ଜଗନ୍ନାଥ ସେନା ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ ଓରଫ ପିକୁ ଙ୍କ ବିରୁଦ୍ଧରେ ମହିଳା ଆଣିଲେ ସଂଗୀନ ଅଭିଯୋଗ। ମହିଳାଙ୍କ କହିବା କଥା ଯେ ପିକୁ ପଟ୍ଟନାୟକ ବିବାହର ପ୍ରତିଶୁତି ଦେଇ ଦୀର୍ଘ ଦିନ ଶାରୀରିକ ସମ୍ପର୍କ ରଖିବା ପରେ ବର୍ତମାନ ପ୍ରତାରିତ କରୁଛନ୍ତି। ନାୟ ପାଇଁ ମହିଳାଙ୍କ ପିକୁ ପଟ୍ଟନାୟକଙ୍କ ଘର ସାମନାରେ ଧାରଣା। #Odisha #jagannath #love #Dhoka #odishamirrorlive
ରୋକ୍ ଠୋକ୍ ରେ ସିଧାସଳଖ ପ୍ରଶ୍ନ ଏବଂ ସିଧାସଳଖ ଉତ୍ତର
#RokThok #ngo #odishamirrorlive #banglore #keonjharnews #Keonjhar #SpecialReport #breakingnews #Big_Braking
#bhadrakpolice #bhadrakpolice #Bhadraknews
ମାଡ଼ ମାରିବା ଘଟଣା,୪ ପୋଲିସ କର୍ମଚାରୀଙ୍କ ବଦଳି
ଭଦ୍ରକ: ନାଇଟ୍ ପାଟ୍ରୋଲିଂ ବେଳେ ଗୋପୀନାଥ ନାୟକ ନାମକ ଜଣେ ବ୍ୟକ୍ତିଙ୍କୁ ମାଡ଼ ମାରିବା ଅଭିଯୋଗ ଘଟଣାରେ ଭଦ୍ରକ ଜିଲ୍ଲା ଆଗରପଡ଼ା ଥାନାର ଜଣେ ଏଏସ୍ଆଇଙ୍କ ସମେତ ୪ ପୁଲିସ୍ କର୍ମଚାରୀଙ୍କୁ ବଦଳି କରାଯାଇଛି। ସେମାନଙ୍କୁ ଭଦ୍ରକ ଜିଲ୍ଲା ପୁଲିସ୍ ମୁଖ୍ୟାଳୟକୁ ବଦଳି କରାଯାଇଥିବା ଏଏସ୍ପି ବାମଦେବ ସିଂହ କହିଛନ୍ତି। ଏହି ୪ ପୁଲିସ୍ କର୍ମଚାରୀଙ୍କ ମଧ୍ୟରେ ଏଏସ୍ଆଇଙ୍କ ସହିତ ଦୁଇ ଜଣ କନଷ୍ଟେବଳ ଓ ଜଣେ ହୋମ୍ଗାର୍ଡ ଅଛନ୍ତି।
#Bhadraknews #bhadrakpolice #kalakar
#OdiaSamaj #banglore #bhadrak #CrimeNews #MurderCase
ବାଙ୍ଗାଲୋର ରେ ପ୍ରବାସୀ ଓଡିଆ ହୋଇ ଆଉଜଣେ ପ୍ରବାସୀ ଓଡିଆକୁ ହତ୍ୟା କରିଥିବାର ଆସିଲା ଅଭିଯୋଗ , ଭଦ୍ରକ ଜିଲ୍ଲାର ବାସୁଦେବପୁର ର ବାସିନ୍ଦା ଦୀର୍ଘ ଦିନ ଧରି ବାଙ୍ଗାଲୋରରେ ଏକ ହୋଟେଲରେ କାମ କରୁଥିଲେ , ଆଉ ତାଙ୍କର ମୃତ୍ୟୁହୋଇଛି, ମୃତକଙ୍କ ବଡଭାଇ ଅଭିଯୋଗ ଆଣିଛନ୍ତି ଯେ ତାଙ୍କ ଭାଇଙ୍କୁ କାମ କରୁଥିବା ହୋଟେଲର ମାଲିକ ଏକ ବନ୍ଧ କୋଠରୀରେ ବନ୍ଧ କରି ତାଙ୍କୁ ମାରି ଏସିଡ ପିଆଇ ମାରି ଦେଇଛନ୍ତି ବୋଲି , ପୋଲିସ ତାର ତଦନ୍ତ ପକ୍ରିୟା ଆରମ୍ବ କରିଦେଇଛି , #odishamirrorlive #bangloreodianews #OdiaSamaj #migrateodia #CrimeNews #prabasiodia #breakingnews #banglorepolice #banglore #bhadrak #ଭଦ୍ରକ #ବାସୁଦେବପୁର #Basudevpur
https://youtu.be/oFZEMwjsv9c?feature=shared
*ଭାରତକୁ ସ୍ଵାଧୀନତା ଆଣିବା ପାଇଁ ନିଜ ଜୀବନକୁ ଫାଶୀ ଖୁଣ୍ଟ ରେ ବାଜି ଦେଇଥିବା ସେହି ମହାନ୍ ବ୍ୟକ୍ତି ସହୀଦ ଲକ୍ଷ୍ମଣ ନାୟକଙ୍କ ଗାଁ ପାଖ ତଥା ତେନ୍ତୁଳିଗୁମ୍ମା ପଂଚାୟତର ଭେଜିନି ଗୁଡ଼ା ଏବଂ ମାଛାଗୁଡ଼ା ଗ୍ରାମରେ ଆଜି ପର୍ଯ୍ୟନ୍ତ ସରକାର ଙ୍କ ନଜର ପଡୁନି*
ତଥା ହି ୭୭ ତମ ସ୍ବାଧିନତା ଦିବସ ପରେ ମଧ୍ୟ କୋରାପୁଟ ଜିଲ୍ଲା ଵୈପାରିଗୁଡ଼ା ବ୍ଲକ୍ ଅନ୍ତର୍ଗତ ତେନ୍ତୁଳିଗୁମ୍ମା ର ମାଛାଗୁଡା ଏବଂ ଭେଜିନିଗୁଡା ଗ୍ରାମରେ ରାଜ୍ୟ ସରକାରଙ୍କ ଯୋଜନା ସମ୍ପୁର୍ଣ୍ଣ ଫେଲ୍ ମାରିଛି। ସମସ୍ୟା ଘେରରେ ଏହି ଦୁଇ ଖଣ୍ଡ ଗାଁ। ଗାଁ କୁ ଯିବାକୁ ନାହି ପକ୍କା ରାସ୍ତା, ନଦୀ ପାର ହେବାକୁ ପୋଲ(ବ୍ରିଜ) ନାହିଁ,, ପିଇବା ପାଇ ନାହି ବିଶୁଦ୍ଧ ପାନୀୟ ଜଳ, ଅନ୍ଧାର କୁ ଆଲୁଅ କରିବା ପାଇଁ ବିଦ୍ୟୁତ୍ ନାହି। ଗାଁ କୁ ଯିବାକୁ ହେଲେ ପ୍ରଥମେ ଡଙ୍ଗା ସାହାଯ୍ୟ ରେ ନଦୀ ପାରହେବାକୁ ପଡ଼େ। ଏହି ଦୁଇ ଖଣ୍ଡ ଗାଁ ରେ ବସୁଧା ଯୋଜନା ଫେଲ୍ ମାରିଛି
ଗାଁ ରେ ଆଜି ପର୍ଯ୍ୟନ୍ତ ବିଦ୍ୟୁତ୍ ସଂଯାଗ କରାଯାଇ ନାହିଁ ପ୍ରଶାସନ କୁ ବହୁବାର ଲିଖିତ ଅଭିଯୋଗ ଦେଲା ପରେ