Abedya News

Abedya News Abedya News Is The Trusted Web News Portal Of Puri Dist Bringing Facts And Verified News
(6)

Ind vs Eng: ଦ୍ବିତୀୟ ଟେଷ୍ଟ ମ୍ୟାଚ୍ ରେ ଇଂଲଣ୍ଡକୁ ୧୦୬ ରନ୍‌ରେ ପରାସ୍ତ କରି ୫ ଟିକିଆ ଶୃଙ୍ଖଳାକୁ ୧-୧ କରିଛି ଟିମ୍ ଇଣ୍ତିଆ । ଇଂଲଣ୍ଡକୁ  ୨...
07/02/2024

Ind vs Eng: ଦ୍ବିତୀୟ ଟେଷ୍ଟ ମ୍ୟାଚ୍ ରେ ଇଂଲଣ୍ଡକୁ ୧୦୬ ରନ୍‌ରେ ପରାସ୍ତ କରି ୫ ଟିକିଆ ଶୃଙ୍ଖଳାକୁ ୧-୧ କରିଛି ଟିମ୍ ଇଣ୍ତିଆ । ଇଂଲଣ୍ଡକୁ ୨୯୨ ରନ୍‌ରେ ଅଲଆଉଟ୍ କରି ହାଇଦ୍ରାବାଦ ପରାଜୟର ପ୍ରତିଶୋଧ ନେଇଛି ଦଳ । ତେବେ ରାଜକୋଟରେ ଫେବ୍ରୁଆରି ୧୫-୧୯ରେ ତୃତୀୟ ଟେଷ୍ଟ୍ ମ୍ୟାଚ୍ ଖେଳାଯିବ।

ମୁଖ୍ୟମନ୍ତ୍ରୀ ବାଣ୍ଟିଲେ ଶହେ138 କୋଟିର ଶିକ୍ଷା ପୁରସ୍କାର ।
03/02/2024

ମୁଖ୍ୟମନ୍ତ୍ରୀ ବାଣ୍ଟିଲେ ଶହେ138 କୋଟିର ଶିକ୍ଷା ପୁରସ୍କାର ।

02/02/2024

ଆମ ଓଡିଶା ନବୀନ ଓଡ଼ିଶା କାର୍ଯ୍ୟ କର୍ମରେ ଅସ୍ତରଙ୍ଗ ଗ୍ରାମ ପଂଚାୟତ ରେ ମନ୍ତ୍ରୀ ତୁଷାର କାନ୍ତି ବେହରା ଙ୍କୁ ବିରୋଧ.......

21/01/2024

ଜୟ ଶ୍ରୀରାମ

ବୋହୁ ଝିଲକ ଙ୍କ ସହ ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ଘଡେଇ
09/01/2024

ବୋହୁ ଝିଲକ ଙ୍କ ସହ ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ଘଡେଇ

ଜଗନ୍ନାଥ ଙ୍କୁ ଏପ୍ରକାର ଅପମାନ ଓଡ଼ିଶାବାସୀ ସହିବେ ତ ??
09/01/2024

ଜଗନ୍ନାଥ ଙ୍କୁ ଏପ୍ରକାର ଅପମାନ ଓଡ଼ିଶାବାସୀ ସହିବେ ତ ??

08/01/2024
ଡେଲାଙ୍ଗ ବ୍ଲକ ଗୋଡ଼ିପୁଟମାଟିଆପଡ଼ା ପଞ୍ଚାୟତ ହରିପୁର ରାମେଶ୍ବର କ୍ରିକେଟ କ୍ଳବ୍ ଆନୁକୁଲ୍ୟରେ ଆୟୋଜିତ ଦିବା-ରାତ୍ରି କ୍ରିକେଟ ଟୁର୍ନାମେଣ୍ଟ ର...
08/01/2024

ଡେଲାଙ୍ଗ ବ୍ଲକ ଗୋଡ଼ିପୁଟମାଟିଆପଡ଼ା ପଞ୍ଚାୟତ ହରିପୁର ରାମେଶ୍ବର କ୍ରିକେଟ କ୍ଳବ୍ ଆନୁକୁଲ୍ୟରେ ଆୟୋଜିତ ଦିବା-ରାତ୍ରି କ୍ରିକେଟ ଟୁର୍ନାମେଣ୍ଟ ରେ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ଶ୍ରୀଯୁକ୍ତ ସମ୍ବିତ ପାତ୍ର ଙ୍କ ସହ ପୁରୀ ଜିଲ୍ଲା ବିଜେପି ସଭାପତି ଶ୍ରୀଯୁକ୍ତ ଆଶ୍ରିତ ପଟ୍ଟନାୟକ ଯୋଗଦାନ କରିଛନ୍ତି।

ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଆସନ୍ତା 17 ତାରିଖ, ପୌଷ ମାସ ଶୁକ୍ଲପକ୍ଷ ସପ୍ତମୀ ତିଥିରେ ହେବ। ଏହି ପବିତ୍ର କାର୍ଯ୍ୟପାଇଁ ଡେଲା...
08/01/2024

ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଆସନ୍ତା 17 ତାରିଖ, ପୌଷ ମାସ ଶୁକ୍ଲପକ୍ଷ ସପ୍ତମୀ ତିଥିରେ ହେବ। ଏହି ପବିତ୍ର କାର୍ଯ୍ୟପାଇଁ ଡେଲାଙ୍ଗ-ପିପିଲି ବିଧାୟକ ଶ୍ରୀଯୁକ୍ତ ରୁଦ୍ର ପ୍ରତାପ ମହାରଥୀ ଙ୍କ ନେତୃତ୍ୱରେ ନିର୍ବାଚନ ମଣ୍ଡଳୀର ବିଭିନ୍ନ ଗାଁରେ ଅର୍ପଣ ରଥ ବୁଲିବା ସହ ପ୍ରତ୍ୟେକ ଘରୁ ମୁଠାଏ ଚାଉଳ ଓ ଗୋଟିଏ ଗୁଆ ସଂଗ୍ରହ କାର୍ଯ୍ୟ ଆରମ୍ଭ ହେଇଯାଇଛି।
#ଶ୍ରୀ_ମନ୍ଦିର_ପରିକ୍ରମା_ପ୍ରକଳ୍ପ

ଗତକାଲିକଣାସ ବ୍ଲକ ଅଣ୍ଡାରସିଂହଁ ଗ୍ରାମପଞ୍ଚାୟତ ସଭାପତି ପବିତ୍ର ମୋହନ ଜେନା ଙ୍କ ନେତୃତ୍ୱରେ ସାଙ୍ଗଠନିକ ବୈଠକ ଓ ବନ୍ଧୁମିଳନ ଉତ୍ସବ କାର୍ଯ୍ୟକ...
08/01/2024

ଗତକାଲିକଣାସ ବ୍ଲକ ଅଣ୍ଡାରସିଂହଁ ଗ୍ରାମପଞ୍ଚାୟତ ସଭାପତି ପବିତ୍ର ମୋହନ ଜେନା ଙ୍କ ନେତୃତ୍ୱରେ ସାଙ୍ଗଠନିକ ବୈଠକ ଓ ବନ୍ଧୁମିଳନ ଉତ୍ସବ କାର୍ଯ୍ୟକ୍ରମରେ ଯୋଗଦାନ କରି ସତ୍ୟବାଦୀ ବିଜେପି ନେତା ଶ୍ରୀଯୁକ୍ତ ଓମ ପ୍ରକାଶ ମିଶ୍ର ଉପସ୍ଥିତ କର୍ମୀ ଙ୍କ ମନୋବଳ ବଢ଼ାଇ ଥିଲେ।

ଏହି ବୈଠକରେ ଅନ ମାନଙ୍କ ସହ କଣାସ ମଣ୍ଡଳର ସାଧାରଣ ସମ୍ପାଦକ ଖଗେଶ୍ୱର ପଲାଇ, ଓ ୫ ନମ୍ବର ଜୋନ୍ ର ଜିଲ୍ଲା ପରିଷଦ ସଭ୍ୟା ଲତାମଣି ଜଗଦେବ, ସରପଞ୍ଚଙ୍କ ପ୍ରତିନିଧି ଅମିତି ପ୍ରସାଦ ସାମନ୍ତରାୟ, ସମିତି ସଭ୍ୟା, ଶ୍ରୀମତୀ ଲିଜା ଛୋଟରାୟ,୭ ଜଣ ୱାର୍ଡ ସଭ୍ୟ ନୟାବ ସରପଞ୍ଚଙ୍କ ସମତେ ଅନେକ ବରିଷ୍ଟ,ଯୁବ ତଥା ମହିଳା କାର୍ଯ୍ୟକର୍ତା ମାନେ ସାମିଲ ହୋଇଥିଲେ ll

08/01/2024

ପୁରୀ ବିଧାୟକଶ୍ରୀଯୁକ୍ତ ଜୟନ୍ତ କୁମାର ଷଡଙ୍ଗୀ ନରେନ୍ଦ୍ର କୋଣ ପୁରୀ ସ୍ଥିତ ଶ୍ରୀ ଶ୍ରୀ ବାବା ବାଲିକପିଳେଶ୍ଵର ମନ୍ଦିର ପାଇଁ ବିଧାୟକ ଉନ୍ନୟନ ପାଣ୍ଠିରୁ ମନ୍ଦିରର ମୁଖ୍ୟ ତୋରଣ ନିର୍ମାଣ ର ଭିତ୍ତିପ୍ରସ୍ତର ସ୍ଥାପନ କରିବା ସହ କାନାରା ବ୍ୟାଙ୍କ,କ୍ଷେତ୍ରୀୟ କାର୍ଯ୍ୟାଳୟ,ଭୂବନେଶ୍ବରଙ୍କ ସୌଜନ୍ୟରୁ ଜଗଦୀଶ ଚନ୍ଦ୍ରା,ସାଧାରଣ ପରିଚାଳକ ଭୂବନେଶ୍ଵରଙ୍କ ଦ୍ଵାରା ଭକ୍ତ ଓ ଜନ ସାଧାରଣଙ୍କ ନିମନ୍ତେ ଥଣ୍ଡା ପାନୀୟ ଜଳ ପ୍ରକଳ୍ପ ଓ ପାଦ ପ୍ରକ୍ଷାଳନ ସ୍ଥଳୀ ର ଉଦଘାଟନ କରିଛନ୍ତି।

ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀ କୃଷ୍ଣପ୍ରସାଦ ବ୍ଳକର ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ , ପୂର୍ବତନ କୃଷ୍ଣପ୍ରସାଦ ବ୍ଲକ ଉପାଧ୍ୟକ୍ଷ ତଥା ବ୍ରହ୍ମଗି...
08/01/2024

ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀ କୃଷ୍ଣପ୍ରସାଦ ବ୍ଳକର ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ , ପୂର୍ବତନ କୃଷ୍ଣପ୍ରସାଦ ବ୍ଲକ ଉପାଧ୍ୟକ୍ଷ ତଥା ବ୍ରହ୍ମଗିରି ବିଜେପି ର ବରିଷ୍ଠ ନେତା ସତ୍ୟପ୍ରିୟ ଜେନା ଙ୍କ ବିୟୋଗ ହୋଇଯାଇଛି।
ବ୍ରହ୍ମଗିରି ବିଧାୟକ ଶ୍ରୀଯୁକ୍ତ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ଏବଂ ବିଜେପି ନେତ୍ରୀ ଶ୍ରୀମତୀ ଉପାସନା ମହାପାତ୍ର ତାଙ୍କ ପୁରୀ ସ୍ଥିତ ବାସ ଭବନରେ ଶେଷ ଦର୍ଶନ କରିଥିଲେ। ତାଙ୍କ ଶେଷ ଯାତ୍ରା ରେ ହଜାର ହଜାର ଶ୍ରଦ୍ଧାଳୁ ଉପସ୍ଥିତ ଥିଲେ

08/01/2024

ଚିରା, ଫଟା ପିନ୍ଧି ବଡ ଦେଉଳକୁ ଦର୍ଶନ ପାଇଁ ଆସିଲେ ସାବଧାନ ହୋଇଯାଆନ୍ତୁ। ଆଉ ଆପଣଙ୍କୁ ଭିତରକୁ ଛଡା ଯିବନି। ପାଟିରେ ପାନ ଗୁଟଖା ଥିଲେ ବି ପ୍ରବେଶ ନିଷେଧ। ଜାନୁୟାରୀ ୧ ତାରିଖଠାରୁ ଏହି ନିୟମ କଡାକଡି ଲାଗୁ ହେବାକ ଥିବା ବେଳେ ଏବେ କେମିତି ସ୍ଥିତି ଅଛି ଦେଖିବା ଆସନ୍ତୁ।

ବ୍ରହ୍ମଗିରି ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପୁରୀ ସଦର ବ୍ଲକ ୧୧ ପଞ୍ଚାୟତ ରେ ପୂର୍ବତନ ମନ୍ତ୍ରୀ ସଞ୍ଜୟ କୁମାର ଦାସବର୍ମା ଙ୍କ ବୈଠକ ।...
08/01/2024

ବ୍ରହ୍ମଗିରି ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପୁରୀ ସଦର ବ୍ଲକ ୧୧ ପଞ୍ଚାୟତ ରେ ପୂର୍ବତନ ମନ୍ତ୍ରୀ ସଞ୍ଜୟ କୁମାର ଦାସବର୍ମା ଙ୍କ ବୈଠକ । ଏହି ବୈଠକରେ ସ୍ଥାନୀୟ ଅଞ୍ଚଳର ସମସ୍ତ ବିଜେଡି ନେତା ଓ ଆଗ ଧାଡ଼ିର କର୍ମୀ ଯୋଗ ଦେଇଥିଲେ।

ଧର୍ମେନ୍ଦ୍ର ଙ୍କ ରୋମାଣ୍ଟିକ ଜୀବନ ।(धर्मेंद्र ने अपनी पहली पत्नी को छोड़ने के बाद साल 1980 में दूसरी शादी की थी। वह यहीं पर ...
07/01/2024

ଧର୍ମେନ୍ଦ୍ର ଙ୍କ ରୋମାଣ୍ଟିକ ଜୀବନ ।
(धर्मेंद्र ने अपनी पहली पत्नी को छोड़ने के बाद साल 1980 में दूसरी शादी की थी। वह यहीं पर रुकने वाले नहीं थे साल 1988 में वह तीसरी शादी की तैयारी में लग गए थे। क्योंकि उनकी नजदीकिया अनीता राज के साथ कुछ ज्यादा ही बढ़ गई थी। समय रहते हेमा मालिनी को इस बात की भनक लग गई और उन्होंने धर्मेंद्र को इस बात को लेकर जमकर फटकार लगाई। जिसके बाद धर्मेंद्र को अपनी गलती का एहसास हो गया था। अनीता के साथ उनकी नजदीकिया हद से ज्यादा बढ़ गई थी लेकिन समय रहते उन्होंने उनसे दूरी बना ली।)

07/01/2024

କାଲି ଇଂଲଣ୍ଡ ବିପକ୍ଷ ମ୍ୟାଚ ବେଳେ ରବୀନ୍ଦ୍ର ଜାଡେଜା ଙ୍କ ପତ୍ନୀ ରିଭାଭା ଏବଂ ରୋହିତ ଶର୍ମା ଙ୍କ ପତ୍ନୀ ରୀତିକା 🙋‍♂️🙋‍♂️
30/10/2023

କାଲି ଇଂଲଣ୍ଡ ବିପକ୍ଷ ମ୍ୟାଚ ବେଳେ ରବୀନ୍ଦ୍ର ଜାଡେଜା ଙ୍କ ପତ୍ନୀ ରିଭାଭା ଏବଂ ରୋହିତ ଶର୍ମା ଙ୍କ ପତ୍ନୀ ରୀତିକା 🙋‍♂️🙋‍♂️

Best Photo Of The Day❤️❤️❤️❤️❤️❤️
17/10/2023

Best Photo Of The Day
❤️❤️❤️❤️❤️❤️












ଭୁବନେଶ୍ୱର ସହର ରେ ଗାଁ ର ଶାନ୍ତି 🙋‍♂️ଆସନ୍ତୁ ବୁଲିବା ଗୁଆଝର 💦
09/10/2023

ଭୁବନେଶ୍ୱର ସହର ରେ ଗାଁ ର ଶାନ୍ତି 🙋‍♂️
ଆସନ୍ତୁ ବୁଲିବା ଗୁଆଝର 💦

21/09/2023

କବିତା ମାଧ୍ୟମରେ ଶିକ୍ଷୟତ୍ରୀ ଙ୍କ ଓଡ଼ିଶା ସରକାର ଜଣାଇଲେ ଦୁଃଖ 😥 ସେପଟେ କଲେଜ ପିଲା ଗାଉଛନ୍ତି ନଶୁଣ ନବୀନ କାହାରି କଥା ନଶୁଣ 😡😡

21/09/2023

ଶେଷ ରେ
ସୌମ୍ୟ
ସସପେଣ୍ଡ

ପବିତ୍ର ଗଣେଷ ଚତୁର୍ଥୀ ଉପଲକ୍ଷେ ସମସ୍ତଙ୍କୁ ହାର୍ଦ୍ଦିକ ଅଭିନନ୍ଦନ । ପ୍ରଭୂ ବିଘ୍ନ ବିନାଶକ ଙ୍କ କୃପା ରୁ ଆପଣ ମାନଙ୍କ ଆଗାମୀ ସମୟ ମଙ୍ଗଳମୟ ହ...
19/09/2023

ପବିତ୍ର ଗଣେଷ ଚତୁର୍ଥୀ ଉପଲକ୍ଷେ ସମସ୍ତଙ୍କୁ ହାର୍ଦ୍ଦିକ ଅଭିନନ୍ଦନ । ପ୍ରଭୂ ବିଘ୍ନ ବିନାଶକ ଙ୍କ କୃପା ରୁ ଆପଣ ମାନଙ୍କ ଆଗାମୀ ସମୟ ମଙ୍ଗଳମୟ ହେଉ।

ହସିଲାଣି କାଶତଣ୍ଡୀ, ଆସିଲାଣି ପାର୍ବଣ ଋତୁ । ମାଆଙ୍କ ଆଗମନର ବାର୍ତ୍ତା ଦେଉଛି ପ୍ରକୃତି। #ଆବେଦ୍ୟନ୍ୟୁଜ
17/09/2023

ହସିଲାଣି କାଶତଣ୍ଡୀ, ଆସିଲାଣି ପାର୍ବଣ ଋତୁ । ମାଆଙ୍କ ଆଗମନର ବାର୍ତ୍ତା ଦେଉଛି ପ୍ରକୃତି।
#ଆବେଦ୍ୟନ୍ୟୁଜ

ପବିତ୍ର ସଂକ୍ରାନ୍ତି ରେ ଶ୍ରୀମନ୍ଦିର ଦକ୍ଷିଣଦ୍ୱାର ସ୍ଥିତ ମହାବୀରଙ୍କ ଦିବ୍ୟ ଦର୍ଶନ କରନ୍ତୁ  🌺🌺🌺ଜୟ ଜଗନ୍ନାଥ ସ୍ୱାମୀ 🙏 ଜୟ ବଜରଙ୍ଗ ବାଲି 🙏
17/09/2023

ପବିତ୍ର ସଂକ୍ରାନ୍ତି ରେ ଶ୍ରୀମନ୍ଦିର ଦକ୍ଷିଣଦ୍ୱାର ସ୍ଥିତ ମହାବୀରଙ୍କ ଦିବ୍ୟ ଦର୍ଶନ କରନ୍ତୁ 🌺🌺🌺
ଜୟ ଜଗନ୍ନାଥ ସ୍ୱାମୀ 🙏 ଜୟ ବଜରଙ୍ଗ ବାଲି 🙏

l ଓଁ ଶାନ୍ତି 🙏 lଜଣେ ବିଶିଷ୍ଟ ତଥା ସୁନାମ ଧନ୍ୟ ଲେଖିକା ସ୍ୱର୍ଗତଃ ବିଜୟାନନ୍ଦ ପଟ୍ଟନାୟକ ଙ୍କ ଝିଅ ତଥା ପ୍ରେମ୍ ଓ ନବୀନ ପଟ୍ଟନାୟକ ଙ୍କ ଭଉଣୀ...
17/09/2023

l ଓଁ ଶାନ୍ତି 🙏 l
ଜଣେ ବିଶିଷ୍ଟ ତଥା ସୁନାମ ଧନ୍ୟ ଲେଖିକା ସ୍ୱର୍ଗତଃ ବିଜୟାନନ୍ଦ ପଟ୍ଟନାୟକ ଙ୍କ ଝିଅ ତଥା ପ୍ରେମ୍ ଓ ନବୀନ ପଟ୍ଟନାୟକ ଙ୍କ ଭଉଣୀ ଶ୍ରୀମତି ଗୀତା ମେହେଟ୍ଟl ଙ୍କ ପରଲୋକ ଘଟିଛି l ଅମର ଆତ୍ମା ର ସଦଗତି ହେଉ l

ଓଁ ଶାନ୍ତି 🙏 l

ଭାରତ ରେ ଚହଳ ସୃଷ୍ଟି କରିଥିବା ସନ୍ୟାସୀବାଗେଶ୍ୱର ଧାମ ର ସାଧୁ ଧୀରେନ୍ଦ୍ର ....👌👌
16/09/2023

ଭାରତ ରେ ଚହଳ ସୃଷ୍ଟି କରିଥିବା ସନ୍ୟାସୀ
ବାଗେଶ୍ୱର ଧାମ ର ସାଧୁ ଧୀରେନ୍ଦ୍ର ....👌👌

ଆସୁଛନ୍ତି ଗଜାନନ 🙏🙏
16/09/2023

ଆସୁଛନ୍ତି ଗଜାନନ 🙏🙏

ଦେଶ ପାଇଁ ଗୋଟେ ଲାଇକ ହେଇଯାଉ ।
16/09/2023

ଦେଶ ପାଇଁ ଗୋଟେ ଲାଇକ ହେଇଯାଉ ।

ବାବୁସାନ , ଉତ୍ତମ ଓ ଅପରାଜିତା ମହାନ୍ତି !
15/09/2023

ବାବୁସାନ , ଉତ୍ତମ ଓ ଅପରାଜିତା ମହାନ୍ତି !

ବ୍ରେକିଂ ନିୟୁଜ୍
15/09/2023

ବ୍ରେକିଂ ନିୟୁଜ୍

Address

Puri
752012

Alerts

Be the first to know and let us send you an email when Abedya News posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Abedya News:

Videos

Share


Other News & Media Websites in Puri

Show All