Ghatgaon mirror

Ghatgaon mirror ସିନେ / ସଂସ୍କୃତି / ଖେଳ /ଯାତ୍ରା ଓ ସାରା ଓଡିଶା ସମେତ କେନ୍ଦୁଝର ଜିଲ୍ଲା ଖବର ପାଇପାରିବେ

09/12/2023

ସନ୍ଧ୍ୟା 6 ର କିଛି ଗୁରୁତ୍ୱପୂର୍ଣ ଖବର ଜାଣନ୍ତୁ #ଫେସବୁକପେଜରୁ #ରାଜ୍ୟଖବର

08/12/2023

ଢେଂକିକୋଟ ରେ ବିଭତ୍ସ ହତ୍ୟା କାଣ୍ଡ, ପନିକିରେ ହାଣି ଯୁବକ କୁ ହତ୍ୟା,
#ଫେସବୁକପେଜରୁ #ଘଟଗାଁମୀରରର
#ମହେନ୍ଦ୍ରକୁମାର #ଫେସବୁକପେଜ #ରାଜ୍ୟଖବର

08/12/2023

We’ve detected that JavaScript is disabled in this browser. Please enable JavaScript or switch to a supported browser to continue using twitter.com. You can see a list of supported browsers in our Help Center.

04/12/2023

ସିଦ୍ଧରାମେୟା ଙ୍କୁ ଶୁଭେଚ୍ଛା ଜଣାଇବା ପାଇଁ ପହଁଚିଲେ କମଳନାଥ

शिवराज को बधाई देने पहुँचे कमलनाथ
Report by #ଘଟଗାଁମୀରରର #ଫେସବୁକପେଜରୁ #ମହେନ୍ଦ୍ରକୁମାର

*ଘଟଗାଁ_ଦୁର୍ଘଟଣା :* *୩ଲକ୍ଷ_ସହାୟତା_ଘୋଷଣା**-୮ ମୃତକଙ୍କୁ ୩ ଲକ୍ଷ ଲେଖାଏଁ ସହାୟତା ଘୋଷଣା**-ଅନୁକଂପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ**-ସ...
01/12/2023

*ଘଟଗାଁ_ଦୁର୍ଘଟଣା :* *୩ଲକ୍ଷ_ସହାୟତା_ଘୋଷଣା*

*-୮ ମୃତକଙ୍କୁ ୩ ଲକ୍ଷ ଲେଖାଏଁ ସହାୟତା ଘୋଷଣା*
*-ଅନୁକଂପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ*
*-ସମସ୍ତ ୧୨ ଆହତଙ୍କ ମାଗଣା ଚିକିତ୍ସା ନିର୍ଦେଶ*
*-ସହାୟତା ଘୋଷଣା ସହ ଶୋକବ୍ୟକ୍ତ କଲେ CM*
*-ଆହତଙ୍କ ଆଶୁ ଆରୋଗ୍ୟ କାମନା କଲେ*

ଭୁବନେଶ୍ୱର / *ରାଜ୍ୟ ବାହାରେ ଓଡ଼ିଆଙ୍କ ପାଇଁ ଖୋଲିଲା BSKY ହେଲ୍‌ପ ଲାଇନ ହେଲ୍‌ପ ଲାଇନ୍‌-୧୮୦୦ ୧୨୦ ୧୨୦ ୧୦୪ ଆରମ୍ଭ BSKY ହେଲ୍‌ପ ଲାଇନ୍‌-1800 120 120 104 ଆରମ୍ଭ* report by #ଘଟଗାଁମୀରରର #ଫେସବୁକପେଜରୁ #ମହେନ୍ଦ୍ରକୁମାର #ରାଜ୍ୟଖବର

ଭକ୍ତଙ୍କୁ ମାଡ଼ମାରି ଲହୁଲୁହାଣ କଲେ ଉଠାଦୋକାନୀମାମଲା ଥାନାରେଭୋଗଡ଼ଲା ଦରକୁ ନେଇ ପାଟିତୁଣ୍ଡ ପରେ ମାଡ଼ଗୁରୁତର ପାଇଁ କେନ୍ଦୁଝର ସ୍ଥାନାନ୍ତର ଘ...
27/11/2023

ଭକ୍ତଙ୍କୁ ମାଡ଼ମାରି ଲହୁଲୁହାଣ କଲେ ଉଠାଦୋକାନୀ
ମାମଲା ଥାନାରେ
ଭୋଗଡ଼ଲା ଦରକୁ ନେଇ ପାଟିତୁଣ୍ଡ ପରେ ମାଡ଼
ଗୁରୁତର ପାଇଁ କେନ୍ଦୁଝର ସ୍ଥାନାନ୍ତର
ଘଟଙ୍ଗା omm media news network news published by ghatgaon mirror livenews page editer. com .27/11/2023
ଆଜି ପବିତ୍ର କାର୍ତିକ ପୂର୍ଣମୀ ଅବସରରେ ଓଡ଼ିଶାର କୋଣଅନୁକୋଣ ରୁ ଶହ ଶହ ସଂଖ୍ୟାରେ ଶ୍ରଦ୍ଧାଳୁ ଭକ୍ତ ମାଙ୍କ ଦର୍ଶନ ପାଇଁ ଛୁଟି ଆସିଥିଲେ ସେମାନଙ୍କୁ ଉତ୍ତମ ବ୍ୟବହାର ଓ ସୁରକ୍ଷା ଯୋଗାଇବା ସ୍ଥାନୀୟ ଜନସାଧାରଣ ଓ ଦୋକାନୀ ମାନଙ୍କ କର୍ତଵ୍ୟ ହେବା ଏକାନ୍ତ ଆବଶ୍ୟକ ମାତ୍ର ଦୁଃଖର ବିଷୟଯେ ଏହାକୁ ଗୁରତ୍ୱଦେବା ବଦଳରେ କିଛି ଦୋକାନୀ ଭକ୍ତଙ୍କୁ ଦୃବେବହାର କରୁଥିବା ବାରମ୍ବାର ଦୃଷ୍ଟିକୁ ଆସୁଥିବା ଜଣାଯାଇଛି କେତେବେଳେ ଦର ଅଧିକକୁ ନେଇ ତ କେତେବେଳେ ଗାଡି ଦୋକାନ ଆଗରେ ରଖିବାକୁ ନେଇ ପାଟିତୁଣ୍ଡ ଓ ହାତାହାତି ପର୍ଯ୍ୟନ୍ତ ଯାଇ ଶେଷରେ ମାମଲା ଥାନାରେ ପହଂଚିଥାଏ ଏହା ଯେପରି ପୁନର୍ବାର ନହୁଏ ସେଥିପାଇଁ ସେମାନଂକୁ କୁହାଯାଇଥାଏ ମାତ୍ର ଏହାର କିଛି ସୁଫଳ ମିଳିନଥାଏ ଏହିଭଳି ଆଜି ଏକ ଦୁଖଃଦ ଘଟଣା ଦେଖିବାକୁ ମିଳିଛି ଜଣେ ଭୋଗଦୋକାନୀ ଭକ୍ତକୁ ମାଡ଼ ମାରି ଲହୁଲୁହାଣ କରିଦେଇଛି ତାହା ପୁଣି ସଂଘବଦ୍ଧ ହୋଇ ମରଣାନ୍ତକ ଆକ୍ରମଣ କରାଯାଇଥିବା ଜଣାଯାଇଛି ଏହି ଘଟଣା ଯାଇ ଥାନାରେ ପହଂଚିଛି . ପ୍ରାପ୍ତଖବର ଅନୁଯାଇ ଆନନ୍ଦପୁର ସବଡ଼ିଭିଜନ ହାଟଡିହି ବ୍ଲକ ଅନ୍ତର୍ଗତ ବଂଚୋ ଗ୍ରାମର ଅନିଲ କୁମାର ବରାଳ ନିଜ ତିନିଜଣ ସାଙ୍ଗଙ୍କ ଶହ ମା ତାରିଣୀ ଦର୍ଶନ ରେ ଆସି ମନ୍ଦିର ମୁଖଶାଳା ସମ୍ମୁଖରେ ଥିବା ଏକ ନମ୍ବର ଗେଟ ପାଖରୁ ଭୋଗ ସାମଗ୍ରୀ କିଣିଥିଲେ ମାତ୍ର ପଇସା ଦେବା ବେଳେ ଭୋଗଡାଲାର ଦରକୁ ନେଇ ଯୁକ୍ତିତର୍କ ହେବାସହ ଶେଷରେ ଦୋକାନୀ ଜଣଙ୍କ ତାଙ୍କୁ ମାଡ଼ ମାରି ଲହୁଲୁହାଣ କଲେ ଫଳରେ ସେ ଏନେଇ ଘଟଙ୍ଗା ଥାନାରେ ଲିଖିତ ଅଭିଯୋଗ କରିବା ଶହ ଚିକିତ୍ସା ପାଇଁ ଘଟଙ୍ଗା ମେଡିକାଲ କୁ ଯାଇଥିଲେ ତାଙ୍କର ନାକ ଫାଟି ଯାଇଥିବାରୁ ତାଙ୍କୁ ତୁରନ୍ତ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟ ଯିବାକୁ ପରାମର୍ଶ ଦିଆଯାଇଥିବା ଜଣାଯାଇଛି

19/11/2023
17/11/2023
17/11/2023

Must watch our page

13/11/2023

ଘଟଗାଁ /ବ୍ଲକ ଛୋଟରାୟପୁର ରେ ମା ତାରିଣୀ ସ୍ପୋର୍ଟିଂ କ୍ଳବ ଆନୁକୂଲ୍ୟରେ 21 ତମ ଫୁଟବଲ ଟୁର୍ନାମେଣ୍ଟ ଅନୁଷ୍ଠିତ ହୋଇଯାଇଛି! ଏହି ଟୁର୍ନାମେଣ୍ଟ 4 ଦିନ ଧରି ଚାଲିଥିବା ବେଳେ ଫାଇନାଲ ମ୍ୟାଚ ମା ତାରିଣୀ ୟୁଥ କ୍ଳବ 1 ହରିଚନ୍ଦନପୁର ବନାମ ମା ତାରିଣୀ ୟୁଥ କ୍ଳବ 2 ହରିଚନ୍ଦନପୁର ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିଲା! ଏଥିରେ ମା ତାରିଣୀ ୟୁଥ କ୍ଳବ 1 ବିଜୟୀ ହୋଇଥିଲା! ଶେଷରେ ଉଦଯାପନି ଉତ୍ସବର ମୁଖ୍ୟ ଅତିଥି ଭାବେ ରାଜ୍ୟ ଯୁବ ବିଜେଡି ଉପ ସଭାପତି ସୌମ୍ୟଶଙ୍କର ଚକ୍ର ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଘଟଗାଁ ବିଜେଡିର ଯୁବ ନେତା ସଞ୍ଜୟ କୁମାର ମିଶ୍ର, ଢେଂକିକୋଟ ଜୋନ ଜିଲ୍ଲା ପରିଷଦ ସଦସ୍ୟ ରଣଜିତ ନାୟକ, ମୁକୁନ୍ଦପୁର ପାଟଣା ସରପଞ୍ଚ ଅର୍ଣ୍ଣପୂର୍ଣା ଦେହୁରୀ, ଯୁବ ନେତା ସୁମନ୍ତ କୁମାର ସାହୁ,, ଓଲିଓଡ଼ ଅଭିନେତ୍ରୀ ମିସ ଶୀତଲ ପାତ୍ର ପ୍ରମୁଖ ଯୋଗଦେଇ ଖେଳାଳୀ ମାନଙ୍କୁ ଉତ୍ସାହିତ କରିବା ସହ ବିକେତା ଓ ଉପ ବିକେତା ଦଳ ଖେଳାଳୀ ମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ! ସୂଚନା ଅନୁଯାୟୀ ଉକ୍ତ ଉଦଯାପାନୀ ମ୍ୟାଚ ରେ ବହୁ ଦର୍ଶକ ଙ୍କ ଭିଡ଼ ଦେଖିବାକୁ ମିଳିଥିବା ବେଳେ ଘଟଗାଁ ବ୍ଲକ ରେ ଯୁବ ବିଜେଡି ସଭାପତି ସୌମ୍ୟଶଙ୍କର ଓରଫ ରାଜା ଚକ୍ର ଙ୍କ ପାତି୍ୟାରା ବୃଦ୍ଧି ପାଉଥିବା ଏହି ଚିତ୍ର ରୁ ସ୍ପଷ୍ଟ ବାରିହେଉଥିଲା! ସତାଧିକମହିଳା ଓ ପୁରୁଷ ରା଼କାଚକ୍ର ଙ୍କୁ ମଞ୍ଚ ଉପରକୁ ଅତ୍ୟନ୍ତ ଆନନ୍ଦ ର ସହିତ ପାଛୋଟିନେବା ଦୃଶ୍ୟ ଉଦାହରଣ ସୃଷ୍ଟି କରିଛି!report by #ଘଟଗାଁମୀରରର #ଫେସବୁକପେଜରୁ #ମହେନ୍ଦ୍ରକୁମାର ପାତ୍ର #ରାଜ୍ୟଖବର

 #ଫେସବୁକପେଜ  #ଘଟଗାଁମୀରରର   ପକ୍ଷରୁ ଆପଣ ମାନଙ୍କୁ ଶୁଭ ଦୀପାବଳି ର ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା!   #ମହେନ୍ଦ୍ର  #ମୁନା
11/11/2023

#ଫେସବୁକପେଜ #ଘଟଗାଁମୀରରର ପକ୍ଷରୁ ଆପଣ ମାନଙ୍କୁ ଶୁଭ ଦୀପାବଳି ର ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା!
#ମହେନ୍ଦ୍ର #ମୁନା

ଯୁବ ଖଳ ନାୟକ  #ନିଶିକାନ୍ତ ( ଟାହିଆ ) ଙ୍କ ପକ୍ଷରୁ ଓଡିଶା ର ଅଗଣିତ ଯାତ୍ରା ଦର୍ଶକଙ୍କୁ ଦିୱାଳି ଅବସରରେ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା!
11/11/2023

ଯୁବ ଖଳ ନାୟକ #ନିଶିକାନ୍ତ ( ଟାହିଆ ) ଙ୍କ ପକ୍ଷରୁ ଓଡିଶା ର ଅଗଣିତ ଯାତ୍ରା ଦର୍ଶକଙ୍କୁ ଦିୱାଳି ଅବସରରେ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା!

10/11/2023

Hi everyone! 🌟 You can support me by sending Stars – they help me earn money to keep making content that you love.

Whenever you see the Stars icon, you can send me Stars.

ପୁରୀ / *ପୁରୀ ଶ୍ରୀମନ୍ଦିରରେ ଠେଲାପେଲା , ୩୦ ଆହତ**-ମଙ୍ଗଳାଳତୀ ସମୟରେ ଠେଲାପେଲାରୁ ୩୦ରୁ ଅଧିକ ଶ୍ରଦ୍ଧାଳୁ ଓ ହବିଷ୍ୟାଳି ଆହତ।* *-ଘଣ୍ଟିଦ୍...
10/11/2023

ପୁରୀ / *ପୁରୀ ଶ୍ରୀମନ୍ଦିରରେ ଠେଲାପେଲା , ୩୦ ଆହତ*
*-ମଙ୍ଗଳାଳତୀ ସମୟରେ ଠେଲାପେଲାରୁ ୩୦ରୁ ଅଧିକ ଶ୍ରଦ୍ଧାଳୁ ଓ ହବିଷ୍ୟାଳି ଆହତ।*
*-ଘଣ୍ଟିଦ୍ବାର ଓ ସାତପାହାଚ ନିକଟରେ ଠେଲାପେଲା।*
*-ଆହତ ମହିଳାଙ୍କୁ ପୁରୀ ହସ୍ପିଟାଲରେ ଭର୍ତ୍ତି।*
*-କିଛି ଅଣନିଶ୍ବାସୀ , କେତେକଙ୍କ ଗୋଡ଼ରେ ଆହତ!.

ଭୁବନେଶ୍ୱର / *ରାତି ୧୦ଟା ପରେ ଫୁଟିବ ନାହିଁ ବାଣ*

*-ଦୀପାବଳି ପାଇଁ ମାର୍ଗଦର୍ଶିକା ଜାରି କଲା କମିସନରେଟ୍ ପୋଲିସ।*
*-ରାତି ୧୦ଟା ପରେ ଫୁଟିବ ନାହିଁ ବାଣ।*
*-ସମସ୍ତେ ସବୁଜ ବାଣ ଫୁଟାଇବାକୁ ଅପିଲ୍।*
*-୧୨୫ ଡେସିବେଲ୍ ଠାରୁ ଅଧିକ ଶବ୍ଦର ବାଣ ଫୁଟାଇବା ଉପରେ କଟକଣା।*
*-ବେଆଇନ୍ ବାଣ ଫୁଟାଇବା ରୋକିବାକୁ ସ୍ୱତନ୍ତ୍ର ଟିମ୍ ଗଠନ!.*report by #ଫେସବୁକପେଜ #ରାଜ୍ୟଖବର

ଡ଼ିସେମ୍ବର 1 ରୁ ହେବ ସାରା ରାଜ୍ୟରେ ବସ ଧର୍ମଘଟନଭେମ୍ବର 22 ରୁ ବିଧାନ ସୌଧ ସମ୍ମୁଖରେ ଧାରଣାଘରୋଇ ବସ ମାଲିକ ସଙ୍ଘ ନେଲା ନିଷ୍ପତି!ମାଲିକ ସଙ୍ଘ...
08/11/2023

ଡ଼ିସେମ୍ବର 1 ରୁ ହେବ ସାରା ରାଜ୍ୟରେ ବସ ଧର୍ମଘଟ
ନଭେମ୍ବର 22 ରୁ ବିଧାନ ସୌଧ ସମ୍ମୁଖରେ ଧାରଣା
ଘରୋଇ ବସ ମାଲିକ ସଙ୍ଘ ନେଲା ନିଷ୍ପତି!
ମାଲିକ ସଙ୍ଘ କର୍ମକର୍ତା #ବରଦାଆଚାର୍ଯ୍ୟ ଦେଲେ ସୂଚନା!
Report by #ଘଟଗାଁମୀରରର #ସମ୍ପାଦକ #ମହେନ୍ଦ୍ର

*🚦ଆଉ ନାହାନ୍ତି ପୂର୍ବତନ ବାଚସ୍ପତି ମହେଶ୍ବର ମହାନ୍ତି।ପୂର୍ବତନ ବାଚସ୍ପତି ତଥା ପୁରୀର ପୂର୍ବତନ ବିଧାୟକ ମହେଶ୍ବର ମହାନ୍ତିଙ୍କ ପରଲୋକ  ।**ପୂ...
07/11/2023

*🚦ଆଉ ନାହାନ୍ତି ପୂର୍ବତନ ବାଚସ୍ପତି ମହେଶ୍ବର ମହାନ୍ତି।ପୂର୍ବତନ ବାଚସ୍ପତି ତଥା ପୁରୀର ପୂର୍ବତନ ବିଧାୟକ ମହେଶ୍ବର ମହାନ୍ତିଙ୍କ ପରଲୋକ ।**ପୂର୍ବତନ ବାଚସ୍ପତି ମହେଶ୍ବର ମହାନ୍ତିଙ୍କ ପରଲୋକରେ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ଏବଂ ବିରୋଧୀ ଦଳ ନେତା ଶ୍ରୀ ଜୟ ନାରାୟଣ ମିଶ୍ରଙ୍କ ଗଭୀର ଶୋକ ବ୍ୟକ୍ତ ।*

_ଅମର ଆତ୍ମାର ସଦଗତି କାମନା କରିବା ସହିତ ଶୋକସନ୍ତପ୍ତ ପରିବାରବର୍ଗ ଓ ବନ୍ଧୁଜନଙ୍କୁ ଅସୀମ ଧର୍ଯ୍ୟ ପ୍ରଦାନ କରିବାକୁ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ।_ଆମେ ମଧ୍ୟ #ଘଟଗାଁମୀରରର #ଫେସବୁକପେଜ ରୁ ଜଣାଉଛୁ ଗଭୀର ଶ୍ରଦ୍ଧାଞ୍ଜଳି!
Editer #ମହେନ୍ଦ୍ର ପାତ୍ର

Pic of the day #ମୟୁରଭଞ୍ଜ    #ମିଷ୍ଟ୍ରେସଏସସୁଶ୍ରୀ
04/11/2023

Pic of the day
#ମୟୁରଭଞ୍ଜ #ମିଷ୍ଟ୍ରେସଏସସୁଶ୍ରୀ

ଭୁବନେଶ୍ୱର / ଗିରଫ ହେଲେ ବରିଷ୍ଟ ଫିଲ୍ମ ପ୍ରଯୋଜକ ସଞ୍ଜୟ ନାୟକ ଓରଫ ଟୁଟୁ ନାୟକ,, ଫିଲ୍ମ ନିର୍ଦ୍ଦେଶକ ମନୋଜ ମିଶ୍ର ଙ୍କ ପଡିଗଲା କି ଅଭିସାପ  ...
04/11/2023

ଭୁବନେଶ୍ୱର / ଗିରଫ ହେଲେ ବରିଷ୍ଟ ଫିଲ୍ମ ପ୍ରଯୋଜକ ସଞ୍ଜୟ ନାୟକ ଓରଫ ଟୁଟୁ ନାୟକ,, ଫିଲ୍ମ ନିର୍ଦ୍ଦେଶକ ମନୋଜ ମିଶ୍ର ଙ୍କ ପଡିଗଲା କି ଅଭିସାପ ?

*-ଖାରବେଳ ଥାନାରେ ହାଜର ହେଲେ ପ୍ରଯୋଜକ ଟୁଟୁ ନାୟକ*
*-ସାମ୍ବାଦିକାଙ୍କୁ ମାଡ଼ ମାରିବା ଅଭିଯୋଗରେ ହାଜର*
*-କଟକରୁ ଆଣିଲା ଖାରବେଳ ନଗର ପୋଲିସ*ଟୁଟୁ ନାୟକ ଙ୍କ ବିର୍ପଧରେ ମହିଳା ସାମ୍ବାଦିକା ଙ୍କ ଅଭିଯୋଗ ଆଧାରରେ ତାଙ୍କ ଉପରେ ଲାଗିଛି ସାଙ୍ଘାତିକ ଓ ସଂଗୀନ ଦଫା! ଦଫା 354294341 ଓ ଦଫା 323 ଅନୁଯାୟୀ ଗିରଫ କରି କୋର୍ଟ ଚାଳାନଥିବା କହିଛନ୍ତି ଭୁବନେଶ୍ୱର ଡିସିପି
Report by #ଘଟଗାଁମୀରରର

Pic of the dayYour enternment କହିଲେ ଦେଖି ଏ କେଉଁ ଅଭିନେତ୍ରୀ
03/11/2023

Pic of the day
Your enternment କହିଲେ ଦେଖି ଏ କେଉଁ ଅଭିନେତ୍ରୀ

02/11/2023

ହରିଚନ୍ଦନପୁର --ଲକ୍ଷ୍ମୀପୂଜା ଯାତ୍ରା ମଞ୍ଚରେ #ମେଲୋଡିକୁଇନ #ରୁନୁପଣ୍ଡା @ଙ୍କ ୠମୁକଝୁମା ଚାଲିରେ ଗୀତ ପରିବେଷଣ ର ଝଲକ
#ରୁନୁପଣ୍ଡା
#ଘଟଗାଁମୀରରର #ଓଡ଼ିଆନିୟୁଜ

picof the day   julipandaJatra Acctress
01/11/2023

picof the day julipanda
Jatra Acctress

27/10/2023

Rabanpodi

ପାଟଣା ରେ କ୍ରିକେଟ ଟୁର୍ଣାମେଣ୍ଟ ଉଦଘାଟିତରିପୋର୍ଟ:-ରଞ୍ଜନ କୁମାର ବାରିକ  #ଘଟଗାଁମୀରରର  #ଓଡ଼ିଆନିୟୁଜ       ପାଟଣା  #ଘଟଗାଁ // କେନ୍ଦୁଝର...
27/10/2023

ପାଟଣା ରେ କ୍ରିକେଟ ଟୁର୍ଣାମେଣ୍ଟ ଉଦଘାଟିତ
ରିପୋର୍ଟ:-ରଞ୍ଜନ କୁମାର ବାରିକ
#ଘଟଗାଁମୀରରର #ଓଡ଼ିଆନିୟୁଜ

ପାଟଣା #ଘଟଗାଁ // କେନ୍ଦୁଝର ଜିଲ୍ଲା ପାଟଣା-ପାଟଣା କ୍ରିକେଟ କ୍ଳବ ଦ୍ଵାରା କ୍ରିକେଟ ଟୁର୍ଣାମେଣ୍ଟ ଆଜି ଧୁମଧାମରେ ଉଦଘାଟିତ ହୋଇ ଯାଇଛି ।ପାଟଣା ମିନି ଷ୍ଟାଡିୟମ ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ଆଜି ଏକ ପ୍ରଦର୍ଶନୀ ଖେଳ ୱେବ ସ୍ତ୍ରମ ଭାଓଲେଟ ଦଳ ଓ ୱେବ ଷ୍ଟ୍ରୋମ ବ୍ଲୁ ମଧ୍ୟରେ ଅନୁଷ୍ଠିତ ହୋଇଥିଲା।ଉଦଘଟନୀ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ପାଟଣା ଥାନା ଅଧିକାରୀ ଦୀପ୍ତି ରଞ୍ଜନ ସାହୁ ଉପସ୍ଥିତ ଥିବା ବେଳେ ସଂମାନିତ ଅତିଥି ଭାବେ ପାଟଣା ବ୍ଲକ ବିଜେଡି ସଭାପତି ମାଧବାନନ୍ଦ ପୃଷ୍ଟି,ସାମାଜିକ କର୍ମୀ ଅଜୟ କୁମାର ଦାଶ,ପାଟଣା ପ୍ରେସ କ୍ଳବ ସମ୍ପାଦକ ବିଜୟ ରତ୍ନ ପତି ପ୍ରମୁଖ ଉପସ୍ଥିତ ରହି ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ।କ୍ରିକେଟ କ୍ଳବ ସଭାପତି ବିବେକାନନ୍ଦ ଦାଶ, ସହ ସମ୍ପାଦକ ଦିଲ୍ଲୀପ କୁମାର ଦ୍ବିବେଦୀ ଙ୍କ ପ୍ରତ୍ୟକ୍ଷ ତ୍ବାବଧାନରେ ଏହି ଟୁର୍ଣାମେଣ୍ଟ ଆୟୋଜିତ ହୋଇଛି।24 ତାରିଖ ରୁ ଆରମ୍ଭ ହୋଇ ଏହା 29 ତାରିଖ ରେ ଉଦଯାପନ ହେବ।ଟୁର୍ଣ୍ଣାମେଣ୍ଟ ରେ କ୍ରିକେଟ ସହିତ ଟେନିସ ବଲ,ଓ ଡିୟୁଜ ବଲ ପ୍ରତିଯୋଗିତା ହେବ।ପ୍ରଦର୍ଶନି ଖେଳ ରେ ଆମ୍ପାୟାର ଭାବେ ପ୍ରଦୀପ ଦାଶ,ଓ ପ୍ରବୀର ସେଠୀ ଖେଳ ପରିଚାଳନା କରିଥିବାବେଳେ ମ୍ୟାଚ ରେଫରି ଭାବେ ବିପ୍ଳବ କୁମାର ପୃଷ୍ଟି କାର୍ଯ୍ୟ ସମ୍ପାଦନ କରିଥିଲେ।ଧାରା ବିବରଣୀ ଅଜୟ କୁମାର ବେଜ,ମିଚୁଲ ଡାଭିଶ ବେଜ,ଓ ଚିନ୍ମୟ ଦାଶ ପ୍ରଦାନ କରିଥିବା ବେଳେ ସ୍କୋରର ଭାବେ ନିଖିଲ ପତି କାର୍ଯ୍ୟ ତୁଲାଇଥିଲେ।କାର୍ଯ୍ୟକ୍ରମ ରେ କମିଟି ର ସମସ୍ତ ସଦସ୍ୟ ଉପସ୍ଥିତ ରହି ଖେଳ ପରିଚାଳନା କରିବାରେ ସହଯୋଗ କରିଥିଲେ।

ପାଟଣା ରେ ରାବଣ ପୋଡିରିପୋର୍ଟ:ରଞ୍ଜନ କୁମାର ବାରିକ            ପାଟଣା  #ଘଟଗାଁମୀରରର //ପାଟଣା ମୁଖ୍ୟାଳୟ ସ୍ଥିତ ମିନି ଷ୍ଟାଡିୟମ ଠାରେ ମଙ୍ଗ...
27/10/2023

ପାଟଣା ରେ ରାବଣ ପୋଡି
ରିପୋର୍ଟ:ରଞ୍ଜନ କୁମାର ବାରିକ


ପାଟଣା #ଘଟଗାଁମୀରରର //ପାଟଣା ମୁଖ୍ୟାଳୟ ସ୍ଥିତ ମିନି ଷ୍ଟାଡିୟମ ଠାରେ ମଙ୍ଗଳବାର ବିଜୟା ଦଶମୀ ଅବସରରେ ରାବଣ ପୋଡି ଉତ୍ସବ ଧୁମଧାମରେ ଅନୁଷ୍ଠିତ ହୋଇ ଯାଇଛି।କରନା ମହାମାରୀ ଯୋଗୁ ରାବଣ ପୋଡି ତିନିବର୍ଷ ଧରି ଅନୁଷ୍ଠିତ ହୋଇ ପାରି ନଥିଲା।ଚଳିତ ବର୍ଷ ନୂଆ ଉଦ୍ଦୀପନା ନେଇ ପାଟଣା ରାବଣ ପୋଡି କମିଟି ଏହି ପର୍ଵ କୁ ଆୟୋଜନ କରିଥିଲା।ମଞ୍ଚ କାର୍ଯ୍ୟକ୍ରମ କୁ କମିଟି ର ସଦସ୍ୟ ବିଜୟ ରତ୍ନ ପତି ପରିଚାଳନା କରିଥିଲେ। ସତ୍ୟର ବିଜୟ ଓ ଅଧର୍ମ ର ପରାଜୟ ର ପ୍ରତିକ ରାବଣ ପୋଡି କାର୍ଯ୍ୟକ୍ରମ ରେ ୧୦ ହଜାରରୁ ଅଧିକ ଜନସମାଗମ ହୋଇଥିଲେ।ରାମସୀତା ଓ ହନୁମାନ ଙ୍କ ଏକ ଶୋଭାଯାତ୍ରା ପାଟଣା ଆନନ୍ଦେଶ୍ୱର ମନ୍ଦିର ରୁ ବାହାରି ବଜାର ପରିକ୍ରମା କରିବା ପରେ ରାବଣ ପୋଡି ଉତ୍ସବ ପର୍ଯ୍ୟନ୍ତ ଯାଇଥିଲା।ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପାଟଣା ପାଟଣା ଥାନା ଅଧିକାରୀ ଦୀପ୍ତି ରଞ୍ଜନ ସାହୁ ସଂମାନିତ ଅତିଥି ଭାବେ ସମାଜ ସେବୀ ମାଧବାନନ୍ଦ ପୃଷ୍ଟି, ପୂର୍ବତନ ବ୍ଲକ ଅଧ୍ୟକ୍ଷ ବିଦ୍ୟାଧର ଦାଶ, ଅଜୟ କୁମାର ଦାଶ, ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ପଣ୍ଡିତ ଅରୁଣ କୁମାର ମିଶ୍ର ଉପସ୍ଥିତ ରହି ରାବଣ ପୋଡି ର ଉଦ୍ୟେଶ୍ୟ ଓ ତାର ମହତ୍ତ୍ୱ ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ।କାର୍ଯ୍ୟକ୍ରମ ପ୍ରାରମ୍ଭରେ ପାଟଣା ବିଧାୟକ ତଥା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ଜଗନ୍ନାଥ ନାଏକ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ଉତ୍ସାହିତ କରିଥିଲେ।ସାଂସ୍କୃତିକ କାର୍ଯ୍ୟକ୍ରମ ପରେ ଆକର୍ଷଣୀୟ ଆତସବାଜି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଏହାପରେ ରାବଣ ପୋଡି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରାବଣ ଙ୍କୁ ନାଶ କରିବା ପାଇଁ ଶେଷ ଆତସ ବାଜି ରେ ଅଗ୍ନି ସଂଯୋଗ କରି ରାବଣ କୁ ଧ୍ୱଂସ କରିଥିଲେ।କାର୍ଯ୍ୟକ୍ରମ ରେ ସ୍ଥାନୀୟ ଅଞ୍ଚଳରୁ ହଜାର ହଜାର ସଂଖ୍ୟାରେ ଜନସାଧାରଣ ସାମିଲ ହୋଇଥିଲେ।

**ଦେଖନ୍ତୁ ଆଜି ଠାରୁ ମା ଦଶ ଭୂଜା ଦୃର୍ଗାପୂଜା ଆରମ୍ଭ  ।।ଏକ ବିଶେଷ ସୂଚନା ଏହି ପୂଜା ଅବସରରେ କୋୖଣସି ସରକାରୀ ଓ ବେସରକାରୀ ଅଫିସ ରେ କୌଣସି ...
16/10/2023

**ଦେଖନ୍ତୁ ଆଜି ଠାରୁ ମା ଦଶ ଭୂଜା ଦୃର୍ଗାପୂଜା ଆରମ୍ଭ ।।ଏକ ବିଶେଷ ସୂଚନା ଏହି ପୂଜା ଅବସରରେ କୋୖଣସି ସରକାରୀ ଓ ବେସରକାରୀ ଅଫିସ ରେ କୌଣସି ଟିଭି ଚ୍ୟାନେଲ ଓ କୌଣସି ପେପର ସାମ୍ବାଦିକ ଓ ୱଐବ୍ ଚ୍ୟାନେଲ ର ସାମ୍ବାଦିକ ଜାଇ ଆପଣଙ୍କୁ ଦଶହରା ଓ ଲକ୍ଷ୍ମୀ ପୂଜା ପାଇଁ ଚାନ୍ଦା ମାଗୁଛନ୍ତି ଓ ଦଶହରା ଭେଟି କହି ଟଙ୍କା ମାଗୁଛନ୍ତି ତୁରନ୍ତ ଆପଣ ଆପଣଙ୍କ ନିକଟତମ ପୋଲିସ ଷ୍ଟେସନ ଓ ଜିଲ୍ଲା ପାଳ ଙ୍କ ସହିତ ତୁରନ୍ତ ଯୋଗାଯୋଗ କରନ୍ତୁ ।।ନଚେତ୍ , #ଘଟଗାଁମୀରରର ଏଡି୍ଟର ଙ୍କ ସହିତ ଯୋଗାଯୋଗ କରନ୍ତୁ ଯୋଗାଯୋଗ ଠିକଣା ଘଟଗାଁ, କେନ୍ଦୁଝର , 090782 16763 ରେ ସମ୍ପର୍କ କରନ୍ତୁ /ସବୁଠାରୁ ଏକ ଗୁରୁତ୍ୱପୂର୍ଣ୍ଣ କଥା ବେସି ସାମ୍ବାଦିକ ମାନେ ଅଫିସ ଯାଇ ଚାନ୍ଦା ମାଗୁଛନ୍ତି ତାହା ସବୁବେଳେ ସବୁସମୟରେ ନଜିର ଆସିଛି ସେଥିପାଇଁ ରାଜ୍ୟ ସରକାର ଓ ପୋଲିସ କମିଶନ ପ୍ରତ୍ୟେକ ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ କୁ ଏକ ଟୋଲଫ୍ରି ନମ୍ବର ଯାରି କରିଛି ଏହି ଟୋଲଫ୍ରି ନମ୍ବର ରେ ସିଧା ସିଧା କଲ କରନ୍ତୁ ! ଏହା କେବଳ କେନ୍ଦୁଝର ଜିଲ୍ଲା ପାଇଁ ପ୍ରଯୁଜ୍ୟ
#ଓଡ଼ିଆନିୟୁଜ #ଘଟଗାଁ

ଘଟଗାଁ ଥାନା ପକ୍ଷ ରୁ ସାଇବର ଅପରାଧ ସଚେତନା ଅଭିଯାନ ରଥ ଭ୍ରମଣRiport by           କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ପକ୍ଷରୁ ଘଟଗାଁ ବ୍ଲକର ବ...
07/10/2023

ଘଟଗାଁ ଥାନା ପକ୍ଷ ରୁ ସାଇବର ଅପରାଧ ସଚେତନା ଅଭିଯାନ ରଥ ଭ୍ରମଣ
Riport by
କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ପକ୍ଷରୁ ଘଟଗାଁ ବ୍ଲକର ବିଭିନ୍ନ ସ୍ଥାନରେ ସାଇବର ଅପରାଧ ନିୟନ୍ତ୍ରଣ ପାଇଁ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି! ପ୍ରଥମେ ଘଟଗାଁ ବ୍ଲକ କାର୍ଯ୍ୟାଳୟ ଠାରେ ବ୍ଲକର ବିଭିନ୍ନ ଏସ ଏଚ ଜି ଙ୍କୁ ନେଇ ସଚେତନତା କରାଯାଇଥିଲା! ଉକ୍ତ ସଚେତନତା ବୈଠକ ରେ ମୁଖ୍ୟ ଅତିଥି ଭାବେ ଘଟଗାଁ ଏସ ଡି ପିଓ ସୁଦର୍ଶନ ଗାଁଗୋଇ ଯୋଗଦେଇ କାର୍ଯ୍ୟକ୍ରମର ଶୁଭଆରମ୍ଭ କରିଥିଲେ! ସମ୍ମାନିତ ଅତିଥିଭାବେ ଘଟଗାଁ ବିଡ଼ିଓ ଉମାକାନ୍ତ ପରିଡା,, ମୁଖ୍ୟ ଵକ୍ତା ଭାବେ ଘଟଗାଁ ଥାନାଆଇଆଇ ସି ଅଞ୍ଜନ କୁମାର ପାତ୍ର ଯୋଗଦେଇ ଉପସ୍ଥିତ ସ୍ୱୟଙ୍ଗ ସାହାୟିକା ସଦସ୍ୟା ମାନଙ୍କୁ ସାଇବର ଅପରାଧ କଣ ଓ ଏହାକୁ ରୋକିବା ପାଇଁ ବିଭିନ୍ନ ପ୍ରଣାଳୀ ବାବଦରେ ସଚେତନ କରିଥିଲେ! ପରେ ଏହି ସଚେତନତା ରଥ ଘଟଗାଁ ତାରିଣୀ ଠାକୁରାଣୀ ମହାବିଦ୍ୟାଳୟ ରେ ଛାତ୍ର ଛାତ୍ରୀ ମାନଙ୍କୁ ସଚେତନ ପାଇଁ ଏକ ତାଲିମ କାର୍ଯ୍ୟକ୍ରମ ମାଧ୍ୟମରେ ସଚେତନ କରାଯାଇଥିଲା! ଗୁରୁକୁଳ ଇଂରାଜି ମାଧ୍ୟମ ବିଦ୍ୟାଳୟ ରେ ଏହି ରଥ ପହଂଚିବା ପରେ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନେ ସ୍ୱାଗତ କରିଥିଲେ ଓ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା! ଶେଷରେ ଏହି ରଥ ଢେଂକିକୋଟ ଫାଣ୍ଡି ଆନ୍ତର୍ଗତ ବିଭିନ୍ନ ପଞ୍ଚାୟତ ତଥା ଢେଂକିକୋଟ ବଜାର,, ପିପିଳିଆ, ବରାହତିପୁରା ଆଦି ପଞ୍ଚାୟତ ରେ ପହଁଚି କାର୍ଯ୍ୟକ୍ରମ କରି ଜନ ସାଧାରଣ ଙ୍କୁ ସଚେତନ କରାଯାଇଥିଲା! ଉକ୍ତ କାର୍ଯ୍ୟକ୍ରମ କୁ ଘଟଗାଁ ଥାନା ଏ ଏସଆଇ ଦାମୋଦର ଟୁଡୁ,ଓ ସମସ୍ତ ପୋଲିସକର୍ମଚାରି ଉପସ୍ଥିତ ରହି ପରିଚାଳନା କରିଥିଲେ!
ସେହିପରି ପାଟଣା ଥାନା ପକ୍ଷରୁ ପାଟଣା,ତୁରୁମୁଙ୍ଗା ସାହାରପଡା ଥାନା ଅଞ୍ଚଳରେ ସାଇବର ଅପରାଧ ସଚେତନତା ନିମନ୍ତେ ଏକ ରଥ ଭ୍ରମଣ କରି ଛି। ପାଟଣା ଥାନା ଅଧିକାରୀ ଦୀପ୍ତିରଞ୍ଜନ ସାହୁ ଙ୍କ ନେତୃତ ରେ ପାଟଣା ଆଞ୍ଚଳିକ ମହା ବିଦ୍ୟାଳୟ ରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଥିଲା । ଯେଉଁ ସାଇବର ଅପରାଧ ସଚେତକ ଭାବେ ଜିଲ୍ଲା ପୋଲିସ ଡ଼ି.ଏସ.ପି ଅମ୍ବିତ ମହାନ୍ତି,ଘଟଗାଁ ଏସ.ଡି.ପି.ଓ ସୁଦର୍ଶନ ଗାଙ୍ଗେଇ,ପୋଲିସ ଅଧିକାରୀ ଜୋରଫେନା ଖେସ୍ ମହାବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନ ଙ୍କୁ ସାଇବର ଠକେଇ ର ସ୍ୱକାର ହେଉ ଥିବା ବିଷୟ ସଚେତନା ଅଭିଭାଷଣ ରଖି ଥିଲେ । ଏହି କାର୍ଯ୍ୟକ୍ରମ ରେ ପାଟଣା ଥାନା ଅତିରିକ୍ତ ପୋଲିସ ଅଧିକାରୀ ମନରମା ସ୍ବାଇଁ,ପଦ୍ମାବତୀ ସାହୁ,ପାଟଣା ଆଞ୍ଚଳିକ ମହାବିଦ୍ୟାଳୟ ଅଧ୍ୟକ୍ଷ ବିରେନ୍ଦ୍ର ସାହୁ,ତହସିଲଦାର ତାପସ ରଞ୍ଜନ ଦେହୁରୀ,ବି.ଡ଼ି.ଓ ଶିଵଶଙ୍କର ମୁର୍ମୁ,ପାଟଣା ପ୍ରେସ କ୍ଲବ ଉପଦୋଷ୍ଟା ନୃସିଂହ ନାଥ ସିଂ,ସଂପାଦକ ବିଜୟ ରତ୍ନ ପତି,ବ୍ୟାଙ୍କ ଅଫ ଇଣ୍ଡିଆ ମ୍ୟାନେଜର ନିହାରରଞ୍ଜନ ସାମନ୍ତରାୟ,ସ୍ଥାନୀୟ ସରପଞ୍ଚ ବିନତୀ ବାନରା,ସମିତି ସଭ୍ୟ ମୋହନ ସୁନ୍ଦର ମହାନ୍ତ,କଣ୍ଟିଆପଡା ସମିତି ସଭ୍ୟ ସଞ୍ଜୁଲତା ମହାନ୍ତ,ଭୁତ ମହାନ୍ତ ତଥା ମହାବିଦ୍ୟାଳୟ ରୁ ଛାତ୍ରଛାତ୍ରୀ ମାନ ଙ୍କୁ ନେଇ ଏକ ସାଇବର ସଚେତନତା ଅଭିଯାନ ର ବିଶାଳ ଶୋଭାଯାତ୍ରା ରେ ରଥ ଅଞ୍ଚଳ ପରିକ୍ରମା କରି ଥିଲା । ତୁରୁମୁଙ୍ଗା ଦଧିବାନ ମହାବିଦ୍ୟାଳୟ ରେ ମଧ୍ୟ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଥିଲା । ଏଥିରେ ତୁରୁମୁଙ୍ଗା ଥାନା ଅଧିକାରୀ ଇନ୍ଦ୍ରଜିତ୍ ବେହେରା,ଅତିରକ୍ତି ମୋଦନମହନ ଏହା ସହିତ ସାହାରପଡା ବ୍ଲକ ରେ ସାଇବର ସଚେତନା ରଥ ସାହାରପଡା ଅଞ୍ଚଳ ରୁ ବିଲା ପର୍ଯ୍ୟନ୍ତ ରଥ ଭ୍ରମଣ କରିଥିବା ବେଳେ ଫାଣ୍ଡି ଅଧିକାରୀ ଶିବଶଙ୍କର ଆଲଦା,ଫାଣ୍ଡି ଅଧିକାରୀ ଉପସ୍ଥିତ ରହିଥିବା ବେଳେ ପାଟଣା ରୁ ଡୁମୁରିଆ ପଞ୍ଚାୟତ ରେ ସଚେତନତା ଅଭିଯାନ ଶେଷ ହୋଇ ଥିଲା ।
ଘଟଗାଁ ମୀରରର ସମ୍ପାଦକ ମହେନ୍ଦ୍ର ପାତ୍ର ଓ ପାଟଣା ରୁ ରଞ୍ଜନ ବାରିକ ଙ୍କ ରିପୋର୍ଟ #ଘଟଗାଁମୀରର #ଓଡ଼ିଆନିୟୁଜ

03/10/2023

ଘଟଗାଁ / ରାସ୍ତା ର ଦୁରାବସ୍ତା ନେଇ ବିଡ଼ିଓ ଙ୍କୁ ଦାବୀ ଜଣାଇଲେ ସ୍ୱୟଂ ସାହାୟିକା ଗୋଷ୍ଠୀ ସଦସ୍ୟା!


#ଘଟଗାଁମୀରରର #ଭିଜୁଆଲ #ଖବର

କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ତରା ପଞ୍ଚାୟତ ବେଢାପାଳ ଗ୍ରାମକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ଟି ମରାମିତି ଓ ନିର୍ମାଣ ହେଉ ନଥିବାରୁ ଅତ୍ୟନ୍ତ ଦୟନୀୟ ହୋଇପଡିଛି! ବାରମବାର ଗ୍ରାମ୍ୟ ସଭାରେ ପ୍ରସ୍ତାବ ଗୃହୀତ ହେଉଥିବା ବେଳେ ଏହାକୁ ନିର୍ମାଣ କରାଯାଉ ନଥିବାରୁ ଆଜି ବେଢାପାଳ ଗ୍ରାମର ସତାଧିକ ମହିଳା ଓ ସ୍ୱଂ ସାହାୟିକା ଗୋଷ୍ଠୀ ସଦସ୍ୟା ମାନେ ବ୍ଲକ କାର୍ଯ୍ୟାଳୟ ରେ ପହଁଚି ବିଡ଼ିଓ ଉମାକାନ୍ତ ପରିଡା ଙ୍କୁ ଲିଖିତ ଅଭିଯୋଗ କରିବା ସହ ରାସ୍ତା ର ତୁରନ୍ତ ନିର୍ମାଣ ପାଇଁ ଦାବୀ ଉପସ୍ଥାପନା କରିଥିଲେ! ଏ ନେଇ କଣ କହୁଛନ୍ତି ଗ୍ରାମର ମହିଳା ସଦସ୍ୟା ଆସନ୍ତୁ ଶୁଣିବା! ଭିଡିଓ କୁ ସମ୍ପୂର୍ଣ ଦେଖନ୍ତୁ!
Reportby #ଘଟଗାଁମୀରରର #ଅଫିସିଆଲ #ଟିମ

26/09/2023

ଘଟଗାଁ / ପଣ୍ଡିତ ଦିନଦୟାଲ ଉପାଧ୍ୟାୟ ଙ୍କ ଜନ୍ମଜୟନ୍ତୀ ପାଳନ ଓ ନୂତନ ମଣ୍ଡଳ ସଭାପତି ଙ୍କୁ ସମ୍ବର୍ଦ୍ଧନା


ବିଜେପି ଘଟଗାଁ ମଣ୍ଡଳ କାର୍ଯ୍ୟକର୍ତ୍ତା ଙ୍କ ଦ୍ୱାରା ଏକାତ୍ମମାନବ ବାଦ ର ରଚୟତା, ପ୍ରଖର ରାଷ୍ଟ୍ରଭକ୍ତ, ଅନ୍ତୋଦୟ ର ପ୍ରଣେତା ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ଙ୍କ ଜନ୍ମ ଜୟନ୍ତୀ ଅବସରରେ ଘଟଗାଁ ଠାରେ ଦେଶପ୍ରତି ତାଙ୍କର ମହାନ କାର୍ଯ୍ୟ କୁ ସ୍ମରଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ ସହିତ ଦିନଦୟାଲ ଜୀ ଙ୍କ ଫୋଟ ଚିତ୍ର ରେ ପୁଷ୍ପମାଲ୍ୟ ଅର୍ପଣ କରାଗଲା । ସ୍ଵତନ୍ତ୍ର ଭାରତରେ ସର୍ଵଜନ-ହୀତାୟ ବିଚାରଧାରା ର ପ୍ରବର୍ତ୍ତକ ଥିଲେ ଦିନଦୟାଲ ଜୀ ।
ଏହି ବିଚାରଧାରା କୁ ପାଥେୟକରି ଆଗାମୀ ଦିନରେ ଦଳକୁ ମଜବୁତ କରିବାପାଇଁ ସମସ୍ତ କାର୍ଯ୍ୟକର୍ତ୍ତା ଶପଥ ନେଲେ !
ଏହି ଅବସର ରେ ନବ ନିଯୁକ୍ତ ଘଟଗାଁ ମଣ୍ଡଳ ସଭାପତି ସମ୍ମାନୀୟ ଶ୍ରୀ ରବିନାରାୟଣ ଦେହୁରୀ ଙ୍କୁ ସମସ୍ତ ବିଜେପି କାର୍ଯ୍ୟକର୍ତ୍ତା ମିଳିତ ଭାବେ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇ ନୂତନ ଦାୟିତ୍ୱ ନେଇ ତାଙ୍କୁ ଅଭିନନ୍ଦନ ଜଣାଇଲେ ।
ଉକ୍ତ କାର୍ଯ୍ୟକ୍ରମ ରେ ଜିଲ୍ଲା ସମ୍ପାଦକ ଦୀପକ କୁମାର ଜେନା, ଜିଲ୍ଲା ମହିଳାମୋର୍ଚ୍ଚା ସଭାନେତ୍ରୀ ମମତା ସିଂ, ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ଅମର ସିଂ, ଶିରପାଣି ମହାନ୍ତ, ଜିଲ୍ଲା ଯୁବମୋର୍ଚ୍ଚା ସମ୍ପାଦକ ରୁଦ୍ରପ୍ରସାଦ ବେହେରା, ଜିଲ୍ଲା ଯୁବମୋର୍ଚ୍ଚା ସଂଯୋଜକ ପ୍ରୀତମ ରୋଶନ ମହାପାତ୍ର, ସୁମନ୍ତ କୁମାର ସାହୁ,ମଣ୍ଡଳ ଲିଗାଲ ସେଲ ସଂଯୋଜକ ଉପେନ୍ଦ୍ର ଦାସ, ମାର୍ଗଦର୍ଶକ ସୁରେଶ ପାଣିଗ୍ରାହୀ, ମଣ୍ଡଳ ଉପସଭାପତି ଭରତ ଚନ୍ଦ୍ର ବେହେରା, ରାଜ ଖଣ୍ଡା, ରବୀନ୍ଦ୍ର ମୁଣ୍ଡା, ଗୁଣନିଧି ମହାନ୍ତ, ଦୁର୍ଯ୍ୟଧନ ମହାନ୍ତ, ଲକ୍ଷ୍ମଣ ବିଶ୍ୱାଳ, ଅଳତୀ ଖଟୁଆ, ପ୍ରଣାବଲ୍ଲଵ ସିଂ, ଅଜୟ ମହାପାତ୍ର, ଶ୍ରୀଧର ବେହେରା, ନରେନ୍ଦ୍ର ବଦ୍ରା, ସୁବାସ ସେଠି, ଗଗନ ନାଏକ, ଶ୍ରୀକାନ୍ତ ନାଏକ, ପରମେଶ୍ୱର ନାଏକ, କୃଷ୍ଣ ମହାକୁଡ଼, ସେକ ଯlମୁଲ, ଏସ କେ ଲାଲା, ଲୁଲୁ ବେହେରା, ଅଭିମନ୍ୟୁ ନାଏକ ଙ୍କ ସହିତ ଶତାଧିକ କାର୍ଯ୍ୟକର୍ତ୍ତା ଉକ୍ତ କାର୍ଯ୍ୟକ୍ରମ ରେ ଉପସ୍ଥିତ ଥିଲେ !report by

25/09/2023

Advt for #ମାତାରିଣୀଯାତ୍ରାକମିଟି ପକ୍ଷରୁ କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ଟାଙ୍ଗରତଳି ( ହାତୀନୋଟା ) ଯାତ୍ରା ପଡିଆ ରେ ତା 05/10 / 2023 ଠାରୁ ତା 08/10/2023 ପର୍ଯ୍ୟନ୍ତ ଓଡିଶା ର ସ୍ୱନାମଧନ୍ୟ ଯାତ୍ରା ଅନୁଷ୍ଠାନ #ଧଉଳିଗଣନାଟୀ 4 ଦିନ ଧରି ଯାତ୍ରା ପରିବେଷଣ କରିବ! ପ୍ରଥମ ରାତ୍ରୀ ରେ ଦର୍ଶକୀୟ ମନୋରଞ୍ଜନ ପାଇଁ ବିଶେଷ ଆକର୍ଷଣ ଭାବେ ଯୋଗଦେବେ ଟେଲି ଧାରାବାହିକ ଅଭିନେତ୍ରୀ #ଉର୍ବୀ! ଏହି ଯାତ୍ରା ପରିବେଷଣ ରେ ପ୍ରଥମ ରାତ୍ରୀ ଯାତ୍ରା ଦେଖିବା ବେଳେ ଲଟେରୀ ବନ୍ଦୋବସ୍ତ ହୋଇଛି! #ଧଉଳିଗଣନାଟ୍ୟ ରେ ଯାତ୍ରା ନାୟକ #ଉତ୍ତମ, ନାୟିକା #ଲିଜା,, ନାୟିକା #ସ୍ମରଣିକା ଅଭିନୟ କରିଥିବା ବେଳେ ଆହୁରି ବଛା ବଚ୍ଛା ଅନୁଭବି କଲାକାର ମାନେ ସେମାନଙ୍କ ଦମଦାର ଅଭିନୟ କରୁଛନ୍ତି! ଯାତ୍ରା ଅନୁଷ୍ଠାନ ର ଏ ବର୍ଷର ସୁପରହିଟ ନାଟକ #ହସୁଛିକୋକେଇକାନ୍ଦୁଛିଶବ ସାରା ଓଡିଶାରେ ଚହଳ ସୃଷ୍ଟି କରି ବହୁ ଯାତ୍ରା ମଞ୍ଚରେ ସଫଳତା ସାଉଁଟିଚାଲିଛି! ତେଣୁ ସମସ୍ତ ଯାତ୍ରାପ୍ରେମୀ ନିଶ୍ଚିତ ହାତୀନୋତା ( ଟାଙ୍ଗରତଳି ) କୁ ଆସନ୍ତୁ ଓ ଯାତ୍ରା ଦେଖିବାର ଭରପୁର ମଜା ଉଠାନ୍ତୁ!
ନିବେଦକ/ ମା ତାରିଣୀ ଯାତ୍ରା କମିଟି ର ସମସ୍ତ କର୍ମକର୍ତା ଓ ସଦସ୍ୟ!

ଘଷିପୁରା ନିର୍ବାଚନ ମଣ୍ଡଳୀ ରେ ବଦଳୁଛି ରାଜନୈତିକ ଚିତ୍ର  ଇସ୍ତଫା ଦେଲେ ଘଟଗାଁ ବ୍ଲକ ର ବିଜେପି ଦଳର 3 ମଣ୍ଡଳ ସଭାପତି, କିନ୍ତୁ କାଁହିକି?   ...
24/09/2023

ଘଷିପୁରା ନିର୍ବାଚନ ମଣ୍ଡଳୀ ରେ ବଦଳୁଛି ରାଜନୈତିକ ଚିତ୍ର ଇସ୍ତଫା ଦେଲେ ଘଟଗାଁ ବ୍ଲକ ର ବିଜେପି ଦଳର 3 ମଣ୍ଡଳ ସଭାପତି, କିନ୍ତୁ କାଁହିକି?


କେନ୍ଦୁଝର ଜିଲ୍ଲା ବିଜେପି ସଭାପତି ଅଂଶୁମାନ ସବୁଜ ମହାନ୍ତ ବର୍ମାଙ୍କ ମନମୁଖୀ କାର୍ଯ୍ୟରେ ଅତିଷ୍ଠ ହେଇ ଘଟଗାଁ ମଣ୍ଡଳ ସଭାପତି ଗୋଲକ ବଳ, ଢେଙ୍କିକୋଟ ମଣ୍ଡଳ ସଭାପତି ଜିତେନ୍ଦ୍ର ପଲେଇ ,ପଣ୍ଡା ପଡା ମଣ୍ଡଳ ସଭାପତି ମୁରଲୀ ମହାନ୍ତାଓ ପଣ୍ଡା ପଡ଼ା ମଣ୍ଡଳର ସମସ୍ତ କାର୍ଯ୍ୟ କର୍ତ୍ତା, ଶକ୍ତିକେନ୍ଦ୍ର ପ୍ରମୁଖ ନିଜ ପଦବୀରୁ ସମୂହ ଇସ୍ତଫା ରାଜ୍ୟ ସଭାପତିମନମୋହନ ସାମଲ ଙ୍କ ନିକଟକୁ ପଠାଇଦେଇଛନ୍ତି ।ଏହାଦ୍ବାରା ଘଟଗାଁ ରେ ବିଜେପି ବହୁ ପଛରେ ରହିଯିବ ବୋଲି ଚର୍ଚ୍ଚା ଜୋର ଧରୁଛି!
Report by

22/09/2023

*ରାଜରାସ୍ତାରେ_ହଜାର_ହଜାର_ଅଙ୍ଗନବାଡ଼ି_କର୍ମୀ*

*-୯ଦଫା ଦାବି ନେଇ ରାଜରାସ୍ତାରେ ଗର୍ଜିଲେ ଅଙ୍ଗନବାଡ଼ି କର୍ମୀ*
*-ବିଧାନସଭାର ପ୍ରଥମ ଦିନରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଅଙ୍ଗନବାଡ଼ି କର୍ମୀ*
*-ଅଙ୍ଗନବାଡ଼ି କର୍ମୀଙ୍କୁ ସରକାରୀ ମାନ୍ୟତା ପ୍ରଦାନ ଦାବି*
*-ଅବସରକାଳୀନ ସହାୟତା ୫ଲକ୍ଷ ଟଙ୍କା ଦେବାକୁ ଦାବି*

*ତୀବ୍ର ହେଉଛି ପ୍ରାଥମିକ ଶିକ୍ଷକଙ୍କ ଆନ୍ଦୋଳନ : ଆଜିଠୁ ସମୂହ ଛୁଟିରେ ଯିବେ ରାଜ୍ୟର ୧ ଲକ୍ଷ ୩୦ ହଜାର ଶିକ୍ଷକ ଶିକ୍ଷୟିତ୍ରୀ l**ବାରିପଦା ପିଏ...
13/09/2023

*ତୀବ୍ର ହେଉଛି ପ୍ରାଥମିକ ଶିକ୍ଷକଙ୍କ ଆନ୍ଦୋଳନ : ଆଜିଠୁ ସମୂହ ଛୁଟିରେ ଯିବେ ରାଜ୍ୟର ୧ ଲକ୍ଷ ୩୦ ହଜାର ଶିକ୍ଷକ ଶିକ୍ଷୟିତ୍ରୀ l**

ବାରିପଦା ପିଏଚ୍‌ ଡିଭିଜନ-୧ର ସହକାରୀ ଯନ୍ତ୍ରୀଙ୍କ ଘରେ ରେଡ୍, ସହକାରୀ ଯନ୍ତ୍ରୀ ବାଣେଶ୍ୱର ନାଏକଙ୍କ ଘରେ ଭିଜିଲାନ୍ସ ରେଡ୍, ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ୫ଟି ସ୍ଥାନରେ ରେଡ୍‌, ବଡ଼ସାହି ପୈତୃକ ଘର, ଅଫିସ୍, ମାଣିତ୍ରୀ ସଂପର୍କୀୟଙ୍କ ଘରେ ରେଡ୍‌**

ଏନ୍‌କାଉଣ୍ଟର: ଜଣେ ଆତଙ୍କୀ ନିହତ*
*-କାଶ୍ମୀର ରଜୌରୀରେ ଏନ୍‌କାଉଣ୍ଟର, ଜଣେ ଆତଙ୍କବାଦୀ ନିହତ*
*-ଗୁଳିବିନିମୟ ବେଳେ ଜଣେ ଯବାନ ସହିଦ, ଆଉ ୩ ଆହତ*
*-ସର୍ଚ୍ଚ ଅପରେସନ ବେଳେ ୬ ବର୍ଷର ସେନା କୁକୁର 'କେଣ୍ଟ'ର ମୃତ୍ୟୁ*
*-ଆତଙ୍କବାଦୀ ଲୁଚିଥିବା ସନ୍ଦେହରେ ସର୍ଚ୍ଚ ଅପରେସନ ଜାରି*

*ନଦୀରେ ଭାସି ଆସିଲେ ଭାବର ଠାକୁର : ପାଣିରୁ ଛାଣି ନେଇ ଘରେ ପୂଜାର୍ଚ୍ଚନା କରୁଛି ଭକ୍ତ*
12/09/2023

*ନଦୀରେ ଭାସି ଆସିଲେ ଭାବର ଠାକୁର : ପାଣିରୁ ଛାଣି ନେଇ ଘରେ ପୂଜାର୍ଚ୍ଚନା କରୁଛି ଭକ୍ତ*

*ବିଜେଡି_ଉପ_ସଭାପତି_ପଦରୁ_ହଟିଲେ_ସୌମ୍ୟ**ବିଜେଡି ଉପ ସଭାପତି ପଦରୁ ହଟିଲେ ସୌମ୍ୟରଞ୍ଜନ । ମୁଖ୍ୟମନ୍ତ୍ରୀ ଦସ୍ତଖତରେ ଜାରି ହେଲା ନିର୍ଦ୍ଦେଶନା...
12/09/2023

*ବିଜେଡି_ଉପ_ସଭାପତି_ପଦରୁ_ହଟିଲେ_ସୌମ୍ୟ*
*ବିଜେଡି ଉପ ସଭାପତି ପଦରୁ ହଟିଲେ ସୌମ୍ୟରଞ୍ଜନ । ମୁଖ୍ୟମନ୍ତ୍ରୀ ଦସ୍ତଖତରେ ଜାରି ହେଲା ନିର୍ଦ୍ଦେଶନାମା । ସଚିବଙ୍କୁ ସମାଲୋଚନା କରିବାରୁ ବିଜେଡି ନେଲା କାର୍ଯ୍ୟାନୁଷ୍ଠାନ ।*ସେପଟେ *ଫାଇଭ-ଟି ସଚିବଙ୍କୁ କହିଲେ, ବିଜେଡିକୁ ବାଧୁଛି କାହିଁକି ?ବୋଲି କହିବା ସହ ଫାଇଭ-ଟି ସଚିବଙ୍କ ହେଲିକପ୍ଟର ଗସ୍ତ ନେଇ ପ୍ରଶ୍ନ ଉଠାଇଥିଲେ ସୌମ୍ୟ*

12/09/2023

*ଭିତରକନିକାରେ_ଦେଶୀୟ_ପକ୍ଷୀ_ଗଣନା_ଶେଷ*

*-ଭିତରକନିକାରେ ବଢ଼ିଛି ଦେଶୀୟ ପକ୍ଷୀ ସଂଖ୍ୟା*
*-ଚଳିତବର୍ଷ ୧,୨୩,୮୬୭ ପକ୍ଷୀ ଗଣନା କରାଯାଇଛି*
*-୨୬,୧୧୮ ବସାରେ ଥିବା ଦେଶୀୟ ପକ୍ଷୀ ଗଣନା ହୋଇଛି*
*-ଗତବର୍ଷ ତୁଳନାରେ ୭,୭୯୭ଟି ଅଧିକ ପକ୍ଷୀ ଆସିଛନ୍ତି*
*-ସେପ୍ଟେମ୍ବର ୩ରୁ ୫ ଦିନ ଧରି ଚାଲିଥିଲା ପକ୍ଷୀ ଗଣନା*
Report by

11/09/2023

ସୋମବାର ରେ ଦର୍ଶନ କରନ୍ତୁ ବାବା ବଦ୍ରୀନାଥ ଙ୍କ ଦିବ୍ୟ ଆଳତି !

10/09/2023

*ଦିଲ୍ଲୀ_ରାଜଘାଟରେ_ବିଶ୍ବର_ଶୀର୍ଷ_ନେତା*

*ବାପୁଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ରାଜଘାଟରେ । PM ମୋଦିଙ୍କ ସହ ମହାତ୍ମା ଗାନ୍ଧିଙ୍କ ସମାଧୀ ସ୍ଥଳକୁ ଯାଇ ବିଶ୍ବର ଟପ୍‌ ଲିଡର*ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ!
Video credit by news

10/09/2023

Address

Ghatgaon
Keonjhargarh
758027

Alerts

Be the first to know and let us send you an email when Ghatgaon mirror posts news and promotions. Your email address will not be used for any other purpose, and you can unsubscribe at any time.

Videos

Share

Nearby media companies


Other Media/News Companies in Keonjhargarh

Show All