AJIT KUMAR DAS

  • Home
  • AJIT KUMAR DAS

AJIT KUMAR DAS ଆପଣଙ୍କ କଲ ନ ଉଠାଇ ପାରିଲେ ମୁଁ ଫ୍ରି ହେଲେ ଆପଣଙ୍କୁ କଲ କରିବି ।
📞 9040342047 9439518530

12/01/2025

ସକାଳର ସୂର୍ଯ୍ୟ ଅ।ଲୋକ ଅ।ଗରୁ ଅ।ରମ୍ବ ହୋଇଯାଏ କାର୍ଯ୍ୟ । କାରୀଗର ମାନେ ଲାଗି ପଡିନ୍ତି କଂସା ପିତ୍ତଳରେ ଭଳି କି ଭଳି ସାମଗ୍ରୀ ତିଅ।ରି କରିବାରେ । ତେବେ କିଭଳି ଭାବେ କଂସା ପିତ୍ତଳରେ ତିଅ।ରି ହୁଏ କଂସା , ଗ୍ଲାସ , ବାଲଟି ଓ ମାଠିଅ। ଭଳି ଅନେକ ସାମଗ୍ରୀ ଦେଖନ୍ତୁ ଏହି ଭିଡିଓ ରେ.........





Big shout out to my newest top fans! 💎 Big shout out to my newest top fans! 💎 Tukuna Mohanty, Pritiranjan Sahu, Pratap S...
12/01/2025

Big shout out to my newest top fans! 💎 Big shout out to my newest top fans! 💎 Tukuna Mohanty, Pritiranjan Sahu, Pratap Singh, Krushna Chandra Sahoo, Abhiram Swain, Sarat Panda, Santosh Nayak, Biswajit Parida

Drop a comment to welcome them to our community,

ଏଇଟା କୋଉ ଫୁଲ.....ପାଖରେ କିନ୍ତୁ ଅଛି ଏହି ଫୁଲର ଫଳ .....କହିପାରିଲେ ହେଲା....
11/01/2025

ଏଇଟା କୋଉ ଫୁଲ.....ପାଖରେ କିନ୍ତୁ ଅଛି ଏହି ଫୁଲର ଫଳ .....କହିପାରିଲେ ହେଲା....


କଥାରେ ଅଛି ବିଧାୟକ ହେବ ତ ଏମିତି । ଯାହାର ପ୍ରମାଣ ଦେଖାଇ ଦେଇଛନ୍ତି ଗଂଜାମ ଜିଲ୍ଲା ଭଂଜନଗର ବିଧାନସଭା ନିର୍ବାଚନ ମଣ୍ଡଳୀର ନବନିର୍ବାଚିତ ବିଧ...
11/01/2025

କଥାରେ ଅଛି ବିଧାୟକ ହେବ ତ ଏମିତି । ଯାହାର ପ୍ରମାଣ ଦେଖାଇ ଦେଇଛନ୍ତି ଗଂଜାମ ଜିଲ୍ଲା ଭଂଜନଗର ବିଧାନସଭା ନିର୍ବାଚନ ମଣ୍ଡଳୀର ନବନିର୍ବାଚିତ ବିଧାୟକ । ବିଧାୟକ ହେବା ପୂର୍ବରୁ ଲୋକଙ୍କୁ ଦେଇଥିବା କଥାକୁ ଅକ୍ଷରେ ଅକ୍ଷରେ ପାଳନ କରିଛନ୍ତି । ଯେଉଁଠେ ବର୍ଷ ବର୍ଷ ଧରି ନା ନିର୍ବାଚିତ ପ୍ରତିନିଧି ନା ପ୍ରଶାସନିକ ଅଧିକାରୀ ପାଦ ଥାପି ନଥିଲେ ସେଇଠି ପହଁଚିଛନ୍ତି ବିଧାୟକ । ପୁଣି ସାଥିରେ ସମସ୍ତ ବିଭାଗର ଅଧିକାରୀଙ୍କୁ ନେଇ । ତାହା ପୁଣି ପାଦଚଲା ଛଅଗୋଟି ପାହାଡ ଅର୍ଥାତ 8 କିଲୋମିଟର ଅତକ୍ରମ କରି । ଯାହାକି ଏବେ ଅ।ଲୋଚନାର ବିଷୟ ହୋଇଛି ।



Big shout out to my newest top fans! 💎 Big shout out to my newest top fans! 💎 Tukuna Mohanty, Pritiranjan Sahu, Pratap S...
11/01/2025

Big shout out to my newest top fans! 💎 Big shout out to my newest top fans! 💎 Tukuna Mohanty, Pritiranjan Sahu, Pratap Singh, Abhiram Swain, Sarat Panda, Santosh Nayak, Biswajit Parida

Drop a comment to welcome them to our community,

Big shout out to my new rising fans! Big shout out to my new rising fans! Bijayananda Tripathy
10/01/2025

Big shout out to my new rising fans! Big shout out to my new rising fans! Bijayananda Tripathy

ଯିଏ ଖାଇଛି ସିଏ ଏହାର ମଜା ଜାଣିଛି । ଆମେ ଏହାକୁ କହୁ ପୋଟକା ତୁମେ କଣ କୁହ.......
09/01/2025

ଯିଏ ଖାଇଛି ସିଏ ଏହାର ମଜା ଜାଣିଛି । ଆମେ ଏହାକୁ କହୁ ପୋଟକା ତୁମେ କଣ କୁହ.......

I've received 3,000 reactions to my posts in the past 30 days. Thanks for your support. 🙏🤗🎉
09/01/2025

I've received 3,000 reactions to my posts in the past 30 days. Thanks for your support. 🙏🤗🎉

ଏହାକୁ ପ୍ରମୋଟ୍ କରିବା ଉଦ୍ଦେଶ୍ଯ ନୁହେଁ । କିନ୍ତୁ ଉଇ ଦାଉ ରୁ ତ୍ରାହି ତ୍ରାହି ଡାକୁଥିବା ବେଳେ ମିଳିଗଲା ଏହି ଯୋଗାଯୋଗ ନମ୍ବର ଟି ............
09/01/2025

ଏହାକୁ ପ୍ରମୋଟ୍ କରିବା ଉଦ୍ଦେଶ୍ଯ ନୁହେଁ । କିନ୍ତୁ ଉଇ ଦାଉ ରୁ ତ୍ରାହି ତ୍ରାହି ଡାକୁଥିବା ବେଳେ ମିଳିଗଲା ଏହି ଯୋଗାଯୋଗ ନମ୍ବର ଟି ..........



08/01/2025

ଦେଖନ୍ତୁ ବିଶ୍ଵ ପ୍ରସିଦ୍ଧ ଧନୁଯାତ୍ରା ମଥୁରା ନଗରୀରେ କଂସ ମହାରାଜାଙ୍କ ଦବଦବା ଏବେ ବି ବଜାୟ

07/01/2025

ଏହି ସଡକଟି କେଉଁ ଅଞ୍ଚଳର ହୋଇଥାଇପାରେ ।।।।



07/01/2025

ଆଶ୍ଚର୍ଯ୍ୟ ହେଲେ ମଧ୍ଯ ନିରାଟ ସତ୍ଯ । ଗୋ ମାତାଙ୍କ ଖିର ପାନ କରିଲା ବୁଲା କୁକୁର । ଭାଇରାଲ ଭିଡିଓ ସଂଗୃହୀତ........

06/01/2025

ଦୟାକରି ଏହି ଭିଡିଓ କୁ ବହୁଳ ମାତ୍ରାରେ ସେର କରନ୍ତୁ । ଯେମିତି ହଜି ଯାଇଥିବା ସମସ୍ତ ସୁନା ଅଳଙ୍କାର ପ୍ରକୃତ ବ୍ୟକ୍ତିଙ୍କ ପାଖରେ ପହଞ୍ଚି ଯିବ ..... please share

06/01/2025

ଏଠି ମିଳୁଛି କଂସା ବାସନ ସାଙ୍ଗକୁ ସମସ୍ତ ପ୍ରକାର ପିତ୍ତଳ ସାମଗ୍ରୀ । ତେବେ ଦେଖନ୍ତୁ କେମିତି ଦେଖନ୍ତୁ କେମିତି ତିଅ।ରି ହୁଏ ପିତ୍ତଳ ସାମାନ ।






ଗଞ୍ଜାମ ପଲିଟିକାଲ ଗତି ଏବେ ବିପଦରେ.........
06/01/2025

ଗଞ୍ଜାମ ପଲିଟିକାଲ ଗତି ଏବେ ବିପଦରେ.........

ଗଞ୍ଜାମ ପଲିଟିକାଲ ଗତି ଏବେ ବିପଦରେ.........
06/01/2025

ଗଞ୍ଜାମ ପଲିଟିକାଲ ଗତି ଏବେ ବିପଦରେ.........

https://www.youtube.com/watch?v=YbZZTZdZqXk
06/01/2025

https://www.youtube.com/watch?v=YbZZTZdZqXk

ପୁଣି BJDକୁ ଶକ୍ତ ଧକ୍କା, ଦଳ ଛାଡ଼ି BJPରେ ମିଶିଲେ ନେତା | Ganjam BJD Leader Join BJP | Naveen PatnaikAnother hard blow to BJD in Ganjam . After winning the Asika A...

Address

KABISURYA NAGAR

Telephone

+919040342047

Website

Alerts

Be the first to know and let us send you an email when AJIT KUMAR DAS posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to AJIT KUMAR DAS:

Videos

Shortcuts

  • Address
  • Telephone
  • Alerts
  • Contact The Business
  • Videos
  • Claim ownership or report listing
  • Want your business to be the top-listed Media Company?

Share

ଗାଁ ଗହଳି ହେଉ ସହରାଚଂଳ ହେଉ ସବୁଠେ ଅ।ମରି ନଜର ରହିବା ସହ ଅବହେଳିତ ଗରୀବ ଖଟିଖିଅ। ମାନଙ୍କୁ ସହାୟତାର ହାତ ବଢାଇବା ପାଇଁ ସଂକଳ୍ପ ନେବା । ଏବଂ ଗାଁ ଗହଳ

ଗାଁ ଗହଳି ହେଉ ସହରାଚଂଳ ହେଉ ସବୁଠେ ଅ।ମରି ନଜର ରହିବା ସହ ଅବହେଳିତ ଗରୀବ ଖଟିଖିଅ। ମାନଙ୍କୁ ସହାୟତାର ହାତ ବଢାଇବା ପାଇଁ ସଂକଳ୍ପ ନେବା । ଏବଂ ଗାଁ ଗହଳିର ଲୋକ କଳା ଓ ସଂସ୍କୃତି କୁ ଲୋକ ଲୋଚନକୁ ଅ।ଣିବା ସୋସିଅ।ଲ ମିଡିଅ। ଏକ ପ୍ଳାଟଫର୍ମ ଭାବେ ଗ୍ରହଣ କରାଯାଇପାରେ......