RD IYA News-9231

RD IYA News-9231 Indian Youth Association-IYA OF COMMON PEOPLE

19/09/2023

गणेश चतुर्थी के पावन अबसर पर आप सभीको RD-IYANEWS के तरफ से हार्दिक सुभकामनाये.
ॐ श्री गणपतये नमः

14/09/2023

जय श्रीकृष्णा 🙏🙏🌹

ବିଜୁ ଛାତ୍ର ଜନତା ଦଳ ତରଫରୁ ଅନୁଗୁଳ ଜିଲ୍ଲାରେ ଥିବା ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟ,ଅନୁଗୁଳ ଠାରେ ନୂତନ ଛାତ୍ର ଛାତ୍ରୀ ମାନଙ୍କୁ ବୃକ୍ଷଚ...
11/09/2023

ବିଜୁ ଛାତ୍ର ଜନତା ଦଳ ତରଫରୁ ଅନୁଗୁଳ ଜିଲ୍ଲାରେ ଥିବା ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟ,ଅନୁଗୁଳ ଠାରେ ନୂତନ ଛାତ୍ର ଛାତ୍ରୀ ମାନଙ୍କୁ ବୃକ୍ଷଚାରା ଏବଂ କଲମ ଦିଆଯାଇ ସ୍ବାଗତ କରାଯାଇଛି ।

ଅନୁଗୁଳ – ଅନୁଗୁଳ ଜିଲ୍ଲା ଦେଇ ଯାଇଥିବା ଜାତୀୟ ରାଜପଥ ୫୫ ରେ ଦୁର୍ଘଟଣାରେ ଜଣେ ସ୍କୁଲ ଫେରନ୍ତା ଛାତ୍ରୀଙ୍କର ମୃତ୍ଯୁ ହୋଇଛି । ମୃତ ଛାତ୍ରୀ ଜ...
08/09/2023

ଅନୁଗୁଳ – ଅନୁଗୁଳ ଜିଲ୍ଲା ଦେଇ ଯାଇଥିବା ଜାତୀୟ ରାଜପଥ ୫୫ ରେ ଦୁର୍ଘଟଣାରେ ଜଣେ ସ୍କୁଲ ଫେରନ୍ତା ଛାତ୍ରୀଙ୍କର ମୃତ୍ଯୁ ହୋଇଛି । ମୃତ ଛାତ୍ରୀ ଜଣଙ୍କ ବନ୍ଦା ଗାଁର ଜିତେନ୍ଦ୍ର ସାହୁଙ୍କ ଝିଅ ପୁଜା ସାହୁ ବୋଲି ଜଣା ପଡିଛି । ସେ ପାଂଚଗଡ ବିଜୟ କୁମାର ସରକାରୀ ଉଚ୍ଚ ବିଦ୍ଯାଳୟରେ ଷଷ୍ଠ ଶ୍ରେଣୀରେ ପଢୁଥିବା ଜଣା ପଡିଛି । ସୁଚନା ଅନୁସାରେ ପୁଜା ସ୍କୁଲ ଅପରାହ୍ନ ୪ ଟା ବେଳେ ସ୍କୁଲ ଛୁଟି ପରେ ଚାଲି ଚାଲି ଘରକୁ ଫେରୁଥିଲେ । ତେବେ ବଅଁରପାଳ ହାଟ ନିକଟରେ ହୋଇଥିବା ବେଳେ ଏକ ଟ୍ରଲର ତାଙ୍କୁ ଧକ୍କା ଦେଇଥିଲା । ଫଳରେ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ଯୁ ହୋଇଥିଲା ।

07/09/2023
ଆଜି ହେରା ପଞ୍ଚମୀ, ନନ୍ଦିଘୋଷ ରଥ ଭାଙ୍ଗିବେ ମହାଲକ୍ଷ୍ମୀପୁରୀ: ମହାପ୍ରଭୁଙ୍କ ନବଦିନାତ୍ମକ ରଥଯାତ୍ରାର ଆଜି ପଞ୍ଚମ ଦିନ। ଆଜି ହେରା ପଞ୍ଚମୀ । ...
24/06/2023

ଆଜି ହେରା ପଞ୍ଚମୀ, ନନ୍ଦିଘୋଷ ରଥ ଭାଙ୍ଗିବେ ମହାଲକ୍ଷ୍ମୀ

ପୁରୀ: ମହାପ୍ରଭୁଙ୍କ ନବଦିନାତ୍ମକ ରଥଯାତ୍ରାର ଆଜି ପଞ୍ଚମ ଦିନ। ଆଜି ହେରା ପଞ୍ଚମୀ । ଭାଇଭଉଣୀଙ୍କୁ ସାଙ୍ଗରେ ଧରି ନବଦିନାତ୍ମକ ଯାତ୍ରାରେ ମହାପ୍ରଭୁ ଜଗନ୍ନାଥ ଗୁଣ୍ଡିଚା ମନ୍ଦିରରେ ଅବସ୍ଥାନ କରିଛନ୍ତି ।

ତେଣୁ ଜଗନ୍ନାଥ ମହାପ୍ରଭୁଙ୍କ ଉପରେ ରାଗ ଜର୍ଜରିତ ହୋଇ ମହାଲକ୍ଷ୍ମୀ ଦର୍ଶନ ଅଭିଳାଷରେ ଆଜି ଶ୍ରୀମନ୍ଦିରରୁ ଗୁଣ୍ଡିଚା ମନ୍ଦିରକୁ ବିଜେ କରିବେ । ତେବେ ଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ନପାଇ ମହାଲକ୍ଷ୍ମୀ ରାଗରେ ନନ୍ଦିଘୋଷ ରଥ ଭାଙ୍ଗିବା ସହ ହେରାଗୌରୀ ସାହିହୋଇ ଶ୍ରୀମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିବେ। ଏହି ବିଶେଷ ନୀତି ଦର୍ଶନ ପାଇଁ ପ୍ରବଳ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଛି ।

30/04/2023

Nonstop News || आज़ की ताज़ा खबरें || News Headlines || today news || Fatafat khabrein || aaj ki news || Yahan Sach dekho || #मुख्य_समाचार...

29/04/2023

Narendra Modi की Du की Degree नकली ? साथ पड़ी दोस्त का बड़ा खुलासा ! | The Kantap #अमरजीतकौर aam adami par...

28/04/2023
28/04/2023

मेघालय (Meghalaya) के गवर्नर सत्यपाल मलिक (Governor Satya Pal Malik) ने उनके खिलाफ सीबीआई जांच (CBI investigation) की आंच पर चुप्पी तोड़ी है. मलिक ने कह...

22/04/2023

Nandighosha TV is the fastest growing television channel in Odisha and delivers reliable informa...

17/04/2023
14/04/2023
11/04/2023

ଜଳୁଛି ଓଡିଶା: ୪୦ ଡିଗ୍ରୀ ପାର କଲା ୨ ସହରର ତାପମାତ୍ରା, ଝାରସୁଗୁଡା ସବୁଠୁ ଉତ୍ତପ୍ତ

ଭୁବନେଶ୍ବର: ଜଳୁଛି ସାରା ଓଡିଶା । ଗ୍ରୀଷ୍ମ ଋତୁ ଆରମ୍ଭରୁ ଅସମ୍ଭାଳ ହେଲାଣି ତାତି । ଆଜି ରାଜ୍ୟରେ ୪୦ ଡିଗ୍ରୀ ପାର କଲା ୨ ସହରର ତାପମାତ୍ରା ।

ଆଜି ରାଜ୍ୟର ଅଧିକାଂଶ ଅଞ୍ଚଳରେ ତାପମାତ୍ରା ୩୯ ଡିଗ୍ରୀ ତାପମାତ୍ରା ଉପରେ ଥିବାବେଳେ ବାରିପଦା ଓ ଝାରସୁଗୁଡାରେ ତାପମାତ୍ରା ୪୦ ଡିଗ୍ରୀ ସେଲ୍ସିୟସରେ ପହଞ୍ଚିଛି । ୪୦.୪ ଡିଗ୍ରୀ ସହ ଝାରସୁଗୁଡା ରାଜ୍ୟର ସବୁଠାରୁ ଉତପ୍ତ ସହର ହୋଇଛି । ସେହିଭଳି ବାରିପଦାରେ ତାପମାତ୍ରା ୪୦ ଡିଗ୍ରୀ ରହିଛି ।

Heat Wave
ଅସମ୍ଭାଳ ହେଲାଣି ତାତି: ୩୯ ଡିଗ୍ରୀ ଉପରେ ୪ ସହରଅସମ୍ଭାଳ ହେଲାଣି ତାତି: ୩୯ ଡିଗ୍ରୀ ଉପରେ ୪ ସହର
ସେହିପରି ରାଜଧାନୀ ଭୁବନେଶ୍ୱରରେ ତାପମାତ୍ରା ୩୯.୭ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ଚାନ୍ଦବାଲି, ଅନୁଗୁଳ, ସମ୍ବଲପୁରରେ ତାପମାତ୍ରା ୩୯.୭ ଡିଗ୍ରୀ ରେକର୍ଡ ହୋଇଛି । ସେହିଭଳି ବୌଦ୍ଧରେ ୩୯.୫ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ମାଲକାନଗିରିରେ ତାପମାତ୍ରା ୩୯.୫ ଥିବା ବେଳେ ଟିଟଲାଗଡରେ ୩୯, ସୋନପୁରରେ ତାପମାତ୍ରା ୩୯.୨ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି ।

ତେବେ ଆଗାମୀ ୨ରୁ ୩ ଦିନ ଦିନ ମଧ୍ୟରେ ରାଜ୍ୟର ଅନେକ ସ୍ଥାନରେ ତାପମାତ୍ରା ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଆସନ୍ତା ୩ ଦିନରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୩ ଡିଗ୍ରି ଯାଏ ବଢ଼ିବ ll

For latest News follow us- Rangadhar IYA News9231

ଭାରତ ଦୁନିଆର ବିଶ୍ୱଗୁରୁ: ୟୁକ୍ରେନ ଉପ-ବୈଦେଶିକ ମନ୍ତ୍ରୀଭାରତ ଦୁନିଆର ବିଶ୍ୱଗୁରୁ: ୟୁକ୍ରେନ ଉପ-ବୈଦେଶିକ ମନ୍ତ୍ରୀ ନୂଆଦିଲ୍ଲୀ,୧୦।୪: ୟୁକ୍ର...
10/04/2023

ଭାରତ ଦୁନିଆର ବିଶ୍ୱଗୁରୁ: ୟୁକ୍ରେନ ଉପ-ବୈଦେଶିକ ମନ୍ତ୍ରୀ
ଭାରତ ଦୁନିଆର ବିଶ୍ୱଗୁରୁ: ୟୁକ୍ରେନ ଉପ-ବୈଦେଶିକ ମନ୍ତ୍ରୀ

ନୂଆଦିଲ୍ଲୀ,୧୦।୪: ୟୁକ୍ରେନ ଉପ-ବୈଦେଶିକ ମନ୍ତ୍ରୀ ଏମିନ ଝାପରୋଭା ଭାରତ ଗସ୍ତରେ ଅଛନ୍ତି। ସୋମବାର ଦିଲ୍ଲୀରେ ପହଞ୍ଚିବା ପରେ ତାଙ୍କୁ ସ୍ବାଗତ କରାଯାଇଥିଲା। ଏହି ଅବସରରେ ୟୁକ୍ରେନର ଉପ-ବୈଦେଶିକ ମନ୍ତ୍ରୀ କହିଛନ୍ତି ଯେ, ଭାରତ ପ୍ରକୃତରେ ଦୁନିଆର ବିଶ୍ୱଗୁରୁ। ମୂଲ୍ୟବୋଧ ଏବଂ ନ୍ୟାୟ ପାଇଁ ଲଢିବା ସମୟରେ ୟୁକ୍ରେନରେ ଆମେ ଏହା ଅନୁଭବ କରିଛୁ।

ଏହାପୂର୍ବରୁ ସେ ଟୁଇଟ୍‌ କରି କହିଛନ୍ତି ଯେ, ଭାରତକୁ ଆସି ମୁଁ ବହୁତ ଖୁସି। ଯେଉଁ ଦେଶ ଅନେକ ଋଷି, ସାଧୁ ଓ ଗୁରୁଙ୍କୁ ଜନ୍ମ ଦେଇଛି। ଆଜି ସିଏ ବିଶ୍ୱଗୁରୁ, ବିଶ୍ୱ ଶିକ୍ଷକ ତଥା ମଧ୍ୟସ୍ଥି ହେବାକୁ ଚାହୁଁଛି। ଆମ କ୍ଷେତ୍ରରେ, ଆମେ ବହୁତ ଭଲ ଭାବରେ ଜାଣୁ ଯେ, ୟୁକ୍ରେନକୁ ସମର୍ଥନ କରିବା ବିଶ୍ୱଗୁରୁ ପାଇଁ ସଠିକ୍‌ ବିକଳ୍ପ।

चीन के संदिग्ध जासूसी गुब्बारे को गिराने के बाद अमेरिका ने की थी भारत से चर्चाचीन के संदिग्ध जासूसी गुब्बारे को गिराने क...
10/04/2023

चीन के संदिग्ध जासूसी गुब्बारे को गिराने के बाद अमेरिका ने की थी भारत से चर्चा

चीन के संदिग्ध जासूसी गुब्बारे को गिराने के हफ़्तों बाद अमेरिका ने भारत और अपने अन्य क़रीबी देशों के साथ बातचीत कर इसकी बारे में जानकारी दी. सोमवार को अमेरिकी सेना एक वरिष्ठ कमांडर ने इसकी जानकारी दी.

यूएस पेसिफ़िक एयर फोर्सेज़ के कमांडर जनरल केनेथ विलबॉश ने कहा कि इस इलाक़े के अधिकांश देशों के वायु सेनाध्यक्षों से बंद कमरे में बात हुई थी.

फ़रवरी की शुरुआत में अमेरिका ने अपने हवाई क्षेत्र में उड़ रहे चीनी गुब्बारे को अपने लड़ाकू विमानों से मार गिराया था. उसका कहना था कि ये गुब्बारा पूरे अमेरिका में सैन्य ठिकानों की जासूसी कर रहा था. यह गुब्बारा कनाडा के हवाई क्षेत्र में भी गया था.

इस गुब्बारे को साउथ कैरोलिना के पास समंदर में गिराया गया था. इसके बाद दोनों देशों के बीच कूटनीतिक संकट पैदा हो गया और अमेरिकी विदेश मंत्री एंटनी ब्लिंकन ने चीन का अपना दौरा रद्द कर दिया था.

ऐसी ख़बरें थीं कि एक साल पहले भारत के अंडमान और निकोबार के आसमान में भी गुब्बारे जैसी कोई चीज़ उड़ रही थी.

अमेरिकी मिलिट्री कमांडर विलबॉश दोनों देशों के बीच होने वाले एक वायुसेना के संयुक्त अभ्यास के सिलसिले में भारत आए हुए थे.

उनसे पूछा गया था कि क्या अमेरिका ने चीनी जासूसी गुब्बारे के बारे में अपनी चिंताएं साझा की थीं?

जनरल केनेथ विलबॉश ने कहा कि पूरी दुनिया में देशों को अपने हवाई क्षेत्र की संप्रभुता की रक्षा करना उनका हक़ है, “हम मानते हैं कि भारत का जो हवाई क्षेत्र है उस पर उसकी संप्रभुता है और आपको तय करना है कि कौन यहां उड़ान भर सकता है.”

जनरल विलबॉश ने कहा कि किसी भी देश के हवाई क्षेत्र का उल्लंघन अंतरराष्ट्रीय क़ानूनों का उल्लंघन है और ये चिंतनीय है.

बीते कुछ सालों से भारत और अमेरिका के बीच रक्षा के क्षेत्र में संबंध बढ़े हैं. साल 2016 में अमेरिका ने भारत को अपना 'बड़ा रक्षा साझेदार' होने का दर्ज़ा दिया था, जिसके बाद अत्याधुनिक रक्षा उपकरणों और टेक्नोलॉजी देने का रास्ता साफ़ हो गया था.

इसके अलावा दोनों देशों के बीच 2016 में लॉजिस्टिक्स एक्सचेंज मेमोरेंडम ऑफ़ एग्रीमेंट, 2018 में कम्युनिकेशंस कॉम्पैटिबिलिटी एंड सिक्युरिटी एग्रीमेंट (सीओएमसीएएसए) और 2020 में बेसिक एक्सचेंज एंड कोऑपरेशन एग्रीमेंट जैसे समझौते किए गए.

इन समझौतों से दोनों देशों के बीच सैन्य क्षेत्र में सहयोग मजबूत और व्यापक होगा और अत्याधुनिक टेक्नोलॉजी भारत को मिल सकेगी.

Cricket News
10/04/2023

Cricket News

10/04/2023
Happy teachers day
05/09/2020

Happy teachers day

(Visit Us:-www.iyanews.com)/(Like Us:-www.iyanews/facebook) #ସାଧାରଣ ଜନତାଙ୍କ ସ୍ୱର
22/08/2020

(Visit Us:-www.iyanews.com)/
(Like Us:-www.iyanews/facebook) #ସାଧାରଣ ଜନତାଙ୍କ ସ୍ୱର

Address

Bhubaneswar Odisha
Bhubaneswar
759123

Alerts

Be the first to know and let us send you an email when RD IYA News-9231 posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to RD IYA News-9231:

Videos

Share


Other News & Media Websites in Bhubaneswar

Show All