Disha News

Disha News Official Facebook Feed for Disha News "Odisha's Most Popular Electronics Media Digital News Channel"
(1)

Permanently closed.

Disha News established itself in an independent way and focus real time/ hot controversial/ social issues with a experience expertise views. We focused on every second of time to capture the truth and delivery it to our viewers. We work 24x7 in a different strategies and mechanism to produce genuine news through our website and digital/social media platform.

07/09/2023
28/05/2023
30/01/2023

ଏ ଜୀବନ ଓଡ଼ିଆ ଚଳଚ୍ଚିତ୍ର ର ଫାଷ୍ଟ ଲୁକ ଟିଜର ରିଲିଜ | Teaser Release ...
E Jiban

19/01/2023

https://youtu.be/ggRyzEP1Ito


ଆବାସ ଅଭିଯୋଗକାରୀ ଙ୍କୁ ନାଲି ଆଖି ଦେଖାଇଲେ ନୂଆଗାଁ ବିଡ଼ିଓ |
ଭିଡିଓ ସୁଟିଂ କରିବାରୁ ବିଡ଼ିଓ ଙ୍କ ର ଫାଟିଲା
ଭିଡିଓ ଭାଇରାଲ ପରେ ବିଭିନ୍ନ ମହଲ ରୁ ନିନ୍ଦା |

ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ର 22ଗୋଟି ପଞ୍ଚାୟତ ରେ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ରେ ଚାଲିଥିବା ଅନିୟମିତତା ବାବଦରେ ଅଭିଯୋଗ କରିବା ପାଇଁ ମଙ୍ଗଳବାର ଦିନ ଲୋକ ମାନେ ବିଡ଼ିଓ ଙ୍କ ଦ୍ୱାରସ୍ତ ହୋଇଥିଲେ | ହେଲେ ସାଧାରଣ ଲୋକ ଙ୍କ ଟିକସ ରେ ଦରମା ପାଉଥିବା ବିଡ଼ିଓ ନିଜର ହିତା ହିତ ଜ୍ଞାନ ଭୁଲି ଅଭିଯୋଗ ଶୁଣିବା ବଦଳ ରେ ରାଗି ଯାଇ ଅଭିଯୋଗକାରୀ ମାନଙ୍କୁ ନାଲି ଆଖି ଦେଖାଇ ଥିଲେ | ଯାହାର ଭିଡିଓ ଏବେ ସୋସିଆଲ ମିଡ଼ିଆ ରେ ଘୁରି ବୁଲୁଛି | ଏହାକୁ ନେଇ ବିଭିନ୍ନ ମହଲ ରେ ନିନ୍ଦା କରାଯାଇଛି |
ସୂଚନା ଅନୁସାରେ ନୂଆଗାଁ ବ୍ଲକ ରେ ଚାହାଳୀ, ଦୂରଦୁରା ଓ ଢେଙ୍କଣା ପଞ୍ଚାୟତ ରେ ବହୁ ମହିଳା, ପୁରୁଷ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ରେ ଅନିୟମିତତା ହୋଇଥିବା ନେଇ ଅଭିଯୋଗ କରିବାକୁ ନୂଆଗାଁ ବିଡ଼ିଓ ଙ୍କ ପ୍ରକୋଷ୍ଟ କୁ ଯାଇଥିଲେ | ତାଲିକା ରେ ନାଁ ରହିଥିବା ବେଳେ ପରବର୍ତୀ ସମୟ ରେ ନାଁ କିପରି କାଟୁଛି, ଅଯୋଗ୍ୟ ହିତାଧିକାରୀ କେମିତି ଘର ପାଉଛନ୍ତି ବୋଲି ଲୋକମାନେ ପ୍ରଶ୍ନ କରିଥିଲେ ଯଦି ଆମ କଥା ବୁଝା ନଯାଏ ତେବେ ଆମେ ରାସ୍ତା ରେ ବସିବୁ ବୋଲି ଅଭିଯୋଗକାରୀ କହିଥିଲେ | ହେଲେ ଅଭିଯୋଗ ଶୁଣିବା ପରେ ହଠାତ ବିଡ଼ିଓ ରାଗି ବଢ଼ି ଯାଇଥିଲା ଫଳରେ ଅଭିଯୋଗ କାରୀ ଙ୍କୁ ରାସ୍ତା ରେ ବସ ବୋଲି କହି ନାଲି ଆଖି ଦେଖାଇଥିଲେ ହେଲେ ବିଡ଼ିଓ ଙ୍କ ନାଲି ଆଖିକୁ ଖାତିର ନକରି ଅଭିଯୋଗ କାରୀ ମାନେ ସେମାନ ଙ୍କ ହକ ପାଇଁ ସ୍ୱର ଉଠାଇଥିଲେ | ଫଳ ରେ କିଛି ସମୟ ଧରି ବିଡ଼ିଓ ଙ୍କ ପ୍ରକୋଷ୍ଟ ପାଟି ତୁଣ୍ଡ ରେ ଫାଟି ପଡୁଥିଲା | ପରେ ଏସବୁ ଘଟଣା କୁ ମୋବାଇଲ ମାଧ୍ୟମ ରେ ଚିତ୍ର ଉତୋଳନ କରୁଥିବା ଦେଖି ତାଙ୍କ ହାତ ରୁ ମୋବାଇଲ ଛଡାଇ ନେବାକୁ ଚେଷ୍ଟା କରିଥିଲେ | ତେବେ ସବୁଠାରୁ ଆଶ୍ଚର୍ଯ୍ୟ ର କଥା ଅଭିଯୋଗକାରୀମାନେ ଅଭିଯୋଗ କରୁଥିବା ସମୟ ରେ ବିଡ଼ିଓ ଙ୍କ ପ୍ରକୋଷ୍ଟ ରେ କିଛି ସରପଞ୍ଚ ଉପସ୍ଥିତ ଥିଲେ ବି ଜନସାଧାରଣ ଙ୍କ ପାଇଁ ଜନପ୍ରତିନିଧି ମାନଙ୍କ ମଧ୍ୟରୁ କେହି ଜଣେ ବି ମୁଁହ ଖୋଳିନଥିଲେ କିନ୍ତୁ ପରବର୍ତୀ ସମୟ ରେ ଏସବୁ ଘଟଣା କୁ ନିନ୍ଦା କରିଥିଲେ | ଯଦି ଅଭିଯୋଗ ଶୁଣିଲେ ବିଡ଼ିଓ ଙ୍କ ରେ ଫାଟୁଛି ତେବେ ଡାକ ବାଜି ଯନ୍ତ୍ର ମାଧ୍ୟମ ରେ କଣ ପାଇଁ ଗାଁ ଗହଳି ରେ ପ୍ରଚାର ପ୍ରସାର କରାଯାଉଛି ବୋଲି ସାଧାରଣ ରେ ମତ ପ୍ରକାଶ ପାଇଛି ..? ଏନେଇ ବିଡ଼ିଓ ପ୍ରମୋଦ କୁମାର ନାୟକ କହିଛନ୍ତି ଅଫିସ ଗୃହ ରେ ଭିଡିଓ କରିବା ପାଇଁ ଉକ୍ତ ଯୁବକ ଙ୍କୁ ମନା କରୁଥିଲି ସେମିତି କିଛି ନୁହେଁ | ତେବେ ବିଡ଼ିଓ ଙ୍କ ଏଭଳି ସ୍ଵଭାଵ କୁ ବିଭିନ୍ନ ମହଲ ରେ ଦୃଢ ନିନ୍ଦା କରାଯାଉଛି |

ଅଙ୍ଗନବାଡି କର୍ମୀଙ୍କ ଆଠ ଦଫା ଦାବିପତ୍ର ପ୍ରଦାନ | .dishanewsodisha.com
17/12/2022

ଅଙ୍ଗନବାଡି କର୍ମୀଙ୍କ ଆଠ ଦଫା ଦାବିପତ୍ର ପ୍ରଦାନ |
.dishanewsodisha.com

REPORT – MUNNA DALEI ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଅନ୍ତର୍ଗତ ପୂଜରିଗୁଡା ଗ୍ରାମ ପଞ୍ଚାୟତର ସମସ୍ତ ୧୫ ଗୋଟି ଅଙ୍ଗନବାଡି କର୍ମୀ ...

ଧୂଳିରେ ଢାଙ୍କିହୋଉଛି ଇନ୍ଦ୍ରାବତୀ | .dishanewsodisha.com
17/12/2022

ଧୂଳିରେ ଢାଙ୍କିହୋଉଛି ଇନ୍ଦ୍ରାବତୀ |
.dishanewsodisha.com

REPORT – MUNNA DALEI ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଖାତିଗୁଡା ମୁଖ୍ୟ ରାସ୍ତାରେ ଧୂଳି ଯୋଗୁଁ ଜନସାଧାରଣ ଲୋକଙ୍କ ସହ ସ୍କୁଲ ଛାତ୍...

ଖୋଲୁନି ଧାନମଣ୍ଡି, ବଢୁଛି ଅଭାବୀ ବିକ୍ରି |     .dishanewsodisha.com
17/12/2022

ଖୋଲୁନି ଧାନମଣ୍ଡି, ବଢୁଛି ଅଭାବୀ ବିକ୍ରି |

.dishanewsodisha.com

REPORT -SUSANTA KUMAR DAKUA ଖୋଲୁନି ମଣ୍ଡି,ଶାଗ ମାଛ ଦରରେ ବିକୁଛି ଚାଷୀ , ମାଲେମାଲ ଦଲାର, ଚାଷୀ ହତାଶ l ନୟାଗଡ ଜ଼ିଲ୍ଲା ରଣପୁର ବ୍ଲକରେ ଚଳିତ ବର୍ଷ 19ହ.....

15/11/2022

ବାପୁ ଓଝାଙ୍କ ନିର୍ଦେଶନା ରେ ମଞ୍ଚରେ ଜଗବନ୍ଧୁ ପଣ୍ଡାଙ୍କ ଅଭିନୟ ନାଟକ "ଅଦୃଶ୍ୟ ଜଗନ୍ନାଥ" । Jagabandhu Panda | Bapu Ojha || DISHA NEWS ODISHA

10/11/2022

ଇତିହାସ ରଚିଲେ ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ | ବଡ଼ଦାଣ୍ଡରେ ଚାଲିଚାଲି ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରି ବିଶ୍ୱ ମଙ୍ଗଳ ର କାମନା କଲେ |...


06/11/2022

ଶାସକ ଦଳ ର ଅହଙ୍କାର ର ଏ ବିଜୟ - ବିଜେପି । ଧାମନଗର ନିର୍ବାଚନ ରେ ବିଜେଡି କୁ ଧୂଳି ଚଟାଇଲା ବିଜେପି । ଜିତିଲେ ସୂର୍ଯ୍ୟବଂଶୀ ସୁରଜ ।
-election

10/10/2022

ଭୈରବୀ ଦେବୀଙ୍କ ପୀଠରେ ପାଇକମାନଙ୍କ ପୂଜାର୍ଚ୍ଚନା ଓ ବିଭିନ୍ନ କାର୍ଯ୍ୟକ୍ରମ ।
ଦଶପଲ୍ଲା ବ୍ଳକ ଅନ୍ତର୍ଗତ ମଧ୍ୟଖଣ୍ଡ ମହାନ୍ତିପଲ୍ଲି ଗ୍ରାମରେ ନ ଆଖଡା, ନ୍ରୁତ୍ୟ |

07/10/2022

ଦଶହରା ବଳଦ ଯାତ୍ରା | ଶାରଦୀୟ ଦୁର୍ଗାପୂଜା ବିଜୟା ଦଶମୀ ଅବସରରେ ନିଆରା ବଳଦ ଶୋଭାଯାତ୍ରା କେନ୍ଦୁଝର ଜିଲ୍ଲା କେଶଦୁରାପାଳ ଗ୍ରାମରେ ଅନୁଷ୍ଟିତ ହୋଇଯାଇଛି ।
#ଦଶହରା

06/10/2022

ଈଶ୍ୱର ପ୍ରଦତ୍ତ ବେଦ ବିଦ୍ୟା ପ୍ରଚାର ପ୍ରସାରରେ ରେ ଜୀବନ ସମର୍ପିତ |



06/10/2022

କୋୖଣସି ଯୁଗର ପ୍ରଭାବ ମନୁଷ୍ୟ ଉପରେ ପଡେନାହିଁ ଯଥା ସତ୍ୟ, ତ୍ରେତୟା, ଦ୍ୱାପର ଏବଂ କଳି | ସବୁ ଯୁଗ ସମାନ , ଜାଣିବା ପାଇଁ ନାମ ଅଲଗା ଅଲଗା ମାତ୍ର ଦିଆଯାଇଛି | ମନୁଷ୍ୟ କର୍ମ କରିବାରେ ସ୍ୱତନ୍ତ୍ର |


06/10/2022

ବେଦ ମୂଳ ସନାତନ ,ବୈଦିକ ଧର୍ମ ହିଁ ସନାତନ ଧର୍ମର ମୂଳ ଧର୍ମ |

02/10/2022

ବାବୁଙ୍କ ନା ହେଉଛି ଜଗନ୍ନାଥ ସେଠୀ , ଧମକ ଦେବାରେ ବାବୁ ଜଣଙ୍କ ବାଲିଆ ପାଳ ବ୍ଲକ୍ ଏରିଆରେ ଏକ ନମ୍ବର୍ ।

01/10/2022

ତିହିଡିରେ ବିରୋଧୀ ଦଳ ଉପନେତା ସ୍ବର୍ଗତ ବିଷ୍ଟୁ ସେଠୀଙ୍କ ଶ୍ରର୍ଦ୍ଧାଞ୍ଜଳୀ ସଭା,ଯୋଗଦେଲେ ବିଜେପି ରାଷ୍ଟ୍ରିୟ ଅଧ୍ୟକ୍ଷ ଜେପି ନଡ୍ଙା |

01/10/2022

ପ୍ରାଥମିକି ସ୍ୱାସ୍ଥ୍ୟ କେନ୍ଦ୍ର ଲଙ୍ଗଳେଶ୍ୱର ରେ କରନା ଟୀକା ଦିଆ ଯାଉଥିବା ଷ୍ଟାପ ଜଗନ୍ନଥ ସେଠି ହଠାତ ଝାମ୍ପି ଉଠିଥିଲେ ଏବଂ ଭିଡ଼ିଓ ଉତଳନ କରୁଥିବା ମୋବାଇଲ୍ କୁ ଛଡାଇ ନେଇଯାଇ, ଆପଣ କିଏ ବୋଲି ପ୍ରଶ୍ନ କରିଥିଲେ । ବାବୁଙ୍କ ନା ହେଉଛି ଜଗନ୍ନାଥ ସେଠୀ, ବାବୁଙ୍କ ଶିକ୍ଷାଗତ ଯୋଗ୍ୟତା କେତେ ତାହା ଆମେ ଜାଣିନୁ କିନ୍ତୁ ଏହି ବ୍ୟବହାରକୁ ଦେଖିଲେ ଯାହା ଅନୁମାନ କରାଯାଉଛି ବାବୁ ନିଶ୍ଚୟ ଧୂଆଁ ଧର କଲେଜରେ ପାଠ ପଢି ଆସିଛନ୍ତି । କାହିକିନା ବାବୁଙ୍କ କଥା ଭେରି ସ୍ମାର୍ଟ ଏବଂ କାମବି ମଧ୍ୟ ଭେରି ସ୍ମାର୍ଟ | ଧମକ ଦେବାରେ ବାବୁ ଜଣଙ୍କ ବାଲିଆ ପାଳ ବ୍ଲକ୍ ଏରିଆରେ ଏକ ନମ୍ବର୍ ।

ଟି-୨୦ ବିଶ୍ୱକପ୍ ୨୦୨୨: ପୁରସ୍କାର ରାଶି ଘୋଷଣା କଲା ICC
30/09/2022

ଟି-୨୦ ବିଶ୍ୱକପ୍ ୨୦୨୨: ପୁରସ୍କାର ରାଶି ଘୋଷଣା କଲା ICC

ମେଲବର୍ଣ୍ଣ, ୩୦/୦୯: ଅକ୍ଟୋବର ୧୬ରେ ଆରମ୍ଭ ହେବାକୁ ଥିବା ଟି-୨୦ ବିଶ୍ୱକପ ପୂର୍ବରୁ ଆଇସିସି ପକ୍ଷରୁ ପୁରସ୍କାର ରାଶି ଘୋଷଣା କରାଯାଇଛ.....

ନାମାଙ୍କନ ଦାଖଲ କରିଲେ ମଲ୍ଲିକାର୍ଜୁନ ଖଡ଼ଗେ
30/09/2022

ନାମାଙ୍କନ ଦାଖଲ କରିଲେ ମଲ୍ଲିକାର୍ଜୁନ ଖଡ଼ଗେ

ନୂଆଦିଲ୍ଲୀ, ୩୦/୦୯: ଶୁକ୍ରବାର, କଂଗ୍ରେସର ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖଡ଼ଗେ ଦଳର ସଭାପତି ପଦ ପାଇଁ ନାମାଙ୍କନପତ୍ର ଦାଖଲ କରିଛନ୍ତି...

ସୁପ୍ରିମକୋର୍ଟ: ସେଣ୍ଟ୍ରାଲ ଭିସ୍ତାରେ ସିଂହର ମୁହଁ ଖୋଲା ରହିବ
30/09/2022

ସୁପ୍ରିମକୋର୍ଟ: ସେଣ୍ଟ୍ରାଲ ଭିସ୍ତାରେ ସିଂହର ମୁହଁ ଖୋଲା ରହିବ

ନୂଆଦିଲ୍ଲୀ,୩୦/୦୯: ସେଣ୍ଟ୍ରାଲ ଭିସ୍ତା ଅର୍ଥାତ୍ ନୂତନ ସଂସଦ ଗୃହରେ ଖୋଲା ମୁହଁ ଲଗାଯାଇଥିବା ସିଂହର ଜାତୀୟ ପ୍ରତୀକ ପ୍ରସଙ୍ଗରେ ସୁପ....

ଭାରତର ଦ୍ୱିତୀୟ ସିଡିଏସ୍‌ ଭାବେ ଦାୟିତ୍ୱ ଗ୍ରହଣ କଲେ ଲେଫ୍ଟନାଣ୍ଟ ଜେନେରାଲ ଅନୀଲ ଚୌହାନ
30/09/2022

ଭାରତର ଦ୍ୱିତୀୟ ସିଡିଏସ୍‌ ଭାବେ ଦାୟିତ୍ୱ ଗ୍ରହଣ କଲେ ଲେଫ୍ଟନାଣ୍ଟ ଜେନେରାଲ ଅନୀଲ ଚୌହାନ

ନୂଆଦିଲ୍ଲୀ, ୩୦/୦୯: ଜେନେରାଲ ବିପିନ ରାୱତଙ୍କ ଦେହାନ୍ତ ପରେ ଭାରତର ଦ୍ୱିତୀୟ ସିଡିଏସ୍‌ ଭାବେ ଶୁକ୍ରବାର ଦାୟିତ୍ୱ ଗ୍ରହଣ କରିଛନ୍ତି ...

ବନ୍ଦେ ଭାରତ ଏକ୍ସପ୍ରେସ୍ ଟ୍ରେନ୍‌ର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦୀ
30/09/2022

ବନ୍ଦେ ଭାରତ ଏକ୍ସପ୍ରେସ୍ ଟ୍ରେନ୍‌ର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ, ୩୦/୦୯: ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗାନ୍ଧିନଗର ଏବଂ ମୁମ୍ବାଇ ମଧ୍ୟରେ ଚାଲୁଥିବା ବନ୍ଦେ ଭାରତ ଏକ୍ସପ୍.....

୫୦ ବେସିସ୍ ପଏଣ୍ଟ ବୃଦ୍ଧି ପାଇଲା ରେପୋ ରେଟ୍
30/09/2022

୫୦ ବେସିସ୍ ପଏଣ୍ଟ ବୃଦ୍ଧି ପାଇଲା ରେପୋ ରେଟ୍

ନୂଆଦିଲ୍ଲୀ, ୩୦/୦୯: କ୍ରମାଗତ ଭାବେ ବୃଦ୍ଧି ପାଉଥିବା ମୁଦ୍ରାସ୍ଫୀତି ଯୋଗୁଁ ଶୁକ୍ରବାର ରିଜର୍ଭ ବ୍ୟାଙ୍କ ରେପୋ ରେଟ୍ (ଆରବିଆଇ ରେପୋ .....

ଏଥର ଫିକା ପଡିପାରେ ପାର୍ବଣର ମଜା
30/09/2022

ଏଥର ଫିକା ପଡିପାରେ ପାର୍ବଣର ମଜା

ଭୁବନେଶ୍ୱର, ୩୦/୦୯: ଚଳିତ ବର୍ଷ ଦୁର୍ଗା ପୂଜା ପାଇଁ ଚଳଚଞ୍ଚଳ ଗାଁ ଠାରୁ ପଲ୍ଲୀ । ଗତ ଦୁଇ ବର୍ଷ କରୋନା କଟକଣା ପାଇଁ ଲୋକମାନେ ପୂଜାର ମଜ....

29/09/2022

ବନ୍ୟ ବିଭାଗର ଅବହେଳା ଓ ଅପାରଗତା ଯୋଗୁଁ ଜନବସତି ମୁହାଁ ଜଙ୍ଗଲୀ ହାତୀ

29/09/2022

ଚାକିରୀ ଲୋଭ ଦେଖାଇ ମହିଳାମାନଙ୍କ ଠାରୁ ଟଙ୍କା ହଡ଼ପ

29/09/2022

ସେଣ୍ଟର ଫର୍ କାଟାଲାଇଜିଂ ଚେଞ୍ଜ ପକ୍ଷରୁ ବ୍ଲକ୍ ସ୍ତରୀୟ ଶିଶୁ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ

29/09/2022

ମାନସିକ ବିକୃତ ସ୍ୱାମୀ ନିଖୋଜ, ଦୁଇ ପିଲାଙ୍କୁ ଧରି ଦୁଃଖରେ ଦିନ କାଟୁଛନ୍ତି ସ୍ତ୍ରୀ

ପାରମ୍ପରିକ ନୃତ୍ୟର ମଜା ଉଠାଇଲେ ନୀରଜ ଚୋପ୍ରା
29/09/2022

ପାରମ୍ପରିକ ନୃତ୍ୟର ମଜା ଉଠାଇଲେ ନୀରଜ ଚୋପ୍ରା

ନୂଆଦିଲ୍ଲୀ, ୨୯/୦୯: ଚାଲିଛି ପାର୍ବଣର ମାହୋଲ । ନବରାତ୍ରୀ ଓ ଦୁର୍ଗା ପୂଜା ପାଇଁ ସମସ୍ତେ ଉତ୍ସାହିତ । ବର୍ତ୍ତମାନ ଅଲମ୍ପିକ୍ ଗେମ୍ସର.....

କଂଗ୍ରେସ ଅଧ୍ୟକ୍ଷ ପଦ ରେସରୁ ଓହରିଲେ ଅଶୋକ ଗେହଲୋଟ୍‌
29/09/2022

କଂଗ୍ରେସ ଅଧ୍ୟକ୍ଷ ପଦ ରେସରୁ ଓହରିଲେ ଅଶୋକ ଗେହଲୋଟ୍‌

ନୂଆଦିଲ୍ଲୀ, ୨୯/୦୯: ରାଜସ୍ଥାନରେ ବଢ଼ୁଥିବା ରାଜନୈତିକ ଅସ୍ଥିରତା ମଧ୍ୟରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ୍ ଏକ ବଡ଼ ନିଷ୍ପତ୍ତି ନେଇଛନ୍.....

ଚାକିରୀର ଲୋଭ ଦେଖାଇ ମହିଳାମାନଙ୍କ ଠାରୁ ଟଙ୍କା ହଡପ !
29/09/2022

ଚାକିରୀର ଲୋଭ ଦେଖାଇ ମହିଳାମାନଙ୍କ ଠାରୁ ଟଙ୍କା ହଡପ !

ବାଲେଶ୍ୱର, ୨୯/୦୯: ଚିଟଫଣ୍ଡର ଶିକାର ହୋଇ ଟଙ୍କା ହରେଇଥିବା ଓଡ଼ିଶାର ବହୁ ଗରିବ ଏଯାଏଁ ତାଙ୍କର ଅର୍ଥ ଫେରି ପାଇନଥିବା ବେଳେ,ଏବେବି ବିଭ....

ସରସ୍ୱତୀ ଶିଶୁବିଦ୍ୟା ମନ୍ଦିରର ‘ରଜତ ଜୟନ୍ତୀ ଉତ୍ସବ’ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ
29/09/2022

ସରସ୍ୱତୀ ଶିଶୁବିଦ୍ୟା ମନ୍ଦିରର ‘ରଜତ ଜୟନ୍ତୀ ଉତ୍ସବ’ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଯୋଡ଼ା, ୨୯/୦୯: ଚଳିତ ବର୍ଷ ସରସ୍ୱତୀ ଶିଶୁବିଦ୍ୟା ମନ୍ଦିର ଝାଡଙ୍ଗା, ଭଦ୍ରାସାହିର ‘ରଜତ ଜୟନ୍ତୀ ଉତ୍ସବ’ ପାଇଁ ପ୍ରସ୍ତୁତି ବୈଠକ ବିଦ୍.....

କୋଡ୍ ନେମ୍‌: ତିରଙ୍ଗା’ର ଟ୍ରେଲର ରିଲିଜ୍‌
28/09/2022

କୋଡ୍ ନେମ୍‌: ତିରଙ୍ଗା’ର ଟ୍ରେଲର ରିଲିଜ୍‌

ମୁମ୍ବାଇ, ୨୮/୦୯: ପାରିନୀତି ଚୋପ୍ରାଙ୍କ ଆଗାମୀ ଆକ୍ସନ୍ ଫିଲ୍ମ ‘କୋଡ୍ ନେମ୍‌: ତିରଙ୍ଗା’ର ଟ୍ରେଲର ରିଲିଜ୍ ହୋଇଯାଇଛି । ରିଭୁ ଦାସଗୁ.....

୪%କୁ ବୃଦ୍ଧି ହେଲା କେନ୍ଦ୍ରୀୟ କର୍ମଚାରୀଙ୍କ DA
28/09/2022

୪%କୁ ବୃଦ୍ଧି ହେଲା କେନ୍ଦ୍ରୀୟ କର୍ମଚାରୀଙ୍କ DA

ନୂଆଦିଲ୍ଲୀ, ୨୮/୦୯: ନବରାତ୍ରୀ ଅବସରରେ କେନ୍ଦ୍ରୀୟ କର୍ମଚାରୀମାନଙ୍କ ପାଇଁ ଖୁସି ଖବର । କେନ୍ଦ୍ରୀୟ କର୍ମଚାରୀ, ପେନସନଭୋଗୀଙ୍କ ପାଇ....

ଯୋଗୀ ଆଦିତ୍ୟନାଥଙ୍କ ଦ୍ୱାରା ‘ଲତା ଚୌକ୍’ ଉଦ୍‌ଘାଟିତ
28/09/2022

ଯୋଗୀ ଆଦିତ୍ୟନାଥଙ୍କ ଦ୍ୱାରା ‘ଲତା ଚୌକ୍’ ଉଦ୍‌ଘାଟିତ

ଉତ୍ତରପ୍ରଦେଶ, ୨୮/୦୯: ଆଜି ହେଉଛି ସୁର ସାମରାଜ୍ଞୀ ଲତା ମଙ୍ଗେସକରଙ୍କ ୯୩ତମ ଜୟନ୍ତୀ । ଏହି ଅବସରରେ ତାଙ୍କ ସ୍ମୃତିରେ ଉତ୍ତରପ୍ରଦେଶର...

୮ ଲେନ୍‌ରେ ପରିଣତ ହେବ ଚଣ୍ଡିଖୋଲ-ପାରାଦୀପ ଜାତୀୟ ରାଜପଥ !
28/09/2022

୮ ଲେନ୍‌ରେ ପରିଣତ ହେବ ଚଣ୍ଡିଖୋଲ-ପାରାଦୀପ ଜାତୀୟ ରାଜପଥ !

ଭୁବନେଶ୍ୱର, ୨୮/୦୯: ‘ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ପୂର୍ବୋଦୟ’ ଯୋଜନାରେ ୬ ଲେନ୍ ବିଶିଷ୍ଟ ଚଣ୍ଡିଖୋଲ-ପାରାଦୀପ ଜାତୀୟ ରା.....

ଆଜିଠୁ ଏଲଆରପି ଆସେସମେଣ୍ଟ, ଠିକ୍ ସମୟରେ ପହଞ୍ଚିିପାରିନଥିଲା ପ୍ରଶ୍ନପତ୍ର
28/09/2022

ଆଜିଠୁ ଏଲଆରପି ଆସେସମେଣ୍ଟ, ଠିକ୍ ସମୟରେ ପହଞ୍ଚିିପାରିନଥିଲା ପ୍ରଶ୍ନପତ୍ର

ଦଶପଲ୍ଲା,୨୮/୦୯: ଆଜିଠାରୁ ଦଶପଲ୍ଲା ବ୍ଲକର ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଗୁଡିକରେ ୩ୟ ଶ୍ରେଣୀ ଠାରୁ ନବମ ଶ୍ରେଣୀ ପର୍ଯ୍ୟନ...

ସାଉଦି ଆରବର ନୂତନ ପ୍ରଧାନମନ୍ତ୍ରୀ ହେଲେ କ୍ରାଉନ୍ ପ୍ରିନ୍ସ ମହମ୍ମଦ ବିନ୍ ସଲମାନ
28/09/2022

ସାଉଦି ଆରବର ନୂତନ ପ୍ରଧାନମନ୍ତ୍ରୀ ହେଲେ କ୍ରାଉନ୍ ପ୍ରିନ୍ସ ମହମ୍ମଦ ବିନ୍ ସଲମାନ

ରିୟାଦ, ୨୮/୦୯: ସାଉଦି ଆରବର କ୍ରାଉନ୍ ପ୍ରିନ୍ସ ମହମ୍ମଦ ବିନ୍ ସଲମାନଙ୍କୁ ଦେଶର ନୂତନ ପ୍ରଧାନମନ୍ତ୍ରୀ ଭାବରେ ନିଯୁକ୍ତ କରାଯାଇଛି । .....

ଅକ୍ଟୋବର ୭ ପର୍ଯ୍ୟନ୍ତ ଚାଲିବ ଅନ୍‌ଲାଇନ୍ ବୁକିଂ ପ୍ରକ୍ରିୟା
28/09/2022

ଅକ୍ଟୋବର ୭ ପର୍ଯ୍ୟନ୍ତ ଚାଲିବ ଅନ୍‌ଲାଇନ୍ ବୁକିଂ ପ୍ରକ୍ରିୟା

କଟକ, ୨୮/୦୯: କରୋନା କଟକଣାର ଦୁଇ ବର୍ଷ ପରେ ଆରମ୍ଭ ହେବାକୁ ଯାଉଛି କଟକର ଐତିହାସିକ ବାଲିଯାତ୍ରା । ଏଥିପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତ....

Address

Bhubaneswar

Website

Alerts

Be the first to know and let us send you an email when Disha News posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Disha News:

Videos

Share


Other Media/News Companies in Bhubaneswar

Show All