Wosaca Hyderabad

Wosaca Hyderabad Welcome to Western Odisha Social And Cultural Association (WOSACA), Hyderabad

Let’s remember the Eminent Actor and Personality Late Atal Bihari Panda
01/12/2024

Let’s remember the Eminent Actor and Personality Late Atal Bihari Panda

ପଶ୍ଚିମ ଓଡିଶାରେ ଆମର୍ ଭାଷାସାହିତ୍ୟର୍  ବଡ୍ ତି ଦିଗେ ଅନେକ ସାରସ୍ବତ ସାଧକଙ୍କର ଅବଦାନ ଅଛେ । ଆମର୍ ମାତୃଭାଷା ସମ୍ବଲପୁରୀ କୋସଲୀ ସାହିତ୍ୟ ଲ...
14/11/2024

ପଶ୍ଚିମ ଓଡିଶାରେ ଆମର୍ ଭାଷାସାହିତ୍ୟର୍ ବଡ୍ ତି ଦିଗେ ଅନେକ ସାରସ୍ବତ ସାଧକଙ୍କର ଅବଦାନ ଅଛେ । ଆମର୍ ମାତୃଭାଷା ସମ୍ବଲପୁରୀ କୋସଲୀ ସାହିତ୍ୟ ଲାଗି ଖଗେଶ୍ବର ସେଠ୍ , ସତ୍ଯନାରାୟଣ ବହିଦାର, ପ୍ରୟାଗଦତ୍ତ ଯୋଶୀ, ନୀଳମାଧବ ପାଣିଗ୍ରାହୀ,ଇନ୍ଦ୍ରମଣି ସାହୁ ଆଦିଙ୍କର ଅବଦାନ କେତ୍ ନିକେତେ । ଏନ୍ତା ଆହୁରି ଅନେକ୍ ସାହିତ୍ୟ ସାଧକ୍ ଆଉ ଆଜିର ଦିନେ ଜୀବିତ୍ ନାଇଁନ, ହେଲେ ସେମାନଙ୍କର୍ ସାହିତ୍ୟ ସୃଷ୍ଟି ବଁଚିଛେ । ସମ୍ବଲପୁରୀ କୋସଲୀ ସାହିତ୍ୟ ଲାଗି ବାଟ୍ ଦେଖେଇଛେ ।
ଆସୁନ୍ ଆଏଜ୍ ସେ ଭିତ୍ ରୁ ଡ: ନୀଳମାଧବ ପାଣିଗ୍ରାହୀ ଆଜ୍ଞାକୁ ତାଙ୍କର ଜନମ୍ ଦିନେ ସୋର୍ କର୍ ମା, ଯିଏ କି ଅନେକ ଲେଖା ସାଙ୍ଗେ ସମ୍ବଲପୁରୀ କୋସଲୀ ମହାଭାରତ ବ୍ୟାକରଣ ବି ଲେଖିଛନ୍ । ଯାହାଙ୍କୁ କି କୋସଲ ବ୍ୟାସ ବଲି କହେସନ୍ ।

ଆସୁନ୍ ସେ ମହାପୁରୁଷଙ୍କର ଜନମ୍ ଦିନେ ତାହାଙ୍କୁ ସୋର୍ କର୍ ମାଁ , ଶ୍ରଦ୍ଧାଂଞ୍ଜଳୀ ଦେମାଁ।

ଆଶା, ଆମର ସାହିତ୍ୟକ, ସାହିତ୍ୟ ସଂଗଠନ ମାନେ ଆମର ମାତୃଭାଷା ସମ୍ବଲପୁରି କୋସଲି ଭାଷାର ସବୁ ସାହିତ୍ୟ ସାଧକ ମହାପୁରୁଷ ମାନଙ୍କୁ ଆଏବାର ଦିନେ ସୋର କରବେ, ପ୍ରେରଣା ନେବେ

2001 ମସିହା ରେ ସମ୍ବାଦ ରେ ବାହାରି ଥିବାର ତାକର interview ଆମର ନୂଆ ପିଢି କେ ବାଟ ଦେଖାବା

ଗଲା ବଛର୍ ତାକର ନା ଓଡିଶା ବିଧାନସଭା ରେ ବି ଚର୍ଚ୍ଚା ହେଇ ଥିଲା

10/11/2024
31/10/2024
A big THANK YOU to all our sponsors for Nuakhai Bhetghat-2024 by Wosaca Hyd. Your support was immense in making 2024  Nu...
08/10/2024

A big THANK YOU to all our sponsors for Nuakhai Bhetghat-2024 by Wosaca Hyd. Your support was immense in making 2024 Nuakhai Bhetghat a big success 🙏🙏🙏


Print media coverage Nuakhai Bhetghat-2024 Thank you
06/10/2024

Print media coverage Nuakhai Bhetghat-2024 Thank you

A BIG thank you to allNuakhai Bhetghat-2024
02/10/2024

A BIG thank you to all
Nuakhai Bhetghat-2024

After the mega celebration of Nuakhai Bhetghat-2024 by WOSACA, an exciting Hyderabad city tour was arranged for all our ...
01/10/2024

After the mega celebration of Nuakhai Bhetghat-2024 by WOSACA, an exciting Hyderabad city tour was arranged for all our and artists and guests to make their trip memorable. Thanks to our Team WOSACA members for coordinating the same.
After the city tour, in the evening it was time for farewell.. with mixed emotions Team WOSACA members were present at the Secunderabad station to see off our guests.
କୁନୁଆଁ ମାନକୁ ସ୍ୱାଗତ କରବାର ସାଂଗେ ହଁସି ଖୁସି ଥି ବଟାବାର୍ ଟା ବି ଆମର୍ ସଂସ୍କୃତି ଆଏ..
"କଳାକାର ହେଉନ କି କୁନୁଆଁ.. ଓସାକା କେନସି ଥି ନାଇକରେ ଉନା" 🙏🙏
We wish all our artists and guests a Happy Journey.. Jai Maa Samlei..🙏

29/09/2024

Cultural program Nuakhai Bhetghat-2024

    Thank you for the overwhelming response to Nuakhai Bhetghat-2024 registration. Online registrations will close tonig...
28/09/2024


Thank you for the overwhelming response to Nuakhai Bhetghat-2024 registration. Online registrations will close tonight. If you missed registering for the event don't worry, we have SPOT registration available at the venue from 9.30 AM onwards. Kindly reach the venue on time and be a part of the celebration.🙏🙏
https://event.fydo.in/wosaca-nuakhai

Please call 9177065690 for any queries.

Address

Hyderabad

Alerts

Be the first to know and let us send you an email when Wosaca Hyderabad posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Wosaca Hyderabad:

Videos

Share

Category