କିଡ଼ିନି ରୋଗରେ ଆକ୍ରାନ୍ତ ରାଜକିଶୋରଙ୍କୁ ମା" ଶାରଳା ଚାରିଟେବୁଲ ଟ୍ରଷ୍ଟ ତରଫରୁ ସହାୟତା l
ସାମାଜିକ ଗଣମାଧ୍ୟମରୁ ଖବର ପାଇ ମା" ଶାରଳା ଚାରିଟେବୁଲ ଟ୍ରଷ୍ଟର ସକ୍ରିୟ ସଦସ୍ୟ କୁରୁଣ୍ଟି ଗ୍ରାମର (ସୌମ୍ୟରଞ୍ଜନ) ଜଣାଇବା ପରେ ସହାୟତାର ହାତ ନେଇ ଆମ ମା"ଶାରଳା ଚାରିଟେବୁଲ ଟ୍ରଷ୍ଟ ତରଫରୁ ପହଞ୍ଚି ଥିଲୁ l
ଦଇବ ସାଝୁଛି ଦାଉ - ଆମେ କହୁଛୁ କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଅନ୍ତର୍ଗତ କୁରୁଣ୍ଟି ଗ୍ରା:ପ'ର କୁରୁଣ୍ଟି ଗ୍ରାମର ରାଜକିଶୋର ଜେନାଙ୍କର ବୋଝ ଓପରେ ଲଳିତା ବିଡ଼ା ପରି କଥା ଆଜ୍ଞା ଗୋଟେ ଘରେ ବାପ/ଝିଅ ଦୁହେଁ କିଡ଼ିନି ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ ଅର୍ଥ ଅଭାବରୁ ସେମାନେ ଚିକିତ୍ସାଳୟରୁ ଫେରିଆସି ଘରେ ରୋଗ ଶଯ୍ୟାରେ ଦୁହେଁ ପଡ଼ିରହିଥିଲେ କିନ୍ତୁ ବାପାଙ୍କର ଅର୍ଥ ଅଭାବରୁ ସାମ୍ନାରେ ୧୭ ବର୍ଷର ଝିଅ ସବୁଦିନ ପାଇଁ ଆଖି ବୁଜି ଦେଇଛନ୍ତି,ବାପାଙ୍କ ସାମ୍ନାରେ ସିନା ଝିଅ ଚାଲିଗଲେ ହେଲେ ରାଜକିଶୋରଙ୍କ ମାଆ ମୁଣ୍ଡ ପିଟି କାନ୍ଦୁଛନ୍ତି କାରଣ ମା" ମନ କେମିତି ବୁଝିବ ବେଣ୍ଡିଆ ପୁଅକୁ ହରେଇବା କ
ଜୟ ମା" ଶାରଳା 🙏
ବହୁତ୍ ବହୁତ୍ ଧନ୍ୟବାଦ୍ କଳ୍ପତରୁ ସାରେ ଏବଂ ବଳରାମପୁର ଶ୍ରୀ ଶ୍ରୀ ବିଘ୍ନେଶ୍ୱର ପୂଜା କମିଟିର ସମସ୍ତ ସଦସ୍ୟ/ସଦସ୍ୟା ଆପଣମାନଙ୍କର ସ୍ବାଗତ ଏବଂ ସମ୍ବର୍ଦ୍ଧନା ଆମ ମା"ଶାରଳା ଚାରିଟେବୁଲ ଟ୍ରଷ୍ଟ ପାଇଁ ପ୍ରେରଣାରଉତ୍ସ , ବିପଦର ବନ୍ଧୁ ସାଜିଥିବା କେନ୍ଦ୍ରାପଡ଼ା ଜିଲ୍ଲାର ସହୃଦୟ ଆମ ମା"ଶାରଳା ଚାରିଟେବୁଲ ଟ୍ରଷ୍ଟ ପରିବାରକୁ ଆଉ ଏକ ପାଦ ଆଗକୁ ଯିବାରେ ଆପଣମାନେ ଉତ୍ସାହିତ କରିଛନ୍ତି l ବହୁତ୍ ବହୁତ୍ ଧନ୍ୟବାଦ୍ ଆମ ମା"ଶାରଳା ଚାରିଟେବୁଲ ଟ୍ରଷ୍ଟ ପରିବାରର ସମସ୍ତ ଭାଇ/ଭଉଣୀ ମାନଙ୍କର ନିଷ୍ଠାପର ସେବାନୋଭାବ ଏବଂ କଳ୍ପତରୁ ସାର'ଙ୍କ ପ୍ରେରଣାକୁ l🙏
*ତାରିଖ 18/08/2024*
ବିପଦର ବନ୍ଧୁ ସାଜିଛନ୍ତି କେନ୍ଦ୍ରାପଡ଼ା ଜିଲ୍ଳାର ଅଗ୍ରଣୀ ସାମାଜିକ ସଙ୍ଗଠନ ମା"ଶାରଳା ଚାରିଟେବୁଲ ଟ୍ରଷ୍ଟ l
କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ଅନ୍ତର୍ଗତ କୁରୁଣ୍ଟି ଗ୍ରା:ପ ବଳରାମପୁର ଗ୍ରାମର ସୁକାନ୍ତ ସାହାଣୀ ଓ ସ୍ତ୍ରୀ ଅନିତା ସାହାଣୀଙ୍କ ଘର ଚଳିତ ମାସ ତା୧୫/୦୮/୨୦୨୪ରିଖ ସକାଳ ପ୍ରାୟ ୮ ଘଟିକା ସମୟରେ ଗ୍ୟାସ ଚୁଲାରୁ ଗ୍ୟାସ ଟାଙ୍କି ଯାଏ ନିଆଁ ଲାଗି ଟାଙ୍କି ଫାଟି ଯାଇଥିଲା ଅଗ୍ନିର ଭୟାଭୟ ପ୍ରୋକପରେ ଘର ସଂପୂର୍ଣ୍ଣ ଭସ୍ମୀଭୂତ ହୋଇଯାଇଥିଲା ଏବଂ ଦୁଇ ଦୁଇଟି ନିଷ୍ପାପ କୋମଳମତି ସନ୍ତାନ ଏକମାତ୍ର ୮ବର୍ଷର ପୁଅ ଏବଂ 11ବର୍ଷର ସାନ ଝିଅ ନିଆଁର ଆଁରେ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି ନିଆଁର ପ୍ରକୋପ ଏତେ ମାତ୍ରାରେ ଥିଲା ଯେ ପିଲାମାନେ ବାହାରକୁ ବାହାରିବା ଅସମ୍ଭବ ଥିଲା ହଟାତ୍ ନିଆଁ ଲାଗିବା ଦେଖି ସୁକାନ୍ତଙ୍କ ପତ୍ନି ଅନିତା ଗାଁ ଲୋକଙ୍କୁ ଚିତ୍କାର କରି ଡାକିପକେଇ ଘର ଭିତରକୁ ପଶିବାକ୍ଷଣି ଗ୍ୟାସ ଟାଙ୍କି ଫାଟି ଯାଇଥିଲା ମାଆର ଆଖି ସାମ୍ନାରେ ଡହଳ ବିକଳ ହୋଇ ଦୁଇଟି ଯାକ କୋମଳମତି ପ

ଅଗ୍ରଣୀ ସ୍ବେଛାସେବୀ ସଂଗଠନ ସବୁଜ ବାହିନୀ ରାଜନଗର ସମାଜ ସେବା ସଂଗଠନ ଆମ ମା ଶାରଳା ଚାରିଟେବୁଲ ଟ୍ରଷ୍ଟ ପରିବାର କୁ ମାନ ପତ୍ର ଦ୍ୱାରା ସମ୍ମାନିତ କରି ଥିବାରୁ
ଏହି ସଭାରେ ଉପସ୍ଥିତ ଥିବା ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ ଆମ ଅନୁଷ୍ଠାନ ତରଫରୁ ହୃଦୟରୁ ଆନ୍ତରିକ ଧନ୍ୟବାଦ ଜ୍ଞାପନ କରୁଛୁ।
ଏହି ମାନ ପତ୍ର ଆମ ମା ଶାରଳା ଚାରିଟେବୁଲ ଟ୍ରଷ୍ଟ ସମସ୍ତ ସ୍ବେଛାସେବୀ ଭାଇ ଭଉଣୀ ମାନଙ୍କ ନିଃସ୍ୱାର୍ଥପର ନିରନ୍ତର ସେବା ପାଇଁ ଏବଂ ଏହି ସମ୍ମାନ ଆମ ସମସ୍ତଙ୍କୁ ଆହୁରି ଅଧିକ ସେବା କରିବା ପାଇଁ ପ୍ରେରଣା ଯୋଗାଇବ।।
ଧନ୍ୟବାଦ୍ 🙏
କିଡ଼ିନି ରୋଗରେ ପୀଡ଼ିିତ ପରିବାର କୁ ମା"ଶାରଳା ଚାରିଟେବୁଲ ଟ୍ରଷ୍ଟ ତରଫରୁ ସହାୟତା ll
କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ଅନ୍ତର୍ଗତ ଡେରା ପଞ୍ଚାୟତର କାଠୁଆଗଣ୍ଡ ଗ୍ରାମର ଫକୀର ସାମଲଙ୍କର ଦୁଇଟି ଯାକ କିଡ଼ିିନି ନଷ୍ଟ ହୋଇ ଯାଇଛି ସେ ଗରିବ ଅସହାୟ ହୋଇଥିବାରୁ ନିଜର ଚିକିତ୍ସା ପାଇଁ ସାମାଜିକ ଗଣମାଧ୍ୟମରେ ସାହାର୍ଯ୍ୟ ନିମିତ୍ତ ଆକୁଳ ନିବେଦନ କରିଛନ୍ତି
ଏହି ଖବର ଆମ ସଂଗଠନର ଧୋବେଇଗଡ଼ ଗ୍ରାମର ଯୁବ ସମାଜସେବୀ( ବିକାଶ ରାଉତ )ଏବଂ ବଧୀ ଗ୍ରାମରେ (ଅଶ୍ଵିନୀ ସାହୁ) ମା" ଶାରଳା ଚାରିଟେବୁଲ ଟ୍ରଷ୍ଟର ମୁଖ୍ୟ ପ୍ରତିଷ୍ଠାତା-ମହେଶ୍ୱର ସାହୁଙ୍କୁ ଜଣାଇଥିଲେ, ଖବର ପାଇବା ମାତ୍ରେ ମହେଶ୍ୱର ସଂଗଠନର ସମସ୍ତ ସଦସ୍ୟ/ସଦସ୍ୟା ମାନଙ୍କ ଦ୍ୱାରା ଏହି ସେବା ଯଥାସିଘ୍ର ସମ୍ପାଦନ କରିବା ପାଇଁ-ସମ୍ପାଦକ ପରମେଶ୍ଵର ବାରିକ ,ସନାତନ ଓଝା,ପ୍ରୀତିମୟୀ ଦାସ ,ସୁସ୍ମିତା ରାଉତ,ଲିଲି ସାମଲଙ୍କ ଦ୍ୱାରା ଫକିର ସାମଲଙ୍କ ଚିକିତ୍ସା ପାଇଁ କିଛି ଆର୍ଥିକରାଶି ନେଇ ସହଯୋଗର ହାତ ବଢ଼ାଇଥିଲେ, ଏବଂ ଭିଡ଼ିଓ ମାଧ୍ୟମରେ ସମସ୍ତ ସମାଜ ସେ
#ମା' ଶାରଳା ଚାରିଟେବୁଲ ଟ୍ରଷ୍ଟ ତରଫରୁ ଧର୍ମାନନ୍ଦ ସୁତାରଙ୍କ ପରିବାର ପ୍ରତିପୋଷଣ ପାଇଁ ଟେଲର ମେସିନ୍ ଯୋଗାଇ ଦେଇଛନ୍ତି#
କେନ୍ଦ୍ରାପଡା ଜିଲ୍ଲାର ରାଜନଗର ବ୍ଲକ ଅନ୍ତର୍ଗତ ଅଗ୍ରଣୀ ସମାଜ ସେବା ସଂଗଠନ ମା'ଶାରଳା ଚାରିଟେବୁଲ ଟ୍ରଷ୍ଟ ତରଫରୁ ଭଦ୍ରକ ଜିଲ୍ଲା ଚାନ୍ଦବାଲି ଗ୍ରାମ ଧୁସୁରି ଥାନା ଅନ୍ତର୍ଗତ ଓଳଙ୍ଗ ଗ୍ରାମର ଧର୍ମାନନ୍ଦ ସୁତାର ଯେ'କି କିଛି ମାସ ପୂର୍ବେ ସଡ଼କ ଦୁର୍ଘଟଣାରେ ଶିକାର ହୋଇ ଅକର୍ମଣ୍ୟ ହୋଇ ବିଛଣାରେ ପଡ଼ିିରହିଛନ୍ତି ପରିବାରର ଏକମାତ୍ର ରୋଜଗାରିଆ ଥିଲେ ଧର୍ମାନନ୍ଦ,ରୋଗଗ୍ରସ୍ତ ହୋଇ ବିଛଣାରେ ପଡ଼ି ରହିବା ଦିନଠୁ ଘରେ ବୁଢ଼ା ବାପା, ଦୁଇ ଝିଅ ଏବଂ ନିଜ ପତ୍ନିଙ୍କ ମୁହଁରେ ଦିଓଳି ଖାଇବାକୁ ଦେବାକୁ ବହୁତ୍ କଷ୍ଟ ସାଧ୍ୟ ହୋଇ ପଡ଼ିଛି, ଧର୍ମାନନ୍ଦ ବାବୁ ଜଣେ କାଠ କାରିଗର ଥିଲେ ଗୋଡ଼ ହାତ ଅଚଳ ହୋଇ ପଡ଼ିବା ପରେ ତାଙ୍କ ଦୁଃଖ ସାମାଜିକ ଗଣମାଧ୍ୟମରେ ଜଣାଇବା ପରେ ମା'ଶାରଳା ଚାରିଟେବୁଲ ଟ୍ରଷ୍ଟ ସାମ୍ନାରେ ପଡ଼ିଥିଲା ଧର୍ମାନନ୍ଦ ସୁତାରଙ୍କ ଦୁଃଖ ଘରେ ପହଞ୍ଚି ତାଙ୍କ ଦୁଃଖ ବୁଝି ତାଙ୍କ ପ

ମା' ଶାରଳା ହେଲ୍ପ ଫାଉଣ୍ଡେସନ ତରଫରୁ କିଡିନି ରୋଗରେ ପୀଡିତ ସଞ୍ଜୟଙ୍କୁ ସହାୟତା l
ମା' ଶାରଳା ହେଲ୍ପ ଫାଉଣ୍ଡେସନ ତରଫରୁ କିଡିନି ରୋଗରେ ପୀଡିତ ସଞ୍ଜୟଙ୍କୁ ସହାୟତା l
କିଡ଼ିନି ରୋଗରେ ପୀଡିତ କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ବ୍ଲକର ପୁଅ ସଂଜୟଙ୍କୁ ଆର୍ଥିକ ସହାୟତାର ହାତ ବଢ଼ାଇଲା ମା 'ଶାରଳା ହେଲ୍ପ ଫାଉଣ୍ଡେସନ , ସଞ୍ଜୟ କିଡ଼ିନି ରୋଗରେ ଆକ୍ରାନ୍ତ ହୋଇ କଲିକତା ମେଡ଼ିକାଲରେ ଚିକିତ୍ସିତ ହେଉଛନ୍ତି ଅପରେସନ ପାଇଁ ଡାକ୍ତରଙ୍କ ପରାମର୍ଶ ଅନୁସାରେ ୧୦ ଲକ୍ଷ୍ୟରୁ ଅଧିକ ଟଙ୍କା ଦରକାର ଅପରେସନ ପାଇଁ ,ସଞ୍ଜୟ ଜଣେ ମଧ୍ୟମ ଶ୍ରେଣୀର ଲୋକ ଦାଦନ ଖଟିଲେ ପରିବାର ଚାଲେ ୧୦ ଲକ୍ଷ୍ୟ ଟଙ୍କା ଯୋଗାଡ଼ କରିବା ତାଙ୍କ ଦ୍ଵାରା ସମ୍ଭବ ନୁହେଁ ବଞ୍ଚିବାର ଆଶା ଓ ଆକାଂକ୍ଷା କୁ ନେଇ ଜୀବନ ମରଣ ସହ ସଙ୍ଘର୍ଷ କରୁଛନ୍ତି ସ୍ବାମୀଙ୍କୁ ବଞ୍ଚାଇବାକୁ ତାଙ୍କ ପତ୍ନି ସୋସିଆଲ ମିଡ଼ିଆରେ ସରକାରୀ ସହାୟତା ସହିତ ସାମାଜିକ ସଂଗଠନ ମାନଙ୍କର ସହାୟତା ଲୋଡ଼ିଥିଲେ ଆଜି ମା 'ଶାରଳା ହେଲ୍ପ ଫାଉଣ୍ଡେସନର ମୁକ୍ଷ୍ୟ ପ୍ରତିଷ୍ଠାତା-ମହେଶ୍ଵର ସାହୁ,ପବିତ୍ର ବିଶ୍ଵାଳ, ଆଲୋକ ବେହେରା, ଯୋତ୍ରିମୟୀ ଧଳଙ୍କ ସମେତ ମହେଶ୍ଵର ପାତ