Argus Digital

Argus Digital Argus Digital is another initiative by Argus News to cater best Digital and informative content
(2)

ବିଶ୍ବକପ୍ ଜିତିଲେ ଦଳ କଣ ପାଇବେ  ?
19/11/2023

ବିଶ୍ବକପ୍ ଜିତିଲେ ଦଳ କଣ ପାଇବେ ?

ଏଥର ବିଶ୍ବକପ୍ ଆମର !
19/11/2023

ଏଥର ବିଶ୍ବକପ୍ ଆମର !

18/11/2023

୍ରତିଶତ_ଭୋଟ_ଓଡ଼ିଶାରେ_ବିଜେପି_ସରକାର_ଗଢ଼ିବ
ଦେଶ ଓ ରାଜ୍ୟରେ ଗତ ୨ ଥର ନିର୍ବାଚନରେ ବିଜେପିର ଭୋଟ ହାର ଆଶାଠାରୁ ଅଧିକ ବୃଦ୍ଧି ଘଟିଛି । ଆଉ ପାଖାପାଖି ୧୦ ପ୍ରତିଶତ ଭୋଟ ବଢିଲେ ରାଜ୍ୟରେ ନୂଆ ସରକାର ଆସିବା ଥୟ। ତେବେ ୨୦୨୪ ରେ ଯଦି ପୁଣି ଥରେ ଅରେଞ୍ଜ ଆର୍ମି ଫୁଲ ଜୋଶରେ ଲାଗିଯିବ ଓଡ଼ିଶାରେ ପଦ୍ମ ଫୁଟିବ ।

18/11/2023

#ଓଡିଶା_ସଂସ୍କୃତି_ଓ_ଜଗନ୍ନାଥଙ୍କ_ପ୍ରତି_ଧର୍ମେନ୍ଦ୍ରଙ୍କ_ଭଲପାଇବା
ରତ୍ନ ଭଣ୍ଡାର ନ ଖୋଲି ଚାରା ନାହିଁ ବୋଲି କହି ରାଜ୍ୟର ବିଜେଡି ସରକାରକୁ ଟାର୍ଗେଟ କରିଛନ୍ତି ଧର୍ମେନ୍ଦ୍ର , ୧୦୦୦ ବର୍ଷର ସଭ୍ୟତା ,ସଂସ୍କୃତି ଓଡ଼ିଆ ଜାତିର ଇତିହାସ ସହ ଏ ମନ୍ଦିର ଜଡିତ ରତ୍ନ ଭଣ୍ଡାର ମରମତୀ ହେବା ଦରକାର ।

18/11/2023

#ଓଡିଶାରେ_କଂଗ୍ରେସର_ସ୍ଥିତି_ଥାଇ_ଯାହା_ନଥିଲା_ଭଳି
ବିଗତ ପାଞ୍ଚଟି ନିର୍ବାଚନ ଦେଖିଲେ କଂଗ୍ରେସର ଭୋଟ ହାର କମି କମି ଯାଉଛି । ତେବେ ଆସୁଥିବା ନିର୍ବାଚନରେ କଂଗ୍ରେସ କେଉଁ ରଣନୀତି ଆପଣେଇବ ତାହା ଜଣାପଡିବ ।

18/11/2023

#ସ୍ୱାସ୍ଥ୍ୟସେବା_ଯୋଗାଇବାରେ_ବିଫଳ_ରାଜ୍ୟ_ସରକାର
ଗରିବ ଲୋକ ମାନଙ୍କୁ ମାଗଣାରେ ଚିକିତ୍ସାସେବା ଯୋଗାଇ ଦେବାପାଇଁ ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଗ୍ରାଉଣ୍ଡ ଜ଼ିରୋରେ କିନ୍ତୁ ସ୍ଥିତି ସମ୍ପୂର୍ଣ ଭିନ୍ନ l ଯାହା ସରକାରଙ୍କ ବିକାଶକୁ ପଦାରେ ପକାଉଛି।

18/11/2023

#ମୁଖ୍ୟମନ୍ତ୍ରୀଙ୍କୁ_ମିଛୁଆ_ବନାଇଦେଲେ_ସୁଦାମ !
କ୍ୟାବିନେଟ୍‌ରେ ମୋହର ବାଜିଲା । ୪୮ ଘଂଟା ପରେ ୟୁ-ଟର୍ଣ୍ଣ ନେଲେ ସରକାର । ଏମିତିକି ସୁଦାମ କହିଲେ...

18/11/2023

#ଖେଳନା_ଘୋଡ଼ାରେ_ବସି_କନ୍ୟା_ଘରକୁ_ଆସିଲା_ବର
ଜଣେ ବର ଖେଳନା ଘୋଡ଼ାରେ ବସି ସାଙ୍ଗରେ ବରଯାତ୍ରୀ ଧରି କନ୍ୟା ଘରକୁ ଆସୁଛନ୍ତି । ଏହି ବର ଜଣକ ଜଣେ ଶିଖ୍ ବ୍ୟକ୍ତି ଏବଂ ତାଙ୍କ ସହିତ ଆସିଥିବା ବରଯାତ୍ରୀ ମଧ୍ୟ ଶିଖ୍ ସମ୍ପ୍ରଦାୟର ।

18/11/2023

#ଭାରତୀୟ_ଷ୍ଟେଟ୍_ବ୍ୟାଙ୍କ୍‌ରେ_ପ୍ରକାଶ_ପାଇଲା_ବିଜ୍ଞପ୍ତି
ଶହେ କି ହଜାରେ ନୁହେଁ ବରଂ ୮୦୦୦ ରୁ ଅଧିକ ପଦବୀ ପୂରଣ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି । ୧୭ନଭେମ୍ବର ୨୦୨୩ ରୁ SBI କ୍ଲର୍କ ପୋଷ୍ଟ ପାଇଁ ଅନଲାଇନ୍ ଆବେଦନ ଆରମ୍ଭ ହୋଇଯାଇଛି ।

18/11/2023

#ଦୁଃଖୀ_ରଙ୍କୀଙ୍କ_ପାଇଁ_ସବୁବେଳେ_ହାଜିର_ଧର୍ମେନ୍ଦ୍ର
ଦୁଃଖି, ରଙ୍କିଙ୍କ ପାଇଁ ସଦାସର୍ବଦା ଧର୍ମେନ୍ଦ୍ର । ଅସାହାୟଙ୍କୁ ସହାୟତା କରିବା ପାଇଁ ସବୁବେଳେ ଦେଖାନ୍ତି ତତ୍ପରତା ।ପ୍ରତିଟି ଓଡ଼ିଆ କେମିତି ଭଲରେ ରହିବେ ସେନେଇ କରନ୍ତି ଚିନ୍ତା । ଯାହାର ଜ୍ଵଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଶ୍ରୀକ୍ଷେତ୍ରରେ ।

18/11/2023

#ପାଦ_ନଧରିଲେ_ପଦ_ମିଳିବନି !
ଶଙ୍ଖ ଦଳରେ ଏବେ ତାମିଲ ଶାସନ । ପଦ ଲାଗି ପାଦ ଧରିବାକୁ ପଛାଉନାହାନ୍ତି ଲୋକେ । ଏତେ ପାଠସାଠ ପଢି ବି ବାବୁଙ୍କ ଶରଣରେ ପଶିଲେ ସସ୍ମିତ ପାତ୍ର

18/11/2023

#ଉଠା_ଦୋକାନୀଙ୍କୁ_ମିଳିବ_୫୦_ହଜାର_ଟଙ୍କାର_ଋଣ
ଆଉ ହଇରାଣ ହେବେନି ରାସ୍ତା କଡର ଦୋକାନୀ। ଏଣିକି ବେପାରୀ ଭାଇ ମାନେ ବିନା କିଛି ବନ୍ଧା ଲଗାଇ ୫୦ ହଜାର ପର୍ଯ୍ୟନ୍ତ ଋଣ ପାଇବେ।

18/11/2023

୍ଷ_ହେଲାଣି_ଖାଁ_ଖାଁ_ଏହି_ଗାଁ !
ଦେଖନ୍ତୁ ଏ ଦୃଶ୍ୟକୁ...ଚାଳ ଅଛି...କାନ୍ଥ ଅଛି ...ନଇରେ ନା ଅଛି, ହେଲେ ଲୋକ ନାହାନ୍ତି । ଇଏ ଆଜି କି କାଲିର ଦୃଶ୍ୟ ନୁହେଁ ବରଂ 20 ବର୍ଷ ହେଲାଣି ଏମିତି ଚିତ୍ର ଦେଖିବାକୁ ମିଳୁଛି ।

18/11/2023

#ଓଡ଼ିଶାର_ଛାତ୍ରଛାତ୍ରୀଙ୍କ_ଭବିଷ୍ୟତ_ଅନ୍ଧାର_ଘେରରେ !
ପିଏମ୍‌ଶ୍ରୀ ସ୍କୁଲ ଯୋଜନା ରାଜ୍ୟରେ ଲାଗୁ କରିବାକୁ କହିଲେ ସୋନାଲି ସାହୁ | କେବଳ ସ୍କୁଲ ଘରେ ରଙ୍ଗ ମାରିଦେଲେ ହେବନି, ଶିକ୍ଷାର ଉନ୍ନତି ପାଇଁ ଯୋଜନା ସବୁକୁ କାର୍ଯ୍ୟକାରୀ କରିବାକୁ ପଡିବ | ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଅନ୍ଧାରକୁ ଠେଲି ଦେଇଛନ୍ତି ରାଜ୍ୟ ସରକାର |

Union Home Minister Amit Shah waves to the supporters during a roadshow for the Rajasthan Assembly elections in Ajmer.  ...
18/11/2023

Union Home Minister Amit Shah waves to the supporters during a roadshow for the Rajasthan Assembly elections in Ajmer.

17/11/2023

#୨୪ରେ_ଧର୍ମେନ୍ଦ୍ର_ବିଜେଡ଼ି_ପାଇଁ_କାଳ !
ଆଗାମୀ ଡ଼ିସେମ୍ବରରେ ଆସିବାକୁ ଥିବା ୫ ରାଜ୍ୟର ନିର୍ବାଚନ ଫଳାଫଳ ରାଜ୍ୟ ବିଜେପି ଅପେକ୍ଷା ବିଜେଡି ପାଇଁ ବହୁତ ଗୁରୁତୁ ପୂର୍ଣ୍ଣ | ଯଦି ଛତିଶଗଡରେ ବିଜେପି ସରକାର କରେ ତେବେ ତାର ସିଧା ପ୍ରଭାବ ଓଡିଶା ଉପରେ ପଡିବ |

17/11/2023

#ରାସ୍ତା_ନାହିଁ_ପାର୍କ_ଉଦଘାଟନ_କରିବାକୁ_କେମିତି_ଆସିଛନ୍ତି ?
ରାଜ୍ୟ ସରକାରଙ୍କ ଯୋଜନା ମାଳ ମାଳ । କୋଟି କୋଟି ଟଙ୍କାର ପ୍ରକଳ୍ପ ଘୋଷଣା ହେଉଛି । ଯୋଜନାର ପ୍ରଚାର ପ୍ରସାର ହେଉଛି । ହେଲେ ଏବେ ବି ମୌଳିକ ସୁବିଧା ପାଇଁ ଜୁଝି ହେଉଛନ୍ତି ରାମବାସୀ |

17/11/2023

#ବିଜେଡ଼ିର_ଗୋଟିଏ_ଲକ୍ଷ୍ୟ
#ପିଲା_ମୁର୍ଖ_ହେବେ_ତାମିଲନାଡୁକୁ_ଦାଦନ_ଯିବେ !
ଓଡ଼ିଆ ପିଲା ଯେତେ ମୁର୍ଖ ହେବେ ନବୀନ ବାବୁ ସେତେ ଖୁସି ହେବେ । ଜାଣିଶୁଣି କେନ୍ଦ୍ରର ପିଏମ ଶ୍ରୀ ଯୋଜନା ଲାଗୁ କରୁନାହାନ୍ତି ନବୀନ ସରକାର । କାଳେ ଧରାପଡିଯିବ 5-Tର ସତ !

17/11/2023

ାଇଁ_ତାମିଲ_ବାବୁଙ୍କ_ପାଦ_ଧରିଲେ_ସଂଜୟ !
ସାମାନ୍ୟ ପର୍ଯ୍ୟବେକ୍ଷକ ପଦ ପାଇଁ ତାମିଲବାବୁଙ୍କ ପାଦ ଧରିଲେ ସଞ୍ଜୟ ? ଓଡ଼ିଆ ନେତାଙ୍କ ବିଜେଡିର କଣ ଜାଗା ନାହିଁ ?

17/11/2023

#୨୪ରେ_ବଦଳିବ_କି_ସରକାର !
୩୬ଟି ନିର୍ବାଚନ ମଣ୍ଡଳୀ ଅଛି ଯେଉଁଠି ବିପକ୍ଷ ପ୍ରାର୍ଥୀଙ୍କ ଠାରୁ ବିଜେପିର ପ୍ରାର୍ଥୀ ମାନେ ୨୦,୦୦୦ରୁ କମ ଭୋଟରେ ହାରିଥିଲେ | ତେବେ ୩୭ଟି ନିର୍ବାଚନ ମଣ୍ଡଳୀ ଆଗାମୀ ୨୦୨୪ ନିର୍ବାଚନରେ ସରକାର ପରିବର୍ତ୍ତନରେ ପ୍ରମୁଖ ଭୂମିକା ଗ୍ରହଣ କରିବାରେ ଯଥେଷ୍ଟ ସମ୍ଭାବନା ରହିଛି |

17/11/2023

#ବିଜୁ_ସ୍ଵାସ୍ଥ୍ୟବୀମା_ନୁହେଁ_ବିଜୁ_ସ୍ଵର୍ଗବୀମା !
ମୂଳରୁ ଡାକ୍ତର ନାହାନ୍ତି, ସ୍ଵାସ୍ଥ୍ୟବୀମା ନେଇ ଆମେ କରିବୁ କଣ ? ଏଇଟା ସ୍ଵାସ୍ଥ୍ୟବୀମା ନା ସ୍ଵର୍ଗବୀମା ?

16/11/2023

#ବିଜେଡି_ସରକାରର_ଅଜବ_ମତିଗତି
#ପିଏମ_ଶ୍ରୀ_ସ୍କୁଲକୁ_ନା !
ରାଜ୍ୟ ବିଜେଡି ସରକାରର ଅଜବ ମତିଗତି ଆୟୁଷ୍ମାନ ଭାରତ ଯୋଜନାକୁ ମନା, ଏବେ ପିଏମ ଶ୍ରୀ ସ୍କୁଲକୁ ନା |
ଆଗ ରାଜ୍ୟ ବାସୀଙ୍କ ସ୍ୱାସ୍ଥ୍ୟକୁ ସୁରକ୍ଷା ଦେବାକୁ ପଛ ଘୁଞ୍ଚା | ଏବେ ଶିକ୍ଷାକୁ ସୁଦୃଢ କରିବାକୁ କେନ୍ଦ୍ରର ଯୋଜନାରେ MOU ସ୍ଵାକ୍ଷର କରିବାକୁ ନାରାଜ |

16/11/2023

#ବିଜେଡିର_ରାଜସ୍ବ_ବଳକା
#କେତେ_ସତ_କେତେ_ମିଛ ?
ରାଜ୍ୟରେ ମୁଣ୍ଡ ପିଛା ଆୟ ବା GDPରେ ହିସାବରେ ଦେଶରେ ୧୪ ନମ୍ବର ସ୍ଥାନରେ | ରାଜ୍ୟରେ ନିଯୁକ୍ତି ପାଇଁ କିଛି ଖାସ ବ୍ୟବସ୍ଥା ନାହିଁ | ନିଯୁକ୍ତି ଓ ବେକାରୀ ସମସ୍ୟା ୨୪ ବର୍ଷର ସରକାର ଦୂର କରି ପାରିନି |

16/11/2023

#ବଢ଼ିଲା_PMGKYର_ଅବଧି
ଦୀପାବଳି ପୂର୍ବରୁ ଦେଶର କୋଟି କୋଟି ଜନତାଙ୍କ ହିତ ପାଇଁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାକୁ ଆଗାମୀ ୫ବର୍ଷ ପାଇଁ ବୃଦ୍ଧି କରିଛନ୍ତି ବିଜେପି ସରକାର।

16/11/2023

#ମିଛ_କହିବାରେ_ମାହିର_ବିଜେଡି_ସରକାର
ଏକ ପ୍ରାଇଭେଟ୍ ସଂସ୍ଥା ଦ୍ବାରା 2021-22 ଆର୍ଥିକ ବର୍ଷରେ ପ୍ରସ୍ତୁତ ହୋଇଥିବା ରିପୋର୍ଟରେ ଓଡ଼ିଶାକୁ ଏକ ରାଜସ୍ବ ବଳକା ରାଜ୍ୟ ଭାବେ ଦର୍ଶାଯାଇଛି । ଯାହାକୁ ନେଇ ବିଜେଡି ସାଂସଦ ଓ ନେତା ଟ୍ବିଟ୍ କରି ଏହାକୁ 24 ବର୍ଷ ସ୍ଥିର ଶାସନର ସଫଳତା ବୋଲି ଡିଣ୍ଡିମ ପିଟୁଛନ୍ତି ।

16/11/2023

#୧୦୦କୋଟି_ପ୍ରକଳ୍ପର_ଶିଳ୍ୟାନ୍ୟାସ_କରିବେ_କେନ୍ଦ୍ରମନ୍ତ୍ରୀ_ଧର୍ମେନ୍ଦ୍ର_ପ୍ରଧାନ
ସଂସ୍କୃତ ବିଶ୍ବବିଦ୍ୟାଳୟର ନବକଳେବର ପାଇଁ ଧର୍ମେନ୍ଦ୍ର ଟଙ୍କା ମଞ୍ଜୁର କରିଛନ୍ତି । କେନ୍ଦ୍ର ସରକାର ସମସ୍ତ ଟଙ୍କା ମଞ୍ଜୁର କରିବା ସହ ପ୍ରଶାସନ ତରଫରୁ ଜାଗା ପାଇଁ ଅନୁମତି ମିଳିସାରିଛି ।

15/11/2023

#ବଜେଟ୍‌_ଯଦି_ସରପ୍ଲସ୍‌_ଓଡ଼ିଆ_ଦାଦନ_ଯାଉଛି_କାହିଁକି
ମିଛ କହିବାରେ PHD କରିଛି ବିଜେଡି । ଯଦି ବଜେଟ୍‌ ସରପ୍ଲସ ଅଛି ତାହାଲେ ଓଡିଆ ଦାଦନ ଯାଉଛି କାହିଁକି ? କେନ୍ଦ୍ର ପାଖରେ ହାତ କିଆଁ ପତାଉଛନ୍ତି ନବୀନ ବାବୁ ? ଜାଣନ୍ତୁ ସରପ୍ଲସ୍‌ର ସତ...

15/11/2023

#ରାଜ୍ୟ_ସରକାରଙ୍କ_ଆୟୁ_ବଢୁଛି_କିନ୍ତୁ_ଚାଷୀଙ୍କ_ଆୟୁ_କମୁଛି
କଟଣୀ ଛଟଣୀ ନାଁ ରେ ଚାଷୀକୁ ଶୋଷଣ କରାଯାଉଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମଣ୍ଡି ଖୋଲିଲା ନାହିଁ । ମିଲର୍ ଇଚ୍ଛାରେ ରାଜ୍ୟରେ ଧାନ କିଣା ଚାଲିଛି ।

15/11/2023

ାଇଁ_ଫୁଲ_ଜୋଶରେ_ବିଜେପି
ବିଜେପି ସରକାର ଅନେକ ଜନକଲ୍ୟାଣକାରୀ ଯୋଜନା ଓଡ଼ିଶାର ପ୍ରତ୍ୟେକ ଜନସାଧାରଣଙ୍କ ପାଖରେ ପହଞ୍ଚାଇବା ସହ ରାଜ୍ୟର ବିଜେଡି ସରକାରର ଅପାରଗତା ଓ ବିଫଳତାକୁ ଜନତାଙ୍କ ସମ୍ମୁଖକୁ ଆଣି ୨୦୨୪ ନିର୍ବାଚନ ପୂର୍ବରୁ ବିଜେପି ଓଡ଼ିଶାରେ ଲୋକପ୍ରିୟ ହେବାକୁ ଲାଗିଛି |

15/11/2023

#ମନ୍ଦିରରୁ_ମୂର୍ତ୍ତି_ଚୋରି_ହେଲାଣି_ଏ_ସରକାର_ମନ୍ଦିରରେ_ରଙ୍ଗ_ମାରୁଛି
ଢାବା ମାରୁଛି ବିଜେଡି ସରକାର । ମନ୍ଦିରରୁ ମୂର୍ତ୍ତି ଗାଏବ ହେଲାଣି ଏମାନେ ରଙ୍ଗ ମାରୁଛନ୍ତି । ଧର୍ମେନ୍ଦ୍ରଙ୍କ ପାଇଁ ଉଦ୍ଧାର ହେଲା ପ୍ରାଚୀନ ମୂର୍ତ୍ତି । ଏବେ ଗାଁ ସାରା ଲୋକେ କରୁଛନ୍ତି ଧର୍ମେନ୍ଦ୍ରଙ୍କ ଜୟଜୟ କାର ।

15/11/2023

#ଏଇମାନେ_ବିଜେଡିର_ଗୁପ୍ତ_ଶତ୍ରୁ
ବିଜେଡିର ଏହି ନେତାମାନେ ବିଭୀଷଣ । ଦଳରେ କଣ ଚାଲିଛି ପ୍ରଦୀପଙ୍କୁ ଦେଉଛନ୍ତି ବରାବର ଖବର । ଖୁସିରେ ଗଦଗଦ ପାଣିଗ୍ରାହୀ...ଏବେ ଖାଲି ଫୋନ୍‌ କଲ୍‌କୁ ଅପେକ୍ଷା ।

15/11/2023

#ପ୍ରଦୀପଙ୍କୁ_ଭାରି_ଜୋରରେ_ଖୋଜୁଛନ୍ତି_ମୁଖ୍ୟମନ୍ତ୍ରୀ !
ଦଳରେ ନାହାନ୍ତି, ହେଲେ ପ୍ରଦୀପଙ୍କୁ ଭାରି ଖୋଜୁଛନ୍ତି ମୁଖ୍ୟମନ୍ତ୍ରୀ । ପ୍ରଦୀପଙ୍କୁ ଦିଆଯାଇଛି ସୂଚନା...ଫୋନ୍‌ ଯିବା ମାତ୍ରେ ହେବେ କି ହାଜର ?

15/11/2023

ସ୍ୱାଧୀନତା ସଂଗ୍ରାମୀ ବିର୍ସା ମୁଣ୍ଡାଙ୍କୁ ଜନ୍ମଦିନର ଅନେକ ଶୁଭେଚ୍ଛା |
15/11/2023

ସ୍ୱାଧୀନତା ସଂଗ୍ରାମୀ ବିର୍ସା ମୁଣ୍ଡାଙ୍କୁ ଜନ୍ମଦିନର ଅନେକ ଶୁଭେଚ୍ଛା |

Happy BirthDay Sania
15/11/2023

Happy BirthDay Sania

15/11/2023

#ବିଜେଡି_କେବଳ_କଥାରେ_ବିଶ୍ଵାସ_ରଖେ_କାମରେ_ନୁହେଁ
ଗୋଟିଏ ଗୋଟିଏ ଅବ୍ୟବସ୍ଥାର କଥା ସାମ୍ନାକୁ ଆସୁଛି । ଅର୍ଥନୀତିଠୁ ଦୁର୍ନୀତି...ପରିବେଶଠୁ ମୌଳିକ ଅଧିକାର । ଯେଉଁଠି ଅଣ୍ଡାଳିବେ ସେଇଠି କେଁ ଦେଖିବେ ।

14/11/2023

#ଅଭିନବ_ଢଙ୍ଗରେ_ପ୍ରତିବାଦ_କଲା_ବିଜେପି
ବିଜେପିର ବିଏମସି କାର୍ଯ୍ୟାଳୟ ଘେରାଉ ଓ ପ୍ରତିବେଦ ବେଳେ ଦେଖା ଦେଲା ନବୀନ , ପାଣ୍ଡିଆନ ଓ ସୁଲତାଙ୍କ ମୁଖା | ଅଭିନବ ଢଙ୍ଗରେ ପ୍ରତିବାଦ |

Address

4th Floor, Plot No 149, Symphony Mall , Rudrapur Bhubaneswar, Odisha
Bhubaneswar
752101

Telephone

+918480612900

Website

Alerts

Be the first to know and let us send you an email when Argus Digital posts news and promotions. Your email address will not be used for any other purpose, and you can unsubscribe at any time.

Videos

Share


Other Media/News Companies in Bhubaneswar

Show All