ ଓଡ଼ିଆ ସିନେମା ଏଇ ଆକାଶ ତଳେ । ଶୁଣନ୍ତୁ କ’ଣ କହୁଛନ୍ତି ନିର୍ଦ୍ଦେଶକ, ନାୟକ ଓ ନାୟିକା । ଏଇ ଆକାଶ ତଳେ ସିନେମାରେ କାମ କରିବାକୁ ବହୁ ନୂଆଙ୍କୁ ସୁଯୋଗ ଦିଆଯାଇଛି । #DharitriLive #AeAakshaTale #OdiaFilm #Film #Movie #Ollywood #OdishaNews #Odisha #Dharitri
Shortcuts
Category
Nearby media companies
-
Mumbai 400708
-
Badaranayakepura, Rajagiriya
Other Bhubaneswar media companies
-
Odisha
-
Jaydev Bihar Bhubaneswar Odisha
-
Odisha
-
751002
-
Vani Vhair
-
Bhubaneswar, Od
-
Odisha
-
751015