Subha diary

Subha diary ଯାହା କହି ହୁଏନି ସେଇ ସବୁତ କବିତା !

ସେ ବେନାମୀ ସଞ୍ଜର ସମ୍ମୋହନ..!❤️✨
24/04/2023

ସେ ବେନାମୀ ସଞ୍ଜର ସମ୍ମୋହନ..!❤️✨

Smile is the beauty of the soul...!❤️😍✨
28/03/2023

Smile is the beauty of the soul...!❤️😍✨

 ✨
06/03/2023

 ❤️
06/03/2023

❤️

ଯେବେ ନିଜ ସହ ଭେଟ ହୁଏ।😍
02/03/2023

ଯେବେ ନିଜ ସହ ଭେଟ ହୁଏ।😍

ପ୍ରେରଣା।❤️😊 #କଥା_ନବ_ପ୍ରତିଭା_ସମ୍ମାନ_୨୦୨୨
27/02/2023

ପ୍ରେରଣା।❤️😊

#କଥା_ନବ_ପ୍ରତିଭା_ସମ୍ମାନ_୨୦୨୨

ତୋ ସହରେ ସବୁ ଚେହେରା ମୋତେ କାଇଁ ତୋ ପରି ଦିଶେ ...!❤️
17/02/2023

ତୋ ସହରେ ସବୁ ଚେହେରା
ମୋତେ କାଇଁ ତୋ ପରି ଦିଶେ ...!❤️

Thank you ❤️❤️❤️
17/02/2023

Thank you ❤️❤️❤️

ତା ପ୍ରିୟ ଫୁଲ ମାନଙ୍କୁ ମୋ ଅଗଣାରେମୁଁ ପ୍ରେମ ଛିଞ୍ଚି ପାଳୁଥାଏ।🌻❤️
30/01/2023

ତା ପ୍ରିୟ ଫୁଲ ମାନଙ୍କୁ ମୋ ଅଗଣାରେ
ମୁଁ ପ୍ରେମ ଛିଞ୍ଚି ପାଳୁଥାଏ।🌻❤️

ସବୁ ରଙ୍ଗ ଥରେ ଥରେ ଛୁଇଁବାକୁ ହୁଏ ...!❤️
23/01/2023

ସବୁ ରଙ୍ଗ ଥରେ ଥରେ ଛୁଇଁବାକୁ ହୁଏ ...!❤️

Happiness is a way of living ...!!!💜
20/01/2023

Happiness is a way of living ...!!!💜

ତୁମେ ଶୁଣୁଥିବା ଯାଏମୁଁ ପଢୁଥିବି କବିତା,ଥକି ଗଲେ ଥକି ଯାଉ ;ସେ ଅଳସୀ ରାତି ଆଉ ତାର ତମାମ ନିରବତା... !!! #କଫି_କଥା_କବିତା_୨.୦ #ଧନ୍ୟବାଦ❤️...
29/12/2022

ତୁମେ ଶୁଣୁଥିବା ଯାଏ
ମୁଁ ପଢୁଥିବି କବିତା,
ଥକି ଗଲେ ଥକି ଯାଉ ;
ସେ ଅଳସୀ ରାତି
ଆଉ ତାର ତମାମ ନିରବତା... !!!

#କଫି_କଥା_କବିତା_୨.୦

#ଧନ୍ୟବାଦ❤️

 #ସମ୍ବାଦ_ଏ_ମାସର_ଲେଖକ #ଡିସେମ୍ବର_୨୦୨୨                  ଆଜି ଆକାଂକ୍ଷିତ ଦିନଟିଏ ଭୋଗିଲି। ଓଡ଼ିଶାର ଅନେକ ଓଡ଼ିଆ ପାଠକ, ପାଠିକାମାନଙ୍କ ...
18/12/2022

#ସମ୍ବାଦ_ଏ_ମାସର_ଲେଖକ
#ଡିସେମ୍ବର_୨୦୨୨

ଆଜି ଆକାଂକ୍ଷିତ ଦିନଟିଏ ଭୋଗିଲି। ଓଡ଼ିଶାର ଅନେକ ଓଡ଼ିଆ ପାଠକ, ପାଠିକାମାନଙ୍କ ସ୍ନେହ, ଶ୍ରଦ୍ଧା ଓ ବିଶୁଦ୍ଧ ଭଲ ପାଇବା ସାଉଁଟିଲି। ମନକାନ୍ଥରେ ଲିପିବଦ୍ଧ ହୋଇ ରହିଲା ଆପଣ ସଭିଙ୍କ ଅସୀମିତ ଶୁଭେଚ୍ଛା ଆଉ ଶୁଭାଶିଷ। ମୁଁ ସଭିଙ୍କ ପାଖେ କୃତଜ୍ଞ। ଆଜିର ଏ ପ୍ରେରଣାତକ ମୋର ସାରା ଜୀବନର ପୁଞ୍ଜି ହେଇ ରହିବ l

ଓଡ଼ିଶାର ପ୍ରିୟ ଖବରକାଗଜ "ସମ୍ବାଦ", ସମ୍ମାନୀୟ ସୌମ୍ୟରଞ୍ଜନ ସାର୍, ଗୌରହରି ସାର୍ ଏବଂ କ୍ଷେତ୍ରବାସୀ ସାରଙ୍କୁ ପ୍ରଣାମ, କୃତଜ୍ଞତା l

❤️

Address


Alerts

Be the first to know and let us send you an email when Subha diary posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Subha diary:

Shortcuts

  • Address
  • Alerts
  • Contact The Business
  • Claim ownership or report listing
  • Want your business to be the top-listed Media Company?

Share