Rising Malkangiri

Rising Malkangiri Explore the hidden Beauty of Malkangiri

19/09/2023
21/08/2023

ଅଗଷ୍ଟ ୨୧ ଗୁଳିକାଣ୍ଡ ଦିବସ !
ସହିଦ୍ ଲକ୍ଷ୍ମଣ ନାୟକ ଅମର ରହେ
🙏🙏🙏

World Photography Day
19/08/2023

World Photography Day

Tarabu waterfall 😍ତାରବୁ ଜଳପ୍ରପାତ ଓଡିଶା ଏବଂ ଆନ୍ଧ୍ରପ୍ରଦେଶ ସୀମାରେ ଅବସ୍ତିତ ଏଠାକୁ ଯିବାକୁ ହେଲା ଚିତ୍ରକଣ୍ଡାରୁ ସ୍ୱାଭିମାନ ଅଂଚଳ ଦେଇ...
16/08/2023

Tarabu waterfall 😍

ତାରବୁ ଜଳପ୍ରପାତ ଓଡିଶା ଏବଂ ଆନ୍ଧ୍ରପ୍ରଦେଶ ସୀମାରେ ଅବସ୍ତିତ ଏଠାକୁ ଯିବାକୁ ହେଲା ଚିତ୍ରକଣ୍ଡାରୁ ସ୍ୱାଭିମାନ ଅଂଚଳ ଦେଇକି ଯାଇପାରିବେ ।

Share if you like it 🍁

Happy Independence Day Jai Hind 🇮🇳
15/08/2023

Happy Independence Day
Jai Hind 🇮🇳

ବଡଯାତ୍ରା ମାଲକାନଗିରି ୨୦୨୩ପଲେରୁ (ଆନ୍ଧ୍ରପ୍ରଦେଶ)ଠାରୁ ସ୍ନାନଯାତ୍ରା ସାରି ମାଲକାନଗିରି ଆଭିମୁକ୍ଷା ବଡଠାକୁର 🙏© AIM Photography Share ...
28/02/2023

ବଡଯାତ୍ରା ମାଲକାନଗିରି ୨୦୨୩

ପଲେରୁ (ଆନ୍ଧ୍ରପ୍ରଦେଶ)ଠାରୁ ସ୍ନାନଯାତ୍ରା ସାରି ମାଲକାନଗିରି ଆଭିମୁକ୍ଷା ବଡଠାକୁର 🙏

© AIM Photography

Share if you like 😊

🥰
16/11/2022

🥰

Beautiful ❤️
03/10/2021

Beautiful ❤️

A view of newly inaugurated Jodambo PS building.

Happy Birthday Malkangiri ❤️😊
02/10/2021

Happy Birthday Malkangiri ❤️😊

Happy World Photography Day to all 😊
19/08/2021

Happy World Photography Day to all 😊

Colors are the smiles of nature ☺️
16/07/2021

Colors are the smiles of nature ☺️








|| ବଣ୍ଡାଘାଟି ରାସ୍ତା || 🦋🔥🌴            if You Like ❤️😊  ©️ Goutam Naik
03/07/2021

|| ବଣ୍ଡାଘାଟି ରାସ୍ତା || 🦋🔥🌴
 



if You Like ❤️😊


©️ Goutam Naik

ଆପଣ ମାନେ କେବେ ହଳଦିଆ ରଙ୍ଗର ବେଙ୍ଗ ଦେଖିଛନ୍ତି କି ? ☺️ଏଭଳି ବେଙ୍ଗ ମାଲକାନଗିରି ଜିଲ୍ଲା କୁଡୁମୁଳୁଗୁମା ରେ ଦେଖା ଦେଇଛି 😊ବହୁତ୍ ସୁନ୍ଦର ଲ...
02/06/2021

ଆପଣ ମାନେ କେବେ ହଳଦିଆ ରଙ୍ଗର ବେଙ୍ଗ ଦେଖିଛନ୍ତି କି ? ☺️

ଏଭଳି ବେଙ୍ଗ ମାଲକାନଗିରି ଜିଲ୍ଲା କୁଡୁମୁଳୁଗୁମା ରେ ଦେଖା ଦେଇଛି 😊

ବହୁତ୍ ସୁନ୍ଦର ଲଗୁଛି ନା 😊😊😊

©️ Suraj Kumar Dora

|| କାଲିମେଳା || 🦋🔥🌴            if You Like ❤️😊
20/05/2021

|| କାଲିମେଳା || 🦋🔥🌴




if You Like ❤️😊

30/04/2021
Near Gurupriya Setu, Chitrokonda ❤️Amazing Click 👌  DM For Credit 🙏
10/04/2021

Near Gurupriya Setu, Chitrokonda ❤️
Amazing Click 👌




DM For Credit 🙏

09/04/2021
🙏
01/04/2021

🙏

29/03/2021

#ମାଙ୍କ_ପାଖେ_ପାଖେ_ପାରା
#ଠାକୁରଙ୍କ_ବିମାନ_ଛାଡି_ଉଡୁନାହାନ୍ତି_ପାରା
ମାଲକାନଗିରିର ଅଲୌକିକ ଦୃଶ୍ୟ । ବାଜା ବାଜୁଛି, ବାଣ ଫୁଟୁଛି, ଝାଞ୍ଜ କୀର୍ତ୍ତନରେ କମ୍ପୁଛି ପରିବେଶ । ହେଲେ ଠାକୁରଙ୍କ ବିମାନ ଛାଡି ଉଡୁନାହାନ୍ତି ପାରା ।

©️ Kanak News

ମାଲକାନଗିରି ବଡ଼ଠାକୁରଙ୍କ ବଡ଼ଯାତ୍ରା ଆରମ୍ଭ. ©️ AIM Photography
23/03/2021

ମାଲକାନଗିରି ବଡ଼ଠାକୁରଙ୍କ ବଡ଼ଯାତ୍ରା ଆରମ୍ଭ.


©️ AIM Photography

20/02/2021

Amazing ♥️

ବଡ଼ଯାତ୍ରା କାର୍ଯ୍ୟକ୍ରମ ୨୦୨୧
31/01/2021

ବଡ଼ଯାତ୍ରା କାର୍ଯ୍ୟକ୍ରମ ୨୦୨୧

Near Sarkubandha Hanging Bridge 😊    #ଚିତ୍ରକୋଣ୍ଡା   ©️ Rebel Prakash
23/01/2021

Near Sarkubandha Hanging Bridge 😊


#ଚିତ୍ରକୋଣ୍ଡା


©️ Rebel Prakash

18/01/2021

The sublime waters of the meandering river, guided by the surrounding mountains, find its way and merges with the royal blue sky at Nature Camp. Visit and get awed by the serendipity of the place.

Know more:
https://bit.ly/2XNZmtV

Guess this road 😊If You Know then comment 🌱
17/01/2021

Guess this road 😊

If You Know then comment 🌱

Aerial View of Sarkubandha Hanging Bridge 😊    #ଚିତ୍ରକୋଣ୍ଡା   ©️ Rebel Prakash
13/01/2021

Aerial View of Sarkubandha Hanging Bridge 😊


#ଚିତ୍ରକୋଣ୍ଡା


©️ Rebel Prakash

ଫୋଟରେ ଥିବା ଏହି 4 ବର୍ଷର ଝିଅଟିର ଚିକିତ୍ସା ପାଇଁ  ପ୍ରାୟ 7 ଲକ୍ଷରୁ ଅଧିକ ଆର୍ଥିକ ସହାୟତା ଆବଶ୍ୟକ ହେଉଅଛି । ସେ ଯକୃତ କର୍କଟ ରୋଗରେ ପୀଡିତ...
12/01/2021

ଫୋଟରେ ଥିବା ଏହି 4 ବର୍ଷର ଝିଅଟିର ଚିକିତ୍ସା ପାଇଁ ପ୍ରାୟ 7 ଲକ୍ଷରୁ ଅଧିକ ଆର୍ଥିକ ସହାୟତା ଆବଶ୍ୟକ ହେଉଅଛି । ସେ ଯକୃତ କର୍କଟ ରୋଗରେ ପୀଡିତ ହୋଇ ବର୍ତ୍ତମାନ ତେଲେଙ୍ଗାନାର ଭେଲର ମେଡିକାଲରେ ଚିକିତ୍ସିତ ହେଉଛନ୍ତି । କରୋନା ସମୟରେ ଅନେକ ଲୋକଙ୍କୁ ଖାଦ୍ୟ ସାମଗ୍ରୀ ଯୋଗାଇବା ସହିତ ପ୍ରବାସୀ ମାନଙ୍କୁ ଉଭୟ ଖାଦ୍ୟ ଏବଂ ଆର୍ଥିକ ସହାୟତା ଯୋଗାଇ ଦେଇଥିବା ଫଳରେ ବର୍ତ୍ତମାନ ବାପାଙ୍କ ପାଖରେ ଆର୍ଥିକ ସମସ୍ୟା ଥିବାରୁ ଏତେ ଟଙ୍କା ଯୋଗାଡ କରିବା ତାଙ୍କ ପକ୍ଷେ ସମ୍ଭବପର ନୁହେଁ, ସେଥିପାଇଁ ଆପଣମାନଙ୍କୁ ବିନୀତ ଅନୁରୋଧ କରୁଅଛି ଦୟାକରି ଆପଣମାନଙ୍କର କ୍ଷମତା ଅନୁସାରେ କିଛି କିଛି ସାହାଯ୍ୟ କଲେ ସେହି ନିରୀହ ଝିଅଟିର ଚିକିତ୍ସା ହୋଇପାରିବ ।

Name - Bikash Kumar Dandasena
SBI A/c - 37149952708
IFSC:- SBIN0001325
Branch :- Main Branch Malkangiri

Phone Pay:- 9178625924

29/12/2020

Satiguda Eco Park Malkangiri


😊

©️ Kanak News

25/12/2020

Merry Christmas to All 😊

22/12/2020

Gumma jharna || ଗୁମ୍ମା ଝରଣା 😊

Gumma jharna is located at gumma jharan near about 18km from govindpally..In that place spectacular natural environment with lush green forest..The waterfalls surface makes the area virtually smoky & attractive with roaring sound of water.. the waterfalls looks like a golden garland.this picnic spot is truly the Paradise of nature lover which gives unforgettable memory to the visitors....

😊

Address

Malkangiri
764045

Alerts

Be the first to know and let us send you an email when Rising Malkangiri posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Rising Malkangiri:

Videos

Share


Other Digital creator in Malkangiri

Show All