Magic Box Prakashanee

Magic Box Prakashanee Publisher

ରାମ ନବମୀର ଶୁଭେଚ୍ଛାଜୟ ଶ୍ରୀ ରାମ 🙏
17/04/2024

ରାମ ନବମୀର ଶୁଭେଚ୍ଛା
ଜୟ ଶ୍ରୀ ରାମ 🙏

08/03/2024
ହର ହର ମହାଦେବ 🙏
08/03/2024

ହର ହର ମହାଦେବ 🙏

............... ପ୍ରକାଶ ପାଇଲା.............ମ୍ୟାଜିକ୍ ବକ୍ସ ତ୍ରୟମାସିକ ସାହିତ୍ୟ ଇ - ପତ୍ରିକା ( ଫେବୃଆରୀ -ମାର୍ଚ୍ଚ -ଏପ୍ରିଲ ୨୦୨୪ )  ...
20/02/2024

............... ପ୍ରକାଶ ପାଇଲା.............

ମ୍ୟାଜିକ୍ ବକ୍ସ ତ୍ରୟମାସିକ ସାହିତ୍ୟ ଇ - ପତ୍ରିକା
( ଫେବୃଆରୀ -ମାର୍ଚ୍ଚ -ଏପ୍ରିଲ ୨୦୨୪ )
ଦ୍ଵିତୀୟ ବର୍ଷ ,ଷଷ୍ଟ ସଂଖ୍ୟା
•••••••••••••••••••••
ମନଲୋଭା ପ୍ରଚ୍ଛଦପଟରେ ପ୍ରଭୁ ରାମଲାଲାଙ୍କ ପ୍ରତିଛବି ଦେଖିବାକୁ ପାଇବେ l
ପ୍ରଚ୍ଛଦ : ବଳରାମ ନାୟକ
ପୃଷ୍ଠା ବିନ୍ୟାସ : ବଳରାମ ନାୟକ

ଏଥର ମ୍ୟାଜିକ୍ ବକ୍ସ ତ୍ରୟମାସିକ ସାହିତ୍ୟ ଇ-ପତ୍ରିକାରେ ରହିଛି ଯୁବ ଲେଖକଲେଖିକାଙ୍କ କବିତା ଓ ବଛାବଛା ଗଳ୍ପ, ଚିତ୍ରକଳା ସହ କିଞ୍ଚିତ ଆଳାପ, ଓଡ଼ିଶାର ଦର୍ଶନୀୟ ସ୍ଥାନ, ଆମ ହାଣ୍ଡିଶାଳ, ପିଲାଙ୍କ ଛବି ଓ ପିଲାଙ୍କ ଗପ। ଆପଣ ନିଶ୍ଚୟ ପଢ଼ନ୍ତୁ ଓ ନିଜ ଲୋକଙ୍କୁ ବି ପଢ଼ାନ୍ତୁ ମ୍ୟାଜିକ୍ ବକ୍ସ ଇ-ପତ୍ରିକା।

•••••••••••••••••••
https://sites.google.com/view/magicboxprakashanee/%E0%AC%AE%E0%AD%9F%E0%AC%9C%E0%AC%95-%E0%AC%AC%E0%AC%95%E0%AC%B8-%E0%AC%87-%E0%AC%AA%E0%AC%A4%E0%AC%B0%E0%AC%95

(☝️ଏହି ଲିଙ୍କ୍‌କୁ ଚାପଦେଇ ଆମ ୱେବ୍‌ସାଇଟକୁ ଯାଇ ଆପଣ (ଅଗଷ୍ଟ-ଅକ୍ଟୋବର ୨୦୨୩ ସଂଖ୍ୟା) PDF ଫାଇଲଟିକୁ ଡାଉନଲୋଡ କରିନିଅନ୍ତୁ)

•••••••••••••••••••••

https://fliphtml5.com/gzvdm/ozzg/

(☝️ଏହି ଲିଙ୍କକୁ ଚାପଦେଇ ପୃଷ୍ଠାଟିକୁ ଲେଉଟାଇ ପଢ଼ିପାରିବେ)

••• ସପୂର୍ଣ୍ଣ ମାଗଣାରେ •••

ବଳରାମ ନାୟକ ସ୍ନିଗ୍ଧା ନାୟକ
ସମ୍ପାଦକ // ପ୍ରକାଶକ ସହ ସମ୍ପାଦିକା
( ମ୍ୟାଜିକ୍ ବକ୍ସ ପ୍ରକାଶନୀ ) ( ମ୍ୟାଜିକ୍ ବକ୍ସ ପ୍ରକାଶନୀ )





🔴 ୨୦.୦୨.୨୦୨୪ ତାରିଖରେ ପ୍ରକାଶ ପାଇବ 'ମ୍ୟାଜିକ୍ ବକ୍ସ ଇ - ପତ୍ରିକା ' ଫେବୃଆରୀ •• ଅପ୍ରେଲ ୨୦୨୪ସଂଖ୍ୟା************************ମନଲୋଭା...
18/02/2024

🔴 ୨୦.୦୨.୨୦୨୪ ତାରିଖରେ ପ୍ରକାଶ ପାଇବ

'ମ୍ୟାଜିକ୍ ବକ୍ସ ଇ - ପତ୍ରିକା ' ଫେବୃଆରୀ •• ଅପ୍ରେଲ ୨୦୨୪ସଂଖ୍ୟା
************************
ମନଲୋଭା ପ୍ରଚ୍ଛଦପଟ ରେ ଅଛନ୍ତି ପ୍ରଭୁ ରାମଲାଲାଙ୍କ ପ୍ରତିଛବି
ପ୍ରଚ୍ଛଦ : ବଳରାମ ନାୟକ

ଗଳ୍ପ : ୦୭
କବିତା : ୩୧
କିଂଚିତ ଆଳାପ : ୦୨
ପିଲାଙ୍କ ଛବି : ୦୩
ଓଡ଼ିଶା ଦର୍ଶନୀୟ ସ୍ଥାନ : ୦୩
ପିଲାଙ୍କ ଗପ : ୦୨
ଆମ ହାଣ୍ଡିଶାଳ : ୦୧
ପୁସ୍ତକ ପରିକ୍ରମା : ୦୪
••• ପାଠକୀୟ ମତାମତ •••

ସମ୍ପୂର୍ଣ ମାଗଣା ରେ

ସମ୍ପାଦକ !! ପ୍ରକାଶକ
ବଳରାମ ନାୟକ



#ଫେବୃଆରୀ୨୦୨୪

ମ୍ୟାଜିକ୍ ବକ୍ସ ପ୍ରକାଶନୀ ପକ୍ଷରୁ ଖୁବ୍ ଶୀଘ୍ର ନୂତନ ପୁସ୍ତକ ପ୍ରକାଶ ପାଇବାକୁ ଯାଉଛି
20/01/2024

ମ୍ୟାଜିକ୍ ବକ୍ସ ପ୍ରକାଶନୀ ପକ୍ଷରୁ ଖୁବ୍ ଶୀଘ୍ର ନୂତନ ପୁସ୍ତକ ପ୍ରକାଶ ପାଇବାକୁ ଯାଉଛି

ଶେଷ ତାରିଖ : ଜାନୁଆରୀ ୩୧.୨୦୨୪
03/01/2024

ଶେଷ ତାରିଖ : ଜାନୁଆରୀ ୩୧.୨୦୨୪

ମ୍ୟାଜିକ୍ ବକ୍ସ ତ୍ରୟମାସିକ ସାହିତ୍ୟ ଇ - ପତ୍ରିକା ପଢିଲେଣି |( ନଭେମ୍ବର -ଡ଼ିସେମ୍ବର -ଜାନୁଆରୀ ୨୦୨୩ - ୨୦୨୪ )            ପ୍ରଥମ ବର୍ଷ ,...
11/11/2023

ମ୍ୟାଜିକ୍ ବକ୍ସ ତ୍ରୟମାସିକ ସାହିତ୍ୟ ଇ - ପତ୍ରିକା ପଢିଲେଣି |
( ନଭେମ୍ବର -ଡ଼ିସେମ୍ବର -ଜାନୁଆରୀ ୨୦୨୩ - ୨୦୨୪ )
ପ୍ରଥମ ବର୍ଷ ,ପଞ୍ଚମ ସଂଖ୍ୟା
▪️ଚିମୁଟାଏ ଖୁସି : ସଂହିତା ମହାନ୍ତି

ସମ୍ପୂର୍ଣ୍ଣ ଲେଖାପାଇଁ ପରିଦର୍ଶନ କରନ୍ତୁ : -
https://sites.google.com/view/magicboxprakashanee/%E0%AC%AE%E0%AD%9F%E0%AC%9C%E0%AC%95-%E0%AC%AC%E0%AC%95%E0%AC%B8-%E0%AC%87-%E0%AC%AA%E0%AC%A4%E0%AC%B0%E0%AC%95

(☝️ଏହି ଲିଙ୍କ୍‌କୁ ଚାପଦେଇ ଆମ ୱେବ୍‌ସାଇଟକୁ ଯାଇ ଆପଣ ( ନଭେମ୍ବର - ଜାନୁଆରୀ ୨୦୨୩ ସଂଖ୍ୟା) PDF ଫାଇଲଟିକୁ ଡାଉନଲୋଡ କରିନିଅନ୍ତୁ)

ବନ୍ଧୁଗଣ...      ଆନନ୍ଦର ସହ ସୂଚିତ କରୁଅଛି ଯେ, ‘ମ୍ୟାଜିକ୍ ବକ୍ସ ପ୍ରକାଶନୀ’  ଜାନୁଆରୀ ୨୦୨୪ରେ ଭୁବନେଶ୍ୱରଠାରେ ନୂତନ କାର୍ଯ୍ୟାଳୟ ଆରମ୍ଭ ...
10/11/2023

ବନ୍ଧୁଗଣ...
ଆନନ୍ଦର ସହ ସୂଚିତ କରୁଅଛି ଯେ, ‘ମ୍ୟାଜିକ୍ ବକ୍ସ ପ୍ରକାଶନୀ’ ଜାନୁଆରୀ ୨୦୨୪ରେ ଭୁବନେଶ୍ୱରଠାରେ ନୂତନ କାର୍ଯ୍ୟାଳୟ ଆରମ୍ଭ କରୁଛି। ଏଥିପାଇଁ ‘ମ୍ୟାଜିକ୍ ବକ୍ସ ପ୍ରକାଶନୀ’ ପରିବାରର ସମସ୍ତ ସଦସ୍ୟସଦସ୍ୟା, ପାଠକପାଠିକା ଓ ଲେଖକଲେଖିକାମାନଙ୍କୁ ପ୍ରକାଶକ ଭାବେ ଗଭୀର କୃତଜ୍ଞତା ଜଣାଉଛି। ଆଗକୁ ମଧ୍ୟ ଆପଣମାନଙ୍କର ସହଯୋଗ ଓ ଆଶୀର୍ବାଦ କାମନା କରୁଛି।

ବଳରାମ ନାୟକ
ସମ୍ପାଦକ / ପ୍ରକାଶକ
ମ୍ୟାଜିକ୍ ବକ୍ସ ପ୍ରକାଶନୀ

ମ୍ୟାଜିକ୍ ବକ୍ସ ତ୍ରୟମାସିକ ସାହିତ୍ୟ ଇ - ପତ୍ରିକା ପଢ଼ିଲେଣି ( ନଭେମ୍ବର -ଡ଼ିସେମ୍ବର -ଜାନୁଆରୀ ୨୦୨୩ - ୨୦୨୪ )            ପ୍ରଥମ ବର୍ଷ ,...
09/11/2023

ମ୍ୟାଜିକ୍ ବକ୍ସ ତ୍ରୟମାସିକ ସାହିତ୍ୟ ଇ - ପତ୍ରିକା ପଢ଼ିଲେଣି
( ନଭେମ୍ବର -ଡ଼ିସେମ୍ବର -ଜାନୁଆରୀ ୨୦୨୩ - ୨୦୨୪ )
ପ୍ରଥମ ବର୍ଷ ,ପଞ୍ଚମ ସଂଖ୍ୟା
ସମ୍ପୂର୍ଣ୍ଣ ଲେଖାପାଇଁ ପରିଦର୍ଶନ କରନ୍ତୁ : -
https://sites.google.com/view/magicboxprakashanee/%E0%AC%AE%E0%AD%9F%E0%AC%9C%E0%AC%95-%E0%AC%AC%E0%AC%95%E0%AC%B8-%E0%AC%87-%E0%AC%AA%E0%AC%A4%E0%AC%B0%E0%AC%95

(☝️ଏହି ଲିଙ୍କ୍‌କୁ ଚାପଦେଇ ଆମ ୱେବ୍‌ସାଇଟକୁ ଯାଇ ଆପଣ ( ନଭେମ୍ବର - ଜାନୁଆରୀ ୨୦୨୩ ସଂଖ୍ୟା) PDF ଫାଇଲଟିକୁ ଡାଉନଲୋଡ କରିନିଅନ୍ତୁ)

............... ପ୍ରକାଶ ପାଇଲା.............              🌺  ପୂଜା ବିଶେଷାଙ୍କ 🌺ମ୍ୟାଜିକ୍ ବକ୍ସ ତ୍ରୟମାସିକ ସାହିତ୍ୟ ଇ - ପତ୍ରିକା ( ...
01/11/2023

............... ପ୍ରକାଶ ପାଇଲା.............
🌺 ପୂଜା ବିଶେଷାଙ୍କ 🌺
ମ୍ୟାଜିକ୍ ବକ୍ସ ତ୍ରୟମାସିକ ସାହିତ୍ୟ ଇ - ପତ୍ରିକା
( ନଭେମ୍ବର -ଡ଼ିସେମ୍ବର -ଜାନୁଆରୀ ୨୦୨୩ - ୨୦୨୪ )
ପ୍ରଥମ ବର୍ଷ ,ପଞ୍ଚମ ସଂଖ୍ୟା
•••••••••••••••••••••
ମନଲୋଭା ପ୍ରଚ୍ଛଦପଟରେ ମା ଦୁର୍ଗାଙ୍କ ମଣ୍ଡଳ ଚିତ୍ରକଳାର ଦୃଶ୍ୟ ଆପଣଙ୍କୁ ଦେଖିବାକୁ ମିଳିବ l
ପ୍ରଚ୍ଛଦ : ବଳରାମ ନାୟକ
ପୃଷ୍ଠା ବିନ୍ୟାସ : ବଳରାମ ନାୟକ
ଚିତ୍ରକଳା : ଶ୍ୱେତପଦ୍ମ| ମିଶ୍ର

ଏଥର ମ୍ୟାଜିକ୍ ବକ୍ସ ତ୍ରୟମାସିକ ସାହିତ୍ୟ ଇ-ପତ୍ରିକାରେ ରହିଛି ଯୁବ ଲେଖକଲେଖିକାଙ୍କ କବିତା ଓ ବଛାବଛା ଗଳ୍ପ, ଚିତ୍ରକଳା ସହ କିଞ୍ଚିତ ଆଳାପ, ଓଡ଼ିଶାର ଦର୍ଶନୀୟ ସ୍ଥାନ, ଆମ ହାଣ୍ଡିଶାଳ, ପିଲାଙ୍କ ଛବି ଓ ପିଲାଙ୍କ ଗପ। ଆପଣ ନିଶ୍ଚୟ ପଢ଼ନ୍ତୁ ଓ ନିଜ ଲୋକଙ୍କୁ ବି ପଢ଼ାନ୍ତୁ ମ୍ୟାଜିକ୍ ବକ୍ସ ଇ-ପତ୍ରିକା।

•••••••••••••••••••
https://sites.google.com/view/magicboxprakashanee/%E0%AC%AE%E0%AD%9F%E0%AC%9C%E0%AC%95-%E0%AC%AC%E0%AC%95%E0%AC%B8-%E0%AC%87-%E0%AC%AA%E0%AC%A4%E0%AC%B0%E0%AC%95
(☝️ଏହି ଲିଙ୍କ୍‌କୁ ଚାପଦେଇ ଆମ ୱେବ୍‌ସାଇଟକୁ ଯାଇ ଆପଣ (ଅଗଷ୍ଟ-ଅକ୍ଟୋବର ୨୦୨୩ ସଂଖ୍ୟା) PDF ଫାଇଲଟିକୁ ଡାଉନଲୋଡ କରିନିଅନ୍ତୁ)

•••••••••••••••••••••
https://online.fliphtml5.com/gzvdm/mhuy/

(☝️ଏହି ଲିଙ୍କକୁ ଚାପଦେଇ ପୃଷ୍ଠାଟିକୁ ଲେଉଟାଇ ପଢ଼ିପାରିବେ)

••• ସପୂର୍ଣ୍ଣ ମାଗଣାରେ •••

ବଳରାମ ନାୟକ ସ୍ନିଗ୍ଧା ପରିଡ଼ା
ସମ୍ପାଦକ // ପ୍ରକାଶକ ସହ ସମ୍ପାଦିକା
( ମ୍ୟାଜିକ୍ ବକ୍ସ ପ୍ରକାଶନୀ ) ( ମ୍ୟାଜିକ୍ ବକ୍ସ ପ୍ରକାଶନୀ )





▪️▪️▪️ପୂଜା ବିଶେଷାଙ୍କ ▪️▪️▪️ମ୍ୟାଜିକ୍ ବକ୍ସ ତ୍ରୟମାସିକ ସାହିତ୍ୟ ଇ - ପତ୍ରିକା ( ନଭେମ୍ବର - ଜାନୁଆରୀ ) ୨୦୨୩ ସଂଖ୍ୟାରେ୧ ନଭେମ୍ବର ୨୦୨୩...
25/10/2023

▪️▪️▪️ପୂଜା ବିଶେଷାଙ୍କ ▪️▪️▪️
ମ୍ୟାଜିକ୍ ବକ୍ସ ତ୍ରୟମାସିକ ସାହିତ୍ୟ ଇ - ପତ୍ରିକା
( ନଭେମ୍ବର - ଜାନୁଆରୀ ) ୨୦୨୩ ସଂଖ୍ୟାରେ
୧ ନଭେମ୍ବର ୨୦୨୩ ରେ ପ୍ରକାଶ ପାଇବ

ଏଥର ଭିତର ପୃଷ୍ଠାରେ ....
ଶିଶୁଗପ :
1 . ସୌମ୍ୟ ରଞ୍ଜନ ଭୂୟାଁ (ଚନ୍ଦନ କାଠ କାହାଣୀ... )

"ଯା ଦେବୀ ସର୍ବ ଭୂତେଷୁ ମାତୃରୂପେଣ ସଂସ୍ଥିତା, ନମସ୍ତସୈ ନମସ୍ତସୈ ନମସ୍ତସୈ ନମୋ ନମଃ।"ପବିତ୍ର ଦଶହରା ପର୍ବ ଉପଲକ୍ଷେ ଆପଣମାନଙ୍କୁ “ମ୍ୟାଜିକ୍...
24/10/2023

"ଯା ଦେବୀ ସର୍ବ ଭୂତେଷୁ ମାତୃରୂପେଣ ସଂସ୍ଥିତା,
ନମସ୍ତସୈ ନମସ୍ତସୈ ନମସ୍ତସୈ ନମୋ ନମଃ।"

ପବିତ୍ର ଦଶହରା ପର୍ବ ଉପଲକ୍ଷେ ଆପଣମାନଙ୍କୁ “ମ୍ୟାଜିକ୍ ବକ୍ସ ପ୍ରକାଶନୀ” ପରିବାର ତରଫରୁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା । ମା'ଙ୍କ କୃପାରୁ ଆପଣମାନଙ୍କ ଜୀବନ ସୁଖମୟ, ଶାନ୍ତିମୟ ଏବଂ ଆନନ୍ଦମୟ ହେଉ।

ମ୍ୟାଜିକ୍ ବକ୍ସ ପ୍ରକାଶନୀ ଦ୍ୱାରା ପ୍ରକାଶିତ ମ୍ୟାଜିକ୍ ବକ୍ସ ତ୍ରୟମାସିକ ସାହିତ୍ୟ ଇ-ପତ୍ରିକା ନଭେମ୍ବର-ଜାନୁଆରୀ ୨୦୨୩- ୨୦୨୪ ସଂଖ୍ୟା |🔴 ପୂ...
24/10/2023

ମ୍ୟାଜିକ୍ ବକ୍ସ ପ୍ରକାଶନୀ ଦ୍ୱାରା ପ୍ରକାଶିତ
ମ୍ୟାଜିକ୍ ବକ୍ସ ତ୍ରୟମାସିକ ସାହିତ୍ୟ ଇ-ପତ୍ରିକା ନଭେମ୍ବର-ଜାନୁଆରୀ ୨୦୨୩- ୨୦୨୪ ସଂଖ୍ୟା |
🔴 ପୂଜା ବିଶେଷାଙ୍କ ▪️ ପଞ୍ଚମ ସଂସ୍କରଣ
•••••*•••••
ମନଲୋଭା ପ୍ରଚ୍ଛଦପଟରେ ମା ଦୁର୍ଗାଙ୍କ ମଣ୍ଡଳ ଚିତ୍ରକଳାର ଦୃଶ୍ୟ ଆପଣଙ୍କୁ ଦେଖିବାକୁ ମିଳିବ l
ପ୍ରଚ୍ଛଦ : ବଳରାମ ନାୟକ
ଚିତ୍ରକଳା : ଶ୍ୱେତପଦ୍ମା ମିଶ୍ର
ପୃଷ୍ଠା ବିନ୍ୟାସ : ବଳରାମ ନାୟକ

ଏଥର ମ୍ୟାଜିକ୍ ବକ୍ସ ତ୍ରୟମାସିକ ସାହିତ୍ୟ ଇ-ପତ୍ରିକାରେ ରହିଛି ଯୁବ ଲେଖକଲେଖିକାଙ୍କ କବିତା ଓ ବଛାବଛା ଗଳ୍ପ, ଚିତ୍ରକଳା ସହ କିଞ୍ଚିତ ଆଳାପ, ଓଡ଼ିଶାର ଦର୍ଶନୀୟ ସ୍ଥାନ, ଆମ ହାଣ୍ଡିଶାଳ, ପିଲାଙ୍କ ଛବି ଓ ପିଲାଙ୍କ ଗପ l ଆପଣ ନିଶ୍ଚୟ ପଢ଼ନ୍ତୁ ଓ ନିଜ ଲୋକଙ୍କୁ ବି ପଢ଼ାନ୍ତୁ ମ୍ୟାଜିକ୍ ବକ୍ସ ଇ-ପତ୍ରିକା l

ଏଥର ଭିତର ପୃଷ୍ଠାରେ ...
▪️୧୨ଟି ଗଳ୍ପ
▪️୨୪ଟି କବିତା
▪️୬ଟି କବିତାପାଇଁ ଚିତ୍ର
▪️୨ଟି କିଂଚିତ ଆଳାପ
▪️୩ଟି ପିଲାଙ୍କ ଛବି
▪️୨ଟି ଚିତ୍ରକଳା
▪️୩ଟି ଓଡ଼ିଶାର ଦର୍ଶନୀୟ ସ୍ଥାନ
▪️୧ଟି ପିଲାଙ୍କ ଗପ
▪️୧ଟି ଆମ ହାଣ୍ଡିଶାଳ
▪️ପୁସ୍ତକ ପରିକ୍ରମା
▪️ପାଠକୀୟ ମତାମତ

ବଳରାମ ନାୟକ
ସମ୍ପାଦକ / ପ୍ରକାଶକ
ମ୍ୟାଜିକ୍ ବକ୍ସ ପ୍ରକାଶନୀ
☎️ 7978190534

▪️▪️ପୂଜା ବିଶେଷାଙ୍କ ▪️▪️ମ୍ୟାଜିକ୍ ବକ୍ସ ତ୍ରୟମାସିକ ସାହିତ୍ୟ ଇ - ପତ୍ରିକା ( ନଭେମ୍ବର - ଜାନୁଆରୀ ) ୨୦୨୩ ସଂଖ୍ୟାରେଏଥର ଭିତର ପୃଷ୍ଠାରେ ...
23/10/2023

▪️▪️ପୂଜା ବିଶେଷାଙ୍କ ▪️▪️
ମ୍ୟାଜିକ୍ ବକ୍ସ ତ୍ରୟମାସିକ ସାହିତ୍ୟ ଇ - ପତ୍ରିକା
( ନଭେମ୍ବର - ଜାନୁଆରୀ ) ୨୦୨୩ ସଂଖ୍ୟାରେ

ଏଥର ଭିତର ପୃଷ୍ଠାରେ ....
ଚିତ୍ରକଳା :
୧. ସୁଶୀଲ କୁମାର ପରିଡ଼ା
୨. ରାଜେଶ କୁମାର ପଣ୍ଡା

▪️▪️▪️ପୂଜା ବିଶେଷାଙ୍କ ▪️▪️▪️ମ୍ୟାଜିକ୍ ବକ୍ସ ତ୍ରୟମାସିକ ସାହିତ୍ୟ ଇ - ପତ୍ରିକା ( ନଭେମ୍ବର - ଜାନୁଆରୀ )୨୦୨୩ ସଂଖ୍ୟାରେ ଏଥର ଭିତର ପୃଷ୍ଠ...
23/10/2023

▪️▪️▪️ପୂଜା ବିଶେଷାଙ୍କ ▪️▪️▪️
ମ୍ୟାଜିକ୍ ବକ୍ସ ତ୍ରୟମାସିକ ସାହିତ୍ୟ ଇ - ପତ୍ରିକା
( ନଭେମ୍ବର - ଜାନୁଆରୀ )୨୦୨୩ ସଂଖ୍ୟାରେ

ଏଥର ଭିତର ପୃଷ୍ଠାରେ ....
ଆମ ଲେଖକ ଲେଖିକାଙ୍କ ସହ କିଛି ମନ ଖୋଲାକଥା
କିଞ୍ଚିତ ଆଳାପ :
ସାହିତ୍ୟ ଅନୁରାଗୀ ତ୍ରିଲୋଚନ କାର୍ଜୀଙ୍କ ସହ ଅନୁଭବ ବାଣ୍ଟିଛନ୍ତି ଆମ ସମୟର ଗାଳ୍ପିକା ଓ ଯୁବଗାଳ୍ପିକ .
୧. ଗାଳ୍ପିକା - ସ୍ୱର୍ଣ୍ଣପ୍ରଭା ଖଟୁଆ
୨. ଯୁବଗାଳ୍ପିକ - ଆୟାଶ ପଣ୍ଡା

▪️▪️▪️ ପୂଜା ବିଶେଷାଙ୍କ ▪️▪️▪️ମ୍ୟାଜିକ୍ ବକ୍ସ ତ୍ରୟମାସିକ ସାହିତ୍ୟ ଇ - ପତ୍ରିକା ( ନଭେମ୍ବର - ଜାନୁଆରୀ ) ୨୦୨୩ ସଂଖ୍ୟାରେ ଏଥର ଭିତର ପୃଷ...
23/10/2023

▪️▪️▪️ ପୂଜା ବିଶେଷାଙ୍କ ▪️▪️▪️
ମ୍ୟାଜିକ୍ ବକ୍ସ ତ୍ରୟମାସିକ ସାହିତ୍ୟ ଇ - ପତ୍ରିକା
( ନଭେମ୍ବର - ଜାନୁଆରୀ ) ୨୦୨୩ ସଂଖ୍ୟାରେ

ଏଥର ଭିତର ପୃଷ୍ଠାରେ ....
କବିତାରେ :

1. ଆସିଛି ଦଶହରା ▪️ଦିପାଲି ପରିଡ଼ା
2. ମା ଆସୁଛି ▪️ପ୍ରଦୀପ କୁମାର ସାହୁ
3. ମାଆ ପାଇଁ ▪️ମଧୁସ୍ମିତା ମହାନ୍ତି
4. ମୋ ମାଆ▪️ସ୍ମୃତି ରଞ୍ଜନ
5. ନା ମା ଆଉ ଶୀତ ▪️ରବି କୁମାର ମହାନ୍ତି
6. ଅନୁଭୂତିରେ ଠାକୁର।▪️ସୁଶୀଲ କୁମାର ପରିଡ଼ା
7. ଝୁରୁଛି ଯମୁନା ଝୁରେ ଗୋପପୁର ▪️ନିକୁଞ୍ଜ କୁମାର ଘୋଷ
8. ଜେଜେ ମାଆ ▪️ରାମ ଚନ୍ଦ୍ର ପ୍ରଧାନ
9. ଫୁଲ ▪️ଦୁର୍ଗା ମାଧବ ମହାରଣା
10. ଯାଜ୍ଞସେନୀ -▪️ପୂଜାରାଣୀ ସାହୁ
11. ମୋ ଜେଜେମା ▪️ଆଶୁତୋଷ ଦେବୀ ପ୍ରସାଦ ରାଉତ
12. ଜଳି ଜଳି ଯାଏ ମାଟିର ଦୀପ ▪️ପ୍ରିୟଙ୍କା ପାଟ୍ଟଶାଣୀ
13. ପଣତ କାନୀ ▪️ପଦ୍ମିନୀ କର୍କରା
14. ପ୍ରେମର ଦୁନିଆ ▪️ଚିକୁନ୍ ପଣ୍ଡା
15. ହୃଦୟର ଡାକ ▪️ସବିତା ନାୟକ
16. ମୁଁ ଏହାକୁ ପସନ୍ଦ କରେନି ▪️ସୁଧାଂଶୁ ଶେଖର ବେହେରା
17. ନିଷିଦ୍ଧ ହ୍ରଦ ▪️ସିମାଞ୍ଚଳ ରଣା
18. ବନ୍ଧୁ ▪️ଚନ୍ଦ୍ରଶେଖର ବେହେରା
19. ପ୍ରକୃତିର ଅକୁହା କଥା ▪️ସିଲୁ ପ୍ରଧାନ
20. ପ୍ରେମ ▪️ଅଦ୍ୟାଶା ମିଶ୍ର
21. ଜୀବନ ▪️ନିରୁପମା ବାରିକ
22. ଶରତ ▪️ସୁବ୍ରତ କୁମାର ସାହୁ
23. ପାଗଳ ଗାରଦ ▪️ହରିଶ୍ଚନ୍ଦ୍ର ବେହେରା
24. ତମେ ସତରେ ▪️ରାଜଗୁରୁ

କବିତାକୁ ଚିତ୍ର ଦେଇଥିବା ଚିତ୍ରଶିଳ୍ପୀ : 🎨

1. ଶ୍ୱେତପଦ୍ମlମିଶ୍ର
2. ସ୍ନିଗ୍ଧା ପରିଡ଼ା
3. ଶ୍ଵେତା ରାଉତ୍
4. ରୂପଶ୍ରୀ ମହାରଣା
5. ସୁବ୍ରତା ସୁଦର୍ଶିନୀ ବେହେରା
6. ମୋନାଲିସା ସାମଲ

ପୂଜା ବିଶେଷାଙ୍କ ମ୍ୟାଜିକ୍ ବକ୍ସ ତ୍ରୟମାସିକ ସାହିତ୍ୟ ଇ - ପତ୍ରିକା ( ନଭେମ୍ବର - ଜାନୁଆରୀ ) ୨୦୨୩ ସଂଖ୍ୟାରେ ଏଥର ଭିତର ପୃଷ୍ଠାରେ ....•••...
22/10/2023

ପୂଜା ବିଶେଷାଙ୍କ
ମ୍ୟାଜିକ୍ ବକ୍ସ ତ୍ରୟମାସିକ ସାହିତ୍ୟ ଇ - ପତ୍ରିକା
( ନଭେମ୍ବର - ଜାନୁଆରୀ ) ୨୦୨୩ ସଂଖ୍ୟାରେ

ଏଥର ଭିତର ପୃଷ୍ଠାରେ ....
••••••••••• ଗଳ୍ପରେ •••••••••••••

1. ଚିମୁଟା ଏ ଖୁସି ▪️ ସଂହିତା ମହାନ୍ତି
2. ନଈ ଓ ସେ ▪️ ସତ୍ୟବତୀ ସ୍ୱାଇଁ
3. ଅସତୀ କୂଳବଧୁ ▪️ ପ୍ରଣତି ପାଣିଗ୍ରାହି
4. ବୁଢ଼ୀମା : ଏକ ମୃତ୍ୟୁ ପର ର ଚରିତ୍ର ▪️ମନୋଜ କୁମାର କୁଣ୍ଡ
5. ବିବାହ ▪️ମୌସୁମୀ ଦାଶ
6. ଭୋକ ▪️ ନିରଞ୍ଜନ ପାତ୍ର
7. ଆଜିର ଦୁନିଆ ▪️ସ୍ମୃତିରେଖା ନାୟକ
8. ତିକ୍ତତା ▪️ପ୍ରଦୀପ କୁମାର ଦାଶ
9. ସୀମାରେଖା ▪️ପ୍ରଦୀପ୍ତ କୁମାର ମିଶ୍ର
10. ମୁଁ ଆଉ ମୋର ପରିଚୟ ▪️ସମୀର ରଞ୍ଜନ ଆଚାର୍ଯ୍ୟ
11. ଗୁରୁ ଗୌରବ : ରାଧାକ୍ରିଷ୍ଣନ ▪️ ସୌଭାଗ୍ୟ ରଞ୍ଜନ ମହାପାତ୍ର
12. ନୀରବତା ▪️କୌଶଲ୍ୟା ଗେରୁ

ଓଡ଼ିଶାରେ ପୂଜା ପାଉଥିବା ମାଙ୍କ ପ୍ରତିମୃତ୍ତି - 2023 🙏🌺🌺🌺🌺🌺🌺🌺🌺🌺🌺🌺🌺🌺
21/10/2023

ଓଡ଼ିଶାରେ ପୂଜା ପାଉଥିବା ମାଙ୍କ ପ୍ରତିମୃତ୍ତି - 2023 🙏
🌺🌺🌺🌺🌺🌺🌺🌺🌺🌺🌺🌺🌺

କଳା ସଂସ୍କୃତି,ଐତିହ୍ୟ ପୀଠ ଚିକିଟୀ ମାଟି...ସୁନ୍ଦର କଳେବର ନେଇ ଏଥର ବାହୁଦା ସାହିତ୍ୟ ସଂସଦ, ଚିକିଟୀର ଅନ୍ତଃସ୍ବର - ପୁନଶ୍ଚ (ବାର୍ଷିକ ବିଶେ...
12/10/2023

କଳା ସଂସ୍କୃତି,ଐତିହ୍ୟ ପୀଠ ଚିକିଟୀ ମାଟି...
ସୁନ୍ଦର କଳେବର ନେଇ ଏଥର ବାହୁଦା ସାହିତ୍ୟ ସଂସଦ, ଚିକିଟୀର ଅନ୍ତଃସ୍ବର - ପୁନଶ୍ଚ (ବାର୍ଷିକ ବିଶେଷାଙ୍କ -୨୩)

ଖୁବଶୀଘ୍ର ଆସୁଛି...
ସମ୍ପାଦିକା :- Sanhita Mohanty
ପ୍ରଚ୍ଛଦ :- ବଳରାମ ନାୟକ
ପ୍ରକାଶକ :- ମ୍ୟାଜିକ୍ ବକ୍ସ ପ୍ରକାଶନୀ

ପୁନଶ୍ଚ ପତ୍ରିକାରେ ଏଇ ଏଥର....

ଗଳ୍ପ : 5
ପ୍ରବନ୍ଧ : 6
କବିତା : 59
ଗୀତି କବିତା : 2
ଶିଶୁ କବିତା : 1
ଛାନ୍ଦ : 3

 #ନୂଆଖାଇ_ଜୁହାର 🙏🌱🌾🌾🌱ଅପେକ୍ଷାରେ ଅନ୍ତ--- #ନୂଆଖାଇ #ନୂଆ_ଆଶା #ନୂଆ_ସ୍ୱପ୍ନ #ନୂଆ_ଅମଳକୃଷି ହିଁ ମଣିଷର ଜୀବନ ।କୃଷି ବିନା ଜୀବନ ଯେପରି ସମ୍...
20/09/2023

#ନୂଆଖାଇ_ଜୁହାର 🙏🌱🌾🌾🌱

ଅପେକ୍ଷାରେ ଅନ୍ତ---
#ନୂଆଖାଇ
#ନୂଆ_ଆଶା
#ନୂଆ_ସ୍ୱପ୍ନ
#ନୂଆ_ଅମଳ
କୃଷି ହିଁ ମଣିଷର ଜୀବନ ।
କୃଷି ବିନା ଜୀବନ ଯେପରି ସମ୍ଭବ ନୁହେଁ
ପ୍ରକୃତିର ଉପଯୁକ୍ତ ସଂରକ୍ଷଣ ବିନା କୃଷି ସମ୍ଭବ ନୁହେଁ ।
ତେଣୁ ସେ ମୃତ୍ତିକା,ଜଳ,ବାୟୁ, ସୂର୍ଯ୍ୟ ଓ ବୃକ୍ଷଲତା ଆଦିକୁ ସମ୍ମାନ ଜଣାଇ ସଂପର୍କ ଯୋଡିଲା।
ସେମାନଙ୍କ ସହଯୋଗରେ କୃଷିର ସମୃଦ୍ଧ ପାଇଁ ମଣିଷ ତା ପାଖରେ କୃତଜ୍ଞ ରହିଲା ଅନ୍ତରରୁ।
ଆନ୍ତରିକ ଶ୍ରଦ୍ଧା, କୃତଜ୍ଞତା ହିଁ ପ୍ରକୃତ ପୂଜା।
କ୍ଷେତରେ ନୂତନ ଧାନ ହେଲା ପରେ ତାକୁ ପୂଜା କରି ଭକ୍ଷଣ କରିବାର ପରମ୍ପରାରୁ ଆରମ୍ଭ ହେଲା "ନୂଆଖାଇ "


#ଓଡିଶାର_ପରଂପରା_ଚାଷ_ପ୍ରତି 💚

#ଅକ୍ଷୟ_ତୃତୀୟାରେ ବିହନ ବୁଣା ଆରମ୍ଭ ହୁଏ ।
ଂକ୍ରାନ୍ତି ରେ ଧାନ ବୁଣାବୁଣି ସରିଯାଇଥାଏ ।
#ଗମ୍ମା_ପୂର୍ଣେଇ ରେ ଲଙ୍ଗଳ ପୂଜା ହୁଏ ।
#ଗର୍ଭଣା_ସଂକ୍ରାନ୍ତି ରେ (ଆଜି ବୁଣ୍ କାଲି ବୁଣ୍, ଗର୍ଭଣା କୁ ଟୁଣ୍ ଟୁଣ୍)
#ନୂଆଖାଇ ରେ #ସମଲେଶ୍ବରୀ #କୀଚକେଶ୍ୱରୀ #ମାଣିକେଶ୍ୱରୀ ର ପ୍ରଥମ ଭୋଗ ଲାଗିଥାଏ ।
#ଲକ୍ଷ୍ମୀ_ପୂଜା ରେ ବିଳମ୍ବ ରେ ଅମଳ ହୁଏ ।
ଂକ୍ରାନ୍ତି ରେ ସବୁ ଶେଷ ହୋଇଯାଇଥାଏ।
©Ranjan kumar Patra

ଗଣେଶ ଚତୁର୍ଥୀ ଉପଲକ୍ଷେ ମ୍ୟାଜିକ୍ ବକ୍ସ ପ୍ରକାଶନୀ ପରିବାର ତରଫରୁ ସମସ୍ତଙ୍କୁ ହାର୍ଦ୍ଦିକ ଅଭିନନ୍ଦନ वक्रतुण्ड महाकाय सूर्यकोटि समप्रभ ...
19/09/2023

ଗଣେଶ ଚତୁର୍ଥୀ ଉପଲକ୍ଷେ ମ୍ୟାଜିକ୍ ବକ୍ସ ପ୍ରକାଶନୀ ପରିବାର ତରଫରୁ ସମସ୍ତଙ୍କୁ ହାର୍ଦ୍ଦିକ ଅଭିନନ୍ଦନ
वक्रतुण्ड महाकाय सूर्यकोटि समप्रभ ।
निर्विघ्नं कुरु मे देव सर्वकार्येषु सर्वदा ॥

ମ୍ୟାଜିକ୍ ବକ୍ସ ପ୍ରକାଶନୀ    ବହି ବଗିଚା ଗଦ୍ୟ ଓ ସମାଲୋଚନା ଗ୍ରନ୍ଥାବଳୀ ଜୀବନୀ ଓ ଆତ୍ମଜୀବନୀ ଉପନ୍ୟାସ ଉପନ୍ୟାସିକା ନାଟକ ଗପ ଆଲବମ ବଛାବଛା ...
13/09/2023

ମ୍ୟାଜିକ୍ ବକ୍ସ ପ୍ରକାଶନୀ
ବହି ବଗିଚା
ଗଦ୍ୟ ଓ ସମାଲୋଚନା
ଗ୍ରନ୍ଥାବଳୀ
ଜୀବନୀ ଓ ଆତ୍ମଜୀବନୀ
ଉପନ୍ୟାସ
ଉପନ୍ୟାସିକା
ନାଟକ
ଗପ ଆଲବମ
ବଛାବଛା ଗପ
ପ୍ରେମ କଥା
ପ୍ରେମ କବିତା
ପକେଟ ଗପ
ଗଳ୍ପ ସଂକଳନ
କବିତା
ଗୀତି କବିତା
ଅନୁବାଦ ବହି
ପିଲାଙ୍କ ବହି ( ଗପ )
ରମ୍ୟରଚନା
ENGLISH BOOK
HINDI BOOK
ଶିଶୁ କିଶୋର ଗଳ୍ପ ସଂକଳନ
ପତ୍ରିକା

ମ୍ୟାଜିକ୍ ବକ୍ସ ତ୍ରୟମାସିକ ସାହିତ୍ୟ ଇ - ପତ୍ରିକା -୨୦୨୩•••••••••••••••••••••••••••••••••••••••••••••••••••••••ବନ୍ଧୁଗଣ ! 'ମ୍ୟାଜ...
09/09/2023

ମ୍ୟାଜିକ୍ ବକ୍ସ ତ୍ରୟମାସିକ ସାହିତ୍ୟ ଇ - ପତ୍ରିକା -୨୦୨୩
•••••••••••••••••••••••••••••••••••••••••••••••••••••••
ବନ୍ଧୁଗଣ ! 'ମ୍ୟାଜିକ୍ ବକ୍ସ‘ ଇ - ପତ୍ରିକା ପଞ୍ଚମ ସଂଖ୍ୟା ( ନଭେମ୍ବର-ଡିସେମ୍ବର-ଜାନୁଆରୀ ୨୦୨୩ ) ନିମନ୍ତେ ଲେଖା ଆବଶ୍ୟକ | ଆପଣଙ୍କ ଅପ୍ରକାଶିତ ଲେଖା ଗୁଡିକ ହିଁ ପଠାଇ ବା କୁ ଅନୁରୋଧ |
ଗଳ୍ପ : ଅପ୍ରକାଶିତ ଗଳ୍ପ ପଠାଇବା କୁ ଅନୁରୋଧ | ଯଦି ଗଳ୍ପ ପଠାଉଛନ୍ତି ତେବେ କମା ,ପୁର୍ଣ୍ଣଛେଦ , ଯୁକ୍ତାକ୍ଷର ଓ ଅକ୍ଷର ଆଦି ବ୍ୟ|କରଣଗତ ତ୍ରୁଟି ପ୍ରତି ଧ୍ୟାନ ଦେବେ |
କବିତା : ଯେକୌଣସି ଏକ ଅପ୍ରକାଶିତ କବିତା ପଠାଇ ବା କୁ ଅନୁରୋଧ |
ପିଲାଙ୍କ ଛବି : ଆପଣଙ୍କ ପିଲାର ଗୋଟେ ସୁନ୍ଦର ଫଟୋ ସହିତ ନିଜ ଠିକଣା , ଇମେଲ ଆଇଡି ଓ ଫୋନ ନମ୍ବର ପଠାଇବେ |
ଚିତ୍ରକଳା : ଆପଣଙ୍କ ଦ୍ୱାରା ତିଆରି ହୋଇଥିବା ହସ୍ତଶିଳ୍ପ , ମୁରୁଜ , ଝୋଟି , ମଣ୍ଡଳ ଚିତ୍ର , ପଟ୍ଟଚିତ୍ର , ଆଦି ପଠାଇ ପାରିବେ | ଆପଣଙ୍କୁ ଚିତ୍ରକଳା ବିଷୟରେ କିଛି ପ୍ରଶ୍ନ ପଚରାଯିବ ସମସ୍ତ ପ୍ରଶ୍ନ ର ଉତ୍ତର ଦେବାକୁ ଅନୁରୋଧ | ଆପଣଙ୍କ ଚିତ୍ରକଳା ସହ ସଂକ୍ଷିପ୍ତ ପରିଚୟ , ଚିତ୍ରକଳା ବିଷୟରେ ଆପଣଙ୍କ ମତ କଣ ସୂଚନାତ୍ମକ ବିବରଣୀ ସହ ଏହାକୁ ପତ୍ରିକାରେ ପ୍ରକାଶ କରାଯିବ |
ଓଡିଶା ଦର୍ଶନୀୟ ସ୍ଥାନ : ଆପଣଙ୍କ ଅଞ୍ଚଳରେ ଥିବା ପ୍ରସିଦ୍ଧ ମନ୍ଦିରର ଫଟୋ ସହ ମନ୍ଦିର ବିଷୟରେ ଲେଖି ଆମ ପାଖକୁ ପଠେଇ ପାରିବେ |
ପିଲାଙ୍କ ଗପ : ଅପ୍ରକାଶିତ ଗପ ପଠାଇବା କୁ ଅନୁରୋଧ |
ଆମ ହାଣ୍ଡିଶାଳ : ଆପଣ ନିଜେ ରୋଷେଇ କରିଥିବା ରୋଷେଇ ବିଷୟରେ ଲେଖିକି ଦିୟନ୍ତୁ | ତାହା ସହ ଆପଣଙ୍କର ସଂକ୍ଷିପ୍ତ ପରିଚୟ ,ଏକ ଫୁଲ୍ ସାଇଜ୍ ଫଟୋ ଦେବାକୁ ଅନୁରୋଧ |
କିଞ୍ଚିତ୍ ଆଳାପ : ଏ ମାସର କିଞ୍ଚିତ୍ ଆଳାପରେ ଜଣାଶୁଣା ସାହିତ୍ୟ ଅନୁରାଗୀ ତ୍ରିଲୋଚନ କାର୍ଜୀଙ୍କ ସହ ଜଣେ ଲେଖକ ଓ ଜଣେ ଲେଖିକା ଅଛନ୍ତି ?
ପୁସ୍ତକ ପରିକ୍ରମା : ଆପଣଙ୍କ ପ୍ରକାଶିତ ପୁସ୍ତକ ଖଣ୍ଡିଏ ଲେଖକ କିମ୍ବା ପ୍ରକାଶକ ଆମ ଠିକଣାରେ ପଠାଇବାକୁ ହେବ | ପ୍ରାପ୍ତ ପୁସ୍ତକର ଏକ କ୍ଷୁଦ୍ର ସୂଚନାତ୍ମକ ବିବରଣୀ ସହ ଏହାକୁ ପତ୍ରିକାରେ ଉପସ୍ଥାପନ କରାଯିବ |
ବିଶେଷ ସୂଚନା : ଆପଣଙ୍କ ଲେଖା ଗୁଡିକ ୱାର୍ଡ ଫାଇଲ , ଗୁଗୁଲ୍ ଓଡ଼ିଆ ଇନପୁଟ୍ ,ଆକୃତି ଓ ଶ୍ରୀ ଲିପି ଦ୍ୱାରା ଟାଇପ୍ କରି ପଠାଇ ପାରିବେ | ଲେଖା ସହ ଲେଖକଙ୍କ ସଂକ୍ଷିପ୍ତ ପରିଚୟ , ଏକ ପାସପୋର୍ଟ ସାଇଜ ( ଯଦି ନାହିଁ , ତେବେ ଆପଣଙ୍କ ଗୋଟେ ଭଲ ଫଟୋ ଟିଏ ) ସହିତ ନିଜ ଠିକଣା , ଇମେଲ ଆଇଡ ଓ ଫୋନ ନମ୍ବର ପଠାଇବା ପାଇ ଅନୁରୋଧ |
ଲେଖା ଗ୍ରହଣର ଶେଷତାରିଖ : ଅକ୍ଟୋବର 20.2023
ମେଲ ଆଇଡି : [email protected]
ଯୋଗାଯୋଗ : 7978190534

Address

Rayagada
Bhubaneswar
765001

Telephone

+917978190534

Website

Alerts

Be the first to know and let us send you an email when Magic Box Prakashanee posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Magic Box Prakashanee:

Videos

Share

Category