rk_creation_fan_page

rk_creation_fan_page BJP ANGUL , ODISHA Daily Updates Angul District

ଆମ ଛାମୁଙ୍କର ତ କେତେ ସ୍ୱଚ୍ଛ ନିର୍ମଳ ଭାବମୂର୍ତ୍ତି , ହେଲେ ଏତେ ଧନୀ ହେଲେ କେମିତି ? ?
12/04/2023

ଆମ ଛାମୁଙ୍କର ତ କେତେ ସ୍ୱଚ୍ଛ ନିର୍ମଳ ଭାବମୂର୍ତ୍ତି , ହେଲେ ଏତେ ଧନୀ ହେଲେ କେମିତି ? ?

New India 🇮🇳, New Stations 🚉 𝗕𝗵𝘂𝗯𝗮𝗻𝗲𝘀𝘄𝗮𝗿 𝗥𝗮𝗶𝗹𝘄𝗮𝘆 𝗦𝘁𝗮𝘁𝗶𝗼𝗻Thank you PM Narendra Modi Ji & Railway Minister Ashwini Vaishna...
17/10/2022

New India 🇮🇳, New Stations 🚉

𝗕𝗵𝘂𝗯𝗮𝗻𝗲𝘀𝘄𝗮𝗿 𝗥𝗮𝗶𝗹𝘄𝗮𝘆 𝗦𝘁𝗮𝘁𝗶𝗼𝗻

Thank you PM Narendra Modi Ji & Railway Minister Ashwini Vaishnaw Ji 👏

ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱ ଏବଂ  ଦେଶର ସାମଗ୍ରିକ ବିକାଶ ପାଇଁ ଆଜି ପୁଣିଥରେ ୭୫ ପ୍ରତିଶତ ଗ୍ଲୋବାଲ ଲିଡର ଆପୃଭାଲ ରେଟିଂର ପ୍ରଥମ ସ୍ଥାନରେ ...
27/08/2022

ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱ ଏବଂ ଦେଶର ସାମଗ୍ରିକ ବିକାଶ ପାଇଁ ଆଜି ପୁଣିଥରେ ୭୫ ପ୍ରତିଶତ ଗ୍ଲୋବାଲ ଲିଡର ଆପୃଭାଲ ରେଟିଂର ପ୍ରଥମ ସ୍ଥାନରେ ରହିଛନ୍ତି ବିଶ୍ଵର ସବୁଠାରୁ ଲୋକପ୍ରିୟ ନେତା ମାନନୀୟ ଯଶସ୍ଵୀ ପ୍ରଧାନମନ୍ତ୍ରୀ ଶ୍ରୀ Narendra Modi ଜୀ।

୧୦ ବର୍ଷ ପରେ ମଧ୍ୟ ସମାଧାନର ବାଟ ପାଇଲେ ନାହିଁ ରାଜ୍ୟ ସରକାର ।🤦ଧନ୍ୟ ଧନ୍ୟ 🙏🏻
10/08/2022

୧୦ ବର୍ଷ ପରେ ମଧ୍ୟ ସମାଧାନର ବାଟ ପାଇଲେ ନାହିଁ ରାଜ୍ୟ ସରକାର ।🤦
ଧନ୍ୟ ଧନ୍ୟ 🙏🏻

23/06/2022

ଆଜି ବର୍ଷା ପାଇଁ କାମ ଧିମା ଅଛି .     କରୁଣ କଥା ଭୁଲ୍ ପାଇଁ କ୍ଷମା ଆଉ ପାପ ପାଇଁ ଦଣ୍ଡଆପଣ ଯୋଉଟା କରୁଛନ୍ତି ସେଇଟା ଭୁଲ୍ ନା ପାପ ବିଚାର କର...
08/04/2022

ଆଜି ବର୍ଷା ପାଇଁ କାମ ଧିମା ଅଛି .

କରୁଣ କଥା

ଭୁଲ୍ ପାଇଁ କ୍ଷମା ଆଉ ପାପ ପାଇଁ ଦଣ୍ଡ

ଆପଣ ଯୋଉଟା କରୁଛନ୍ତି ସେଇଟା ଭୁଲ୍ ନା ପାପ ବିଚାର କରୁଥିବେ.

 #ସପ୍ତରଙ୍ଗର_ପଞ୍ଚୁଦୋଳ                       #ଇନ୍ଦ୍ରଧନୁ_ମେଢ଼  #ପୁରୀ_କୃଷ୍ଣପ୍ରସାଦ_ମାଲୁଦ         #ଦର୍ଶକ_ଦେଖିଣଭାବବିହୋଳପୁରୀ ଜିଲ...
25/03/2022

#ସପ୍ତରଙ୍ଗର_ପଞ୍ଚୁଦୋଳ #ଇନ୍ଦ୍ରଧନୁ_ମେଢ଼ #ପୁରୀ_କୃଷ୍ଣପ୍ରସାଦ_ମାଲୁଦ
#ଦର୍ଶକ_ଦେଖିଣଭାବବିହୋଳ
ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଳକ୍ ଅନ୍ତର୍ଗତ ୨୪ ମୌଜାର ଐତିହାସିକ ମାଲୁଦ ପଞ୍ଚୁଦୋଳ ଯାତ୍ରା ଆଜି ଠାରୁ ପ୍ରାରମ୍ଭ ,ଚିତାକର୍ଷକ ନିଖୁଣ କାରୁ କାର୍ଯ୍ୟରେ ସୁସଜ୍ଜିତ ମେଢ଼ ,ଚଳିତ ବର୍ଷ ତାଳତଳା ଗ୍ରାମର ରାଧା କୃଷ୍ଣ ଦେବ #ଇନ୍ଦ୍ରଧନୁ_ମେଢ଼ ଯାହାକି ସପ୍ତ ରଙ୍ଗରେ ରଙ୍ଗୀତ ହୋଇ ରଙ୍ଗର ପସରା ରେ ଲୋକଙ୍କୁ ଆକର୍ଷଣ କରୁଛି , ଯେମିତି ଇନ୍ଦ୍ରଧନୁର ସାତ ରଙ୍ଗ ମାଲୁଦ ପଞ୍ଚୁଦୋଳ କୁ ତରଙ୍ଗାଇତ ରଖିଛି ।

15/03/2022

😂😂😂

ଜୀବିତ ଅବସ୍ଥାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଫୋଟରେ ଫୁଲମାଳ ଚଢାଇ ଦେଲେ ଦଳୀୟ ନେତା ! 😂😂
15/03/2022

ଜୀବିତ ଅବସ୍ଥାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଫୋଟରେ ଫୁଲମାଳ ଚଢାଇ ଦେଲେ ଦଳୀୟ ନେତା ! 😂😂

ଆକାଶ ପାତାଳ ଫରକ୍🙏🏻
13/03/2022

ଆକାଶ ପାତାଳ ଫରକ୍🙏🏻

ଭାରତ ପୁଣି ୟୁକ୍ରେନ ବାସୀଙ୍କ ପାଇଁ ପଠାଇଲା ରିଲିଫ ସାମଗ୍ରୀ ।ଏଣେ ନନ୍ଦିଆ ଟିଭି ଅନେଇକି ବସିଛି କହିବ ଛାମୁ ୟୁକ୍ରେନ ନିଜେ ଯାଇ ଦେଇକି ଆସିଲେ...
09/03/2022

ଭାରତ ପୁଣି ୟୁକ୍ରେନ ବାସୀଙ୍କ ପାଇଁ ପଠାଇଲା ରିଲିଫ ସାମଗ୍ରୀ ।
ଏଣେ ନନ୍ଦିଆ ଟିଭି ଅନେଇକି ବସିଛି କହିବ ଛାମୁ ୟୁକ୍ରେନ ନିଜେ ଯାଇ ଦେଇକି ଆସିଲେ 😛

ବିନମ୍ରତା ସହ ସାଂସଦ ମହେଶ ସାହୁଙ୍କ ଆନ୍ଦୋଳନ ଚେତାବନୀ : ଜୋର ଧରିଲା ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚାଅନୁଗୋଳ ୫୫ ନମ୍ବର ଜାତୀୟରାଜପଥର ଉନ୍ନତି ...
23/02/2022

ବିନମ୍ରତା ସହ ସାଂସଦ ମହେଶ ସାହୁଙ୍କ ଆନ୍ଦୋଳନ ଚେତାବନୀ : ଜୋର ଧରିଲା ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚା

ଅନୁଗୋଳ ୫୫ ନମ୍ବର ଜାତୀୟରାଜପଥର ଉନ୍ନତି ପାଇଁ ଅଣ୍ଟା ଭିଡ଼ିଲେ ଜଣାଶୁଣା ସ୍ୱେଚ୍ଛାସେବୀ ପର୍ଶୁରାମ ଦାଶ..

ଅନୁଗୋଳରୁ ବଅଁରପାଳ, ବଅଁରପାଳ ରୁ ଗୋଡ଼ିଆକାଟେଣି, ୫୫ ନମ୍ବର ଜାତୀୟ ରାଜପଥ ନିର୍ମାଣ ଓ ମରାମତି ନହେଲେ ଆସନ୍ତା ମାର୍ଚ୍ଚ ମାସ ୩ ତାରିଖରେ ଆନ୍ଦୋଳନରେ ସାମିଲ ହେବାକୁ ବାଧ୍ୟ ହେବି : ସାଂସଦ ମହେଶ ସାହୁ

ଅନୁଗୋଳ : ଦଳମତ ନିର୍ବିଶେଷରେ ଅନୁଗୋଳ ସହର ତଥା ଆଖପାଖ ୭୦ଗାଁର ଜନସାଧାରଣଙ୍କ କ୍ଷୋଭକୁ ଜିଲ୍ଲାପାଳଙ୍କ ନିକଟରେ ଉପସ୍ଥାପନ କରିଥିବାରୁ ବୁଦ୍ଧିଜୀବୀ ମହଲରେ ଶ୍ରୀ ଦାଶ ଙ୍କୁ ଧନ୍ୟବାଦ୍ ଜ୍ଞାପନ କରାଯାଇଛି ।

ସମସ୍ତଙ୍କୁ ଉକ୍ତ ଆନ୍ଦୋଳନରେ ସହଯୋଗ ନିମନ୍ତେ ନିବେଦନ

ଅନୁଗୋଳ : ଅନୁଗୋଳ ଠାରୁ ବଅଁରପାଳ ଏବଂ ବଅଁରପାଳ ଠାରୁ ଗୁଡ଼ିଆକାଟେଣି, ୫୫ "ନମ୍ବର ଜାତୀୟ ରାଜପଥର ଉନ୍ନତି ତଥା ନିର୍ମାଣ ଓ ମରାମତି ଦାବି ନେଇ ବଅଁରପାଳ ଛକ ଠାରୁ ଆନ୍ଦୋଳନ ହେବା ନେଇ ସୂଚନା ମିଳିଅଛି । ଉକ୍ତ ଆନ୍ଦୋଳନ ସମୟରେ ସମସ୍ତ ଯାନ ବାହାନ ଚଳାଚଳ ବନ୍ଦ ରହିବା ସହ ସମ୍ପୃକ୍ତ ରାସ୍ତାକୁ ବ୍ୟବହାର କରୁଥିବା ଜନସାଧାରଣ ଓ ବ୍ୟବସାୟୀ ଯେଉଁ ଅସୁବିଧାର ସମ୍ମୁଖୀନ ହେବେ ଅଞ୍ଚଳର ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ଆମକୁ କ୍ଷମା ଦେବା ସହ ସହଯୋଗ ପାଇଁ ନିବେଦନ କରିଛନ୍ତି । ଉକ୍ତ ଆନ୍ଦୋଳନରେ ସାଂସଦ ମହେଶ ସାହୁ ସାମିଲ ହେବା ନେଇ ସୂଚନା ରହିଅଛି । ଉକ୍ତ ଆନ୍ଦୋଳନ ମାର୍ଚ୍ଚ ମାସ ୩ ତାରିଖ ସକାଳ ୬ ଘଟିକା ସମୟରୁ ଆରମ୍ଭ ହେବ । ସମସ୍ତଙ୍କୁ ସହଯୋଗ ନିମନ୍ତେ ନିବେଦନ କରିବା ସହ ରାସ୍ତା ପାଇଁ ବିଭିନ୍ନ ଦରବାରରେ ଚେଷ୍ଟା କରି ବିଫଳ ହେବା ପରେ ଆନ୍ଦୋଳନ ପାଇଁ ବାଧ୍ୟ ହେଲି ବୋଲି ସାଂସଦ ମହେଶ ସାହୁ ଜିଲ୍ଲାପାଳ ଅନୁଗୋଳକୁ ଏକ ପତ୍ର ଯୋଗେ ଜଣାଇଥିବା ଗଣମାଧ୍ୟମରେ ପ୍ରକାଶ ପାଇଅଛି ।

କୃଷକ ଭାଇ ଓ ଭଉଣୀ ମାନଙ୍କୁ ଅନୁରୋଧ ନିଜର ଝାଳ ବୁହା ଧନକୁ , ନିଜର କଷ୍ଟରେ ଉପାର୍ଜିତ ହୋଇଥିବା ଫଳକୁ ଯଦି ଏହିଭଳି ନଷ୍ଟ କରିବାପାଇଁ ଚାହୁଁନାହ...
17/01/2022

କୃଷକ ଭାଇ ଓ ଭଉଣୀ ମାନଙ୍କୁ ଅନୁରୋଧ ନିଜର ଝାଳ ବୁହା ଧନକୁ , ନିଜର କଷ୍ଟରେ ଉପାର୍ଜିତ ହୋଇଥିବା ଫଳକୁ ଯଦି ଏହିଭଳି ନଷ୍ଟ କରିବାପାଇଁ ଚାହୁଁନାହାନ୍ତି ତେବେ ବିଜେଡିକୁ ଭୋଟ ଦିଅନ୍ତୁ ନାହିଁ ।

13/01/2022





ବିଶେଷ ସୂଚନା -: ନିର୍ବାଚନ କମିସନ ଙ୍କ ଗାଇଡଲାଇନ ସରକାର ରେ ଥିବା  ବିଜେଡି ଦଳ ପାଇଁ ନୁହଁ , ବାକି ଅନ୍ୟ ସମସ୍ତ ଦଳ ପାଇଁ ନିମ୍ନ ରେ ସୂଚନା ଜ...
12/01/2022

ବିଶେଷ ସୂଚନା -: ନିର୍ବାଚନ କମିସନ ଙ୍କ ଗାଇଡଲାଇନ ସରକାର ରେ ଥିବା ବିଜେଡି ଦଳ ପାଇଁ ନୁହଁ , ବାକି ଅନ୍ୟ ସମସ୍ତ ଦଳ ପାଇଁ ନିମ୍ନ ରେ ସୂଚନା ଜାରି କରାଗଲା !

12/01/2022
ନୂଆ ବର୍ଷ ସମସ୍ତଙ୍କ ପାଇଁ ମଙ୍ଗଳମୟ ହେଉ । କୋଭିଡ୍‌ ନିୟମ ପାଳନ ଏହାକୁ ଆନନ୍ଦରେ ଭରିଦେଉ ।
01/01/2022

ନୂଆ ବର୍ଷ ସମସ୍ତଙ୍କ ପାଇଁ ମଙ୍ଗଳମୟ ହେଉ ।
କୋଭିଡ୍‌ ନିୟମ ପାଳନ ଏହାକୁ ଆନନ୍ଦରେ ଭରିଦେଉ ।

 #ଓଡ଼ିଆ_କହିବା_ଶିଖୁଛନ୍ତି_କି_ମୁଖ୍ୟମନ୍ତ୍ରୀ ?ବିଧାନସଭା ପାଠ ଟିକେ କଷ୍ଟରେ ନାରଣ । ସେଥିପାଇଁ ପରା ମୁଁ ଏଠି ।  #ଶିକ୍ଷକ_ପଛେ_ରାଜ_ରାସ୍ତାର...
17/12/2021

#ଓଡ଼ିଆ_କହିବା_ଶିଖୁଛନ୍ତି_କି_ମୁଖ୍ୟମନ୍ତ୍ରୀ ?
ବିଧାନସଭା ପାଠ ଟିକେ କଷ୍ଟରେ ନାରଣ । ସେଥିପାଇଁ ପରା ମୁଁ ଏଠି ।
#ଶିକ୍ଷକ_ପଛେ_ରାଜ_ରାସ୍ତାରେ

ଓଡିଶା ବାସୀଙ୍କ ପସନ୍ଦ କଣ?ଏହି ପୋଷ୍ଟରେ ଥିବା ଦୁଇଟି ଛବି ଯେଉଁଥିରେ ପ୍ରଥମଟି ତତ୍କାଳୀନ ଶିକ୍ଷା ସଚିବ ତଥା ବର୍ତ୍ତମାନର ରାଷ୍ଟ୍ରୀୟ ପ୍ରବକ୍ତ...
16/12/2021

ଓଡିଶା ବାସୀଙ୍କ ପସନ୍ଦ କଣ?

ଏହି ପୋଷ୍ଟରେ ଥିବା ଦୁଇଟି ଛବି ଯେଉଁଥିରେ ପ୍ରଥମଟି ତତ୍କାଳୀନ ଶିକ୍ଷା ସଚିବ ତଥା ବର୍ତ୍ତମାନର ରାଷ୍ଟ୍ରୀୟ ପ୍ରବକ୍ତା ଏବଂ ଭୁବନେଶ୍ୱର ସାଂସଦ #ଅପରାଜିତା_ଷଡ଼ଙ୍ଗୀ ମହୋଦୟା ଙ୍କ ବିଦ୍ୟାଳୟ ଏବଂ ଦ୍ୱିତୀୟଟି ବର୍ତମାନର 5T ବିଦ୍ୟାଳୟ l

ଶିକ୍ଷା ସମାଜର ମେରୁଦଣ୍ଡ ଏବଂ ଏହା ରାଷ୍ଟ୍ର ନିର୍ମାଣ ପାଇଁ ଉଦ୍ଧିଷ୍ଟ ସମସ୍ତ ରାଜନୀତିରୁ ଉର୍ଦ୍ଧରେ ରହି ଓଡ଼ିଆ ସମାଜର ଦୀର୍ଘକାଳୀନ ବିକାଶ ପାଇଁ ଶିକ୍ଷାରେ ବିକାଶ ଅପରିହାର୍ଯ୍ୟ l


It's all about upbringing
03/10/2021

It's all about upbringing

ଶାହାରୁଖ୍ ର ପୁଅକୁ ଆରେଷ୍ଟ କରିବା ଆଫିମ୍ ଚାଷ ​​ଉପରେ ଖରାପ ପ୍ରଭାବ ପକାଇବ ଯେଉଁଥିପାଇଁ  କୃଷକ ମାନେ ପ୍ରଭାବିତ ହେବେ:- ରାକେଶ ଡକାୟତ 😂😅🤣
03/10/2021

ଶାହାରୁଖ୍ ର ପୁଅକୁ ଆରେଷ୍ଟ କରିବା ଆଫିମ୍ ଚାଷ ​​ଉପରେ ଖରାପ ପ୍ରଭାବ ପକାଇବ ଯେଉଁଥିପାଇଁ କୃଷକ ମାନେ ପ୍ରଭାବିତ ହେବେ:- ରାକେଶ ଡକାୟତ 😂😅🤣

ଆମ ଦେଶର ସ୍ୱାଧୀନତା ସଂଗ୍ରାମୀ ତଥା ଜାତୀୟ ପିତା ମହାତ୍ମା ଗାନ୍ଧୀଙ୍କ ଜନ୍ମ ଜୟନ୍ତୀରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି🙏
02/10/2021

ଆମ ଦେଶର ସ୍ୱାଧୀନତା ସଂଗ୍ରାମୀ ତଥା ଜାତୀୟ ପିତା ମହାତ୍ମା ଗାନ୍ଧୀଙ୍କ ଜନ୍ମ ଜୟନ୍ତୀରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି🙏

ହଇରେ ନାରାଣ କଣ କଲୁ ୧୩ କୋଟି 🥴 ସାରିଦେଲସେଥିପାଇଁ ପଞ୍ଚମହଲାରୁ ବଅଁରପାଳ ଅଢେଇ ଘଣ୍ଟା ଲାଗୁଛି 🙄     to
24/09/2021

ହଇରେ ନାରାଣ କଣ କଲୁ
୧୩ କୋଟି 🥴 ସାରିଦେଲ
ସେଥିପାଇଁ ପଞ୍ଚମହଲାରୁ ବଅଁରପାଳ ଅଢେଇ ଘଣ୍ଟା ଲାଗୁଛି 🙄


to

ଯଦି ସରକାର ରାସ୍ତାର ଖାଲ କୁ ଠିକ୍ ନକରନ୍ତି,ତେବେ ସେହି ଖାଲରେ ଗଛ ଲଗାଇଦିଅ… ଏହି ଅଭିଯାନକୁ ଆଗକୁ ବଢାନ୍ତୁ।😊😊
22/09/2021

ଯଦି ସରକାର ରାସ୍ତାର ଖାଲ କୁ ଠିକ୍ ନକରନ୍ତି,
ତେବେ ସେହି ଖାଲରେ ଗଛ ଲଗାଇଦିଅ… ଏହି ଅଭିଯାନକୁ ଆଗକୁ ବଢାନ୍ତୁ।
😊😊

ଓଡିଶାରେ ଅଙ୍ଗନୱ।ଡି ଦିଦି ୪ କୋଟିର ମାଲିକାଣି ଏବେ ଜଣା ପଡିଲା ଆମ ଅଣ୍ଡା ସବୁ ଏ ଦିଦି ଖାଇଛି ..😃😃😃😃
19/09/2021

ଓଡିଶାରେ ଅଙ୍ଗନୱ।ଡି ଦିଦି ୪ କୋଟିର ମାଲିକାଣି
ଏବେ ଜଣା ପଡିଲା ଆମ ଅଣ୍ଡା ସବୁ ଏ ଦିଦି ଖାଇଛି ..😃😃😃😃

ଜରୁରୀ ସୂଚନା 📢ଓଡିଶା ଅଗ୍ନିଶମ ସେବାର ଜରୁରୀକାଳୀନ ନମ୍ବର (ଡାଏଲ୍ ୧୦୧) ବର୍ତ୍ତମାନ   (ଡାଏଲ୍ 📞୧୧୨) ସହିତ ମିଶ୍ରଣ ହୋଇଛି |ଓଡିଶାବାସୀଙ୍କୁ ...
18/09/2021

ଜରୁରୀ ସୂଚନା 📢

ଓଡିଶା ଅଗ୍ନିଶମ ସେବାର ଜରୁରୀକାଳୀନ ନମ୍ବର (ଡାଏଲ୍ ୧୦୧) ବର୍ତ୍ତମାନ (ଡାଏଲ୍ 📞୧୧୨) ସହିତ ମିଶ୍ରଣ ହୋଇଛି |
ଓଡିଶାବାସୀଙ୍କୁ ଅନୁରୋଧ କରୁଛୁ, ଦୟାକରି ଜରୁରୀକାଳୀନ ଅଗ୍ନିଶମ ସେବା ପାଇଁ ୧୦୧ ପରିବର୍ତ୍ତେ 📞 ୧୧୨ ଡାଏଲ୍ କରନ୍ତୁ I


ନୂଆଦିଲ୍ଲୀ: ଗତକାଲି ବସିଥିବା ୪୫ ତମ ଜିଏସ୍‌ଟି ବୈଠକରେ ଡିଜେଲ୍‌ ଓ ପେଟ୍ରୋଲ୍‌ ଜିଏସ୍‌ଟି ସ୍ଲାବ୍‌ ଭିତରେ ଆସିବା ନେଇ ନିଷ୍ପତ୍ତି ନିରାଶାଜନକ...
18/09/2021

ନୂଆଦିଲ୍ଲୀ: ଗତକାଲି ବସିଥିବା ୪୫ ତମ ଜିଏସ୍‌ଟି ବୈଠକରେ ଡିଜେଲ୍‌ ଓ ପେଟ୍ରୋଲ୍‌ ଜିଏସ୍‌ଟି ସ୍ଲାବ୍‌ ଭିତରେ ଆସିବା ନେଇ ନିଷ୍ପତ୍ତି ନିରାଶାଜନକ ହେଲା। ଫଳରେ ତୈଳଦର କମିବ ନାହିଁ। ଲୋକେ ମହଙ୍ଗା ମାଡ଼ରୁ ଆସ୍ୱସ୍ତି ଲାଭ କରିବେ ନାହିଁ। ଆଶା ଆଶାରେ ରହିଗଲା। ଲକ୍ଷ୍ନୌରେ ବସିଥିବା ଜିଏସଟି ପରିଷଦର ୪୫ତମ ବୈଠକରେ ପେଟ୍ରୋଲ ଓ ଡିଜେଲକୁ ଜିଏସଟି ପରିସରକୁ ଆଣିବାକୁ ଆଲୋଚନା କରାଯାଇଥିଲା। ହେଲେ ଅଣ ବିଜେପି ଶାସିତ ରାଜ୍ୟମାନେ ଏହି ପ୍ରସ୍ତାବକୁ ତୀବ୍ର ବିରୋଧ କରିଥିଲେ। ଶେଷରେ ସର୍ବସମ୍ମତିକ୍ରମେ ବର୍ତ୍ତମାନ ପାଇଁ ପେଟ୍ରୋଲ ଓ ଡିଜେଲକୁ ଜିଏସ୍‌ଟି ପରିସର ବାହାରେ ରଖିବାକୁ ନିଷ୍ପତ୍ତି ନିଆଯାଇଛି। ଯଦି କାଲିର ବୈଠକରେ ପେଟ୍ରୋଲ ଓ ଡିଜେଲ୍ ଜିଏସ୍‌ଟି ପରିସର ଭୁକ୍ତ ହୋଇଥାଆନ୍ତା, ତେବେ ପେଟ୍ରୋଲ ଲିଟର ପିଛା ପ୍ରାୟ ୨୫ ଟଙ୍କା ଓ ଡିଜେଲ ଲିଟର ପିଛା ୨୦ ଟଙ୍କା ହ୍ରାସ ପାଇଥାନ୍ତା। ତେବେ ବର୍ତ୍ତମାନ କରୋନା ସମୟରେ ପ୍ରବଳ ଆର୍ଥିକ ଚାପ ପଡ଼ୁଥିବାରୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ପେଟ୍ରୋଲ ଉପରୁ ଉତ୍ପାଦନ ଶୁଳ୍କ ବାବଦକୁ ବିପୁଳ ଟିକସ ପାଉଛନ୍ତି। ଆଉ କରୋନା ଲଢ଼େଇ ପାଇଁ ଅଧିକ ଅର୍ଥ ଦରକାର ପଡ଼ୁଥିବାରୁ ବର୍ତ୍ତମାନ ସ୍ଥିତିରେ ପେଟ୍ରୋଲିୟମ ଜାତ ପଦାର୍ଥକୁ ଜିଏସଟି ତାଲିକାଭୁକ୍ତ କରିବାର ପ୍ରଶ୍ନ ଉଠୁନାହିଁ ବୋଲି ରାଜ୍ୟମାନେ କେନ୍ଦ୍ରକୁ କହିଥିବା ଜଣାପଡ଼ିଛି। ଜିଏସ୍‌ଟି ବୈଠକ ସମ୍ପର୍କରେ ସୂଚନା ଦେଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ କେରଳ ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ପେଟ୍ରୋଲିୟମ ସାମଗ୍ରୀଗୁଡ଼ିକୁ ଜିଏସ୍‌ଟି ପରିସର ଭୁକ୍ତ କରିବାକୁ ଆଜି ବୈଠକରେ ପ୍ରସ୍ତାବ ଆସିଥିଲା। କିନ୍ତୁ କେତେକ ରାଜ୍ୟ ଏହାକୁ ଜିଏସ୍‌ଟି ପରିସର ଭୁକ୍ତ କରିବାକୁ ଚାହୁଁ ନଥିବା କହିଥିଲେ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି। ତେଣୁ ବର୍ତ୍ତମାନ ସ୍ଥିତିରେ ଜିଏସ୍‌ଟି ପରିଷଦ ପେଟ୍ରୋଲିୟମ ସାମଗ୍ରୀକୁ ଜିଏସ୍‌ଟିରେ ପରିସରରେ ଆଣିବାକୁ ଚାହୁଁ ନଥିବା ଆମେ କୋର୍ଟଙ୍କୁ ଅବଗତ କରାଇବୁ ବୋଲି କହିଛନ୍ତି ନିର୍ମଳା। ତେବେ ବାୟୋ ଡିଜେଲକୁ ୧୨% ଟିକସ ସ୍ଲାବରୁ ୫% ସ୍ଲାବକୁ ହ୍ରାସ ପରାଯାଇଥିବା ସେ କହିଛନ୍ତି।ତୈଳ ଦର ନେଇ ଆଶା ମଉଳିବା ପରେ କୋଭିଡ୍ ଚିକିତ୍ସା କ୍ଷେତ୍ରରେ କିନ୍ତୁ ଲୋକଙ୍କୁ ସାମାନ୍ୟ ଆସ୍ୱସ୍ତି ମିଳିଛି। ଜିଏସ୍‌ଟି ପରିଷଦରେ ବୌଠକରେ ଆଜି କରୋନା ଲଢ଼େଇକୁ ପାଇଁ ବ୍ୟବହାର ହେଉଥିବା ସାମଗ୍ରୀ ଉପରେ ଲାଗୁଥିବା ସଂଶୋଧିତ ଜିଏସ୍‌ଟି ଡିସେମ୍ବର ୩୧ ଯାଏ ବଳବତ୍ତର ରହିବ ବୋଲି ନିଷ୍ପତ୍ତି ହୋଇଛି। ପୂର୍ବରୁ ଏହି ନିୟମ ସେପ୍ଟେମ୍ବର ୩୦ ଯାଏ ଲାଗୁ ହେବ ବୋଲି କୁହାଯାଇଥିଲା।

ବାବି ଗୋଟିଏ ବିଦ୍ୟୁତ୍ ଅଫିସ୍ ସାମନାରେ ଛୋଟ ଦୋକାନ ରେ କଦଳି ବିକ୍ରି କରୁଥିଲା |ସେହି ଅଫିସ୍ ର ଜନୈକ ଅଧିକାରି କଦଳି ନେବା ପାଇଁ ବାବି ପାଖକୁ ...
12/09/2021

ବାବି ଗୋଟିଏ ବିଦ୍ୟୁତ୍ ଅଫିସ୍ ସାମନାରେ ଛୋଟ ଦୋକାନ ରେ କଦଳି ବିକ୍ରି କରୁଥିଲା |ସେହି ଅଫିସ୍ ର ଜନୈକ ଅଧିକାରି କଦଳି ନେବା ପାଇଁ ବାବି ପାଖକୁ ଆସିଲେ ଓ କଦଳିର ଦାମ୍ କେତେ ବୋଲି ପଚାରିଲେ |ବାବି ସରଳତା ର ସହିତ ଉତ୍ତର ଦେଲା କଣ ପାଇଁ କଦଳି କିଣିବେ ସେହି ଅନୁସାରେ କଦଳିର ଦାମ୍ ହେବ |ଏ କଥା ମୂର୍ଖ ଅଧିକାରି ବୁଝି ପାରିଲେ ନାହିଁ ।ବାବି କହିଲା ମନ୍ଦିର ପାଇଁ ୧୦ ଟଙ୍କା, ଅନାଥାଶ୍ରମ ପାଇଁ ୧୫,ପିଲାଙ୍କ ଟିଫିନ୍ ପାଇଁ ୨୦ ଆଉ ଘରେ ଖାଇବା ପାଇଁ ୩୦ ଟଙ୍କା ଲାଗିବ ।ସେହିପରି ଡଜନରୁ ଅଧିକ ନେଲେ ୫ ଟଙ୍କା ସବୁଥିରେ ଅଧିକ
ପଡିବ। ସେହିପରି ଦୁଇ ଡଜନରୁ ଅଧିକ ନେଲେ ୧୦ ଟଙ୍କା ସବୁଥିରେ ବଢିଯାଏ। ଏକଥା ଶୁଣି ଅଧିକାରୀ ଜଣକ ରାଗରେ ପାଚି ବାବି କୁ ଅଭଦ୍ର
ଭାଷାରେ ଗାଳି ଦେବାକୁ ଆରମ୍ଭ କରିଦେଲେ। କହିଲେ ସବୁ କଦଳୀ ତ
ସମାନ ପୁଣି କିଣି ଥିବୁ ଗୋଟିଏ ଦାମ୍ ରେ, ବିକିଲା ବେଳକୁ ଏମିତି ଦାମ
କଣ ପାଇଁ? ବାବି ବି ଛାଡ଼ିବା ପିଲା ନୁହେଁ, କହିଲା ହଇରେ ହାରାମି ମାନେ, ତୁମେ ତ ଵିଜୁଳି କିଣୁଛ ୟୁନିଟ ପିଛା ଗୋଟିଏ ଦାମ୍ ରେ, କିନ୍ତୁ ବିକିଲା ବେଳକୁ ଘର, ଦୋକାନ, ମେସ୍, କାରଖାନା ଏ ମାନଙ୍କୁ ଅଲଗା ଅଲଗା, କମର୍ସିୟାଲ ବିଲ ଅଲଗା, ଡୋମେସ୍ଟିକ ବିଲ ଅଲଗା, ଏଠି ଗୋଟେ ପାଲା ଚଳେଇଛ.
ୟୁନିଟ ପିଛା ଟଙ୍କା, ପୁଣି 0 ରୁ ୫୦ ୟୁନିଟ ପାଇଁ ଗୋଟିଏ ପ୍ରକାର ବିଲ ,ତାପରେ ୫୦ ୟୁନିଟ ରୁ ଅଧିକ ହେଲେ
ଅଲଗା ପ୍ରକାର ବିଲ କଣ ପାଇଁ ? ଦୀର୍ଘ ବର୍ଷ ଧରି ଆମେ ଏମିତି ଦେଇ ଆସୁଛୁ ଆମେ ତ ତମକୁ ଦିନେ ବି ଗାଳି ଦେଇନୁ ଅଥଚ ତମେ କଦଳୀ ନକିଣି ଗାଳି
ଦେବା ପାଇଁ ଅଧିକାର ଦେଲା କିଏ? ପାଖରେ ଶୁଣୁଥିବା ବାବୁନା, ବଳିଆ, କଟି, ବାପି, ପିଙ୍କୁ,ଚିଣ୍ଟୁ,ମାନସ, ଚନ୍ଦନ, ରଞ୍ଜନ ନନା,ସୁନ୍ଦର ଶ୍ୟାମ ବାବୁ, ପ୍ରଭାତ ନନା, ରୁଦ୍ର ଏମାନଙ୍କର ହୃଦ୍ ବୋଧ ହେଲା |ଅଧିକାରୀ ଜଣକୁ ଉତ୍ତମ ମଧ୍ୟମ ଦେଇ ଡାକ୍ତରଖାନା ପଠେଇ ଦେଲେ | ଭାଇ ମାନେ ବୁଝି ପାରିଲେ କି ଏଇ ହେଉଛି ଘରୋଇ କରଣ 😛

06/09/2021

ନମ୍ନର ୧ ମୁଖ୍ୟମନ୍ତ୍ରୀଙ୍କ ବିକାଶର ମାନଚିତ୍ର ଦେଖାଇଲା ଏହି ଗରିବ ଝିଅ। ଗେଣ୍ଡାଳିଆ ଦେଖି ଭଲ କରି ଦେଖି ନିଅ। ଯଦି ଟିକେ ବି ଲାଜ ବାକି ଅଛି ତେବେ ଗାଁ ଗାଁରେ ବିକାଶ ମିଛ ପ୍ରଚାର କରିବା ଛାଡ଼ିଦିଅ।

Address

Nalconagar

Alerts

Be the first to know and let us send you an email when rk_creation_fan_page posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to rk_creation_fan_page:

Videos

Share


Other Nalconagar media companies

Show All