52 BAZAR 53 GALI CUTTACK

52 BAZAR 53 GALI CUTTACK 52 BAZAR 53 GALI CUTTACK CHARITABLE TRUST
AT-CHAULIAGANJ,CUTTACK,ODISHA
CONTACT-7978876913
(4)

52 BAZAR 53 GALI CUTTACK CHARITABLE TRUST

AT-CUTTACK ,STATE-ODISHA,PIN CODE -753004

Support Us...
Account Details of our Trust

Name - BAUNABAZAR TEPANGALI CUTTACK CHARITABLE TRUST
Account No- 4919101002940
Ifsc Code- CNRB0004919
Bank Name- CANARA BANK
Branch- NAYABAZAR, CUTTACK, ODISHA

ଐତିହାସିକ କଟକ ବାଲିଯାତ୍ରା ୨୦୨୩ 🔥HISTORICAL CUTTACK BALIJATRA 2023🔥🔥                                             Pic credit...
04/12/2023

ଐତିହାସିକ କଟକ ବାଲିଯାତ୍ରା ୨୦୨୩ 🔥

HISTORICAL CUTTACK BALIJATRA 2023🔥🔥


Pic credit -


Cuttack Puja Festivals Pradeep Kumar Sahoo

ସକାଳ ସମ୍ବାଦ ପତ୍ର ଓ ନନ୍ଦିଘୋଷ ଟିଭି  ତରଫରୁ ବିଶ୍ଵ ଏଡସ୍ ଦିବସ ତଥା ସକାଳ ର ୩ୟ ସ୍ଵନକ୍ଷତ୍ର ଦିବସ  ଅବସରରେ ଏକ ମିନି ମାରାଥନ ରେ "ବାଉନ ବଜ...
01/12/2023

ସକାଳ ସମ୍ବାଦ ପତ୍ର ଓ ନନ୍ଦିଘୋଷ ଟିଭି ତରଫରୁ ବିଶ୍ଵ ଏଡସ୍ ଦିବସ ତଥା ସକାଳ ର ୩ୟ ସ୍ଵନକ୍ଷତ୍ର ଦିବସ ଅବସରରେ ଏକ ମିନି ମାରାଥନ ରେ "ବାଉନ ବଜାର ତେପନ ଗଳି କଟକ ଚାରିଟେବୁଲ ଟ୍ରଷ୍ଟ" ପରିବାର ଯୋଗଦାନ କରିଥିଲା❤🙏🏼❤
ପ୍ରତ୍ୟେକ ବର୍ଷ ଡିସେମ୍ବର ୧ ତାରିଖରେ ସାରା ଦେଶରେ ‘ବିଶ୍ଵ ଏଡସ୍ ଦିବସ’ ଭାବେ ପାଳନ କରାଯାଉଅଛି।ଆମେ ସଚେତନ ହୋଇ ଆମ ବ୍ୟବହାରରେ ପରିବର୍ତ୍ତନ ଆଣିପାରିଲେ ଏଡ଼ସ୍ ସଂକ୍ରମଣକୁ ରୋକାଯାଇପାରିବ।
ସଚେତନତା ହିଁ ସବୁଠାରୁ ଗୁରୁତ୍ବପୂର୍ଣ।
#ଏଡସ୍_ଦିବସ Nandighosha TV newspaper

01/12/2023

Laser Light Show 😊

Cuttack Aitihasika Balijatra 2023






Cuttack Municipal Corporation Cuttack Aitihasika Balijatra

Credit Cuttack Puja Festivals

Happy Birthday To You LAXMIPRIYA 🎉🎁🎊
30/11/2023

Happy Birthday To You LAXMIPRIYA 🎉🎁🎊

ଜଳିବା ଲୋକଙ୍କୁ ଆମେ ଫଟୋ ଦେଖାଇ ଦେଖେଇ ଜଳେଇବୁ।  🔥
27/11/2023

ଜଳିବା ଲୋକଙ୍କୁ ଆମେ ଫଟୋ ଦେଖାଇ ଦେଖେଇ ଜଳେଇବୁ। 🔥


The Gate is Ready 😍😊❤️    2023
26/11/2023

The Gate is Ready 😍😊❤️



2023

Happy Birthday   🎂🎁🎂
23/11/2023

Happy Birthday 🎂🎁🎂

ବିଦ୍ୟାଧରପୁର କାଳୀପୂଜା ଭସାଣି 🙏🏻ମା ବଡ଼କାଳୀ !! ମା ସାନକାଳୀ !! ❤️😇PC - Cuttack Puja Festivals
22/11/2023

ବିଦ୍ୟାଧରପୁର କାଳୀପୂଜା ଭସାଣି 🙏🏻
ମା ବଡ଼କାଳୀ !! ମା ସାନକାଳୀ !! ❤️😇

PC - Cuttack Puja Festivals

22/11/2023

ଜିତିଥିଲେ ବାଃ ବାଃ କହି ଥାନ୍ତେଆଉ ହାରି ଗଲେ ବୋଲି ଛି ଛି କହୁଛନ୍ତି।ଏ କେମିତି ଦେଶ ଭକ୍ତି ???ଖେଳ ରେ ହାର୍ ଜିତ୍ ଲାଗି ରହିବ।ଏଥର ନ ହେଲେ ଆ...
19/11/2023

ଜିତିଥିଲେ ବାଃ ବାଃ କହି ଥାନ୍ତେ
ଆଉ ହାରି ଗଲେ ବୋଲି ଛି ଛି କହୁଛନ୍ତି।
ଏ କେମିତି ଦେଶ ଭକ୍ତି ???
ଖେଳ ରେ ହାର୍ ଜିତ୍ ଲାଗି ରହିବ।
ଏଥର ନ ହେଲେ ଆଗାମୀ ଦିନରେ ଜିତିବା।
ସେ ବିଶ୍ୱାସ ମନ ରେ ରଖି Team India କୁ ଉତ୍ସାହିତ କରିବା।❤️🙏

❤️

Wishing  to our cricketers an abundance of skill, determination, and success. Go for the win! team INDIA 🇮🇳             ...
19/11/2023

Wishing to our cricketers an abundance of skill, determination, and success.
Go for the win! team INDIA 🇮🇳

Happy Diwali 🪔🎇
12/11/2023

Happy Diwali 🪔🎇

ପାପ ଉପରେ ପୁଣ୍ୟ ର ବିଜୟ,ଅସତ୍ୟ ଉପରେ ସତ୍ୟ ର ବିଜୟ, ଅଧର୍ମ ଉପରେ ଧର୍ମ ର ବିଜୟ ପବିତ୍ର ବିଜୟା ଦଶମୀ (ଦଶହରା) ର ଅନେକ ଅନେକ ଶୁଭେଚ୍ଛା ଓ ଶୁ...
24/10/2023

ପାପ ଉପରେ ପୁଣ୍ୟ ର ବିଜୟ,ଅସତ୍ୟ ଉପରେ ସତ୍ୟ ର ବିଜୟ, ଅଧର୍ମ ଉପରେ ଧର୍ମ ର ବିଜୟ ପବିତ୍ର ବିଜୟା ଦଶମୀ (ଦଶହରା) ର ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା...
ମା ଦୁର୍ଗା ସମସ୍ତଙ୍କର ମଙ୍ଗଳ କରନ୍ତୁ 🙏


ଜନ୍ମଦିନର ଅନେକ ଅନେକ  ଶୁଭେଚ୍ଛା ଓ ହାର୍ଦ୍ଦିକ ଅଭିନନ୍ଦନ DEBESH TIYU 💐💐 ପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ପାଖରେ ପ୍ରାର୍ଥନା କରୁଛୁ ତୁମ ଜୀବନର ...
22/10/2023

ଜନ୍ମଦିନର ଅନେକ ଅନେକ ଶୁଭେଚ୍ଛା ଓ ହାର୍ଦ୍ଦିକ ଅଭିନନ୍ଦନ DEBESH TIYU 💐💐
ପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ପାଖରେ ପ୍ରାର୍ଥନା କରୁଛୁ ତୁମ ଜୀବନର ପ୍ରତ୍ୟେକଟି ମୁହୂର୍ତ୍ତକୁ ସୁଖଃ ସମୃଦ୍ଧିରେ ଭରି ଦିଅନ୍ତୁ...🎉🎊🥰🙏

ଆମ ବାଉନ ବଜାର ତେପନ ଗଳି କଟକ ଚାରିଟେବୁଲ ଟ୍ରଷ୍ଟ ପରିବାର ତରଫରୁ ଆପଣ ସଭିଙ୍କୁ ଶାରଦୀୟ ଦୁର୍ଗାପୂଜା ର ହାର୍ଦିକ ଅଭିନନ୍ଦନ ❤️😍            ...
21/10/2023

ଆମ ବାଉନ ବଜାର ତେପନ ଗଳି କଟକ ଚାରିଟେବୁଲ ଟ୍ରଷ୍ଟ ପରିବାର ତରଫରୁ ଆପଣ ସଭିଙ୍କୁ ଶାରଦୀୟ ଦୁର୍ଗାପୂଜା ର ହାର୍ଦିକ ଅଭିନନ୍ଦନ ❤️😍

କଟକ ରେ ଯୋଡ଼ିହେଲା ଆଉ ଏକ ଚାନ୍ଦି ର ମେଢ଼।କଟକ ମହମ୍ମଦିଆ ବଜାର ନୂତନ ଚାନ୍ଦି ମେଢ଼ ଉନ୍ମୋଚନ ସମାରୋହ
18/10/2023

କଟକ ରେ ଯୋଡ଼ିହେଲା ଆଉ ଏକ ଚାନ୍ଦି ର ମେଢ଼।କଟକ ମହମ୍ମଦିଆ ବଜାର ନୂତନ ଚାନ୍ଦି ମେଢ଼ ଉନ୍ମୋଚନ ସମାରୋହ

ଚାଉଳିଆଗଞ୍ଜ ଚଳ ଚଞ୍ଚଳ ମା ' ଙ୍କ ଆଗମନ ପାଇଁ🙏🏻🙏🏻🙏🏻🙏🏻
18/10/2023

ଚାଉଳିଆଗଞ୍ଜ ଚଳ ଚଞ୍ଚଳ ମା ' ଙ୍କ ଆଗମନ ପାଇଁ
🙏🏻🙏🏻🙏🏻🙏🏻

ଆମ ପରିବାର ର ସଦସ୍ୟ ସ୍ବର୍ଗତ ଚିନ୍ମୟ ପ୍ରଧାନଙ୍କ ବିୟୋଗରେ ଆମ "୫୨ ବଜାର ୫୩ ଗଳି କଟକ ଚାରିଟେବୁଲ ଟ୍ରଷ୍ଟ" ପରିବାର ତରଫରୁ ଅଶ୍ରୁଳ ଶ୍ରଦ୍ଧାଞ...
05/10/2023

ଆମ ପରିବାର ର ସଦସ୍ୟ ସ୍ବର୍ଗତ ଚିନ୍ମୟ ପ୍ରଧାନଙ୍କ ବିୟୋଗରେ ଆମ "୫୨ ବଜାର ୫୩ ଗଳି କଟକ ଚାରିଟେବୁଲ ଟ୍ରଷ୍ଟ" ପରିବାର ତରଫରୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି।
😕 ଓଁ ଶାନ୍ତିଃ 😔

ଜନ୍ମଦିନର ଅନେକ ଅନେକ  ଶୁଭେଚ୍ଛା ଓ ହାର୍ଦ୍ଦିକ ଅଭିନନ୍ଦନ SUDHIRA SETHY 💐💐 ପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ପାଖରେ ପ୍ରାର୍ଥନା କରୁଛୁ ତୁମ ଜୀବନ...
04/10/2023

ଜନ୍ମଦିନର ଅନେକ ଅନେକ ଶୁଭେଚ୍ଛା ଓ ହାର୍ଦ୍ଦିକ ଅଭିନନ୍ଦନ SUDHIRA SETHY 💐💐
ପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ପାଖରେ ପ୍ରାର୍ଥନା କରୁଛୁ ତୁମ ଜୀବନର ପ୍ରତ୍ୟେକଟି ମୁହୂର୍ତ୍ତକୁ ସୁଖଃ ସମୃଦ୍ଧିରେ ଭରି ଦିଅନ୍ତୁ...🎉🎊🥰🙏

Super Hero of the day❤😍🥰MEMBER  of team " 52 BAZAR 53 GALI CUTTACK   CHARITABLE TRUST"   Donate a unit of blood today in...
03/10/2023

Super Hero of the day❤😍🥰
MEMBER of team " 52 BAZAR 53 GALI CUTTACK CHARITABLE TRUST"



Donate a unit of blood today in an emergency situation at ASWINI TRAUMA CARE CENTRE 🥰❤🙏🏻


ାର_୫୩_ଗଳି_କଟକ_ଚାରିଟେବୁଲ_ଟ୍ରଷ୍ଟ

୍ନାଥ ା_କଟକଚଣ୍ଡୀ

ଜନ୍ମଦିନର ଅନେକ ଅନେକ  ଶୁଭେଚ୍ଛା ଓ ହାର୍ଦ୍ଦିକ ଅଭିନନ୍ଦନ SUCHISMITA NAYAK 💐💐 ପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ପାଖରେ ପ୍ରାର୍ଥନା କରୁଛୁ ତୁମ ଜ...
03/10/2023

ଜନ୍ମଦିନର ଅନେକ ଅନେକ ଶୁଭେଚ୍ଛା ଓ ହାର୍ଦ୍ଦିକ ଅଭିନନ୍ଦନ SUCHISMITA NAYAK 💐💐
ପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ପାଖରେ ପ୍ରାର୍ଥନା କରୁଛୁ ତୁମ ଜୀବନର ପ୍ରତ୍ୟେକଟି ମୁହୂର୍ତ୍ତକୁ ସୁଖଃ ସମୃଦ୍ଧିରେ ଭରି ଦିଅନ୍ତୁ...🎉🎊🥰🙏

ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ର ଶୁଭେଚ୍ଛା ❤️
02/10/2023

ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ର ଶୁଭେଚ୍ଛା ❤️

ଜନ୍ମଦିନର ଅନେକ ଅନେକ  ଶୁଭେଚ୍ଛା ଓ ହାର୍ଦ୍ଦିକ ଅଭିନନ୍ଦନ Ganesh gupta 💐💐🥰 ପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ପାଖରେ ପ୍ରାର୍ଥନା କରୁଛୁ ତୁମ ଜୀବନ...
21/09/2023

ଜନ୍ମଦିନର ଅନେକ ଅନେକ ଶୁଭେଚ୍ଛା ଓ ହାର୍ଦ୍ଦିକ ଅଭିନନ୍ଦନ Ganesh gupta 💐💐🥰
ପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ପାଖରେ ପ୍ରାର୍ଥନା କରୁଛୁ ତୁମ ଜୀବନର ପ୍ରତ୍ୟେକଟି ମୁହୂର୍ତ୍ତକୁ ସୁଖଃ ସମୃଦ୍ଧିରେ ଭରି ଦିଅନ୍ତୁ...🎉🎊🥰🙏

ପବିତ୍ର ଗଣେଶ ପୂଜା ଅବସରରେ ଆପଣ ସମସ୍ତଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା ।
18/09/2023

ପବିତ୍ର ଗଣେଶ ପୂଜା ଅବସରରେ ଆପଣ ସମସ୍ତଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା ।

ଜନ୍ମଦିନର ଅନେକ ଅନେକ  ଶୁଭେଚ୍ଛା ଓ ହାର୍ଦ୍ଦିକ ଅଭିନନ୍ଦନ Ankita Sharma 💐💐🥰 ପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ପାଖରେ ପ୍ରାର୍ଥନା କରୁଛି ତୁମ ଜୀବ...
15/09/2023

ଜନ୍ମଦିନର ଅନେକ ଅନେକ ଶୁଭେଚ୍ଛା ଓ ହାର୍ଦ୍ଦିକ ଅଭିନନ୍ଦନ Ankita Sharma 💐💐🥰
ପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ପାଖରେ ପ୍ରାର୍ଥନା କରୁଛି ତୁମ ଜୀବନର ପ୍ରତ୍ୟେକଟି ମୁହୂର୍ତ୍ତକୁ ସୁଖଃ ସମୃଦ୍ଧିରେ ଭରି ଦିଅନ୍ତୁ...🎉🎊🥰🙏

ଜନ୍ମଦିନର ଅନେକ ଅନେକ  ଶୁଭେଚ୍ଛା ଓ ହାର୍ଦ୍ଦିକ ଅଭିନନ୍ଦନ Rajesh mohapatra 💐💐🥰 ପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ପାଖରେ ପ୍ରାର୍ଥନା କରୁଛି ତୁମ ...
15/09/2023

ଜନ୍ମଦିନର ଅନେକ ଅନେକ ଶୁଭେଚ୍ଛା ଓ ହାର୍ଦ୍ଦିକ ଅଭିନନ୍ଦନ Rajesh mohapatra 💐💐🥰
ପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ପାଖରେ ପ୍ରାର୍ଥନା କରୁଛି ତୁମ ଜୀବନର ପ୍ରତ୍ୟେକଟି ମୁହୂର୍ତ୍ତକୁ ସୁଖଃ ସମୃଦ୍ଧିରେ ଭରି ଦିଅନ୍ତୁ...🎉🎊🥰🙏

Super Hero of the day❤😍🥰TREASURE of team " 52 BAZAR 53 GALI CUTTACK  CHARITABLE TRUST"   Donate a unit of blood today in...
11/09/2023

Super Hero of the day❤😍🥰
TREASURE of team " 52 BAZAR 53 GALI CUTTACK CHARITABLE TRUST"



Donate a unit of blood today in an emergency situation at S.C.B 🥰❤🙏🏻


ାର_୫୩_ଗଳି_କଟକ_ଚାରିଟେବୁଲ_ଟ୍ରଷ୍ଟ

୍ନାଥ ା_କଟକଚଣ୍ଡୀ

ଜନ୍ମଦିନର ଅନେକ ଅନେକ  ଶୁଭେଚ୍ଛା ଓ ହାର୍ଦ୍ଦିକ ଅଭିନନ୍ଦନ Prâjētä Pâñï 💐💐🥰 ପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ପାଖରେ ପ୍ରାର୍ଥନା କରୁଛି ତୁମ ଜୀବନ...
06/09/2023

ଜନ୍ମଦିନର ଅନେକ ଅନେକ ଶୁଭେଚ୍ଛା ଓ ହାର୍ଦ୍ଦିକ ଅଭିନନ୍ଦନ Prâjētä Pâñï 💐💐🥰
ପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ପାଖରେ ପ୍ରାର୍ଥନା କରୁଛି ତୁମ ଜୀବନର ପ୍ରତ୍ୟେକଟି ମୁହୂର୍ତ୍ତକୁ ସୁଖଃ ସମୃଦ୍ଧିରେ ଭରି ଦିଅନ୍ତୁ...🎉🎊🥰🙏

ଜନ୍ମାଷ୍ଟମୀ ଅବସରରେ ସଭିଙ୍କୁ ଆନ୍ତରିକ ଶୁଭେଚ୍ଛା ଓ ଶୁଭକାମନା। ପ୍ରଭୁ ଶ୍ରୀକୃଷ୍ଣଙ୍କ ଅପାର କରୁଣାରୁ ସମସ୍ତଙ୍କ ଜୀବନ ସୁଖ, ସମୃଦ୍ଧିରେ ଭରିଯ...
05/09/2023

ଜନ୍ମାଷ୍ଟମୀ ଅବସରରେ ସଭିଙ୍କୁ ଆନ୍ତରିକ ଶୁଭେଚ୍ଛା ଓ ଶୁଭକାମନା। ପ୍ରଭୁ ଶ୍ରୀକୃଷ୍ଣଙ୍କ ଅପାର କରୁଣାରୁ ସମସ୍ତଙ୍କ ଜୀବନ ସୁଖ, ସମୃଦ୍ଧିରେ ଭରିଯାଉ। ❤️

ଅଜ୍ଞାନତା ଦୂର କରି ଜ୍ଞାନର ମାର୍ଗରେ ପରିଚାଳିତ କରିବାରେ ଗୁରୁଙ୍କ ଭୂମିକା ଅତୁଳନୀୟ। ପବିତ୍ର  #ଗୁରୁଦିବସ ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା 🙏🏻
04/09/2023

ଅଜ୍ଞାନତା ଦୂର କରି ଜ୍ଞାନର ମାର୍ଗରେ ପରିଚାଳିତ କରିବାରେ ଗୁରୁଙ୍କ ଭୂମିକା ଅତୁଳନୀୟ। ପବିତ୍ର #ଗୁରୁଦିବସ ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା 🙏🏻

ଜନ୍ମଦିନର ଅନେକ ଅନେକ  ଶୁଭେଚ୍ଛା ଓ ହାର୍ଦ୍ଦିକ ଅଭିନନ୍ଦନ MANAS NAYAK 💐💐🥰 ପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ପାଖରେ ପ୍ରାର୍ଥନା କରୁଛି ତୁମ ଜୀବନର...
02/09/2023

ଜନ୍ମଦିନର ଅନେକ ଅନେକ ଶୁଭେଚ୍ଛା ଓ ହାର୍ଦ୍ଦିକ ଅଭିନନ୍ଦନ MANAS NAYAK 💐💐🥰
ପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ପାଖରେ ପ୍ରାର୍ଥନା କରୁଛି ତୁମ ଜୀବନର ପ୍ରତ୍ୟେକଟି ମୁହୂର୍ତ୍ତକୁ ସୁଖଃ ସମୃଦ୍ଧିରେ ଭରି ଦିଅନ୍ତୁ...🎉🎊🥰🙏

ଜନ୍ମଦିନର ଅନେକ ଅନେକ  ଶୁଭେଚ୍ଛା ଓ ହାର୍ଦ୍ଦିକ ଅଭିନନ୍ଦନ  Pradeep Kumar Sahoo 💐💐🥰 ପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ପାଖରେ ପ୍ରାର୍ଥନା କରୁଛି ...
30/08/2023

ଜନ୍ମଦିନର ଅନେକ ଅନେକ ଶୁଭେଚ୍ଛା ଓ ହାର୍ଦ୍ଦିକ ଅଭିନନ୍ଦନ Pradeep Kumar Sahoo 💐💐🥰
ପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ପାଖରେ ପ୍ରାର୍ଥନା କରୁଛି ତୁମ ଜୀବନର ପ୍ରତ୍ୟେକଟି ମୁହୂର୍ତ୍ତକୁ ସୁଖଃ ସମୃଦ୍ଧିରେ ଭରି ଦିଅନ୍ତୁ...🎉🎊🥰🙏

ବ୍ରହ୍ମାଣ୍ଡର ସବୁଠାରୁ ପବିତ୍ର ବନ୍ଧନ,ସନାତନ ଧର୍ମ ର ପବିତ୍ର ପୂର୍ଣ୍ଣିମା,ରକ୍ଷା ବନ୍ଧନ ଅବା ରାକ୍ଷୀ ପୂର୍ଣ୍ଣିମା ରେ ସମସ୍ତଙ୍କୁ ଶୁଭେଚ୍ଛା ...
29/08/2023

ବ୍ରହ୍ମାଣ୍ଡର ସବୁଠାରୁ ପବିତ୍ର ବନ୍ଧନ,
ସନାତନ ଧର୍ମ ର ପବିତ୍ର ପୂର୍ଣ୍ଣିମା,
ରକ୍ଷା ବନ୍ଧନ ଅବା ରାକ୍ଷୀ ପୂର୍ଣ୍ଣିମା ରେ ସମସ୍ତଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ। 🙏🏻❤️😍
ଜଗନ୍ନାଥ ମହାପ୍ରଭୁଙ୍କ କୃପା ରୁ ସମସ୍ତେ ସୁସ୍ଥ ଓ ସୁରକ୍ଷିତ ରୁହନ୍ତୁ 🙏🙏🙏

ଜନ୍ମଦିନର ଅନେକ ଅନେକ  ଶୁଭେଚ୍ଛା ଓ ହାର୍ଦ୍ଦିକ ଅଭିନନ୍ଦନ  Swagatika 💐💐🥰 ପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ପାଖରେ ପ୍ରାର୍ଥନା କରୁଛି ତୁମ ଜୀବନର ...
26/08/2023

ଜନ୍ମଦିନର ଅନେକ ଅନେକ ଶୁଭେଚ୍ଛା ଓ ହାର୍ଦ୍ଦିକ ଅଭିନନ୍ଦନ Swagatika 💐💐🥰
ପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ପାଖରେ ପ୍ରାର୍ଥନା କରୁଛି ତୁମ ଜୀବନର ପ୍ରତ୍ୟେକଟି ମୁହୂର୍ତ୍ତକୁ ସୁଖଃ ସମୃଦ୍ଧିରେ ଭରି ଦିଅନ୍ତୁ...🎉🎊🥰🙏

ଜନ୍ମଦିନର ଅନେକ ଅନେକ  ଶୁଭେଚ୍ଛା ଓ ହାର୍ଦ୍ଦିକ ଅଭିନନ୍ଦନ Purna chandra    ଭାଇ  💐💐🥰 ପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ପାଖରେ ପ୍ରାର୍ଥନା କରୁଛି...
25/08/2023

ଜନ୍ମଦିନର ଅନେକ ଅନେକ ଶୁଭେଚ୍ଛା ଓ ହାର୍ଦ୍ଦିକ ଅଭିନନ୍ଦନ Purna chandra ଭାଇ 💐💐🥰
ପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ପାଖରେ ପ୍ରାର୍ଥନା କରୁଛି ତୁମ ଜୀବନର ପ୍ରତ୍ୟେକଟି ମୁହୂର୍ତ୍ତକୁ ସୁଖଃ ସମୃଦ୍ଧିରେ ଭରି ଦିଅନ୍ତୁ...ପ୍ରଭୁଙ୍କ ଆଶୀର୍ବାଦ କୃପା ସଦା ସର୍ବଦା ତୁମ ଉପରେ ଫୁଲ ପରି ବର୍ଷୁ ଥାଉ...🎉🎊🥰🙏

23/08/2023
ସଫଳତାର ସହ ଲ୍ୟାଣ୍ଡ କଲା ଚନ୍ଦ୍ରୟାନ-୩ Congratulations 🎉   has successfully landed on the Moon!Amazing job Be proud India 🇮🇳
23/08/2023

ସଫଳତାର ସହ ଲ୍ୟାଣ୍ଡ କଲା ଚନ୍ଦ୍ରୟାନ-୩ Congratulations 🎉
has successfully landed on the Moon!
Amazing job
Be proud India 🇮🇳

Happy birthday to u Padmalochan🎉🎂🎉
16/08/2023

Happy birthday to u Padmalochan🎉🎂🎉

15/08/2023

❤️

52 BAZAR 53 GALI CUTTACK

ଆଜି 77 ତମ ସ୍ବାଧୀନତା ଦିବସ ଉପଲକ୍ଷେ ଆମ "ବାଉନ ବଜାର ତେପନ ଗଳି କଟକ ଚାରିଟେବୁଲ ଟ୍ରଷ୍ଟ" ଚାଉଳିଆଗଞ୍ଜ ସ୍ଥିତ ଗାନ୍ଧୀ ଛକ ଠାରେ ସ୍ବାଧୀନତା ଦିବସ ପାଳନ କରାଯାଇଥିଲା। ଟ୍ରଷ୍ଟ ତରଫରୁ ୬ ଟି ବିଦ୍ଯାଳୟକୁ ୧. ନୂଆବଜାର ହାଇସ୍କୁଲ, ୨.କୁଞ୍ଜ ବିହାରୀ ଜୀଉ ହାଇସ୍କୁଲ, ୩.ଚାଉଳିଆଗଞ୍ଜ ଉଚ୍ଚ ବାଳିକା ବିଦ୍ଯାଳୟ, ୪ କିଡେର ଗାର୍ଡେନ ପ୍ଲେ ସ୍କୁଲ ୫. ସରସ୍ଵତୀ ଶିଶୁ ମନ୍ଦିର ୬.ଆଦର୍ଶ ଶିଶୁ ମନ୍ଦିର କୁ ବିଦ୍ଯା ରତ୍ନ ସମ୍ମାନ ୨୦୨୩ ରେ ସମ୍ମାନିତ କରାଯାଇଥିଲା। ଏହି ସ୍କୁଲ ର କିଛି ପିଲାମାନଙ୍କୁ ଦ୍ବାରା ସଂଗୀତ ଗାନ ଏବଂ ବକ୍ତବ୍ଯ ମଧ୍ଯ ଦେଇଥିଲେ। ସ୍କୁଲ ର ପାଖାପାଖି ୨୦୦୦ ରୁ ଉର୍ଦ୍ଧ୍ବ ଛାତ୍ର ଛାତୀ ମାନଙ୍କୁ ନିଜର ବିସ୍କୁଟ୍ ଚକୋଲେଟ୍ ଆଦି ଦିଆଯିବା ସହ ଆଗାମୀ ଦିନରେ ଉଜ୍ଜ୍ବଳ ଭବିଷ୍ଯତ ଗଠନ କରିବା ପାଇଁ ସେମାନଙ୍କୁ କିଛି କିଛି ଉପଦେଶ ଦେଇଥିଲୁ। ଟ୍ରଷ୍ଟ ର ସମସ୍ତ ସଦସ୍ଯ ମାନଙ୍କ ଦ୍ବାରା ଆଜିର କାର୍ଯ୍ୟକ୍ରମ କରାଯାଇଥିଲା।
ଜୟ ହିଦ୍।
52 BAZAR 53 GALI CUTTACK CHARITABLE TRUST...🙏🏻🚩❤

#2000+student's

Address

CHAULIAGANJ, CUTTACK, ODISHA
Cuttack
753004

Telephone

+917978876913

Website

Alerts

Be the first to know and let us send you an email when 52 BAZAR 53 GALI CUTTACK posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to 52 BAZAR 53 GALI CUTTACK:

Videos

Share