ପ୍ରିୟଙ୍କାଙ୍କୁ ଟାର୍ଗେଟ କରିଲେ ଅପରାଜିତା
#ପ୍ରିୟଙ୍କାଙ୍କୁ_ଟାର୍ଗେଟ_କରିଲେ_ଅପରାଜିତା
ବ୍ୟାଗ ରାଜନୀତି । ପ୍ରିୟଙ୍କାଙ୍କୁ ଅପରାଜିତାଙ୍କ ଉପହାର, ବ୍ୟାଗରେ ଲାଗିଥିଲା ରକ୍ତଛିଟା । ମନେପକାଉଥିଲା ୧୯୮୪ର ଦଙ୍ଗା ।
#ArgusDigital #PriyankaGandhi #AparajitaSarangi
"ଏ ଚେହେରା ଭାଗ୍ୟ ବଦଳେଇଦେଲା" !!!! | EP- 56 | Podcast With Umesh Kumar Sahoo
ମୁଖ୍ୟମନ୍ତ୍ରୀଙ୍କ ଚେହେରା ଭାଗ୍ୟ ବଦଳେଇଦେଲା !
#arguspodcastwithsangram #SangramwithArgus #KichiKathaKichiBarta #odiapodcast #ArgusDigital #InterviewwithUmeshKumarSahoo #Arguspodcast #UmeshumarSahoo
କ୍ୟାନସର ଯୁଦ୍ଧରେ ହାରିଗଲେ ଇଣ୍ଟରନେଟ୍ ସେନ୍ସେଶନ୍ ବିବେକ ପାଙ୍ଗେନି....
ଶୁଖୁନି ପତ୍ନୀ ଶ୍ରୀଜାନାଙ୍କ ଆଖିର ଲୁହ । ଭାଗ୍ୟରେ ଥିଲେ ଏଭଳି ପତ୍ନୀ ମିଳେ ବୋଲି ଫ୍ୟାନ୍ସମାନେ କହୁଥିଲେ । ସ୍ବାମୀ ବ୍ରେନ ଟ୍ୟୁମରରେ ପୀଡ଼ିତ ଥିଲେ ବି ଏମିତି ଏକ ଦିନ ନ ଥିଲା। ଯେଉଁଥିରେ ତାଙ୍କ ଭଲ ପାଇବା ଊଣା ହୋଇଯିବ
#ArgusDigital #Vivekpangeni #Cancer
ବଣ୍ଡାଘାଟିରେ ଉପମୁଖ୍ୟମନ୍ତ୍ରୀଙ୍କୁ ଭବ୍ୟ ସ୍ଵାଗତ !
କଥା ଦେଇ କଥା ରଖିଲେ ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା l ଝିପିଝିପି ବର୍ଷାରେ ମଧ୍ୟ ଆଜି ବଣ୍ଡାଘାଟି ଗସ୍ତ କରିଛନ୍ତି
#ArgusDigital #PravatiParida #Malkanagiri
Headlines Of The Day | Om Prakash Chautala Passes away | 20 - 12- 2024 | Argus Digital
Headlines Of The Day | Om Prakash Chautala Passes away | 20 - 12- 2024 | Argus Digital
#ArgusDigital #Headlines #Englishheadlines #OmPrakashChautala #topheadlines
ବକ୍ସିଂ ଡେ ପୂର୍ବରୁ ବକ୍ସିଂ ! ମହିଳା ସାମ୍ବାଦିକଙ୍କ ସହ କଥା କଟାକଟି
କାହିଁକି ରାଗିଲେ କିଙ୍ଗ୍ କୋହଲି ? ଅଷ୍ଟ୍ରେଲିଆରେ ମହିଳା ସାମ୍ବାଦିକାଙ୍କ ସହ କଥାକଟାକଟି । ପୂରା ଘଟଣା କଣ ଆସନ୍ତୁ ଜାଣିବା..
#ArgusDigital #ViratKohli #womenjournalists #airport
ମୋଦିଙ୍କ ପାଇଁ ଶିକ୍ଷା କ୍ଷେତ୍ରରେ ବଡ ପରିବର୍ତ୍ତନ !
Watch Full Video: https://youtu.be/txRErgOisMw 👈👈
#ArgusDigital #DharmendraPradhan #NarendraModi #educationsystem
ଜୈବିକ କୃଷି ଉପରେ ଦିଆଯିବ ଅଧିକ ଗୁରୁତ୍ଵ...
ଅତ୍ୟଧିକ ରାସାୟନିକ ସାର ବ୍ୟବହାର ଦ୍ଵାରା ଲୋକଙ୍କ ସ୍ବାସ୍ଥ୍ୟ ଖରାପ ହେଉଛି । ତେଣୁ ବର୍ତ୍ତମାନ ସମୟରେ ଅଧିକରୁ ଅଧିକ ଜୈବିକ କୃଷି ପ୍ରତି ଚାଷୀ ମାନଙ୍କୁ ଆକୃଷ୍ଟ କରିବାକୁ ପଡ଼ିବ
#ArgusDigital #kvsinghdeo #OdishaGovt #Agriculture
ରାହୁଲ ଗାନ୍ଧୀ କ୍ଷମା ପ୍ରାର୍ଥନା କରନ୍ତୁ...,
ରାହୁଲ ଗାନ୍ଧୀ କ୍ଷମା ପ୍ରାର୍ଥନା କରନ୍ତୁ । ଆଜି ବିଜେପି ପକ୍ଷରୁ ରାଜଭବନ ସମ୍ମୁଖରେ ରାହୁଲ ଗାନ୍ଧୀଙ୍କ ବିରୋଧରେ ପ୍ରତିବାଦ କରାଯାଇଥିଲା
#ArgusDigital #BJPprotest #RahulGandhi #PratapSarangi
ଓଡ଼ିଶାରେ କୃଷି ଉତ୍ପାଦନ ବୃଦ୍ଧି ଲାଗି ନିଆଯିବ ପଦକ୍ଷେପ..
ଚାଷୀଙ୍କ ଉତ୍ପାଦିତ ସାମଗ୍ରୀକୁ ବୈଦେଶିକ ବଜାରକୁ ପଠାଇବା ପାଇଁ ବ୍ୟବସ୍ଥା କରିବେ ସରକାର
#ArgusDigital #Agriculture #OdishGovt #arabindapadhi
ଖୁବଶୀଘ୍ର ଟୁରିଜିମ୍ କନକ୍ଲେଭ୍ - ସିଜିନ - 4
୨୧ ଡେସେମ୍ଵର ୨୦୨୪
ଚଲୋ ଦେଖେଁ ଅପନା ଦେଶ୍ ।
#ArgusDigital #tourismconclaveseson4 #ChaloDekheinApnaDesh #odishatourism