ଜାମ ନାଳିଆ (ପାତା ସାହି) ବାସିନ୍ଦାଙ୍କ ପାଇଁ ପାନୀୟ ଜଳ ଯୋଗାଇ ଦେବା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରନ୍ତୁ।
.
.
.
#WaterIsLife
#safedrinkingwater
#sustainability
@followers
Mo Sarkar 5T
Governor Odisha
Collectorate Mayurbhanj
Looking for ways to live more sustainably? Here are some simple tips:
Reduce, reuse, recycle 🔄
Conserve water 💧
Choose eco-friendly products 🌱
Support local and sustainable businesses 🌏
#saveourearth
#Sustainability2024
@followers
Mo Sarkar 5T
Governor Odisha
My name not added to ration card. Repeated complaints are failing. So request the government to take immediate action on this .
Mo Sarkar 5T
@followers
Food Supplies & Consumer Welfare Department, Government of Odisha
Collectorate Mayurbhanj
Tahasildar Shamakhunta
DM Mayurbhanj
CMO Odisha
Governor Odisha
#SocialSecurity
#newrationcard
#12baje12minute
My name not added to ration card. Repeated complaints are failing. So request the government to take immediate action on this .
Food Supplies & Consumer Welfare Department, Government of Odisha
@followers
Mo Sarkar 5T
Collectorate Mayurbhanj
DM Mayurbhanj
Bdo Kaptipada
#SocialSecurity
#pds
#newrationcard
#12baje12minute
You are the maker of your own luck so don't blame anyone for your bad luck.
#lifestyle
#janajagrutimanchaJjm-Mayurbhanj
ଗାଧୋଇବା ପାଇଁ ଫୁଲବାଡିଆ ଗ୍ରାମରେ ଜଳ ଉତ୍ସ ନାହିଁ ...
.
.
.
ଫୁଳବଡିଆ ଗ୍ରାମବାସୀମାନେ ଗାଧୋଇବା ପାଇଁ ବହୁତ ଅସୁବିଧା ହେଉଛନ୍ତି। ତେଣୁ ଗ୍ରାମବାସୀ ସରକାରଙ୍କୁ ଅନୁରୋଧ କରୁଛନ୍ତି ତୁରନ୍ତ ଫୁଲବଡିଆ ଗ୍ରାମ ପାଇଁ ପୋଖରୀ ଗୋଟିଏ ଖୋଳା ଯାଉ।
#collectivematters
#infrastructure
@followers
Panchayati Raj & Drinking Water Department, Government of Odisha
Mo Sarkar 5T
Collectorate Mayurbhanj
ଦୁଖିଆଙ୍କ ସ୍ତ୍ରୀ ଓ ପିଲାଙ୍କ ନାମ ରାସନ କାର୍ଡରେ ଯୋଡ଼ା ଯାଇ ନାହିଁ। ବାରମ୍ବାର ଅଭିଯୋଗ ସତେ ବିଫଳ ହେଉଛନ୍ତି ।ତେଣୁ ସରକାରଙ୍କୁ ଅନୁରୋଧ ତୁରନ୍ତ ପଦକ୍ଷେପ ଗ୍ରହଣ କରନ୍ତୁ I
Food Supplies & Consumer Welfare Department, Government of Odisha
@followers
Collectorate Mayurbhanj
BDO UDALA
#SocialSecurity
#newrationcard
#12baje12minute
ଗାଁ କୁ ଭଲ ରାସ୍ତାଟିଏ ନାହିଁ ବର୍ଷା ଦିନେ ଲୋକେ ହନ୍ତ ସନ୍ତ #roadconstruction
ମୁଡ଼ୁରିପାଳ ଗ୍ରାମର ସୁନାରାମ ମୁର୍ମୁ ଆଜିକୁ ୬୨ ବର୍ଷ ବୟସ ହୋଇଥିବା ସତେ ସାମାଜିକ ସୁରକ୍ଷାରେ ମିଳୁଥିବା ବାର୍ଦ୍ଧକ୍ୟ ଭତ୍ତା ପାଇପାରୁ ନାହାନ୍ତି ତେଣୁ ସରକାରଙ୍କୁ ଅନୁରୋଧ ତୁରନ୍ତ ପଦକ୍ଷେପ ଗ୍ରହଣ କରନ୍ତୁ।
Mo Sarkar 5T Collectorate Mayurbhanj Social Security and Empowerment of Persons with Disabilities Department, Government of Odisha SSEPD JUNIOR ASSISTANT
#SocialSecurity
#Old_Age_Pension
#mbps
ହରିପାଳ ପୁର ଗ୍ରାମର ପୂର୍ଣ୍ଣଚନ୍ଦ୍ର ବାରିକ ଆଜିକୁ ୬୫ ବର୍ଷ ବୟସ ହୋଇଥିବା ସତେ ସାମାଜିକ ସୁରକ୍ଷାରେ ମିଳୁଥିବା ବାର୍ଦ୍ଧକ୍ୟ ଭତ୍ତା ପାଇପାରୁ ନାହାନ୍ତି ତେଣୁ ସରକାରଙ୍କୁ ଅନୁରୋଧ ତୁରନ୍ତ ପଦକ୍ଷେପ ଗ୍ରହଣ କରନ୍ତୁ।
SSEPD JUNIOR ASSISTANT Social Security and Empowerment of Persons with Disabilities Department, Government of Odisha @followers
#SocialSecurity
#Old_Age_Pension
#MBPY
#ହାତୀମଡାରେ_ପାନୀୟଜଳର_ସମସ୍ୟା_ମୁଣ୍ଡ_ଟେକିଛି
.
.
.
ହାତୀମାଡାରେ ଥିବା ନଳକୂପରୁ ଲୁହା ମିଶା ପାଣି ବାହାରୁଛି ଯାହା ପିଇବା ଯୋଗ୍ୟ ନୁହେଁ ଏବଂ ଅନ୍ୟାନ୍ୟ କାମରେ ମଧ୍ୟ ବ୍ୟବହାର ଉପଯୋଗୀ ନୁହେଁ ତେଣୁ ଗାଁ ବାସୀ ଝରଣା ପାଣି ବ୍ୟବହାର କରୁଛନ୍ତି । ତେଣୁ ପାଣି ବିଭାଗରେ ଥିବା ଅଧିକାରୀ ମାନଙ୍କୁ ଅନୁରୋଧ ତୁରନ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରନ୍ତୁ।
#safedrinkingwater
#safedrinking
#CollectiveMatter
@followers
ମାଟିହୁଡ଼ି ଗ୍ରାମବାସୀ ପାନୀୟ ଜଳ ପାଇଁ ସମସ୍ୟା ଭୋଗୁଛନ୍ତି
.
.
.
ମାଟିହୁଡ଼ି ଗ୍ରାମରେ ଥିବା ଗଭୀର ନଳକୂପ ଅଚଳ ଅବସ୍ଥାରେ ଅଛି, ନଳ କୂପରୁ ପାଣି ବାହାରୁ ନାହିଁ ତେଣୁ ଗ୍ରାମର ଲୋକେ ପାନୀୟ ଜଳ ପାଇଁ ସମସ୍ୟା ଭୋଗୁଛନ୍ତି। ସରକାରଙ୍କୁ ଅନୁରୋଧ ଏହି ନଳକୂପ ମରାମତି କରନ୍ତୁ।
#safedrinkingwater #safedrinking @followers
ଅଙ୍ଗନୱାଡି କେନ୍ଦ୍ରର ଭିତ୍ତିଭୂମି ଭଲ ନାହିଁ ....
.
.
.
.
ଗ୍ରାମ: ବଣ ସାହି, ଗ୍ରାମ ପଞ୍ଚାୟତ: ରାଣୀବନ୍ଧ, ବ୍ଲକ: ଗୋପବନ୍ଧୁ ନଗର, ଜିଲ୍ଲା ମୟୂରଭଞ୍ଜ।
..
.
ବଣ ସାହି ଗ୍ରାମରେ ଥିବା ଅଙ୍ଗନୱାଡ଼ି କେନ୍ଦ୍ରରେ ପାନୀୟ ଜଳର ବ୍ୟବସ୍ଥା ନାହିଁ ପାଚେରୀ ମଧ୍ୟ କରାଯାଇ ନାହିଁ, ତେଣୁ ମାଳତୀ ସରକାରଙ୍କୁ ଅନୁରୋଧ କରୁଛନ୍ତି ତୁରନ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରନ୍ତୁ।
#safedrinkingwater
#collectiveaction
#awc_infrastructure
#grassrootnarratives
#anganwadicentre
#ICDS
@followers
#Anganwadi
ଅଙ୍ଗନୱାଡ଼ି କେନ୍ଦ୍ରରେ ପାନୀୟ ଜଳ ଓ ବିଦ୍ୟୁତ୍ରର ବ୍ୟବସ୍ଥା ନାହିଁ
.
.
.
.
ଗ୍ରାମ: ହାତୀ ସାହି
ଗ୍ରାମ ପଞ୍ଚାୟତ: ଧାନଘେରା, ବ୍ଲକ - ଖୁଣ୍ଟା, ଜିଲ୍ଲା:ମୟୂରଭଞ୍ଜ
.
.
ହାତୀ ସାହି ଅଙ୍ଗନୱାଡ଼ି କେନ୍ଦ୍ରରେ ପାନୀୟ ଜଳର ବ୍ୟବସ୍ଥା ନାହିଁ ଓ ବିଦ୍ୟୁତ୍ ସଂଯୋଗ ହୋଇନାହିଁ ତେଣୁ ରଞ୍ଜିତା ସରକାରଙ୍କୁ ଅନୁରୋଧ କରୁଛନ୍ତି ଏହି ଅଙ୍ଗନୱାଡ଼ି କେନ୍ଦ୍ରରେ ପାନୀୟ ଜଳ ଓ ବିଦ୍ୟୁତ୍ ସଂଯୋଗ ନିମନ୍ତେ ବ୍ୟବସ୍ଥା କରନ୍ତୁ।
#awc_infrastructure #Anganwadi #safedrinkingwater #ICDS #education #collectiveaction #grassrootnarratives
@followers
There is no wall in the Angwanwadi center in Deula village, water is leaking from the kitchen roof, the water tank is not covered, so Sasmita is requesting the government to take necessary steps immediately.
#Anganwadi #awc_infrastructure #ICDS #anganwadicentre #safedrinkingwater
@followers
ଗ୍ରାମ:ଗୁମୁଡ଼ି ଗ୍ରାମ ପଞ୍ଚାୟତ: ସିନ୍ଦୂରଗୌରା, ବ୍ଲକ: ଶାମାଖୁଣ୍ଟା, ଜିଲ୍ଲା: ମୟୂରଭଞ୍ଜ
ଗୁମୁଡି ଗ୍ରାମରେ ଥିବା ଅଙ୍ଗନୱାଡ଼ି କେନ୍ଦ୍ରରେ ପାନୀୟ ଜଳର ବ୍ୟବସ୍ଥା ନାହିଁ, ପାଚେରୀ ନାହିଁ, ଶୌଚାଳୟ ନାହିଁ, ପିଲା ମାନଙ୍କ ପାଇଁ ଖେଳନା ନାହିଁ, ତେଣୁ ମାଆ ମାନେ ସରକାରଙ୍କୁ ଅନୁରୋଧ କରୁଛନ୍ତି ଏହି ଅଙ୍ଗନୱାଡ଼ି କେନ୍ଦ୍ରରେ ଆବଶ୍ୟକ ଭିତିଭୂମି ଯୋଗାଇବା ଦିଆଯାଉ, ଯାହା ଫଳରେ ପିଲାମାନେ ଅସୁବିଧା ହେବେ ନାହିଁ।
#awc_infrastructure #ICDS #safedrinkingwater #anganwadicentre
@followers
ଗାଁ କୁ ରାସ୍ତା ନାହିଁ ଲୋକେ ହନ୍ତ ସନ୍ତ
.
.
.
.
ଗ୍ରାମ: ନୂଆ ସାହି କୋଲନି , ଗ୍ରାମ ପଞ୍ଚାୟତ: କୋଳିଅଳମ, ବ୍ଲକ: କପ୍ତିପଦା, ଜିଲ୍ଲା:ମୟୂରଭଞ୍ଜ.
ଏହି ଗ୍ରାମରେ ଯିବା ଆସିବା କରିବାପାଇଁ ରାସ୍ତାଟିଏ ନାହିଁ, ବର୍ଷା ଦିନେ ଯିବା ଆସିବା କରିବାପାଇଁ ବହୁତ ଅସୁବିଧା ହୁଏ , ତେଣୁ ଗ୍ରାମବାସୀ ସରକାରଙ୍କୁ ଅନୁରୋଧ କରୁଛନ୍ତି ଏହି ଗ୍ରାମଦେଇ ଏକ ରାସ୍ତା କରାଯାଉ ।
#RoadToSuccess
#RoadToProgress
#Road
@followers
ଗ୍ରାମ: ଛେନାଧୂଆ, ଗ୍ରାମ ପଞ୍ଚାୟତ: ଲକ୍ଷ୍ମିପୋଷୀ, ବ୍ଲକ: ବାରିପଦା ସଦର, ଜିଲ୍ଲା:ମୟୂରଭଞ୍ଜ.
ଛେନାଧୁଆ ଅଙ୍ଗନୱାଡ଼ି କେନ୍ଦ୍ରରେ ପାନୀୟ ଜଳର ବ୍ୟବସ୍ଥା ନ ଥିବା ବେଳେ, ପିଲାମାନଙ୍କ ପାଇଁ ଖାଦ୍ୟ ବାବଦକୁ ମିଳୁଥିବା ଅଣ୍ଡାର ମୂଲ୍ୟ ଟ.୫.୫୦ ପ. ଯାହା ବଜାର ଦର ଠାରୁ କମ୍ ଓ ଖାଇବା ତେଲ ମଧ୍ୟ ୯୫ଟ. ଦିଆଯାଉଛି ଏହା ମଧ୍ୟ ବଜାର ଦର ଠାରୁ ବହୁତ କମ୍ ଅଟେ, ଏହି କେନ୍ଦ୍ରର ପାଚେରୀ ମଧ୍ୟ ସଂପୂର୍ଣ୍ଣ କରାଯାଇ ନାହିଁ ତେଣୁ ଏଠାରେ ଥିବା ଅଙ୍ଗନୱାଡ଼ି କାର୍ଯ୍ୟକର୍ତ୍ତା ସରକାରଙ୍କୁ ଅନୁରୋଧ କରୁଛନ୍ତି ଆବଶ୍ୟକ ଅନୁଯାୟୀ ପିଲାମାନଙ୍କ ପାଇଁ ଦେୟ ଓ ପାନୀୟ ଜଳ ଯୋଗାଇ ଦେଲେ ଉପକୃତ ହେବେ।
#awc_infrastructure #education #ICDS #safedrinkingwater #educationmatters #malnutrition
ଗ୍ରାମ ହଦହଡ଼ି, ଗ୍ରାମ ପଞ୍ଚାୟତ: ଲକ୍ଷ୍ମିପୋଷି, ବ୍ଲକ: ବାରିପଦା ସଦର, ଜିଲ୍ଲା:ମୟୂରଭଞ୍ଜ.
ହଦହଡ଼ି ଗ୍ରାମରେ ଥିବା ଅଙ୍ଗନୱାଡ଼ି କେନ୍ଦ୍ରରେ ପାନୀୟ ଜଳର ବ୍ୟବସ୍ଥା ନାହିଁ ତେଣୁ ରୋଷେୟା ବହୁଦୂରରୁ ପାଣି ଆଣନ୍ତି। ତେଣୁ ସଙ୍ଗୀତା ସରକାରଙ୍କୁ ଅନୁରୋଧ କରୁଛନ୍ତି ତୁରନ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରନ୍ତୁ।
#awc_infrastructure #anganwadicentre #Anganwadi #education #educationforall #ICDS #safedrinkingwater
ନାମ: ମାଳତୀ ଟୁଡୁ, ଠିକଣା ଗ୍ରାମ: କୁମ୍ଭକୋଇଲି , ଗ୍ରାମ ପଞ୍ଚାୟତ: ବି. ସି. ପୁର, ବ୍ଲକ: ଖୁଣ୍ଟା, ଜିଲ୍ଲା :ମୟୂରଭଞ୍ଜ
କୁମ୍ଭକୋଇଲି ଅଙ୍ଗନୱାଡ଼ି କେନ୍ଦ୍ର ରେ ପାନୀୟ ଜଳର ବ୍ୟବସ୍ଥା ନାହିଁ, ବିଦ୍ୟୁତ୍ ସଂଯୋଗ ହୋଇନାହିଁ ଓ ପାଚେରୀ ମଧ୍ୟ ସଂପୂର୍ଣ୍ଣ କରାଯାଇ ନାହିଁ ତେଣୁ ପିଲାମାନେ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। ତେଣୁ ମାଳତୀ ସରକାରଙ୍କୁ ଅନୁରୋଧ କରୁଛନ୍ତି ଯଥା ଶୀଘ୍ର ବ୍ୟବସ୍ଥା କରନ୍ତୁ।
#anganwadi_center #ICDS #SafeDrinkingWater #awc_infrastructure #educationforall #educationmatters #Anganwadi #anganwadicentre #AWC #education