Odisha Khabar

Odisha Khabar ଅନ୍ୟାୟ ବିରୁଦ୍ଧରେ ସ୍ବର!
𝐍𝐞𝐰𝐬 & 𝐄𝐧𝐭𝐞𝐫𝐭𝐚𝐢𝐧𝐦𝐞𝐧𝐭
(2)

31/01/2025

ଘଷିପୁରା: ସରସ୍ଵତୀ ଶିଶୁ ମନ୍ଦିରର ୧୫ତମ ବାର୍ଷିକ ଉତ୍ସବରେ ମଞ୍ଚ ଦୁଳୁକାଇଲେ ଶିଶୁ କଳାକାର, ବିମୋହିତ ହେଲେ ଅଭିଭାବକ।

29/01/2025

ଘଷିପୁରା: ଭଣ୍ଡାରିଡ଼ିହା ଭଗବତୀ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବରେ ଛାତ୍ରଛାତ୍ରୀଙ୍କ ନୃତ୍ୟ ଦେଖିବାକୁ ଅଭିଭାବକ ଭିଡ଼।

29/01/2025

ଘଷିପୁରା: ଓମ୍ ସାଇ ଇଣ୍ଟରନେସନାଲ୍ ସ୍କୁଲର ବାର୍ଷିକ ଉତ୍ସବ। ଅଭିନୟ, ଗୀତ ଓ ନାଚରେ ଦୁଲୁକିଲା ମଞ୍ଚ।

26/01/2025

ଘଷିପୁରା: ଭଣ୍ଡାରିଡ଼ିହା ପଞ୍ଚାୟତରେ ୭୬ତମ ସାଧାରଣତନ୍ତ୍ର ଦିବସ ପାଳନ ଓ ମେଡ଼ିକାଲ କ୍ୟାମ୍ପ ଉଦ୍ଘାଟିତ।

26/01/2025

ଘଷିପୁରା: ବିଦ୍ୟାଳୟର ବାର୍ଷିକ ଉତ୍ସବରେ ପୁରସ୍କୃତ ହେଲେ ଅଭିଭାବକ ଓ ଛାତ୍ରଛାତ୍ରୀ।

25/01/2025

ଘଷିପୁରା: କେଶଦୁରାପାଳ ଜନ ମଙ୍ଗଳ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବରେ ମଞ୍ଚ ଦୁଲୁକାଇଲେ ଛାତ୍ର ଛାତ୍ରୀ।

23/01/2025

ଘଟଗାଁ: ସାହୁ ଟ୍ରେଡର୍ସ ଓ କ୍ୟାପଟେନ୍ ଷ୍ଟିଲର ମିଳିତ ଆନୁକୁଲ୍ୟରେ ରାଜମିସ୍ତ୍ରୀ ସମିଳନୀ ଅନୁଷ୍ଠିତ।

23/01/2025

ଘଷିପୁରା: ଭଣ୍ଡାରିଡିହା ବାଳିକା ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବରେ ନାଚ ଓ ଅଭିନୟରେ ମନ ମୋହିଲେ ଛାତ୍ରୀ।

16/01/2025

ଘଷିପୁରା: ସ୍ୱପ୍ନର ଘରକୁ ଶିଘ୍ର ନିର୍ମାଣ କରିବାରେ ସାହାଯ୍ୟ କରିବ ରାଧିକା ଏଣ୍ଟରପ୍ରାଇଜେସ୍ ର ୟୁବିଏସ୍ ପଏଣ୍ଟ।

15/01/2025

FOR YOU MART franchise module.

14/01/2025

ଘଷିପୁରା: ବିବେକାନନ୍ଦ ଆଦର୍ଶ ବିଦ୍ୟାଳୟର ବାର୍ଷିକ ଉତ୍ସବରେ ମଞ୍ଚ ଦୁଲୁକାଇଲେ କୁନି କୁନି ଛାତ୍ରଛତ୍ରୀ।

10/01/2025

ଘଷିପୁରା:ଅଳତି ମିନିଷ୍ଟାଡିୟମରେ ୩୧ତମ ସର୍ବ ଭାରତୀୟ ଗୋଲ୍ଡେନ୍ କପ୍ ଟି୨୦ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ।

31/12/2024

ଦାମୀ ମୋବାଇଲ୍ କିଣୁଥିଲେ ହେଇ ଯାଆନ୍ତୁ ସାବଧାନ! ହଇରାଣ ହେବା ପୂର୍ବରୁ ହୋଇଯାଆନ୍ତୁ ସତର୍କ!

30/12/2024

ଆନନ୍ଦପୁର: ଆଦିବାସୀଙ୍କ ନିଆରା ପରମ୍ପରା ଦାମୋଦର ପର୍ବ, ଜନ ସମୁଦ୍ର ପାଲୋଟିଲ ବୈତରଣୀ ନଦୀ ପଠା।

26/12/2024

ହାଟଡିହି: ଜାତୀୟ କଂଗ୍ରେସ ତରଫରୁ ଆନନ୍ଦପୁର ନିର୍ବାଚନ ମଣ୍ଡଳୀର ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ।

25/12/2024

ଆନନ୍ଦପୁର: ବେଆଇନ୍, ବେଧଡକ୍ ଭାବେ ଚାଲିଛି ବାଲି ଚୋରା ଚାଲାଣ। ଚିନ୍ତାରେ ସାଧାରଣ ଜନତା।

24/12/2024

ଘଷିପୁରା: ବିଭିନ୍ନ ସେବା ସମବାୟ ସମିତି ତରଫରୁ ଧାନ ମଣ୍ଡି ଉଦ୍ଘାଟନ, ଚାଷୀଙ୍କ ଖୁସି କହିଲେ ନସରେ।

23/12/2024

ଘଷିପୁରା: ହରିପୁର ଠାରେ ଆୟୋଜିତ ଜାତୀୟ କୃଷକ ଦିବସରେ ସମ୍ବର୍ଦ୍ଧିତ ହେଲେ ଚାଷୀ।

Address

Keshadurapal
Keonjhargarh
758025

Telephone

+919556490423

Website

Alerts

Be the first to know and let us send you an email when Odisha Khabar posts news and promotions. Your email address will not be used for any other purpose, and you can unsubscribe at any time.

Videos

Share