#ବାଲିପଡିଆ ପଞ୍ଚାୟତବାସୀଙ୍କୁ ନିବେଦନ 👍
#ବାଲିପଡିଆ ପଞ୍ଚାୟତବାସୀଙ୍କୁ ନିବେଦନ 👍
◆ଭ୍ରଷ୍ଟ ରାଜନୈତିକ ପରିବେଶ ଭିତରେ ଗାନ୍ଧୀ ବିଚାରଭିତ୍ତିକ ସୁସ୍ଥ ଗଣତନ୍ତ୍ର ପ୍ରତିଷ୍ଠା ପାଇଁ ଯାଜପୁର ଜିଲ୍ଲା ବଡ଼ଚଣା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ #ବାଲିପାଡ଼ିଆ ଗ୍ରାମ ପଞ୍ଚାୟତରେ ମତଦାତାଙ୍କ ମନୋନୀତ ପ୍ରାର୍ଥୀ (ଲୋକପ୍ରାର୍ଥୀ) ଭାବରେ #ଧନଞ୍ଜୟ ତ୍ରିପାଠୀ ସରପଞ୍ଚ ପାଇଁ ପ୍ରତିଦ୍ବନ୍ଦିତା କରୁଛନ୍ତି। ବାଲିପଡ଼ିଆ ଲୋକଙ୍କର ଗୋଟିଏ ସ୍ଲୋଗାନ "କାଲି ଯାଏ ଚାଲିଥିଲା - ଭୋଟ ଆମର ପ୍ରାର୍ଥୀ ଦଳର, ଆଜିଠାରୁ ଆରମ୍ଭ ହୋଇଛି - ଭୋଟ ବି ଆମର ପ୍ରାର୍ଥୀ ବି ଆମର।" ଏହି ଲୋକପ୍ରାର୍ଥୀଙ୍କ ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି ବିଶିଷ୍ଟ ସର୍ବୋଦୟ ନେତା ନିଶାକର ଦାସ, କେନ୍ଦ୍ରୀୟ ଗାନ୍ଧୀ ସ୍ମାରକ ନିଧିର ଟ୍ରଷ୍ଟି ଡଃ ବିଶ୍ଵଜିତ୍ ଓ ରାଷ୍ଟ୍ରୀୟ ଯୁବା ସଙ୍ଗଠନର ରାଷ୍ଟ୍ରୀୟ ସମିତି ସଦସ୍ୟ ମାନସ ପଟ୍ଟନାୟକ ! ଧନଞ୍ଜୟ ତ୍ରିପାଠୀଙ୍କୁ ମାଛ ଚିହ୍ନରେ ଭୋଟ ଦେଇ ଦେଶରେ ନୂଆ ରାଜନୀତି ସ୍ଥାପନ କରନ୍ତୁ।
#Vote4DhananjayTripathy Biswajit Roy
କେନ୍ଦ୍ରୀୟ ବଜେଟ କାହା ସ୍ୱାର୍ଥରେ!
🛑ପ୍ରସଙ୍ଗ : ବଜେଟ୍ କାହା ସ୍ୱାର୍ଥରେ ?
🎙 ଆଲୋଚକ :
●ପଞ୍ଚାନନ କାନୁନଗୋ (ପ୍ରାକ୍ତନ ଅର୍ଥମନ୍ତ୍ରୀ)
●ଡ଼. ସନ୍ତୋଷ ମହାପାତ୍ର (ଅର୍ଥନୀତି ସମୀକ୍ଷକ)
●ପ୍ରେରଣା ଦେଶାଇ (ଅର୍ଥନୀତିଜ୍ଞା)
●କେଦାର ମିଶ୍ର (ବରିଷ୍ଠ ସାମ୍ବାଦିକ)
♀ସଞ୍ଚାଳନା :
●ମାନସ ପଟ୍ଟନାୟକ (ସାମାଜିକ କର୍ମୀ)
#ଆମ_କଥା_ଆମ_ଭବିଷ୍ୟତ
#Budget2022
ମଦ, ତମାଖୁ ଏବଂ ଓଡ଼ିଶା! ରାଷ୍ଟ୍ରୀୟ ପରିବାର ସ୍ବାସ୍ଥ୍ୟ ସର୍ବେକ୍ଷଣ ତଥ୍ୟ
NFHS Report and Odisha: Alcohol and Tobacco
ଗହ୍ମା ପୂର୍ଣ୍ଣିମା ବନାମ ଗୋରକ୍ଷାର ରାଜନୀତି
🛑ଗହ୍ମା ପୂର୍ଣ୍ଣିମା ଅବସରରେ ସ୍ୱତନ୍ତ୍ର ଆଲୋଚନା
◆ ପ୍ରସଙ୍ଗ : ୧୯୧ ◆
~ଗହ୍ମା ପୂର୍ଣ୍ଣିମା ବନାମ ଗୋରକ୍ଷାର ରାଜନୀତି !
🎙 ଆଲୋଚକ :
●ମାନସ ରଞ୍ଜନ ମିଶ୍ର (ସାମାଜିକ କର୍ମୀ)
●ସରୋଜ ମହାନ୍ତି (ବରିଷ୍ଠ କୃଷକ ନେତା)
#ଆମ_କଥା_ଆମ_ଭବିଷ୍ୟତ
ଜନଗଣନାରେ ଓବିସି ଓ ସାରଣା! ଗଣିବାକୁ ଡର କାହିଁକି ?
🛑ପ୍ରସଙ୍ଗ : ୧୯୧
~ଜନଗଣନାରେ ଓବିସି ଓ ସାରଣା ! ଗଣିବାକୁ ଡର କାହିଁକି ???
🎙 ଆଲୋଚକ :
●ଲିଙ୍ଗରାଜ (ବରିଷ୍ଠ କୃଷକ ନେତା)
●ଲକ୍ଷ୍ମୀଧର ସିଂ (ସାମାଜିକ କର୍ମୀ)
●ସଙ୍ଘମିତ୍ରା ଜେନା (ଛାତ୍ର ନେତ୍ରୀ)
♀ସଞ୍ଚାଳନା :
●ମାନସ ରଞ୍ଜନ ମିଶ୍ର (ସାମାଜିକ କର୍ମୀ)
#ଆମ_କଥା_ଆମ_ଭବିଷ୍ୟତ
ଆଉ କେତେ ବିଭାଜନ : ପ୍ରସଙ୍ଗ ଆସାମ ମିଜୋରାମ ସୀମା ବିବାଦ
🛑ପ୍ରସଙ୍ଗ : ୧୯୦
~ଆଉ କେତେ ବିଭାଜନ : ପ୍ରସଙ୍ଗ ଆସାମ ମିଜୋରାମ ସୀମା ବିବାଦ
🎙 ଆଲୋଚକ :
●କେଦାର ମିଶ୍ର (ବରିଷ୍ଠ ସାମ୍ବାଦିକ)
●ମଧୁମିତା ରାୟ (ସାମାଜିକ କର୍ମୀ)
●ଅମୀୟ ପାଣ୍ଡବ (ସ୍ତମ୍ଭକାର)
♀ସଞ୍ଚାଳନା :
●ମାନସ ରଞ୍ଜନ ମିଶ୍ର (ସାମାଜିକ କର୍ମୀ)
#ଆମ_କଥା_ଆମ_ଭବିଷ୍ୟତ
Manas Ranjan's Zoom Meeting
ଜନସଂଖ୍ୟା ଦିବସ ଅନୁଚିନ୍ତା ! ଜନଗଣନାର ରାଜନୀତି ଏଵଂ ଉତ୍ତର ପ୍ରଦେଶ ଜନସଂଖ୍ୟା ନିୟନ୍ତ୍ରଣ ଚିଠା ବିଲ !
🛑ପ୍ରସଙ୍ଗ : ୧୭୫ ~ କୁଆଡେ ଗଲା ଆମ ଟିକା ? ଆମ ରାଜ୍ୟ ! ଆମ ଜିଲ୍ଲା ! ଆମ ଦେଶ !
🎙 ଆଲୋଚକ :
●ମାନସ ରଞ୍ଜନ ମିଶ୍ର (ସାମାଜିକ କର୍ମୀ)
#ଆମ_କଥା_ଆମ_ଭବିଷ୍ୟତ
#OdishaWantsToKnow
#WhereIsOurVaccination
#Covid19India
व्याख्यान: UAPA के संदर्भ में दिल्ली उच्च न्यायालय का फ़ैसला कैसे समझें?
⭕Online Talk (in Hindi)
◆Topic ~ Understanding Delhi High Court's recent Judgement regarding #UAPA
🎙Speaker - Vakasha Sachdev, Associate Editor (Legal), The Quint
♀ Chairperson - Prof Apoorvanand, Delhi University
Special Thanks ~ Lokayat
#ଆମ_କଥା_ଆମ_ଭବିଷ୍ୟତ
ଐତିହାସିକ କୃଷକ ଆନ୍ଦୋଳନର ୭ ମାସ ପୂର୍ତ୍ତି ଅବସରରେ ଆଲୋଚନା ଚକ୍ର
🛑ଐତିହାସିକ କୃଷକ ଆନ୍ଦୋଳନର ୭ ମାସ ପୂର୍ତ୍ତି ଅବସରରେ #ଆମ_କଥା_ଆମ_ଭବିଷ୍ୟତ ତରଫରୁ ଆଲୋଚନା ଚକ୍ର
◆ପ୍ରସଙ୍ଗ ~ କୃଷକ ବଞ୍ଚାଅରୁ ଗଣତନ୍ତ୍ର ବଞ୍ଚାଅ !
🎙 ଆଲୋଚକ :
●ପ୍ରଫୁଲ୍ଲ ସାମନ୍ତରା (ପରିବେଶବିତ୍)
●ଲିଙ୍ଗରାଜ (କୃଷକ ନେତା)
●ଅମୀୟ ପାଣ୍ଡବ (ସ୍ତମ୍ଭକାର)
●ଡଃ ବିଶ୍ୱଜିତ୍ (ସର୍ବୋଦୟ ନେତା)
◆ସଞ୍ଚାଳକ : ମାନସ ପଟ୍ଟନାୟକ (ସମ୍ପାଦକ, ଆମ କଥା ଆମ ଭବିଷ୍ୟତ)
#SupportForFarmers
#RepealBlackFarmLaws
#SaveAgricultureSaveDemocracy