News SN

News SN Newssnodia ia the most popular & top rated news Chanel in Odisha . Get all the latest news and updates on newssnodia.com

27/06/2024

ରାଷ୍ଟ୍ରପତି ଙ୍କୁ
ଭେଟିଲେ ମୁଖ୍ୟମନ୍ତ୍ରୀ

25/06/2024

26 ରୁ 29 ଯାଏ
ପ୍ରବଳ ବର୍ଷା

22/06/2024

ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା


ଆଜି ସ୍ନାନ ପୂର୍ଣ୍ଣିମା
22/06/2024

ଆଜି ସ୍ନାନ ପୂର୍ଣ୍ଣିମା

19/06/2024

ସକାଳୁ ଖାଆନ୍ତୁ ଏହି 5ଜିନିଷ
ଦୂର ହେବ ଏହି ଗମ୍ଭୀର ରୋଗ


ଓଡ଼ିଶା ଗଣମାଧ୍ୟମ ପରିବାର ପକ୍ଷରୁ ମିଡିଆ ମହାନାୟକ ରାମୋଜୀ ରାଓଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି
19/06/2024

ଓଡ଼ିଶା ଗଣମାଧ୍ୟମ ପରିବାର ପକ୍ଷରୁ ମିଡିଆ ମହାନାୟକ ରାମୋଜୀ ରାଓଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି

17/06/2024

ପଶ୍ଚିମବଙ୍ଗରେ ବଡ଼ଧରଣର ରେଳ ଦୁର୍ଘଟଣା
TrainAccident

ନାକେଦମ୍‌ କଲାଣି ଭୀଷଣ ତାତି ସାଙ୍ଗକୁ ଗୁଳୁଗୁଳି: ଆଗଉନି ମୌସୁମୀ, ବର୍ଷା ଗାଏବ
17/06/2024

ନାକେଦମ୍‌ କଲାଣି ଭୀଷଣ ତାତି ସାଙ୍ଗକୁ ଗୁଳୁଗୁଳି: ଆଗଉନି ମୌସୁମୀ, ବର୍ଷା ଗାଏବ

12/06/2024

ଶପଥ ନେଲେ
ନୂଆ ମୁଖ୍ୟମନ୍ତ୍ରୀ




11/06/2024

ଓଡ଼ିଶାକୁ ମିଳିଲା
ନୁଆ ମୁଖ୍ୟମନ୍ତ୍ରୀ
#

Description
କେନ୍ଦୁଝରର ବିଧାୟକ ମୋହନ ମାଝୀ ହେବେ ମୁଖ୍ୟମନ୍ତ୍ରୀ ।
ଆସନ୍ତାକାଲି ଶପଥ ପାଠ

ଓଡ଼ିଶାକୁ ମିଳିଲା ନୂଆ ମୁଖ୍ୟମନ୍ତ୍ରୀ  ବରିଷ୍ଠ ବିଜେପି ନେତା ତଥା କେନ୍ଦୁଝରର ବିଧାୟକ ମୋହନ ମାଝୀ ହେବେ ମୁଖ୍ୟମନ୍ତ୍ରୀ ।ଆସନ୍ତାକାଲି ଶପଥ ପା...
11/06/2024

ଓଡ଼ିଶାକୁ ମିଳିଲା ନୂଆ ମୁଖ୍ୟମନ୍ତ୍ରୀ
ବରିଷ୍ଠ ବିଜେପି ନେତା ତଥା କେନ୍ଦୁଝରର ବିଧାୟକ ମୋହନ ମାଝୀ ହେବେ ମୁଖ୍ୟମନ୍ତ୍ରୀ ।
ଆସନ୍ତାକାଲି ଶପଥ ପାଠ


10/06/2024

ଆହୁରି ୫ ଦିନ ପ୍ରବଳ ଗ୍ରୀଷ୍ମପ୍ରବାହ




10/06/2024

ଆସନ୍ତାକାଲି ଘୋଷଣା ହେବ
ନୂଆ ମୁଖ୍ୟମନ୍ତ୍ରୀଙ୍କ ନାଁ


କାହିଁକି ରାଜନୀତି ଛାଡ଼ିଲେ?ରାଜନୀତିରେ ହାରଜିତ ରହିଛି। ହାରିଯାଇଥିବା ନେତା ରାଜନୀତି ଛାଡ଼ନ୍ତି ନାହିଁ। କିନ୍ତୁ ପାଣ୍ଡିଆନ କାହିଁକି ଛାଡ଼ିଲେ ରା...
09/06/2024

କାହିଁକି ରାଜନୀତି ଛାଡ଼ିଲେ?

ରାଜନୀତିରେ ହାରଜିତ ରହିଛି। ହାରିଯାଇଥିବା ନେତା ରାଜନୀତି ଛାଡ଼ନ୍ତି ନାହିଁ। କିନ୍ତୁ ପାଣ୍ଡିଆନ କାହିଁକି ଛାଡ଼ିଲେ ରାଜନୀତି, ଏହା ହିଁ ବର୍ତ୍ତମାନ ସମୟର ଏକ ବଡ଼ ରାଜନୈତିକ ପ୍ରଶ୍ନ। ମୁଖ୍ୟମନ୍ତ୍ରୀ ତାଙ୍କୁ ରାଜନୀତି ଛାଡ଼ିବା ପାଇଁ ପରାମର୍ଶ ଦେଲେ ନା ଦଳ ଭିତରେ ସୃଷ୍ଟି ହୋଇଥିବା ବିରୋଧ ଆଗକୁ ବଡ଼ ରୂପ ନେବ ବୋଲି ପାଣ୍ଡିଆନ ଅନୁଭବ କଲେ। ନା ଆଉ କିଛି ଚାପ ତାଙ୍କୁ ରାଜନୀତିରୁ ସନ୍ନ୍ୟାସ ନେବାକୁ ବାଧ୍ୟ କଲା। ଏଭଳି ଅନେକ ପ୍ରଶ୍ନର ଉତ୍ତର ଖୋଜୁଛନ୍ତି ରାଜନୀତି ସମୀକ୍ଷକ।

ନାଁ ବଦଳାଇଥିଲେ ପାଣ୍ଡିଆନ

ନିଜକୁ ଓଡ଼ିଶା ରାଜନୀତିରେ ଗ୍ରହଣୀୟ କରିବା ପାଇଁ ନିଜର ନାମ ବଦଳାଇଥିଲେ। ତାଙ୍କୁ ଓଡ଼ିଆ ଭାବେ ଯେମିତି ଲୋକେ ଗ୍ରହଣ କରିବେ ସେଥିପାଇଁ ସେ ତାଙ୍କ ନାଁରେ ଥିବା କାର୍ତ୍ତିକେୟନକୁ କାର୍ତ୍ତିକ ଭାବେ ବଦଳାଇଦେଇଥିଲେ। ତଥାପି ଲୋକେ ତାଙ୍କୁ ଗ୍ରହଣ କରିନଥିବା ଏହି ଜନାଦେଶ ପ୍ରମାଣିତ କରିଛି।

ରାଜନୀତିରେ ପଶିବା କେବଳ ତାଙ୍କର ନିଷ୍ପତ୍ତି ନଥିଲା। ଏବେ ରାଜନୀତି ଛାଡ଼ିବା ବି କେବଳ ତାଙ୍କର ନିଷ୍ପତ୍ତି ହୋଇନଥିବ ବୋଲି ରାଜନୀତି ସମୀକ୍ଷକମାନେ କହୁଛନ୍ତି।

08/06/2024

ଦୁଇ ଦିନ ମଧ୍ୟରେ
ଓଡିଶା ଛୁଇଁବ ମୌସୁମୀ



05/06/2024

ରାଜ୍ୟରେ କେନ୍ଦ୍ରର ଆୟୁଷ୍ମାନ ଯୋଜନା ଲାଗୁ ହେବ



05/06/2024

ଏଥର ବିଜେପି ସରକାର

04/06/2024

ଓଡିଶା ରେ କିଏ
ଗଢ଼ିବ ସରକାର?



କେତେ ସତ ଏକଜିଟ୍ ପୋଲ୍?ଶେଷ ହୋଇଛି ଲୋକସଭା ନିର୍ବାଚନ ୨୦୨୪। ଆସନ୍ତାକାଲି ପ୍ରକାଶ ପାଇବାକୁ ଥିବା ଏହାର ଫଳାଫଳ ଉପରେ ସାରା ଦେଶର ନଜର ରହିଛି। ...
03/06/2024

କେତେ ସତ ଏକଜିଟ୍ ପୋଲ୍?
ଶେଷ ହୋଇଛି ଲୋକସଭା ନିର୍ବାଚନ ୨୦୨୪।
ଆସନ୍ତାକାଲି ପ୍ରକାଶ ପାଇବାକୁ ଥିବା ଏହାର ଫଳାଫଳ ଉପରେ ସାରା ଦେଶର ନଜର ରହିଛି। ତେବେ ଏହା ପୂର୍ବରୁ ନିର୍ବାଚନ ଫଳାଫଳ ସମ୍ବନ୍ଧୀୟ ବିଭିନ୍ନ ସଂସ୍ଥାର ଏକଜିଟ୍ ପୋଲ୍ ପ୍ରକାଶ ପାଇଥିଲା। ପ୍ରାୟ ସବୁ ଏକଜିଟ୍ ପୋଲରେ କେନ୍ଦ୍ରରେ ବିଜେପି ନେତୃତ୍ଵରେ ଏନଡିଏ ସରକାର ଆସୁଥିବାର ଅନୁମାନ କରାଯାଇଛି। ଏହାକୁ ନେଇ ରାଜନୈତିକ କରିଡରରେ କମ୍ପନ ସୃଷ୍ଟି ହୋଇଛି। ତେବେ ଏକଜିଟ୍ ପୋଲ୍ କେତେ ଠିକ୍, କେତେ ଭୁଲ ଏହାକୁ ନେଇ ଅନେକ ପ୍ରଶ୍ନ ସାମ୍ନାକୁ ଆସିଛି।

02/06/2024

ବାହାନଗା ଟ୍ରେନ ଟ୍ରାଜେଡିକୁ ପୂରିଲା ବର୍ଷେ: ତେବେ ଜାଣନ୍ତୁ କେମିତି ଥିଲା ସେହି ଛାତିଥରା ଦୁର୍ଘଟଣା



Description
ତେବେ କେମିତି ହୋଇଥିଲା ଏହି ଟ୍ରେନ ଟ୍ରାଜେଡି। କ’ଣ ସବୁ କାରଣ ଥିଲା ଏତେ ଲୋକଙ୍କ ମୃତ୍ୟୁ ପଛରେ ଜାଣନ୍ତୁ....

02/06/2024

#ଭୟଙ୍କର ଗୁଳୁଗୁଳି _ଅଂଶୁଘାତ ନେଉଛି ଜୀବନ




Description
ରାଜ୍ୟରେ ଅସହ୍ୟ ଗୁଳୁଗୁଳି ,ପ୍ରଚଣ୍ଡ ତାତି, ଅଂଶୁଘାତ ନେଉଛି ଜୀବନ: ଜଳିବ ପଶ୍ଚିମ ଓଡ଼ିଶା, ୫ ଯାଏ ଉପକୂଳରେ ଗୁଳୁଗୁଳି

31/05/2024



30/05/2024

କେରଳ ଛୁଇଁଲା ମୌସୁମୀ


30/05/2024

ହାଇଟେକ୍ ସୋସାଇଟିରେ ରେ ବଡ଼ ଧରଣର
ବିସ୍ଫୋରଣ
#ଫାଟିଲା ଏସି




29/05/2024

ତାତି ପାଇଁ ରାଜଧାନୀରେ
ଲୋକେ ଛଟପଟ


28/05/2024

ଜୁନ୍ 15 ପରେ
ଓଡିଶା ଛୁଇଁବ ମୌସୁମୀ




Description
ମେ’ ୩୧ ସୁଦ୍ଧା କେରଳ ଛୁଇଁପାରେ ମୌସୁମୀ: ଦେଶରେ ଅଧିକ ବର୍ଷିବ, ଓଡ଼ିଶାରେ ନିଅଣ୍ଟିଆ ବର୍ଷା ଆକଳନ

26/05/2024

ଆଜି ପ୍ରକାଶ ପାଇବ
ମାଟ୍ରିକ ରେଜଲ୍ଟ



25/05/2024

କେଉଁଠି ଲ୍ୟାଣ୍ଡଫଲ କରିବ
ବାତ୍ୟା ରେମାଲ?




Description
ବାତ୍ୟାର ପ୍ରଭାବ ସିଧାସଳଖ ଓଡ଼ିଶାରେ ପଡ଼ିବ ନାହିଁ । ଓଡ଼ିଶାର ଉତ୍ତର ଉପକୂଳରେ ପବନ ସାଙ୍ଗକୁ ବର୍ଷାର ସମ୍ଭାବନା ରହିଛି । ରବିବାର ସକାଳ ସୁଦ୍ଧା ବାଲେଶ୍ଵର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁରରେ ପ୍ରବଳ ବର୍ଷା ହୋଇପାରେ । ପାଣିପାଗ ବିଭାଗର ସୂଚନା ଅନୁସାରେ, ଲ୍ୟାଣ୍ଡଫଲ୍ କରିବା ସମୟରେ ପବନର ବେଗ ଘଣ୍ଚା ପ୍ରତି ୧୨୦ କିଲୋମିଟର ରହିବ । ଝଟକା୍‌ ପବନର ବେଗ ଘଣ୍ଟା ପ୍ରତି ୧୩୫ରୁ ୧୪୦ କି.ମି ରହିପାରେ।

25/05/2024

ଜୁନ୍ 1 ତାରିଖରୁ ବଦଳିଯିବ
ଏହି ସବୁ ନିୟମ

25/05/2024

ଭୋଟ୍ ଦେଉଛି ଓଡ଼ିଶା,ଆରମ୍ଭ ହେଲା ତୃତୀୟ ପର୍ଯ୍ୟାୟ ମତଦାନ

Address

Bhubaneswar
Bhubanes

Alerts

Be the first to know and let us send you an email when News SN posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to News SN:

Videos

Share

Nearby media companies