Sambad Group

Sambad  Group We are Odisha’s No 1 media house established way back in 1984. Besides print, Sambad Group has sig

ସମସ୍ତଙ୍କୁ ଉତ୍କଳ ଦିବସର ହାର୍ଦ୍ଦିକ ଶୁଭେଚ୍ଛା ଓ  ଶୁଭକାମନା ।  #ଉତ୍କଳଦିବସ  #ଓଡ଼ିଶା
01/04/2024

ସମସ୍ତଙ୍କୁ ଉତ୍କଳ ଦିବସର ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା ।
#ଉତ୍କଳଦିବସ
#ଓଡ଼ିଶା

ସମ୍ବାଦ ଡିଜିଟାଲ ଓ ରେସ ଫାଉଣ୍ଡେସନର  ମିଳିତ ପ୍ରାୟସରେ ଆୟୋଜିତ ତୃତୀୟ 'ସ୍ୱୟଂସିଦ୍ଧା ସମ୍ମାନ ଉତ୍ସବ' ଗତକାଲି ପାଳିତ ହୋଇଯାଇଛି । ଏହି ଉତ୍ସ...
28/03/2024

ସମ୍ବାଦ ଡିଜିଟାଲ ଓ ରେସ ଫାଉଣ୍ଡେସନର ମିଳିତ ପ୍ରାୟସରେ ଆୟୋଜିତ ତୃତୀୟ 'ସ୍ୱୟଂସିଦ୍ଧା ସମ୍ମାନ ଉତ୍ସବ' ଗତକାଲି ପାଳିତ ହୋଇଯାଇଛି ।
ଏହି ଉତ୍ସବରେ ସଂଘର୍ଷ କରି ସମାଜରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରି ପାରିଥିବା ୩୦ ଜଣ ମହିଳାଙ୍କୁ ସମ୍ମାନିତ କରାଯାଇଛି ।
ଏହି ଉତ୍ସବରେ ବଲିଉଡର ବିଶିଷ୍ଟ ଅଭିନେତ୍ରୀ ମିନାକ୍ଷୀ ଶେଷାଦ୍ରୀ ମୁଖ୍ୟଅତିଥି ଭାବେ ଯୋଗଦେଇ କହିଲେ "ନାରୀ ମଧ୍ୟରେ ଅସୀମ ଶକ୍ତି ରହିଛି । ସେ ନିଜ ମଧ୍ୟରେ ଥିବା ଶକ୍ତିକୁ ପରଖି ଠିକ ଭାବରେ ଓ ଠିକ ସ୍ଥାନରେ ଉପଯୋଗ କଲେ ସ୍ୱୟଂସିଦ୍ଧା ହୋଇପାରିବ । "

ସମସ୍ତଙ୍କୁ ପବିତ୍ର ଦୋଳପୁର୍ଣିମା ଓ ରଙ୍ଗର ପର୍ବ ହୋଲିର  ଶୁଭକାମନା ।
25/03/2024

ସମସ୍ତଙ୍କୁ ପବିତ୍ର ଦୋଳପୁର୍ଣିମା ଓ ରଙ୍ଗର ପର୍ବ ହୋଲିର ଶୁଭକାମନା ।

ମହିଳା ଦିବସ ପରିପ୍ରେକ୍ଷୀରେ ‘ସମ୍ବାଦ’ ପକ୍ଷରୁ ଆୟୋଜିତ ‘ଶିକ୍ଷକ ରକ୍ଷକ’ କାର୍ଯ୍ୟକ୍ରମରେ ଭୁବନେଶ୍ବର ମହାନଗର ନିଗମର ମେୟର ସୁଲୋଚନା ଦାସ ମୁଖ...
16/03/2024

ମହିଳା ଦିବସ ପରିପ୍ରେକ୍ଷୀରେ ‘ସମ୍ବାଦ’ ପକ୍ଷରୁ ଆୟୋଜିତ ‘ଶିକ୍ଷକ ରକ୍ଷକ’ କାର୍ଯ୍ୟକ୍ରମରେ ଭୁବନେଶ୍ବର ମହାନଗର ନିଗମର ମେୟର ସୁଲୋଚନା ଦାସ ମୁଖ୍ୟଅତିଥି ଭାବେ ଯୋଗଦେଇ ‘ମହିଳାଙ୍କୁ ଉପେକ୍ଷା କରି ସମାଜ କେବେ ଆଗକୁ ଯାଇପାରିବନି’ବୋଲି କହିଛନ୍ତି ।
ଏହି କାର୍ଯ୍ୟକ୍ରମରେ ରାଜ୍ୟସଭା ସାଂସଦ ସୁଲତା ଦେଓ ମୁଖ୍ୟବକ୍ତା ଭାବେ ଯୋଗଦେଇଥିଲେ ।
ସମ୍ବାଦର ପରିଚାଳନା ନିର୍ଦ୍ଦେଶିକା ମୋନିକା ନାୟାର ପଟ୍ଟନାୟକ ଏହି କାର୍ଯ୍ୟକ୍ରମର ଅଧ୍ୟକ୍ଷତା କରି କହିଥିଲେ ‘ମହିଳାଙ୍କୁ ଆଗକୁ ବଢିବାକୁ ସୁଯୋଗ ଦେବକୁ ସମ୍ବାଦ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି ।‘
ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ସୁନାମ ଅର୍ଜନ କରିଥିବା କିଛି ମହିଳାଙ୍କୁ ‘ଶ୍ରୀ ହିରୋଜ୍’ ସମ୍ମାନରେ ସମ୍ମାନିତ କରାଯାଇଥିଲା ।

୨୦୨୪ ଫେବ୍ରୁଆରି ମାସ ଶେଷ ସୁଦ୍ଧା 'ସମ୍ବାଦ-ଆମ ଓଡ଼ିଶା' ଦ୍ଵାରା ହୋଇଥିବା ରକ୍ତଦାନ କାର୍ଯ୍ୟକ୍ରମର ବିବରଣୀ ।
02/03/2024

୨୦୨୪ ଫେବ୍ରୁଆରି ମାସ ଶେଷ ସୁଦ୍ଧା 'ସମ୍ବାଦ-ଆମ ଓଡ଼ିଶା' ଦ୍ଵାରା ହୋଇଥିବା ରକ୍ତଦାନ କାର୍ଯ୍ୟକ୍ରମର ବିବରଣୀ ।

26/02/2024
ଗତକାଲି ସମ୍ବଲପୁର ଗଙ୍ଗାଧର ମଣ୍ଡପଠାରେ ‘ସମ୍ବାଦ’ ଦ୍ଵାରା ‘ଜୁଗାର’ ବଛରିକିଆ ବିଶେଷ ସଂଖ୍ୟା ଉନ୍ମୋଚନ ଉଚ୍ଛବ ‘ଅସ୍ମିତା-୨୦୨୪’ ଆୟୋଜିତ ହୋଇଯା...
26/02/2024

ଗତକାଲି ସମ୍ବଲପୁର ଗଙ୍ଗାଧର ମଣ୍ଡପଠାରେ ‘ସମ୍ବାଦ’ ଦ୍ଵାରା ‘ଜୁଗାର’ ବଛରିକିଆ ବିଶେଷ ସଂଖ୍ୟା ଉନ୍ମୋଚନ ଉଚ୍ଛବ ‘ଅସ୍ମିତା-୨୦୨୪’ ଆୟୋଜିତ ହୋଇଯାଇଛି ।
ଏହି ଉତ୍ସବକୁ ଝାଡ଼ଖଣ୍ଡ ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ଜଷ୍ଟିସ ସଞ୍ଜୟ କୁମାର ମିଶ୍ର ଉଦଘାଟନ କରିଥିଲେ ।
ମୁଖ୍ୟବକ୍ତା ଭାବେ ବିଶିଷ୍ଟ ଚାଷୀନେତା ତଥା ସ୍ତମ୍ଭକାର ଲିଙ୍ଗରାଜ ଯୋଗଦେଇ ସମ୍ବଲପୁରୀ ଭାଷା ଆନ୍ଦୋଳନରେ ‘ସମ୍ବାଦ’ ଜୁଗାର ଯେଉଁଭଳି ପ୍ରତିନିଧିତ୍ବ କରୁଛି ତାହାର ପ୍ରଶଂସା କରିଥିଲେ ।
ସମ୍ବାଦର ସମ୍ପାଦକ Tanaya Patnaik ‘ଜୁଗାର’ ଦ୍ଵାରା ପଶ୍ଚିମ ଓଡ଼ିଶାକୁ ସମଗ୍ର ଓଡ଼ିଶା ସହ ଯୋଡ଼ିବାକୁ ‘ସମ୍ବାଦ’ କେମିତି ପ୍ରୟାସ କରୁଛି ସେକଥା କହିଥିଲେ ।
'ଜୁଗାର’ ସମ୍ପାଦକ Arabinda Das ଉତ୍ସବରେ ନିଜର ପ୍ରାରମ୍ଭିକ ଭାଷଣ ରଖି କହିଥିଲେ ଯେ ‘ ଯେଉଁ ମାତୃଭାଷା ଯେତେ ସମୃଦ୍ଧ, ଯେଉଁ ବାଣୀଭଣ୍ଡାର ଯେତିକି ସୁଦୃଢ ସେହି ଅସ୍ମିତା ସେତିକି ପ୍ରସିଦ୍ଧ ।‘
ଏହି ଉତ୍ସବରେ ବିଶିଷ୍ଟ ଭାଷାବିତ ଗବେଷକ ଡ. ଦୋଳଗୋବିନ୍ଦ ବିଶି ଐତିହାସିକ ଦୀପକ କୁମର ପଣ୍ଡା ଏବଂ ସଂଗୀତଜ୍ଞ ନବ ମହତ୍ତଙ୍କୁ ‘ଜୁଗାର ସମ୍ମାନ’ରେ ସମ୍ମାନିତ କରାଯାଇଥିଲା । ଏମ୍ସ ଗୃପ ଅଫ ଇନଷ୍ଟିଚ୍ୟୁସନ, ସମ୍ବଲପୁରର ସହପ୍ରତିଷ୍ଠାତା ଶ୍ରୀମନ୍ତ ପାତ୍ର ଓ ସୁଇଟ ଲାଇଫ ଡାଏବେଟିକ୍ସ କେୟାର, ରାଉରକେଲାର ସତ୍ତ୍ଵାଧିକାରୀ ପ୍ରଫେସର ଡା. ଅଂଶୁମାନ ନାଏକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

18/02/2024

ସମ୍ବାଦ ରବିବାରର 'ପ୍ରଥମ ସ୍ତମ୍ଭ'ରେ ମୋ ଲେଖା- ଶ୍ଯାମା। This is for every girl who has ever felt overshadowed by her color...

'ସ୍ୱାସ୍ଥ୍ୟ ସମ୍ବାଦ' ଓ 'କନକ ନ୍ୟୁଜ'ର ମିଳିତ ଉଦ୍ୟମରେ ଗତକାଲି ଭୁବନେଶ୍ୱର ସ୍ବସ୍ତି ହୋଟେଲରେ ଆୟୋଜିତ ହୋଇଯାଇଛି ସ୍ୱାସ୍ଥ୍ୟଭିତ୍ତିକ କାର୍ଯ୍...
18/02/2024

'ସ୍ୱାସ୍ଥ୍ୟ ସମ୍ବାଦ' ଓ 'କନକ ନ୍ୟୁଜ'ର ମିଳିତ ଉଦ୍ୟମରେ ଗତକାଲି ଭୁବନେଶ୍ୱର ସ୍ବସ୍ତି ହୋଟେଲରେ ଆୟୋଜିତ ହୋଇଯାଇଛି ସ୍ୱାସ୍ଥ୍ୟଭିତ୍ତିକ କାର୍ଯ୍ୟକ୍ରମ 'ଦି ହେଲଥ କନକ୍ଳେଭ-2024' ।
ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ସ୍ୱାସ୍ଥ୍ୟ ମନ୍ତ୍ରୀ ଶ୍ରୀଯୁକ୍ତ ନିରଞ୍ଜନ ପୂଜାରୀ ଓ ବିଭିନ୍ନ ବିଭାଗର ବରିଷ୍ଠ ଡାକ୍ତରମାନେ ଯୋଗଦେଇ କ୍ୟାନ୍ସର ଭଳି ଦୁରାରୋଗ୍ୟ ବିଷୟରେ ସଚେତନତା ଓ ତାର ଚିକିତ୍ସା ବିଷୟରେ ଆଲୋଚନା କରିଥିଲେ।
ପ୍ରାରମ୍ଭିକ ଅଭିଭାଷଣରେ ସମ୍ବାଦ ଓ କନକ ନ୍ୟୁଜର ସମ୍ପାଦକ Tanaya Patnaik କହିଥିଲେ 'କ୍ୟାନ୍ସର ରୋଗରେ ଏବେ ମୃତ୍ୟୁ ସୁନିଶ୍ଚିତ ନୁହେଁ ବର୍ତମାନ ଏହାର ଚିକିତ୍ସା ସମ୍ଭବ' ।

ଗତକାଲି ଭୁବନେଶ୍ୱର ଜୟଦେବ ଭବନଠାରେ ଓଡ଼ିଶାର ଲୋକପ୍ରିୟ ଗଳ୍ପ ପତ୍ରିକା 'କଥା'ର ୩୭ ତମ ବାର୍ଷିକ ଉତ୍ସବ ଏବଂ ନବପ୍ରତିଭା ପୁରସ୍କାର ପ୍ରଦାନ ସମ...
15/02/2024

ଗତକାଲି ଭୁବନେଶ୍ୱର ଜୟଦେବ ଭବନଠାରେ ଓଡ଼ିଶାର ଲୋକପ୍ରିୟ ଗଳ୍ପ ପତ୍ରିକା 'କଥା'ର ୩୭ ତମ ବାର୍ଷିକ ଉତ୍ସବ ଏବଂ ନବପ୍ରତିଭା ପୁରସ୍କାର ପ୍ରଦାନ ସମାରୋହ ଅନୁଷ୍ଠିତ ହୋଇଯାଇଛି ।
ଏହି ଉତ୍ସବରେ ମୁଖ୍ୟଅତିଥି ଭାବେ ହିନ୍ଦୀ ଜଗତର ପ୍ରଖ୍ୟାତ ଅଭିନେତ୍ରୀ ତଥା ଲେଖିକା ଦୀପ୍ତି ନାଭାଲ ଏବଂ ମୁଖ୍ୟବକ୍ତା ଭାବେ ବିଶିଷ୍ଟ କଥାକାର ତରୁଣକାନ୍ତି ମିଶ୍ର ଯୋଗଦେଇଥିଲେ । Sambad ର ସମ୍ପାଦକ Tanaya Patnaik ସଭାରେ ସଭାପତିତ୍ୱ କରିଥିଲେ ।

ସମ୍ବାଦ ପରିବାର ପକ୍ଷରୁ ସମସ୍ତଙ୍କୁ ବିଦ୍ୟାଦାୟିନୀ ମା' ସରସ୍ବତୀଙ୍କ ପବିତ୍ର ପୂଜା ଅବସରରେ ହାର୍ଦ୍ଦିକ ଶୁଭକାମନା ।
14/02/2024

ସମ୍ବାଦ ପରିବାର ପକ୍ଷରୁ ସମସ୍ତଙ୍କୁ ବିଦ୍ୟାଦାୟିନୀ ମା' ସରସ୍ବତୀଙ୍କ ପବିତ୍ର ପୂଜା ଅବସରରେ ହାର୍ଦ୍ଦିକ ଶୁଭକାମନା ।

ଫେବୃଆରୀ ୩ ତାରିଖ ସୁଦ୍ଧା 'ସମ୍ବାଦ-ଆମ ଓଡ଼ିଶା' ଦ୍ଵାରା ଆୟୋଜିତ ହୋଇଥିବା ରକ୍ତଦାନ କାର୍ଯ୍ୟକ୍ରମର ବିବରଣୀ ।
06/02/2024

ଫେବୃଆରୀ ୩ ତାରିଖ ସୁଦ୍ଧା 'ସମ୍ବାଦ-ଆମ ଓଡ଼ିଶା' ଦ୍ଵାରା ଆୟୋଜିତ ହୋଇଥିବା ରକ୍ତଦାନ କାର୍ଯ୍ୟକ୍ରମର ବିବରଣୀ ।

ସମ୍ବାଦର ସମ୍ପାଦକ Tanaya Patnaik  ଙ୍କ ପ୍ରଥମ ସ୍ତମ୍ଭ ।
04/02/2024

ସମ୍ବାଦର ସମ୍ପାଦକ Tanaya Patnaik ଙ୍କ ପ୍ରଥମ ସ୍ତମ୍ଭ ।

ସମ୍ବାଦ ପରିବାର ପକ୍ଷରୁ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ।
26/01/2024

ସମ୍ବାଦ ପରିବାର ପକ୍ଷରୁ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ।

Brands of Odisha Pride of India Sambad Corporate Excellence Awards-2024
24/01/2024

Brands of Odisha
Pride of India
Sambad Corporate Excellence Awards-2024

ସମ୍ବାଦ ଗ୍ରୁପର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ତଥା  Sambad  ଓ Kanak News ର ସମ୍ପାଦକ Tanaya Patnaik ଙ୍କୁ ଜନ୍ମଦିନରେ ଅନେକ ଅନେକ ଶ...
10/01/2024

ସମ୍ବାଦ ଗ୍ରୁପର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ତଥା Sambad ଓ Kanak News ର ସମ୍ପାଦକ
Tanaya Patnaik ଙ୍କୁ ଜନ୍ମଦିନରେ ଅନେକ ଅନେକ ଶୁଭେଚ୍ଛା ।

ସ୍ବେଚ୍ଛାକୃତ ରକ୍ତଦାନ କ୍ଷେତ୍ରରେ 'ସମ୍ବାଦ- ଆମ ଓଡ଼ିଶା'ର ନିରନ୍ତର ପ୍ରୟାସର ୧୮ ବର୍ଷ ପୂରିଲା। ସମସ୍ତଙ୍କର ଶ୍ରଦ୍ଧା, ସହଯୋଗ ଓ ସମର୍ପିତ ଉଦ...
01/01/2024

ସ୍ବେଚ୍ଛାକୃତ ରକ୍ତଦାନ କ୍ଷେତ୍ରରେ 'ସମ୍ବାଦ- ଆମ ଓଡ଼ିଶା'ର ନିରନ୍ତର ପ୍ରୟାସର ୧୮ ବର୍ଷ ପୂରିଲା।
ସମସ୍ତଙ୍କର ଶ୍ରଦ୍ଧା, ସହଯୋଗ ଓ ସମର୍ପିତ ଉଦ୍ୟମ ବଳରେ ଆମେ ଏହି ୧୮ ବର୍ଷରେ ୧୬ ହଜାରରୁ ଅଧିକ ଶିବିର ଆୟୋଜନ କରି ୮ ଲକ୍ଷରୁ ଅଧିକ ୟୁନିଟ ରକ୍ତ ସଂଗ୍ରହ କରିପାରିଛେ। ରାଜ୍ୟର କୋଣ ଅନୁକୋଣରେ ରକ୍ତଦାନର ବାର୍ତ୍ତାକୁ ପହଞ୍ଚାଇଛେ। ସମସ୍ତ ରକ୍ତକେନ୍ଦ୍ରରେ ଆବଶ୍ୟକତା ମୁତାବକ ରକ୍ତ ଯୋଗାଇବାର ପ୍ରୟାସ କରିଛେ।
୨୦୨୩ ବର୍ଷର ୩୬୫ ଦିନରେ ୧୧୦୦ରୁ ଅଧିକ ଶିବିର ଆୟୋଜିତ ହୋଇ ୫୫ ହଜାରରୁ ଅଧିକ ୟୁନିଟ ରକ୍ତ ସଂଗ୍ରହ ହେବା ଏକ ବିରଳ ସଫଳତା।
ଏହା ସମସ୍ତଙ୍କର ମିଳିତ ଉଦ୍ୟମ ଓ ଅକୁଣ୍ଠ ସହଯୋଗ ବଳରେ ହିଁ ସମ୍ଭବ ହୋଇପାରିଛି।
ସମ୍ବାଦ ପରିବାର ପକ୍ଷରୁ ସମସ୍ତଙ୍କୁ ହାର୍ଦ୍ଦିକ କୃତଜ୍ଞତା ଓ ଅଭିନନ୍ଦନ ଜଣାଇବା ସହିତ ନୂଆବର୍ଷ ୨୦୨୪ ପାଇଁ ଅଶେଷ ଅଶେଷ ଶୁଭେଚ୍ଛା ଓ ଶୁଭକାମନା ଜଣାଉଛୁ ।

ସମସ୍ତଙ୍କୁ ୨୦୨୪ ନୂତନ ବର୍ଷର ହାର୍ଦ୍ଦିକ ଶୁଭକାମନା ।
01/01/2024

ସମସ୍ତଙ୍କୁ ୨୦୨୪ ନୂତନ ବର୍ଷର ହାର୍ଦ୍ଦିକ ଶୁଭକାମନା ।

କନକ ନ୍ୟୁଜ ମେକର-2023 ର କିଛି ଝଲକ I
23/12/2023

କନକ ନ୍ୟୁଜ ମେକର-2023 ର କିଛି ଝଲକ I

19/12/2023

It gives me immense pleasure to invite you to book tickets for our play - ODIA DAS

Date - 21st December (Thursday) and 22nd December (Friday)

Time - *6pm and 8pm (2 shows daily)*

Venue- Rabindra Mandap, Bhubaneswar

Online Booking Link - https://in.bookmyshow.com/plays/odia-das/ET00377021

*Offline Booking* - Contact 9853035104, 8908020104

Your love for our maiden endeavor 'Ahe Nilashaila' gave us the confidence to present our second production *'ODIA DAS'* - a compelling tale set in a future where linguistic diversity has faded. Meet Odia Dash, the last speaker of Odia, battling against time and apathy to save his native language. This poignant play urges us to reflect on the power of language, heritage, and the indomitable spirit of those who fight for them.

Support Odia theatre, support Odia language and support Odia culture *by buying tickets for Odia plays*. Looking forward to seeing you🙏🏾

Bande Utkala Janani.

Tanaya Patnaik
Sambad Group

ସମ୍ବାଦ ଗ୍ରୁପ ପକ୍ଷରୁ ଗତକାଲି ଲେଟସ୍ ସଟଲ୍ 2.0 ବ୍ୟାଡ଼ମିଣ୍ଟନ ପ୍ରତିଯୋଗିତା ଉଦଘାଟିତ ହୋଇଯାଇଛି I ଦୁଇଦିନିଆ ଏହି ପ୍ରତିଯୋଗିତାରେ 219 ଟି ...
10/12/2023

ସମ୍ବାଦ ଗ୍ରୁପ ପକ୍ଷରୁ ଗତକାଲି ଲେଟସ୍ ସଟଲ୍ 2.0 ବ୍ୟାଡ଼ମିଣ୍ଟନ ପ୍ରତିଯୋଗିତା ଉଦଘାଟିତ ହୋଇଯାଇଛି I ଦୁଇଦିନିଆ ଏହି ପ୍ରତିଯୋଗିତାରେ 219 ଟି ଦଳ ଭାଗ ନେଉଛନ୍ତି I

02/12/2023

ଚକଲେଟ୍ ପ୍ରଡକସନ୍ ର ଦ୍ଵିତୀୟ ପ୍ରସ୍ତୁତି ଭିନ୍ନ ସ୍ଵାଦର ନୂଆ ନାଟକ 'ଓଡ଼ିଆ ଦାସ' । ଡିସେମ୍ବର ୨୧ ଓ ୨୨ ଦୁଇଦିନ ଧରି ରବୀନ୍ଦ୍ରମଣ୍ଡପରେ ଅନୁଷ୍ଠିତ ହେବ । ଅଗ୍ରୀମ ଟିକେ ବୁକିଂ ପାଇଁ https://in.bookmyshow.com/plays/odia-das/ET00377021… କୁ ଯାଇ ବୁକ କରନ୍ତୁ କିମ୍ବା 8908020104/9853035104 ରେ କଲ କରି ଆଗୁଆ ସିଟ ସରଂକ୍ଷିତ କରନ୍ତୁ ।

Kanak News ଦ୍ୱାରା ଆୟୋଜିତ   ର ଅଷ୍ଟମ ସଂସ୍କରଣ Iଏହି ଉତ୍ସବକୁ ମହାମହିମ ରାଜ୍ୟପାଳ ଓଡ଼ିଶା ଶ୍ରୀଯୁକ୍ତ ରଘୁବର ଦାସ ଉଦଘାଟନ କରିଥିଲେ I
30/11/2023

Kanak News ଦ୍ୱାରା ଆୟୋଜିତ ର ଅଷ୍ଟମ ସଂସ୍କରଣ I
ଏହି ଉତ୍ସବକୁ ମହାମହିମ ରାଜ୍ୟପାଳ ଓଡ଼ିଶା ଶ୍ରୀଯୁକ୍ତ ରଘୁବର ଦାସ ଉଦଘାଟନ କରିଥିଲେ I

30/11/2023
30/11/2023
30/11/2023

କନକ ନ୍ୟୁଜର ଓଡିଶା ନିର୍ମାଣ କନକ୍ଲେଭ- ୨୦୨୩ । ମୁଖ୍ୟ ଅତିଥି ଭାବେ ଯୋଗ ଦେଲେ ରାଜ୍ୟପାଳ ରଘୁବର ଦାସ । ନ୍ୟୁଜ୍ By Ramakrushna Barik On Nov 30, 2023 - 10:37 AM 0 S...

30/11/2023
30/11/2023

Address

Bhubaneswar
751010

Alerts

Be the first to know and let us send you an email when Sambad Group posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Sambad Group:

Videos

Share