Odisha Buzz

Odisha Buzz ସମାଜ | ସଂସ୍କୃତି | ସିନେ ଖବର | ଖେଳ | ଓଡ଼ିଶାର ସମସ୍ତ ଟିକନିକ ଖବର ଆପଣ ମାନଙ୍କ ପାଖରେ ପହଞ୍ଚାଇବୁ ଆମେ।

ଗଜପତି ଜିଲ୍ଲାରେ ଲକ୍ଷ୍ମୀ ବସ୍ ଯୋଜନା ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ।
20/10/2023

ଗଜପତି ଜିଲ୍ଲାରେ ଲକ୍ଷ୍ମୀ ବସ୍ ଯୋଜନା ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ।

ରଘୁବର ଦାସ ହେବେ ଓଡିଶାର ନୂଆ ରାଜ୍ୟପାଳ । ରାଷ୍ଟ୍ରପତି ଭବନରୁ ଜାରି ହେଲା ସୂଚନା ।
18/10/2023

ରଘୁବର ଦାସ ହେବେ ଓଡିଶାର ନୂଆ ରାଜ୍ୟପାଳ । ରାଷ୍ଟ୍ରପତି ଭବନରୁ ଜାରି ହେଲା ସୂଚନା ।

ଚଳିତ ଦିନିକିଆ ବିଶ୍ୱକପ କ୍ରିକେଟରେ ନ୍ୟୁଜିଲାଣ୍ଡ କ୍ରମାଗତ ୪ର୍ଥ ବିଜୟ ହାସଲ କରିଛି । ବୁଧବାର ଅନୁଷ୍ଠିତ ମ୍ୟାଚରେ ନ୍ୟୁଜିଲାଣ୍ଡ ୧୪୯ ରନରେ ଆ...
18/10/2023

ଚଳିତ ଦିନିକିଆ ବିଶ୍ୱକପ କ୍ରିକେଟରେ ନ୍ୟୁଜିଲାଣ୍ଡ କ୍ରମାଗତ ୪ର୍ଥ ବିଜୟ ହାସଲ କରିଛି । ବୁଧବାର ଅନୁଷ୍ଠିତ ମ୍ୟାଚରେ ନ୍ୟୁଜିଲାଣ୍ଡ ୧୪୯ ରନରେ ଆଫଗାନିସ୍ତାନକୁ ପରାସ୍ତ କରିଥିଲା । ଏଥିସହ କିୱି ଟିମ ପଂଏଟ ଟେବୁଲର ଶୀର୍ଷ ସ୍ଥାନ ହାସଲ କରିଛି

ପିପିଲିର ପୂର୍ବତନ ବିଧାୟକ ତଥା କଂଗ୍ରେସର ବରିଷ୍ଠ ନେତା ଯୁଧିଷ୍ଠିର ସାମନ୍ତରାୟ ଆଉ ନାହାନ୍ତି ।  ଏହି ଦୁଃଖଦ ସୂଚନା ଦେଇଛନ୍ତି ତାଙ୍କର ପୁଅ ପ...
16/10/2023

ପିପିଲିର ପୂର୍ବତନ ବିଧାୟକ ତଥା କଂଗ୍ରେସର ବରିଷ୍ଠ ନେତା ଯୁଧିଷ୍ଠିର ସାମନ୍ତରାୟ ଆଉ ନାହାନ୍ତି । ଏହି ଦୁଃଖଦ ସୂଚନା ଦେଇଛନ୍ତି ତାଙ୍କର ପୁଅ ପ୍ରିୟବ୍ରତ ସାମନ୍ତରାୟ ।

ମାଆ ବିରଜାଙ୍କ ରଥ ସିଂହଧ୍ୱଜ
15/10/2023

ମାଆ ବିରଜାଙ୍କ ରଥ ସିଂହଧ୍ୱଜ

ରୋମାଞ୍ଚକର ମ୍ୟାଚ୍ ରେ ବିଶ୍ୱବିଜେତା ଇଂଲଣ୍ଡ କୁ ହରାଇଲା ଆଫଗାନିସ୍ତାନ।
15/10/2023

ରୋମାଞ୍ଚକର ମ୍ୟାଚ୍ ରେ ବିଶ୍ୱବିଜେତା ଇଂଲଣ୍ଡ କୁ ହରାଇଲା ଆଫଗାନିସ୍ତାନ।

ନବରାତ୍ର ପୂଜାର ପ୍ରଥମ ଦିବସ ରେ ବାବା କେଦାରନାଥ ଧାମ ରେ ପ୍ରଥମ ବରଫ ବର୍ଷା
15/10/2023

ନବରାତ୍ର ପୂଜାର ପ୍ରଥମ ଦିବସ ରେ ବାବା କେଦାରନାଥ ଧାମ ରେ ପ୍ରଥମ ବରଫ ବର୍ଷା

ୱାର୍ଲଡ କପ ଇତିହାସରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ବର୍ତ୍ତମାନ ସୁଦ୍ଧା ୮ଟି ମ୍ୟାଚ ହୋଇ ସାରିଛି । ପ୍ରତିଥର ଭାରତୀୟ ଟିମ ପାକିସ୍ତାନକୁ ଧୂଳ...
14/10/2023

ୱାର୍ଲଡ କପ ଇତିହାସରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ବର୍ତ୍ତମାନ ସୁଦ୍ଧା ୮ଟି ମ୍ୟାଚ ହୋଇ ସାରିଛି । ପ୍ରତିଥର ଭାରତୀୟ ଟିମ ପାକିସ୍ତାନକୁ ଧୂଳି ଚଟାଇଛି । ଏଥର ମଧ୍ୟ ସେହି ଧାରାକୁ ବଜାୟ ରଖିଛି ଟିମ ଇଣ୍ଡିଆ । ଅର୍ଥାତ ୱାର୍ଲଡ କପରେ ପାକିସ୍ତାନ ଭାରତ ବିରୋଧରେ ଗୋଟିଏ ବି ମ୍ୟାଚ ଜିତି ପାରିନି । ଏଥର କ୍ୟାପଟେନ ବାବର ଆଜମଙ୍କ କ୍ୟାପଟେନସିପ ଉପରେ କିଛି ଭରସା ଥିଲା । ହେଲେ ଶେଷରେ ତାହା ମଧ୍ୟ ଧୂଳିସାତ ହୋଇଯାଇଛି ।

14/10/2023

ଭାରତ ବିଜୟ ପରେ ଜମ୍ମୁ କାଶ୍ମୀର ରେ ବିଜୟ ଉତ୍ସବ ପାଳନ କଲେ ଭାରତୀୟ

ପାକିସ୍ତାନ କୁ 7 ୱିକେଟ୍ ରେ ହରାଇଲା ଭାରତ
14/10/2023

ପାକିସ୍ତାନ କୁ 7 ୱିକେଟ୍ ରେ ହରାଇଲା ଭାରତ

ଶ୍ରୀ ଜଗନ୍ନାଥ ସେନା ପକ୍ଷରୁ ଖୋର୍ଦ୍ଧା ଜିଲ୍ଲା ରେ ଭକ୍ତ ଜାଗରଣ ସମ୍ପର୍କ ଯାତ୍ରା ଅନୁଷ୍ଠିତ ହୋଇଛି। ଖୋର୍ଦ୍ଧା ବୀର ମାଟି ଓ ମହାପ୍ରଭୁ ଙ୍କର ...
14/10/2023

ଶ୍ରୀ ଜଗନ୍ନାଥ ସେନା ପକ୍ଷରୁ ଖୋର୍ଦ୍ଧା ଜିଲ୍ଲା ରେ ଭକ୍ତ ଜାଗରଣ ସମ୍ପର୍କ ଯାତ୍ରା ଅନୁଷ୍ଠିତ ହୋଇଛି। ଖୋର୍ଦ୍ଧା ବୀର ମାଟି ଓ ମହାପ୍ରଭୁ ଙ୍କର ଲୀଳାକ୍ଷେତ୍ର ଖୋର୍ଦ୍ଧା ର ଜାଗୁଳାଇ ପାଟଣା ଶ୍ରୀ ଜଗନ୍ନାଥ ମନ୍ଦିର ଠାରୁ ଶ୍ରୀ ଜଗନ୍ନାଥ ମନ୍ଦିର ଚାରିଦୁଆର ଖୋଲିବାକୁ ଓ ରତ୍ନଭଣ୍ଡାର ସୁରକ୍ଷା ଦାବିରେ ଆରମ୍ଭ ହେଲା ଓ ସାରା ଜିଲ୍ଲା ରେ ଚାଲିବ ।

ପୁରୀ ଶ୍ରୀମନ୍ଦିର କୁ ପ୍ରବେଶ ଓ ମହାବାହୁ ଙ୍କ ଦର୍ଶନ ନିମନ୍ତେ ଭକ୍ତଙ୍କ ବସ୍ତ୍ର ଓ ପୋଷାକ ପରିଧାନ ର ନିୟମାବଳୀ ଲାଗୁ ହେଲା।
13/10/2023

ପୁରୀ ଶ୍ରୀମନ୍ଦିର କୁ ପ୍ରବେଶ ଓ ମହାବାହୁ ଙ୍କ ଦର୍ଶନ ନିମନ୍ତେ ଭକ୍ତଙ୍କ ବସ୍ତ୍ର ଓ ପୋଷାକ ପରିଧାନ ର ନିୟମାବଳୀ ଲାଗୁ ହେଲା।

ଚଳିତ ବିଶ୍ୱକପ କ୍ରିକେଟରେ ଗୁରୁବାର ଦକ୍ଷିଣ ଆଫ୍ରିକା ୧୩୪ ରନରେ ଶୋଚନୀୟ ଭାବେ ଅଷ୍ଟ୍ରେଲିଆକୁ ପରାସ୍ତ କରିଛି । ଅଷ୍ଟ୍ରେଲିଆ କ୍ରମାଗତ ୨ଟି ମ୍...
12/10/2023

ଚଳିତ ବିଶ୍ୱକପ କ୍ରିକେଟରେ ଗୁରୁବାର ଦକ୍ଷିଣ ଆଫ୍ରିକା ୧୩୪ ରନରେ ଶୋଚନୀୟ ଭାବେ ଅଷ୍ଟ୍ରେଲିଆକୁ ପରାସ୍ତ କରିଛି । ଅଷ୍ଟ୍ରେଲିଆ କ୍ରମାଗତ ୨ଟି ମ୍ୟାଚରେ ପରାଜିତ ହୋଇଥିବା ବେଳେ ଦକ୍ଷିଣ ୨ଟି ମ୍ୟାଚରେ ବିଜୟୀ ହୋଇଛି । ଭାରତ ବିପକ୍ଷରେ ଅଷ୍ଟ୍ରେଲିଆ ପରାଜିତ ହୋଇଥିଲା

12/10/2023

ଭାରତ ଆଫଗାନିସ୍ତାନ ମ୍ୟାଚ୍ ବେଳେ ଧୋନୀ ଫ୍ୟାନ ଓ ବିରାଟ କୋହଲି ଙ୍କ ଫ୍ୟାନ ଭିତରେ ହୋଇଗଲା ଝଗଡ଼ା

12/10/2023

ପୁଚୁକି ଗାଲି ଫେଶନ ବାଲି ଗୀତରେ ସିଦ୍ଧାନ୍ତାଙ୍କ ସହ ନାଚିଥିବା କଟକର ବୈରାଗୀଙ୍କୁ ଭେଟିଲେ ଅଭିନେତା ସିଦ୍ଧାନ୍ତ ମହାପାତ୍ର

ଆଜିର ବିଜୟ ସହ ଭାରତୀୟ ଦଳର କ୍ୟାପଟେନ ରୋହିତ ଶର୍ମା ଅନେକ ରେକର୍ଡ ସ୍ଥାପନ କରିଛନ୍ତି।ବିଶ୍ୱକପ୍ ରେ ସର୍ବାଧିକ ଶତକଅନ୍ତଃରାଷ୍ଟ୍ରୀୟ କ୍ରିକେଟ ...
11/10/2023

ଆଜିର ବିଜୟ ସହ ଭାରତୀୟ ଦଳର କ୍ୟାପଟେନ ରୋହିତ ଶର୍ମା ଅନେକ ରେକର୍ଡ ସ୍ଥାପନ କରିଛନ୍ତି।
ବିଶ୍ୱକପ୍ ରେ ସର୍ବାଧିକ ଶତକ
ଅନ୍ତଃରାଷ୍ଟ୍ରୀୟ କ୍ରିକେଟ ରେ ସର୍ବାଧିକ ଛକ୍କା।

ଆଫଗନିସ୍ତାନ ବିପକ୍ଷରେ ଭାରତ ଦ୍ଵିତୀୟ ଦମଦାର୍ ବିଜୟ ହାସଲ କରିବା ସହ ବିଶ୍ୱକପ୍ ରେ ଲଗାତାର ଦୁଇଟି ମ୍ୟାଚ୍ ରେ ଦୁଇଟି ବିଜୟ ହାସଲ କରିଛି।
11/10/2023

ଆଫଗନିସ୍ତାନ ବିପକ୍ଷରେ ଭାରତ ଦ୍ଵିତୀୟ ଦମଦାର୍ ବିଜୟ ହାସଲ କରିବା ସହ ବିଶ୍ୱକପ୍ ରେ ଲଗାତାର ଦୁଇଟି ମ୍ୟାଚ୍ ରେ ଦୁଇଟି ବିଜୟ ହାସଲ କରିଛି।

ଶ୍ରୀ ଜଗନ୍ନାଥ ମନ୍ଦିର ରେ ଭକ୍ତ ମୃତ୍ୟୁ ପ୍ରସଙ୍ଗରେ ଶ୍ରୀ ଜଗନ୍ନାଥ ସେନା ପକ୍ଷରୁ ଶ୍ରୀ ମନ୍ଦିର ମୁଖ୍ୟ ପ୍ରଶାସକଙ୍କ ନାମରେ ଏତଲା ।
11/10/2023

ଶ୍ରୀ ଜଗନ୍ନାଥ ମନ୍ଦିର ରେ ଭକ୍ତ ମୃତ୍ୟୁ ପ୍ରସଙ୍ଗରେ ଶ୍ରୀ ଜଗନ୍ନାଥ ସେନା ପକ୍ଷରୁ ଶ୍ରୀ ମନ୍ଦିର ମୁଖ୍ୟ ପ୍ରଶାସକଙ୍କ ନାମରେ ଏତଲା ।

ଶ୍ରୀଲଙ୍କା କୁ ୬ ୱିକେଟ୍ ରେ ହରାଇ ବିଶ୍ଵକପ ରେ ବିଜୟ ଅଭିଯାନ ଆରମ୍ଭ କଲା ପାକିସ୍ତାନ କ୍ରିକେଟ୍ ଟିମ୍
10/10/2023

ଶ୍ରୀଲଙ୍କା କୁ ୬ ୱିକେଟ୍ ରେ ହରାଇ ବିଶ୍ଵକପ ରେ ବିଜୟ ଅଭିଯାନ ଆରମ୍ଭ କଲା ପାକିସ୍ତାନ କ୍ରିକେଟ୍ ଟିମ୍

ଦିନ ଦ୍ବିପ୍ରହରେ ଏକାକୀ ଘରର ସ୍ଥାନକୁ ଟାର୍ଗେଟ କରୁଥିଲେ ଚୋର ଗ୍ୟାଙ୍ଗ୍। ଲୋକଙ୍କ ଘରେ ପ୍ରବେଶ କରି ଚତୁରତାର ସହ ଲ୍ୟାପଟପ୍, ମୋବାଇଲ୍ ଫୋନ୍, ...
10/10/2023

ଦିନ ଦ୍ବିପ୍ରହରେ ଏକାକୀ ଘରର ସ୍ଥାନକୁ ଟାର୍ଗେଟ କରୁଥିଲେ ଚୋର ଗ୍ୟାଙ୍ଗ୍। ଲୋକଙ୍କ ଘରେ ପ୍ରବେଶ କରି ଚତୁରତାର ସହ ଲ୍ୟାପଟପ୍, ମୋବାଇଲ୍ ଫୋନ୍, ଟ୍ୟାବ୍ ଏବଂ ସୁନା ଅଳଙ୍କାର ଚୋରି କରିବା ପରେ ଖସିଯାଉଥିଲେ। ଏହି ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି ଭରତପୁର ଥାନା ପୋଲିସ।

ବଲିଉଡର ପ୍ରସିଦ୍ଧ ଅଭିନେତ୍ରୀ ରେଖା ୭୦ ବର୍ଷରେ ପାଦ ଦେଇଛନ୍ତି । ସେ ଆଜି ତାଙ୍କ ଜନ୍ମଦିନକୁ ଧୁମ୍‌ଧାମ୍‌ରେ ପାଳନ କରିଛନ୍ତି । ସୋସିଆଲ ମିଡ଼ିଆ...
10/10/2023

ବଲିଉଡର ପ୍ରସିଦ୍ଧ ଅଭିନେତ୍ରୀ ରେଖା ୭୦ ବର୍ଷରେ ପାଦ ଦେଇଛନ୍ତି । ସେ ଆଜି ତାଙ୍କ ଜନ୍ମଦିନକୁ ଧୁମ୍‌ଧାମ୍‌ରେ ପାଳନ କରିଛନ୍ତି । ସୋସିଆଲ ମିଡ଼ିଆରେ ତାଙ୍କ ପ୍ରଶଂସକମାନେ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ।

ମହାପୁରୁଷ ଅଚ୍ୟୁତାନନ୍ଦ ଭଗବାନ ଙ୍କ ଆଜିର ଦର୍ଶନ
10/10/2023

ମହାପୁରୁଷ ଅଚ୍ୟୁତାନନ୍ଦ ଭଗବାନ ଙ୍କ ଆଜିର ଦର୍ଶନ

10/10/2023

ମାଆ ସମଲେଶ୍ୱରୀଙ୍କ ସନ୍ଧ୍ୟା ଆଳତୀ ଦର୍ଶନ

ଆପ୍ ବିଧାୟକଙ୍କ ଘରେ ଇଡି ରେଡ୍...ମନି ଲଣ୍ଡରିଂ ମାମଲାରେ ଆମ ଆଦମୀ ପାର୍ଟି ବିଧାୟକ। ଅମାନତୁଲ୍ଲା ଖାନଙ୍କ ଘରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଚ...
10/10/2023

ଆପ୍ ବିଧାୟକଙ୍କ ଘରେ ଇଡି ରେଡ୍...ମନି ଲଣ୍ଡରିଂ ମାମଲାରେ ଆମ ଆଦମୀ ପାର୍ଟି ବିଧାୟକ। ଅମାନତୁଲ୍ଲା ଖାନଙ୍କ ଘରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଚଢାଉ।ଅମାନାତୁଲ୍ଲା ଖାନ ଦିଲ୍ଲୀ ବିଧାନସଭାରେ ଓଖଲାରୁ ବିଧାୟକ ଅଛନ୍ତ।ତାଙ୍କ ବିରୋଧରେ ମନି ଲଣ୍ଡରିଂ ମାମଲାର ତଦନ୍ତ କରୁଛି ଇଡି।

ଚଳିତ ଦିନିକିଆ ବିଶ୍ୱକପ କ୍ରିକେଟରେ ଭାରତ ତାର ଦ୍ୱିତୀୟ ମୁକାବିଲାରେ ଆଫଗାନିସ୍ତାନକୁ ଭେଟିବ । ପ୍ରଥମ ମ୍ୟାଚରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଥି...
09/10/2023

ଚଳିତ ଦିନିକିଆ ବିଶ୍ୱକପ କ୍ରିକେଟରେ ଭାରତ ତାର ଦ୍ୱିତୀୟ ମୁକାବିଲାରେ ଆଫଗାନିସ୍ତାନକୁ ଭେଟିବ । ପ୍ରଥମ ମ୍ୟାଚରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିବାରୁ ଭାରତୀୟ ଟିମର ମନୋବଳ ଉଚ୍ଚରେ ରହିଛି

Address

GGP Colony, Friends Colony
Bhubaneswar
751025

Alerts

Be the first to know and let us send you an email when Odisha Buzz posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Odisha Buzz:

Videos

Share


Other News & Media Websites in Bhubaneswar

Show All