Sivaji News

Sivaji News Contact information, map and directions, contact form, opening hours, services, ratings, photos, videos and announcements from Sivaji News, Media/News Company, Bhadrak.

03/02/2025

#ମନ୍ତ୍ରୀ ଦେଖାଇଲେ ମହାନତା !
ତିହିଡ଼ି କାର୍ଯ୍ୟକ୍ରମ ସାରି ମାନ୍ୟବର ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ଫେରୁଥିବା ବେଳେ ବୋଡ଼କ-କାସିମପୁର ରାସ୍ତାରେ ଜଣେ ମହିଳାଙ୍କ ଦୁର୍ଘଟଣା ଘଟି ରାସ୍ତା କଡରେ ରକ୍ତ ଜୁଡୁବୁଡୁ ହୋଇ ଛଟପଟ ହେଉଥିବାର ଦେଖି ମନ୍ତ୍ରୀ ଗାଡି ଅଟକାଇ ସଙ୍ଗେ ସଙ୍ଗେ ନିଜ ଗାଡ଼ିରେ ବସାଇ ଚିକିତ୍ସା ପାଇଁ ଚିକିତ୍ସାଳୟକୁ ପଠାଇଛନ୍ତି । #

02/02/2025

#କହୁ କହୁ କହିଦେଲେ #

02/02/2025

#କୁଆଂସ ଗାଁରେ ନୀଳ ସରସ୍ଵତୀ ବେଶରେ ପୂଜା ପାଉଛନ୍ତି ମା #

31/01/2025

#ଚରମ୍ପା ସ୍କୁଲ୍ ରୋଡ଼ ରେ ବୋମା ମାଡ଼ #କିଛି ସମୟ ପାଇଁ ଆତଙ୍କ କରିଥିଲେ ଦୁଇ ଦୃର୍ବୁତ୍ତ #ତିନି ଆହତ

31/01/2025

#ମୂଖ୍ୟମନ୍ତ୍ରୀ ଙ୍କ ଧୁଆଁଧାର ବ୍ୟାଟିଂ #

29/01/2025

#୨୪ ବର୍ଷ ରେ ଜାହା ହେଇ ପାରିଲାନି ଆଜି ହେଲା #ମନ୍ତ୍ରୀ ହେବ ତୋ ଏମିତି #

28/01/2025

#ଧାମରା ରେ ନିର୍ମିତ ଏୟାର ପୋର୍ଟ ରେ ପ୍ରଥମ ବିମାନ #

27/01/2025

#ଭଙ୍ଗାରୁଜା କରୁଥିବା ଯୁବକ ଙ୍କୁ ପବ୍ଲିକ ଛାଟ #

27/01/2025

#ପ୍ରସୂତୀ ମହିଳା ଙ୍କ ମୃତ୍ୟୁ ପରେ ପାଢ଼ୀ ନର୍ସିଂ ହୋମ ରେ ଭଙ୍ଗାରୁଜା #

24/01/2025

#ଜିଲ୍ଲା ପରିଷଦ ମିଟିଂ ରେ ବିଜେଡି ବିଜେପି ମୁହାମୁହି #

23/01/2025
12/01/2025

#ଶ୍ରୀ ଚୈତନ୍ୟ ଆଶ୍ରମ ପକ୍ଷରୁ ଆୟୋଜିତ ପଞ୍ଚଦଶ ବାର୍ଷିକ ଉତ୍ସବ ଅବସରରେ ସାଧୁସନ୍ଥ ଙ୍କ ନଗର ସଙ୍କୀର୍ତ୍ତନ #

09/01/2025

#ଓଡିଶା ରେ ପ୍ରଧାନମନ୍ତ୍ରୀ #

Address

Bhadrak

Website

Alerts

Be the first to know and let us send you an email when Sivaji News posts news and promotions. Your email address will not be used for any other purpose, and you can unsubscribe at any time.

Videos

Share