NewsModia

NewsModia news, information & entertainment
(7)

19/11/2023

#ପୋଲର ୨୦ଫୁଟ ତଳକୁ ଖସିଲା କାର
ମହୁଲପଡା ଫୁଲଝର ନିକଟ ପୋଲରୁ ଖସିଲା କାର
୩ ଆହତଙ୍କ ମଧ୍ୟରୁ ୨ଗୁରୁତର ଜଣେ ରାଉରକେଲା ସ୍ଥାନାନ୍ତର
କାର୍ତ୍ତି କେନ୍ଦୁଝରରୁ ରାଉରକେଲା ଆସୁଥିବା ବେଳେ ଅଘଟଣ

18/11/2023

#ଆଦିବାସୀଙ୍କ ବିଭିନ୍ନ ଦାବି ନେଇ ଗର୍ଜିଲା ସିଆଇଟିୟୁ
ବିକ୍ଷୋଭ ସମୟରେ ପୋଲିସ ସହ ଧସ୍ତାଧସ୍ତି
କୋଇଡା ବ୍ଲକ ଅଫିସକୁ ଧସେଇ ପଶିବା ବେଳେ ଉତେଜନା

17/11/2023

୧୪୮ ତମ ସହିଦ୍ ବିର ବିର୍ସା ମୁଣ୍ଡା ଜୟନ୍ତି ଅନୁଷ୍ଠିତ
କୋଇଡା ବସଷ୍ଟାଣ୍ଡରେ ବିର୍ସା ମୁଣ୍ଡା ଆଦିବାସୀ ସଂଘ ପକ୍ଷରୁ ପାଳିତ ବଣେଇ ବିଧାୟକ ଲକ୍ଷ୍ମଣ ମୁଣ୍ଡା ଓ CITU ରାଜ୍ୟ ସମ୍ପାଦକ ପ୍ରଭାତ କୁମାର ପଣ୍ଡା ଓ ନକେକ ମାନ୍ୟଗଣ ଅତିଥି ଜଗ ଦେଇଥିଲେ
ମାନ୍ୟବର ବିଧାୟକ ବିର୍ସା ମୁଣ୍ଡା ପ୍ରତିମୃତି କୁ ପୂଜାର୍ଜନ କରିଥିଲେ
ବିଭିନ୍ନ ଗ୍ରାମାଂଚଳରୁ ଆଦିବାସୀ ଭାଇଭଉଣୀ ମାନେ ନୃତ୍ୟ ପରିବେଷଣ କରୁଥିଲେ

09/11/2023

#ବଣେଇରେ_ଆମ_ଓଡିଶା_ନବୀନ_ଓଡିଶା_କାର୍ଯ୍ୟକ୍ରମ
ଉନ୍ନୟନ ମୂଳକ କାର୍ଯ୍ୟରେ ବ୍ୟୟ ହେବ ୧୩୯କୋଟି ୫୦ଲକ୍ଷ ଟଙ୍କା
୩ହଜାର ୧୬ଟି ପ୍ରକଳ୍ପରେ ବ୍ୟୟ ମଞ୍ଜୁରୀ ଲକ୍ଷ

06/11/2023

#ବାପାକୁ_ପିଟିପିଟି_ହତ୍ୟା_କଲା_ପୁଅ
ସାମାନ୍ୟ ବଚସାରୁ ଠେଙ୍ଗାରେ ପିଟି ହତ୍ୟା କଲା ପୁଅ
ବାପାକୁ ହତ୍ୟା କରି ଫେରାର ହୋଇଗଲା ପୁଅ
ମହୁଲପଦା ଥାନା ଫୁଲଝର ଗ୍ରାମରେ ଜଘନ୍ୟ ହତ୍ୟାକାଣ୍ଡ

06/11/2023

#୧୪ତମ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ
#ଗଣୁଆ ମିନି ଷ୍ଟାଡିୟମରେ ୩୨ଟି ଦଳକୁ ନେଇ ୪ଟି ମହିଳା ଦଳ ସାମିଲ
ସ୍ପୋର୍ଟିଂ କ୍ଳବ ଗଣୁଆ ପକ୍ଷରୁ ଟୁର୍ଣ୍ଣାମେଣ୍ଟ ଆୟୋଜିତ

01/11/2023

#ହାତୀପଲ୍ଲଙ୍କ ଉତ୍ପାତରେ ଅତିଷ୍ଠ ଗ୍ରାମବାସୀ
ଜଙ୍ଗଲ ଅଭାବରୁ ଗାଁ ମୁଁହା ହାତୀପଲ
ଜଙ୍ଗଲକୁ ଗ୍ରାସ କରିବାରେ ଲାଗିଛି ଖଣି ଖାଦାନ
ହାତୀ ଓ ଖଣି ଅଙ୍କକଷାରେ ପେଷି ହେଉଛନ୍ତି ନିରୀହ ଗ୍ରାମବାସୀ

31/10/2023

#ସାଉଦି ଆରବରେ ଉତ୍କଳିକା ପକ୍ଷରୁ ଶରତ ମିଳନ
ଦେଖିବାକୁ ମିଳିଲା ଓଡ଼ିଆ ସଂସ୍କୃତିର ଝଲକ
ପାରମ୍ପରିକ ଶାଢୀରେ ମହିଳା ଓ ପୁରୁଷ ନୃତ୍ୟାଗୀତରେ ମଜିଲେ

26/10/2023

ବଣେଇରେ ଧୁମଧାମରେ ହେଲା ରାବଣ ପୋଡି ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଆତସବାଜୀର ଆସରହଜାର .....

ରାବଣ ପୋଡି ଉତ୍ସବ
26/10/2023

ରାବଣ ପୋଡି ଉତ୍ସବ

ବଣେଇରେ ଧୁମଧାମରେ ହେଲା ରାବଣ ପୋଡି ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଆତସବାଜୀର ଆସରହଜାର .....

26/10/2023

#ବଣେଇରେ_ଧୁମଧାମରେ_ହେଲା_ରାବଣ_ପୋଡି
ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଆତସବାଜୀର ଆସର
ହଜାର ହଜାର ଦର୍ଶକଙ୍କ ମନ ମୋହିଲା ଆତସବାଜି

18/10/2023

#ସିଆଇଟିୟୁ ପକ୍ଷରୁ ବିଭିନ୍ନ ଦାବି ନେଇ ବିକ୍ଷୋଭ
#ଶ୍ରମମନ୍ତ୍ରୀଙ୍କ ଜିଲ୍ଲାରେ ଶ୍ରମିକ ମାରଣ ନୀତିକୁ ନେଇ ଅସନ୍ତୋଷ
#ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ପାଇଁ ଚେତାବନୀ

17/10/2023

#ଜଟଣୀରେ_ପ୍ରଥମ
#୪ଫୁଟ_ଉଠିଲା_୨ମହଲା_କୋଠା
ସାମାନ୍ୟ ବର୍ଷାରେ ଘରେ ପଶୁଥିଲା ଆଣ୍ଠିଏ ପାଣି
ବର୍ଷା ପାଣି ଘରେ ପଶୁଥିବା ଯୋଗୁ ଅତିଷ୍ଠ ଥିଲେ ମାଲିକ
ଏ.ଆର.ବି.ଆର କମ୍ପାନୀ ସହ ଯୋଗାଯୋଗ କରିଥିଲେ
୬୦ଦିନରେ ୪ଫୁଟ ଉଠିବ ତାଙ୍କ ୨ମହଲା କୋଠା

17/10/2023

#ସ୍କୂଟି_ଟ୍ୟାଙ୍କର_ଧକ୍କା
#ପୁଅ_ମୃତ_ମା_ଗୁରୁତର
ଖୋର୍ଦ୍ଧା ଭାଳିଆବାଡି ଛକରେ ମର୍ମନ୍ତୁଦ ସଡକ ଦୁର୍ଘଟଣା
ସ୍କୂଲ ଛୁଟି ପରେ ସ୍କୂଟିରେ ମା ପୁଅ ଘରକୁ ଫେରୁଥିଲେ
ଗୁରୁତର ମାକୁ ଭୁବନେଶ୍ୱର ସ୍ଥାନାନ୍ତର

16/10/2023

#ବିଦ୍ୟୁତ ତାରରେ ଗଲା ଦନ୍ତାହାତୀର ଜୀବନ
କୋଇଡା ରେଞ୍ଜ ଓରାଘାଟ ଗାଁ ନିକଟରେ ଦନ୍ତାର ମୃତ୍ୟୁ
ବିଦ୍ୟୁତ ସଂସ୍ପର୍ଶରେ ଆସି ଦନ୍ତାର ମୃତ୍ୟୁ ହୋଇଥିବା ଅନୁମାନ
ବଣେଇ ବନ ବିଭାଗ ପକ୍ଷରୁ ଘଟଣାସ୍ଥଳରେ ତଦନ୍ତ ଜାରି

16/10/2023

#ମା କନ୍ତଦେବୀଙ୍କ ୧୪ଦିନିଆ ପରିକ୍ରମା ଆରମ୍ଭ
ବଣେଇର ଅଧିଷ୍ଠାତ୍ରୀ ମା କନ୍ତଦେବୀ
ଲହୁଣୀପଡ଼ା ସାନଜିଲ ଗ୍ରାମରୁ ପୂଜା ପାଇ ବାହାରିଲେ ମା
ପୂଜାର ପ୍ରଥମ ଦିନରେ ମାନସିକଧାରୀଙ୍କ ପ୍ରବଳ ଭିଡ଼

14/10/2023

#ଆଜିବି_ମୌଳିକ_ସୁବିଧାରୁ_ବଞ୍ଚିତ_ପାଉଡି_ଭୂୟାଁ_ଆଦିବାସୀ
ଏମାନଙ୍କ ପାଇଁ ନାହିଁ ପାନୀୟ ଜଳ,ସ୍ୱାସ୍ଥ୍ୟ,ଗମନା ଗମନ ସୁବିଧା
ଝରଣା ପାଣି ଏକମାତ୍ର ସାହା ଭରସା

13/10/2023

#୨ଦିନିଆ_କବାଡି_ଚମ୍ପିଆନସିପ_ଉଦଘାଟିତ
ବଣାଇ ରାଜା ଧରଣୀଧର ଖେଳ ପଡିଆରେ ଅନୁଷ୍ଠିତ
ଜିଲ୍ଲାର ୧୭ଟି ବ୍ଲକର୧୪/୧୭ ବର୍ଷୀୟାବାଳକ ବାଳିକା ଅଂଶଗ୍ରହଣ କରୁଛନ୍ତି
ଏଥିରେ ୬୮ଟି ଟିମ ଭାଗ ନେଉଛନ୍ତି

11/10/2023

#ହଜିଗଲା_ମଣିଷ_ପଣିଆ
#ପଶୁ_ହେଲା_ମଣିଷ
ଜଣେ ଅସୁସ୍ଥ ଯାତ୍ରୀକୁ ତଳେ ଶୁଆଇ ଚାଲିଗଲା ବସ
ସୁନ୍ଦରଗଡ ଜିଲ୍ଲା ଲହୁଣୀପଡ଼ା ଅଞ୍ଚଳର ଘଟଣା
ସ୍ଥାନୀୟ ଲୋକଙ୍କ ସହାୟତାରେ ବଣେଇ ଡାକ୍ତରଖାନାରେ ଭର୍ତି

08/10/2023
08/10/2023

#ମହାନତା ଦେଖାଇଲେ ବିଧାୟିକା
ସୁନ୍ଦରଗଡ ବିଧାୟିକା କୁସୁମ ଟେଟେ
ଇବ ନଦୀ ବ୍ରିଜ ଉପରେ ସଂପୂଣ୍ଣ ଉଲଗ୍ଣ ହୋଇ ଚାଲି ଚାଲି ଆସୁଥିଲେ ମହିଳା ଦ୍ବୟ
ଦୁଇ ନିବସ୍ତ୍ର ମହିଳାଙ୍କୁ ଉତ୍ତରୀୟ ଘୋଡାଇ ଇଜ୍ଜତ ରକ୍ଷାକଲେ
ଦୁଇ ମାନସିକ ବିକାରଗ୍ରସ୍ତ ମହିଳାଙ୍କୁ ପଠାଇଲେ ଆସ୍ଥାଗୃହ

08/10/2023

#ପେସା_ନାମରେ_ଗଛକଟା

ବଣେଇ ରେଞ୍ଜ ବୁଢାପାହାଡ଼ ଜଙ୍ଗଲରେ ବିପୁଳ ଗଛକଟା
୧୦୦ରୁ ଉର୍ଦ୍ଧ ଆଦିବାସୀ ଆସି କାଟିଲେ ବ୍ୟାପକ ଗଛ
୩ଜଣଙ୍କୁ ଗିରଫ କଲା ବନ ବିଭାଗ
୧୩ବାଇକ ସହ ୧୨ସାଇକେଲ ଜବତ

05/10/2023

ରିପୋର୍ଟ-ରଞ୍ଜନ ବାରିକ,ଲହୁଣୀପଡ଼ା.ସୁନ୍ଦରଗଡ ଆଜି ୧୨ଘଣ୍ଟିଆ ସୁନ୍ଦରଗଡ ବନ୍ଦ ବିଜେପି ମହିଳା ମୋର୍ଚ୍ଚ...

05/10/2023

#ଆଜି ୧୨ଘଣ୍ଟିଆ ସୁନ୍ଦରଗଡ ବନ୍ଦ
ବିଜେପି ମହିଳା ମୋର୍ଚ୍ଚା ଓ ଆଦିବାସୀ ମହିଳା ମୋର୍ଚ୍ଚାର ବନ୍ଦ ଡାକରା
ସକାଳ ୬ରୁ ସନ୍ଧ୍ୟା ୬ପର୍ଯ୍ୟନ୍ତ ବନ୍ଦ ଡାକରା
ବନ୍ଦ ପ୍ରଭାବରେ ବିଭିନ୍ନ ସ୍ଥାନରେ ଗାଡି ଚଳାଚଳ,ଦୋକାନ ବଜାର ବନ୍ଦ
ଅଲିସ ଲାଗୁନ ଓ ସୁସ୍ମିତା ମିଞ୍ଜ ମାମଲା ସିବିଆଇ ତଦନ୍ତ ଦାବିରେ ବନ୍ଦ ଡାକରା
ଦୋଷୀକୁ ଦଣ୍ଡ ବିଧାନ ପାଇଁ ବିକ୍ଷୋଭ ପଦର୍ଶନ

05/10/2023

ରିପୋର୍ଟ-ରଞ୍ଜନ ବାରିକ,ଲହୁଣୀପଡ଼ା.ସୁନ୍ଦରଗଡ ଅଲିସ ଲାଗୁନ ଓ ସୁସ୍ମିତା ମିଞ୍ଜ ମାମଲାର ତେଜୁଛି ବିରୋଧ ରାଉରକ....

05/10/2023

#ଅଲିସ ଲାଗୁନ ଓ ସୁସ୍ମିତା ମିଞ୍ଜ ମାମଲାର ତେଜୁଛି ବିରୋଧ
ରାଉରକେଲାରେ ଗର୍ଜିଲେ ଶହଶହ ଆଦିବାସୀ
ଦୋଷୀକୁ ଦଣ୍ଡ ବିଧାନ ପାଇଁ ବିକ୍ଷୋଭ ପଦର୍ଶନ

02/10/2023

ରିପୋର୍ଟ-ରଞ୍ଜନ ବାରିକ,ଲହୁଣୀପଡ଼ା.ସୁନ୍ଦରଗଡ ବନ୍ଦ ଘରୁ ମହିଳାଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାରଲହୁଣୀପଡ଼ା ....

02/10/2023

#ବନ୍ଦ ଘରୁ ମହିଳାଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର
ଲହୁଣୀପଡ଼ା ଥାନା ଅଞ୍ଚଳରେ ବିଭତ୍ସ ହତ୍ୟାକାଣ୍ଡ
କିଏ ଓ କାହିଁକି ହତ୍ୟା କଲା ତାହା ତଦନ୍ତ ପରିସରଭୃକ୍ତ
ମହିଳାଙ୍କ ସ୍ୱାମୀ ଫେରାର ଥିବାରୁ ହତ୍ୟାକାଣ୍ଡକୁ ନେଇ ପୋଲିସର ତଦନ୍ତ ଜାରି

30/09/2023

ରିପୋର୍ଟ-ସତ୍ୟନାରାୟଣ ବଳିୟାରସିଂ,ଟାଙ୍ଗୀ,ଖୋର୍ଦ୍ଧା ଟାଙ୍ଗୀରେ ଆୟୁଷ୍ମାନ ଭଵ ସ୍ୱାସ୍ଥ୍ୟ ମେଳା ଅନୁଷ୍ଠି.....

30/09/2023

#ଟାଙ୍ଗୀରେ ଆୟୁଷ୍ମାନ ଭଵ ସ୍ୱାସ୍ଥ୍ୟ ମେଳା ଅନୁଷ୍ଠିତ
ମେଳାରେ ବିଭିନ୍ନ ରୋଗର ନିରାକରଣ କରାଗଲା
ଉପକୃତ ହେଲେ ଟାଙ୍ଗି ଆଖପାଖ ଅଞ୍ଚଳର ବହୁ ରୋଗୀ

28/09/2023

ରିପୋର୍ଟ-ଗଣେଶ ଆପାଟ,ସୁନ୍ଦରଗଡ ଜିଲ୍ଲା ପ୍ରତିନିଧି ନିୟୁଜ ଏମ ଓଡ଼ିଆ (କଥା ଆପଣଙ...

28/09/2023

#ନିଆରା ଢଙ୍ଗରେ ନୂଆଖାଇ ପର୍ବ ପାଳନ
କୋଇଡ଼ାକୁ ସବୁଜ ସୁନ୍ଦର ସହ ସଫାସୁତରା ପାଇଁ ଆହ୍ବାନ
ଚାରା ବଣ୍ଟନ କରି ନୂଆଖାଇ ପାଳିଲେ କୋଇଡାବାସି

25/09/2023

ରିପୋର୍ଟ-ରଞ୍ଜନ ବାରିକ,ଲହୁଣୀପଡ଼ା.ସୁନ୍ଦରଗଡ ମା ବେଲାଣିପାଟଙ୍କ ଦ୍ୟୁବାର୍ଷିକ ପୂଜା ଅନୁଷ୍ଠିତରୀତିନୀତ....

25/09/2023

#ମା ବେଲାଣିପାଟଙ୍କ ଦ୍ୟୁବାର୍ଷିକ ପୂଜା ଅନୁଷ୍ଠିତ
ରୀତିନୀତି ଅନୁଯାୟୀ ମାଙ୍କ ପୂଜା ବିଧି ଅନୁଷ୍ଠିତ
ସାମିଲ ହେଲେ ରାଜ୍ୟ ତଥା ରାଜ୍ୟ ବାହାରୁ ହଜାର ହଜାର ଶ୍ରଦ୍ଧାଳୁ
ମନ୍ଦିରରେ ମାନସିକ ପୂରଣ ପାଇଁ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼

23/09/2023

ରିପୋର୍ଟ-ସୂର୍ଯ୍ୟନାରାୟଣ ମହାନ୍ତି,ଖୋର୍ଦ୍ଧା ଆମେ ଜାଣିବା ଆମେ ଜିଣିବା ଆଲୋଚନା ଚକ୍ରଟାଙ୍ଗିଆପଡା ଆଶ୍ରମ ସ.....

23/09/2023

#ଆମେ ଜାଣିବା ଆମେ ଜିଣିବା ଆଲୋଚନା ଚକ୍ର
ଟାଙ୍ଗିଆପଡା ଆଶ୍ରମ ସ୍କୂଲରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହ ଅନୁଷ୍ଠିତ
ଛାତ୍ରାବାସରେ ରହୁଥିବା ଛାତ୍ର ଛାତ୍ରୀଙ୍କ ବିଭିନ୍ନ ଆନୁସଙ୍ଗିକ ବ୍ୟବସ୍ଥାକୁ ଅବଗତ କରାଇବା ଲକ୍ଷ

23/09/2023

ରିପୋର୍ଟ-ଗଣେଶ ଆପାଟ,ସୁନ୍ଦରଗଡ ଜିଲ୍ଲା ପ୍ରତିନିଧି ୱାଡ଼ି ପ୍ରକଳ୍ପରେ ମହା ଦୁର୍ନୀତି ଯୋଜନାର ନାମ ...

23/09/2023

#ୱାଡ଼ି_ପ୍ରକଳ୍ପରେ_ମହା_ଦୁର୍ନୀତି
#ଯୋଜନାର_ନାମ_ହରିଲୁଟ
#ମିଳିମିଶି_ଲୁଟିନେଲେ_୧କୋଟି_୮୩ଲକ୍ଷ
#କୋଇଡା_ବ୍ଲକରେ_ଡ଼ିଏମଏଫ_ଫଣ୍ଡରେ_ମହା_ଦୁର୍ନୀତି
ତାରଜାଲି ବୁଲାଇ ପ୍ରକଳ୍ପ ଟଙ୍କା ହରିଲୁଟ

Address

Jagannath Bihar. Baramunda, Lane/10
Bhubaneswar

Telephone

+919438675709

Website

Alerts

Be the first to know and let us send you an email when NewsModia posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to NewsModia:

Videos

Share


Other News & Media Websites in Bhubaneswar

Show All

You may also like